Today comedy is not limited to pre scripted dialogues and funny gestures. Rather, it has become a game of presence of mind and intellectual delivery. Most popular standup comedies in India and abroad are based on this trend. #Ollywood #Comedian #Pragnya is a shining example of the same. #OdishaLIVE #ExclusiveInterview
ପ୍ରଜ୍ଞା ଭାଇ.. ଭାରି ଡାଉନ୍ ଟୁ ଆର୍ଥ, ଜଣେ ସୁନ୍ଦର ହାସ୍ୟ ଅଭିନେତା..
ଏମିତି ଆମ ଓଡ଼ିଆଙ୍କୁ ହସାଉଥାନ୍ତୁ.. ଧନ୍ୟବାଦ #ଓଡ଼ିଶାଲାଇଭ #OdishaLIVE
ପ୍ରଜ୍ଞା ଜଣେ ଭଲ ହାସ୍ୟ ଅଭିନେତା। ତାଙ୍କର ପ୍ରତିଟି ଅଭିନୟରେ ବାସ୍ତବତା ରହିଥିବାରୁ ସମସ୍ତଙ୍କ ହୃଦୟକୁ ତାହା ଛୁଇଁଥାଏ।
My all time favorite
Bahut sundar lagila Tanka struggle story amiti agaku asu
❤❤❤🙏ଭାଈ ନିଜେ ତ ହସକୁରିଆ ,ପ୍ରଞ୍ଜ୍ୟା ଭାଈ ତମେ ଏ ଦୁନିଆଁ ର ସର୍ବ ଶ୍ରେଷ୍ଠ ସବୁ ଧାରାର ହସକୁରିଆ ।❤❤❤🙏🙏
Nicely explained everything
ସ୍ୱାସ୍ଥ୍ୟ ଉପରେ ହସର ଏକ ଗଭୀର ପ୍ରଭାବ ଅଛି। କୁହାଯାଏ ହସିଲେ, ଆୟୁଷ ବି ବଢ଼େ। ତେଣୁ ପ୍ରଜ୍ଞା ତାଙ୍କ କମେଡି ମାଧ୍ୟମରେ ସମସ୍ତଙ୍କୁ କେବଳ ହସାଉନାହାନ୍ତି ବରଂ ପରୋକ୍ଷରେ ଅନେକଙ୍କ ଜୀବନଶୈଳୀ ଓ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଛନ୍ତି।
ଭଲ ଆଉ.. ସ୍ୱାସ୍ଥ୍ୟ ମନ୍ତ୍ର ଦେଇଦେଲ
ପ୍ରଜ୍ଞା ରଞ୍ଜନ ନିଜେ ଗୋଟେ କ୍ଷେପଣାସ୍ତ୍ର ସେ କେତେବେଳ ଗୁଲୁଗୁଲା ହେଇ ଫୁଟନ୍ତି ତ କେବେ ବଟ ତ କେବେ ନନସେନ୍ସ ହୋଇ
ପ୍ରଜ୍ଞା ଭାଇ favourite ❤❤❤❤
What a generous and kind soul.
Artist haba ta emti..
What a Simple person he is....my best wishes
Waahh ki podcast yaar dill se.....❤❤❤❤🎉🎉🎉🎉
Today comedy is not limited to pre scripted dialogues and funny gestures. Rather, it has become a game of presence of mind and intellectual delivery. Most popular standup comedies in India and abroad are based on this trend. #Ollywood #Comedian #Pragnya is a shining example of the same. #OdishaLIVE #ExclusiveInterview
Love u pragya bhai
👌👌👌
U r great👌👌👌👌
Love u pragya bhai ❤❤❤
You both r superb
"Prema gote alaga patha" was epic
Love you sir
ଥିଲି ଝିଅ, ହେଲି ପୁଅ: ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼ | Life Story of Transman Suman Mahakud
th-cam.com/video/0wYFJnA5Ark/w-d-xo.html
ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ସେ ଝିଅ ହୋଇ ଜନ୍ମ ହୋଇଥିଲେ, କିନ୍ତୁ ଆଜି ସେ ଜଣେ ପୁରୁଷ। ଶରୀରର ଏହି ଟ୍ରାନ୍ସଫର୍ମେସନ ପାଇଁ ତାଙ୍କୁ ସମାଜରୁ ଶୁଣିବାକୁ ମିଳିଛି ଅନେକ ଲାଞ୍ଛନା। ଆଉ ଏଭଳି ସମୟରେ ପରିବାର ବି ତାଙ୍କର ହାତ ଛାଡ଼ି ଦେଇଛି। ନିଜେ ନିଜ ପରିଚୟ ପାଇଁ ଲଢ଼ି ସୁମନ ଆଜି ଝିଅରୁ ପୁଅ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ଟ୍ରାନ୍ସମ୍ୟାନ ଜୀବନର ସଂଘର୍ଷ ବିଷୟରେ ବର୍ଣ୍ଣନା କରି କହିଛନ୍ତି ସୁମନ। ଦେଖନ୍ତୁ ଭିଡିଓ
Well reporting 🔥🔥❤️❤️
Pragyan is beyond comparison.The most best comedian in ollywood and shorts
🙏🏻 ବାପା ଙ୍କ ସହିତ ବିତାଇ ଥିବା ର କଥା ଭାରି ମନକୁ ଶାନ୍ତି ଦେଲା ଭଳି କଥା ଟିଏ 🙏🏻👌🏻👍🏻
Jay jagannath 🙏
Very good actor. His acting always great
very very talent prangya sir i proud you r odia
Really. You. Think. Real. You. Love. Odisa. You. Love. Your. Village. That's. Why. You. Are. Great. Pragyan. Joy. Jagannath
Jay tetiskoti Deva Debi 🙏🙏🙏
Congratulations 🎉
ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. th-cam.com/video/4DTV8LtNWKI/w-d-xo.html
ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।
❤
Praghna. Go te. Mo. Bala.
To. Bapa. Gote. Mo. Pela
Ka u. Maghia. Kau chi. Tu go tebala. Bo. Li.
Loafer prajna
Bekar faltu