TU JADI NA DEKHIBU MORO ACHI KIE || SATYAJIT PRADHAN || JAGANATH BHAJANA || KHITISH & RASHMI ||

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 866

  • @SatyajeetPradhanOfficial
    @SatyajeetPradhanOfficial ปีที่แล้ว +167

    So heart touching 💐. Thank you for making me a part of this beautiful song ❤️🙏😇 Jay Shree Jagannath 🙏

    • @a1creativesstudio
      @a1creativesstudio ปีที่แล้ว +18

      Bhai bahut sundar heichi💐🙏

    • @nareshbiswal595
      @nareshbiswal595 ปีที่แล้ว +11

      ​@@a1creativesstudio😊😊

    • @niharikasahoo8877
      @niharikasahoo8877 ปีที่แล้ว +7

      Patel sir u r great person in the world 🌍🌍🌍

    • @premachandajyotish4756
      @premachandajyotish4756 ปีที่แล้ว +5

      ପଟେଲ ସାର ଜଣେ ଭଗବାନ. ତାଙ୍କ ଭଳି ଜଣେ ନି ସ୍ୱାର୍ଥପର ସେବକ ଦୁନିଆରେ ଆଉ କେହି ନୁହଁନ୍ତି🙏🙏🙏

    • @GhantibaOdisha
      @GhantibaOdisha ปีที่แล้ว +5

      Bahut sundr heichi 🙏😭😭😪😪😪

  • @sony7883
    @sony7883 ปีที่แล้ว +98

    ସାର୍ ଆପଣ ଜଣେ ଆମ କଣିହାଁ ଅଞ୍ଚଳ ବାସୀଙ୍କ ପାଇଁ ଭଗବାନ ଏବଂ ମୋ ପାଇଁ ବି ଭଗବାନ ସମାନ 🙏🙏ଅତି ସୁନ୍ଦର୍ ପଟେଲ ସାର୍❤❤❤ପଟେଲ ସାର୍ ଙ୍କୁ କିଏ କିଏ ଭଲ ପାଅ like ଟେ ହଉ👍

  • @sushantanayak4646
    @sushantanayak4646 ปีที่แล้ว +32

    ମୁଁ ସବୁବେଳେ ଜଗନ୍ନାଥଙ୍କ ଭଜନ ଶୁଣେ । ବହୁ ନୂଆ ନୂଆ କଣ୍ଠ ଶିଳ୍ପୀ ଓ ନୂଆ ନୂଆ ପ୍ରତ୍ୟେକ ଭଜନ ଶୁଣିବା ରେ ମୁଁ ଆନନ୍ଦ ଅନୁଭବ କରେ ।ସେହି କ୍ରମରେ ଆଜି ଏହି ଭଜନ ଶୁଣିବା ମାତ୍ରେ ମୋ ଆନନ୍ଦ ଦ୍ଵିଗୁଣ ହୋଇଗଲା ।ଏହି ଭଜନ ର କଣ୍ଠଶିଳ୍ପୀ, ଲେଖକ, ନିର୍ଦ୍ଦେଶକ, ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜୟ ଜଗନ୍ନାଥ।

  • @pareeraajriyanexpress
    @pareeraajriyanexpress ปีที่แล้ว +30

    Proud of you ସୁମନ୍ତ sir
    Always lovable person
    ରୋଗୀ ଙ୍କ ସେବା ଠାରୁ ଆରମ୍ଭ କରି, କଣିହାଁ ଗୋଷ୍ଠୀ ଚିକିତ୍ସାଳୟ ର ପରିବେଶ କୁ ବଦଳେଇ ଦେଇଥିବା ତଥା କଣିହାଁ ବାସୀ ଙ୍କ ବହୁତ ପ୍ରିୟ ଡାକ୍ତର
    ସୁମନ୍ତ ସାର୍ ❤❤❤ Proud of you Sir

  • @bijaya_arts
    @bijaya_arts ปีที่แล้ว +122

    ଶେଷରେ ଦେଖିଲି ଜଣେ ମାନବ ରୁପି ଭଗବାନ ଆଉ ଜଣେ ଜଗତ ବ୍ୟାପି , ଜଗତ କର୍ତ୍ତା ଙ୍କ ପ୍ରତିମୂର୍ତ୍ତି ଙ୍କୁ ଧରିଛନ୍ତି । ପଟେଲ ସାର୍ ଆପଣଙ୍କୁ କୋଟି କୋଟି ନମନ୍

  • @diptimayeepradhan7520
    @diptimayeepradhan7520 ปีที่แล้ว +26

    🙏 ସୁନ୍ଦର ଅଭିନୟ ପଟେଲ ସାର, ଆପଣ ବି ଜୀବନ୍ତ ଭଗବାନ ଆମ ପାଇଁ ସାର ଆପଣଙ୍କୁ ଆମ ସମସ୍ତଙ୍କ ଆୟୁଷ ଲାଗିଯାଉ , ଭଲ ଲାଗିଲା ଆପଣଙ୍କୁ କଟି 🙏 ଜୟ ଜଗନ୍ନାଥ🙏

  • @niharikasahoo8877
    @niharikasahoo8877 ปีที่แล้ว +21

    ପଟେଲ୍ ସାର୍ ଜଣେ ଜିଅନ୍ତା ଭଗବାନ 🙏 ଅତି ସୁନ୍ଦର ଅନଭିନୟ ସାର୍ ❤ ଅତି ଲୋଭନୀୟ ଜଗନ୍ନାଥ ଙ୍କ ଭଜନ ଟି🤗

  • @NiranjanMohapatra-cz9ig
    @NiranjanMohapatra-cz9ig ปีที่แล้ว +11

    ବହୁତ ଦିନ ପରେ ଏମିତି ଗିତଟିଏ ଶୁଣିଲି ଯାହା କି ମୋ ହୃଦୟ କୁ କଷ୍ଟ ଲାଗିଲା ଭଳିଆ ଗୀତ ଟିଏ ଶୁଣିବାକୁ ପାଇଲି thanks 👍 ଭାଇ thanks 👍🙏🙏🙏 e

  • @arabindanayak2415
    @arabindanayak2415 ปีที่แล้ว +130

    ସତ୍ୟଜିତ ତୁମେତ ମୋ ସାନ ଭାଇ ପରି, ତୁମକୁ ଗୋଟିଏ ଅନୁରୋଧ, ତୁମର ପରବର୍ତ୍ତୀ ଭଜନ ପାଇଁ ଅଭିନୟ ପାଇଁ କହିବ। ମୁଁ ତୁମର ସେଇ ବୃଦୟସ୍ପର୍ଶୀ ଭଜନ ପାଇଁ ଅଭିନୟ କରିବାକୁ ଚାହେଁ।

  • @subhacreation.7552
    @subhacreation.7552 ปีที่แล้ว +7

    Awsm💖heart touching vdo😭😭🙏🏻🙏🏻ଜୟ ଜୟ ଜଗନ୍ନାଥ 🙏🏻⭕️🌹⭕️🙏🏻ହେ ପ୍ରଭୁ ତୁମେ କେତେ କରୁଣା ମୟ 🙏🏻🙏🏻ତୁମ ପାଦ ତଳେ ମୋର ଅଶେଷ କୋଟି ପ୍ରଣାମ 🙏🏻🙏🏻🌹🌹🙏🏻🙏🏻

  • @bou8345
    @bou8345 10 หลายเดือนก่อน +15

    ଯେତେବେଳେ ମନ ର ବିଶ୍ୱାସ ଭାଙ୍ଗି ଯାଉଛି ତୁମ ଠୁ ବିଶ୍ୱାସ ଉଠି ଯାଉଛି ସେତେବେଳେ ଏହି ଗୀତ ଶୁଣିଲେ ପୁଣି ଥରେ ମନ କହେ ଭାଙ୍ଗି ପଡିଲେ କିଛି ହବନି ତ ଉପରେ ବିଶ୍ୱାସ ରଖ ସେ ସବୁ ଠିକ କରିଦେବ

    • @SP_ENTERTAINMENT_official
      @SP_ENTERTAINMENT_official  10 หลายเดือนก่อน +1

      Very nice

    • @pintusahu195
      @pintusahu195 4 หลายเดือนก่อน +1

      ଯେତେ ବେଳେ ସବୁ ଦୁରେଇ ଯାଆନ୍ତି.. ସେତେ ବେଳେ.. କାଳିଆ ଦୁଆର ଖୁଲା.....

  • @rajunaikrajunaik6088
    @rajunaikrajunaik6088 ปีที่แล้ว +13

    ଭାଇ ଗୀତଟା ପୁରା ହୃଦୟକୁ ଛୁଇଁ ଗଲା 💐🙏🙏🙏

  • @NewblockAjay7882
    @NewblockAjay7882 8 หลายเดือนก่อน +48

    ମୁହା ପ୍ରଭୁ ଜଗନ୍ନାଥଙ୍କର ଗୀତ ସୁନି ବାକୁ ଭଲ ଲାଗୁଥିଲେ ଲାଇକ କରନ୍ତୁ ଜୟ ଜଗନ୍ନାଥ ❤🚩⭕‼️⭕

  • @kumarshree3949
    @kumarshree3949 ปีที่แล้ว +23

    ଏବେ sir ଙ୍କ ପାଖକୁ ଯାଇଥିଲି ତାଙ୍କ ଅଫିସ ରେ ଏ ପୋଷ୍ଟର ଦେଖିବାକୁ ପାଇଲି ବହୁତ୍ ସୁନ୍ଦର ଗୀତ କରିଛନ୍ତି Sir ଚମତ୍କାର ଅଭିନୟ sir 🙏

  • @malayaranjanpani
    @malayaranjanpani ปีที่แล้ว +4

    କାଳିଆ ସବୁବେଳେ ଆପଣଙ୍କ ସାଥୀ ରେ ଅଛନ୍ତି sir . କଣିହାଁ ଅଞ୍ଚଳ ଆପଣଙ୍କ ପାଇଁ ଗର୍ବିତ 😊

  • @sguru708
    @sguru708 ปีที่แล้ว +16

    ସତରେ ଏ ଗୀତ ହୃଦୟସ୍ପର୍ଶି। ଆଖିରେ ଲୁହ ଆସିଗଲା।ସବୁ ସେହି ଜଗନ୍ନାଥଙ୍କ ଲୀଳା।🙏🙏🙏 ଜୟ ଜଗନ୍ନାଥ।

  • @subratvlogs7533
    @subratvlogs7533 ปีที่แล้ว +25

    ସତରେ ଆଖିରେ ଲୁହ ଚାଲିଆସିଲା ବହୁତ ସୁନ୍ଦର ହୋଇଛି❤🙏ଜୟ ଜଗନ୍ନାଥ❤

  • @anadijagadala754
    @anadijagadala754 ปีที่แล้ว +10

    କିପରି ଧନ୍ଯବାଦ କହିବି ମୋ ପାଖରେ ଶବ୍ଦ ନାହିଁ ସତ କହୁଛି ଆଖିରୁ ଲୁହ ଗଡ଼ାଇ ଦେଲା ଗିତଟି😂

  • @mantuproduction827
    @mantuproduction827 ปีที่แล้ว +3

    ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି ପଟେଲ୍ sir ଆଉ ଷ୍ଟୋରୀ ବହୁତ୍ ଭଲ ହୋଇଛି ଆଖିରୁ ଲୁହ ଆସିଗଲା

  • @RudraOdiyaShayari3906
    @RudraOdiyaShayari3906 ปีที่แล้ว +4

    ଜୟ ଜଗନ୍ନାଥ 🙏🏻🙏🏻😭
    ପଞ୍ଚାନନ ନାୟକ ସାର 🙏🏻😭
    ପ୍ରଫୁଲ୍ଲ ବେହେରା ସାର 🙏🏻😭
    ସତ୍ୟଜିତ ଭାଇ 💞❤👌
    ଧନ୍ୟବାଦ SP ENTERTAINMENT ❤🙏🏻

  • @surathanaik1169
    @surathanaik1169 ปีที่แล้ว +9

    ଆପଣ ଜଣେ ଭଲ ଡାକ୍ତର ତା ସହିତ ଅଭିନୟ ବହୁତ ସୁନ୍ଦର କରୁଛନ୍ତି

  • @KIKIKAM
    @KIKIKAM ปีที่แล้ว +3

    Papaaa mast acting karicha🥰😆 Jai
    Jagannath🙏🏻🙏🏻🙏🏻

  • @Dilkibaatmotivekesaath
    @Dilkibaatmotivekesaath ปีที่แล้ว +1

    ସତରେ ପଞ୍ଚାନନ ନାୟକ sir 🙏🙏🙏 ଆପଣଙ୍କ ଲେଖାରେ ଗୋଟେ ଦରଦୀ ଦୁଃଖୀ ଦରିଦ୍ର ଲୋକ ର ଜୀବନ କାହାଣୀ ବାରି ହେଇ ପଡେ ସେଇଥି ପାଇଁ ଆପଣ ସବୁବେଳେ ଆମ ହୃଦୟରେ ଜାଗା କରି ରହିଛନ୍ତି 🙏🙏🙏🙏🙏

  • @SBKcreations
    @SBKcreations 10 ชั่วโมงที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ

  • @gopalkrishnaofficial54
    @gopalkrishnaofficial54 11 หลายเดือนก่อน +1

    ଆଖିରୁ ଲୁହ ଆପେ ଆପେ ବୋହି ଆସିଲା ହେ ଜଗତ କର୍ତ୍ତା ହେ ବିଶ୍ଵ ବିହାରୀ 🙏🏻 ସତରେ ସାର୍ ଆପଣଙ୍କ ଲେଖା ଅତି ସୁନ୍ଦର ଏବଂ ସତ୍ୟଜିତ ଭାଇ ଙ୍କ କଣ୍ଠ 🙏🏻

  • @jubinnautiyalsong2927
    @jubinnautiyalsong2927 2 หลายเดือนก่อน +3

    ସୁନ୍ଦର ଅଭିନୟ ସାର୍ ❤ ସତରେ ଆପଣ ଆମପାଇଁ ସେଇ ଜଗନ୍ନାଥ 🙏

  • @bhupendrapradhan7821
    @bhupendrapradhan7821 ปีที่แล้ว +19

    Heart touching story❤❤❤ ...Always believe in lord jagannath🙏🙏🙏🙏 patel sir it was super acting ❤❤❤ Proud of you

  • @supriyabehera6873
    @supriyabehera6873 10 หลายเดือนก่อน +1

    ସାର୍ ଆପଣ ଭଲ ଅଭିନୟ କରିଛନ୍ତି❤❤

  • @babitaswain6552
    @babitaswain6552 หลายเดือนก่อน +1

    ଭଜନ ସହିତ ଅଭିନୟ ଦେଖି ମୋ ଆଖିରୁ ଲୁହ ଝରି ପଡିଲା. ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🏻🙏🏻🙏🏻🙏🏻

  • @kanakalatamallick
    @kanakalatamallick ปีที่แล้ว +1

    ସତରେ ବହୁତ ସୁନ୍ଦର ହେଇଛି 🙏🙏 ମୋତେ ତ ଦେଖିକି ସତରେ ଆଖିରୁ ପାଣି ବାହାରି ଗଲା ଜୟ ଜଗନ୍ନାଥ 🙏🙏

  • @trilochangochhi7133
    @trilochangochhi7133 ปีที่แล้ว +2

    ସତରେ sir ଆପଣଙ୍କ ଏମିତି ଗୋଟେ ଗୋଟେ ଗୀତ ପୁରା ହୃଦୟ କୁ ଛୁଇଁଯାଏ.....

  • @sidheswaridakua-s9r
    @sidheswaridakua-s9r ปีที่แล้ว +7

    Ahi micho Maya dunia re kehi nuhe kahara...kebala tume hin saha bharasa Prabhu...Jay jagannath 🙏

  • @purnendusahoo399
    @purnendusahoo399 2 หลายเดือนก่อน +2

    ବହୁତ ସୁନ୍ଦର ନିଦର୍ଶନା ❤❤

  • @abhirambehera4980
    @abhirambehera4980 ปีที่แล้ว +7

    Nice song, music 🎶🎶 composition & acting by doctor sumant Patel mind blowing. Thank you sir.

  • @Tdlcdmcbwmn
    @Tdlcdmcbwmn 4 หลายเดือนก่อน +1

    मुझे उड़िया तो समझ नहीं आता लेकिन इस वीडियो ने दिल को छू लिया। बहुत शानदार ❤❤❤❤

  • @MRSamal1996
    @MRSamal1996 ปีที่แล้ว +14

    A doctor in professional. fully respect with acting sir.2nd God for me nd all kaniha area.proud of u sir.god bless u every time Jay jagannath.

  • @myracharitabletrustodisha8672
    @myracharitabletrustodisha8672 ปีที่แล้ว +6

    Excellent Dr.Sumant Kumar Patel, liked it. Congratulations to the entire team.

  • @manojakumarsahoo99
    @manojakumarsahoo99 ปีที่แล้ว +4

    Wow...... Aji dinare a Gita suniki mana khusi hoigala sir.... Thank u

  • @Satyaban-bc9tz
    @Satyaban-bc9tz ปีที่แล้ว +7

    Super👌👌👌💯 Performance Sir... Awesome 😊😊😊 ❤❤❤ Jay Jagannath 🙏🙏🙏

  • @lopamudranaik4179
    @lopamudranaik4179 ปีที่แล้ว +6

    Bahut Sundar dada.Nice acting

  • @diliprana9920
    @diliprana9920 ปีที่แล้ว +14

    Im really blessed that im a part of this Video..... thank you khitish bhai & Sumanta Sir 🙏🙏...jay Jagannth❤

  • @TanmayaBehera-i2b
    @TanmayaBehera-i2b ปีที่แล้ว +3

    ସାର ବହୁତ ସୁନ୍ଦର ଅଭିନୟ ଆଉ ବହୁତ ହୃଦସ୍ପର୍ଶୀ ଭଜନ

  • @chinkueditz3853
    @chinkueditz3853 ปีที่แล้ว +3

    ଶେଷ ଅବସ୍ଥାରେ କାଳିଆ ଠାକୁର ହିଁ ଏକା ସାହା ଭରଷା !! ଜୟ ଜଗନ୍ନାଥ ⭕‼️⭕🙏

  • @papunpatra3304
    @papunpatra3304 ปีที่แล้ว +3

    🌼ଜୟ 🙏ଜଗନ୍ନାଥ 🌼 ଆଜି ଭଳି ଦିନରେ ବହୁତ ସୁନ୍ଦର ଗୀତ

  • @LagenKumar-pr3pv
    @LagenKumar-pr3pv ปีที่แล้ว +4

    ଗୀତ ସୁଣିଲେ ଆଖିରୁ ଲୁହ ଝରି ଆସୁଛି ସତରେ ବହୁତ ସୁନ୍ଦର ଭଜନ ଜୟ ଜଗନ୍ନାଥ

  • @satyabratanayak6985
    @satyabratanayak6985 ปีที่แล้ว +4

    Amazing act by my brother khitish and whole team.....keep it up guyz ....

  • @santanubehera2726
    @santanubehera2726 ปีที่แล้ว +1

    Nice song and awesome acting Sumanta sir❤Apana doctor name re Janne bhagaban🙏Aau doctor Nka bhitare Jane Niara doctor dekhili😊

  • @HumsabBaratiya...
    @HumsabBaratiya... ปีที่แล้ว +5

    ଲୁହ ଆସିଗଲା....😟😢😭
    🙏ଜୟ ଜଗନ୍ନାଥ🙏

  • @supriyasupriya-lq3hi
    @supriyasupriya-lq3hi ปีที่แล้ว +7

    Proud of you Patel sir 🙏🙏🙏🙏 Jay jagannath ❤❤❤

  • @anjankumarchoudhury8960
    @anjankumarchoudhury8960 23 วันที่ผ่านมา +2

    ସତରେ ବହୁତ ସୁନ୍ଦର ଭଜନ

  • @subasishmahakul2822
    @subasishmahakul2822 ปีที่แล้ว +2

    Lovely Hero Khitish...God Bless You Beta...Jay Shiva Shambhu 🙏🏻🙏🏻🙏🏻❤️❤️❤️❤️❤️

  • @PadminiMoharana-rm6cr
    @PadminiMoharana-rm6cr ปีที่แล้ว +3

    Let the sun light up your way to success best of luck khitish our good wishes are always with you 👍👍👏👏

  • @premachandajyotish4756
    @premachandajyotish4756 ปีที่แล้ว +8

    ସାର ଆପଣ ଜଣେ ଭଗବାନ🙏🙏🙏ଆପଣଙ୍କ ଆଗରେ ଅଭିନୟ ଓ ଗୀତ କିଛି ନୁହଁ !

  • @gedaisback2933
    @gedaisback2933 ปีที่แล้ว +3

    Goose bumps...
    Mind blowing
    Excellent
    Super

  • @sorengroupofentertainmenta68
    @sorengroupofentertainmenta68 ปีที่แล้ว +1

    ହୃଦୟସ୍ପର୍ଶୀ 😢

  • @basantakumarbhuyan2558
    @basantakumarbhuyan2558 4 หลายเดือนก่อน +1

    ବହୁତ ସୁନ୍ଦର ସମାଜ ପାଇଁ ବହୁତ୍ ବାର୍ତ୍ତା...

  • @JJO761
    @JJO761 ปีที่แล้ว +1

    Wah kete vala story thank you so much brothers. Jay Jagannath 🙏🙏🙏🙏🙏🙏🙏🙏

  • @Snpande3459
    @Snpande3459 ปีที่แล้ว +2

    ବହୁତ ବହୁତ ବହୁତ ଭଲ ଲାଗିଲା

  • @santoshkumarmoharana8217
    @santoshkumarmoharana8217 11 หลายเดือนก่อน +1

    ସଙ୍ଗୀତ ସାଙ୍ଗକୁ ଅଭିନୟ ବହୁତ ଭଲ ଲାଗିଲା ଆଖିରୁ ଲୁହବି ଆସିଗଲା ❤❤❤❤❤

  • @odiatokasipun4065
    @odiatokasipun4065 ปีที่แล้ว +3

    ଅତି ସୁନ୍ଦର ଭିଡିଓ ଟି 🙏🙏 ଜୟ ଜଗନ୍ନାଥ ⭕❗⭕

  • @KrishnaraniOfficial-u5f
    @KrishnaraniOfficial-u5f 23 วันที่ผ่านมา +1

    Heart touching song. Thank you for making me a part of this beautiful song 😊❤

  • @sony7883
    @sony7883 ปีที่แล้ว +2

    ମାନବ ରୁପି ଭଗବାନ କାଳୁ ନୁହଁ ଆମ ପ୍ରିୟ ପଟେଲ ସାର୍❤

  • @SujitKumarNayak-08
    @SujitKumarNayak-08 หลายเดือนก่อน +2

    Bahut sundar heichi gita....Jay Jagannath 🙏🙏

  • @kartikarana6756
    @kartikarana6756 ปีที่แล้ว

    ଭଲ ଲାଗୁଛି ବୋଧେ ଏହି ଅଭିନୟ ନିମନ୍ତେ ଧନ୍ୟବାଦ ସାର୍

  • @PragyasiniTambey
    @PragyasiniTambey 7 หลายเดือนก่อน +3

    Mu jete tharo aai geeto sune sete tharo mo aakhi ru Pani bahare...bohut Kando lage.....Jay Jagannath Prabhu 🙏

  • @theblindinginkvlogs7466
    @theblindinginkvlogs7466 ปีที่แล้ว +5

    ATI Sundar abhinaya .sir..

  • @mmnewsodia
    @mmnewsodia ปีที่แล้ว +1

    ଜୟ ଜଗନ୍ନାଥ 🙏🏻🙏🏻

  • @mantuproduction827
    @mantuproduction827 ปีที่แล้ว +3

    Congratulations #SP_ENTERTAINMENT For 100k Views in 6Days 🎉🎉❤❤

  • @shibamahakal
    @shibamahakal ปีที่แล้ว +1

    super act by CHC KANIHA dr sumant sir.....dil se🙏🙏🙏🙏🙏

  • @__Miss__ATH__
    @__Miss__ATH__ 18 วันที่ผ่านมา +1

    ଭଜନ ଟି ଏତେ ସୁନ୍ଦର ଆଉ ଅଦ୍ଭୁତ ହେଇଚି ଦେଖିଲା ପରେ ଆଖିରେ ଆଉ ଲୁହ ରହିଲାନି 🥺

  • @debasisbehera5619
    @debasisbehera5619 ปีที่แล้ว +1

    Keep it up ❤️

  • @nilakanthadas2983
    @nilakanthadas2983 ปีที่แล้ว +1

    👌👌👌wow 🙏🙏🙏

  • @prathanaashirbadstudio2585
    @prathanaashirbadstudio2585 ปีที่แล้ว +2

    ପଟେଲ ସାର୍ ଙ୍କ ଅଭିନୟ❤ ହୃଦୟସ୍ପର୍ଶୀ

  • @laxmiswain991
    @laxmiswain991 ปีที่แล้ว +2

    ଜୟ ଶ୍ରୀ ଜଗନ୍ନାଥ ଭାଇ ଗୀତଟି ଅତି ସୁନ୍ଦର👍 🙏

  • @manojpradhan9483
    @manojpradhan9483 ปีที่แล้ว +4

    Proud of you sir.. Real acting 💐💐Jay jagarnath 🙏 🙏 🙏

  • @satyabratanayak6985
    @satyabratanayak6985 ปีที่แล้ว +3

    Your performance was very nice...my brother khitish keep it up....

  • @PS-CREATION.96
    @PS-CREATION.96 ปีที่แล้ว +3

    Many many thanks to Sp entertainment ❤

  • @jyotiprakashmaharana1155
    @jyotiprakashmaharana1155 หลายเดือนก่อน +1

    Bhai kahibaku ta bahut ichha hauchi fir b etiki kahibi...... Superb ❤

  • @krish9523
    @krish9523 ปีที่แล้ว +2

    Da❤❤❤

  • @souravsureswar3769
    @souravsureswar3769 ปีที่แล้ว +2

    Heart touching video based on the reality of society💯🙏

  • @sambhabkumardandasena5382
    @sambhabkumardandasena5382 ปีที่แล้ว +1

    ଖୁବ୍ ସୁନ୍ଦର ହୋଇଚି ମନ କୁ‌ ଛୁଇଁଲା ଗୀତଟି

  • @satyapriyasambit4163
    @satyapriyasambit4163 ปีที่แล้ว +2

    Awesome work Patel sir🎉

  • @mrvlogsvideo1005
    @mrvlogsvideo1005 ปีที่แล้ว +1

    ଜୟ ଜଗନ୍ନାଥ ପଟେଲ୍ ସIର

  • @Drsoumya87foryou
    @Drsoumya87foryou ปีที่แล้ว +1

    Dada..this is Dr soumya..your junior gym partner..SR Og vimsar burla..saw your video..fine acting..mote gute role te debe dada..bahut din pare dekhli apanku..kalakar kebhe luki ki nai rahi pare..

  • @damburukirsani236
    @damburukirsani236 ปีที่แล้ว +5

    Jay Jagannath 👍mind blowing Bhajan song 🙏
    So heart touching 🎉

  • @mr.soumya8368
    @mr.soumya8368 6 หลายเดือนก่อน +1

    ଏହି ଗୀତ କୁ ଏତେ ସୁନ୍ଦର ଅଭିନୟ ଦେଖି ସାରିଲା ପରେ ଲାଗିଲା ସତେ ଯେମିତି ସେଇ ପିଲା ଦିନର ଭଜନ ଦେଖିଲା ପରି , ଯାହା ସବୁ ଆମେ DD1 ରେ ଦେଖୁଥିଲୁ।

  • @sasmitasamal8849
    @sasmitasamal8849 ปีที่แล้ว +5

    Jay Jagannath Swami ❤ Satyajit bhai amazing voice seriously heart touching song God bless you 🙏🙏

  • @sushree_arpita_swain8875
    @sushree_arpita_swain8875 ปีที่แล้ว +6

    Heart touched ❤️
    Great khitish 💫
    Keep growing and keep shining ✨️

  • @manasaranjanpanda8667
    @manasaranjanpanda8667 ปีที่แล้ว +5

    Superb singing Satayajeet sir and all actors are doing good job lyricst and composer doing very good song

  • @kapileswarnaik7114
    @kapileswarnaik7114 ปีที่แล้ว +2

    ବହୁତ ସୁନ୍ଦର ହେଇଛି 💐🙏

  • @santilatachampati339
    @santilatachampati339 ปีที่แล้ว +1

    Ati sundar ❤❤ bhajan suniki akhire luha asigala reality of life ❤Jay Jagannath 🙏🙏🙏🙏🙏🙏

  • @RohanKumar-bt4tt
    @RohanKumar-bt4tt ปีที่แล้ว +3

    Big fan Patel Sir..... Love from Kaniha

  • @ranimotisahani3536
    @ranimotisahani3536 ปีที่แล้ว +1

    Akhiru luha jhori asuchi 😭 ae video ku dekhile ,bahut emotions au bahut sundar bhabore ae video ti ku karithibaru ame ae video ku dekhuchu .
    Jay Jagannath 🙏

  • @padmalochan596
    @padmalochan596 ปีที่แล้ว +2

    ଅତି ସୁନ୍ଦର ଅଭିନୟ ସାର୍, ଜୟ ଜଗନ୍ନାଥ

  • @subhakantimohanty1264
    @subhakantimohanty1264 ปีที่แล้ว +3

    Xcellent performance sir 🙏... you have a hidden talent.... Jai jagannath 🙏

  • @umakantamohanty6723
    @umakantamohanty6723 ปีที่แล้ว +4

    Sir excellent profomance ❤👌Jay jagannath 🙏

  • @ajayaonlinevideo
    @ajayaonlinevideo ปีที่แล้ว +1

    First class

  • @sprituallearner7430
    @sprituallearner7430 8 หลายเดือนก่อน +1

    ସତ ରେ ଆଖି ରେ ଲୁହ ଛଳ ଛଳ ହୋଇ ଗଲା.. ସତ ରେ ଏ ଜୀବନ କାଳିଆ ରେ ଭାରି କଷ୍ଟ ଦିଏ 😭😭

  • @Samscreation.editz.007
    @Samscreation.editz.007 ปีที่แล้ว +3

    beautiful story....khitis hats off ❤

  • @PujaraniSahoo143
    @PujaraniSahoo143 ปีที่แล้ว +2

    Bahut vala laguchi video 🥰 Jay Jagannath 🙏👏👏