ଧାନରେ ପିଲ ସାର କେବେ ଦେବା Fertilizer application at tillering stage
ฝัง
- เผยแพร่เมื่อ 6 ก.ย. 2024
- Arabinda Sahoo
KRUSHI SAMPADA
ଧାନ ରୋଇବାର 15-20 ଦିନରେ ପିଲ ଅବସ୍ଥା ଆସିଥାଏ
ଏହି ସମୟରେ Urea ସାର ଏକର ପ୍ରତି 30-35kg ଓ potash ସାରେକର ପ୍ରତି 10kg ପ୍ରାୟୋଗ କରନ୍ତୁ
ଯଦି ଜୈବିକ ସାର ପ୍ରାୟୋଗ କରି ନାହାନ୍ତି ତେବେ BIOZYME ବା SAGARIKA ବା AGRI HUMIC GRANULE ଏକର ପ୍ରତି10kg ପ୍ରାୟୋଗ କରନ୍ତୁ।
NPK 19:19:19 lit ପ୍ରତି 3gm ବା NANO UREA lit ପ୍ରତି 2ml ସ୍ପ୍ରେ କରନ୍ତୁ
Thank you
KRUSHI SAMPADA
#krushisampada #paddytillering #paddy
ଧନ୍ୟବାଦ ବାଦ୍ ସାର୍
Sir, ଆମ ଜମିରେ ୟୁରିଆ ପକେଇବାକୁ ଡର ଲାଗୁଛି.. କାରଣ କାଳେ ଗଛ ପଡ଼ିଯିବ, ଆପଣ କହିଲେ କି 30-35 ଦରକାର ଏକର ପ୍ରତି.. ମୁଁ ପିଲ ସାର ସମୟରେ 15-20 kg ୟୁରିଆ ଆଉ fortera ଦାନାଦାର ଏବଂ ପୋଟାସ 8-10 kg ଦିଏ, ଆଉ ଥୋଡ଼ ସାର ରେ 8-10 kg ୟୁରିଆ ସହ ପୋଟାସ 15 kg ଏକର ପ୍ରତି ଦିଏ..
Bahut hi sundar namaste sir ji 😮
ନମସ୍କାର
ଧନ୍ୟବାଦ ସାର 🙏
Sir dhana chasa pai keun sara prayoga kale mati ra khyati heba nahi adhika Amala heba
Sir buna dhana re Sara debara Matra ra gotie video upload karantu
Beautiful Lin sir nomoskar Jay jagannath
Good advise sir.
Gud..information sir👍
Great thanks 👍👍
Great of talent Sir.thanks
Welcome
Tnxs you very much Sir 💜💕❤️🙏🙏👍
ଧନ୍ୟ ବାଦ sir
Zypsome Plus kete din re dia jiba dhana re ... Fatera/Regent /Virtako dhana pain darkar
Sir dhanare tambapatra dekhagale keun medicine diajiba?
ସାର୍ ଦେବାର କେତେଦିନପରେ ପିଲଆସିଥାଏ
Good advised sir
Sir namaskar. Can we apply NPK 19 19 19 with pesticide ?
ସାର ସହିତ କୀଟନାଶକ ମିଶାନ୍ତୁ ନାହିଁ।ପ୍ରଥମେ କୀଟନାଶକ ପ୍ରୟୋଗ କରନ୍ତୁ ତା ପରେ NPK ସ୍ପ୍ରେ କରନ୍ତୁ।
excellent description.thanks.
Thank you
Sar dhn rea pela hebapai ketea denrea sar deajeba darkar
th-cam.com/video/of8SraP8egQ/w-d-xo.html
Supar.. Ser
Hi sir dhanaruyapare ba purbaru sarapakeile bilare ketepanirakhiba, jadi jorre Barsha hela bilaru paniketerakhiba
ମୂଳ ସାର ହିସାବରେ ଏକର ପ୍ରତି DAP 35kg ଓ Potash 17kg ପ୍ରୟୋଗ କରନ୍ତୁ।ଜମିରେ ପାଣିରେ 3ଦିନ ବାନ୍ଧି ରଖନ୍ତୁ।ପାଣି ଜମିରୁ ଚାଲିଗଲେ ସାର ପଳାଇବ
ଧାନ ଲଗେଇବାର କେତେ ଦିନ ଭିତରେ ପ୍ରଥମେ ସାର ଦିଆ ଯାଏ ଓ କେତେ ଦିନ ପରେ second ଥର ଦିଆ ଯାଏ ଓ କଣ କଣ
ଧାନ ରୋଇବା ପୂର୍ବରୁ ମୂଳ ସାର ଓ 18-20ଦିନ ପରେ ପିଲ ସାର ପ୍ରୟୋଗ କରନ୍ତୁ।
ସାର୍ ମୁଁ ମୂଳ ସାର ପ୍ରୟୋଗ କରି ନାହିଁ, ଧାନ ରୋପଣ
କରିବାର କେତେ ଦିନ ପରେ କେଉଁ ସାର ପ୍ରୟୋଗ କରିବି,
Verygoodsir
Thank you
Dhana ruibara dui Number doss keun sara debu sir
ପିଲ ସାର ପାଇଁ ଏକର ପ୍ରତି 30-35kg urea ସହିତ BIOZYME ବା SAGARIAKA 10kg ପ୍ରୟୋଗ କରନ୍ତୁ
sara pakila pare kete dina pani bandhi rakhiba
Sir clearly 1acer re kete sara dia jiba stap stap kuhantu
Thadasara hisabara kisara daba sar
ମୂଳ ସାର ମାନେ କାଦୁଅ ରେ ସାର ଦିଅ ଯିବା କି sir
ହିଁ କାଦୁଆ ସାର
Thank you sir
Welcome
Sir iam santosh kumar. Dhano rua sorilapore kete dino gala pare uria patas proyoga koriba
ଧାନ ରୋଇବାର 15-20 ଦିନରେ ବା ପିଲ ଅବସ୍ଥା ରେ Urea ସାର ଏକର ପ୍ରତି 25kg ଓ potash 8-10kg ପ୍ରାୟୋଗ କରନ୍ତୁ।
Good 👍
Uria 25 thu 30 kg ruibar 25 Dina pare deuchi thik achhi sir?
Dap
Nasa use kale hebaki
ହଁ ପ୍ରୟୋଗ କରନ୍ତୁ
Ame 5lit. Go mutra 1kg nimapatra 1kg karanja patra au 50g rasuna dei medicine prastuta karichhe ehi medicine ta daba pain upajukta ki jadi upajukta tebe 1 lit. Pani re keta ml diajiba
Sir Potash sara Price bahut havy haegalana, Sprey lagi Best Potash liquid kauta use kale Best heba ??
Sir ame uria potas sagorika dela pore b npk doba na nahi please reply
NPK 19:19:19 କୁ ଧାନ ର ପିଲ ଅବସ୍ଥାରେ ସ୍ପ୍ରେ କରି ପାରିବେ।
Saro pakeiba dino oprahno re pakeiba npk na nahi please reply
Dap,sir
Dhan gachhaku pita kariba pain kan deba
Sir poly house karibaku chahunchhi keuthi apply Karibi tk janaile bhala huanta.
ଉଦ୍ୟାନ ବିଭାଗରେ ଆବେଦନ କରନ୍ତୁ।ରିହାତି ବ୍ୟବସ୍ଥା ରହିଛି।
Sir shinzenplus iffco insecticide kemiti kama karithae
SHINZEN PLUS ଯାହାକି Fipronil 5%SC ।ଏଜ ଏକ ସର୍ବାଙ୍ଗଭେଦି ,contact ଓ stomach ବିଷ।ଧାନ ର କାଣ୍ଡ ବିନ୍ଧା, ପତ୍ର ମୋଡ଼ ଆଦି ବହୁତ ପୋକ ଙ୍କୁ ଦମନ କରିଥାଏ।ଏହା ବହୁତ ଭଲ କାମ ଦେଇଥାଏ।lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada thankyou so much
ସାହୁ ଆଜ୍ଞା ନମସ୍କାର, ହିମ୍ବିକ ଏସିଡ୍ ଓ ନାନୋ ୟୁରିଆ ଦେଲେ ପିଲ ଆସିବ କି?
Humic acid ଓ nano urea କୁ ସ୍ପ୍ରେ କରିବା ସହିତ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ।
Dhano buda koruchi sir ki saro debaku podibo sir plz kh mu jani paru nahi
Patasa, urea Sara sahita D. A. P Sara add karipariba ki sir
ହଁ ମିଶାଇ ପାରିବେ
Sir gurmor 28/28 fatar
Thank you
Sir pila sara re zypmit plus pakai pariba ki nahin
Calbor 10 kg dia
Sir DAP pidia dia haba nahi ki mula Sara pain.
sir ଧାନରେ ପୋକ ଲାଗୁଛି କଣ କରାଜିବ ସିଘ୍ର ଗୋଟେଭିଡିଓ ଦିଅନ୍ତୁ
Molgent 3g medicine ta kn sir tike kuhana ai topic ree
Gromer 2 kg patas 500 grm anusara 50 grm
20-20-0-13gromer acor pichha 12kg au anusara 10 kg pakauchhu +npk spray karuchhu
20:20:0:13 କୁ ଏକର ପ୍ରତି 40kg potash 17kg ମୂଳ ସାର ହିସାବରେ ପ୍ରାୟୋଗ କରିବା ଉଚିତ।ସେହପାରେ Zinc sulphate ଅଣୁ ସାର ଏକର ପ୍ରତି 8kg ଓ Borax 4kg ପ୍ରାୟୋଗ କରିବା ଉଚିତ
Sir adhika amala pain keu medicine proyaga kariba darakar
Chelamingold500gm+Calbor10kg
Sir.ajaypotas.dap.kamakaruchi.na.nahion
Katha athik heuchhi sir,
Sir mu dhana lagei sarichi kou Saro debi
Keun dhan sabuthhu aya
Good How to contact you for Advice
ଡାଳିମ୍ବ ଗଛ ରେ ଫୁଲ ଆସୁଛି। ଫଳ ହେଉନାହିଁ। କଣ କରିବା?
Ruaa pare keun Sara deba sir
Sir pila Sara hisab re dap prayog Kari pariba Na nahi
ପିଲ ସାର ପାଇଁ urea ସାର ପ୍ରାୟୋଗ କରନ୍ତୁ।ଧାନ ରୋଇବାର 15-20 ଦିନରେ ଏକର ପ୍ରତି 25-30kg urea ସାର ପ୍ରାୟୋଗ କରନ୍ତୁ।
Sir only dap sar dele Heba ki
DAP ସାର କୁ ମୂଳ ସାର ହିସାବରେ ପ୍ରାୟୋଗ କରନ୍ତୁ।ଏକର ପ୍ରତି 35kg ଓ potash 15kg ।ପିଲ ସାର ରେ urea ଏକର ପ୍ରତି 25-30 kg ପ୍ରାୟୋଗ କରନ୍ତୁ।
Urea
Susudi saga ku biloru kemiti sesho kariba
ଧାନ ରୋଇବାର 25-30 ଦିନରେ 2,4 D ethyl ester 38% EC drum ପ୍ରତି 35ml ହିସାବରେ ସ୍ପ୍ରେ କରନ୍ତୁ।
Uria
ୟୁରିଆ
Uria potas dap dhano rueba ro 15 ro 20 dino pore daithau
Mula Sara hisabre kaduasara Kan kan plese
ଏଥିପାଇଁ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।
th-cam.com/video/pnSQ_sQf6rA/w-d-xo.html
କାଜୁ ଗଛର ଫୁଲ ହୋଇ ରୋଗ ହୁଏ। ତେବେ କଣ କରିହେବ ସାର୍ କୁହନ୍ତୁ।
Gromer
Grumar. Pathass. Sar
DAP / gromor keta bele use haba
ମୂଳ ସାର ବା First does ରେ ପ୍ରୟୋଗ କରନ୍ତୁ
ରୋଇବା ପରେ ଫାଷ୍ଟ dose ୟୁରିଆ , ଗ୍ରୋମୋର୍, ପଟlସ
2nd dose pila sara ୟୁରିଆ, ଗ୍ରୋମୋର, ପୋଟlସ
3 thoda Sara ୟୁରିଆ,ପତାସ ,ଗ୍ରମୋର୍
ଏକର କେତେ ଲେଖା ଦିଆ ଦିଆଯିବ
ଆଉ total kete sara lagiba
Sir fetra use kete bele kara jaei,eka vedio kara
Badadhan samparkare kichhu mantabya
th-cam.com/video/UH0qBCIHSig/w-d-xo.html
Zikiandpatasandgomamix hebat
ସାର କାଦୁଅ ସମୟରେ କେଉଁ ଜୈବିକ ସାର ପ୍ରୟୋଗ କରିବି ଧାନ ଚାଷ ପାଇଁ
କାଦୁଆ ସମୟ ରେ ଜୈବିକ ସାର ପ୍ରୟୋଗ ନ କରି ଧାନ ରୋଇବାର 10-15ଦିନରେ ପ୍ରୟୋଗ କଲେ ଅଧିକ ଫାଇଦା ମିଳିଥାଏ।ଜୈବିକ ସାର BIOZYME ବା SAGARIKA ବା AGRI HUMIC GRANULE ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
Ma dhana re Patra padaa lagichi kana Kari bi saar
NAVRATNA ସାର
16:20:0:13
Uria 40% ପକାଉ
Baigana re gala Pai medicines
Nano urea ଦେଲେ urea fertilizer ଦେବା ଆବଶ୍ୟକ ନାହିଁ??
ଅର୍ଥାତ ଯଦି ମୁଁ ଜମିରେ ୟୁରିଆ ସାର, ପୋଟାସ ସାର ଏବଂ ସାଗରୀକା ପ୍ରୟୋଗ କରିବି.. ତାପରେ ନାନୋ ୟୁରିଆ ସ୍ପ୍ରେ କରିପାରିବି କି??
ସାର ଯଦି ପ୍ରାୟୋଗ କରୁଛନ୍ତି ତେବେ Nano urea ସ୍ପ୍ରେ କରନ୍ତୁ ନାହିଁ
Dhana tali kepari prastut kariba
ଏଥିପାଇଁ ଏକ video ପ୍ରସ୍ତୁତ କରାଯାଉଛି, ଶୀଘ୍ର ଦେଖି ପାରିବେ
Red apple bery ରେ ଘାସ ଅଧିକ ହୋଇଛି। କିପରି ପରିଚାଳନା କରିବା ?
Nasa pila deba ki sri
ସାର୍, ଏହି 02.08.2024 ରେ15 ଗୁଣ୍ଠ ଜମି କାଦୁଅ କରି 10 kg DAP and 3kg organic TOTO ପ୍ରୟୋଗ କରିଛି.ଏହାପରେ କେବେ କେଉଁ ସାର ଓ କୀଟନାଶକ ପ୍ରୟୋଗ କରାଯିବ ଦୟାକରି କହିବେ.ଜୟ କିଷାନ.
15 ଗୁଣ୍ଠ କେତେ acr ଜମି
Gromor 30 kg potas 7 kg ପ୍ରୟୋଗ କଲେ ଭଲ ଅମଳ ଆସିବ
Ao.60@@user-ks8md5zs7x
ସାର ୟୁରିୟା ପଟାଶ ସେକେଣ୍ଡ ଡଜ କେତ୍ତେ କେ ତ୍ତେ କିଲୋ ମିଶା ଯାହେ
2nd does ସାର ବା ପିଲ ସାର ହିସାବରେ ଏକର ପ୍ରତି Urea 30-35kg ପ୍ରୟୋଗ କରନ୍ତୁ।ଯଦି ଜୈବିକ ସାର BIOZYME ବା SAGARIKA ଦେଇ ନାହାନ୍ତି ତେବେ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ। Potash 10kg ପ୍ରୟୋଗ କରି ପାରିବେ।ଯଦି ମୂଳ ସାର ରେ Potash ସାର ଦେଇଛନ୍ତି ତେବେ ବର୍ତ୍ତମାନ ନ ଦେଲେ ଚଳିବ।
Sir.mu dhan chas karichi. Shana gachare Patra moda poka .Patra dhala dekha jauchi. Medicine
Cartap hydrochloride 50%SP lit ପ୍ରତି 1gm ବା CANON ବା 505 lit ପ୍ରତି 2ml ବା Fipronil 5%SC lit ପ୍ରତି 2ml ସହିତ ନିମ୍ବତେଲ lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Khali uria deu
Potala chasa re dahia poka lagichhanti kau aushadha debi
Fertilizer should be prohibited only organic fertilizer may be utilised for save of life.
Urea patas
Zink uria
sir, nana urea pila abastare dele haba.
Nano urea ପିଲ ଅବସ୍ଥା ଓ ଥୋଡ଼ ଅବସ୍ଥାରେ lit ପ୍ରତି 2-4ml ହିସାବରେ ସ୍ପ୍ରେ କରନ୍ତୁ।
Uriya /dap
Thank you
Dap ପଟ।ସ୍ ଦେଇଛି ସାର୍।
Taar dastre kusar poyga kariba
Taara dahas kusar maribakuhaiba
sir ... mu pil sar onusare urea 30kg potash 20 kg logaichi
ପିଲ ସାର ରେ ପୋଟାସ ଟିକେ କମ ଦେଲେ ଭଲ.. Nitrogen ର ଆବଶ୍ୟକତା ବେଶୀ ଥାଏ.. ବାସ ଜମିର ଉର୍ବରତା କୁ dhyan ରଖିବେ
ପିଲ ସାର ପାଇଁ ୟୁରିଆ 30 ପଟାସ 10 ସାଗରିକ 10 ସବୁ ଠୁ ଭଲ
Self mob.no. diyantu
ଏଇ ପିଲ ଅବସ୍ଥାରେ ୟୁରିଆ ସହ କେଉଁ ଅଣୁସାର ଏବଂ କେଉଁ କୀଟନାଶକ ଦାନାଦାର ପେକେଇଲେ ଭଲ ହେବ. ଟିକେ କହିବେ
ପିଲ ସାର ସମୟରେ ଏକର ପ୍ରତି urea 30kg ଓ potash 10kg ପ୍ରାୟୋଗ କରନ୍ତୁ।
Agri humic granules pakantu bahut badhia result asuchi
@@sarfarajakhtar2906 ଭାଇ ଧନ୍ୟବାଦ,, ହେଲେ କୋଉ କୀଟନାସକ ଦାନାଦାର ପେକଇଲେ ରୋଗ ପୋକ ହେବନାହିଁ??
Apan nka Phone number darakar
Dap 18 46 0 1bag1 ac