Jadi apana 2 4D liquid deaichanty ta 25 ml per 15 ml or powder form deauchanty ta 50 gram deaiparibe 2 4 D dele patra haldia hoijiba kintu 5 dina pare puni green hoijiba jadi haldia na heba ku chahunchanty ta kichi vitamin misai pakai paranti
Jadi apana latamaraa use କରିବାକୁ ଚାହୁଁ ଚଣ୍ଟି and patra haldia heba nahi ta Apana Green lebel 100 ml GREEN mix 8 gram Mix kari bali Saha mix kari buniparanty Jekounasi ghasa thiba Sabu ghasa mari pariba patra haldia heba nahi
Aamar chas dui number bol sar.. Uria=45×2=90kg Potash=50kg DAP=50KG Ferterra =4kg NASA=6KG khali du number bol sar Total prati ekar 9 basta NK 5231 ,AND 101
Really sir mui Dui khet helan dhan re pata maruchhe success heuchhe sir dhan bahut pila desi
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଆଜ୍ଞା, ଯଦି ଭୂଲ୍ ନ ଭାବନ୍ତି, ତେବେ ଜମି ରେ ପଟା ମରା ର ଭିଡିଓ ଟେ ଦେଲେ, ଆମେ ଆପଣଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବୁ, ଧନ୍ୟବାଦ
@@Kurefultv Kenta kari send karmi sir
ବିଲକୁ ସୁଖିଲା ରଖିଲେଘାସ ହୋଇ ଯିବ ତ । ମୋ ମତରେ ଧାନ ରୋଇବାଠାରୁ ୧୦ ଦିନ ପର୍ଯ୍ୟନ୍ତ ପାଣି ଫୁଲ ରଖିବା ଉଚିତ। ତା ଦ୍ବାରା ପଙ୍କରେ ଘାସ ସବୁ ମିଳିପଚିଯିବ।ତାପରେ ବିଲ ସୁଖାରଖି ପିଲସାର ପ୍ରୟୋଗ କରିବ।
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା,
@@Kurefultv ଆପଣଙ୍କର ମୋ ପ୍ରତି ଉପହାସ ମନେହେଉନି ତ।କାରଣ ମୁଁ ଅଜ୍ଞ ଆପଣ ବିଜ୍ଞ
ନାଏକ ଆଜ୍ଞା ନମସ୍କାର, କ୍ଷମା କରିବେ,ଆମର ସେପରି ଭାବନା ଆପଣଙ୍କ ପ୍ରତି ନାହିଁ, ଆମେ ଆପଣଙ୍କ ମତାମତ କୁ ଯଥେଷ୍ଟ ସମ୍ମାନ ଜଣାଉଛୁ। ଯଥାର୍ଥରେ ଆପଣଙ୍କ ମତାମତ ସୁନ୍ଦର ଓ ଗ୍ରହଣୀୟ। ଧନ୍ୟବାଦ
Right
😊😊😊
You r correct and your advice is good Thank you.
Sure sir Tamar tricks aplay karba sir
Mui Kalahandi jayapatna block ru Tamar video dekhu thili sir
ନମସ୍କାର ଆଜ୍ଞା, ନିଶ୍ଚୟ ଏହି ପ୍ରଣାଳୀ ରେ ଅଧିକ ଲାଭ ରହିଛି।
Desi trick bahut bhal lagla, Thanks sir, BirenBhoi
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ
Biren sir apan ken Tharu video dekhu thile
Sir dhan jami re guda kahi ki dianti
ପିଲ ଅଧିକ ଆଣିବା ପାଇଁ
Kete timte re deba 1 acr kete kg guda deba
Good information
Thanks
Very nice information sir
So nice of you
When does 2 . 4 D is applied after plantation sir?
Bahut badia angyan...sambalpuri re bahut bhal bujhauchan
ଆଶା ଆପଣ ମାନେ କାର୍ଯ୍ୟ ରେ ଲଗାଇ ପାରିବେ
ଆଜ୍ଞା କପା ଚାଷ ବିସୟେ ଟିକେ ଭଲ ଫୁଲଫଲ ଧରବା ଲାଗି
ଗୁଟେ ଭିଡିଓ ଛାଡବେ 🙏🙏🙏
ବହୁତ ଜଲଦି ଦେଖି ପାରିବେ।
🙏🙏🙏
Sir ନୂଆ ମାଟି କାମ ହେଇ ଥିବା ଜାମିନ ରେ କେ ଧନ କର୍ଲେ ଭଲ ହେବା,
ନମସ୍କାର ଆଜ୍ଞା
ପାଣି କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଜମି ରେ ରହୁଛି,ତିକୁ ଦେଖି ଧାନ ସିଲେକ୍ସନ୍ କରନ୍ତୁ
GOOD SIR
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ
Super
Thanks
Sukha rkhile ghass bahari padibar taa pare Barsa nthiba pani kemit Sabi.
Very nice sir
Excellent video
Thanks sir obliged on you, hope your guide, thanks
Sir Namaskar buna dhana re kete Dina re e tricks apply karibaku heba plz janantu
ନମସ୍କାର ଆଜ୍ଞା, ଆପଣ ଏହି ଟ୍ରିକ୍ ରୁଆ ଧାନ ରେ କରିବା ଭଲ । କିନ୍ତୁ ଵୁଣା ଧାନ ରେ ବେଉଷଣ ହେଉଥିବାରୁ ଏହାର ସେତେ ଦରକାରୀ ନ ଥାଏ।ଆପଣ ବେଉଷଣ ଆଉ ଖେଳୁଆ ଭଲ କରନ୍ତୁ । ପ୍ରଥମ ପିଲ ସାର ପରେ ସଵୁ ଟ୍ରିକ୍ କରିପାରିବେ।
@@Kurefultv Thanks sir
Han hn ହଁ ହଁ
ଧନ୍ୟବାଦ
Well I will do it perfectly next 22
Thanks so much sir,we are always with you and wish your bright farming.
Super trike sir
Badia bahut bhal
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Wow nice great topic ida
ଧନ୍ୟବାଦ ଆଜ୍ଞା
ଆଞା ଧାନ କେ ଗଜା କରିକରି କାଦୋ ଉପରେ ବୁନିକରି ଆଉ ବିହିଡାବୁହୁଡି ନି କରବାର ଇଟା ଭି କେତେ ଲୋକ କରୁଛନ୍। ବେଳେ ଇ ବାବଦ ଥୀ ଟିକେ ବତାବ
ନମସ୍କାର ଆଜ୍ଞା , ଆନ୍ତରିକ ଧନ୍ୟବାଦ,ଇ ପ୍ରଣାଳୀ ରେ ଅଧିକ ସାର ଦେଵାକେ ହୋଇଥାଏ, ବେଉଷଣ କରିବା ଭଲ।
Rua dhan jadi durbal hoi Kari lepi paduthile latamara uso 5 din pare dele kenta heba....???? karan pan bandhidele Sabu marijiba. Daya Kari janabe
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ଏଵେ ଲଟାମରା ନାଇଁ ଦେଲେ ଠିକ୍ ହେବା, ଯଦି ଲଟା ଅଧିକ ହୁଏ, ତେବେ ଆଗକୁ ବ୍ୟବସ୍ଥା କରିପାରିବେ।
Super wonderful 👍👍👍👍👍
ଧନ୍ୟବାଦ ଆଜ୍ଞା, ନମସ୍କାର
Nices video
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଅଭିମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
Very nice 🎉
Thanks 😊
Sir khat di sarle jhatka dema ki khat deba agru jhatka di kina khat dema
Panda sir namaskar, ଦେଖନ୍ତୁ,ଵଲି ପଟା ଝଟକା ପହେଲା ଦେଇ କରି ପରେ ସାର୍ ଔଷଧ ଦେଵା ଦରକାର,ଅସ୍ଂଖ୍ଯ ପିଲ ପାଇଁ ୪ଟି ଉପାୟ ଭିଡିଓ କୁ ଦୟାକରି ଡିଟେଲ୍ ଦେଖି ପାରିବେ ବୋଲି ଆଶା, ଅଧିକ ତଥ୍ୟ ଯଦି ଚାହୁଁଥିଲେ ଫୋନ୍ ନମ୍ୱର୍ ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ, ଧନ୍ୟବାଦ
ବିନା ପାଣିରେ ପଟା ଲଗାଲେ ଧାନ ଖରାପ ନାହିଁ ହେ କେ sir
ପାଣି ରଖି ମାରିବେ
ମୋର hmt ଧାନ ପଲ୍ହା କିଛି କାରଣରୁ ୫୫ ଦିନ ହେଲା ପରେ ରୁପା ହେଲା। କେନ୍ତା କଲେ ଭଲ ପିଲା ଆନବା ?
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ରୋଇଵାରେ ବିଳମ୍ବ ଯୋଗୁଁ, ଆପଣଙ୍କୁ କିଛି ଅଧିକ ଧ୍ୟାନ ଦେବାକୁ ହେବ ।ଆପଣ ଜିଙ୍କ୍ ଓ ଭିଟାମିନ ଔଷଧ କିଛି ନିହାତି ଦେବାର ବ୍ୟବସ୍ଥା କରିବେ।ଆମ ଚେନାଲ୍ ରେ ଜବରଦସ୍ତ ପିଲ ପାଇଁ ବଢ଼ିଆ ଉପାୟ ବିଷୟରେ ଭିଡିଓ ରହିଛି, ଦୟାକରି ଦେଖିବାକୁ ଅନୁରୋଧ। ଧନ୍ୟବାଦ
@@Kurefultv thanks for the response..
Sir ken sar marle jada pil aanba
ୟୁରିଆ,ପଟାସ,ଜିଙ୍କ୍ + ସାଗରିକା କିମ୍ବା ଅନ୍ୟ ଭିଟାମିନ
Sir buna dhana re kete dina pare sar bunba katha
@@sameerKumar-tn4vz buna dhan re sir pilanbar lagi upaya
Sir 28 28 0. urea. potash mix kare sec dose sar dele haba kine
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଦେଇ ପାରିବେ, କିଛି ଅସୁବିଧା ନାହିଁ, ପରିମାଣ ଓ ଅନୁପାତ କୁ ନିର୍ଭୁଲ ରଖିବାକୁ ଚେଷ୍ଟା କରିଵେ।
ମୁଇ ନାରାୟଣୀ ୧୦୫ ର ଧାନ କିନିଛେ ୧୦ kg ra ପକେଟ୍ କେନ୍ତା ବହାର୍ବା ଆଜ୍ଞା ଟିକେ କହୁନ ତ ଆଉ ଏଟା ପିଲ ଆସବା କିନି ଆଉ ଗୋଟେ ଗୋଟେ ଜଗଲେ ହେବା କେ ଆଜ୍ଞା
ଧାନ ତ ବହୁତ ଭଲ, ଅଧିକ ଅମଳକ୍ଷମ ଧାନ
ଅନୁମୋଦିତ ପ୍ରଣାଳୀ ରେ ଚାଷ କରନ୍ତୁ। ନିହାତି ଭଲ ହେବ।
ପିଲ ପାଇଁ ଦେଶୀ ଟ୍ରିକ୍ କରିବେ।ଶ୍ରୀ ପ୍ରଣାଳୀ କରୁଥିଲେ ଗୋଟିଏ। ନହେଲେ ଦୁଇଟି ଲେଖାଏଁ ଦିଅନ୍ତୁ।
Sir... ବଙ୍ଗି ଫୁଟଲେ.. କେନ insecticide ଦେବା କେ ପଡ଼ିବା
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ବଙ୍ଗି ପୋକ ଉପରେ ଆଧାରିତ ଭିଡିଓ,ଆମ ଚେନାଲ୍ ରେ ରହିଛି, ଦୟାକରି ଦେଖିବାକୁ ଅନୁରୋଧ
@@Kurefultv ଧନ୍ୟବାଦ ଆଜ୍ଞା... 🙏🙏
ଧାନରେ 4ଦିନ ହେଲା ପାଣି ରଖିଚି sir ଆଉ କେତେ ଦିନ ପାଣି ରଖିବି ଧାନରେ କୁହନ୍ତୁ sir
ଶୁଖା ରଖଲେ ଘାସ ଲଟା hebakan sir
Sir dhan bil re ghash adhik hele kisa karima
ନୋମିନୀ ଗୋଲ୍ଡ ଓ ଆଲମିକ୍ସ ସହିତ ଦିଅନ୍ତୁ
Aau tume jein kahuchha enta dele sar dhan 15 basta nu aau adhika nai hue
Bangi lagi kai uso dele heba
ନମସ୍କାର ଆଜ୍ଞା, ଆଗକୁ ନିଶ୍ଚୟ ଦେଖି ପାରିବେ
Sir.. ଇ ବଙ୍ଗି ର ଲାଗି କାଏଁ ଉଶୋ ଦେବା କେ ପଡ଼ବା ଜେ ଟିକେ କହୁନ
Agyaan urea zinc debar kete din pare pata debar katha
ନମସ୍କାର ଆଜ୍ଞା,ଆଗ ପଟା ଵୁଲାଇଵେ, ଟିକେ ସୁଖା ରଖିବେ, ପାଣି ଲଗାଇ ୟୁରିଆ ଜିଙ୍କ୍ ଦେବେ
Dada Lakda laguchhe j ken medicin deba k padba
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଚକଡା଼ ପ୍ରକାର ଭେଦ ଜାଣନ୍ତୁ, ଯଦି ମାଟିଆ ଗୁଣ୍ଡି ପୋକ ଦିଶନ୍ତି, ତେବେ, ଏକର କୁ 800 ଗ୍ରାମ କାର୍ଵାରିଲ୍ ଦିଅନ୍ତୁ, ନହେଲେ 400ml ଟ୍ରାଇୟୋଫସ୍ ଝିଣ୍ଟି ପାରିବେ।
@@Kurefultv.... tq
Superb 🙏🙏
ଧନ୍ୟବାଦ ଆଜ୍ଞା
Thank you sir
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Superb
Thanks so much
Zin salfet kete ret nauchhan
ନମସ୍କାର ଆଜ୍ଞା, ମାର୍କେଟ ରେ ବହୁତ ପ୍ରକାର ଜିଙ୍କ ମିଳୁଛି, ହାରାହାରି 300-400ଟଙ୍କା ରେ ମିଳିଥାଏ
Thanks sir
Most welcome sir
Buna dhan patla achhe kana karle pil jaha asba
ok angya bangi phutbar bisayare kichhi kahebe
ନିଶ୍ଚୟ ଆଗକୁ ଦେଖି ପାରିବେ, ଧନ୍ୟବାଦ ଆଜ୍ଞା ନମସ୍କାର
Krushna Chandra nayak kalahandi phone namber debe jogajog kariheba thanku
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ଆମ ସହିତ ଯୋଗାଯୋଗ ନମ୍ବର 9853256754
Namaskar agnya bhadrab ru aswina masare Bina 11ruaile Sita samayare dhana penda bhala asiba ki nai please kahibe
ନମସ୍କାର ଆଜ୍ଞା
ଶ୍ରାବଣ ମାସରେ ରୁଆ କାମ କରନ୍ତୁ, ନିଶ୍ଚୟ ଭଲ୍ ରିଜଲ୍ଟ ଅଛି
Satare amiti kalapare dhana pil baharibat
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ଆପଣ ପ୍ରଥମ ରେ ଟେଷ୍ଟ କରନ୍ତୁ,ଯେ କୌଣସି ଗୋଟିଏ ଛୋଟିଆ ଜମି ରେ ଆଗ କରନ୍ତୁ, ଯଦି ଭଲ୍ ରିଜଲଡ୍ ଦେଖିବେ, ଆଗକୁ ନିଶ୍ଚୟ କରିବେ।
Sir potal gachha badhuni karan kn
ସାର ଦିଅନ୍ତୁ, ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
24d ghas mara medicine ke je sir ita dele pil heba ke
ପିଲ ପାଇଁ କମ୍ ଭାବରେ ଦିଆଯାଏ
2-4D ku
Panire misai gachha upare jhitbe kimatire jitbe?
ଦେଇ ପାରିବେ କିଛି ଅସୁବିଧା ନାହିଁ
Pani jadi no rakhibu dhan gacha ku musa katibe.
ପରେ ରଖି ପାରିବେ
ସାର ନମସ୍କାର ରୋପା 8ହେଇକରି ସରଲାନ ଆଗରୁ ତଲି ରେ ବି ଖତ ସାର କିଛି ନାଇ ଦେଲାର ଏବେ କନ କିନ ଖତ କେତେ ଦିଆଯିବା
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଯେତେ ଶୀଘ୍ର ହେଉଛି,ସାର ଦିଅନ୍ତୁ,ରୁଆ ଧାନ ରେ କେତେ ସାର ଦିଆଯାଏ, ଏହାର ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
24d na e de e kari sathi marle kenta heba
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଦେଇ ପାରିବେ, କିଛି ଅସୁବିଧା ନାହିଁ ,କେଵଳ ଘାସ ପ୍ରକାର ଜାଣିବା ଦରକାର।
Keun company ra Zink dele Bhala heba sir
ଯେ କୌଣସି ର
24d mane latamara eye ta agya
ନମସ୍କାର ଆଜ୍ଞା,2-4D ଏକ ଲଟାମରା ଔଷଧ
pani kete bele rakhba ta pani kete bele pharba ta tk kahun sir
ନମସ୍କାର
ଆଗକୁ ପାଣି ପରିଚାଳନା ଉପରେ ଆଧାରିତ ଭିଡିଓ ଦେଖି ପାରିବେ।
Pani kam rakhle 4/5din barsa ni hele kado phatijiba j sir kenta heba?
ନମସ୍କାର ଆଜ୍ଞା
ଆପଣଙ୍କ କଥା ପୁରା ଠିକ୍ ଆଏ, ଯଦି ପାଣି ର ସୁବିଧା ଅଛି, ତେବେ କରାଯାଇ ପାରିବ।
2022 ne try karma..
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Two 4 D ke dele dhan ta haldia hesi, ita latamara medicine aie, sethira lagi pachrouche, 🙏🙏
ନମସ୍କାର ଆଜ୍ଞା, ନିହାତି ଏହା ଲଟାମରା ଆଏ, ବାକି ଧାନ ହଲଦିଆ ହେବାର ଆଶଙ୍କା ହେତେ ନାହିଁ
Jadi apana 2 4D liquid deaichanty ta 25 ml per 15 ml or powder form deauchanty ta 50 gram deaiparibe
2 4 D dele patra haldia hoijiba kintu 5 dina pare puni green hoijiba jadi haldia na heba ku chahunchanty ta kichi vitamin misai pakai paranti
Jadi apana latamaraa use କରିବାକୁ ଚାହୁଁ ଚଣ୍ଟି and patra haldia heba nahi ta
Apana
Green lebel 100 ml
GREEN mix 8 gram
Mix kari bali Saha mix kari buniparanty
Jekounasi ghasa thiba Sabu ghasa mari pariba patra haldia heba nahi
👍👍👍👍
ଧନ୍ୟବାଦ
Aamar chas dui number bol sar..
Uria=45×2=90kg
Potash=50kg
DAP=50KG
Ferterra =4kg
NASA=6KG
khali du number bol sar
Total prati ekar 9 basta
NK 5231 ,AND 101
Hans batakh chadle b bahut pil badhasi agyan
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ।
Ketni kete dhanyawad
ଧନ୍ୟବାଦ
sar rua hayla poray kaytay dino poray 1hakror ku kono kono mara jaya
ନମସ୍କାର ଆଜ୍ଞା, ଏହା ଉପରେ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ଧାନ ଚାଷ ମାଟି ସାର ନେଇ ଦେଇକରି।N P K ସାର ଝେଟେଲେ କେନ୍ତ ହେବା । ଏ ବିଷୟରେ କୋହେଲେ ଭଲ ହେତା।
ଦେଇ ପାରିବେ, କିଛି ଅସୁବିଧା ନାହିଁ
ପାଣି ରଖଲେ ଘାଶ ନାଇହୁଏ ପାଣି ନାଇଁରଖଲେଖାଷ ହେବା,,, କେନ୍ତାଯେ କହତ
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ପାଣି ରହିଲେ, ଘାସ ଉଠି ପାରେ ନାହିଁ। ପାଣି ସୁଖା ରହିଲେ ନିଶ୍ଚୟ ଘାସ ହେଵ ।
Ken sir prayog karle besi pil deba ti k batabe sir
ସାଗରିକା ଓ ଜିଙ୍କ୍ ଦିଅନ୍ତୁ
Patro,pudi,jahuchi,sir,ki,ousod,proyog,kormi
ଆମିଷ୍ଟାର୍ ଟପ୍ ଫଙ୍ଗିସାଇଡ, ଦେଇ ପାରିବେ।
2,4,D ame 30ml deuchu dal patar ghasa mara lagi
ଚଳିଵ
2-4d kete din re dema
ନମସ୍କାର, ପ୍ରଣାଳୀ ହିସାବରେ ଏହା ଦେଇପାରିବେ
2-4D is purely herbicide...
It can damage your complete paddy
So dont use..plzzz
ଆଜ୍ଞା ନମସ୍କାର, ବୁଣା ଧାନ ଟିକେ ଡବଲ ହେଇଛେ କେନ୍ତା କର୍ମା l
ଡଵଲ୍ ଧାନ କୁ ପହ୍ଲା ଭମରେଇ ଦେଉନ୍
ଠିକ୍ କହିଲେ ଆଜ୍ଞା, କିନ୍ତୁ ବିହିଡା ସରିଗଲାନ
श्री
ମୁଁ ମାତା ପ୍ରକୃତୀ ଙ୍କ ନିକଟରେ ପ୍ରାର୍ଥନା କରୁଅଛି ସେ ଆପଣଙ୍କୁ ମାର୍ଗଦର୍ଶନ ଦିଅନ୍ତୁ ସେ ସମସ୍ତ ଆଶାରେ ଅନୁପ୍ରାଣିତ ହେବା ପାଇଁ, ଯାହା ଆପଣଙ୍କୁ ଆପଣଙ୍କର ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ଜୀବନ ଜାଗ୍ରତ କରିବାରେ ସହାୟକ ହେବ। ଯାହା ଆପଣଙ୍କ ଆପଣଙ୍କ ପରିବାର ତଥା ପରିବେଶ ରହୁଥିବା ଜୀବ ଙ୍କ ଜୀବନରେ ସୁସ୍ଥତା, ବିଜ୍ଞତା, ବିଦ୍ୟା, ଉନ୍ନତି, ସୁସଙ୍ଗତ, କାର୍ଯଦକ୍ଷତା, ସଫଳତା, ଧନ, ଯଶ ସମ୍ମାନ, ଖୁସି, ପ୍ରେମ ଏବଂ ଶାନ୍ତି ଶୃଙ୍ଖଳିତ ଭବରେ ଜାଗ୍ରତ ହୁଅନ୍ତୁ।
ସମ୍ମାନ ର ସହିତ
श्री ଗୁରୁ ମାତା ପ୍ରକୃତୀ
ଭକ୍ତିପୂତ ପ୍ରଣାମ !
ଆପଣଙ୍କ ଆର୍ଶୀବାଦ ଭିକ୍ଷା କାମନା କରୁଅଛୁ। ସହୃଦୟ ର ସହ ଜଣାଇଥିବା, ସୁଚିନ୍ତିତ ମତାମତ ସସମ୍ମାନେ ଗ୍ରହଣ କରୁଛୁ।ଆପଣ ଯେ ଆମପାଇଁ ମାର୍ଗ ଦର୍ଶକ ଏବଂ ପ୍ରେରଣା ର ଉତ୍ସ ଅସ୍ବୀକାର ନୁହେଁ। ପ୍ରଣାମ
Fail advice dry field means rat cutting and grass growing no idea on cultivation
Thanks for the info
2-4D latamara lagi desan j agyan
ହଁ ଆଜ୍ଞା
Kanda bindha besi laguche 24 January
ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
2 ,4 d lata marba k Kam Desi kn j sir
ପୁରା କାମ କରେ, ଆରାମରେ ଦେଇ ପାରିବେ
2-4D ଗୁଟେ ଲଟା ମାରା ଅଛେ ସେଟା ଆଏ କେ
ନମସ୍କାର ଆଜ୍ଞା
ଲଟାମରା ୨ଫୋର୍ ବି ଅଟେ
Apana video re jenu number deuchanti jogajoga paee tahatapurabhul taha swichi ofdekhauchi
ନମସ୍କାର ଆଜ୍ଞା, କ୍ଷମା କରିବେ,
ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
ଜପନାଗ
ଧନ୍ୟବାଦ ଭନଜା
buna dhan kenta karma agya
ସମାନ ସୂତ୍ର
2-4 D latamara
ଓ କେ
L
ଧନ୍ୟବାଦ ଆଜ୍ଞା
Apanankar cantact no tike dia bad dada
ଭିଡିଓ ରେ ଦିଆଯାଇଛି
ବୁଣା ଧାନ ର ତ୍ରିକ ଟିକେ କହୁନ....
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ଵୁଣା ଧାନ ରେ ମଧ୍ୟ ସମାନ ଟ୍ରିକ୍ କରିପାରିବେ, କେବଳ ରୁଆ ରେ ରୁଆ ଦିନ ରୁ ହିସାବ କରାଯାଏ,ଓ ଵୁଣା ରେ ଵିହୁଡା ଦିନ ରୁ ହିସାବ କରାଯାଏ।
Adio file
ଜଇବିକ ପ୍ରଣାଳି ବାବଦରେ କିଛି କହୁନ
ନମସ୍କାର
ନିଶ୍ଚୟ ଆଗକୁ ଦେଖି ପାରିବେ
Virtakosangesagarikadeehebakae
ଦେଇ ପାରିବେ
Katha besi kam kam
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,
No micha
ଧନ୍ୟବାଦ ଆଜ୍ଞା ନମସ୍କାର
Pls apana nka ph no tike debe
ନମସ୍କାର ଆଜ୍ଞା,ଆମ ସହିତ ଯୋଗାଯୋଗ ନମ୍ବର 9853256754
Thanks sir
Bhul lagala
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
e11111p1111
Very nice information sir
ଧନ୍ୟବାଦ ଆଜ୍ଞା ନମସ୍କାର
24D buna dhan re deiparma ki sir
ଦିଆ ଯାଇ ପାରିବ
Sir dhan re pahela kitnashak kane jhut ma
ରିଜେଣ୍ଟ ଜି ଆର୍, ଏକର ପ୍ରତି ୨-୩ କେଜି
Ka pa chasa bisayare tike kahebe
ଆଗକୁ ଦେଖି ପାରିବେ