Meets The Viral Narada Artist Of Nayagarh
ฝัง
- เผยแพร่เมื่อ 13 ก.ย. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews
ପପୁ ଙ୍କ କଥା ଶୁଣି ଜାଣି ହେଉଛି ଯେ ସେ ଜଣେ ବହୁତ ଭଲ ପିଲା, ଏତେ ଉଚ୍ଚକୁ ଯାଇ ମଧ୍ଯ ମନରେ ଟିକେ ବି ଗର୍ବ ଅହଙ୍କାର ପରିଲକ୍ଷିତ ହେଉନାହିଁ, ଅନେକ ଅନେକ ଧନ୍ୟବାଦ୍, ଜୟ ଜଗନ୍ନାଥ, ଜୟ ଲଡୁବାବା, ଜୟ ଶ୍ରୀ ରଘୁନାଥ ଜୀଉ
Right 🙏
ସତରେ ପପୁ ଭାଇ ତୁମ ମାନରେ ଟିକେ ହେଲେ ବି ଗର୍ବ ନାହିଁ |ଆଗକୁ ମାଡିଚାଲ ଠାକୁର ଙ୍କ ଆଶ୍ରିବାଦ ତୁମ ଉପରେ ଅଛି
ହେଲେ ତୁଙ୍ଗୁରୁ ଭଲୋ କୁ ଦେଖ..
Right sir 🙏🙏
ସତ କଥା
ଧନ୍ୟବାଦ୍ ଭାଇ କଳା କୁ ନେଇ ଏତେ ସୁନ୍ଦର କହିଥିବାରୁ ଜୟ ଜଗନ୍ନାଥ ରୁମର ଉନ୍ନତି ହେଉ
ପପୁ ଭାଇ ଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ସେ ଜଣେ କଲାକାର୍ ସେ ନିଜକୁ ଗର୍ବିତ ମନେ ନାହିଁ ତାଙ୍କର ଗୀତ ବହୁତ୍ ସୁନ୍ଦର ଲାଗେ👍👌
ଗୋବିନ୍ଦ ଭାଈଙ୍କ ଗିତ ଲେଖା ଓ ତାଙ୍କ ସୋର ଅତି ସୁନ୍ଦର
Bhai gobinda bhai real singer nuhe....Gopi bhai Chatia.....
@@anilbrahma1861 ଭାଇ ଗୋପି ଭାଇ ଯିଏ ଗୋବିନ୍ଦ ଭାଇ ସିଏ....
@@suryakantamahalik3462 Bhai re mu janichi...mo ghara Chatia...... Govinda....nuhe..... Gopi Bhai....seta frame pae dia jaichi....vala name gopichandra
ପପୁ ଭାଇ ତମ କଥା ଶୁଣି ମନ ପୁରିଗଲା ..ତମ ମନରେ କିଛି ଗର୍ବ ନାହିଁ...ଭଲ ଲାଗିଲା ତମ କଥା ଶୁଣି କି.
🌹🌹🌹🌹🌹👌👌👌👌👌
ସତ କଥା
ଜୟ ଜଗନ୍ନାଥ
ପପୁ ଭାଇ ଆପଣଙ୍କୁ ମୁଁ ଅନ୍ତରୀକ୍ ଶୁଭେଚ୍ଛା ଜଣାଛି ହେଲେ ଭାଇ ପଦଟିଏ କୁହ ଆପଣ ତ ନାଆ କମେଇଲେ। ହେଲେ ଝୁଲ ରେ ନିତାଇ ଝୁଲ୍ ଏ ଗୀତ ଟି ଯେ ଗାଇଛନ୍ତି ତାଙ୍କୁ ଟିକେ ଲୋକ ଲୋଚନକୁ ଆଣ please 🙏
You are right
ଜଣେ ଉଚ୍ଚ କୋଟୀର କଳାକାର ଭାଇ ମୋର ଭାଇ କୁ ମୋର ବହୁତ୍ ବହୁତ୍ 🙏🏼🙏🏼🙏🏼
ଭାଇ ଙ୍କୁ କଳାକାର ଭତ୍ତା ସହ ତାଙ୍କୁ ଅନ୍ୟ ଜାଗାରେ ସୁବିଧା ମିଳୁ
ହୃଦୟରୁ ବହୁତ ବହୁତ ଧନ୍ୟବାଦ ଭାଇ 🥰🙏🏻.. ଜଗନ୍ନାଥ ତମକୁ ଆଶୀର୍ବାଦ କରନ୍ତୁ!!🙏🏻
ପପୁ ଭାଇ ❤ଭଲ ଗୀତିକାର ହୁଏ, ଜୟ ଜଗନ୍ନାଥ, ଜୟ ମଜଦୂର
ଅତି ସୁନ୍ଦର 🙏
ଏମିତି କଳାକାରଙ୍କୁ STAR କହିବା, ଟୁଙ୍ଗାରୁ କୁ ନୁହଁ!
Ekdam right
Right bro
ଭଲ ମଣିଷ ଟିଏ।।। ଶୁଭେଛା ଓ ଶୁଭକାମନା
ଆମ ନୟାଗଡ଼ିଆ ଭାରି ବଢିଆ
ସତରେ ପପୁ ଭାଇ ତୁମେ ଜଣେ ମହାନ୍ ବ୍ୟକ୍ତିତ୍ଵ , ତୁମର କଥା ଅତ୍ୟନ୍ତ ହୃଦୟସ୍ପର୍ଶୀ
Really
Really sir🙏🙏
@@akodiatech6212 4rrè
🌹🌹🌹🙏🙏🙏🙏
@@akodiatech6212 oooooo
ପପୁ ଭାଇ ଏବଂ କନକ ଚାନେଲ ଟିମ ଭାଇ ମାନଙ୍କୁ ମୋର ପ୍ରଣାମ 🙏🙏🙏🙏
Great performance brother... Best of luck... Dear.. Keep it up.... Jay jagannath 🌹🌹🙏🙏🙏
ଛାତିକି ଛୁଇଁ ଗଲୁ ରେ 🙏❤❤❤❤🙏🙏🙏🙏🙏🚩🚩🚩🚩🚩
Ebe a Bhai b famous hela ....ame video dekhi khushi au
ଆମ ପାଇଁ ବଡ଼ ଆମ ନୟାଗଡ଼ 🥰🥰ଏହା ହଉଚି ଆମ ନୟାଗଡ଼ ର କଳା ଓ ସଂସ୍କୃତି 🥰🥰🥰 I 💟 nayagarh
ଆମ ନୟାଗଡ ଆମ ସ୍ୱାଭିମାନ
ନୟାଗଡ଼ ଆକାଶରୁ ଟପକିନି , ଏହା ଆମ ଓଡ଼ିଶା ର କଳା ଓ ସଂସ୍କୃତି ।
@@AdrushyaOfficial ହଁ ଭାଇ ଆମ ନାୟଗଡ ର ରାମ ନାଟକ ତ ଏମିତି ଅନ୍ୟ ଜିଲ୍ଲା ର ରାମ ନାଟକ ରେ ଗୁଆ ଘିଅ ଗୀତ ରେ ରାମ ନାଚ କରୁଛନ୍ତି ତାହାଲେ ଏଟା ବି କଣ ଓଡ଼ିଶା ର ସଂସ୍କୃତି east or west nayagarh is best
@@debasisjena9553 nayagarh is a part of odisha , odisha ru nayagarh baharigale nayagarh boli jaga kichhi achhi boli kehi janibeni . Mu bi nayagarh ra kintu mo mati odisha
@@debasisjena9553 Right
Nice person, he knows what is right. God bless you 🙏🙏🙏🙏
ଗୋବିନ୍ଦ ବାବୁ ଗୀତ ଲେଖି ଥିଲେ
କିନ୍ତୁ.. ପପୁ ବାବୁ ଙ୍କ କଣ୍ଠ ଆମ ସାର ଓଡ଼ିଶା କୁ ଝୁମେଇ ଦେଇଚନ୍ତି। ପପୁ ବାବୁ ଙ୍କ ଉପରେ ମା ସାର ସ୍ଵତି ବିଜେ କରିଛନ୍ତି। ପପୁ ଭାଇ ବେଷ୍ଟ।
Aama Nayagadia Bhai Re👍👍👍👍👍👍
Loyal person ......
Well done Papu.. Keep it up 👍👍👍
Hats off you papu bhai , such a devotional mentality and loyal personality....
Thanks brother ur great continue God must help u
This man deserve such fame & famous 💐💐
ବହୁତ ଭଲ ପପୁ ଭାଇ,
Salute you brother i am a proud of you nayagarh, Jay Jagannath 🙏🙏🙏
Bhai dil se like ...
Beautiful performance bro 👏👌❤jay jagannath
Thanks
ବହୁତ ସୁନ୍ଦର ଗୀତ ଗାଇଛନ୍ତି ଭାଇ
Proud of Nayagarh ❤️
Such a good human being ❤️
Such a Genuine personality
Beautiful performance❤❤❤
He should be given state award
zZ.
ଭାଇ ସୁନ୍ଦର ଭାବରେ ଗାଇଲେ
Excellent, super duper song jhulre nitai jhul... and pauranik natya kalakar to narad in Odisha. god bless you and your family.👍🙏🏻
Jay Jagannath very nice voice papu
Jay Jagannath bhai . bhagaban apanankar mangal karantu
Congratulations Papu bhai 👍
I love nayagarh💓bhai re ur best💓👍
Innocent boy papu bhai 🙏👌🏻
Papu Bhai apananku Koti Koti pranam. Apana no 1 actor.
ନୟାଗଡର କଳାକାର ନୟାଗଡ ମାଟିର ଗର୍ବ ଆଉ ଗୌରବ, ତୁମ ପାଇଁ ଆଜି ନୟାଗଡକୁ ସାରା ଓଡିଶା ଜାଣିଲା
ଗୋପି ଭାଇଙ୍କ ଗୀତକୁ ପପୁ ନାଁ ନେଉଛି.... ବାସ୍ତବରେ ଗୋପୀଙ୍କ ଗୀତ ସବୁଯାଗାରେ ବାଜୁଛି ସବୁ dj ରେ କାଜୁଛି କିନ୍ତୁ ନାଁ ନେଉଛି ପପୁ.... ଭାଇ....
Papu bhai your voice is very sweet
Gobinda Kumar sir original singer
I Respect gobinda Kumar sir 🙏🙏🙏🙏🙏
Bahut bhala pila and an excellent actor .
best of luck bhai
Jay Jagannath 🙏 🙌
Gobind Kumar is the original singer of this song
Jai shree Ram 🙏papu..... God bless you💐
Very good...tq darada bhai ..
Bhai bahut talented
Tankara katha kahi sabu jinisa explain kariba ra talent b bhala
So he is a good artist
Jay Jagannath ji ki jai ho
ଛୁଆ ଭାଇ ତୁମ ହସ ଟି ବଡ଼ ସୁନ୍ଦର ... ସବୁବେଳେ ଖୁସିରେ ରୁହ...
Nice Bhai
Jay Jagannath super voice
Jagannath he gosai tum sricharn binu
Very Nice 👍👍👍
ଅତିସୁନ୍ଦର
Papu bhai....aapanka song payeen hatsup.....Apananka Owner nku Namaskar
Life re bahut agaku jao bhai god bless you
Nice voice 👌
Papu Bhai odisa ra no1 kalakar.
Bhai tama bhali kalakara nku nei ama odisha garba kariba.....🙏🙏
Very hounest person 👍👍👍👍
Emt pila nku viral kara mediabhai mane se bekar news chhadiki, (Tungur)👎👎👎👎
You are great Papu bhai 👍👍👍👍👍👍
ନିରୀହ ନିଷ୍କପଟ ଲୋକ ଜଣେ.. ଭଗବାନ ଭଲ ରେ ରଖନ୍ତୁ ତମକୁ 🙏🏻
Papu vii realy tumo katha bhutu sensitive..
Jay jagnath 🙏🙏🙏bhai super voice... God bless to u and ur all family members🙏🙏🙏
Good luck bro
Jay Jagannath I love you
Very nice voice papu.
Beautiful song
Mu bahut khusi bhai tamku dekhiki khusi athipain ki mu bi nayagarh pila
God bless you papu bhi
Apna bahut badhia loka
Jay jagannath God bless you
Mast ଗାଇଲ ଭାଇ god bless you ପ୍ରଭୁ ଜଗନ୍ନାଥ ତୁମ କୁ ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ 🙏🙏🙏
Congratulations papu bhai 🙏
Gobinda bhai orginal singer
Such a gentleman ....gem♦
Congratulations papu bhai
ପପୁଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳୁ । ସୁନ୍ଦର ଅଭିନୟ 👏
Super beautiful voice 💕
ପପୁ ତମ ଗୀତ ଝୁଲରେରେ ନିତାଇ ଖୁଲ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି ତୁମ ନାରଦ ନାଚ ମଧ୍ୟ ବହୁତ୍ ସୁନ୍ଦର ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ🙏🙏
Nice News
ନୟାଗଡ ଛେନାପୋଡ ଆଉ କଳା ର ଜିଲ୍ଲା
Au nayagadia bhalu bi
Excellent singing.excellent voice.Excellent acting. Thumbs up.
ବହୁତ ସୁନ୍ଦର ଗୀତ ହୋ ଭାଇ ବହୁତ ଭଲ ଲାଗିଲା
Very nice 👌👌👌
Mind blowing song
Nice song... nice voice🙏 Jay jaganath🙏
papu my son Aagei chala , odisha tama Pachhe Achhi jay Maa tarini 🙏🙏🙏
Really ur honest person 🙏
ପପୁ ଭାଇ କଣ କରୁଛ ମ ? କି ନାଚ କି ଗୀତ ଓଃ ବିୟୁଟି ଫୁଲ ମାଡି ଚାଲ ଅତି ଚମତକାର
Very Best News
🙏🙏🙏Jay jagannath swami🙏🙏🙏
Born smart. Pride of odisha.
Falanti gacha sabubele nai kari rauhe aku kuhanti manisha pania thanks papu bhai apana heuchanti pakruta kalakar
ମନ ଖୁଶି ହେଇଗଲା