Nandighosha Diary | Sankar | Exclusive Interview With Servitor Of Jagannath Surya Narayan Rathsharma

แชร์
ฝัง
  • เผยแพร่เมื่อ 25 มิ.ย. 2022
  • #SuryaNarayanRathsharma #jaijagannath #jagannathkatha
    Nandighosha Diary | Sankar |Exclusive Interview With Servitor Of Jagannath Surya Narayan Rathsharma | NandighoshaTV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219
  • ตลก

ความคิดเห็น • 1.1K

  • @rajanisahu1586
    @rajanisahu1586 2 ปีที่แล้ว +105

    Heart touching conversation
    Jai jagannath Mahaprabhu

  • @kedarnathbiswal925
    @kedarnathbiswal925 2 ปีที่แล้ว +87

    ଶ୍ରୀମାନ ସୂର୍ଯ୍ୟ ନାରାୟଣ ରଥ ଶର୍ମା ମହୋଦୟଙ୍କ ସହିତ ଆପଣଙ୍କ ଏହି କାର୍ଯ୍ୟକ୍ରମ ଅତି ଭାବ ଗର୍ଭକ ହୋଇ ପାରିଛି। ଧନ୍ୟବାଦ, ଜୟ ଜଗନ୍ନାଥ

  • @papunadas4378
    @papunadas4378 2 ปีที่แล้ว +29

    ଆପଣମାନେ ଭୁଲି ଗଲେଣି ବୋଧହୁଏ..... ଏ ରଥଶର୍ମା ମହୋଦୟ ସାରଥୀ ବାବା ର କିଭଳି ଜୟଗାନ କରି ପ୍ରଂଶସା ରେ ପୋତି ପକାଉଥିଲେ...... ପ୍ରକୃତ କଥା ହେଲା ଥାଉ କହିବିନି! ନ କହିବା ଭଲ

    • @bijayakumarjena4874
      @bijayakumarjena4874 2 ปีที่แล้ว +2

      ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 👋🙏👋

    • @biswojitkundu4078
      @biswojitkundu4078 ปีที่แล้ว +1

      Right 👍🏻

    • @sridharbehera5897
      @sridharbehera5897 ปีที่แล้ว +1

      Mane achi bhulinu

    • @saidebajyotipanda6965
      @saidebajyotipanda6965 10 หลายเดือนก่อน +2

      Mu b dekhichhi se vedio ta.chhhi chhhi .se vedio ta mo pakhare thhiba.

    • @lilidas3961
      @lilidas3961 6 หลายเดือนก่อน +1

      Hm thik Katha

  • @sontoshsahoo277
    @sontoshsahoo277 2 ปีที่แล้ว +22

    ଜୟ ଜଗନ୍ନାଥ ।ବହୁତ ବହୁତ ବହୁତ ବଢିଆ ଅତି ସୁନ୍ଦର ଲାଗିଲା ଶ୍ରୀଯୁକ୍ତ ଶର୍ମା ।

  • @sanjaysahoo5544
    @sanjaysahoo5544 2 ปีที่แล้ว +3

    ହେ ପ୍ରଭୁ କାଳିଆ ଠାକୁର୍ ମୋର🙏🙏🙏🙏
    ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟିର
    ନାୟକ
    ତୁମ ପଦର୍ବିନ୍ଦରେ
    ଶତ କୋଟି ପ୍ରଣାମ🙏🙏🙏😭😭😭🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭🙏🙏🙏🙏🙏🙏🙏🙏

  • @lightingseven5492
    @lightingseven5492 2 ปีที่แล้ว +38

    ଯେ ଆପଣ ସାରଥୀ ଙ୍କୁ କୃଷ୍ଣ ବୋଲି କହି କୋଳେଇ ଦେଇଥିଲେ 😄, ତାହା ହିଁ ଏକ ଅପମାନ, ଏକ ଜଗନ୍ନାଥ ହିଁ କୃଷ୍ଣ ଦ୍ୱାରିକାଧୀଶ 🙏🙏🙏🙏🙏🙏🙏ସାଧାରଣ ମଣିଷ କେବେ କୃଷ୍ଣ ନାହିଁ 😄🙏

    • @sakusmile3039
      @sakusmile3039 2 ปีที่แล้ว +2

      ତାହା ହିଁ ସତ୍ୟ

    • @pravatkumarnathsharma3066
      @pravatkumarnathsharma3066 2 ปีที่แล้ว

      Sarathi hi krishna krishna hi sarathi mama banche jiba loka jiba bhute santana 🙏🙏🙏🙏

    • @chandragupt7617
      @chandragupt7617 2 ปีที่แล้ว +1

      ଲାଜ ଥିଲେ ତ ଏମାନଙ୍କୁ

  • @pratapkumarpradhan8452
    @pratapkumarpradhan8452 2 ปีที่แล้ว +24

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ🙏 🥺❤🥰😍🙌🙇‍♂️🙏

  • @ak___lifestyle
    @ak___lifestyle 2 ปีที่แล้ว +7

    ସବୁ ସେଇ ପ୍ରଭୁଙ୍କ ଇଛା 🙏🏻🙏🏻🙏🏻

  • @santanukar4538
    @santanukar4538 2 ปีที่แล้ว +4

    ସାରଥୀ ରାଉଳ ଵିଆ ବାବା।our rath sarma wl Dharma।

  • @Mr.parida6488
    @Mr.parida6488 2 ปีที่แล้ว +22

    ଆରେ ଭାଇ ଜମା ଲୋକ ଦେଖାଣିଆ ହୁଅନ୍ତୁନି ଦାସିଆ ବାଉରୀ ଜାତିରେ ସେ ବାଉରି ଟା ତା ନା କଣ ଇତିହାସ ରେ ରହିଲା ତମେ ପଣ୍ଡା ସବୁ ଜଗନ୍ନାଥ ଙ୍କୁ ଚଳୁ ରେ ଦର୍ଶନ କରୁଛ କାଇଁ କେଇଟା ପଣ୍ଡା ଙ୍କ ନାଁ ଟା ଇତିହାସ ରେ ନାହିଁ ଜଗନ୍ନାଥଙ୍କ ପ୍ରତି ତମର କିଭଳି ଭଲପାଇବା ଆଉ ତାର କିଭଳି ଭଲପାଇବା ଜମା ଲୋକ ଦେଖଣିଆ କରି ସମାଜ କୁ ଜମା ନଷ୍ଟ କରନ୍ତୁନି

    • @kedarnathkar2078
      @kedarnathkar2078 2 ปีที่แล้ว

      Right vai

    • @subhranarayan9307
      @subhranarayan9307 2 ปีที่แล้ว

      Bhai tume bodhe itihas ta thik re padhina, dasia bauri ra naa sei panda mananka jogu hin itihas re rahila. Se panda jadi kahinathanta je jagannath nadia nei gale boli tebe dasia bauri ku kehi chinhi nathante...

    • @Mr.parida6488
      @Mr.parida6488 2 ปีที่แล้ว

      @@subhranarayan9307 au kn panda micha kahithan ta ki sata katha kahiba na

    • @hmmheichiheichibhalaheichi8575
      @hmmheichiheichibhalaheichi8575 2 ปีที่แล้ว

      Tumora yei bhali katha jogu tumoku dil se like kara gala
      Sata kahila
      Ahhh haaa kancha sata kahila

  • @promadamishra1397
    @promadamishra1397 2 ปีที่แล้ว +31

    ଆଜ୍ଞା ଆପଣ ପରା ସସମ୍ମାନେ ସାରଥୀଙ୍କୁ ପୁରୀ ରେ ସ୍ବାଗତ କରିବା ସହ ସମ୍ପୂର୍ଣ ସମର୍ପିତ ହେଲା ଭଳି ବ୍ୟବହାର କରିଥିଲେ।୨୨ ପାହାଚ ରେ ଯିବା ବେଳେ ଆପଣ ସାଙ୍ଗରେ ଥିଲେ।ନିଜେ ସାରଥିକୁ ପାଖରେ ପାଇ ତାକୁ ମହିମା ମଣ୍ଡିତ କଲାଭଳି କଥା କହୁଥିଲେ।ଲୋକ ଆପଣଙ୍କ ବ୍ୟବହାର ଦେଖି ଛନ୍ତି ଓ ମନେ ରଖିଛନ୍ତି।ବର୍ତ୍ତମାନ ଅଲଗା କଥା କହୁ ଛନ୍ତି।

    • @bisumuduli8102
      @bisumuduli8102 2 ปีที่แล้ว +5

      ଭାଇ ସିଏ ସେ କଥା ଭୁଲି ଗଲେଣି ୨୦୨୨ ପରା ?ଆଉ ମନେ ପଡ଼ିବନି।

    • @robinsoncrouse4038
      @robinsoncrouse4038 2 ปีที่แล้ว +5

      ଠିକ୍ କହୁଛ ଭାଇ ।
      ଏମାନେ କାହା ପ୍ରତି ବିଶ୍ଵସ୍ତ ନୁହନ୍ତି । ପାର୍ଟି ବଦଳେଇବା ଅଭ୍ୟାସ ଏମାନଙ୍କର ।

    • @ramyaranjan8674
      @ramyaranjan8674 2 ปีที่แล้ว +4

      ଭାଇ ଏ ଲୋକଙ୍କ ବର୍ଷା କୁଆଡେ ଛତା ସିଆଡେ

    • @dillipbardhan
      @dillipbardhan 2 ปีที่แล้ว +4

      ଭାଇ ସେଥି ରେ ସ୍ବାର୍ଥ ଥିଲା । ବ୍ରାହ୍ମଣ ସ୍ବାର୍ଥ ବିନା କିଛି କରନ୍ତିନି। ସ୍ୱାର୍ଥ ଆଗରେ ସେମାନେ ଓଲଟି ଯିବେ

    • @promadamishra1397
      @promadamishra1397 2 ปีที่แล้ว +1

      @@dillipbardhan ଏକ ନିର୍ଦ୍ଦିଷ୍ଟ ବିଷୟ ଆଲୋଚନା ବେଳେ ସମଗ୍ର ଗୋଷ୍ଠୀକୁ ସ୍ୱାର୍ଥପର ବୋଲି କହିବା ଯୁକ୍ତି ଯୁକ୍ତ ନୁହେଁ।ରାମକୃଷ୍ଣ ପରମହଂସ,ଶିବାନନ୍ଦ,ନିଗମାନନ୍ଦ,ଶଙ୍କରାଚାର୍ଯ୍ୟ,ସ୍ବାମୀ ଦୟାନନ୍ଦ....., ଇତ୍ୟାଦି ବ୍ରାହ୍ମଣ ଙ୍କୁ ଆପଣ ସ୍ୱାର୍ଥପର ବୋଲି କହିବେ କି?

  • @MINE-ql3jq
    @MINE-ql3jq ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🌹🙏🙏🙏🙏🙏🙏🙏🌹

  • @tomcruise8733
    @tomcruise8733 ปีที่แล้ว +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ରଥ ଶର୍ମା ଙ୍କୁ ପ୍ରଣାମ ❤️❤️❤️❤️❤️👌👌👌👌

  • @aswinisahu7867
    @aswinisahu7867 2 ปีที่แล้ว +5

    🙏 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏

  • @sumitrabaliarsingn3974
    @sumitrabaliarsingn3974 2 ปีที่แล้ว +20

    ଜୟ ଜଗନ୍ନାଥ 🙏❤️🙏

  • @sprida9422
    @sprida9422 2 ปีที่แล้ว

    ଓମ୍ ଅତିଥି ଦେଵାୟ ନମଃ।
    ଆପଣଙ୍କର ଉପରୋକ୍ତ ଉଚ୍ଚାରଣ ତଥା ଆଚରଣ ଟେଷ୍ଟି ଟେଷ୍ଟି କାର୍ଯ୍ୟକ୍ରମରେ କେତେ ଯେ ହୃଦୟସ୍ପର୍ଶୀ ତଥା ପ୍ରେରଣା ଦାୟକ ଥିଲା ତାହା ନିଜେହିଁ ଅନୁଭବ କରିଛି। ଦୂରଦର୍ଶନ ମାଧ୍ୟମରେ ଆପଣଙ୍କ ଦ୍ବାରା କାଳିଆ ସାଆନ୍ତଙ୍କ କଥା ବାରମ୍ବାର ପ୍ରସାରିତ ହେବା ଏକାନ୍ତ କାମ୍ୟ।
    ଜୟ ଜଗନ୍ନାଥ।

  • @ManasranjanNayak-nr6yb
    @ManasranjanNayak-nr6yb 10 หลายเดือนก่อน +1

    1🎉🎉🎉🎉all ❤❤❤❤ Jay Jagannath Om nama sivaya jay Hanuman

  • @kanhucharansabat8296
    @kanhucharansabat8296 2 ปีที่แล้ว +13

    Really very heart touching… goosebumps coming

  • @crushmusical
    @crushmusical 2 ปีที่แล้ว +10

    Jay Jagannath 🙏

  • @pradhanpratap9083
    @pradhanpratap9083 2 ปีที่แล้ว +1

    ହାଲୋ ହାଏ ଛାଡ଼ନ୍ତୁ.....ଜୟ ଜଗନ୍ନାଥ କୁହନ୍ତୁ 🙏🙏🙏

  • @shyamapadapati3175
    @shyamapadapati3175 2 ปีที่แล้ว +3

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏

  • @biswajitpanda9550
    @biswajitpanda9550 2 ปีที่แล้ว +10

    In the ollywood industry sanakra bhai you are very talented actor jay Jagannath keep it up.. jay Jagannath

  • @swapneswarpaikaray1229
    @swapneswarpaikaray1229 2 ปีที่แล้ว +4

    ଏ ଜଗନ୍ନାଥ ସଂସ୍କୃତି ଗବେଷକ ମହାଶୟ ସାରଥି ପାଦତଳେ ବସି ସାରଥି କୁ ଅବତାରୀ କହି ପୁରୀରେ ରଥଯାତ୍ରା କରିଥିଲେ ।

    • @papunjena5092
      @papunjena5092 2 ปีที่แล้ว +3

      ହଁ ଏବେ ଦେଖନ୍ତୁ କେମିତି ମିଛ କହୁଛନ୍ତି ଠାକୁର ଙ୍କ ଜାଗାରେ ବସି,,,

  • @Iwantpeace-bc1vi
    @Iwantpeace-bc1vi 2 ปีที่แล้ว +2

    ଜୟ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @brajakishoresahoo8270
    @brajakishoresahoo8270 2 ปีที่แล้ว +31

    So many valuable hints given by Sj. Rathasharma ji. My regards. JAI JAGANNATH.

    • @debiprasaddas2835
      @debiprasaddas2835 2 ปีที่แล้ว

      JAY JAGANNATH MAHA PRABHU 🙏🏼🙏🏼🙏🏼🙏🏼🙏🏼🙏🏼💐 💐💐💐💐

  • @sureshkar7036
    @sureshkar7036 ปีที่แล้ว +20

    ରଥ ଶର୍ମା ଜି ଆପଣ ଭୀ ସାରଥୀ କୁ ଭଗବାନ ମନିଥିଲ

  • @gayathribaby2524
    @gayathribaby2524 2 ปีที่แล้ว +1

    ହେ ପ୍ରଭୂ ଜଗନ୍ନାଥ ଏବେ କହିଲା କି ଯିଏ ମିଛ କହେ ଏଇ ଦୁନିଆରେ ସବୁ ଠାରୁ ବଡ଼ ପାପି ଏଇ ଲୋକ ଟା
    କଣ ସତ କହୁଛି ଛି ଏତେ ମିଛ ପ୍ରଭୁ ତମେ ହିଁ
    ସଜା ଦିଅ ପ୍ରଭୁ

  • @ashagouda4441
    @ashagouda4441 2 ปีที่แล้ว +2

    Bahuta badhiya lagila jay jagannath swami Nayana patha gami 🙏🙏🙏

  • @arjunbehera1398
    @arjunbehera1398 2 ปีที่แล้ว +4

    Jay Jagannath swami nayanpath gami bhab tume👏👏👏

  • @linakhiswain6633
    @linakhiswain6633 2 ปีที่แล้ว +4

    Jay jagannath ❤️❤️❤️ ajir episode really bht bht Val thila

  • @srisaisugyaniskitchen529
    @srisaisugyaniskitchen529 2 ปีที่แล้ว

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ କୋଟି କୋଟି ପ୍ରଣାମ

  • @ratankumarmahapatra7086
    @ratankumarmahapatra7086 2 ปีที่แล้ว +2

    ଜୟ ଜୟ ଜଗନ୍ନାଥ 🙏🙏🙏🚩🚩🚩

  • @MusicMantraMusic
    @MusicMantraMusic 2 ปีที่แล้ว +8

    ଏଇ ଲୋକ ସାରଥୀ କୁ ପୂଜା କରିଥିଲା ଶରଧାବାଲି ରେ

  • @chandrikachandrapravabeher2583
    @chandrikachandrapravabeher2583 2 ปีที่แล้ว +4

    Jadi ରଥଶର୍ମା ସବୁ କାମ କାଳିଆ ସାଆନ୍ତ ଇଚ୍ଛାରେ କରୁଛନ୍ତି ତାହେଲେ ସରଥିଦେବଙ୍କୁ ନିମନ୍ତ୍ରଣ କରିବାପାଇଁ ତମେ ଅନ୍ୟ ଇଚ୍ଛାରେ କେମିତି କରିପାରିଲା
    ତାହେଲେ ରଥଶର୍ମା ସବୁ ମିଛ କଥା କୁହନ୍ତି

    • @sambitkumarsamal2551
      @sambitkumarsamal2551 2 ปีที่แล้ว

      ସତ କଥା କହିଲେ... ସାରଥୀ କୁ ଦିନେ ଆମ ଆଗ ରେ ସେ ଶ୍ରୀ ଜଗନ୍ନାଥ ଙ୍କ ଠୁ ବି ବଡ଼ ବୋଲି କହିଥିଲେ....

  • @nandakishorbehera586
    @nandakishorbehera586 2 ปีที่แล้ว +1

    Jay Jagannath 🙏🙏🙏

  • @prasantamaharana6593
    @prasantamaharana6593 ปีที่แล้ว

    ଏଇ ପଣ୍ଡା ମହୋଦୟ.. ସାରଥୀ ପାଇଁ ଆଗରୁ ପ୍ରଚାର କରୁଥିଲେ.. ଏବେ ବଦଳି ଗଲେ...
    ଜୟ ଜଗନ୍ନାଥ 🙏

  • @amitavsarangi1883
    @amitavsarangi1883 2 ปีที่แล้ว +6

    🙏ଅତି ସୁନ୍ଦର🙏

  • @ashokkumarmoharana7946
    @ashokkumarmoharana7946 2 ปีที่แล้ว +5

    ତୁମେ ସେତେବେଳେ କିଛି ନବୁଝି କାହିଁକି ସାରଥୀର ପାଦତଳେ ବସି ସରଥୀର ଗୁଣ ଗାଉଥିଲେ ? ଏଥିରୁ ସ୍ପଷ୍ଟ ନିଜ ସ୍ଵାର୍ଥ ପାଇଁ ତମେ ପ୍ରଭୁ ପ୍ରଭୁ , ଜନସ୍ୱାର୍ଥ ପାଇଁ ନୁହେଁ ।

  • @karunabehera4732
    @karunabehera4732 2 ปีที่แล้ว

    ବହୁତ ବଢିଆ ଜୟ ଜଗନ୍ନାଥ

  • @kritiranjan5020
    @kritiranjan5020 ปีที่แล้ว

    ଜୟ ଜଗନ୍ନାଥ ସ୍ୱାମୀ ପ୍ରଭୁ ନାରାୟଣ

  • @beingaspirant0505
    @beingaspirant0505 2 ปีที่แล้ว +6

    ଅପେକ୍ଷା କରନ୍ତି ଭଗବାନ ସେଇ ଦାସିଆ ବାଉରୀ ଭଳି ଭକ୍ତଙ୍କୁ... ଆପଣ କଣ କହୁଛନ୍ତି ସେ କାହାକୁ ଅପେକ୍ଷା କରନ୍ତିନି!!!

  • @ltfashioncollections6790
    @ltfashioncollections6790 2 ปีที่แล้ว +3

    ama hero ama prana ama Kalia thakura 🥰🥰🥰🥰🥰🙏🙏🙏🌺🌺jai jagannath 😍😍🙏🌺

  • @Guddusir_Creation
    @Guddusir_Creation 2 ปีที่แล้ว +1

    Manare Sarathi Vakti Maadi Jiba Angya Karan E Loka Sarathi Ku Sakhyat Jagannath Kahithile....

  • @ramaniranjanswain711
    @ramaniranjanswain711 2 ปีที่แล้ว

    Pravu JAGANNATH apanaku Rakhya karantu.
    JAI JAGANNATH.

  • @kumarbhoi3974
    @kumarbhoi3974 2 ปีที่แล้ว +5

    Very good The Posetive Discuss & Thanks To Nandighosha TV🙏🌷🌺🌄🇮🇳😍

  • @santoshhroutt6196
    @santoshhroutt6196 2 ปีที่แล้ว +3

    Best episode of nandighosa diary . Ki katha . Ichha hauchhi jama band na hau . Jay jagannath

  • @kapilasmahakur8371
    @kapilasmahakur8371 2 ปีที่แล้ว +1

    Khoob sundara ayojana, Badhia upadesha 🙏🙏🙏 Jaya jagannath 🙏🙏🙏

  • @smartsuniodiaVlogs
    @smartsuniodiaVlogs 2 ปีที่แล้ว

    Bahut khusi lagila...jai jagannath

  • @ranjitvlog3435
    @ranjitvlog3435 2 ปีที่แล้ว +6

    Jay Jagannath ❤️🙏❤️ Jay shree ram jay hanuman 🙏🙏🙏❤️❤️❤️

  • @arabindapradhan6846
    @arabindapradhan6846 2 ปีที่แล้ว +3

    Jagannatha katha suni bahut aanada lagila🙏🙏

  • @manaspradhan4168
    @manaspradhan4168 2 หลายเดือนก่อน

    ବହୁତ ସୁଂଦର। 🌹🌹🙏। ଜୟ ଜଗନ୍ନାଥ🙏🙏🌹

  • @kumarakash8041
    @kumarakash8041 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ......

  • @susantabhatta3110
    @susantabhatta3110 2 ปีที่แล้ว +6

    🙏❤️ ଜୟ ଜଗନ୍ନାଥ ❤️🙏

  • @anangaudayapatra9435
    @anangaudayapatra9435 2 ปีที่แล้ว +5

    Jay Jagannath ❤️❤️❤️❤️🙏🙏🙏🙏

  • @sunilkumarbehera3737
    @sunilkumarbehera3737 ปีที่แล้ว +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🪔🪔🪔🪔🪔🪔🪔🌹🌹🌹🌹

  • @yajnaseniacharya5968
    @yajnaseniacharya5968 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ
    ଜୟ ଜଗନ୍ନାଥ 🙏🏻

  • @murariyadav7487
    @murariyadav7487 2 ปีที่แล้ว +5

    Jay Jagannath maha prabhu 🙏🙏🎊

  • @sarbeswarbarik9861
    @sarbeswarbarik9861 2 ปีที่แล้ว +6

    JAY JAGANATH 🙏🏼

  • @rabindranaik3461
    @rabindranaik3461 25 วันที่ผ่านมา

    Jai jagannath Swami ❤❤❤❤❤

  • @sunilnath3572
    @sunilnath3572 ปีที่แล้ว

    💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐

  • @user-hy7dh1xu7x
    @user-hy7dh1xu7x 2 ปีที่แล้ว +3

    ଜୟ ଜଗନ୍ନାଥ

  • @soudaminimallick2064
    @soudaminimallick2064 2 ปีที่แล้ว +3

    🙏🙏🙏🙏JAY JAGANNATH🙏🙏🙏🙏 VAINA🙏🙏🙏🙏
    🙏🙏🙏Very nice👍👍 Episode 🙏🙏🙏Thanks alot Sankar vai and Nandighosa TV🙏🙏🙏

  • @bibekanandabehera2425
    @bibekanandabehera2425 2 ปีที่แล้ว +2

    Hai ho Rath babu Tame Apane ta Sarathi Baba ku Sakyat Jagannath boli Kahuthila....

  • @kailashchandrasahu9806
    @kailashchandrasahu9806 16 วันที่ผ่านมา

    ଜୟ ଜଗନ୍ନାଥ 🙏🌹🙏

  • @biswajitmahakud1360
    @biswajitmahakud1360 2 ปีที่แล้ว +3

    ଜୟ ଜଗନ୍ନାଥ 🙏🙏🙏🙏🙏

  • @saubhagyanayak5086
    @saubhagyanayak5086 2 ปีที่แล้ว +3

    Bahut bahut dhanyabad Nandighosh tv. By the way episode ti aau tike lamba chali thile bhala hei thanta. Jay Jagannath 🙏🙏 🙏

  • @snayakctctoka3355
    @snayakctctoka3355 2 ปีที่แล้ว

    Jai jagannath

  • @jharanamohanty
    @jharanamohanty 6 หลายเดือนก่อน

    ଜୟ ଜଗନ୍ନାଥ.... A ICON OF clean, transparent, dedication, love, devotion, surrendered soul of Sri Jagannath DHAM...

  • @pratimasahu5092
    @pratimasahu5092 2 ปีที่แล้ว +7

    Excelent episode.manymany thanks to Nandigosh TV.

    • @Bandeutkaljanani
      @Bandeutkaljanani 2 ปีที่แล้ว

      ଜୟ ଗୋମାତା th-cam.com/video/iBmSpoGpR2c/w-d-xo.html

  • @bijayapanda1625
    @bijayapanda1625 2 ปีที่แล้ว +5

    Jai shree Radhe Radhe 🙏❤️

  • @dipakpradhan8578
    @dipakpradhan8578 ปีที่แล้ว

    Jai jagannath 🙏🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼

  • @barberbarber8895
    @barberbarber8895 3 หลายเดือนก่อน

    Jay Jay shree jagannath Mo Prabhu jagannath Mo bandhu jagannath Mo jagannath

  • @kulamanisahu6872
    @kulamanisahu6872 2 ปีที่แล้ว +5

    Heart touch ing speak

  • @__ayushman__
    @__ayushman__ 2 ปีที่แล้ว +28

    ସେ ଦିନ କଥା ମନେ ପଡ଼େ। ନନା ସକାଳ ସମୟ ରେ ନୃସିଂହ ମନ୍ଦିର ପାଖରେ ରେ ଲୋକ ଗହଣ ରେ ବସି ଶ୍ଳୋକ ପାଠ କରୁଥିଲେ। ମୁଁ ତାଙ୍କୁ ଦେଖି ଦୂରରୁ ହାତ ଯୋଡ଼ି ନମସ୍କାର କଲି। ସେ ଯେମିତି କହିଲେ ଯେ ସେ ଛୋଟ ବଡ଼ ନିର୍ବିଶେଷରେ ରେ ସମସ୍ତଙ୍କୁ ନମସ୍କାର କରନ୍ତି ତ ସେ ମୋତେ ଭି କରିଥିଲେ। ତାହା ଦେଖି ମୋତେ ବହୁତ ଭଲ ଲାଗି ଥିଲା। ପରେ ମୁଁ ଯାଇ ତାଙ୍କ ଗୋଡୋ ଛୁଇଁ ଆଶୀର୍ବାଦ ନେଇଥିଲି 😄

    • @subratkumardash712
      @subratkumardash712 2 ปีที่แล้ว +2

      କଣ English ରୁ ଆରମ୍ଭ ଓଡିଆ ରେ ଶେଷ

    • @__ayushman__
      @__ayushman__ 2 ปีที่แล้ว +6

      @@subratkumardash712 mote jemiti katha ta express karibaku better lagila I did that.

    • @robinsoncrouse4038
      @robinsoncrouse4038 2 ปีที่แล้ว +5

      @@subratkumardash712ମନ ର ଭାବ ପ୍ରକାଶ ପାଇଲା ତାହା ପର୍ଯ୍ୟାପ୍ତ । ଇଂରାଜୀ କଣ ଓଡ଼ିଆ କଣ ?

    • @samarendrarout4341
      @samarendrarout4341 2 ปีที่แล้ว

      👍

  • @pratimanayak3401
    @pratimanayak3401 2 ปีที่แล้ว

    Bahut heart tearch lagila au tike time daethile bi bhal hoethanta

  • @biswajitswain9688
    @biswajitswain9688 2 ปีที่แล้ว +2

    Mote bahuta badhia lagila 🙏🌼🙏,Jay Jagannath Swami Nayana patha gami bhaba tume 🙏🌼🙏

  • @harleysoumya
    @harleysoumya 2 ปีที่แล้ว +16

    Laughing n crying listening to grt words by u sir.. I get goosebumps hearing Jai jai jaggnath jai jaggnath jai jaggnath

  • @biswasjitmohanty6044
    @biswasjitmohanty6044 2 ปีที่แล้ว +4

    ହୋଇଓ ତୁମେ ବା ସାରଥୀ ପାଖରେ ବସି ପ୍ରବଚନ ଦେଉଥିଲ ,,, ଫଟୋ ଅଛି

  • @suravimahapatra6960
    @suravimahapatra6960 2 ปีที่แล้ว

    bohut bodhiaa lagila.pranam sir

  • @nrusinhatripathy6930
    @nrusinhatripathy6930 ปีที่แล้ว

    ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।🙏♥️🙏♥️🙏♥️🙏

  • @mitalis1551
    @mitalis1551 2 ปีที่แล้ว +4

    Jay jagannath swami🌹🙏🙏🙏🙏🙏🌹

  • @nibeditapradhan2014
    @nibeditapradhan2014 2 ปีที่แล้ว +4

    Jai shree jagannath ji 🙏❤️🙏❤️💜

  • @mohinishilalipi4975
    @mohinishilalipi4975 2 ปีที่แล้ว +2

    ସାରଥି ବାବା ବୋଲାଉଥିବା ଏଇ ଠକଟି ପାନ ଚୋବେଇ ଚଣ୍ଡୀ ଛକ ରେ ବୁଲୁଥିବା କେବଳ ମୁଁ ନୁହେଁ ଅନେକ ବ୍ୟକ୍ତି ଦେଖିଥିବେ, କିନ୍ତୁ ହଠାତ୍ ଏ ଫାଡୁଟାକୁ ବାବା ରୂପେ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିଥିଲା ତା ଠାରୁ ବେଶୀ ଆଶ୍ଚର୍ଯ୍ୟ ଲାଗିଥିଲା କିଛି ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ତା ଭକ୍ତ ହିସାବରେ ଦେଖି

  • @saratbiswal9258
    @saratbiswal9258 2 ปีที่แล้ว +8

    Sorry bhai eita Surja ehaku dekhile mora facial allergies hauchi, eita Sarathi goda modu thila. Taku sarathi pakhaku pathei dia jau.

  • @sanjuktabehera2864
    @sanjuktabehera2864 2 ปีที่แล้ว +3

    Jay Jagannath 🙏♥️🙏

  • @himansuray9537
    @himansuray9537 ปีที่แล้ว +1

    इष्ट देव bapa sat sat प्रणाम jay maa

  • @bibhudattabehera3476
    @bibhudattabehera3476 11 หลายเดือนก่อน

    ଭାଇ,ଆପଣଙ୍କର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସୁପରହିଟ ଓ ମନ୍ତ୍ରମୁଗ୍ଧକର...ସେଥିପାଇଁ ଆପଣଙ୍କୁ ମୋର ଗୋଟିଏ ଶ୍ରୋତାହିସବାରେ ଏଇଠୁ କରୁଛି ନମାସ୍କର..🙏❤

  • @durgaprasadlamta5430
    @durgaprasadlamta5430 2 ปีที่แล้ว +6

    Thank u sankar bhai ...really so information such this episode...& also heart touching ...I saw full episode without boaring....

  • @sushantakumarbaishakha9531
    @sushantakumarbaishakha9531 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🎪🚩🚩🚩🚩🚩🚩🙏🏼🙏🏼🙏🏼🙏🏼🙏🏼🙏🏼🙏🏼🌺🌺🌺💐🥀🌺🌹💐🌸💮🏵️🌻🌷🌺🏵️💮🥢💐🌸🌻🌻🌷🌺🏵️💮

  • @bijayanayak1713
    @bijayanayak1713 2 ปีที่แล้ว

    ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମା ଜଣେ ମହାନ ବ୍ୟକ୍ତିତ୍ଵ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଜଣେ ପରମ ସେଵକ। ମହାଶୟଙ୍କ ର ଶ୍ରୀଜଗନ୍ନାଥଙ୍କ ବିବୃତି ସମସ୍ତ ମାନବ ସମାଜ ପାଇଁ ବଡ ପ୍ରେରଣା। ଭବିଷ୍ୟତରେ ଏମିତି ସମୟ ଆସିବ ସମସ୍ତ ମାନବ ସମାଜ ଦିନେ ଶ୍ରୀ ରଥଶର୍ମା ଙ୍କୁ ଝୁରିବେ। ତାଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ପ୍ରେରଣା ମାଗିବେ। ଜୟ ଜୟ ଜଗନ୍ନାଥ।

  • @prince_dp01
    @prince_dp01 2 ปีที่แล้ว +3

    Video First ru last only Goosebumps 🙏🏻🙏🏻

  • @urmilanayak1633
    @urmilanayak1633 2 ปีที่แล้ว +10

    Bahut badhia episode, thanks sir

  • @jeetendapanda2591
    @jeetendapanda2591 2 ปีที่แล้ว

    Sriman Surya Narayan Rathasharma nka adhyatmika charcha bahut bhala lagila.Tanku moro asesa pranama.🙏🙏🙏🙏😊

  • @rakabhaina689
    @rakabhaina689 2 ปีที่แล้ว

    ଜଗତ ମୟ ହେଉ ଜଗନ୍ନାଥ ନାମ 🙏🏻🙏🏻🙏🏻
    ହରି ବୋଲ🙏🏻🙏🏻🙏🏻🙏🏻

  • @user-fh9tw7mi2c
    @user-fh9tw7mi2c 2 ปีที่แล้ว +4

    ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏଥର କରୋନାରେ ଆରପାରିକୁ ଚାଲିଯିବେ । ଜୟ ଜଗନ୍ନାଥ 🙏

  • @user-xh6fx7ju6u
    @user-xh6fx7ju6u 2 ปีที่แล้ว +3

    ତମର ଗୋଟିଏ ଭିଡିଓ ଆସିଥିଲା ତମେ ସେ ସାରଥୀ ଗୋଡତଳେ ବସି ତା ପ୍ରଶଂସା କରି ପ୍ରବଚନ ଦଉଥିଲ, ସେତେବେଳେ କଣ ହେଇଥିଲା ତମର

  • @sarojsahoo2039
    @sarojsahoo2039 2 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @BasantiNiluaa
    @BasantiNiluaa 29 วันที่ผ่านมา

    Jai jagannath ❤

  • @kanhurout3857
    @kanhurout3857 2 ปีที่แล้ว +4

    Apan ta nije sarathi ku bhagaban boli kahuthile. Really shame... Suryanarayana sir, Manish kebe bhagaban heiparibeni, please remember

  • @saikrishnaplumbingsaikrish299
    @saikrishnaplumbingsaikrish299 2 ปีที่แล้ว

    Jay Jagannath