ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆପଣ ଅତି ସୁନ୍ଦର ଭାବରେ ବୁଝାଇ ଦେଇ ଥିବାରୁ ଆପଣ ଙ୍କୁ ଅଶେଷ ଧନ୍ୟବାଦ l
Welcome
Help ful video
This is good information for farmers
ବହୁତ ସୁନ୍ଦର
Nice video
Thank you
Sir apana mahan atanti.
ଧନ୍ୟବାଦ sir।
It is good information for me,Please reply me how to get this d composer.
🙏Namaskar
ନମସ୍କାର
@@krushisampada angya dhana talire kau samayare sara pakaibi
Good
Sir pana barajare spray Kari heba ki
Is it worthy for mashroom cultivation?
Sir thank you for your valuable information. From where I will get west dicomposer easyly.
West decomposer online ରେ ମଗାଇ ପାରିବେ।
Online link ଦୟାକରି share karantu।
Thanks for enlightening about waste decomposer,l want to contact you
Thank u sir.
Sir mu gote kukuda farm Karichi Daily sapa pasuchi Sapa na asiba pain kichi upaye
Tq sir
Sir easy
Arbind sir ମୁଁ ମାଛ ଚାଷ କରୁଛି।ମ ପୋଖରୀ ପାଣି ଉପରେ ଗୋଟେ Layer ବା ଆବରଣ ତିଆରି ହେଇଛି। ମୁଁ ଜାଣିବାକୁ ଚାହୁଁଛି ଏହା କଣ ହେଇପାରେ। ଯଦି ମାଛ ମାନଙ୍କ ପାଇଁ ଏହା କିଛି ସମସ୍ୟା ହୁଏ ଦୟାକରି ଏହାର ସମାଧାନ କ'ଣ କୁହନ୍ତୁ। Please sir help me.
Fishery officer ଙ୍କ ସହ ଯୋଗାଯୋଗ କରନ୍ତୁ
@@krushisampada Thank you sir.
Sir pariba fasalare Anya kou roga hele aha kete matrare padi pariba
ଏହା ରୋଗ କୁ ନିୟନ୍ତ୍ରଣ କରି ନଥାଏ।
Thanks 🙏🏻🙏🏻🙏🏻
Dear Arabinda sir from where we can get waste Decomposer, please suggest.
Online ରେ Flicart ମାଧ୍ୟମରେ waste decompser ମଗାଇ ପାରିବେ।
Sir,waste decomposer composer is now not available at NCOF Gaziabad(U.P.)
Jibamrut ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ
8:04 point 🔥
Sir.Please make a video on papya farming.
Papaya farming ଉପରେ ନିଶ୍ଚିନ୍ତ ଏକ video କରାଯିବାଧନ୍ୟବାଦ।
Roga poka niyantrana haepariba ki kalara chasare
Waste decomposer ରେ ରୋଗ ପୋକ ର ସେତେଟା ନିୟନ୍ତ୍ରଣ ହୋଇ ନଥାଏ।ଜମିର ଉର୍ବରତା ବଢ଼ାଇ ଥାଏ।
Where to get waste decomposer??sir??
Sir matala matire kou chhasa bhala heba
ମଟାଲ ମାଟି ରେ ଜଳ ଧାରଣ ଶକ୍ତି ଅଧିକ ହୋଇଥାଏ।ଏହାର ଅମ୍ଳତା ଅଧିକ ଥାଏ।ତେଣୁ ଏହି ମାଟି କୁ ପରିଚାଳନା କରିବା ପାଇଁ ଗୋବର ଖତ ଏକର ପ୍ରତି 5-10MT ପ୍ରୟୋଗ କରନ୍ତୁ।ଜୈବିକ ସାର BIOZYME ଏକର ପ୍ରତି 12kg ବା ଜିଆଖତ ଏକର ପ୍ରତି 1qtl. ପ୍ରୟୋଗ କରନ୍ତୁ।ଏହି ଜମି ଧାନ, ମୁଗ ବିରି ଫଳ ଜାତୀୟ ଚାଷ କଲେ ଭଲ।
Thanks sir
Mu sri potala aou lanka laguchi first time pai aou sir organic reee
surjya mukhi chas ra gote video banantu sir
ଧନ୍ୟବାଦ sir, ବହୁତ ଶୀଘ୍ର ସୂର୍ୟମୁଖୀ ଚାଷ ସମ୍ୱନ୍ଧୀୟ video ପ୍ରସ୍ତୁତ କରି ଛାଡ଼ିବୁ।
Krushi sampada କାର୍ଯ୍ୟକ୍ରମ ଦେଖୁ ଥିବାରୁ ଆପଣଙ୍କୁ ଧନ୍ୟବାଦ
Wastdecomposer kouthi milibo
K ta ml karibaku padiba
ଜଣେଇବେ କି ସାର୍,ୱେଷ୍ଟ ଡିକମ୍ପୋଜର ଓଡିଶାରେ କେଉଁଠି ମିଳେ। ଯାହା ବିଶ୍ୱସନୀୟ।ଠିକଣା ଜଣାଥିଲେ,ଜଣେଇବେ।
Online ରେ ମଗାଇ ପାରିବେ
West de composer kouthi miliba
Kouthi miliba
ଧାନ କ୍ଷେତ ରେ ବ୍ୟବହାର କରି ହେବକି?
ଜମି ହଳ କଳା ପରେ ଏହାକୁ ପ୍ରୟୋଗ କରାଯାଏ କି?
Koncha gobor khato jomire dele kono hebo
କଞ୍ଚା ଗୋବର ଖତ ରେ Methane ଓ Ethane gas ନିର୍ଗତ ହୋଇଥାଏ।ଯଦି କଞ୍ଚା ଗୋବର ଖତ ପ୍ରୟୋଗ କରାଯାଏ ତେବେ ଫସଲ ର ପତ୍ର ପୋଡଯିବାର ସମ୍ଭାବନା ରହିଛି ଓ ଫସଲ ପାଇଁ କ୍ଷତି କାରକ।ତେଣୁ ଗୋବର ଖତ କୁ 15-20ଦିନ ସଢ଼ିବାକୁ ଦିଆଯାଏ ଓ ତା ପରେ ପ୍ରୟୋଗ କରାଯାଏ।
Flip cart takes 10 times of actual rate.
Paddy field re use korihebo ki
ନିଶ୍ଚିନ୍ତ , ଧାନ ଜମିରେ ମଧ୍ୟ ଏହାକୁ ବ୍ୟବହାର କରା ଯାଇ ପାରିବି।
Sir ଏବେ bbsr ଅଫିସ ରେ ମିଳୁନାହିଁ
Eha keunthi miliba ?
ଏହାକୁ online ରେ ମଗାଇ ପାରିବେ।
Waste decomposer keunthu kiniba
Online ରେ କିଣି ପାରିବେ
ଵାଇଗଣଜାଉଳାରୋଗକାହିକିହୁଏ
ବାଇଗଣ ଫସଲରେ କୋଡା କୋଷା କରିବା ସମୟରେ ଯଦି ଚେର ଛିଣ୍ଡି ଥାଏ ବା ଗଛରେ କ୍ଷତ ଦେଖାଯାଏ ତେବେ ସେହି କ୍ଷତ ମାଧ୍ୟମରେ ଜୀବାଣୁ ଓ କବକ ପ୍ରବେଶ କରି ଝାଉଁଳା ରୋଗ ସୃଷ୍ଟି କରି ଥାନ୍ତି।କିମ୍ବ ବାଇଗଣ ମୂଳରେ ପାଣି ଜମି ରହିଲେ ଝାଉଁଳା ରୋଗ ଦେଖାଯାଏ।
Where the decomposer is available?Many viewers have asked this question to you, as I see but you haven't replied. Very sorry.
ସଜନା ବିଷୟରେ ଜାଣିବା ପାଇଁ ଚାହୁଁଚି
Wher is available
Online bahut dam heijauchhi au keuthi Kam dam re milliba
Waste decompser ବାହାରେ ମିଳୁନାହିଁ।online ରେ ପାଇ ପାରିବେ
Please arrange training programs
ସାର waste decomproser କୋଉଠି ମିଳିବ
Sabu prakar campoast meking
Organic cultivation
Waste decomposer ame kemiti paeba
West decomposer ଆପଣ online ରେ ମଗାଇ ପାରିବେ।
ପତ୍ର ଖତ ବା ସାର କିପରି ପ୍ରସ୍ତୁତ ଓ ବ୍ୟବହାର କରିବା ଏ ସମ୍ପର୍କରେ ଭିଡିଓ କରି ବୁଝାନ୍ତୁ
ଏହି Waste decomposer କେଉଁଠି ମିଳୁଛି?
Waste decomposer online ରେ flipcart ରେ ମଗାଇ ପାରିବେ।
@@krushisampada ଧନ୍ୟବାଦ୍ ଆଜ୍ଞା
Waste decomposer କେମିତି ମିଳିବ?
Online ରେ ମଗାନ୍ତୁ
Sir eha kouthu paiba
Waste decomposer Ku online re magazine paaribe.
Sir yar packed validity kete dina
ସେଥିରେ ଲେଖା ହୋଇଥାଏ
ସାର୍ ଟମାଟ ମରି ଯାଉଥିଲେ କଣ କରାହେବ
ଡି କମ୍ପୋଷ୍ଟ ଆମେ କିପରି ପାଇବୁ ସାର୍ । ଦୟାକରି ଆପଣଙ୍କ ମୋବାଇଲ ନଂ ଟିକୁ ଦେଲେ ଆମେ ଅନ୍ୟାନ୍ୟ ତଥ୍ୟ ବୀ ସମସ୍ୟା ପାଇଁ ସମ୍ପକ କରନ୍ତୁ। ଜୟ ଜଗନ୍ନାଥ
Chhatu chas re bebahar kariheba? Kipari...
ଛତୁ ଚାଷ ରେ Waste decomposer ପ୍ରୟୋଗ କରନ୍ତୁ ନାହିଁ।ଛତୁ ରେ Vestige company ର Agri humic ଜୈବିକ liquid ହରମୋନ କୁ ସ୍ପ୍ରେ କରି ପାରିବେ।lit ପ୍ରତି 2ml ହିସାବରେ ଛତୁ କଢ଼ି ଆରମ୍ଭ ହେବା ସମୟରେ ଥରେ ଓ 3ଦିନ ପରେ ଆଉଥରେ ସ୍ପ୍ରେ କରି ପାରବେ।
Yah kyon thi miliba
Waste Decomposer କେଉଁଠୀ ମିଳିବ।
Online ରେ ମଗାଇ ପାରିବେ।
@@krushisampada sir actually I need for house waste. Online costly. Any shop in bhubaneswar to buy. Thank u.
Weast dcomasar kenothi miliba sir
Waste decomposer online ରେ ମଗାଇ ଦିଅନ୍ତୁ।ଧନ୍ୟବାଦ।
Online re duplicate miluchhi
Sir କେଉଁଠାରୁ ପାଇବ ଆପଣଙ୍କ ର ଫୋନ ନମ୍ବର ଦିଅନ୍ତୁ
Waste decomposer online ରେ ମଗାଇ ପାରିବେ।
ତେବେ ନିମ୍ବ ତେଲ ନା ୱେଷ୍ଟ ଡ଼ିକୋମ୍ପୋଜର ବ୍ୟବହାର କରିବା
ଉଭୟ କୁ ବ୍ୟବହାର କରନ୍ତୁ
Lanka. Gachha. roga
West de composer kahele Kan bujhajaa
Sir Apana Kay number darker sir
ମୋର number 7008498896
Number deun
ଆପଣ ଅତି sudar😴ଭାବରେ
Sir apananka phone no ta please diantu
ମୋର phone no 7008498896
ଖରାଟିଆ ବାଇଗଣ ଚାଷ ପାଇଁ କେଉଁ ମଂଯି ଭଲ ହେବ
Good video
ଆପଣ ଅତି ସୁନ୍ଦର ଭାବରେ ବୁଝାଇ ଦେଇ ଥିବାରୁ ଆପଣ ଙ୍କୁ ଅଶେଷ ଧନ୍ୟବାଦ l
Welcome
Help ful video
This is good information for farmers
ବହୁତ ସୁନ୍ଦର
Nice video
Thank you
Sir apana mahan atanti.
ଧନ୍ୟବାଦ sir।
It is good information for me,
Please reply me how to get this d composer.
🙏Namaskar
ନମସ୍କାର
@@krushisampada angya dhana talire kau samayare sara pakaibi
Good
Sir pana barajare spray Kari heba ki
Is it worthy for mashroom cultivation?
Sir thank you for your valuable information. From where I will get west dicomposer easyly.
West decomposer online ରେ ମଗାଇ ପାରିବେ।
Online link ଦୟାକରି share karantu।
Thanks for enlightening about waste decomposer,l want to contact you
Thank u sir.
Sir mu gote kukuda farm Karichi
Daily sapa pasuchi
Sapa na asiba pain kichi upaye
Tq sir
Welcome
Sir easy
Arbind sir ମୁଁ ମାଛ ଚାଷ କରୁଛି।ମ ପୋଖରୀ ପାଣି ଉପରେ ଗୋଟେ Layer ବା ଆବରଣ ତିଆରି ହେଇଛି। ମୁଁ ଜାଣିବାକୁ ଚାହୁଁଛି ଏହା କଣ ହେଇପାରେ। ଯଦି ମାଛ ମାନଙ୍କ ପାଇଁ ଏହା କିଛି ସମସ୍ୟା ହୁଏ ଦୟାକରି ଏହାର ସମାଧାନ କ'ଣ କୁହନ୍ତୁ। Please sir help me.
Fishery officer ଙ୍କ ସହ ଯୋଗାଯୋଗ କରନ୍ତୁ
@@krushisampada Thank you sir.
Sir pariba fasalare Anya kou roga hele aha kete matrare padi pariba
ଏହା ରୋଗ କୁ ନିୟନ୍ତ୍ରଣ କରି ନଥାଏ।
Thanks 🙏🏻🙏🏻🙏🏻
Dear Arabinda sir from where we can get waste Decomposer, please suggest.
Online ରେ Flicart ମାଧ୍ୟମରେ waste decompser ମଗାଇ ପାରିବେ।
Sir,waste decomposer composer is now not available at NCOF Gaziabad(U.P.)
Jibamrut ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ
8:04 point 🔥
Sir.
Please make a video on papya farming.
Papaya farming ଉପରେ ନିଶ୍ଚିନ୍ତ ଏକ video କରାଯିବା
ଧନ୍ୟବାଦ।
Roga poka niyantrana haepariba ki kalara chasare
Waste decomposer ରେ ରୋଗ ପୋକ ର ସେତେଟା ନିୟନ୍ତ୍ରଣ ହୋଇ ନଥାଏ।ଜମିର ଉର୍ବରତା ବଢ଼ାଇ ଥାଏ।
Where to get waste decomposer??sir??
Sir matala matire kou chhasa bhala heba
ମଟାଲ ମାଟି ରେ ଜଳ ଧାରଣ ଶକ୍ତି ଅଧିକ ହୋଇଥାଏ।ଏହାର ଅମ୍ଳତା ଅଧିକ ଥାଏ।ତେଣୁ ଏହି ମାଟି କୁ ପରିଚାଳନା କରିବା ପାଇଁ ଗୋବର ଖତ ଏକର ପ୍ରତି 5-10MT ପ୍ରୟୋଗ କରନ୍ତୁ।ଜୈବିକ ସାର BIOZYME ଏକର ପ୍ରତି 12kg ବା ଜିଆଖତ ଏକର ପ୍ରତି 1qtl. ପ୍ରୟୋଗ କରନ୍ତୁ।ଏହି ଜମି ଧାନ, ମୁଗ ବିରି ଫଳ ଜାତୀୟ ଚାଷ କଲେ ଭଲ।
Thanks sir
Mu sri potala aou lanka laguchi first time pai aou sir organic reee
surjya mukhi chas ra gote video banantu sir
ଧନ୍ୟବାଦ sir, ବହୁତ ଶୀଘ୍ର ସୂର୍ୟମୁଖୀ ଚାଷ ସମ୍ୱନ୍ଧୀୟ video ପ୍ରସ୍ତୁତ କରି ଛାଡ଼ିବୁ।
Krushi sampada କାର୍ଯ୍ୟକ୍ରମ ଦେଖୁ ଥିବାରୁ ଆପଣଙ୍କୁ ଧନ୍ୟବାଦ
Wastdecomposer kouthi milibo
K ta ml karibaku padiba
ଜଣେଇବେ କି ସାର୍,
ୱେଷ୍ଟ ଡିକମ୍ପୋଜର ଓଡିଶାରେ କେଉଁଠି ମିଳେ। ଯାହା ବିଶ୍ୱସନୀୟ।
ଠିକଣା ଜଣାଥିଲେ,ଜଣେଇବେ।
Online ରେ ମଗାଇ ପାରିବେ
West de composer kouthi miliba
Kouthi miliba
ଧାନ କ୍ଷେତ ରେ ବ୍ୟବହାର କରି ହେବକି?
ଜମି ହଳ କଳା ପରେ ଏହାକୁ ପ୍ରୟୋଗ କରାଯାଏ କି?
Koncha gobor khato jomire dele kono hebo
କଞ୍ଚା ଗୋବର ଖତ ରେ Methane ଓ Ethane gas ନିର୍ଗତ ହୋଇଥାଏ।ଯଦି କଞ୍ଚା ଗୋବର ଖତ ପ୍ରୟୋଗ କରାଯାଏ ତେବେ ଫସଲ ର ପତ୍ର ପୋଡଯିବାର ସମ୍ଭାବନା ରହିଛି ଓ ଫସଲ ପାଇଁ କ୍ଷତି କାରକ।ତେଣୁ ଗୋବର ଖତ କୁ 15-20ଦିନ ସଢ଼ିବାକୁ ଦିଆଯାଏ ଓ ତା ପରେ ପ୍ରୟୋଗ କରାଯାଏ।
Flip cart takes 10 times of actual rate.
Paddy field re use korihebo ki
ନିଶ୍ଚିନ୍ତ , ଧାନ ଜମିରେ ମଧ୍ୟ ଏହାକୁ ବ୍ୟବହାର କରା ଯାଇ ପାରିବି।
Sir ଏବେ bbsr ଅଫିସ ରେ ମିଳୁନାହିଁ
Eha keunthi miliba ?
ଏହାକୁ online ରେ ମଗାଇ ପାରିବେ।
Waste decomposer keunthu kiniba
Online ରେ କିଣି ପାରିବେ
ଵାଇଗଣଜାଉଳାରୋଗକାହିକିହୁଏ
ବାଇଗଣ ଫସଲରେ କୋଡା କୋଷା କରିବା ସମୟରେ ଯଦି ଚେର ଛିଣ୍ଡି ଥାଏ ବା ଗଛରେ କ୍ଷତ ଦେଖାଯାଏ ତେବେ ସେହି କ୍ଷତ ମାଧ୍ୟମରେ ଜୀବାଣୁ ଓ କବକ ପ୍ରବେଶ କରି ଝାଉଁଳା ରୋଗ ସୃଷ୍ଟି କରି ଥାନ୍ତି।କିମ୍ବ ବାଇଗଣ ମୂଳରେ ପାଣି ଜମି ରହିଲେ ଝାଉଁଳା ରୋଗ ଦେଖାଯାଏ।
Where the decomposer is available?
Many viewers have asked this question to you, as I see but you haven't replied. Very sorry.