Jibamrut ବିନା ଗୋବର ଖତ ଗୋମୂତ୍ରରେ ଜୀଵାମୃତ Jibamrut Subash Palekar
ฝัง
- เผยแพร่เมื่อ 10 ก.พ. 2025
- Jibamrut kaise banayae
Jibamrut Subash Palekar
ବିନା ଗୋବର ଖତ ଗୋମୂତ୍ରରେ ଜୀଵାମୃତ
ସାର ଠାରୁ ଅଧିକ ଶକ୍ତିଶାଳୀ
ଥରେ ପ୍ରସ୍ତୁତ କଲେ ଜୀବନ ସାରା ବ୍ୟବହାର କରନ୍ତୁ
What is the use of jivamrut
What is the composition of Jeevamrutha
What is the meaning of Jeevamrut
What is the use of Jeevamirtham in plants
Organic Farming
Subash Palkers Jibamrut has some limitation
Due to unavailable of cow dung and urine people hesitate to prepare Jibamrut
Now we can prepare Jibamrut without Cowdung and cow urine
Forest Soil 5kg
Jagerry 5kg
Atta 5Kg
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #jibamrut
WATCH NEXT:
ଖରାଟିଆ ଧାନ ର best hybrid କିସମ
• Rabi Paddy Varieties R...
ମଣ୍ଡି ପାଇଁ ଧାନ ର FAQ ମାନ କଣ ରହିଛି
• Paddy procurement Padd...
ତଳି ଘରକଟା ଓ ମୂଳ ସଢ଼ା ପାଇଁ best Fungicide
• Collar rot treatment ତ...
ଗୁଆ ଫସଲ ପାଇଁ best Fertilizer
• Fertilizer for arecanu...
Very nice.....this video will definitely change the future of India In agriculture nd health .... food produced without chemicals will prevent disease and provide nd healthy life...I would like to urge everyone to use it
Thank you
Sikhyaniya katha, vary beautiful, Namaskar.
Thank you
Bahuta badhia❤❤❤❤
Thank you
Bahut bhal lagila . jai kisan
Thank you
Namdar,,,,apan
Very good information sir 🙏
Thank you
I already applied this solution, result is amazing!!
Thank you
Beautiful ❤️ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ
Nice 👍 Ganjam
Bahut Sundar Sir🪴🌴😊
Thank you
Sir please rice farming video
ନିଶ୍ଚିନ୍ତ
Super
Thanks
❤❤❤❤
Bahut badhia , kitanasaka bisaya re madhya kahibe...
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
Chasi mane kipari amalkaruthiba paddy (dhana) bihan rupe government farm ku sell kariparibe gote banantu sir
Sir mu binisi chasa karichi kintu , sabu gacha ra patra gudika haladia hoe gacha marijauchanti dayakari kichi samadhana ra rasta dekhantu
👍👍👍👍👍
Sair sago re kemiti daba please replay
❤ sir easte Mix Kale Bhala Heba Ki
ଆବଶ୍ୟକ ନାହିଁ
@@krushisampada ଆଜ୍ଞା ସାର୍, ଧନ୍ୟବାଦ
Dhanu re use kariba ki
ସବୁ ଫସଲରେ use କରନ୍ତୁ
Can get it
Sir, drip irrigation pain govt ra subsidy scheme available achhi ki nahi, jadi achhi tebe kemiti contact katiba, pls inform karibe
Drip irrigation ପାଇଁ Block horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।ଏଥିରେ 70%subcidy ରହିଛି
@@krushisampada Thank you very much sir 🙏
ଆଜ୍ଞା କେମିତି ଜମିରେ ପ୍ରଯୋଗ କରିବା ଦୟାକରି କହିବେ ସିଞ୍ଚିବା ନା ଷ୍ପ୍ରେୟ କରିବା ଏବଂ ଏକର ପ୍ରତି କେତେ ଲାଗିବ
ଏହାକୁ 20lit ନେଇ 100kg ସଢ଼ା ଗୋବର ଖତ ମିଶାଇ ମାଟି ଓଦା ଥିବା ସମୟ ରେ ପ୍ରୟୋଗ କରନ୍ତୁ।20ଦିନ ଅନ୍ତର ରେ 2-3ଥର ପ୍ରୟୋଗ କରନ୍ତୁ।
Sir patato farming ବିଷୟ ରେ କହିବେ?
Sir🙏🙏
ଗୋବର ଯିବାମୃତରେ କୀଟ ହେଇଯାଏ କାହିଁକି
ଅଧିକ ଦିନ ରଖିଲେ କୀଟ ହୋଇଥାନ୍ତି।ଗୁଡ ପରି ମିଠା ଅଂଶ ଥିବାରୁ
ସାର୍ ଧାନର ଧାଡ଼ି ବୁଣାର ଗୋଟେ ଭିଡ଼ିଓ ଛାଡନ୍ତୁ
Sir kn waste decomposer is equal to jevamruta
Waste decomposer ଠାରୁ ବହୁତ ଗୁଣ ରେ ଭଲ
Kouthi milib sar
ନିଜେ ପ୍ରସ୍ତୁତ କରନ୍ତୁ
Nasta guda kouthu miliba
ଭଲ ଗୁଡ ବ୍ୟବହାର କରନ୍ତୁ
କ୍ରୁଷକ ରେଜିଷ୍ଟ୍ରେସନ କିପରି ହୁଏ ଭିଡିଓ କରନ୍ତୁ।
ଗୋ ସୁଗମ ପୋର୍ଟାଲ୍ ଭିତରେ ପଶିବା ପାଇଁ ଆବଶ୍ଯକ ପଡୁଛି।
Sir November bytita aau kaunasi masare sangraha kale jungle mati habani ki sir
September ରୁ November ମାସ ରେ ଉପକାରୀ ଜୀବାଣୁ active ରୁହନ୍ତି। ଶୀତ ଓ ଖରାଦିନେ ପରିମାଣ କମ ରହେ ଓ ବର୍ଷା ଦିନେ ସଂଗ୍ରହ କରିବା କଷ୍ଟ ହୋଇଥାଏ।ତେବେ December ମାସ ଶେଷ ସୁଦ୍ଧା ସଂଗ୍ରହ କରନ୍ତୁ।
ଗାଈ ଗୋବର ବ୍ୟତୀତ କେଉଁ ଜୀବ ଜନ୍ତୁ ର ମଳ କୁ ଖତ ଭାବେ ବ୍ୟବହାର କରା ଯାଇ ପାରିବ
ଛେଳି ଖତ, କୁକୁଡ଼ା ଖତ ସଢ଼ିଲା ପରେ ସାର ହିସାବରେ ବ୍ୟବହାର କରି ପାରିବେ।
ସହୁ ଆଜ୍ଞା ନମସ୍କାର ସାର୍ ଡ଼ିସେମ୍ବର ମାସରେ କଲେ ହେବକି ପ୍ଲିଜ୍ କୁହନ୍ତୁ
ହଁ ହେବ
ମାଟି କୁ ଜାନୁଆରୀ ବା ଫେବୃଆରୀ ରେ ନେଲେ କଣ ଅସୁବିଧା ହେବ କି?
ମାଟିରେ micro organism ସଂଖ୍ୟା କମ ରହିବ ଓ ଜିବାମୃତ୍ ପ୍ରସ୍ତୁତ ରେ ବିଳମ୍ବ ହେବ।
@@krushisampada ଜଂଗଲ ମାଟି ନ ନେଇ ଉଇହୁଙ୍କା ମାଟି ନେଲେ ଚଳିବ ତ?
Sir thanks for good information, sir i need culture of this Jibamrut pls sir give me the contact no to communicate
9556748454