Mam 🙏bahut hrudaya sparsi vdo. Mam sakal thakur pooja ku nei gote vdo karantu. Jemiti ki ame thakur ghare keun keun photo rakhi pooja kariba au kemiti niti niyam re kariba. Plz mam🙏
Mam ame original sankha kemiti janibu. More gote dakhina barti sankha acchi tar aga samanare gotedaga hoichi sei sankhaku puja karibi na bisarjana karibi. Please ans debe
Jay Jagannatha Prabhu 🙏🙏🙏🙏🙏
Bahut sundar
ଧନ୍ୟବାଦ
ଜୟ ଶ୍ରୀ ଜଗନ୍ନାଥ 🙏🏻ଅତି ସୁନ୍ଦର ଅଧ୍ୟାୟ, ବହୁତ କିଛି ଜାଣିବାକୁ ପାଇ ପାରିଲୁ. ବହୁତ ଭଲ ଲାଗିଲା. ଧନ୍ୟବାଦ 🙏🏻
ଜୟ ଶ୍ରୀଜଗନ୍ନାଥ
ସୁସ୍ୱାଗତଂ...ଧନ୍ୟବାଦ
Jay Sree Jagannath swami ❤🙏❤️
ଅନେକ ଅନେକ ଧନ୍ୟବାଦ। 🙏🙏
ସୁସ୍ୱାଗତଂ👍
Mam thank you so much. bht din pore mo manara chinta dura hela
Most Welcome👍
ସୁନ୍ଦର ଉପ୍ଥାପନା ପାଇଁ ଧନ୍ୟବାଦ୍।🙏
ସୁସ୍ୱାଗତଂ
ନମସ୍ତେ ମା ବହୁତ ସୁନ୍ଦର ଉପସ୍ଥାପନା ନମସ୍ତେ
ଧନ୍ୟବାଦ
ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକୃତରେ ଖାଦ୍ୟ ଅପେକ୍ଷା ମନକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଧାନ୍ୟ ଦେବା ଜରୁରୀ ଅଟେ ।
ନିଶ୍ଚିତ ରୂପେ.. ଧନ୍ୟବାଦ
Didi apana bahut bhala upadesha dele dhamyabada dii🙏
Most Welcome
Bht bhala katha kahile maa ♥️
ସୁସ୍ୱାଗତଂ
ଦିଦି ତୁମେ ଗଲା ଅଲଗିପାଳିରେ କଣ ଚରଣ ଭୋଗ ପୁରୁଣା ଚାଉଳରେ କଲେ ।ଅଲାଗିପାଳିର କଣ ଭୋଗ ଦିଆଯିବ ଟିକେ କୁହନ୍ତୁ।
ଅଲାଗିପାଳିରେ ତରଣ ଅର୍ଥାତ ଅଟକାଳି ଭୋଗ ଦିଆଯାଏ ଚିନିରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ.. ହଁ ପୁରୁଣା ଚାଉଳରେ... ପ୍ରଥମାଷ୍ଟମୀରେ ନୂଆ ଅରୁଆ ଚାଉଳ ନୂଆ ବିରିରେ ଏଣ୍ଡୁରୀ ପିଠା ଭୋଗ ହେବା ପରେ ଯାଇ ଏହା ପର ଗୁରୁବାର ପାଳିରେ ନୂଆ ଚାଉଳରେ ପିଠା କ୍ଷୀରି ଖେଚୁଡ଼ି ଆଦି ହେବ...
ମୋ ମନରେ ଥିବା ବହୁତ ଦିନ ର ଗୋଟିଏ ଦ୍ବନ୍ଦ କୁ clear କଲେ Madam ଧନ୍ୟବାଦ
ସୁସ୍ୱାଗତଂ
Thank you
Most Welcome
ନମସ୍ତେ ମା ବିଷ୍ନୁ ସହସ୍ର ନାମ ସ୍ତୋତ୍ରମ କେଉଁ ସମୟରେ ପାଠ କରିବା ଉଚିତ୍ ଛୋଟ ପିଲାମାନେ ଅଛନ୍ତି ମଧ୍ଯାହ୍ନ ସମୟ ପାଠ କରିବା ଉଚିତ୍ ଟିକେ ଦୟା କରି ଆପଣ ଜାଣଇ ଦେବ ନମସ୍ତେ ମା
ଠିକ ଅଛି, ଗୋଟିଏ ଭିଡ଼ିଓ ମାଧ୍ୟମରେ ଏ ସମ୍ପର୍କରେ କହିବି...
Mam 🙏bahut hrudaya sparsi vdo. Mam sakal thakur pooja ku nei gote vdo karantu. Jemiti ki ame thakur ghare keun keun photo rakhi pooja kariba au kemiti niti niyam re kariba. Plz mam🙏
ଧନ୍ୟବାଦ.. ଠିକ ଅଛି ମୁଁ ଏ ସମ୍ପର୍କରେ ଭିଡ଼ିଓ upload କରିବି...
Mam ame original sankha kemiti janibu. More gote dakhina barti sankha acchi tar aga samanare gotedaga hoichi sei sankhaku puja karibi na bisarjana karibi. Please ans debe
ଯଦି ବଡ଼ ଦାଗ ରହିଥାଏ ବା ଭାଙ୍ଗି ଥାଏ, ସେ ଶଙ୍ଖକୁ ପୂଜା କରିବା ଉଚିତ ନୁହେଁ ଆଉ ନଦୀରେ ବିସର୍ଜନ ଦେଇ ନୂଆ ଶଙ୍ଖ ଆଣନ୍ତୁ...
ପ୍ରକୃତ ଶଙ୍ଖ କିପରି ଚିହ୍ନିବେ , ତା'ର ଗୋଟିଏ ଭିଡ଼ିଓ ମୁଁ upload କରିବି
Maa pranam sakale Amisha khai Sandhya re Bhagwat padhi paribi
ସ୍ନାନ କରିନେବେ... ଗଙ୍ଗାଜଳ ଟିକେ ମୁଣ୍ଡରେ ଆଉ ଦେହରେ ଛିଞ୍ଚି ହୋଇ ଶ୍ରୀବିଷ୍ଣୁଙ୍କ ନାମ ତିନିବାର ନେଇ ଭାଗବତଙ୍କୁ ପଢିପାରିବେ...
Madame
Dhupa order karibaku bahut icha heuchi hele mote order kari asenahi
Kipari paibi janiparunahi
ବହୁତ ସହଜ... ଯାହା order କରିବାକୁ ଚାହୁଁଛନ୍ତି, ସେଇ ଜିନିଷ ପାଖରେ ଦିଆଯାଇଥିବା link କୁ click କରି Flipcart ବା Myntra ର Website କୁ ଯାନ୍ତୁ... ସେଇଠି ସେହି product ର details ଆସିଯିବ... ଆପଣ କେବଳ Place Order Option ରେ click ମାରିବେ... ଆପଣଙ୍କର ଯଦି Phone Pay, Paytm ଆଦି ଥିବ, Security Pin dele ଆଉ amount ଦେଲେ ସେତିକି ପଇସା କଟିଯିବ ଆଉ ଆପଣଙ୍କ ଘରେ କିଛି ଦିନ ପରେ product ପହଂଚିଯିବ...ଅନ୍ୟ କେହି ଯିଏ ଜାଣିଛନ୍ତି ଆପଣଙ୍କ ଘରର, ତାଙ୍କୁ କହି ମଗେଇ ପାରିବେ....
Madam ta mane apana jiba hatya ku pramot karuchanti
ଯାହା ବାସ୍ତବ ସତ୍ୟ, ତାହା କହିଛି...
Aapana pramana diontu kauthi lekha achi gruhasta Mane amisa khaeba kotha ki ??
ଗୃହସ୍ଥମାନେ ଆମିଷ ଖାଇ ଆସୁଛନ୍ତି... ଏଇଟା ନୂଆ କଥା ନୁହେଁ ଯେ କୌଣସି ପ୍ରମାଣର ଆବଶ୍ୟକତା ଅଛି ଆଉ ଏହା ଆମେ କେହି ଚାହିଁଲେ ବି ବନ୍ଦ କରିପାରିବା କି ? ଏହା ମଣିଷର ରୁଚି ଉପରେ ନିର୍ଭର କରେ ଆଉ ମୁଁ କହିଛି ଗୃହସ୍ଥମାନେ ଯଦି ଖାଇବାକୁ ଚାହାଁନ୍ତି, ତେବେ ଖାଇପାରିବେ ଆଉ ଯଦି ଖାଇବେ, ତେବେ ତା' ପରେ କିପରି ପୂଜା କରିବେ ? ଆପଣ ବି ଆମିଷ ଖାଉଛନ୍ତି କୌଣସି ନା କୌଣସି medicine ମାଧ୍ୟମରେ ଯାହା ଅଜାଣତରେ ନିଜେ ବି ଜାଣିନାହାଁନ୍ତି... ଆମିଷ ତ ଖାଇବା ଉଚିତ ନୁହେଁ କିନ୍ତୁ ଯିଏ ଖାଉଛନ୍ତି, ସେମାନେ ଯେ ପୂଜା କରିବେନି ଆଉ ତାଙ୍କ ପୂଜା ଠାକୁର ଗ୍ରହଣ କରିବେନି, ଏହା ଅଯୁକ୍ତିକର... ଭିଡ଼ିଓଟିର ମର୍ମକୁ ଆଗେ ଭଲ ଭାବେ ବୁଝନ୍ତୁ....
ଦିଦି ଆମ୍ମୀସ ଖାଇଲା ପାରେ ଶାନ୍ନ ତ କରିବା କିନ୍ତୁ ମୁଣ୍ଡ ଧୂଇବା ଆବଶ୍ୟକ ଅଛି କି
ମୁଣ୍ଡ ସବୁବେଳେ ଧୋଇହେବ ନାହିଁ..ମୁଣ୍ଡରେ ଆଉ ଦେହରେ ଗଙ୍ଗାଜଳ ଛିଞ୍ଚିଦେବେ ସ୍ନାନ ପରେ