Madame namaskar Sankha heu ba ghanta kighanta Tulasi mali rudrakhya mali padmabija mali ye samasta kipari abhimantrita karajaipariba dayakari yeka yeka kari upload kale bahuta bhala huanta
Madam gote katha Jani baa re thila brata Ghar jo heau chi pakhare mamu nathi le piusa ki pisusi mamu mai Ankara krama kri pari be ki Naa purohit hi Sabu karma kri ba
Jay sri jagannath 🙏🏻thanks a lot mam 🙏🏻
ଜୟ ଶ୍ରୀଜଗନ୍ନାଥ
ସୁସ୍ୱାଗତଂ💐
🙏Ma'am
Thakur nka samna re sankha ra munha kou pate rahiba darkar pls kahibe
ଶଙ୍ଖର ମୁନିଆଁ ବା ଗୋଜିଆ ପଟ ଠାକୁରଙ୍କ ଆଡକୁ ଆଉ ମୁହଁ ନିଜ ଆଡକୁ ରଖିବା ଉଚିତ
@SwagatikaPani thank u 🙏
Madame namaskar
Sankha heu ba ghanta kighanta
Tulasi mali rudrakhya mali padmabija mali ye samasta kipari abhimantrita karajaipariba dayakari yeka yeka kari upload kale bahuta bhala huanta
ଠିକ ଅଛି.. ଏହାର ଭିଡ଼ିଓ ମୁଁ upload କରିବି... ସୁନ୍ଦର ବିଷୟଟିଏ... ଧନ୍ୟବାଦ
@SwagatikaPani apanka sahita alap kariba bhagyare thile mile
@SwagatikaPani yete sundar bhabare apana bujhouchanti n doubt clear karuchanti apanku pranam
@jayantidash8058 ଅଶେଷ ଧନ୍ୟବାଦ
ଜୟ ଶ୍ରୀଜଗନ୍ନାଥ
ସାଦରେ ଗ୍ରହଣ କରୁଛି🙏ଧନ୍ୟବାଦ
ଶଙ୍ଖ କାଲା ହେଲେ କଣ କରିବା ଉଚିତ୍?
ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଭିଡ଼ିଓଟିଏ ମୁଁ upload କରିବି..
Hii i am new subscriber😊😊🙏
Jay jagannath
ନମସ୍ତେ ମା ଆପଣ ଉପ ସ୍ଥାପନ ରୁ ବହୁତ କିଛି ଶିଖିବା କୁ ମିଲୁଛି ନମସ୍ତେ
Mam jadi nakali sankha hoithiba tahale sei sankha kankaribu
Nakali sankha puja kale nakaratmaka fala mile. Taku nadi jala re bhasei diantu.
ଦିଦି ମୁଁ ପୂଜାଘର କରୁଛି ହେଲେ ଦିଦି ମୁଁ ଭଗବାନ ମାନଙ୍କୁ ରଖିବା ପାଇଁ ରୋଶେଇ ଘର ଯେମିତି ତାଜା କରାଯାଏ ଠିକ୍ ସେମିତି ତାଜା କରିଛି ସେହି ତାଜା ରେ ମୁଁ ପ୍ରଭୁ ମାନଙ୍କୁ ରଖିବି ଓ ପୂଜା କରିବି ହେଲେ ଦିଦି ମୁଁ ତଲେ ଆଉ ଏକ ତାଜା କରିଛି ଭୁମିକୁ ଲଗାଇ ସେଥିରେ ବିଶେଷ ଦିନ ମାନଙ୍କରେ ପୂଜା କରିବା ପାଇଁ ଏହା ବାସ୍ତୁ ହିସାବେ ଭୁଲ ହବ କି ପୂଜା କଲେ ହବକି ଭୁଲ ହବନିତ ଦିଦି କମେଟ୍ କରିବ ଦିଦି ଅପୋକ୍ଷା କରୁଛି❤ U ଦିଦି
ତାଜାରେ ବା ଥାକରେ ଠାକୁରଙ୍କୁ ରଖି ପୂଜା କରିବା ପ୍ରକୃତରେ ଉଚିତ ନୁହେଁ.. ତେବେ ଯଦି କୌଣସି କାରଣ ବଶତଃ ସ୍ୱତନ୍ତ୍ର ପୂଜା ଘର ନାହିଁ, ତେବେ ତାଜାରେ ପୂଜା କରିପାରିବେ... ମାତ୍ର ସେଠାରେ କେବଳ ଠାକୁରଙ୍କ ମୂର୍ତ୍ତି ବା ଫଟୋ ହିଁ ରଖନ୍ତୁ ଆଉ କୌଣସି ଗୁରୁ, ପୂର୍ବପୁରୁଷ ଆଦିଙ୍କ ଫଟୋ ସେଠି ରଖିବା ଉଚିତ ନୁହେଁ...
@SwagatikaPani ଦିଦି ଠାକୁର ଘର ରେ ହିଁ ସେମିତି ତାଜା କରା ଯାଇଛି ଚଲିବତ କୁହନ୍ତୁ
Madam daya Kari kahibeki Sankha ku kipari sapha karipariba
ଏହା ଉପରେ ସମ୍ପୂର୍ଣ୍ଣ ଭିଡ଼ିଓଟିଏ ମୁଁ ଶୀଘ୍ର Upload କରିବି
Madam gote katha Jani baa re thila brata Ghar jo heau chi pakhare mamu nathi le piusa ki pisusi mamu mai Ankara krama kri pari be ki Naa purohit hi Sabu karma kri ba
ପୁରୋହିତ କଲେ ଭଲ କାରଣ ମାମୁଁ ମାଇଁଙ୍କ ଦ୍ୱାରା କିଛି କର୍ମ ଏହି ସମୟରେ ରହିଥାଏ.. ଯଦି ପାଖରେ ନାହାଁନ୍ତି, ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା କରାଇ ନିଅନ୍ତୁ..
S̊r̊i̊n̊år̊åẙån̊
̊j̊åi̊.̊m̊åå