ଭାଇରାଲ ହେଉଛି ନୟାଗଡ଼ ନାରଦଙ୍କ ଗୀତ !
ฝัง
- เผยแพร่เมื่อ 15 ก.ย. 2024
- ପପୁ ଏବେ ବେଶ ପପୁଲାର । ପୌରାଣିକ ନାଟକରେ ନାରଦ ଭୂମିକାରେ ଅଭିନୟ କରି ତାଳିମାଡ଼ ଖାଉଥିବା ନୟାଗଡ଼ ଭାଟସାହିର ମଞ୍ଚ ଅଭିନେତା ପପୁନ ବିଶ୍ୱାଳ ଏବେ ସୋସିଆଲ ମିଡିଆରେ ସୃଷ୍ଟି କରିଛନ୍ତି କମ୍ପନ । ମଞ୍ଚ ଉପରେ ନାରଦ ଭୂମିକାରେ ତାଙ୍କର ଦମଦାର ଅଭିନୟ ଦେଖିଥିବା ଦର୍ଶକ ଏବେ ଫେସବୁକ ,ଇନଷ୍ଟାଗ୍ରାମ ଓ ୱେବ ମିଡିଆରେ ତାଙ୍କର ଅଭିନୟ ସହିତ ଗୀତ ଝୁଲରେ ନିତାଇ ଝୁଲକୁ ବାରମ୍ବାର ଦେଖିବା ସହିତ ଲାଇକ ଓ ସେୟାର କରିବାରେ ଲାଗିଛନ୍ତି । ଅଳ୍ପ ଦିନ ମଧ୍ୟରେ ୪୦ ଲକ୍ଷ ଦର୍ଶକଙ୍କ ହୃଦୟକୁ ଛୁଇଁଥିବା ଏହି ପୌରାଣିକ ନାଟକର ଅଭିନେତାଙ୍କ ଏହି ଗୀତାରେ ରହିଛି ସତରେ ଯାଦୁ
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
#GoodNews #Nayagarh #Narada #PapunBiswal #ViralSong #Acting #JhulreNitaiJhul #ArgusNews
ଅତି ସୁନ୍ଦର । ଧନ୍ୟବାଦ। ଓଡ଼ିଆ ସଂସ୍କୃତି ଓ କଳାକୁ ସମସ୍ତଙ୍କ ପାଖରେ ଏଇଭଳି ସୁନ୍ଦର ଅଭିନୟ ସହିତ ଗୀତ ମାଧ୍ୟମରେ ଆହୁରି ପ୍ରଚାର ପ୍ରସାର କରନ୍ତୁ । ଈଶ୍ୱର ତୁମ ଚଲାପଥ କୁସୁମିତ କରନ୍ତୁ।
🥰🙏❤️🙏🙏
agyan dhanyabaf
ଦେହ ମନ ହୃଦୟ ର ମିଳନରେ ଭାବ ସୃଷ୍ଟି ହୁଏ.
ଏହା ହି ପ୍ରୀତି ଶୂନ୍ୟ ପୁରୁଷ ଙ୍କ ସହିତ.
ତାହା ହିଂ ଏଠାରେ ପ୍ରତିଫଳିତ ହୋଇଛି.
ଜୟ ଶ୍ରୀକୃଷ୍ଣ 🙏🙏🙏
Right bhai
ବହୁତ ସୁନ୍ଦର ହେଇଛି. ଜଗନ୍ନାଥଙ୍କ କୃପାରୁ ତୁମେ ଆଗକୁ ଆଗକୁ ବଡି ଚାଲ ମୁଁ ଭଗବାନ ଙ୍କ ପାଖରେ prathana କରୁଛି
ବହୁତ ସୁନ୍ଦର...❤ ସ୍ୱର
ଟୁଁଗୁରୁ ଭୋଳ କୁ ସୁଯୋଗ ଦେବା ଅପେକ୍ଷା ୟାଙ୍କୁ ସୁଯୋଗ ଦିଅନ୍ତୁ ❤🙏🏻
Right ☺️
👌
Right bro
Right
Right bro
ଯାହା ହଉ ପପୁ ତୁମେ ତୁମ ଗାଁ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଆଣି ଦେଇଛ
🎉🎉🎉
ଭାଇଙ୍କ ଗାଇବା ସହିତ ନୃତ୍ୟ ର ତାଳ ବହୁତ୍ ମନ ମୁଗ୍ଧକର ଓ ଆକର୍ଷକ ❤️
ବୋହୁତୁ ସୁନ୍ଦର ଗୀତ ଗାଉଛନ୍ତି ଭାଇ ଭଗବାନ ତମକୁ ଏମିତି ଆହୁରି ଆଗକୁ ନିଅନ୍ତୁ
Yes .. I agree 👍
Jay gagnnath 🙏🙏
TQ aunty
ପୌରାଣିକ ପରମ୍ପରା ଆଜି ବି ବଞ୍ଚିଛି ଦେଖିକି ଖୁସି ଲାଗିଲା
🙏🙏🙏
ଅତି ସୁନ୍ଦର ଭାବରେ ଗୀତ ପରିବେଷଣ କରିଛନ୍ତି।
ବହୁତ ସୁନ୍ଦର ହେଇଛି
Super
@@litanpatra9503 ଝଝଜଝଝଝଧଗଦଝଜଜଜବୟ୍ଯଝଘଝଜଝ
Supper
@@litanpatra9503 a
ବହୁତ ସୁନ୍ଦର ଲାଗୁଛି ପପୁ ଭାଇ ତମକୁ ଭଗବାନ ଆଶିର୍ବାଦ କରନ୍ତୁ ମୋର ଏତିକି ପ୍ରାର୍ଥନା ତମେ ଆହୁରି ଆଗକୁ ଯାଅ ଭାଇ
ଭାଇ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା 🤗🤗🤗🎉🎉🎉🎉ଆଉ ମିଠା ଦବ ତାହେଲେ
ସତରେ ନାରାୟଣ ଙ୍କ ଭକ୍ତି ରେ ନିମଗ୍ନ ନାରଦ 🙏
ମନ ଛୁଆ ଗୀତ କୁ ତମ ନୃତ୍ୟ ପରିବେଷଣ ସମସ୍ତ ଙ୍କ ମନ କୀଣି ଦେଇଛି ❤️❤️❤️❤️🙏🙏
ଭାଇ ବହୁତ୍ ଧନ୍ୟବାଦ୍ ଭଗବାନ୍ ମଙ୍ଗଳ କରନ୍ତୁ
Ama odisa ra garba. Odisa CM nabeen patnaik help him. Thank you Papu Bhai. Thanks Argus news.
Nice ama odia culture ku Pura jibanta Kari darsaichhanti
ବହୁତ ସୁନ୍ଦର ନୃତ୍ୟ ଓ ସଙ୍ଗୀତ 🙏
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭାଇ ପପୁ
Din ku 20 thar sunuchi man puruni jay Jagannath 🙏🙏🙏👏👏👏👏
ବହୁତ ସୁନ୍ଦର ଗୀତ। 🙏🙏👍👍👍
ବହୁତ ଭଲ ହୋଇଛି
ଜୟ ହିନ୍ଦ. ଭାଇ ବେଷ୍ଟ ଅଫ luck
Real talent ,
🥰
ଭାଇଙ୍କ ଗୀତ ମନରେ ଏକ ଭାବାତ୍ମକ ଭାବ ସୃଷ୍ଟି ହେଉଛି ଭାଇ ଆଗକୁ ତମେ ଉନ୍ନତ କର
ସମେସ୍ତେ ଏ ଗୀତ ଟି ଗାଇଛନ୍ତି /ଗାଉଛନ୍ତି ହେଲେ ପପୁ ଭାଇ ଗାଇବା ଶୈଳୀ ର ମଧୁରତା ନାହିଁ l ବହୁତ ସୁନ୍ଦର ଅଭିନୟ 👌ତୁମେ ନିଶ୍ଚୟ ବହୁତ ନାମ କରିବ l ତୁମେ ଏମିତି ନାରାୟଣ ଙ୍କୁ ଡାକୁଥାଅ,
Beautiful voice 🎧🎧 god bless you 🎊🎉🎊💐🎉🎊💐
ଅତି ସୁନ୍ଦର ଭାବରେ ଗାଇଛନ୍ତି
I rarely watch Odia Jatra ... but this actor truly touched my heart with his Songs and Dance. Excellent performance 👏 👌 👍 bravo man.... hopefully u will do more Excellent work ahead
After so many years, we feel good for something happening in odisha on social platform
Like tunguru bholo 😅😅😅
Nice bro masT lagu6 100% ଅତି ସୁନ୍ଦର୍ voice ଆଗକୁ ଆହୁରି ଗିତ ଅତି ସୁନ୍ଦର୍ ଗିତ ଗାଇବ ବୋଲି ମୋର୍ ଆଶା
Real Artist Tumaku Hrudayaru Namaskar 🙏🙏🙏
Jay Jagannath....Bahutu badhia gauchhanti ... Apanka narada Role bi bahutu badhia.....
Bahut sundar abhinaya gita b bahut bhl heichi jay jagannath 🙏
Bahut sundar hrudayku chuila bhalia gita 👌
He deserves it....he is a very talented actor.
Thanku argus news eai bhali sundar pratibha nku dekhei thibaru ❤️🙏
ଖୁବ ସୁନ୍ଦର. ଈଶ୍ବର ଆପଣଙ୍କୁ ବହୁତ ଆଶୀର୍ବାଦ ଦିଅନ୍ତୁ. ମନକୁ ଖୁବ ଛୁଇଁଗଲା. 🙏🙏🙏
ନିତାଇ ଝୁଲ ,ଜୟ ଶ୍ରୀ ରାଧେ କୃଷ୍ଣ
ବହୁତ ସୁନ୍ଦର ଗୀତ
Super star papu bhai 🙏🙏🙏🙏🙏🙏
ବହୁତ ସୁନ୍ଦର ଗାଇଛନ୍ତି
ବହୁତ ଭଲ ଲାଗୁଛି ସାର୍
1 Na bar 🙏 Very nice 🙏🙏🙏
Thare dekhile aau dekhibaku ichcha houci super 👌👌👌
Bahut sundar gita sangare sumadhira swara bahut badhiya sundara
ATI sundar avinaya ebong gaebar saili 💝💝💝💝💝💝💝
Bhaut shundar laguchhe suni ke bhai bhal bhajan amaku dei thibaru Thank you so much bhai
ସରକାର ଯଦି ଆପଣ ଦେଖିପାରୁଛନ୍ତି, ତାହେଲେ ସେ ହାରାମି ଟୁଁଗୁରୁ ଭୋଳ ନୁହେଁ ଏ ଭାଇଙ୍କୁ ନେଇ ଗୀତ ବନାନ୍ତୁ 🙏🙏🙏🙏🙏🙏🙏🙏🙏
Super duper mind blowing judgement right now salute apananku
Bahut sunder gaichanti apana 👌👌👌
Real talent of Odisha. Meaningful song..
Au ajikali Ei chora mane jau gita karuchanti.. Chhi... Tuguru bhola gita.
Wow 🙏🙏🙏
Very beautiful song
Nice song
Bohut sundar gita bohut sundar
Satare bahut sundar swar o sundar avinaya
Jay Shree jaganatha swami baba 🙏🙏🙏❤️🇮🇳🇮🇳🇮🇳
Bahuta bhala abhinaya Sundar Gita I like this song
So beautiful voice 👌🎵🎵 God bless you brother
Jai shree Krishna radhey radhey radhey krishna Jai jagannath mahaprabhu achanti tanka pakhee pakhare
Dil Khush Ho Gaya 🙏🙏🙏🙏
Super lagila vhae tuma Gita dekhi good
ଅତିସୁନ୍ଦର 🙏🙏❤❤❤
super papu bhai very good
Papu bro is multiple talented ❤️ love from mayurbhanj good bless you bro
Super hit singer
ଭାଇ ମସ୍ତ ଡାନ୍ସ love bro
Bahut sundar
Nice Acting.. God bless you Pappu ji
Congratulations 🎉👏
ଅତି ସୁନ୍ଦର 👍👍👍👍👍👍
Awesome awesome song and high quality maintain body language and very very good person
Beautiful voice God bless you
Tunguru, barsa news upload karantuni plz... Emti prativa ku prasara karantu
Right Katha 👍
ଅତି ସୁନ୍ଦର ସ୍ୱର
Satare bahut bhalo heichhi video ta💕💕👌👌👌👌
No 1 singer in odisha
Thanks for very good joking of vocal and vivify dramatic ...!
Great you are great. your Nayaghar dirstic.
Love you brother love your personality
Mo life r aeta fst Gita jouta mate ate sundr lguchi..... proud of him🙏🙏 request yanku bhla sujog milu.... Jagannath ka pkhre pray
Beautiful song
Beautiful combination of dance and song
Bhai your acting and singing is very good
Nice narad acting 😘😘😘
Bahut badhia bahut sundar
Super 👌 singar 💞 Jaya 🙏 jagannath 🌻 Swami 🏵️
Very nice voice and act.i am very Happy bhai
Bahut sudar laguchi song 🥰🥰🥰
Singing like attached with Lord sree jagannath. 🙏🌼. Best👍💯 of luck brother, May God bless u always.
Tankar mackup sangaku abhinaya au voice b bahut sundar
Bhai nka nacha sahita gita bahuta sundara hoichi
Tanka gita sahita dance ekdum jhakaas.....👍👍🙏🙏🙏bahut agaaku jaa aa vai....
Ati sundar ama sanskruti,
ମତେ। ବି। ବହୁତ। ଭଲ। ଲାଗିଲା।।
Exelent Swami Naradji krupa
Papu Bhai thanks ,bahut sundar acting karuchhanti,ahuri agaku jaantu
ବହୁତ୍ ବଢିଆ
Bahuta Bhala
କଳା ସଂସ୍କୃତି ସହ ସଦା ସର୍ବଦା ଯୋଡ଼ି ହୋଇଥିବା ବ୍ୟକ୍ତି ନିଶ୍ଚୟ ସମ୍ମାନ ତଥା ପ୍ରସିଦ୍ଧି ପାଇବେ , ବିଳମ୍ବ ହୋଇ ପାରେ ମାତ୍ର ନିଶ୍ଚୟ ପାଇବେ। ସେଥି ପାଇଁ ନିଜ ପରମ୍ପରା ତଥା ସଂସ୍କୃତି କୁ କଦାପି ଭୁଲିବା ଉଚିତ୍ ନୁହେଁ।
ଏ ଭାଇ ଯଦି କଚା ବାଦାମ କି ଅଲଗା କିଛି ଆଧୁନିକ ଗୀତ ଗାଇ ଥାନ୍ତେ କି ଅଭିନୟ କରିଥାଆନ୍ତେ ତାହେଲେ ଆଜି ନିଜ ଅଞ୍ଚଳ ରେ ଏତେ ପ୍ରସିଦ୍ଧି ପାଇନଥାନ୍ତ ।
ATI sundar... Jagannath tamara managalla karantu bhai 🥰🙏🙏
ଭଉତ୍ ସୁନ୍ଦର 👌👌👌👌👌👌👌
bhae bahut Bhala gaucha supar