Maa Toh Bina | Official Video | Humane Sagar | Odia Sad Song | Odia Maa Song | Odia Song 2022
ฝัง
- เผยแพร่เมื่อ 16 ต.ค. 2024
- #maatohbina #odiamaasong #humansagar
Dedicated to - late Subashini Patra🙏
Presenting to you a emotional Song "MAA TOH BINA", hope you all like the song, DO SHARE YOUR VIEWS WITH US
Video credits :-
Starring - Shreenibas pattnayak, Rina Mishra ,
Dilip Das ,Supriyashree ,Aruna ,chiku,sanu, Siv
Directed by - Shreenibas Pattnayak
DOP - Samesh Photography
Editing & DI- Shibashakti Purohit(mr siv)
Make up - Digambar behera
Camera Equipments - Samesh Photography
Producer - Shreenibas pattnayak
Poster - RN
Special Thanks to Hi-Tech Hospital
🎶SONG CREDITS :
Song - MAA TOH BINA
Singer - Human sagar
Lyrics - Gurudatta behera (94372 80035)
Music - Matruprasad rath(96680 16290)
Flute - Abhiram
Recorded at - Somesh studio
Mixing & mastering - Somesh sathpathy
Dop & Edit - chiku
Produced by - Shreenibas pattnayak
Channel Head - Aruna Pradip Sahoo(7854001615)
Production Manager - Sangram Baral
Managing Director - Soumya Ranjan Raul
Digital partner - Amara Muzik
Special Thanks - chandan bhai
Like,comment and share this video.
________________________________________
Thank you for watching. Keep loving “SHREE ENTERTAINMENTS “, Subscribe to our channel and hit the 🔔 bell icon for future updates and upcoming projects.
ANTI - PIRACY WARNING *
This content is copyright to SHREE ENTERTAINMENTS. Any unauthorised reproduction,redistribution or re-upload is strictly prohibited of this material.Legal action will be taken against those who violate the copyright of the following material presented.
ଏ ଦୁନିଆରେ ମରି ଯିବା ପାଇଁ ବହୁତ ବାଟ ଅଛି
କିନ୍ତୁ ବଞ୍ଚିବା ପାଇଁ କେବଳ ଗୋଟିଏ ବାଟ ଅଛି
ତାହା ହେଉଛି ମା❤️
Maa bapa hie parkuta bhagaban ❤❤
❤❤❤❤❤
Correct Bhai jahara maa nahi sia janichi maa kana jinisa
Bala na
ଏ ଗୀତ ସୁଣିଲା ବେଳରୁ ବହୁତ କାନ୍ଦ ଲାଗୁଚି❤❤❤ବୋଉ ଠାରୁ ବହୁତ ଦୂର ରେ ଅଛି ହେଲେ ସବୁ ଦିନେ କଥା ହୁଏ ହେଲେ ମନ ବୁଝେନୀ। ବହୁତ ଭଲ ପାଏ ତାକୁ❤❤❤❤❤
🥺😔
Satare
I miss you mom
Same situation bhai
🥺 right bro 😢
ସତରେ ମା ବିନା ଏ ଜୀବନ ଟା ଅନ୍ଧାର ହେ ପ୍ରଭୁ ଏ ସଂସାର ର ସବୁ ମା ଙ୍କୁ ସର୍ବଦା ଖୁସି ରେ ରଖ
❤❤❤❤❤❤❤❤❤❤❤❤❤
💓💓💓💓
😭😭👏👏👏🥺🥺
❤❤
🙏👏👏❤❤❤
ଏହି ଗୀତ ଶୁଣି କାହିଁକି କେଜାଣି ବହୁତ କାନ୍ଦ ଆସିଲା🥺ମୁ ମା ପାଖରେ ଥାଇ ମଧ୍ୟ୍ୟ ଆଖିରେ ଲୁହ ଆସିଗଲା ଯିଏ ମା ଠାରୁ ଦୂରରେ ଅଛି ସେ ଏହି ଗୀତ କୁ ଆହୁରି ଭଲରେ ଅନୁଭବ କରିପାରିବ😭love You MOM❤
7:29
Iloveyoumom❤❤❤❤❤❤
Same 2u yarr
Really bro 😢
Sm feeling
ମା ହଉଚି ଏମିତି ଏକ ଶବ୍ଦ❤
ଯାହା ବିନା ଏଇ ଦୁନିଆ ଟା ସ୍ତବ୍ଧ 😭🙏🏻
😔😔😔
ଆଜି ମୋ ମା ମୋ ପାଖରେ ନାହିଁ 😭
@@sahooentertainment8850 mo maa bi😔😔😭😭
Mo pakhare MO bouu nahi
😫🥺
ମାମା.... ସତ କହୁଛି ଘରେ ଥିଲା ବେଳେ ତୋ ମୂଲ୍ୟ ବୁଝିପାରେନି କିନ୍ତୁ ଯେତେବେଳେ ବାହାରକୁ ଆସେ ଏ ସ୍ୱାର୍ଥପର ଦୁନିଆକୁ ଦେଖେ ସେତେବେଳେ ତୋ କଥା ବହୁତ ମନେପଡେ 🥺🥺🥺ଇଚ୍ଛା ହୁଏ ତୋ କୋଳରେ ପୁଣି ସୋଇପାରନ୍ତି କି? ପୁଣି ଥରେ ମୋ ଦେହ ଖରାପ ହେଲେ ତୁ ମୋ ପାଖରେ ବସି ମୋ ମଥାକୁ ଆଉଁସି ଦିଅନ୍ତୁ କି? 🥺🥺🥺MISS U MAMA🥺😭😭🥺
Hy
bas kar pagli rulayegi kya 😢
Thhik😊
😢😢😢😢😢
Super 👍
ମା ଠାରୁ ପିଲା ମାନଙ୍କୁ କେହିବି ଅଧିକା ଭଲ ପାଇ ପରିବେନି ! ଏ ଜଗତରେ ଯେତେବି ମା ଆଛନ୍ତି ସମସ୍ତେ ଏ ସୁନ୍ଦର ସୃଷ୍ଟିକୁ ସୁନ୍ଦର ଭାବରେ ଗଡିଛନ୍ତି Love ❤️ ମା 🙏🙏🙏🙏🙏🙏🙏🙏
Write bro
Write bro
6:49
ମା ର ମହତ୍ତ୍ଵ ଅବର୍ଣ୍ଣନୀୟ, ଯେ ପର୍ଯ୍ୟନ୍ତ ବାପା ମା ଆମ ପଖେରେ ଅଛନ୍ତି ମନ ଖୋଲି କି ତାଙ୍କ ସେବା କରିବା ଉଚିତ୍...🙏
ହେ ପ୍ରଭୁ ମୋ ମା କୁ ସର୍ବଦା ଖୁସିରେ ରଖ।,🙏🙏🙏❤️❤️❤️Thanks for a beautiful song.
🙏🙏🙏🙏🙏😭😭😭❤️❤️❤️❤️
Tumar ta maa achhanti,kintu mo maa aateeee dura re taku au dekhibi paruni mu
Lucky bhai tumhe maa aachaniti tumha pakhare🙏
Sar tAma maa ku ketebhala pa ea
Tame keta maa ku bhala pa ea
ମାଆ ର ପ୍ରତିଶବ୍ଦ କିଛି ନାହିଁ ଆଜ୍ଞା ଏଇ ଦୁନିଆରେ 😊ମାଆ ବାପାଙ୍କର ଆଶ୍ରିବାଦ ଯାହା ଉପରେ ଅଛି ସେ ସନ୍ତାନ ସବୁବେଳେ ଜଗତଜିତା ❤.. ବୋଉ.....
💯✅️ bhai Jiban re maa bapa bina amara kichi bi astitwa nahi jiban re maa bapanka asribad nathile pilamne kebe khusi re rahiparibeni.. Maa bapank runa 💯 janma bitigale bi sujhihueni tathapi kichi loka bapa maa bhali debatank mulya bujhiparunahati.. Kete bichitra manisa na..tanka pain parichaya pai manisa hela pare semanku hin kasta dianti.. Plz kehi b bapa maaku kasta diani tanka mulya bujhibaku chesta karantu 😞🙏🙏😭😭
Right 👍
Right bro 😍
Bhai thik kahila
Kintu mo maa mote sabubele gali die😔😔
ସତରେ ମା ବିନା ଜୀବନ ଟା ଅନ୍ଧାର 🤍 love you maa ❤️
Same..😶🙂😭
Love you Maa 😚💗
@@spicykhu-shi9951 Hi 👋
Satara🙏🙏🙏🙏🙏
th-cam.com/video/hCgiPMegmYE/w-d-xo.html
ମାଆ ଙ୍କ ପାଇଁ ଆଉ ଏକ ସୁନ୍ଦର ଗୀତଟେ🙏🙏
ମା ବିନା ସବୁ କିଛି ଶୂନ୍ୟ. ମୋ ଭାଗ୍ୟ ରେ ମା ର ସୁଖ ବହୁତ କମ ଦିନ ପାଇଁ ଥିଲା. ମିସ ୟୁ ବୋଉ 😘🙏🙏🙏😘😘
Dukhha karani didi miss you maa
ବାପା ମା ଙ୍କ ଅଶ୍ରୀବାଦ ଯଓ ସନ୍ତାନ ଉପରେ ଥିବା ସେ ସନ୍ତାନ ବହୁତ୍ ଭଲରେ ଥାଏ miss you my family ❤️❤️❤️❤️❤️❤️❤️❤️❤️❤️
ଦୁନିଆରେ ସବୁ ଠାରୁ ବଡ କେବଳ କାଟି ଏ ରୁ ଗଟିଏ ସେ ହେଲା ମା ❤❤iloveyou
ପ୍ଲିଜ୍ ସମସ୍ତେ ନିଜ ବାପା ମା ଓ ନିଜ ଘର ଲୋକଙ୍କ ସହିତ ଅଧିକ ରୁ ଅଧିକ ସମୟ ବିତାନ୍ତୁ।।
ମୁଁ ଏବେ ଦୂରରେ ରହି ପାଠ ପଢ଼ୁଛି ହେଲେ ମୋତେ ଆମ ଘର ଲୋକଙ୍କ କଥା ବୋହୁତ ମନେ ପଡୁଛି।।
We r boys bro .. our life is like that
❤❤️ମୋମା ମୋ ପାଖରେ ଥିଲେ ମୋର ଆଉ ଦୁନିଆରେ କିଛିବି ଦରକାର ନାହିଁ ❤️❤️
ମାଆ ର ହାତ ଯେ ପର୍ଯ୍ୟନ ଛୁଆର ମୁଣ୍ଡ ଉପରେ ଥିବ ଦୁନିଆର କୌଣସି ଶକ୍ତି ନାହିଁ ଆମକୁ ଦୁର୍ବଳ କରିଦେବ 🥰🙏love you maa❤️
Maa is like our oxygen...we cannot live without our mother
ବାପା ଆଉ ମା ହେଉଛନ୍ତି ଏ ଜୁଗର ଚଳନ୍ତି ଠାକୁର ଆଉ ମାଆ ର ହାତ ଯୋଉ ସନ୍ତାନ ଉପରେ ଥିବା ସେ ବେଭେ କୋଉ ଠୀ ହାରିବନି I ❤️u maa
ମାଆ ସହିତ ଏ ଦୁନିଆ କାହାକୁ ବି ସାମାନ କରି ହେବ ନାହିଁ 🙏
ପ୍ରଭୁ ଜଗନ୍ନାଥ ଦୁନିଆଁ ର ସମସ୍ତ ଙ୍କ ବାପା ଏବଂ ମାଆ ଙ୍କୁ ଆଶୀର୍ବାଦ କରନ୍ତୁ
ହେ ପ୍ରଭୁ ଜଗନ୍ନାଥ ମୋ ବୋଉ କୁ ମୋ ଆୟୁଷ ଦେଇଦିଅ ପ୍ରଭୁ🙏 ବୋଉ ଲୋ .... 😭😭😭❤❤❤❤
🥺🥺🥺😭😭
Heart touching 🥺♥️✨
❤️🙏
Your vdo also 💖
Very sad
Oye pratik
Manaku chuiela ❤️❣️
Bhai amiti bi kichi bhai achanti jahara pila belaru maa chadi chali jaichanti sei bhai mananka pain pade
Love you re bhai ❤
ବହୁତ ସୁନ୍ଦର ଅଭିନୟ ମାଧ୍ୟମରେ ସମାଜକୁ ଏକ ପ୍ରେରଣା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ love you maa
MAA is one and only Dimond person in every Child,Really heart touching ❤️❤️❤️ many many Lots of love for maa.
ସତରେ ଭାଇ video ଟି ବହୁତ୍ ଭଲ ହେଇଛି ❤ video ଦେଖିଲା ପରେ ଆଖିରୁ ଲୁହ ଆସି ଯାଉଛି 😢
କାହା ମା ଙ୍କୁ ଗାଳି ଦବା ଆଗରୁ ଟିକେ ଭାବ। ତା ମା କଣ ଆମ ମା ନୁହଁ।🥺🥺
Maa sabubele maa
Se jahara hauni ba kahinki
Maa ra sthana sabu santana mananka pain
Jay Jagannath 🚩🚩🚩🙏🙏🙏
Hm bhai 😭
ବହୁତ୍ ଦିନ ଅପେକ୍ଷା କରିବା ପରେ ଫାଇନାଲ ଭିଡ଼ିଓ ଟି ଆସିଲା ବହୁତ ଭଲ ହେଇଛି ଭିଡ଼ିଓ ଟି... ଦୁନିଆରେ ସବୁ ଠୁ ବଡ ହେଲା ମା..
❤️🙏
@@shreeentertainments7163 nice bhai
ହେ ପ୍ରଭୁ ଜଗନ୍ନାଥ 🙏🙏 ମୋ ମା ବାପା ଙ୍କୁ ଭଲରେ ରଖିଥାଆ ପ୍ରଭୁ miss u
ମା ବିନା ଏ ଦୁନିଆରେ ଆଉ କିଛି ନାହିଁ । ମା ହିଁ ସବୁ love u maaa ।❤️❤️❤️
Maaa ❤❤❤😢😢😢😢 I am speechless..jaha kahile b Kam haba satare maa Tame bahut Mahan...
He bhava mo maa and bapa ku sabu bele ❤️ bhala re rakhi thiba I love you bapa ❤️ maa❤❤❤❤❤❤❤❤❤❤❤❤❤❤❤❤❤❤❤
ମା ର ଭଲପାଇବା ଆଉ ଆଶ୍ରିବାଦ ଯାହା ପାଖରେ ଅଛି ସେ କେବେ ହାରିବନି 😍 🥰
Bhul kahilay appna maa bapa duhinka asribad jaha pakharay achi say kaybay jibanaray haribani
ପ୍ରଭୁ ମୋ ବୋଉ କୁ ସବୁଦିନ ରେ ଭଲ ରେ ରଖନ୍ତୁ
Miss U ବୋଉ 🙏 ଜୟ ଜଗନ୍ନାଥ 🙏🙏🙏🙏 ହେ ପ୍ରଭୁ
Sabu bele bou bhalare rahibe bro 🙏🏻kichhibi habani tama bounkara🙏🏻i miss😭 you maa👵🥺🥺🥺🥺🥺
Alllways miss you bou. Jagannath🙏nka pakhre mora binmra prathana. Omm santi.
I miss you mami
👍👍🙏
Lv ❤️ u maa 🥰miss u every time maa 🙏
Relly ଜିଏ ମା କୁ ହରେଛି ସେ ଜାଣିଛି ତ ସଜ୍ଞା କଣ।।।ଥିଲା ବେଳେ ଜଣା ପଡ଼ିନଥିଲା କିନ୍ତୁ ଗଳା ପରେ ❤❤❤❤
What a story 😭
ଆଖିରେ ଲୁହ ଆସିଗଲା 😭
Very very heart touching😘😘😘
Right
Real Heart touching 💜💙 ଏଇ ଦୁନିଆରେ ବଡ଼ ହୃଦୟ ହେଉଛି ମା ର ତା ଜାଗା କେହିବି ପୁରଣ କରିପାରିବେନି I love you ମା
Haan bhai
ଭଗବାନ ସବୁ ମା କୁ ଲମ୍ବା ଆୟୁଷ ଦିଅନ୍ତୁ ❤️🙏
Hmmm
Hn bhai❤❤❤🙏🙏🙏
Bahi tame gota comments karichi pura deha ra aasi bajila
Bhai re bhagavan bahut nisthura 😢😢😢
❤maa❤
"ମା" ପାଦ ତଳେ ଶୋଇବାର ଶାନ୍ତି ଆଉ ଏ ଜଗତରେ କୋଉଠି ବି ସେ ଶାନ୍ତି ମିଳିବନି..ତୁ ବେଶୀ ଆଜି ମନେ ପଡୁଛୁ ଲୋ ବୋଉ...❤ଆଜି ଭାରି ଦୁଃଖରେ ଥିଲି ଲୋ ସେଇଥି ପାଇଁ ଏ ଗୀତ ଶୁଣିଲା ପରେ ମତେ ଲାଗିଲା ତୁ ଯେମିତି ତୋ କୋଳରେ ମୋତେ ଶୋଇଦେଇ ଗୀତ ସୁନାଉଚୁ ❤❤..
ମା ମା ବୋଲି କେତେ ମୁଁ ଡାକିବି ମା ଙ୍କୁ ପାଇଲି ନାହିଁ ବାପା ବାପା ବୋଲି କେତେ ମୁଁ ବାପା ଙ୍କୁ ପାଇଲି ନାହିଁ ଜୀବନରେ ଯେତେଦିନ ଅଛ ବାପା ମା ଙ୍କର ସେବା କର ସଂସାରେ ବାପା ମା ସବୁଠୁ ବଡ଼ ଦେବତା ❤️❤️❤️❤️❤️
ଭାଇ ସତରେ ମନ ଆତ୍ମା ତୃପ୍ତି ହୃଇଗଲା ଆଖିରୁ ଲୁହ ଝରି ଆସିଲା ବହୁତ ସୁନ୍ଦର ହେଇଛି
👍
Samast nka maa ku god Khushi rakha ntu ❤❤❤❤❤❤❤❤❤❤❤❤❤❤
ଯେତେବେଳେ ବି ଏଇ ଗୀତ ଶୁଣେ,ମୋ ମା କଥା ବହୁତ୍ ମନେ ପଡେ, ବହୁତ୍ କାନ୍ଦ ଲାଗେ ଶୁଣିଲେ
I love you song and mami❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Mor bi maa nahi mate bi bahut kasta hua
Maa is not a just word ,maa is our world🌍 🌎
❤❤❤
media.tenor.com/hfBxeB_-i18AAAAM/salute-john-abraham.gif
Right 👌👌👌bro 🙏🙏😭😭😭
@@padduniyak1385 chgghhcfhb
🙏🙏🙏
ଦୁନିଆ ରେ ସବୁ ବଡ ମମତା ମା ହି ଦିଏ
ସିଏ ଅଛି ତ ଦୁନିଆ ଦେଖୁଛି love u ବୋଉ🙏🙏🙏🙏🙏❤️❤️❤️❤️❤️❤️❤️
ସତରେ ମୋ ବୋଉ ବିନ ଆମ ଜୀବନଟା ଅନ୍ଧାର ❤❤❤❤❤❤ଲୋଭ ୟୁ ବୋଉ😢😢😢😢🙏🙏🙏
ଆଖିରୁ ଲୁହ ଆସିଗଲା ମୋର 🙏🙏🙏🙏🙏❤️❤️❤️❤️❤️Hart tuching bhai 🙏🙏ଶ୍ରୀନିବାସ ଭାଇ sup act ବହୁତ ସୁନ୍ଦର compose matruprasad ଭାଇ ❤️❤️❤️❤️❤️
I love you maa and bapa ❤❤❤❤
ମା ଓ ବାପା ହିଁ ସବୁଠାରୁ ବଡ ମଣିଷ ମା ଆମକୁ ଜନୂ ଦେଇଥାଏ ବାପା ଆମକୁ ସମାଜରେବାଟ ଚାଲିବାର ରାସ୍ତା ଦେଖେଇ ଥାଏ ମା' ଓ ବାପା ର ରୁଣ 7 ଜନ୍ମରେ ସୁଝି ହେବନାହିଁ ମା' ଓ ବାପା I Love to ମେ ମା' ଓ ବାପା❤❤❤❤❤❤❤🥺🥺🥺🥺🥺❤️❤️❤️❤️❤️
ଏଥିରେ ଜାଣିବାକୁ ପାଇଲି ଯେ ମା ବିନା ଜୀବନ ଅଧୁରା... ତା ସହିତ ଟଙ୍କା ର ବେସି ଆବଶ୍ୟକତା ଅଟେ ତ ଫ୍ରେଣ୍ଡ୍ ଯେତେ ଦିନ ବଞ୍ଚିବା ସେ ପଯ୍ୟନ୍ତ ଟଙ୍କା କମେଇବା so tq.....
Mother is not just a word 🥰
Mother is full of happiness of life ❤️
Mother is World 🌎🌎
Mother is everything 🌍🌍💫✨🪄
Every hosteler know the value of each line & words of the song💫🙃
Very true ❤
Ryt
Hmm bhai mu ebe hostel re achhi kintu mu mo maa ku kali ru khuju chhi ta bina ethi rahibaku mana bilkul laguni 😭😭😭😭 bartaman mu kanduchhi padha v man laguni mo maa bina sate😔🥺🥺😭😭😭😭 i love my mumma❤️🌎😘
Duniyare sabu maa nku bhagwan bhala re rakhantu please 🥺 god 💕❤️
ଏ ଦୁନିଆ ଟା ବହୁତ୍ ସ୍ୱାର୍ଥପର, ଏଇଠି ଲୋକେ ମରିବା ପାଇଁ ବହୁତ୍ ବାଟ ଉପାୟ କରନ୍ତି, ଜନ୍ମ ଦେବା ପାଇଁ କେବଳ ମା ହିଁ ଯଥେଷ୍ଟ
No word To Explain How Beautiful this Song 💙
Maa is not just a word is the whole universe for a kid, really made me cry seeing this 🥺
No girl in this world is more beautiful than your mother 🌎🥰 love you maa ❤️
Miss you mo maa😭😭😭😭😭
ମା ନାହିଁ ତ ଦୁନିଆଁ ରେ କିଛି ନାହିଁ
ମା ଅଛି ତାହେଲେ ଦୁନିଆଁ ରେ ସବୁ କିଛି ଅଛି
ମା କୁ କୋଟି ପ୍ରଣାମ ମା ହେଉଛି ସବୁ କିଛି ମା ଜାଗା କେହି ନେଇ ପାରିବେନି.......... ❤️ ମା ❤️🙏
Bhagwan mo maa ku Sabu bele bhalare Rakhi thao .luv uhh maaa❤️😘😘😘
Mother is not a word, It's lots of Emotions❤
Thankyou Bhai amiti video 📷 anithibaro .......❤❤❤❤love you maa❤❤❤❤
13 times I have heard this one what a concept
What a voice Human sir......
I love you maa❤️
Me aslo bro
Aapan mana ka vala paiba tike maguchi plz sport me....gote coment kariba aau subscribe
th-cam.com/video/ZFMbL_SMll/w-d-xo.html
Lyrics ,voice & acting no word express..!! ❤️Maa is my world ...my happiness...I really cried when I saw this video
Same🙏🙏
@@karishmanayak3445 Mother is everything..
Same
Same
Same 😭😭
ମାଆ ର ଗୋଟିଏ ଡାକ ପାଇଁ ଏ ମଣିଷ ଜୀବନ ଆଶା ବାଦି।ଏମିତି ଏ ଦୁନିଆ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମା ଛେଉଣ୍ଡ। ମାଆ ର ଜାଗା କେହି ବି ନେଇ ପାରିବେ ନାହିଁ।ମାଆ ମଙ୍ଗଳା ମୋ ମାଆ ବାପା ଙ୍କୁ ମୋର ଆୟୁଷ ଦେଇଦିଆନ୍ତୁ,ମୋର ଆଉ କିଛି ଦରକାର୍ ନାହିଁ।🙏🙏🙏🙏🙏
ମୋ ମା ମୋ ପାଇଁ ଦୁନିଆରେ ସବୁଠାରୁ ବଡ଼
The bond between a son and his mother is stronger than a hurricane 😘😘😘❤️❤️
maa...it's not just a word..my whole world belongs to you ❤️🌍
❤❤ଏ ଗୀତ ମୋତେ ବହୁତ ଭଲ ଲାଗିଲା ଆଉ emotional କରି ଦେଲା 😢😢❤❤❤
❤️ Lyrics, Music, Story Concept, Acting everything awesome 👍❤️ Heart Touching ❤️❤️
Jiban ta maa Bina adhura..
Heart touching song 💜💜🥺😭
ମାଆ ଠାରୁ ଏ ଜଗତରେ ବଡ଼ କିଏ ନାହିଁ । ମାଆ ଥିଲେ ଘରର ସବୁ ସମସ୍ୟାର ସମାଧାନ କରିଥାଏ । ଆଇ ଲଭ୍ ୟୁ ମାଆ
ବାପା ବିନା ଅଧା ଦୁନିଆ ଅଦ୍ଧାର ଆଉ ମାଁ ବିନା ପୁରା ଦୁନିଆ ଅଦ୍ଧାର। ❤❤❤ ସତ କୁହ କେତେ ଜଣ ଏ ଗୀତ ସଉଣଇକଇ କାଦ୍ଦିଚ 😢😢ସତରେ ମୁଁ ବହୁତ ମିସ୍ କରୁଛି ମୋ ମାଁ କୁ 😭😭😭
😢😢😢😢
ମାଁ ବିନା ଜୀବନ ଅନ୍ଧାର😭...
Miss u maa😭...
Mu bi mo maa tharu durare rahuchi 😭😭😭😭😭😔 bahut miss kare mu mo maa ku
@@mpriyadarshinipriyadarshin4050 😭😭😭
😭😭😭😭 miss you maaa
I could not hold back my tears. God bless all mothers❤❤❤
Maa toh binaa....line heart touching❣️😊
Best vidio❤❤❤❤❤❤
ଭାଇ ଏଇ ଗୀତ ରେ ଏମିତି ସ୍ବର ଅଛି ଯେ ବହୁତ ଦୁଃଖ ଲାଗୁଛି କିନ୍ତୁ ଗୀତ ବହୁତ ଭଲ ଲାଗୁଛି
After along time something different. The song is heart touching and really I can't control my tears after hear this song. Again and again I heard this song. Shreenivas bro and all members of this sond really doing a great job.
No one can replace the place of our mother. Love you Bou !
Vagawan sabu maa mananka kolare emiti gotie pua diantu so bery beautiful vdo 😢he prabhu sabu maa mananku lamba ayusha dia maa manethile kounasi santanara b kichhi pblm hebanahi
I love maaa ❤
Jiban chhadigala pari laguchi pura.... hats up 👍...heart touching 🙏
ରାତି 1.22 ଅନ୍ଧାର ବହୁତ ମାଆ ମୁ ଏକା ଆଜି ମୋ ପାଖରେ କେହି ନାହାନ୍ତି।ଚାଲି ଆସେନା ମାଆ ମୋ ପାଖକୁ ।😢😢 ତୋ ବିନା ମୁ ରହିପାରୁନି l 😭😭 ବହୁତ ମନେ ପଡ଼ୁଚି ତୋ କଥା ଆଜି 😢 ।।
Don't worry ☺️ sabu kichhi thiki hoijiba
Don't worry jaga achi❤
ଝୁଣ୍ଟି ପଡ଼ିଗଲେ ଲୁହ ଝରିଗଲେ
ମାଆ ତୁ ପଡୁଛୁ ମନେ,
ହସ ବାଣ୍ଟିବାକୁ ଲୁହ ପୋଛିବାକୁ
ତୋ ପଣତ କାନି କୁ ଝୁରେ ।।
ବାଟ ଭୁଲିଗଲେ ଅବାଟକୁ ଗଲେ
ତୋ ମିଠା ଗାଳି ମନେ ପଡ଼େ,
କେମିତି ପାରିବି ଦୂରେଇ ତୋ ଠାରୁ
ତୁ ମନେପଡୁ ସବୁବେଳେ .....
ତୁ ମନେ ପଡୁ ସବୁବେଳେ......
😢😔🙏🏻😭
❤
ଜୀବନ ରେ ତ ବହୁତ ଲୋକ ଆସନ୍ତି ହେଲେ ବାପା ମାଆ ହିଁ ନିଃସ୍ଵାର୍ଥପର ଭାବରେ ଭଲ ପାଇଥାନ୍ତି କିଛି ଲୋକ ତ ଏମିତି ଥାନ୍ତି କି ନିଜ ସ୍ବାର୍ଥ ହାସଲ ହେବା ଯାଏ ସାଥିରେ ରୁହନ୍ତି, ସ୍ବାର୍ଥ ସରିଲେ କିଏ ବୋଲି ପଚାରନ୍ତି
Keep it up bro 🥰
Nice lyrics
Superb music wid video also
I love my maa❤❤❤
Mother is the precious gift from God ❤️.This concept is very very very heart touching 🥺
Mo ମା ଆଜି ଏ ଦୁନିଆରେ ନାହି ବୋଲି ସେଥି ପାଇଁ ମୁ ମରି ମରି ବଞ୍ଚୁ ଥିଲି ଆଉ ଆଜି ଏଇ ଗୀତ ty ଶୁଣିଲା ପରେ ମୋ ହୃଦୟ କୁ ବୋହୁତ କଷ୍ଟ ହୋଉଛି i love yu maa ,_&- ମା ବିନା ଏ ଦୁନିଆ ଅନ୍ଧାର
ସତରେ ମାଆ ପରି କିଏ ଅଛି ଆଉ କିଏ ମାଆ ପରି ହେବ କହିଲ ଦେଖି ମାଆ ସବୁବେଳେ ମାଆ ତାର କୌଣସି ପ୍ରତିରୂପ ନାହିଁ ସେ ମାଆ ବାସ୍ ସେ ମାଆ
ଏ real story ମୋ ସହିତ ବି ହେଇଚି
Miss u Maa 🥺
ଏହି ଗୀତ ଦେଖି କିଏ କିଏ kandicha,, ମୁ କିନ୍ତୁ କାନ୍ଦି ପକେଇଲି,,,love u maa Mo ଆୟୁଷ ତତେ ଲଗିଯାଉ,
😢
ମୁଁ ବି ବହୁତ କାନ୍ଧିଛି
What a video!! Eyes filled with tears automatically 🥺 Kudos to whole team ♥️
Joganias
maa bapa tharu Bada kehi nuhanti❤️❤️❤️
2024 re Kia sunuchha please like
Me ❤
Mu bi❤❤❤
Mu
meri maa❤ ka jaisa koi nahin ho sakta love you maa❤🥰🥰 🥰 jiske paas maa hai uski pass duniya ka sab kuchh hai,,, ,,, ,,,
He prabhu mo ayusa mo baba maa nku lagijau💯🙏🙏🙏
Maa is a most important person in world🌎Who can creat her place in my heart❤️🥺
Maa is a most important person in world 🌍 I love you maa❤️❤️
Llkjjjkj look pop
ଭଗବାନ ଙ୍କ ପାଖରେ ଏତିକି ଅନୁରୋଧ ମୋ ମା କୁ ସବୁବେଳେ ମୋ ପାଖରେ ରଖିଥାନ୍ତୁ❤️