Mora bi maa nahi mu janichhi se dukha 😭🥺😭🥺😭🥺 mu 12 ra heithili mo maa chaligale , kemiti banchichhi taha mu janichhi 🥺😭🥺🙏 bapa pacharu nahanti,nijara kehi nahanti 🥺😭
So beautiful voice and very nice song my favourite ☺️☺️☺️☺️ ଆଜି ମୋ ମାଆ ନାହାନ୍ତି କିନ୍ତୁ ଏ ଗୀତ ଶୁଣି ବହୁତ ମନ ଦୁଃଖ ଲାଗିଲା ହୁମନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Miss you 🤣🤣🤣 maa
ଯାହାର ମା ନାହିଁ ତା ଜୀବନଟା ବହୁତ କଷ୍ଟରେ କଷ୍ଟୁଥାଏ କିନ୍ତୁ ମା ଥିଲେ ସବୁ ଅଛି କାରଣ ମା ହେଉଛନ୍ତି ଆଶୀର୍ବାଦର ପାତ୍ରି The life of the one who does not have a mother is very difficult, but if there is a mother, everything is possible because mother is the source of blessings
Recall bro satara bahut sunder lekha hoechi na bro mora ta maa nahe ma ra snaha sradha kan mu janene mu bahut miss karuchi mo maku 😭😭😭😭😭😭😭😭🤣🤣🤣🤣🤣🤣🤣🙏🙏🙏🙏🙏🙏🙏🙏🙏🙏
Mo jiban mo maa mu ta Bina Rahi pari bini I love my mother he prbhu shree ganesh Mora jaha hau hele mo ma ku sabu bele bhala re au khusire rakha❤ bou 💕
No Bro sabu maa eka pari nuhanti gote gote maa achanti nija chua ra echa re sukha re dukha re samil huanti but mo bhagyare semiti kichi nai mo maa mo pakhare thae na thila pari mote jama vala paunahanti mu pure eka ae Dunia re khali mu jaha Ku vala pauchi se eka mo saha achi
Bhai mo maa nai ee duniyare 5 barsa helani mu kemiti banchi maa bina mu hi janichi kete kasta maaa bina banchiba prati muhartare mo maa mote mane paduchi. Bhai jahara b maa achi mora etiki anurodha maa ku kebe b kasta dabni 🙏🙏🙏🙏
ଏଇ ଗୀତ ଶୁଣି ମୁଁ ମୋ ମା ଙ୍କୁ ମନେ ପଡୁଛି i am very sad my mother is death and bike accident my village. Thanks music director and producer and lyrics and my best singer ବହୁତ ଦିନ ପରେ ମା ଙ୍କୁ ମନେ ପକାଇ ପାଇଁ producer god bless you ଶୁଣି ବହୁତ ଭଲ ଲାଗୁଛି।
A SONG EYE'S CLOSE KARIKI SUNILE AMITI GOTE FEEL ASE MU ATE THARA SUNI SARI LINI HELE KEBE V EXPLAIN KARI PARI NI....A SONG KICHHI TA ACHHI A SONG RA MUSIC HI AMITI JE AKHIRU LUHA ASI JAYE SATARE BAHUT BAHUT POWERFUL SONG ATA🌸🌸🌸🌸
❤ u maa every year....... every month...... every week....... every day........ every time....... every hour ...... every minute....... every second....... every moment......
Cia gotea loka jia sabu belea ama sath daithae ...........❤cia hi amaku a dunia ku anichi .............tara kn haigalea ame banchi paribani .......... love you mama💞
I ❤you maa😢😢😢😢😢 satara jahara maa nahi taku a song sunila bahuta kastha laguthiba realy miss you maa ku kaba kasta dabini mo bhai and sister manaku kahuchi kahiki na aji kali pua and girl mana maa mana ku bahuta kasta dauchanti
ମା ❤❤❤❤
ଅତୁଳନିତ ଶବ୍ଦ
ମା କୋଉ ଭଗବାନ ଠୁ କମ ନୁହଁ
ମା ଆଗରେ ଭଗବାନ ବି ଛୋଟ
heart touching song
ଯତେ ଶୁଣିଲେ ସେତେ ଭଲ ଲାଗୁଛି
Mo maa nahii😭😭
😢😢😢😢
ଭାଇ ପ୍ରଥମ ଥର ପାଇଁ ଗୋଟେ ଓଡ଼ିଆ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଗଲା 🙏🏻😭 ଭାଇ ଲେଖା ବହୁତ୍ ସୁନ୍ଦର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻❤, & human bhai 🙏🏻 always I'm your big fan ❤ forever respect 🙏🏻
A❤❤❤❤😂😂😂😂😂😂😂😂😂😂😂❤❤❤❤❤❤😂😂😂😂😂❤❤❤❤❤❤😂😂😂❤❤😂mmm 5:30
❤❤❤❤❤❤
❤@@SatyabhamaBiswal-q3n
Same here 😭😭😭🙏
ମା ତୋ ବିନା ସାରା ଦୁନିଆ ଅନ୍ଧାର,,,, ତୁ ନାହୁଁ ବୋଲି ପାଉନାହିଁ ଆହାର,,, ଜଗତ ସାରା ଖୋଜିଲି କେହି ନାହିଁ ତୋ ଭଳି,,,, ଭୁଲ କଲେ ମାଡ଼ ଖାଇଲେ କା ପାଖେ କରିବି ଅଳି,,,,,Love U Maa 🙏🙏🙏
Nice line
super
Cricket Vani jaucha na nahi
Hiiiii
🥺🥺😩😩😩😩😭😭😭😭🙏🏼🙏🏼🙏🏼🙏🏼
ମା ବାପା ଙ୍କ ଛଡା ଦୁନିଆରେ ସବୁକିଛି ମିଛ❤❤
:^🥢✒️
ପୁରା ସତ ❤
Right bhi 😭😭😭😭😭🙏❤
Right 👍
ଦୁନିଆଁରେ ଏପରି କେହି ନାହିଁ, ଯିଏ କି ସ୍ନେହ ଓ ଭଲ ପାଇବାରେ ମା’ ଠାରୁ ଵଳିଯିବ...
ସତରେ ମାଆ ତୁମେ ଯୁଗେ ଯୁଗେ ନମସ୍ୟ 🙏🙏🙏
I Love you maa
I love you maa ❤❤
Maamaailovemaa😢😭😭😩💓💖
😢😢😢😢😢😢😢
Ma❤🩹❤🩹❤🩹❤🩹
ସତରେ ମନକୁ ଛୁଇଁଲା ଭଳି 👩👦👦👩👦👦👩👦👦ଗିତ ଧନ୍ୟବାଦ 👍 ମା👩👦👦🙏🙏🙏 ଆଜିର ଦିନରେ ବିନା ସ୍ୱାର୍ଥରେ ଜିଏ ଭଲ ପାଉଛି ସିଏ ହେଉଛି 👩👦👦🙏 🙏🙏ମା
Yes
Right 😌
Tq
😔😔😔😔
Junior game junior kya Haryanvi gana
କଣ କହିବି 😭 କାହାର ମାଆ ଥିଲେ ବାପା ନାହିଁ ଆଉ ବାପା ଥିଲେ ମାଆ ନାହିଁ ହେଲେ😭😭 ମୋର ମାଆ ଆଉ ବାପା ନାହାନ୍ତି ମୁ ପୁରା ଏକୁଟିଆ କେମିତି ବଞ୍ଚିଛି କେହି ବି ପଚାରିବାକୁ କେହି ନାହାନ୍ତି , ଖରା ରେ ଛିଡ଼ାହେଇଥିଲ ଛାଇକୁ ଡାକିବା ପାଇଁ ମୋ ମା ନାହିଁ କି ବାପା ନାହିଁ😭😭😭.ସତରେ ପାଉଁଶ ତଳୁ ଉଠି ଆସେ ଲୋ ମାଆ😭😭😭.
💔💔💔😭😭😭😭
Mana dukha na kari
Amiti kichhi Kama kari tanka na rakha
Au khusire ruha
Mora bi maa nahi mu janichhi se dukha 😭🥺😭🥺😭🥺 mu 12 ra heithili mo maa chaligale , kemiti banchichhi taha mu janichhi 🥺😭🥺🙏 bapa pacharu nahanti,nijara kehi nahanti 🥺😭
😭😭😭😭😭😭😭😭😭😭😭😭😭😭😭😭😭😭😭
nijaku kebe eka bhabani bhagaban tama pai sure bahut bada kichi rakhichanti.
really painful 😭😭😭
ମୁଁ ବାରମ୍ବାର ଶୁଣିଲେନି..ଆହୁରି ଶୁଣିବାକୁ ଇଚ୍ଛା ହଉଚି...ସତରେ ବହୁତ ସୁନ୍ଦର ରଚନା ଆଉ singer ଙ୍କୁ ଧନ୍ୟବାଦ ❤
Right bor
ମା ଏମିତି ଗୋଟେ ଶବ୍ଦ ଥରେଡାକି ଦେଲେ ଅଶୁଭ କାମ ବି ଶୁଭ I love you maa❤❤❤❤maa ପାଇଁ ଗୋଟିଏ ଲାଇକ୍ କରିବ
Maa ❤
❤❤❤❤❤❤❤❤❤❤❤❤❤❤❤❤❤❤❤❤😢😢😢😢😢😢😢
😂
😊😊😊😊😊😊
@@MaheswarKhichiri-qe8vh😊😊
ପୃଥିବୀରେ ସବୁଠୁ ସୁନ୍ଦରଶବ୍ଦ ଓ ମୂଲ୍ୟବାନ ସମ୍ପତ୍ତି ହେଉଛି ମା ❤️🙏✨ ମା ବିନା ସାହା ନାହିଁ 🥹
❤😊
😢
I love you bou ❤❤❤❤❤❤
@@bijaykumarnayak9937a
@@badalkaran5019l. Ml
ଭଗବାନ ଦୁନିଆ ର ସବୁ ମା ମାନଙ୍କୁ ଖୁସି ରେ ରଖନ୍ତୁ🙏🙏🙏Love You Maa ❤️🙏🙏🙏
Tq
bahut bada hrudaya bhai❤
@@biswaranjandas2729 Dhanyawad Bhai ❤️
ସେମ ଟୁ ୟୁ
😌😌😌
I miss you 🥺 maa ମୁଁ କେତେ ଅଭାଗିନୀ ମା ସେଥି ପାଇଁ ମୋ ମା ମୋ ପାଖରେ ନାଇ ବହୁତ୍ ଖୋଜେ ମା ତତେ କାହିଁ କି ଚାଡ଼ି ଗଲୁ 😢😢😭😭😭
😢
😂😂😂😂
❤❤❤❤
😭😭😭Same story 😭😭
¹11😊@@rajeshopboy2232
So beautiful voice and very nice song my favourite ☺️☺️☺️☺️ ଆଜି ମୋ ମାଆ ନାହାନ୍ତି କିନ୍ତୁ ଏ ଗୀତ ଶୁଣି ବହୁତ ମନ ଦୁଃଖ ଲାଗିଲା ହୁମନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Miss you 🤣🤣🤣 maa
💔😭
ହୁମନ୍ ଭାଇ ଆଜି ଯୋଉ ଗୀତ ty ତମେ ଗାଇଲ ମୋ ହୃଦୟକୁ ଛୁଇଁଲା ପରି ଗୀତ te ଗାଇଚ
BAS ଆଖି ବୁଝି ଥରେ ଏ SONG SUNILE ଆଖିରେ ଲୁହ ଆସିଯିବ ♥️🥺🥺 POWERFUL SONG ♥️🥺
Thank You 😊💗❤️
True... Mr Deva
Satare yaar mu Kandi pakei li🙏🙏🙏🙏
Right
Bhai aakhi bond koriba darkar nahi maa nahi bhai luho aasijauchi 😭😭😭😭😭😭
ଦୁନିଆର ସବଠାରୁ ବଡ଼ ଯୋଦ୍ଧା ମାଁ
i miss you maa 😭😭😭😭😭😭😭😭
ଏମିତି କିଛି ଅକ୍ଷର ନାହିଁ ବର୍ଣ୍ଣମାଳା ରେ ଯୋଉଟା କି ଗୋଟେ ମା ର ମହତ୍ତ୍ଵ ବର୍ଣ୍ଣନା କରି ପାରିବ......
ମା ମୋର ଜୀବନ । ମୋର ଆଉ କିଛି ସୁଖ ଦରକାର ନାହିଁ ବାସ ସମସ୍ତଙ୍କ ପାଖରେ ତାଙ୍କ ମା ର ଆଶୀର୍ବାଦ ରହି ଥାହୁ । 🙏
Uy
You are luckey bro tumara maa achanti
@@nareshmeher6305 bhai maa Sabubele pakhare Rahichanti auu rahithibe🙏
Jaha pakhare maa achhi ସେମାନେ ବହୁତ୍ lucky .
ଭଗବାନ ମୋ ମା କୁ ମୋ ଠୁଁ ଛଡେଇ ନେଇ କି ସୁଖ ପାଇଲେ।
ଯାହାର ମା ନାହିଁ ତା ଜୀବନଟା ବହୁତ କଷ୍ଟରେ କଷ୍ଟୁଥାଏ କିନ୍ତୁ ମା ଥିଲେ ସବୁ ଅଛି କାରଣ ମା ହେଉଛନ୍ତି ଆଶୀର୍ବାଦର ପାତ୍ରି The life of the one who does not have a mother is very difficult, but if there is a mother, everything is possible because mother is the source of blessings
ବା ବା ବା ରେ କି ଗୀତ ,କି ଲେଖା ଶୁଣି କି ଆଖିଲୁ ଲୁହ ଆସିଗଲା
ବହୁତ୍ ଧନ୍ୟବାଦ୍ ଭାଇ
Love you bou
ବହୁ ଲୋ ବହୁତ୍ ମନେ ପଡ଼ୁଛି ଲୋ
Miss you ବୋଉ
Very very thanks
Recall bro satara bahut sunder lekha hoechi na bro mora ta maa nahe ma ra snaha sradha kan mu janene mu bahut miss karuchi mo maku 😭😭😭😭😭😭😭😭🤣🤣🤣🤣🤣🤣🤣🙏🙏🙏🙏🙏🙏🙏🙏🙏🙏
@@ratikantadas208 I miss tOoooooo 😭😭😭😭😭
Nice👍👍👏👏 🎵song bro🤣🤣madicala
@@ratikantadas208 maa nahni boli kuhani hela tama maa tama pakhare achhi tama Chari pakhare hi achhi
Please semiti bhabani please 🙏🙏🙏🙏 maa kebe bi pua ku chhadi ki jaini ki jibani love you bou ❤️❤️
ଥରେ ଆଖି ବୁଝି କି ମାଆ କୁ ଥରେ ଭାବନା ରଖିକି ଧ୍ୟାନ ଦେଇକି ଭାବ ତମ ମାଆ ତମ ପାଖରେ ଅଛି କି ନାହିଁ କହିବ ତାହା ପରେ ମୋତେ କହିବ ମୁ ଭୁଲ କହୁଛି କି ସତ ଭାଇ ତାହା ପରେ ମୋତେ କହିବ
ଯଦି ଭୁଲ କହିଥିବି ଯଦି ମୋତେ ଗାଳି କରିଲେ ବି ମୁ ସହିବି ହେଲା
Love you bro
ମା ବାପା ମୋ ପାକହରେ ସବୁବେଳେ ହସୁଥାନ୍ତୁ ଭଗବାନଙ୍କୁ ମୋର ଅତିକ ପ୍ରାଥନା ବହୁତ ଭଲ songs human sir ଏ ରଚନା ଜୀଏବି ଲେଖିଛତି ତାଙ୍କୁ ବହୁତ ବହୁତ ଦାନ୍ୟବାଦ 🙏
ଦୁନିଆରେ ସବୁଠାରୁ ବଡ଼ ହେଉଛି ମା❤❤ ଯିଏ ଆମକୁ ସବୁ କଷ୍ଟ ସହି ଏତେ ବଡ କରିଛି ❤❤ଏ ଦୁନିଆରେ ସବୁଠାରୁ ଶୁଦ୍ଧ ଶବ୍ଦ ମା ❤❤ଥରେ ଡାକି ଦେଲେ ଆତ୍ମା ଶାନ୍ତି ହୋଇଯାଏ ❤❤. I love you maa❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
ଦୁନିଆ ର ସବୁଠାରୁ ବଡ଼ ଯୋଦ୍ଧା ମାଆ 🙏🙏🙏🙏
Right
Right
Maa bina sansar kichi nua😭😭😭
Yes❤❤🎉🎉🎉
Duniare Mora kehi nijara nahanti maa tu hi mo Saha bharasa tu mote kebe chadi jibuni
ଭଗବାନ ଦୁନିଆ ରେ ସବୁ ମା ଙ୍କୁ ଖୁସି ରେ ରଖନ୍ତୁ🙏 ମା ....... ❤️ No word to describe about maa 😍
ହେ ଭଗବାନ ତୋତେ କେବଳ ଗୋଟିଏ ଅନୁରୋଧ ମୁଁ ବଞ୍ଚିଥିବା ଯାଏ ମୋ ମା କୁ ମୋଠୁ ଛଡେଇବୁନି🙏🏻
Ma ku jia ଅସରନ୍ତି ମମତା ର ସାଗର ବୋଲି ଭଵୁଛ ତାହେଲେ ମା ପାଇଁ ଗୋଟେ like kara
ଭଗବାନ ସମସ୍ତଙ୍କର ମା କୁ ଖୁସି ରେ ରଖନ୍ତୁ i love you maa 🙏🙏🙏🙏
ଯିଏ ବାପା ମା କୁ ପଚାରୁ ନାହିଁ ସେ ମଣିଷ ନାହିଁ love you maa❣️
ଅତି ହୃଦୟ ସ୍ପର୍ଶୀ ଭଜନ ପ୍ରଭୁଙ୍କ କେତେ ରୂପ କୋଟି କୋଟି ପ୍ରଣାମ ତୁମ ପାଦ ତଳେ
ଯାହାର ମା ନାହିଁ ସେହି ଏଈ ଗିତ ଶୁଣିଲେ ତା ଆଖିରୁ ଲୁହ ଆସିଯିବ ... 😭😭😭😭😭😭😭miss you loo bou😭😭😭😭😭😭
Right bro
@@lipsabeheradeepa5903 😭😭
Hnn Bhai tik Katha kahila my all time favorite
Right
😭😭😭
ଗୀତ ସୁଣିକି ଆଖି ରୁ ଲୁହ ଆସିଗଲା । ବହୁତ ସୁନ୍ଦର ଗୀତ 🙏🙏🙏🙏🙏
😭
Really bhai
🎉❤😂😢😮😅😊sahiasihi
Ha mo bhai
M i. Love you. Ma
ଦୁନିଆରେ ଯାହାର ମା ନାହିଁ ସିଏ ଜାଣିଛି ଜୀବନ ଟା କେତେ କଷ୍ଟ l miss you bou
Ryt
🥹😥
Bahut kasta mu januchi
❤❤😢😢😢Maa
I Feel Ur Pain Bruh😢😢😢
I love you maa Sir A song Dil re bajila 😢 Maa amoku kete duka kasta Sai duniya re anila ... I love you maa ❤❤❤
❤ ମା ❤କେବେ ପୁର ରାତି ସାରା ଚେଇକି ମତେ ତୋ କୋଳରେ ଶୁଆଇଛୁ ❤ ତ କେବେ ପୁଣି ବାପା କ ଗାଳିରୁ ମତେ ତୁହିଁ ତ ବଞେଇଛୁ ମା ❤❤ ମା ପରି ଆଉ କିଏ ହଭ ❤❤❤
Fgzhu6
Nlamguzh😢😅😮🎉😂❤
ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମୋ ମାଆ 👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️
❤️❤️❤️❤️❤️❤️
Mother is great
I love Bhai so you respect maa
❤❤❤❤❤❤❤❤❤❤❤❤❤❤❤❤❤❤❤ love you too 😘😘😘😘😘😘 😘😘😘😘😘😘😘😘
🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
ତୋ ହାତ ମୋ ମଥାରେ ରହିଥିଲେ
ପାଦ ଧୁଳି ତୋର ନଉଥିଲେ
ମୁଁ କିଛି ଖୋଜିବିନି
ମା ତୋ ବିନା ମୁଁ ରହିପାରିବିନି ❤
Heart touching lines
❤😂😂😂😂 1:52
@@anupriya6583Hii😊
@@kumarmanash3046hasuchu kn be
Mo jiban mo maa mu ta Bina Rahi pari bini I love my mother he prbhu shree ganesh Mora jaha hau hele mo ma ku sabu bele bhala re au khusire rakha❤ bou 💕
ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମାଆ ❤🙏
Right
Wahh bhai what a line 😍😍😍
Ryt 🙏
What a line bro 🥺 Sata katha kahila bhai pura 🙂🥺
@@As_swapna I love you
ମାଆ ପରି ଶବ୍ଦ ଦୁନିଆ ରେ କିଛି ବି ନାହିଁ...love❤❤❤ you maa..🙏🙏🙏🙏.
A
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤a❤❤❤❤❤❤❤❤m😂😂😂😂😂😂😂😂😂😂😂😂😂😂😂😂😂😂😂 2:32
❤❤❤❤❤❤❤❤❤❤❤❤❤❤❤❤❤❤mmmm😂😂😂😂😂😂😂😂😂😂😂😂😂😂😂😂ammm 3:09
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂😂😂😂😂😂😂😂mmmm 3:36
Monalisha❤❤❤❤❤❤❤❤❤❤sonu❤❤❤❤❤❤❤
ଦୁନିଆରେ ସବୁଠାରୁ ବଡ଼ ଭଗବାନ ହେଲା ମା ଯାହା ପାଖରେ ମା ନାହିଁ ସେଇ ମାନେ ହିଁ ମା ର ମୂଲ୍ୟ ଜାଣିଛନ୍ତି ମା ପାଇଁ ଗୋଟେ like କର ❤❤❤
Mor maa nahi 😢😢😢😢😢
@@PriyankaSahoo-fl2mq ମନ ଦୁଃଖ କରନି ତମ ସାଙ୍ଗରେ ଭଗବାନ ଅଛନ୍ତି
ମୋ ମା ବାପା କେହି ବି ନାହଁନ୍ତି 😭
ମୁଁ ଛଅ ବର୍ଷର ହେଇଥିଲି ମା ଶବ୍ଦ କହିବା ବନ୍ଦ ହୋଇଗଲା
ମରିବା ପାଇଁ ଅନେକ ବାଟ ଅଛି.........
କିନ୍ତୁ
ବଞ୍ଚିବା ପାଇଁ କେବଳ ଗୋଟିଏ ବାଟ ମା........❤❤❤
ପ୍ରକୃତରେ ଦୁନିଆରେ ଯଦି କିଏ ଆମକୁ ତା ନିଜ ଠାରୁ ଭଲ ପାଏ ସେ ହେଉଛି ମାଆ ❤ଏଇ ଗୀତ କୁ ମୁଁ ଯେତେଥର ଶୁଣୁଛି ସେତେଥର ନୂଆ ଲାଗୁଛି ❤
Love you Maa ❤
Chrnud
No Bro sabu maa eka pari nuhanti gote gote maa achanti nija chua ra echa re sukha re dukha re samil huanti but mo bhagyare semiti kichi nai mo maa mo pakhare thae na thila pari mote jama vala paunahanti mu pure eka ae Dunia re khali mu jaha Ku vala pauchi se eka mo saha achi
Satare mu ehi heart touching song sunile mate bahut Kanda Lage aji mu janili duni re kie jadi mate vala pae se hauchi mo maa❤❤❤❤
Satare maa tharu dunia re bada kehibi nahanti
ଯିଏ ନିଜ ମାଙ୍କୁ ବହୁତ୍ ଭଲ ପାଉଥିବ ଆଉ ଆଜି ତାଙ୍କ ମାଆ ତାଙ୍କ ପାଖରେ ନାଇ ସେମାନେ ହିଁ ଆଜି ଏହି ଗୀତ ଶୁଣି ବହୁତ ମନ ଦୁଃଖ କରୁଥିବେ Jay Jagannath 🙏
Sata Katha mo Bhai 😔😔😔😔
Right bro
Mo maa aji mo pakhare nahi
🙏🙏🙏🙏
🙏🙏🙏🙏
Bhai mo maa nai ee duniyare 5 barsa helani mu kemiti banchi maa bina mu hi janichi kete kasta maaa bina banchiba prati muhartare mo maa mote mane paduchi. Bhai jahara b maa achi mora etiki anurodha maa ku kebe b kasta dabni 🙏🙏🙏🙏
ଭାଇ କନ୍ଦେଇ ଦେଲ l ବଢିଆ ଗୀତ ବନେଇଛ ଭାଇ l ହ୍ୟୁମାନ ସାଗର ଭାଇ ଏ ଭଳିଆ ଗୀତ ଗାଇଲେ ଶୁଣିବାକୁ ଭଲ ଲାଗୁଛି l ଭାଇ ଆଗକୁ ଆଉ ଭଲ ଗୀତ ବାନାଅ l ସମସ୍ତଙ୍କ ମା' ଭଲରେ ରୁହନ୍ତୁ l
I love you maa
Bhala kaichha😭😭😭😭😭😭😭👍👍👍👍👍👍
Really yaar mom k age toh bhagwan b kuch nhi hai
Miss u Bou 😢😢. ମୁଁ ତୁମ ଠାରେ ସବୁଦିନ ପାଇଁ ଚୀର ଋଣି । ହଠାତ୍ ମ ଠାରୁ ଚାଲିଗଲ । ବହୁତ କଷ୍ଟ ଲାଗୁଛି ବୋଉ । ବହୁତ ମନେ ପଡୁଛ ।
Mo bau bi mo pakhare hataat dine ma tharu chali gale😭😭😭😭😭mu bi mo bauku bahut vhala pae😭😭😭 miss u...bau❤❤
Bhagwan Dunia ra sabu maa nku khusi re rakhantu love you so much maa❤️
❤❤
Mo maa nahi marijaichi 😢😢😢😭😭😭😭
@@AvayaSenapati-vg6nu❤
@@kanhamohapatra8890😔😔
Woow God bless you human Sagar ...Prabhu tamaku 1000 barsa ayush diontu odisa pain.......
ମା' ଠାରୁ ପବିତ୍ର ଶବ୍ଦ ଦୁନିଆ ରେ ନାହିଁ ....ଆମକୁ ଅନ୍ଧାର ଦୁନିଆ ରୁ ଆଲୋକ ଦେଖେଇଚି ଆମ ମା ...ସତରେ ମା ତୁ ଏତେ ମହାନ ଯେ ତୋର ତୁଳନା ନାହିଁ...Love u Bou..😘😘 ❤️❤️❤️
Right
For all evergreen mothers... 🥺🙏
ମା ଏମିତି ଗୋଟେ ସବଦ ଜାହା ଏକ ଭଲପାଇବା ର ଅସରନ୍ତି ଭନ୍ଡାର ତେଣୁ ଜୋଉ ଭଲପାଇବା ଆମେ ଆମ ମା ଠୁ ପାଇବା ନା ଆଉ କାହା ଠୁ ବି ପାଇବା ନାହିଁ 🥺🙏❤
So plz respect to all mothers... 🥰🥺
Love u maa🙏🥺❤
ଏଇ ଗୀତ ଶୁଣି ମୁଁ ମୋ ମା ଙ୍କୁ ମନେ ପଡୁଛି i am very sad my mother is death and bike accident my village. Thanks music director and producer and lyrics and my best singer ବହୁତ ଦିନ ପରେ ମା ଙ୍କୁ ମନେ ପକାଇ ପାଇଁ producer god bless you ଶୁଣି ବହୁତ ଭଲ ଲାଗୁଛି।
😭😭
😔
😭😭😭😭😭
Oh god.
😭😭😭😭😭
ଗୀତ ଶୁଣିବା ମାତ୍ରେ ହିଁ ଆଖିରୁ ଲୁହ ବହାରିଆସେ 😢😢 ଏମିତି ଏ ସମ୍ପର୍କ ମା ତୋ ସହ ❤
Maa pain gote like kara ❤
ଦୁନିଆର ସବୁଠାରୁ ଅଧିକ ମୂଲ୍ୟବାନ ରତ୍ନ ହେଉଛି ମାଆ❤️❤️
Hmm
@krushnachandraPal-zo6lj😊
Are bapa ku b to misao😢😢
I❤u mo maa
I love you maaa 💝
ଏ ଗୀତ ମୋ ମନ କୁ ଛୁଇଁଲା❤️❤️❤️I love maa🙏🙏🙏🙏🙏
A SONG EYE'S CLOSE KARIKI SUNILE AMITI GOTE FEEL ASE MU ATE THARA SUNI SARI LINI HELE KEBE V EXPLAIN KARI PARI NI....A SONG KICHHI TA ACHHI A SONG RA MUSIC HI AMITI JE AKHIRU LUHA ASI JAYE SATARE BAHUT BAHUT POWERFUL SONG ATA🌸🌸🌸🌸
😊😊😊
ଏହି ଗୀତ ଟି ଯିଏ ଶୁଣିବ ତା ଆଖିରେ ଲୁହ ଆସି ଯିବ ❤😢😢😢
Jete thara sunuchhi sete thar kanduchi😭
Viggl
ହଁ ଠିକ୍ କହିଲେ 😭😭
ପୃଥିବୀରେ ସବୁଠୁ ସୁନ୍ଦର ଶଦ୍ଧ ହେଉଛି ମା 🙏🙏❤️❤️❤️
ମା ପରା ଗୋଟେ ଏମିତି ଶବ୍ଦ ଯାହା ବିନା ସାରା ଦୁନିଆ ଷ୍ଟବ୍ଦ 🥰❤️🙏🫡😘
ମାଆ ସବୁଠାରୁ ଦୁନିଆରୂ ବଢଖୁସି❤❤❤❤💜💜💜💝💝💝🧚♀️🧚♀️💌👄💚💛👑👑💜👩👧👩👧👩👧👩👧👩👧👩👧👩👧😍😍i love youmama
I love you maa very nice song
Maa ta pade koti pranaam
🙏🙏
❤️❤️Mo maa nathile gote dina mu rahi paribini 😭😭 love you maa ❤️❤️❤️
Ma. ilovu. 2
ଏ ପୃଥିବୀରେ ମା ପରି ଚଳନ୍ତି ଠାକୁର ମିଳିଵ ନାହିଁ ଏ ଦୁନିଆରେ ମା କୁ ଉପଯୁକ୍ତ ସମ୍ମାନ ମିଳୁ ନାହିଁ ମା କୁ କେବେବି ଭୁଲି ପାରିବି ନାହିଁ
Bohut bohut thankful to human Sagar se nijo luho ku 😢 kete control kori ae gito gaithibe, mu jete thoro sunuchhi sethiki thoro Moro luho bohuchhi 😢😢😢😢
❤ u maa
every year.......
every month......
every week.......
every day........
every time.......
every hour ......
every minute.......
every second.......
every moment......
Maa is our life❤
❤
❤
👏👏👏👏👏
Maa so sweet
ଖାଲି ମାଆ ଯାହାର ନାହିଁ ତା ଆଖି ରୁ ନୁହୋ ଯାହାର ମାଆ ଅଛି ତା ର ଆଖି ରୁ ବି ଲୁହ ଆସି ଯିବ ❤❤❤
👍👍👍😔😔
Right kahicha bhai❤😢😊
Ate Dina pare gote maaa upare gita suniki bahut khusi lagila ❤❤❤❤
❤❤❤❤❤❤
Cia gotea loka jia sabu belea ama sath daithae ...........❤cia hi amaku a dunia ku anichi .............tara kn haigalea ame banchi paribani .......... love you mama💞
ନା ମୋ ପାଖରେ ମୋ ମା ଅଛି ନା ମୋ ପାପା ଅଛନ୍ତି 😭😭
Apananka pakhare vagaban achnti
😢😢
😭😭😭
anatha ra natha se jagannnatha kaliaa thakura achanti para 🥺🙏⭕‼️⭕
ଏହି ଗୀତ ହୃଦୟକୁ ଛୁଇଁଛି ବହୁତ ଭଲ ହୋଇଛି ଏମିତି ଗୀତ ଆହୁରି ହେବା ଦରକାର
ଦୁନିଆରେ ମା ଠାରୁ ବଡ କିଛି ସୃଷ୍ଟି ନାହିଁ, ସେ ଭଗବାନ କୁ ମଧ୍ୟ ଜନ୍ମ ଦେଇଛି। ମୋ ଜିବନ ମା ରୁ ସୃଷ୍ଟି ମା ରେ ଶେଷ। ବହୁତ ବଢିଆ ଗୀତ ଆହୁରି ଏମିତି ଗୀତ ବାହାର କର ହୁମାନ ଦାଦା🙏👑💐।
A song suniki shouts dukha lagila a song award deba katha❤❤❤❤ mara mining achi a song re🎉🎉🎉🎉
🙏🙏ଆଜି ପବିତ୍ର ମାତୃ ଦିବସର ଅଭିନନ୍ଦନ 🙏🙏ଯାହାର ମା ଅଛି ତାର ସବୁ କିଛି ଅଛି ଆଉ କିଛି ଦରକାର ନାହିଁ ଜିବନରେ 🙏🙏ଓମ ନମଃ ଶିବାୟ ଜୟ ମା ପାର୍ବତୀ 🙏🙏ମୋର ଏତିକି ପାର୍ଥନା ହେ ପ୍ରଭୁ ସାରା ଜୀବନ ପାଇଁ ମୋ ମା କୁ ଖୁସିରେ ରଖ 🙏🙏🙏
ଅଭିନନ୍ଦନ ମାତୃପ୍ରସାଦ (ହାପି)। ତୋ ଚଲାପଥ କୁସୁମିତ ହେଉ 💐💐💐
He maa to bina pura adha mu maa tate kebhe v chhadi ki jaiparibini❤❤❤❤❤❤❤❤😢
ଦୁନିଆ ର ସବୁଠାରୁ ଭଲ ଗୀତ ❤️❤️❤️❤️
Ha bhahuta bhala song
ମା ଡାକରେ ଅମୃତ ଝରେ ❤
ମୋ ମା କୁ ଭଗବାନ ତାକୁ ସବବେଳେ ଖୁସି ରେ ରଖ ମୁ ଆଗେ ଚାଲିଯାଏ ମୋ ପାଖରେ ମା ସବୁବେଳେ ରହୁଥାଉ 💛♥️💚🙏🙏🙏
Right
ମା ଏମିତି ଗୋଟେ ଶବ୍ଦ ଥରେ ଡାକି ଦେଲେ ଅଶୁଭ କାମ ବି ଶୁଭହେଇଯାଏ I love you bou❤️❤️❤️I miss you 😭😔
ବହୁତ ସୁନ୍ଦର ଗୀତ ଆଖିରୁ ଲୁହ ଆସିଯାଉଛି ଶୁଣିଲେ.
My favorite song ବାରମ୍ବାର ଶୁଣିବାକୁ ଇଛା ହେଉଛି ❤❤❤😭😭😭❤❤❤🙏🙏🙏
'ମାଁ' ଶବ୍ଦ ର କୌଣସି ବିକଳ୍ପ ନାହିଁ ❤
ହୃଦୟସ୍ପର୍ଶୀ ଗୀତ।ଆଖିରୁ ଲୁହ ଆସିଯିବ ନିଶ୍ଚୟ।ମା ଦୁନିଆର ସବୁଠୁ ଛୋଟ ଶବ୍ଦ ଏବଂ ମିଠା ଶବ୍ଦ।
Hue ta mo pakhare paisa nahi
Hele mo maa bapa bhai mo pakhare achhanti 😌😌
I love you Maa...
I love you Baba...
Love you bau 😂😂😂😂😂ଏଇ ଗିତ ସୁଣିଲା ପରେ ମତେ କାନ୍ଦଲାଗିଲା ସମସ୍ତ ମା ମାନିକୁ ଭଲ ରେ ରଖନ୍ତୁ 😂 Jay Jagannath 🙏🙏🙏🙏
Tahele hasucha kahiki
@@sigmamale7720se aitaku sad emoji ଭାବୁଚି ବୋଧେ
ଦୁନିଆ ରେ ମାଠୁ ବଡ଼ କେହି ନାହିଁ ❤❤❤
ମୋ ବୋଉ ଦୁନିଆର ସବୁଠୁ ବଡ଼ ଶବ୍ଦ ଈ ଲୋଭ ୟୁ ଲୋ ମୋ ବୋଉ 🫶🫶🫶🫶🫶🫶🫶🫶🫶😘😘😘😘❤️❤️❤️❤️❤️❤️❤️❤️❤️❤️❤️❤️
ମୋର ବୋଉ ନାହିଁ 😭😓 ଏହି ଗୀତ ଟିକୁ ମୁଁ ସବୁବେଳେ ସୋଇଲା ବେଳେ ଶୁଣିକି ମୋ ବୋଉ କଥା ଭାବିକି ବହୁତ କାନ୍ଦେ😭😭😓
ମା ପାଇଁ ଗୀତ ଗାଇଥିବାରୁ ଧନ୍ୟବାଦ❤❤❤❤❤
Ae song ti suni Mo akhiru luho asigala..... very nice song sir ..❤️❤️❤️❤️❤️lots of love from Balasore Odisha ❤️👍
😂😂😂😂😂😂😂😂😂😂😂😂😂😂😂😂
ଜନ୍ମ ପରେ ଶିଶୁ ପ୍ରଥମେ କହିଥିବା ଶବ୍ଦ ମାଆ। ଯିଏ ଶିଶୁର ହାତ ଧରି ଅନ୍ଧାର ରୁ ଆଲୁଅ କୁ ନେଇଯାଏ।
🎉😊❤
Bhala samaya re samaste sath debe kintu kharap samaya re kebala maa baba sath debe ta chada duniya sabu michha❤❤❤❤❤❤
ମାଆ ବାପା ଆଉ a ଦୁନିଆ ରେ କାହାକୁ ବି କେବେ ଦୁଃଖ ଦିଅନି ଯେତିକି ଦିନ ବଞ୍ଚିବା ସମସ୍ତଙ୍କୁ ଖୁସିରେ କଥା କୁହ ।।
ଆଉ ଖୁସି ଦିଅ ।।।
ମାଆ ବାପା ବଞ୍ଚିଥିବା ଅବସ୍ଥାରେ ସବୁ ଖୁସି ଦିଅ ତାଙ୍କୁ ମଲା ପରେ ବଡ଼ ଭୋଜି ଦବାରେ କିଛି ଫାଇଦା ନଥାଏ 😢😢😢😢
Bhagwan sabu maa nku khushi re rakhantu 🥰❤️😢🙏🏻🙏🏻🙏🏻
Saaatare ki ❤
Haaau tomee kahiloo Abbee samastee Rakhibee 🥰🥰🥰🥰
ପ୍ରକୁତରେ ଦୁନିଆରେ ଯଦି କିଏ ଆମକୁ ତା ନିଜ ଠାରୁ ଭଲ ପାଏ ସେ ହେଉଛି ସତରେ ଏ ଗୀତ ମନ କୁ ଛୁଇଁ ଗଲା ❤❤❤❤
I ❤you maa😢😢😢😢😢 satara jahara maa nahi taku a song sunila bahuta kastha laguthiba realy miss you maa ku kaba kasta dabini mo bhai and sister manaku kahuchi kahiki na aji kali pua and girl mana maa mana ku bahuta kasta dauchanti
So sad
Loveyou maa
ହଁ ବହୁତ କାନ୍ଦେ ମୁଁ ଏ ଗୀତ ଶୁଣି ମା ତୋ ବିନା ମୁଁ ରହିପାରୁନି 😭😭😭😭😭
Right
Mora maa nahi 🤣satare eyi Gita sunile luha ASu chi🥲
I love you maa bapa 🙏🥺🥺😭😭😭🥹🥲😢😥
Jebe be aa song ta jia be subiba se emotional na hei rahiparebani😢... Love you mummy 💕😘
No words to saying about this Song.Mother is precious Gift From God.Love U Maa❤
Dunia ka sabse bada youdha maa he❤❤❤❤❤❤