Dhire Ghena Kananare Krushna Bilambita | Rabindra Mahapatra | ଧିରେ ଘେନ କାନନ ରେ କୃଷ୍ଣ ବିଳମ୍ବିତ
ฝัง
- เผยแพร่เมื่อ 12 ก.ย. 2024
- Dhire Ghena Kananare Krushna Bilambita | Rabindra Mahapatra | ଧିରେ ଘେନ କାନନ ରେ କୃଷ୍ଣ ବିଳମ୍ବିତ
Singer & Acting: Rabindra Mohapatra
Lyrics: Abhimanyu Samanta Singhara
Composition: Traditional
Music Arrangement: Chandra Sekhar Mishra
Studio: Ama Studio
Production: Sri Purushottam
dhire ghena kananare,dhire ghena kanana re,dhire ghena kananare krushna bilambita,dhire ghena kanana,dhire ghena kanana re krushna bilambita,dhire ghena kananare krushna,dhire ghena kananare krushna bilambita - chhanda,dhire ghena kananare krushna bilambita odia bhajan,dhire ghena kanana re by lokakala sourabha,dhire ghena kanan,dhire ghena kanana ne ree odia abruti,dhire ghena kananare - chhanda,dhire ghena kananare notation
#dhireghenakanana
#dhireghena
#dhire_ghena_kananare_krushna
#kalamanika
#rabindramahaptra
Any unauthorized use of this song is strictly prohibited. Legal action taken if noticed.
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଏହି ଘିତ ଥିଲା ରବୀନ୍ଦ୍ର ଭାଇ ପ୍ରଣାମ ଆପଣ ଅତି ସୁନ୍ଦର ଭାବରେ ଗାଇଛନ୍ତି ❤❤❤
କଳାମାଣିକ ଭାବବଣିକ କଳାକମଳମୁଖ
ଭାବେ ନିକଟ ଅଭାବେ ଦୂର ଭାବରେ ବନ୍ଧିରଖ ❤❤❤
ଅତି ଭାବପୂର୍ଣ୍ଣ ସଙ୍ଗୀତ ସୁମଧୁର କଣ୍ଠରେ । ଜୟ ଶ୍ରୀକୃଷ୍ଣ ।
ବହୁତ ମଧୁର କଣ୍ଠସ୍ୱର। ମାତୃ ହୃଦୟ ସ୍ପର୍ଶୀ ଝଙ୍କାର ।
ଅତି ସୁନ୍ଦର କଣ୍ଠ ସ୍ବର ଧନ୍ୟବାଦ୍ ରବୀନ୍ଦ୍ର ବାବୁ ଜୟ ମାଁ ବାଗଦେବୀ 🙏🙏🙏
ସତରେ ଅତି ମଧୁର କଣ୍ଠ ସ୍ବର ❤❤❤❤❤❤❤
ହୃଦୟ କୁ ଛୁଇଁଲା ....ଅତି ସୁନ୍ଦର .....ଭଗବାନ ଆପଣଙ୍କ
ମଙ୍ଗଳ କରନ୍ତୁ....ଏତିକି ପ୍ରାର୍ଥନା ମୋର ପ୍ରଭୁ ଙ୍କ ପାଖରେ...
ବାଃ କି ସୁନ୍ଦର ଅମୃତ ମୟ ସ୍ୱର ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🎉🎉🎉
ପିଲାଦିନେ ସାହିତ୍ୟ ବହିରୁ ଏହି ଗୀତ ପଢ଼ିଛି ଓ ବାରମ୍ବାର ଗାଇଛି,ଏବେ ମନେ ପଡିଗଲେ ମଧ୍ୟ ଗାଏ,ବହୁତ ସୁନ୍ଦର ଭାବପୂର୍ଣ୍ଣ ଗୀତଟିଏ,ରବୀନ୍ଦ୍ର ବାବୁଙ୍କର ମୁଖମଣ୍ଡଳ ଯେତିକି ସୁନ୍ଦର ତାଙ୍କ କଣ୍ଠରେ ଏ ଗୀତ ମଧ୍ୟ ସେତିକି ସୁନ୍ଦର ସତରେ ଗୀତ ଶୁଣିକି ଆନନ୍ଦ ଆସିଗଲା,ଜୟ ଶ୍ରୀ କୃଷ୍ଣ।🙏🙏
🙏🏻🙏🏻🙏🏻🙏🏻👏🏻👏🏻👏🏻👏🏻
Full lyrics mili pariba?
ଜୟ ଶ୍ରୀ କୃଷ୍ଣ 🙏🏻🙏🏻🙏🏻🙏🏻🙏🏻
Jay Jagannath ❤❤
JayShreeKrushna AhipariPurunaGita Chand CHampu Bhajan AdhikruAdhikgaichal AtisundarKanth
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଗୀତ ବହୁତ ସୁନ୍ଦର କଣ୍ଠ ସ୍ବର୍🙏🙏
ଧନ୍ୟବାଦ ରବୀନ୍ଦ୍ର ଜୀ. ଶ୍ରୀକୃଷ୍ଣ ଙ୍କ କୃପା ସଦାବେଳେ ଥାଉ 👍
ବାସ୍ତବରେ ହୃଦୟସ୍ପର୍ଶୀ ଛାନ୍ଦଟିଏ ।କବିଙ୍କ ଚରଣରେ କୋଟି କୋଟି ପ୍ରଣାମ । କଣ୍ଠଶିଳ୍ପୀ ଙ୍କ ଯାଦୁକରି କଣ୍ଠରେ ଏହା ଅତିବ ସୁନ୍ଦର । କଣ୍ଠଶିଳ୍ପୀ ଙ୍କୁ ଅନେକ ଅନେକ ଧନ୍ୟବାଦ ।🎉🎉🎉
ଧନ୍ୟ ସମାନ୍ତସିଂହାର ଆଉ ଗାୟକ ରବୀନ୍ଦ୍ର. ଏ ଛାନ୍ଦ ଓଡ଼ିଆ ଙ୍କ ଅସ୍ତି ମଜାରେ ପରିପୂର୍ଣ 🙏.
Sir apnonko songs monoku shanti milila❤❤❤jay jagannath❤❤❤
ମୋ ଜୀବନର ସବୁଠାରୁ ସୁନ୍ଦର ଗୀତ ଆଉ ମୋର ପ୍ରିୟ ଗାୟକ ମୁଁହରୁ ଶୁଣିକି ବୋହୁତ ଖୁସି ଲାଗିଲା ❤❤❤❤❤🥰🥰🥰🥰🥰🥰🌹🌹🌹🌹🌹🌹💐💐💐💐💐💐🌹🌹🌹🌹🌹
ସତେକି କଣ୍ଠରୁ ଅମୃତ ଝରି ପଡୁଛି ।😮😮🙏🏻🙏🏻
ବହୁତ ସୁ୍ଦର ଭବେ ଗଇଛନ୍ତ୍ତି , ସର୍ବଦା ଶୁଣିବାକୁ ଇଛା ହେଉଚି ।ଏମିତି ସୁନ୍ଦର ଭାବେ ଜୀବନ ସାରା ଗଉଥାନ୍ତୁ ।❤
ବହୁତ ସୁନ୍ଦର କଣ୍ଠ ରବୀନ୍ଦ୍ର ଭାଇ ।।। ଆଖି ବନ୍ଦ କରିକି ଆପଣଙ୍କ ଭଜନ ଶୁଣିଲେ ବହୁତ୍ ଶାନ୍ତି ଲାଗେ ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ରେ ଆପଣ ଜଣେ ଭଲ କଳାକାର❤❤❤❤❤❤❤❤❤❤❤❤
ଓଡ଼ିଶା ର ମହାନ୍ ସଂସ୍କୃତି କୁ ଅନୁଭବ କରାଇ ଥିବାରୁ ଆନ୍ତରିକ ଧନ୍ଯବାଦ🙏🙏 ରବୀନ୍ଦ୍ର ସାର୍।
ରବିନ୍ଦ୍ର ବାବୁ ଖୁବ୍ ସୁନ୍ଦର ଭାବେ କବିତାଟିକୁ ଗାଇଛନ୍ତି। ମନଖୁସି ହୋଇ ଗଲା।ଵହୁ ଧନ୍ୟବାଦ ଜଣାଉଛି।
Excellent voice God bless you Rabindra beta
ହୃଦୟ ସ୍ପର୍ଶୀ
ଯେତେ ପୂର୍ବରୁ ପଢିଥିଲେ ବି ଆପଣ ଙ୍କ କଣ୍ଠ ରୁ ଶୁଣିବା ଏକ ନିଆରା ଅନୁଭବ। ଧନ୍ୟବାଦ ଜଣାଉଛି
"ସୁନ୍ଦର ଗୀତ କନଠ ସୋର -ଜେତେ ଶୁଣୁଥିଲେ ସେତେ ଆଦର।" ଧନ୍ୟବାଦ --ଶତାୟୁ କାମନା କରୁଛି । "ହରେ କୃଷ୍ଣ "
ଅତି ମଧୁର କଣ୍ଠ
Heart touching. Wonderful, wonderful. B blessed ever.
ଏଗୀତଟି ରବୀନ୍ଦ୍ର ବାବୁଙ୍କ କଣ୍ଠରେ ଅତି ମଧୁର ଓ ହୃଦୟସ୍ପର୍ଶୀ ହୋଇଛି ,କବିଚଣ୍ଡୀଦାସ।
ଅମୃତମୟ ସ୍ଵର.......
ଏହି ଭଜନ ରୂପୀ ହୀରା କେବଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରି ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ....
ଚମତ୍କାର ସାର୍ 🙏
ବହୁତ ସୁନ୍ଦର, ଆଗକୁ ବଢନ୍ତୁ, ଆପଣଙ୍କର ସୁମଧୁର କଣ୍ଠ ସ୍ଵର, ବଢ଼ିଆ ହୋଇଛି
ଆପଣଙ୍କ ସ୍ଵରରେ କି ଯାଦୁ ଅଛି
ଆପଣଙ୍କ ପ୍ରତ୍ୟକ ଭଜନ ବହୁତ୍ ସୁନ୍ଦର ଲାଗେ ❤❤
ସୁର ତାଳ ଲୟ ଓ ବାଦ୍ୟର ମଧୁର ଝଙ୍କାର
ଆଖି ବନ୍ଦ କରି ବଂଶୀ ର ସ୍ଵର ଶୁଣିଲେ ବହୁତ୍ ଆନନ୍ଦ ଲାଗେ 🙏🙏🙏
Hare Rama Krishna shree radhe Govinda.❤🎉❤
Bahut Sundar Gita o Swara.
Bahut sundar gita.
Sound composition amazing.
Voice of kala manika song amazing.
One and only rabindra sir.
We salute sir 🎉
ଅତି ସୁନ୍ଦର କଣ୍ଠ ସ୍ୱର ଧନ୍ୟ ଆପଣ ରବୀନ୍ଦ୍ର ସାର ❤❤❤❤❤❤
ମନଲୋଭା ସଂଗୀତ ଆହାଃ କି ମଧୁର ଲାଗୁଚି କୃଷ୍ଣମୟ ହେଇଯାଉଛି ମନ🌹🌹🌹
Jai Jagannath 🙏🙏🙏🙏
Radhe krishna Radhe krishna🙏🙏🙏
ହୂରଦ୍ୱୟ ପର୍ଷି ଗୀତ
ପ୍ରଣାମ Sir 🙏 ଖୁବ୍ ହୃଦୟସ୍ପର୍ଶୀ 💞
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,💐💐💐💐💐💐💐💐💐.🙏🙏🙏🙏🙏🙏🙏🙏🙏
Sweet voice your and God was very beautifull voice of your
You need to Indian odia bhajana
A hi Gita ku mo Bapa Maa mote Padhi baku Kahu thike O Bahut mana Dai sunuthile
Mu bahut thara Ahi Gita Gaye chhe👌👌👏👏🙏🙏🙏🙏🌹🌹🌹
Liric- Bidagdhha kabi, Abhimanyu Samantha Singhanra, my father sometimes murmuring this song . How sweets the lirics is ? Rabindra sir singing is very nice, jay Shrikrishna, Radhe Radhe.
Thanks
Jay Jagannath🙏Jay Nila Madhab🙏Omm🕉️ Jay Maa Samaleswari🙏 com and give puri it is actual identification in this chariot festival throughout world .SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.
Jaya Sri Krishna 🙏🌹❤️
Very nice,Jay ShreeKrishna
Radhe Krishna
Bahut sundar bhaina, Sonepur Odisha
ବିଦଗ୍ଧ କବିଙ୍କ ସ୍ମୃତିର ସୁରକ୍ଷା ରେ ଏହା ମଧ୍ୟ ମହାନ ପଦକ୍ଷେପ । ଅତ୍ୟନ୍ତ ସୁନ୍ଦର ତଥା ଲାଳିତ୍ୟ କଣ୍ଠ ଭାବ ବିଭୋର କଲା । ବିଦଗ୍ଧ କବିଙ୍କ ଜନ୍ମପୀଠ ତଥା ପରିବାର ରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା
ଏ ଗୀତ ଯେତେ ଶୁଣିଲେ ବିଆହୁରି ଶୁଣିବାକୁ ମନାଲଗେ ରବୀନ୍ଦ୍ର ସାର୍ ଙ୍କ କଣ୍ଠ ରେ ତ ଗୀତଟି ଆ ହୁରି ଭାବପୂର୍ଣ୍ଣ ହେଇଛି
Joy Kalamanika
Thank you Rabindra beta
God bless you
ହରେକୃଷ୍ଣ 🌹🌹🌹❤️❤️❤️
Jay shree jagannath 👏 super ❤ supura 👍❤️❤️❤️❤️❤
Jai Hare Krishna
ମନେପଡେ ପିଲାଦିନ... ସ୍କୁଲ...😭😭
ଏହି କବିତା ପାଇଁ ବିଦ୍ୟା ଳ ୟ ରେ ବହୁତ ମାଡ ଖାଇ ଅଛି
Jai Srikrishna
ଜୟ ଶ୍ରୀକୃଷ୍ଣ ଚରଣେ କୋଟିଏ ପ୍ରଣାମ 🙏🏻 ରବିନ୍ଦ୍ର ବାବୁକୁ ଦିଅନ୍ତୁ ନୀରୋଗ ଜୀବନ ଧନ ସଂପତ୍ତି ସୁନାମଧନ୍ୟ ନାମ🙌🙏🏻
Atisundar
Bahut vala lagila Jay jagarnath pravu kotii koti pranama
ବହୁତ ସୁନ୍ଦର ଲାଗୁଛି ପିଲା ଦିନ କଥା ମନେପଡ଼ିଯାଏ 🙏🏾🙏🏾
ସୁମଧୁର ସ୍ଵର ର ଅବସାଦ ନାହିଁ ଯେତେ ଶୁଣୁଥିଲେ ଭଲ ଲାଗୁଥାଇ।
Geeta pain swara o bhaba excellent hearty thanks Rabindra Babu
Jaya Sri krusha❤
My old memories... Thanks❤❤🙏
ମୋର ବହୁତ ପ୍ରିୟ ଓଡିଆ ସଙ୍ଗୀତ
Bhaut Sunday gita au swura
Jay jagannath 🙏🙏🙏
Sundar Bhajan thanks Rabindra sir
EMOTIONAL KARIDELA...........
ମୁଁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଏହି ଭକ୍ତି ଭାବ ପୂର୍ଣ୍ଣ ଗୀତ।
ଆପଣ ଙ୍କୁ ପ୍ରାର୍ଥନା ଚାନେଲ୍ ରେ ଦେଖି, ସୁମଧୁର ଭକ୍ତି ସଙ୍ଗୀତ ଶୁଣି ଵହୁତ ଖୁସି ହେଉଥିଲି। ଆପଣ ସତରେ ୨ୟ ଭିକାରି ବଳ ଅଟନ୍ତି ।
ଅତି ସୁନ୍ଦର ତାଳ ଲୟ। ଏମିତି ବଜାୟ ରହୁ
Bahut sundar bhajan
Best voice, melodious
ଭାଜନସମ୍ରଟଙ୍କ କଣ୍ଠରୁ ଶୁଣିଲା ପରି ଲାଗୁଛି।
Om Bhagabat Basudevbaya namah
ଏବେ କାହିଁକି ଏମିତି ଗୀତ ଆଶୁନୀ
Thnkyou mopua rabi❤
Beautiful
Hare Krishna 🌹🥀
Very nice song
ସତରେ କେତେ ମଧୁର ଏ ଗୀତ ❤❤
Jay shree krishna radhe radhe 🙏🕉️
Ati sundar manamohaka kantha swara Jay srikrusna
ଆଜ୍ଞା ପ୍ରଣାମ 🙏
ବହୁତ ସୁନ୍ଦର 🎉
🎉 ଜୟ ବଳିୟାରଭୁଜ 🎉
Thanks a lot rabi bhai o kan no gai chho tome my dear brother God bless you .🤘🌡️🎤🎧🎸
Kalamanikare song of rabindra mahapatrais very hart touching for me
Excellent 👍👍
Radhe radhe
Beautiful song.
Jay jagannath
Woo so nice Song❣️❣️❣️❤️❤️❤️❤️❤️❤️❤️🙏🥰
Jay shree Krishna 🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❣️
Jayajaganatha
Very very sweet voice.❤
ନିର୍ମଳ ଚନ୍ଦ୍ରମଣ୍ଡଳ..... ଉପେନ୍ଦ୍ର ଭଞ୍ଜ ଙ୍କ ଗୀତ ଗାନ କରିବା ପାଇଁ ଅନୁରୋଧ
ଆଜ୍ଞା ଟିକେ ଲେଖା ଟି 9123685540 WhatsApp କରନ୍ତୁ । ଜୟ ଜଗନ୍ନାଥ
@@SriPurushottam😅😅😅
Marvellous