New Generation Herbicide ନୂତନ ପିଢ଼ି ର ଘାସ ମରା
ฝัง
- เผยแพร่เมื่อ 11 ธ.ค. 2024
- ନୂତନ ପିଢ଼ି ର ଘାସ ମରା
ରୁଆ ଧାନ ରେ
ଲମ୍ବା ସମୟ ଧରି ଘାସ ନିୟନ୍ତ୍ରଣ
New generation Herbicide
Weed is most destructive element in rice production
It reduces 20-40% of crop loss if it is not managed properly at early stage of crop growth
New generation herbicide will control the weed for a long period
Herbicide like Londax power
Council Active
Nominee Gold
Sathi
Granite
Vivaya
In transplanted paddy
Both Pre-emergence paddy
And post emergence paddy
What are the new generation herbicides
What are the new rice herbicides in India
What are the herbicides used in paddy
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank You
KRUSHI SAMPADA
#krushisampada
#paddy
#herbicide
WATCH NEXT :
ଫସଲ ବୀମା ଯୋଜନା ସମ୍ପୂର୍ଣ ମାଗଣା
• 3ବର୍ଷ ପାଇଁ ଫସଲ ବୀମା ସମ...
ଧାନ ତଳି ଘରା ରେ ରୋଗ ପୋକ ନିୟନ୍ତ୍ରଣ
• 2023 ପାଣିପାଗରେ ତଳିଘରା ...
ଝାଉଁଳ। ରୋଗ ସାହାଣୀ ବାଇଗଣ
• ଝାଉଁଳା ରୋଗ ସହନଶୀଳ ବାଇଗ...
ଧାନ ରେ ମୂଳ ସାର
• ଧାନ ଫସଲରେ ମୂଳ ସାର କେଉଁ...
Bhala. Video
Thank you
Thanks sir
Welcome
ଧନ୍ୟବାଦ ଆଜ୍ଞା | ଜୁହାର 🙏🙏
ଧନ୍ୟବାଦ
Helping information sir thank you
Thank you
Sar 🙏sathi ku roebaa ra 3 Din paree dai paribaa ki
ସାଥୀ କୁ ରୋଈବା ର 3ଦିନ ମଧ୍ୟରେ
Nice video
Thanks
Dhana Rohiba pare pila Sara kan kan dele adhika pila heba sir
ଏଥିପାଇଁ ଏକ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।
th-cam.com/video/HB04zuDTkHs/w-d-xo.html
2.4.d
Hi sir
Madaranga grass killing medicine name plz....
ଘାସ ସହିତ କେଉଁ ଫସଲ ରହିଛି ନା କେବଳ ଘାସ ଅଛି।ଯଦି ଫସଲ ସହିତ ରହିଛି ତାହା କେଉଁ ଫସଲ ଓ କେତେଦିନ ର ଫସଲ ସମ୍ପୂର୍ଣ ତଥ୍ୟ ଦିଅନ୍ତୁ।
Caunsil kete paisa kahun tike
Council active 90gm କୁ 1100-1200 ଟଙ୍କା ପଡିଥାଏ।
Valuable information sir, surely beneficial. Thanks
Thank u sir 🙏
Most welcome
Sir, kharadi dhana re ghasa daman pain kan medicine daba.
Sathi proyoga karuchu sir
Thank you
Sir samana ghasa pain aame pura haerana hoi sariluni. Kounasi ghasamaraa kama karuni. Please samadhan tk kahibe. Sir
2,4D ethyl ester 38%EC drum ପ୍ରତି 35ml ସହିତ Almix 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ
@@krushisampada kama karuni sir. Already adora, nomini, au whipsuper sathire 24d all mix au edg mix sabu mix kariki spray sarila ni
Baki sabu ghasa safa hoijauchhi hele samana pain aame sabu chasi chintita .. kebala buna dhanare besi matrare samana ghasa hauchhi
ବଢିଆ video ବନେଇଛନ୍ତି sir
Thank you
Ripit plus
Thank you
Buna dhan re 60dina pare keu medicine deba
30 ଦିନ ପରେ କୌଣସି ଘାସ ମରା କାମ ଦେବ ନାହିଁ
Sair amaariara medicine beparimane anu nahanti aria Muniguda Bissma cattck
ସାର୍ ନମସ୍କାର, ବହୁତ ଶିଖଣିୟ କଥା ଜାଣିବାକୁ ପାଇଲୁ 🎉
Thank you
Sir Dhana chasa jamire neli bahut heijaichi, kan use kariba tike sugesstion diantu.
Pariba bagicha ru motha ghasa mariba pai kana sir
ପାରିବା ରେ ଘାସ ଦମନ ପାଇଁ 15-20ଦିନରେ Agil lit ପ୍ରତି 2ml ହିସାବରେ ମାଟି ଓଦା ଥିବା ସମୟର ସ୍ପ୍ରେ କରନ୍ତୁ।
ଧାନ ଫସଲରେ ଘାସ ମରା sathi ର dose ବଢିଗଲେ side effect ହେଲେ କଣ କରିବା please କହିବେ sir please
Does ଅଧିକ ଦିଅନ୍ତୁ ନାହିଁ
@@krushisampada dose ଅଧିକ ପଡ଼ିଯାଇଛି
ସାର୍,ଧାନ ରୋଇବାର 8 ରୁ10 ଦିନ ପରେ ଘାସମରା ପ୍ରୟୋଗ କଲେ ଧାନର କିଛି କ୍ଷତି ହେବନି ତ ସାର୍,
ନା କିଛି କ୍ଷତି ହେବ ନାହିଁ
Sar buna dhana re ghasa mara pani kan bebaharo kariba
ବୁଣା ଧାନରେ ଘାସ ନିୟନ୍ତ୍ରଣ କରିବା ପାଇଁ video ପ୍ରସ୍ତୁତ କରାଯାଇଛି ।ଦେଖି ପାରିବେ।
th-cam.com/video/bcDscfVuIII/w-d-xo.html
Sathi sarare padiparibaki?
ଧାନ ରୋଇବା ପୂର୍ବରୁ ସାରରେ SATHI ଏକର ପ୍ରତି 80gm ହିସାବରେ ଗୋଳାଇ ପ୍ରୟୋଗ କରନ୍ତୁ।
କଲମୋ ସାଗ ହଉ ଛି କଉ ଘାସ ମରା ସ୍ପ୍ରେ କରି ବା ବହୁତ୍ ହେଇ ଛି
ଫସଲ ସହିତ ହୋଇଛି କୁ କେବଳ କଲମ ଶାଗ ହୋଇଛି ତଥ୍ୟ ଦିଅନ୍ତୁ।
Sir ପୋଟଳ ଫୁଲ କଶି ପାଚିଜାଉଛି କିଛି ଉପାୟ କୁହନ୍ତୁ please
9ଟି ମାଈ ଗଛ ରେ 1ଟି ଅଣ୍ଡିରା ଗଛ ଲଗାଇଲେ ପରାଗ ସଙ୍ଗମ ହୋଇଥାଏ।NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ମିଶାଇ ସ୍ପ୍ରେ କରନ୍ତୁ। 3ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir NPK 20 20 20 ସାଥେ Chamak ସ୍ପ୍ରେ କରିବୁ
Sir dhan nursari ku 13 Dina heichi Sethi re samana ghas(Lata jatiya) heichi upachar kemitii karibi
ତଳି ର 15ଦିନରେ ଘାସ ମରା Nominee gold drum ପ୍ରତି 10ml ହିସାବରେ ସ୍ପ୍ରେ କରନ୍ତୁ।
Sir namaskare
Sir dhana talire garagada/Khali hoeichi ki osadha pakeile garagada Marijiba pls sir tike kuhantu
Kharudi talire Kan kale tali vala upudiba mati haluka haba
Please sir advaeichi diyantu
Reply diatnu
ତଳି ଘର।ରେ ଘାସ ନିୟନ୍ତ୍ରଣ ପାଇଁ ତଳି ର 15ଦିନରେ ଘାସ ମାରା Nominee gold drum ପ୍ରତି 10ml ହିସାବରେ ସ୍ପ୍ରେ କରନ୍ତୁ।ତଳି ଘରା ରେ ତଳି ଓପାଡି ବାର 5ଦିନ ପୂର୍ବରୁ 10decimil ପ୍ରତି 6kg Gypsum ସାର ପ୍ରୟୋଗ କଲେ ତଳି ଛିଣ୍ଡିବ ନାହିଁ।
@@krushisampada 10 ml kete little panire Padiba garagada Marijiba na sir
@@krushisampada sir apanaka mobile number tike diyantu
Sir, ନମସ୍କାର. ଧାନ ରୁଆ ହୋଇ 20 ଦିନ ହେଲା . ଘାସ ମରା Counsil active ଦେଇ ହେବ କି? ଦୟାକରି reply ଦିଅନ୍ତୁ. ,🙏🙏🙏 counsil active ku ବାଲିରେ ମିଶାଇ ଦେଇ ପାରିବ କି?
Sir, ମୂଳ ସାରରେ ଘାସ ମରା ମିଶାଇ ଦେଇଛି 'sathi ୮୦ ଗ୍ରାମ ', କିଛି ସମସ୍ୟା ହୋଇପାରେ କି? 🙏🙏
Good afternoon Sir
Can I use herbicide with the fertilizer in my paddy field after 21 days of plantation.
ସାର ସହିତ ଘାସ ମରା କୁ ପ୍ରୟୋଗ କରନ୍ତୁ ନାହିଁ
@@krushisampada Thank you sir.
Can I apply cloud 80 in my paddy field. And what is the procedure to use it.
Widnas
ସାର ଧାନ ଲଗେଇ ବା ସମୟରେ କେଉଁ ଘାସ ମରା best use koriba
2
Thanks sir
ଜୟ କିଷାନ 🙏.
sir ବୁଣା ଜମିରେ କଉ ଘାସମରା ପକାଇବା ମୂଖ୍ଯ କଥା ସାର ପାଣି ଅଧିକ ହେଉଛୀ
ରୁଆ ହୋଇ 25 ଦିନ ହେଇଯାଇଛି କୋଉ ଔଷଧ ଦେଲେ ଘାସ କୁ ନିୟନ୍ତ୍ରଣ କରିବା।
We are using SAI NIRMULpretilachlor 50%EC.Is it a selective herbicite.Is it useful for paddy.
Thank you
କପା ଚାଷ ରେ ଘାସ ନିୟନ୍ତ୍ରଣ ଉପରେ ଗୋଟିଏ ଭିଡିଓ କରନ୍ତୁ ।
କପା ଚାଷ ରେ ସାର ଓ ରୋଗ ବାବଦରେ ଗୋଟେ ଭିଡ଼ିଓ କରନ୍ତୁ
Sir please advice varmi Compost use per akr sir🙏🙏🙏
Sir Sara re misai pakeila heba ki
Barsadina mulachasa bisayare kahantu
Sar sea secret I FFCO Saro Kan keby daba
Hello sir 🙏
ମୋର ଧନ ରୁଇ କରି 5 7 ଭିତରେ ପତ୍ର ଟା ପୋଡ଼ି ଜଉଛି କୋଉ ଭିଟାମିନ ବା ଔଷଧ ଦେଲେ ଭଲ ହେବ
Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ମିଶାଇ ସ୍ପ୍ରେ କରନ୍ତୁ।
Sir, please make a video on areca nut plant.
🙏🙏🙏
pariba bagicha ru motha mara
ଧାନ ରୋଇବ ପୂର୍ବରୁ ହଳରେ କଉ ସାର ଦେବା
Saathi
Good 👍
Nice sir
Sir ଆପଣଙ୍କର ଫୋନ number ମିଳିବ କି ,ମୁଁ ଆପଣଙ୍କ ସାଙ୍ଗରେ କଥା ହେଇଥାନ୍ତି
Kucho marii ba kinta kuho tho
Promo sm
ଆଜ୍ଞା ନମସ୍କାର କପା ଚାଷ ଉପରେ ଭିଡିଓ ବନାନ୍ତୁ please sir
ମୋଥା ଘାସା ମରା ପାଏ କାନା
Sir namaskar tali upadibara 5 dina purbaru keu 4g danadara pakaiba
ତଳି ଉପାଡ଼ି ବାର 5ଦିନ ପୂର୍ବରୁ Carbofuran 3G କୁ 10 decimil ଜାଗାରେ 1200gm ହିସାବରେ ପ୍ରୟୋଗ କରନ୍ତୁ। କିମ୍ବା Cartap hydrochloride 4G 750gm ହିସାବରେ ପ୍ରୟୋଗ କରନ୍ତୁ।
ପ୍ରଣାମ ସାର୍,ଏ ବର୍ଷତ ଓଡ଼ିଶାରେ ବର୍ଷା ଅଭାବ। ତେଣୁ ଟଙ୍କା ଗଛ ଲଗାଇ କେଉଁ ଜମିରେ ଟଙ୍କା ଫଳାଇ ପାରିବା ଉପାୟ ବତାନ୍ତୁ। ଫଳରେ ବିଦେଶରୁ ଖାଦ୍ୟ ଆମଦାନୀ କରି ଚଳିପାରିବା।ଜୟ ଜଗନ୍ନାଥ
😅😅😅😅
😂😂😂😂😂😂
Right 😂😂😂😂😂😂
Sir contact number
Saathi