All in One ସୋରିଷ ପିଡ଼ିଆ ଚା

แชร์
ฝัง
  • เผยแพร่เมื่อ 6 ก.ย. 2024
  • Arabinda Sahoo
    KRUSHI SAMPADA
    All in One
    ସୋରିଷ ପିଡ଼ିଆ ଚା
    ସୋରିଷ ପିଡ଼ିଆ ରେ
    Nitrogen
    Phosphorus
    Potash
    ସହିତ ପ୍ରୋଟିନ
    ଅଣୁସାର Calcium
    Magensium
    Copper
    Zinc
    Iron
    ଆଦି ରହିଥାଏ
    ଏହାକୁ ଚା ଆକାରରେ ପ୍ରସ୍ତୁତ କରି ପ୍ରାୟୋଗ କରାଯାଏ
    1lit ପାଣିରେ 250gm ସୋରିଷ ପିଡ଼ିଆ ମିଶାଇ ମାଟି ମାଠିଆ ରେ 4ଦିନ ରଖନ୍ତୁ।
    ସେଥିରେ ଶୀତ ଦିନେ 10ଗୁଣ ଓ ଖରାଦିନେ 15ଗୁଣ ପାଣି ମିଶାଇ ଗଛ ମୂଳରେ ପ୍ରାୟୋଗ କରନ୍ତୁ
    ଫୁଲ ବା ପନିପରିବା ଗଛରେ 100ml ଓ ଫଳ ଗଛରେ 150-200ml ପ୍ରାୟୋଗ କରନ୍ତୁ
    15ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ
    Thank you
    KRUSHI SAMPADA
    MOB : 7008498896
    Mail ID : sahooarabinda72@ail.com
    WATCH NEXT:
    ବିନା ଖର୍ଚ୍ଚରେ ଶଙ୍କର ଧାନ ବିହନ ଉତ୍ପାଦନ
    • ଖରାଦିନିଆ ଶଙ୍କର ବିହନ ଉତ...
    ପାଉଁସିଆ ରୋଗ ପରିଚାଳନା
    • ଫସଲରେ ପାଉଁସିଆ ରୋଗ ର ଜୈ...
    Hormone Fantac plus
    • ଫସଲରେ ଫୁଲ କଷି ଝଡୁଛି କି...
    #krushisampada #mustard
    #liquidfertilizer
    #odia

ความคิดเห็น • 95

  • @premanandaram
    @premanandaram ปีที่แล้ว +3

    Very good news

  • @sekhar.32pistol69
    @sekhar.32pistol69 5 หลายเดือนก่อน

    Very good information 🙏

  • @tangadakradika6153
    @tangadakradika6153 ปีที่แล้ว

    ବହୁତ ବଢିଆ ବୁଝେଇsir ବହୁତ ଭଲ ଲାଗିଲା ଧନ୍ୟବାଦ

  • @reetap4008
    @reetap4008 2 ปีที่แล้ว

    ବହୁତ୍ ବଢିଆ ବୁଝେଇ ଲେ sir
    ବହୁତ୍ ବହୁତ୍ ଧନ୍ୟବାଦ

  • @shreeyashradha3431
    @shreeyashradha3431 2 ปีที่แล้ว

    Good information

  • @SurajSahu-th1ow
    @SurajSahu-th1ow 2 ปีที่แล้ว

    Thank you sir nice information 🙏❤️

  • @pcpradhan6118
    @pcpradhan6118 2 ปีที่แล้ว

    Wonderful sir👍

  • @DILLIPDIGITAL
    @DILLIPDIGITAL ปีที่แล้ว

    Pana fasala bisayare kichhi video anantu

  • @digambarrout375
    @digambarrout375 4 หลายเดือนก่อน

    ସାର ଏହାକୁ ଖରାଦିନେ ବ୍ଯବହାର କରିହେବକି ଛୋଟ ମନ୍ଦାର ଗଛରେ କେତେ ପରିମାଣରେ ଦିଆଯିବ

  • @minaketansahoo6642
    @minaketansahoo6642 8 หลายเดือนก่อน

    sir, ଫୁଲକୋବିରେ ଫୁଲ ଆସିବା ସମୟରେ ଦେଇପାରିବା କି

  • @himansujena5521
    @himansujena5521 ปีที่แล้ว +1

    Sir waste decomposer kouthi miliba

    • @krushisampada
      @krushisampada  ปีที่แล้ว

      Waste Decomposer online ରେ ମିଳିବ

  • @madhusudanpattanayak2946
    @madhusudanpattanayak2946 2 ปีที่แล้ว

    Super sir

  • @pujadidi3899
    @pujadidi3899 2 ปีที่แล้ว +1

    🙏🙏🙏🙏🙏

  • @laxmanbehera2669
    @laxmanbehera2669 7 หลายเดือนก่อน

    sir gua gachre pakeiheban 7 month ra gacha

  • @prakashraul3181
    @prakashraul3181 6 หลายเดือนก่อน

    Sir brinjal re falbondhapoka Pani kandeba

    • @krushisampada
      @krushisampada  6 หลายเดือนก่อน

      ବାଇଗଣ ଫସଲ ରେ ଫଳ ବିନ୍ଧା ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ଦିଅନ୍ତୁ ।ଜମି ରୁ ଘାସ ସଫା କରନ୍ତୁ
      Chlorontraniliprole 18.5%SC (Cover )drum ପ୍ରତି 6ml ବା
      Cartap hydrochloride 75%SG (Mortar) lit ପ୍ରତି 1gm ବା
      Flubendiamide 20%WG (Takumi )drum ପ୍ରତି 6gm ବା
      Novaluron 5.2%+Indoxacarb 4.5%SC (Plethora )lit ପ୍ରତି 1.75ml ବା
      Pyriproxifen 5%+Fenpropathrin 15%EC (Sumiprempt ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 1 ଟି ଓ ସଙ୍ଗଆକର୍ଷକ ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।

  • @upendra2258
    @upendra2258 2 ปีที่แล้ว

    Ok sir

  • @satyajitsahoo8706
    @satyajitsahoo8706 2 ปีที่แล้ว

    Sar namaskar mankad fasal nasta karuchnti sir upaya diantu

    • @krushisampada
      @krushisampada  2 ปีที่แล้ว

      ଗୋରୁ ମୂତ୍ର ଆଧାରିତ କୀଟନାଶକ ପ୍ରାୟୋଗ କରନ୍ତୁ।

  • @astarangafish4788
    @astarangafish4788 ปีที่แล้ว

    Apanaka upastapana ati sundar si

  • @astarangafish4788
    @astarangafish4788 ปีที่แล้ว

    Sorisa pidia gunda gacha prati katay gram bali saha Misa jai diajiba

    • @krushisampada
      @krushisampada  ปีที่แล้ว

      ସୋରିଷ ପିଡ଼ିଆ କୁ ଚା କରି ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ।ସୋରିଷ ପିଡ଼ିଆ କୁ ଗଛ ମୂଳରେ ନଦେଇ ଗଛ ମୁଳରୁ 6ଇଞ୍ଚ ଛାଡି ପ୍ରାୟୋଗ କରନ୍ତୁ।ଗଛ ପ୍ରତି 15-20gm ପ୍ରାୟୋଗ କରନ୍ତୁ।

  • @odiaodia641
    @odiaodia641 2 ปีที่แล้ว

    Dhana chasare jibamruta debara prakriya kan sir tike kahibeki

    • @krushisampada
      @krushisampada  2 ปีที่แล้ว

      ଜୀବମୃତ କୁ ଧାନରେ କିପରି ପ୍ରୟୋଗ କରିବେ ତାହା krushi sampada ରେ ଜୀବମୃତ ର video ରହିଛି, ତାହା ଦେଖି ପାରିବେ।

  • @lipsamantry2764
    @lipsamantry2764 2 ปีที่แล้ว

    Dhana chasa re ekar prati kete sorisa pidia diajiba abam liquid kete spray karajiba abam samaya batantu sir

  • @astarangafish4788
    @astarangafish4788 ปีที่แล้ว

    Sir asorisa cha prati masaray 2thara use heba katay masha jay

  • @kisunhansdahofficial263
    @kisunhansdahofficial263 2 ปีที่แล้ว

    Kolora patrare holodia hele kn korajibo, KISUN Hansdah

    • @krushisampada
      @krushisampada  2 ปีที่แล้ว

      କଲରା ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଏହାକୁ ପରିଚାଳନା କରିବା ପାଇଁ ଫସଲରେ potash ସାର ଏକର ପ୍ରତି 15kg ପ୍ରାୟୋଗ କର କରନ୍ତୁ।Ridomil ବା Ridomil gold lit ପ୍ରତି 2.5gm ବା Amistar ବା Amistar top lit ପ୍ରତି 1.25ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @lipsamantry2764
    @lipsamantry2764 2 ปีที่แล้ว

    Sir dhanare kipari diajiba kuhantu .

    • @krushisampada
      @krushisampada  2 ปีที่แล้ว

      ଧାନରେ ଏହାକୁ ପ୍ରାୟୋଗ ନକରି ପନିପରିବା ଓ ଫଳ ଗଛରେ ପ୍ରାୟୋଗ କରନ୍ତୁ।

  • @abhimanumallik2913
    @abhimanumallik2913 2 ปีที่แล้ว

    Please make a complete vedio about pumpkin cultivation

    • @krushisampada
      @krushisampada  2 ปีที่แล้ว

      କଖାରୁ ଚାଷ ଉପରେ ନିଶ୍ଚିନ୍ତ ଏକ video ପ୍ରସ୍ତୁତ କରାଯିବ।Thank you sir

  • @parthasarathipradhan639
    @parthasarathipradhan639 2 ปีที่แล้ว

    Sir ବହୁତ ଦିନ ଧରି ଏହି ସୋରିଷ ପିଡ଼ିଆ ପଚା ରହି ଯାଇ ଥିଲେ, ତାକୁ use କରି ହେବ କି ନାହିଁ? Thank you.

    • @krushisampada
      @krushisampada  2 ปีที่แล้ว

      ସୋରିଷ ପିଡ଼ିଆ ବହୁତ ଦିନ ପଚି ରହିଲେ ତାହାକୁ ବ୍ୟବହାର କରନ୍ତୁ ନାହିଁ।ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

  • @aninduparida6364
    @aninduparida6364 ปีที่แล้ว

    ସାର ଆଳୁ ଫସଲରେ ସୋରିଷ ପିଡିଆ କେମିତି ଦେବା କେତେ ପରିମାଣରେ ଦେବା ଏବଂ ଆପଣଙ୍କ ଫୋନ୍ ନମ୍ବର ଦୟାକରି ଦିଅନ୍ତୁ

    • @krushisampada
      @krushisampada  ปีที่แล้ว

      ଆଳୁ ଫସଲରେ ନିମ୍ବପିଡିଆ ପ୍ରାୟୋଗ କରନ୍ତୁ।ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି1qtl ନିମ୍ବପିଡିଆ ପ୍ରୟୋଗ କରନ୍ତୁ।

  • @aratibhuyan2827
    @aratibhuyan2827 ปีที่แล้ว

    Sir mandar phula bahut haba kemit

    • @krushisampada
      @krushisampada  ปีที่แล้ว

      ମନ୍ଦାର ଗଛରେ NPK 19;19:19 lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone BOOM FLOWER lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @kamallochanmishra4997
    @kamallochanmishra4997 ปีที่แล้ว

    Sir କଦଳୀ ଗଛ ଭଲ ବଢିବା ପାଇଁ କିଛି ଭିଡିଓ ବନାନ୍ତୁ

  • @sudhirpadhan3468
    @sudhirpadhan3468 2 ปีที่แล้ว

    Dhan phasalare liquid sorisa pidia kipari prayog karihaba

  • @bijayakumardash7925
    @bijayakumardash7925 5 หลายเดือนก่อน

    ଆପଣ ଙ୍କ ଫୋନ ନମ୍ବର ଦେଲେ ଭଲ ହୁଅନ୍ତା

  • @gobindaswain7084
    @gobindaswain7084 10 หลายเดือนก่อน

    Pan chas re soris pidia kibhali deba

  • @subashray7439
    @subashray7439 2 ปีที่แล้ว

    Sir kindly advise about sajana fula bahut dharuchhi kintu fruit set heunahin
    Kindly advise

    • @krushisampada
      @krushisampada  2 ปีที่แล้ว +1

      ସଜନା ଗଛ ମୂଳରେ ଜୈବିକ ଖତ 10kg DAP 200gm potash 100gm ପ୍ରାୟୋଗ କରି ନିୟମିତ ଜଳସେଚନ କରନ୍ତୁ।ଜଳସେଚନ କରିଥିବା ସମୟରେ Hormone Planofix 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

    • @subashray7439
      @subashray7439 2 ปีที่แล้ว

      @@krushisampada thanks a lot for your timely response

  • @himansupatel4807
    @himansupatel4807 ปีที่แล้ว

    Sir,ସୋରିଷ ପିଡିଆ ବଦଳରେ ଆଉ ଅନ୍ୟ କୌଣସି ପିଡିଆ ନେଇ ପାରିବା କି? ଯାହା ସୋରିଷ ପିଡିଆ ପରି ଉପଯୋଗୀ ହୋଇ ପାରିବ

  • @parikshitabehera8242
    @parikshitabehera8242 2 ปีที่แล้ว

    Sir, ସୋରିଷ ପିଡ଼ିଆ ଏକ ଗୁଠ ରେ କେତେ ପରିମାଣର ବେବହାର କରିପାରିବା I

  • @msfiroz7089
    @msfiroz7089 2 ปีที่แล้ว

    Can I use in rose plant or other flower plants?

    • @krushisampada
      @krushisampada  2 ปีที่แล้ว

      ଏହାକୁ ସବୁ ପ୍ରକାର ର ଗଛରେ ବ୍ୟବହାର କରିପାରିବେ।10ଗୁଣ ପାଣି ମିଶାଇ ପ୍ରାୟୋଗ କରିବେ।

  • @astarangafish4788
    @astarangafish4788 ปีที่แล้ว

    Sorisa pedia daybara katay dina paray Pani dayba

  • @ranjanghadei3571
    @ranjanghadei3571 ปีที่แล้ว

    Sar khara dena kou Tamato
    Lagaeba. Tikea kuhanthu.

  • @arakshitajena5051
    @arakshitajena5051 2 ปีที่แล้ว

    Sir ସୁଗନ୍ଧ ରାଜ ଗଛର ପୋକ କିପରି ମାରିବା

  • @jitendrasahoo1523
    @jitendrasahoo1523 2 ปีที่แล้ว

    Sir mora rose plant re black ra choto chota poka lagichi kn karibi

    • @krushisampada
      @krushisampada  2 ปีที่แล้ว

      Rose plant ରେ ଜଉ ପୋକ ଲାଗିଛି।ଏହାକୁ ପରିଚାଳନା କରିବା ପାଇଁ Imidachloprid 30.5%SC drum ପ୍ରତି 8ml ସହିତ ନିମ୍ବତେଲ 30ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @iswarmohanty7820
    @iswarmohanty7820 2 ปีที่แล้ว

    A..caha.patalara.kamiti.dia.jiba.sir

  • @sorenandsorenvlog9239
    @sorenandsorenvlog9239 2 ปีที่แล้ว

    Sir jhudanga patra re kala puka laguchanti Kan lageiba

    • @krushisampada
      @krushisampada  2 ปีที่แล้ว

      ଝୁଡ଼ଙ୍ଗ ଫସଲରେ ଜଉ ପୋକ ଲାଗୁଛନ୍ତି।ଏହାକୁ ପରିଚାଳନା କରିବା ପାଇଁ Thiomethoxam 25% WG drum ପ୍ରତି 6gm ବା Imidachloprid 30.5%SC drum ପ୍ରତି 6ml ବା Pigasus 1.5gm /lit ବା TAKAF 1.5gm/lit ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @user-gh8si7jk2p
    @user-gh8si7jk2p 10 หลายเดือนก่อน

    Lata bin re bhal phal kemiti heb

    • @krushisampada
      @krushisampada  10 หลายเดือนก่อน

      NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ। 3ଦିନ ପରେ Hormone Fantac plus Lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।15 ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @ranjandas8217
    @ranjandas8217 2 ปีที่แล้ว

    Baigan fasalare 1st Sara Kan kan prayog kariba Darakar

  • @user-bp7dy3fi3y
    @user-bp7dy3fi3y 2 ปีที่แล้ว

    ସାର ଵାଇଗଣ ର ଝାଉଁଳା ରୋଗ ର ନିରାକରଣ ପାଇଁ କଣ ଉପଚାର କରାଯିବ

    • @krushisampada
      @krushisampada  2 ปีที่แล้ว

      ବାଇଗଣ ର ଝାଉଁଳା ରୋଗ ର ପରିଚାଳନା କରିବା ପାଇଁ Video ପ୍ରସ୍ତୁତ କରାଯାଇଛି।ଏଥିରୁ ଦେଖି ପାରିବେ।
      th-cam.com/video/xarfm0pn0ec/w-d-xo.html

  • @krushnachandrahazra4810
    @krushnachandrahazra4810 ปีที่แล้ว

    Sri pan caso payi kau fatileza darkar

  • @amitajena2993
    @amitajena2993 2 ปีที่แล้ว

    Kallaracasa

  • @bharatparida4280
    @bharatparida4280 2 ปีที่แล้ว

    Sir sorisa pidiya liquid spary Kari pariba

    • @krushisampada
      @krushisampada  2 ปีที่แล้ว

      ସୋରିଷ ପିଡ଼ିଆ ଚା କୁ ସ୍ପ୍ରେ କରନ୍ତୁ ନାହିଁ।ଏହା କୁ ଗଛ ଗ୍ରହଣ କରି ପାରିବ ନାହିଁ।

  • @samirkumarpradhan3262
    @samirkumarpradhan3262 2 ปีที่แล้ว

    How l remove brinjal leaf curl

    • @krushisampada
      @krushisampada  2 ปีที่แล้ว

      ବାଇଗଣ ଫସଲରେ ପତ୍ର ମୋଚା ହେବାର କାରଣ ଶୋଷକ ପୋକ।ଧଳା ମାଛି ଓ ଜଉ ପୋକ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ। REKER lit ପ୍ରତି 2gm ବା Pigasus lit ପ୍ରତି 1.5gm ବା Alika lit ପ୍ରତି 1ml ସହିତ ନିମ୍ବତେଲ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @gobindaswain7084
    @gobindaswain7084 10 หลายเดือนก่อน

    Sir pan chasa re soris pidia kibhali prayog kariba

  • @devrajbaral7803
    @devrajbaral7803 2 ปีที่แล้ว

    Sir, 'sorisa pidia' kn market re miliba

    • @krushisampada
      @krushisampada  2 ปีที่แล้ว

      ନିଶ୍ଚିନ୍ତ Market ରେ ମିଳିବ। କିମ୍ବା online ରେ ମଗାଇ ପାରିବେ।

  • @SamirKumar-uz3uk
    @SamirKumar-uz3uk 2 ปีที่แล้ว

    ସାର୍ ମୋର କଲରା ରେ ଭୂରୁଗା ପଡୁଛି କଣ କରିବି

    • @krushisampada
      @krushisampada  2 ปีที่แล้ว

      କଲରା ଫସଲରେ ଧଳା ମାଛି ଲାଗିଲେ ପତ୍ର ଭୁରୁଙ୍ଗା ହୋଇଥାଏ।ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Acetameprid 20%SP drum ପ୍ରତି 6gm ବା REKER lit ପ୍ରତି 2gm ବା TAKAF lit ପ୍ରତି 1.5gm ବା Alika lit ପ୍ରତି 1ml ସହିତ ନିମ୍ବତେଲ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @pujadidi3899
    @pujadidi3899 2 ปีที่แล้ว +1

    ସାର୍ ଆପଣ କୁ,,,,ମୋ,,ର,,, ଅନୁରୋଧ କରୁଛୁ,, ପିଜୁଳି ଗଛ,,ରେ,,ଫଳହେଉନି,,,କଣ,,ଦେଲେ,,ଜଲଦି,, ଫଳ,,ହେବ,,କିପରି,,ଜଣାତୁ

  • @gangadharprusty2833
    @gangadharprusty2833 2 ปีที่แล้ว

    ଝୁଡୃଙ୍ଗ ପତ୍ର ହଳଦିଆ ପଡିବା କେଉଁ ରୋଗ ଏବଂ ନିରାକରଣ ପାଇଁ କେଉଁ ଔଷଧ ଦରକାର

    • @krushisampada
      @krushisampada  2 ปีที่แล้ว

      ଝୁଡଙ୍ଗ ପତ୍ର ରେ ସାହେବି ରୋଗ ଲାଗୁଛି।ଏହାର ବାହାକ ଧଳାମାଛି। ଆକ୍ରାନ୍ତ ପତ୍ରକୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଏହାର ବାହାକ ଧଳାମାଛି କୁ ନିୟନ୍ତ୍ରଣ କରିବା ପାଇଁ Difenthuron 50%WP lit ପ୍ରତି 1gm ବା Imidachloprid 30.5%SC drum ପ୍ରତି 8ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @akshayakumarbiswal7030
    @akshayakumarbiswal7030 2 ปีที่แล้ว

    Sir, I am cultivating banana. The plant is dying. At first the leaves are getting yellow. After some days the trunk is bursting. Then the tree is dying. Please give me the remedy in what's up post.

    • @krushisampada
      @krushisampada  2 ปีที่แล้ว

      କଦଳୀ ଫସଲରେ Panama ଝାଉଁଳା ରୋଗ ଲାଗିଛି।ଏହାକୁ ପରିଚାଳନା କରିବା ପାଇଁ ଆକ୍ରାନ୍ତ ଗଛକୁ ଓପାଡି ନଷ୍ଟ କରନ୍ତୁ।lit ପ୍ରତି 2gm ହିସାବରେ ଗଛ ମୂଳରେ 5lit ପାଣି ଢାଳି ଗଛ ମୂଳ କୁ ବିଶୋଧନ କରନ୍ତୁ।5ଦିନ ଅନ୍ତରରେ 3ଥର ପ୍ରାୟୋଗ କରନ୍ତୁ।ଏହି ଦ୍ରଵଣ କୁ କଦଳୀ ଗଛ ଗଣ୍ଡିରେ 45ଡିଗ୍ରୀ କୋଣ କରି 5ml injaction ଦିଅନ୍ତୁ।

  • @rahaspatel6946
    @rahaspatel6946 2 ปีที่แล้ว

    Kenne miliba sar

    • @krushisampada
      @krushisampada  2 ปีที่แล้ว

      Market ରେ ଏହା ପାଇ ପାରିବେ।

  • @namitamishra1693
    @namitamishra1693 9 หลายเดือนก่อน

    ସାର୍ ମୁଁ ମୋ ବାଡ଼ି ରେ ଚାରି ଟି ବାଇଗଣ ଗଛ ଲଗାଇ ଛି।ସେଥିରେ କାଣ୍ଡ ଵିନ୍ଧା ପୋକ ହୋଇ ଛି।ଜୈବିକ ଉପାୟ ରେ ଉପଚାର ବତାଇ ଦିଅନ୍ତୁ।

    • @krushisampada
      @krushisampada  9 หลายเดือนก่อน

      କାଣ୍ଡ ବିନ୍ଧା ପୋକ ଲାଗିବା ପରେ ଜୈବିକ ପଦ୍ଧତିରେ ପୋକ ନିୟନ୍ତ୍ରଣ କଷ୍ଟକର।

  • @shyamsundarbiswal12
    @shyamsundarbiswal12 9 หลายเดือนก่อน

    🙏 Dragon fruit re dei habaki sir

    • @krushisampada
      @krushisampada  9 หลายเดือนก่อน

      ନିଶ୍ଚିନ୍ତ ଭାବେ ଦେଇ ପାରିବେ ଗଛ ମୂଳରୁ 6ଇଞ୍ଚ ଛାଡ଼ି ପ୍ରୟୋଗ କରନ୍ତୁ

  • @devrajbaral7803
    @devrajbaral7803 2 ปีที่แล้ว

    ?

  • @chinmaykumarbehera983
    @chinmaykumarbehera983 2 ปีที่แล้ว

    Sir apananka mobile no diantu channel re ame mane call kariki apankathu emergency time re medicine ra details bujhiparibu

    • @krushisampada
      @krushisampada  2 ปีที่แล้ว

      Description ମୋର contact no ପାଇ ପାରିବେ।7008498896

  • @bhabanie1770
    @bhabanie1770 2 ปีที่แล้ว

    ସୋରିଷ ପିଡ଼ିଆ କୁ ଧାନ ଜମି ରେ ବ୍ୟବହାର କରି ହେବା କି?ଯଦି ହଁ,ତେବେ ତାର ପ୍ରଣାଳୀ ଦୟାକରି କୁହନ୍ତୁ।

    • @krushisampada
      @krushisampada  2 ปีที่แล้ว +1

      ସୋରିଷ ପିଡ଼ିଆ କୁ ଫୁଲ ଫଳ ଓ ପନିପରିବା ରେ ପ୍ରାୟୋଗ କରନ୍ତୁ।

  • @niranjanchhualsingh1915
    @niranjanchhualsingh1915 2 ปีที่แล้ว

    ସାର ନମସ୍କାର ମୁଁ ସୋରିଷ ପିଡ଼ିଆ ଚା ପ୍ରସ୍ତୁତ କରିବାର ପ୍ରାୟ 3ମାସ ହେଇ ଗଲାଣି ତାକୁ ଏବେ ପ୍ରୟୋଗ କଲେ ହେବ କି ନାହିଁ ଟିକେ ଜଣେଇବେ ଆଉ ବର୍ଷା ଦିନେ ତାକୁ ପୟୋଗ ହେବକି ନା ଟିକେ କହିବେ ଆଜ୍ଞା