ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଓଡ଼ିଆ ନୂଆବର୍ଷର ଶୁଭେଛା ଓ ଅଭିନନ୍ଦନ।ଅତି ଉପାଦେୟ ବିଷୟବସ୍ତୁ।
ଧନ୍ୟବାଦ sir
Out standing subject for agriculture farm, Happy New year of Odisha calenders,Jay Jaganath
Sir ଆପଣକୁ ବହୁତ ବହୁତ ଧନ୍ୟବାଦ ଆପଣକଂପାଇଁ ଚାଷ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳୁଛି
Sir ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ମୁଁ ଜିଆ ଖତ କେମିତି ତିଆରି କରିବା ଶିଖିବି ଓ କେଉଁଠି ଆପଣ ନିଶ୍ଚିନ୍ତ ଜଣେଇବେ,
Thank you
Sir Please Kindly add Odia Language in Writing also in the Video , Just Like a News Channel that will be great Help to the Students and Farmers .
🙏🏻🙏🏻🙏🏻Bahuta sundar hoichhi.. ଆମେ ସମସ୍ତେ ଚାଷୀ ଭାଇ jeivik ଚାଷ ଉପରେ ନିର୍ଭର କରିବା ଉଚିତ୍
ଧନ୍ୟବାଦ
Sir please make a deatails video of hydroponic farming
Jia khata kariba pani kana darkar
Sir vermicompost unit odishara kou jagare bhubaneswar pakhapakhi achi
For 🐛 and vermicompost
Very nice
🇮🇳💐🙏🙏🙏
Thanks sir
Sir,i am interstd but need traing.
କୃଷି ପାଇଁ ଉତ୍କୃଷ୍ଟ ସାର--------------------------ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ସାର୍ ଆପଣଙ୍କ ସହିତ କଥା ହବାକୁ ଚାହୁଁଛି
ବ୍ଲକ ପିଛା ଗୋଟିଏ ହିଁ ଦେଉଛନ୍ତି
Kalara chasa re fungal dieases ,thrips,peaste, mosic viruse control kemiti kari paribu sir
Sir ଆପଣଙ୍କର କହିବା ଶୈଳୀ ବହୁତ ସୁନ୍ଦର ଆଉ ସବୁଠୁ ଭଲ ଲାଗେ backup music natural ପୁରା ଏତେ ସବୁ କୃଷିବିତି youtube chanel ସବୁଠୁ ଅରବିନ୍ଦ sir ମତେ ସବୁଠୁ ଭଲ ଲାଗେ sir ମୁଁ ଏବେ ଜିଆ ଖତ କରିବା ପାଇଁ ଚାହୁଁଛି ଆପଣଙ୍କ number ଦେଲେ ମୁଁ ବହୁତ ଖୁସି ହେବି
7008498896
👍
Jiang kouthi milibo doya kori joneibe
Sir namaste, sir apana kahile contact kariba katha, panchayat level re sabu ta chora gudak achhanti, ame kahaku contact karibu. Apana, chasi mananku ehi channel re kichhi sahajya kariparibeki. Plz kuhantu sir.....chara milile...subsidy miluni, ...ki... subsidy milile.....chara miluni.
Sir ଜିଆଖତ ଧାନ ଫସଲ ରେ କିପରି ପ୍ରୟୋଗ କରାଯିବ
Sir advice me i want 2 varmi bed & which please i can sold 6 kgs varmi sir please advice me. Sir sold 2 GDP varmi bed 12/4/2 sir please🙏🙏🙏 advice me
Sir mu panchayat office re apply Kari ki 6month helani kichhi respond nahi
Sir kela matire gua gachha lagei heb ki? Na sethire jia khata misheiba.
ଜିଆ ଖତ ମିସାଇଲେ ମାଟି ଉର୍ବର ହୋଇଥାଏ ସାର ଓ ଅଣୁ ସାର ପାଇ ପାରିଥାଏ।ତେଣୁ ଜିଆ ଖତ ମିଶାଇ ଗୁଆ ଗଛ ଲଗାନ୍ତୁ।
Sir fasala re kukuda khata diajaipariba
Yes 2021_22
ଜିଆ କେମିତି ପାଇବା
Jia kauthu milibe
Sar mu karipribi bikini kahaku
Sir jia Kouthi miliba
ଜିଆ ଦରକାର
Bhai please send your contact📞 no
କୋୖଣସି ଦେଶର ଅର୍ଥନୀତି ତାର କୃଷି, ବାଣିଜ୍ୟ, ଶିଳ୍ପ ଓ ବିଦେଶୀ ମୂଦ୍ରା ଦ୍ଵାରା ସମୃଦ୍ଧ ହୋଇଥାଏ ।ତେବେ ନୂତନ କୃଷ ଇଁ
ତେବେ ନୂତନ କୃଷି ପାଇଁ ଦିଗନ୍ତ ଦର୍ଶାଉଥିବା ବ୍ୟକ୍ତିଙ୍କୁ ଦେଶ ସମ୍ମାନିତ କରିବା ଉଚିତ।
Jiakhat kene miliba sir
ଜିଆ ଖତ ପାଇବା ପାଇଁ block hoeticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।
Sir happy odiya new year
Same to you
ସାର, ଜିଆ ଖତ ଧାନ ଚାଷ ରେ ବେବହାର କରାଯାଇପାରିବ କି.
ଜିଆ ଖତ କୁ ସବୁ ଫସଲରେ ପ୍ରାୟୋଗ କରି ପାରିବେ।
@@krushisampada, ସାର, ନମସ୍କାର. ସାର ମୁଁ ସରକାରୀ ଚାକିରୀ ରୁ ରିଟାର୍ଡ଼ ପରେ ପ୍ରଥମ ଥର ପାଇଁ ଧାନ ଚାଷ କରିବାକୁ ଯାଉଛି. Cr1009sub 1ବିହନ ନେଇଚି. ସାର ଦୟାକରି କହିବେ କେତେବେଳେ କୋଉ ସାର କେତେ ପରିମାଣ ର ଗୁଣ୍ଠ ପ୍ରତି ବା ଏକର ପ୍ରତି ଦେବାକୁ ପଡିବ ଯଥା କାଦୁଅ ବେଳେ,20ଦିନ ପରେ ପିଲ ସାର ଓ଼ 40ଦିନ ପରେ ଥୋଡ଼ ସାର. ଆପଣଙ୍କ ଉତ୍ତର ଅପେକ୍ଷା ରେ ରହିଲି.
Bikibu kemiti
Sir ame local jia re ahi compost Kari haba ki
Local ଜିଆ ରେ compost ହୋଇ ପାରିବ ନାହିଁ।
Sir Jia keun thare miliba.Amaku number tike diantu
ଏ ଜିଆ କୋଉଠୁ ମୁଁ ପାଇବି
ଜିଆ ପାଇବା ପାଇଁ block Horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।
Video ti vala lagila nahi, thik se details re jani helani , video chaluni majhire
ଜିଆ ପାଇବା କୋଉଠି🙋
Mu jia paibi kamiti
Contact 6370876245
ମୁଁ ଜିଆ ଖତ କରିଛି କିନ୍ତୁ ଏହାକୁ ବିକ୍ରୀ କରିବାରେ ସମସ୍ୟା ହେଉଛି।ଏହାକୁ ବିକ୍ରୀ କରିବାରେ ମୋର ସହାୟତା କରନ୍ତୁ। ମୁଁ ଜଗତସିଂହପୁର ଜିଲ୍ଲା ର ବାସିନ୍ଦା ଅଟେ।
ମୋର ଜିଆ ଆବଶକ୍ୟ
Contact me for vermicompost and also earthworm.
Please provide your contact number
Contact no please
Pl.share your contact details for eartworm
ଓଡ଼ିଆ ନୂଆବର୍ଷର ଶୁଭେଛା ଓ ଅଭିନନ୍ଦନ।ଅତି ଉପାଦେୟ ବିଷୟବସ୍ତୁ।
ଧନ୍ୟବାଦ sir
Out standing subject for agriculture farm, Happy New year of Odisha calenders,Jay Jaganath
Sir ଆପଣକୁ ବହୁତ ବହୁତ ଧନ୍ୟବାଦ ଆପଣକଂପାଇଁ ଚାଷ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳୁଛି
ଧନ୍ୟବାଦ sir
Sir ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ମୁଁ ଜିଆ ଖତ କେମିତି ତିଆରି କରିବା ଶିଖିବି ଓ କେଉଁଠି ଆପଣ ନିଶ୍ଚିନ୍ତ ଜଣେଇବେ,
Thank you
Sir Please Kindly add Odia Language in Writing also in the Video , Just Like a News Channel that will be great Help to the Students and Farmers .
🙏🏻🙏🏻🙏🏻Bahuta sundar hoichhi.. ଆମେ ସମସ୍ତେ ଚାଷୀ ଭାଇ jeivik ଚାଷ ଉପରେ ନିର୍ଭର କରିବା ଉଚିତ୍
ଧନ୍ୟବାଦ
Sir please make a deatails video of hydroponic farming
Jia khata kariba pani kana darkar
Sir vermicompost unit odishara kou jagare bhubaneswar pakhapakhi achi
For 🐛 and vermicompost
Very nice
🇮🇳💐🙏🙏🙏
Thanks sir
Sir,i am interstd but need traing.
କୃଷି ପାଇଁ ଉତ୍କୃଷ୍ଟ ସାର
--------------------------
ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଧନ୍ୟବାଦ
ସାର୍ ଆପଣଙ୍କ ସହିତ କଥା ହବାକୁ ଚାହୁଁଛି
ବ୍ଲକ ପିଛା ଗୋଟିଏ ହିଁ ଦେଉଛନ୍ତି
Kalara chasa re fungal dieases ,thrips,peaste, mosic viruse control kemiti kari paribu sir
Sir ଆପଣଙ୍କର କହିବା ଶୈଳୀ ବହୁତ ସୁନ୍ଦର ଆଉ ସବୁଠୁ ଭଲ ଲାଗେ backup music natural ପୁରା ଏତେ ସବୁ କୃଷିବିତି youtube chanel ସବୁଠୁ ଅରବିନ୍ଦ sir ମତେ ସବୁଠୁ ଭଲ ଲାଗେ sir ମୁଁ ଏବେ ଜିଆ ଖତ କରିବା ପାଇଁ ଚାହୁଁଛି ଆପଣଙ୍କ number ଦେଲେ ମୁଁ ବହୁତ ଖୁସି ହେବି
7008498896
👍
Jiang kouthi milibo doya kori joneibe
Sir namaste, sir apana kahile contact kariba katha, panchayat level re sabu ta chora gudak achhanti, ame kahaku contact karibu. Apana, chasi mananku ehi channel re kichhi sahajya kariparibeki. Plz kuhantu sir.....chara milile...subsidy miluni, ...ki... subsidy milile.....chara miluni.
Sir ଜିଆଖତ ଧାନ ଫସଲ ରେ କିପରି ପ୍ରୟୋଗ କରାଯିବ
Sir advice me i want 2 varmi bed & which please i can sold 6 kgs varmi sir please advice me. Sir sold 2 GDP varmi bed 12/4/2 sir please🙏🙏🙏 advice me
Sir mu panchayat office re apply Kari ki 6month helani kichhi respond nahi
Sir kela matire gua gachha lagei heb ki? Na sethire jia khata misheiba.
ଜିଆ ଖତ ମିସାଇଲେ ମାଟି ଉର୍ବର ହୋଇଥାଏ ସାର ଓ ଅଣୁ ସାର ପାଇ ପାରିଥାଏ।ତେଣୁ ଜିଆ ଖତ ମିଶାଇ ଗୁଆ ଗଛ ଲଗାନ୍ତୁ।
Sir fasala re kukuda khata diajaipariba
Yes 2021_22
ଜିଆ କେମିତି ପାଇବା
Jia kauthu milibe
Sar mu karipribi bikini kahaku
Sir jia Kouthi miliba
ଜିଆ ଦରକାର
Bhai please send your contact📞 no
କୋୖଣସି ଦେଶର ଅର୍ଥନୀତି ତାର କୃଷି, ବାଣିଜ୍ୟ, ଶିଳ୍ପ ଓ ବିଦେଶୀ ମୂଦ୍ରା ଦ୍ଵାରା ସମୃଦ୍ଧ ହୋଇଥାଏ ।ତେବେ ନୂତନ କୃଷ ଇଁ
ତେବେ ନୂତନ କୃଷି ପାଇଁ ଦିଗନ୍ତ ଦର୍ଶାଉଥିବା ବ୍ୟକ୍ତିଙ୍କୁ ଦେଶ ସମ୍ମାନିତ କରିବା ଉଚିତ।
Thank you
Jiakhat kene miliba sir
ଜିଆ ଖତ ପାଇବା ପାଇଁ block hoeticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।
Sir happy odiya new year
Same to you
ସାର, ଜିଆ ଖତ ଧାନ ଚାଷ ରେ ବେବହାର କରାଯାଇପାରିବ କି.
ଜିଆ ଖତ କୁ ସବୁ ଫସଲରେ ପ୍ରାୟୋଗ କରି ପାରିବେ।
@@krushisampada, ସାର, ନମସ୍କାର. ସାର ମୁଁ ସରକାରୀ ଚାକିରୀ ରୁ ରିଟାର୍ଡ଼ ପରେ ପ୍ରଥମ ଥର ପାଇଁ ଧାନ ଚାଷ କରିବାକୁ ଯାଉଛି. Cr1009sub 1ବିହନ ନେଇଚି. ସାର ଦୟାକରି କହିବେ କେତେବେଳେ କୋଉ ସାର କେତେ ପରିମାଣ ର ଗୁଣ୍ଠ ପ୍ରତି ବା ଏକର ପ୍ରତି ଦେବାକୁ ପଡିବ ଯଥା କାଦୁଅ ବେଳେ,20ଦିନ ପରେ ପିଲ ସାର ଓ଼ 40ଦିନ ପରେ ଥୋଡ଼ ସାର. ଆପଣଙ୍କ ଉତ୍ତର ଅପେକ୍ଷା ରେ ରହିଲି.
Bikibu kemiti
Sir ame local jia re ahi compost Kari haba ki
Local ଜିଆ ରେ compost ହୋଇ ପାରିବ ନାହିଁ।
Sir Jia keun thare miliba.
Amaku number tike diantu