ବୁଣାଧାନ ପାଇଁ ଘାସ ମରା Weedcide for Paddy 2ଗୁଣ ଅମଳ
ฝัง
- เผยแพร่เมื่อ 15 มิ.ย. 2023
- ବୁଣାଧାନ ପାଇଁ ଘାସ ମରା Weedcide for Paddy 2ଗୁଣ ଅମଳ
ଘାସ ସମ୍ପୂର୍ଣ ସଫା
weed compete with paddy for food water and sunlight at early stage of growth
If we will not control the weed it will affects the yield by 30-50%
To control weed at early stage apply
Pyrazosulfuron ethyl 10% WP @ 80gm/Acre and Butachlor 50%EC
@ 1200ml/Acre within 2days of sowing
Almix @8gm/Acre
or Segment @30gm/Acre or
Whip super @250ml/Acre at 15-20day after sowing
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank You
KRUSHI SAMPADA
#krushisampada #weedcide #weed
WATCH NEXT :
ଖାଲ ଜମି ପାଇଁ No 1 ଧାନ ବିହନ
• ଖାଲ ଜମି ପାଇଁ No 1 ଧାନ ...
ସ୍ୱର୍ଣ୍ଣ ପାଗି ଜମି ପାଇଁ Top 6 ଧାନ ବିହନ
• ବଢିଛି ଧାନର ବିକ୍ରୟ ମୂଲ...
Biozyme seed plus
100% ଧାନ ଗଜା
• BIOZYME SEED PLUS ର ଚମ...
ଧାନ ଫସଲ ପାଇଁ DAP ନା ULTRA DAP ସାର
• ଧାନ ଫସଲରେ DAP ସାର ନ UL... - วิทยาศาสตร์และเทคโนโลยี
Really good information sir
Bahut bahut dhanyavad sir🙏
ଧନ୍ୟବାଦ ସାର୍ ଜୟ କିଷାନ ❤🙏🙏🙏❤️
Very good information 🎉🎉🎉
Thanks🙏 Sir
Thank u sir
Good advice
Nice.
Thank you sir
Welcome
Tq sir amiti buna dhana bisayare tike kuhantu
ମହାଶୟ ଆପଣ ବହୁତ ସୁନ୍ଦର ଉପଦେଶ ଦେଲେ ,ଏହାକୁ ପ୍ରୟୋଗ କରି ଦେଖିବା
Thankyou
ବହୁତ ଭଲ ଲାଗିଲା ଧନ୍ୟବାଦ ଭାଇ
Thank you
Very good sir
Thank you
Sir buna dhanre somna ghasa hauchi kan kariba
Chara pakeiba agaru video asithibaru danyabad 🙏🙏
Assert herbicide bisayare video load karun
Good information
Thank you
@@krushisampadaaapana jeun machine ra katha kahile taara daam kete tike kahan tu mahaasaya .dhanyabaad
Sir mun dhana Patra bahariba pare spray kari dei6i kana asubidha heba ki pls janaibe.....
Sir amara December dhana lagiba april re kata haba 90 dinia dhana se dhana re kou ghasa mara lagiba amara sabu buna dhan
Sir Lanka re kou ghasa mara deiparba. Tike kahibe ki
sar ghasomora Ben heigola
Duba ghasa ra Daman kimety Kariba sir,
Sir RACER ( PRETILACCHLOR 50% EC ଘାସ ମରା ଧାନର କିପରିଭାବରେ ପ୍ରୟୋଗ ହେବ କୁହନ୍ତୁ
Sir khali ghasa paini Daman ra kama kariba ki kuhanta please sir
Ka pa chasa pai ama bana ghasa kipari safha kari pariba
e ghasa mara bari re pakaile alga gacha re kichi farak padiba????
Sathi
2 4d
ମାଳିନୀ ଧାନ ପୁରା ଖାଲରେ sir haba
Sir ଧାନ ତଳି ପକାଇ ବି କିନ୍ତୁ ବିଲ ରେ ସୁଆଁ ହଳ ବୁଲି tila ବର୍ଷା ଲଟୁ ମାଟି ବସି ଯାଇ ସୁଆଁ ଗଛ ହଉଟି ଗଲାଣି tktk କଣ କରିବା sir ହଣା ଲା prabi ମରୁନି କଣ କରିବା sir ଧାନ ପକାଇ ସାରି ଓସଦ ପକାଇ ବା ନା ଆଗ ପକାଇ dli ଧାନ ପକାଇ ବା ଟିକେ କୁନ୍ତୁ କି ଓସଦ ପକାଇ ବା kuntu ପ୍ଲିଜ଼ sir😢😢
ତଳି ପକାଇ 12 ଦିନରେ ତଳି ପକାନ୍ତୁ
ସାର୍ ଜିଆ ମାରିବନିତ ମୁଁ sathi ନାମକ ଓଉ ସଦ୍ଧ ବେବହାର କରୁଚି
ମାଟି ରେ ରାସାୟନିକ ସାର ପ୍ରୟୋଗ କଲେ ମଧ୍ୟ ଜିଆ ମରିଯିବ।
Sir council active apana kahileni
ସାର ଫୋନ୍ କାହିଁକି ଉଠାଉନାହାନ୍ତି
Narkis and wirazer sir
Thank you
Sir apannk nomber deantu. Mukichiabasakhath. Question pachari bi . Piz. Apannk nomber diantu
Kapa chasa kemiti kariba
Sri mu apananka sabu videos dekhe
Mu apananka bada fan
Mu +2 arts karichhi sri mu gai farm / panipaba chhasa upare padiba pai chhahuchhi
Sri aha upare kou crosa achhi ki
Plaise sri coment re replay debe🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ପନିପରିବା ଚାଷ ବା ଅନିମାଲ husbandry ବିଷୟରେ ପଢିବା ପାଇଁ Vocational course କରନ୍ତୁ।
Tali ghera ru ghas kipari Daman karajiba
ତଳି ର 15ଦିନରେ Nominee gold drum ପ୍ରତି 10ml ହିସାବରେ ସ୍ପ୍ରେ କରନ୍ତୁ।
Samana ghasa keun medicine re bhala heba
2_4d Or super wheel
Thank you
Ghaso mareb medical name diyo sir
Sir ସୁନୁସୁନିଆ ର ସମ୍ପୂର୍ଣ ଦମନ ଲାଗି ରାସାୟନିକ ଔଷଧ କୁହନ୍ତୁ.
ଯଦି ଧାନରେ ସୁନୁସୁନିଆ ହୋଇଥାଏ ତେବେ ଧାନ ରୋଇବାର ବା ବୁଣିବାର 25-30 ଦିନରେ 2,4D ethyl ester 38%EC drum ପ୍ରତି 30-35 ml ହିସାବରେ ସ୍ପ୍ରେ କରନ୍ତୁ ।
@@krushisampada thank u sir
ସାର୍ ଲାଜକୁରୀ କଣ୍ଟା ରେ କେଉଁ ମେଡିସିନ ସ୍ପ୍ରେ କଲେ ତାର ଚେର ସହ ମରିବ
ମାଟି ଓଦା ଥିବା ସମୟର Glyphosate 41%SL lit ପ୍ରତି 10ml ବା drum prati 150ml ସହିତ drum ପ୍ରତି urea 200 gm ମିଶାଇ ସ୍ପ୍ରେ କରନ୍ତୁ।
Hello sir ଯଦି ଧାନ ଜମି ରେ 6 ଇଞ୍ଚ
ଇଞ୍ଚ ପାଣି ଥାଏ ଏବଂ ଧାନ ରୋଇବା ର 15 ଦିନ ପରେ ଆମେ କେଁଉ ଘାସ ମରା ପ୍ରୟୋଗ କରିବା
ଏବଂ କଇଁ ଫୁଲ କେମିତି ଦମନ କରିବା
ଦୟାକରି ଉତ୍ତର ଦିଅନ୍ତୁ
Bispyrabac sodium 10% SC (Nominee gold) କୁ ଏକର ପ୍ରତି 80-100ml ba drum ପ୍ରତି 8-10ml ସହିତ Almix ଏକର ପ୍ରତି 8gm ମିଶାଇ ସ୍ପ୍ରେ କରନ୍ତୁ।
1Acre re kete dhana buniba uchit?Tk Reply Sir
40kg
@@gopabandhupanigrahi1156 thanks sir
Sir best ghasmara kuhantu
ଧାନ ରୋଇବାର କେତେ ଦିନ ହୋଇଛି ସେହି ହିସାବରେ ଘାସ ମରା ବ୍ୟବହାର କରାଯାଏ।
@@krushisampada dhan buna karichhu 15 ru 20 dina hauchhi
Buna dhan 20 ru 25 din helan lata hehiche
2,4 D Ethyl Ester 38%EC drum ପ୍ରତି 35ml ହିସାବରେ ସ୍ପ୍ରେ କରନ୍ତୁ।
Buna dhan re dap sange sathi marile
ମୂଳ ସାରରେ ମିଶାଇ ଦେଇ ପାରିବେ
Dhan Buna damayare
କୌକୌକା ଓ ବ୍ରାହ୍ମୀ କେମିତି ମୂଳରୁ ସଢି ଯିବ
Glyphosate 41%SL lit prati 10ml ବା drum ପ୍ରତି 150ml ସହିତ urea 200gm ମିଶାଇ ମାଟି ଓଦା ଥିବା ସମୟର ସ୍ପ୍ରେ କରନ୍ତୁ।
ଉହଇଳସଉପର ୩୦ ଦିନ ଭିତରେ ମାରିଲେ,ହବକିନାହି
Saati
Thank you
ସାର୍ ମୁଁ topgold ମାରିଛି
Sir contact no
Sathi
Sathi
Sathi
Thank you
ଧାନ ବୁଣା ୧୫ଦିନ ପରେ ଘାସ ମରା ବିଷ ଜମିରେ ପକାଇେଲ ଉଠି ଥିବା ଧାନ ଗଛର କିଛି କ୍ଷତି ହେବନିତ? ସାର, ଦୟାକରି ଜଣାଇବେ।
@@rameshchandradas6481 kichi ashubidha heba nahi
@@rameshchandradas6481 କିଛି କ୍ଷତି ହେବନାହିଁ