Hata Dhari Mora Chali Sikheila | Shakti The Lion Heart | Karan & Mihir Das | Human Sagar

แชร์
ฝัง
  • เผยแพร่เมื่อ 16 ต.ค. 2024
  • Presenting the video of Hata Dhari Mora Chali Sikheila sung by Human Sagar.
    Movie - Shakti The Lion Heart
    Singer - Human Sagar
    Music - Abhijit Majumdar
    Lyricist - Nirmal Nayak
    Cast - Karan, Pintu, Madhu, Suryamayee & Mihir Das
    Production House - Snehalata Filmcrafts
    Producer - Sujit Sahoo
    Director - Sudhakar Vasanth
    Music on Zee Music Company
    Set Hata Dhari Mora Chali Sikheila as your caller tune - SMS STLH4 To 57575
    Airtel Subscribers Dial 5432116514148
    Vodafone Subscribers Dial 53710403883
    Idea Subscribers Dial 5678910403883
    Reliance Subscribers SMS CT 10403883 to 51234
    BSNL (South / East) Subscribers SMS BT 10403883 to 56700
    BSNL (North / West) Subscribers SMS BT 7053835 to 56700
    Aircel Subscribers SMS DT 7053835 to 53000

ความคิดเห็น • 7K

  • @sonusoumya8519
    @sonusoumya8519 4 หลายเดือนก่อน +12

    କଣ ପାଇଁ କେଜାଣି ଜାଣିନି ଏଇ ଗୀତ କୁ ଦେଖିଲା ମାନେ ମୋ ଆଖିରେ ଆପେ ଆପେ ଲୁହ ଝୋରିପୋଡେ 😢😢😢 ମୋ ପାଇଁ ଚୋଳନ୍ତି ଠାକୁର ହେଉଛନ୍ତି ମୋ ବାପା 🙏🙏🙏

  • @samarkantinayak2879
    @samarkantinayak2879 4 ปีที่แล้ว +63

    ସତରେ ଯଦି ସବୁବେଳେ ଏମିତି ଗୀତ ଆସିବ ତାହେଲେ କିଛି ଜଣ ବହୁତ ବଦଳି ଯିବେ । ସବୁ ପୁଅ ଆଉ ଝିଅ ମାନକଂର ବାପା ମା କଂ ପ୍ରତି ଭଲପାଇବା ବହୁତ ବଢି ଯିବ ।🙏 l Love u my FATHER 🙏

  • @gswain8229
    @gswain8229 3 ปีที่แล้ว +73

    Bahut bahut sundar gita tia bapa nku pain gote like 🙏🙏🙏

  • @suhashhembram906
    @suhashhembram906 3 หลายเดือนก่อน +18

    ମୋ ବାବା ଙ୍କର ଗୋଟିଏ କଥା ସବୁଦିନ ଭାରି ମନେ ପଡେ...ପୁଅରେ ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି କିଛି ଚିନ୍ତା କରିବୁନି🙏😘😘🥹🥹

  • @sujeetkumarofficialvlogs
    @sujeetkumarofficialvlogs 2 ปีที่แล้ว +50

    ଯେତେବେଳେ ବି ମୁଁ ଏ ଗୀତ ଶୁଣେ ମୋ ଆଖି ଛଳ ଛଳ ହୋଇଯାଏ 😢😢😢

    • @peekayaehum8382
      @peekayaehum8382 2 ปีที่แล้ว +2

      Same bcoz i hv lost my father

    • @aryamantarei2109
      @aryamantarei2109 2 ปีที่แล้ว +2

      @@peekayaehum8382 so sad Bhai . 9 month age tame comment karithila

    • @peekayaehum8382
      @peekayaehum8382 2 ปีที่แล้ว

      @@aryamantarei2109 han bro 🥲🙏 ja hau tame mane rakhicha

    • @bipinapatro4830
      @bipinapatro4830 ปีที่แล้ว

      Amo odisha re emiti singar achanty ❤❤❤

    • @odiakaju2024
      @odiakaju2024 ปีที่แล้ว

      Sm hr

  • @ramachandrapradhan8878
    @ramachandrapradhan8878 4 ปีที่แล้ว +74

    Bapa pain gote like ♥️♥️♥️♥️♥️

    • @mamamamuni842
      @mamamamuni842 4 ปีที่แล้ว +1

      Papa ama jibana 😁😗

  • @bfashis
    @bfashis ปีที่แล้ว +37

    Please କେହି ନିଜ ବାପା ମା ଙ୍କୁ କଷ୍ଟ ଦିଅ ନାହିଁ କାରଣ ଏବେ ସିନା ତୁମ ପାଖରେ ଅଛନ୍ତି ଯେତେବେଳେ ଛାଡ଼ି ଚାଲି ଯିବେ ସେତେବେଳେ ତାଙ୍କର ମହତ୍ୟ ବୁଝିପାରିବ i miss you so much bapa bapa bapa bapa 😭 please respect your father and mother

    • @Itz.Ayush_7
      @Itz.Ayush_7 6 หลายเดือนก่อน +1

      Correct Bhai 🤗🙏🤗

    • @Pushpita_26
      @Pushpita_26 3 หลายเดือนก่อน

      😭😭😭😭😭😭😭😭😭😭😭😭 hmuu bhai thik kahicha 😭😭😭😭😭🙏🙏
      Mo bapa nku bhagwan neijaichanti aji mun bht kasta pauchi bhai 😭😭😭😭😭😭😭😭😭😭😭

    • @bfashis
      @bfashis 3 หลายเดือนก่อน

      @@Pushpita_26 Bhai bahut kharap hela time koi district ra and tuma bapa nka age knn

    • @subhalaxidas6642
      @subhalaxidas6642 2 หลายเดือนก่อน

      ​@@Pushpita_26@@a$$aa❤❤❤😂❤❤

  • @DebasmitaMishra-pk8hy
    @DebasmitaMishra-pk8hy 4 หลายเดือนก่อน +6

    ସତରେ ଆଜିବି ତୁମ ହାତ ଧରି ଚାଲି ବାକୁ ଇଛା ହେଉଛି ବାପା ...ଦୁନିଆ ପୁରା ସ୍ୱାର୍ଥପର ବାପା love you bapa ❤❤

  • @bidyadharbehera7399
    @bidyadharbehera7399 2 ปีที่แล้ว +7

    ଏଇ ଦୁନିଆରେ ଚଳନ୍ତି ପ୍ରତିମା ବାପା ମା ତାଙ୍କ ଠୁ ବଡ କେହିବି ନୁହେଁ 🙏🙏🙏❤❤❤❤.....

  • @rideramit7283
    @rideramit7283 ปีที่แล้ว +34

    ଦୁନିଆରେ କେବଳ ଭାଗ୍ଯବାନ ପିଲାଙ୍କୁ ହିଁ ବାପାଙ୍କ ରୂପରେ ଭଗବାନ ମିଳନ୍ତି ବୋଧ ହୁଏ ମୁଁ ବି ସେଇ ମାନଙ୍କ ଭିତରୁ ଜଣେ ।

    • @LikuRout-or7si
      @LikuRout-or7si 5 หลายเดือนก่อน

      Right ❤️

    • @LaxmipriyaBehera-xu9nv
      @LaxmipriyaBehera-xu9nv 4 หลายเดือนก่อน

      Mu bi Bhai... Mate bi bhagban milichhanti .. bapa nuhe..

    • @dibeshmohapatra662
      @dibeshmohapatra662 หลายเดือนก่อน

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @athagadhratoka8093
    @athagadhratoka8093 ปีที่แล้ว +15

    ମୋ ବାପା ସିନା ଆଜି ମୋ ପାଖରେ ନାହି ହେଲେ ମୋ ବାପା ଦେଇଥିବା ହସ ଖୁସି ମୁ ତାକୁ ଭୁଲି ପାରୁନି I miss yu bapa

  • @jaseph4479_jsph_ytb_cnl_lxmpr_
    @jaseph4479_jsph_ytb_cnl_lxmpr_ 6 หลายเดือนก่อน +7

    I love you bapa,ମୁଭି ହେ ଗୀତ ଶୁଣି ଆଖିରୁ ଲୁହ ଜରିପୋଡିଲା,ହେ ଗୀତ ଶୁଣିଲେ ମୋ ବାପା କଥା ମନେପଡୁଛି,ହେ ଗୀତ ଗାଇବା sir କୁ ମୁଁ ସାଲୁଟ କରୁଛି,ପ୍ରଭୁ ତାକୁ ଅଶୀର୍ବାଦ୍ କରନ୍ତ❤❤❤

  • @letssmartinsocialscience9390
    @letssmartinsocialscience9390 ปีที่แล้ว +11

    ଯେତେ ବେଳେ ବି ମୋ ବାପା ଙ୍କ କଥା ମନେ ପଡେ ସେତେ ବେଳେ ମୁଁ ଏ ଗୀତ ଶୁଣି ,ନିଜକୁ ବୁଝେଇ ଦିଏ।।
    ଅବଶୋଷ ,ଆମେ ସମସ୍ତେ ତାଙ୍କୁ ହରାଇ ସରିବା ପରେ ତାଙ୍କର importance feel କରିଥାଉ। Thank you Zee music odia.❤

  • @lipan930
    @lipan930 ปีที่แล้ว +13

    Promise 🤞 karuchi Bapa😢 Tma ku dine proud feel kariki dekheibi I will definitely promise... love u my hero❤❤ Bapa... love u soso much.....Nihati mu gt bada manisha au bhala manisha ❤heiki dekheibi

  • @berhampuriakhati
    @berhampuriakhati 4 ปีที่แล้ว +15

    ସତରେ ଭାଇ ବାପା ଜାଗା କେହି ବି ନେଇ ପାରିବିନି
    Love you human bhai

  • @chandabarik2510
    @chandabarik2510 ปีที่แล้ว +10

    ବାବା 😭😭😭ତମେ ଆଜି ନାହଁ ଲାଗୁଛି ମୋ ଜୀବନ ମୂଲ୍ୟହୀନ 😭😭

  • @peekayaehum8382
    @peekayaehum8382 3 ปีที่แล้ว +1597

    I am worried about my father 😢😢 listening this song 💔 during suffering in bus to attend his medical emergency . He is suffering from cancer 🙏 plz friends pray for my FATHER . My father is my strength .

    • @abhayapanda3909
      @abhayapanda3909 2 ปีที่แล้ว +32

      What is your father's condition right now?

    • @souravkumar86
      @souravkumar86 2 ปีที่แล้ว +29

      God will save him.🙏

    • @soneynayak9088
      @soneynayak9088 2 ปีที่แล้ว +15

      Omm sai ram 🙏🌹

    • @jubarajmohanty7343
      @jubarajmohanty7343 2 ปีที่แล้ว +18

      😢😢🙏🙏 I am praying for him

    • @bikashkhatua6183
      @bikashkhatua6183 2 ปีที่แล้ว +13

      Don't worry yaar god always with u & ur father

  • @barsharaninayak65
    @barsharaninayak65 ปีที่แล้ว +10

    😢ସତରେ ବାପା ଏମିତି ଜଣେ ଲୋକ ଯିଏକି ପୁଅ ଙ୍କ ପାଇଁ ବହୁତ କିଛି କରିକି କେବେ କୁହନ୍ତିନି ଆଉ ଝିଅ ଙ୍କ ପାଇଁ ସେ ତାଙ୍କ ସାରା ଜୀବନରେ ଯେତେ ଭଲ ପାଇବା ଥାଏ ଉଜାରିଦିଅନ୍ତି 😢ହେଲେ ସେଇ ଭଲ ପାଇବାକୁ ଦେଖେଇହୁଅନ୍ତିନି ।
    😢😢😢😢😢😢
    ବହୁତ ବହୁତ ଧନ୍ୟଵାଦ ଏ ଗୀତ ଟିକୁ ଯିଏ ଲେଖିଛନ୍ତି ❤
    ଏମିତିରେ ତ ବାପା ଙ୍କ ପାଇଁ ମୋର ଭଲ ପାଇବା ଥିଲା ହେଲେ ଏ ଗୀତ ଶୁଣିବା ପରେ ସେ ଆହୁରି ବଢ଼ିjaichi 😢😊

  • @mr........6290
    @mr........6290 2 ปีที่แล้ว +8

    ପୁଅ ପାଈଁ ଆୟୁଷ ସାରିଲ ।।
    ଏଇ line ଟା ବହୁତ କଷ୍ଟ ଲାଗୁଚି ।। 😭😭😭😭😭😭😭

  • @entrepreneurmindset6462
    @entrepreneurmindset6462 9 หลายเดือนก่อน +6

    ଦୁନିଆ ରେ ସବୁ ସୁଖ ଦେବା ପାଇଁ ଜଣେ ବାପା ସବୁ ଦୁଃଖ କୁ ଆପଣେଇ ଥାଆନ୍ତି❤❤ I Love 😘💕 ବାପା ❤

  • @mita1819
    @mita1819 2 ปีที่แล้ว +45

    Mihir das best bapa best bhai best best sanga best sasura all careter is good👍👍👍👍👍👍👍miss u sir🙏🙏🙏🙏🙏🙏🙏

  • @kabu2385
    @kabu2385 3 ปีที่แล้ว +8

    ସତରେ ଏ song ଭଲ ଲାଗୁଚି । ଆମର ଯାହାର ବାପା ଅଛି ଆମେ କେତେ ଖୁସି ରେ ଅଛୁ ହେଲେ ଯାହାର ବାପା ନାହିଁ ସେ ତାଙ୍କ ବାପା ଙ୍କୁ କେତେ miss କରୁ ଥିବେ ଯେମିତି କି ମୋ ସାଙ୍ଗ ତାର ବାପା ନାହାନ୍ତି ସେ ତା ବାପା ଙ୍କୁ ବହୁତ୍ miss କରୁଚି । ସତରେ ବାପା ହେଉ ଛନ୍ତି ଆମ ଭଗବାନ୍ । I love you bapa❤️

    • @lipunmahapatra5070
      @lipunmahapatra5070 3 ปีที่แล้ว

      😥😥😥😥😱😱😱

    • @sureshsamantaray5198
      @sureshsamantaray5198 3 ปีที่แล้ว

      😭😭😭😭

    • @lopamudraray7355
      @lopamudraray7355 3 ปีที่แล้ว

      😭😭😭😭😭😭😭😭😭

    • @fakiracharansahoo5826
      @fakiracharansahoo5826 3 ปีที่แล้ว

      😭😭😭😭😭😭❤️❤️👨‍👨‍👦‍👦💘💘🎂😱😱I love you papa👍

    • @biswajitmalik3403
      @biswajitmalik3403 3 ปีที่แล้ว

      Sorry, i miss my hero 8 years a go, love you my swite hero........

  • @kabitadash9234
    @kabitadash9234 6 ปีที่แล้ว +338

    When I listened this song first time I suddenly stated to crying bcoz I love my father more ...so I loved this song...heart touching...

  • @BudhanMarndi-wc1qt
    @BudhanMarndi-wc1qt 10 หลายเดือนก่อน +8

    ବାପା ମୁଁ ତୁମକୁ ବହୁତ miss କରୁଛି। କଣ ପାଇଁ ମୋତେ ଛାଡ଼ି ଗଲ। 😭😭😭 ବାପା ତୁମେ ଥିଲା ବେଳେ ମୋ ପାଇଁ କଣ ନ କରିଛ। ହେଲେ ୟମରାଜା ଟିକେ ବି ମୋ କଥା ଭାବିଲା ନହିଁ। ମୋ ଠାରୁ ତୁମକୁ ଅଲଗା କରିଦେଲା i really Miss you ବାପା। 😭😭😭

  • @balaramnath2903
    @balaramnath2903 2 ปีที่แล้ว +8

    ସତରେ ଗୀତଟି ବହୁତ ଭଲ ହୋଇଛି ରାନ ଛାତିକୁ ଛୁଈଲା ପରି, ବାପା ମା ଆମର ଜିଅନ୍ତା ଭଗ୍ ବାନ, ମୋ ବାପା ବୋଉ ମୋର ଜୀବନ ଦୟା କରି ବାପା ବୋଉକୁ କେହି ହଇରାନ କରନ୍ତୁନି

  • @Mr_bijay_18
    @Mr_bijay_18 3 ปีที่แล้ว +9

    Bapa sabu pua kn jhia kn pain gift I love you bapa amiti sabu bele khushi re thantu 🙏 ame Tama pain. A dunia Ku asichu 🙏👍

  • @diptiranjandas7419
    @diptiranjandas7419 ปีที่แล้ว +18

    ଓଃ,ଅଦ୍ଭୁତ,ଏ ଗୀତ ଧାଡି ସବୁ ଖାଲି ଶବ୍ଦ ନୁହେଁ,, ଆଖିରୁ ଲୁହ ଝରେଇ ଦେଉଥିବା Glycerin ..ଗୀତିକାର ଙ୍କୁ ନମନ

  • @MinatiMohapatra-l2r
    @MinatiMohapatra-l2r 25 วันที่ผ่านมา +8

    ମୋର ବାପା ଆଉ ଏଇ ଦୁନିଆ ରେ ନାହାନ୍ତି😢😢😢😢😢😢😢😢i miss you too my dear bapa😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @dugubabasai3206
    @dugubabasai3206 ปีที่แล้ว +58

    ବାପା ହେବା ପରେ ବାପା ଙ୍କ ମହତ୍ତ୍ୱ ଜାଣିହୁଏ..ବାପା ଥିବା ପର୍ଯ୍ୟନ୍ତ ବାପା ଅସୁବିଧା କଣ ଜଣାଇବା ପାଇଁ ଦେଲେ ନାହିଁ...କିନ୍ତୁ ବାପା ଙ୍କ ପରେ ଯେତେବେଳେ କାନ୍ଧ କୁ ଦାଇତ୍ୱ ଆସିଲା ଏବେ ବାପା ଙ୍କୁ ଝୁରି ହେଉଛି

    • @tapasnayak5433
      @tapasnayak5433 5 หลายเดือนก่อน

      😢😢😢

    • @nityanandaprusty2245
      @nityanandaprusty2245 3 หลายเดือนก่อน

      Pura right bhai

    • @Technogamer-bc3su
      @Technogamer-bc3su 3 หลายเดือนก่อน

      😢😢

    • @rupalipatraofficial
      @rupalipatraofficial 3 หลายเดือนก่อน +2

      Mo pakharu mo dunia kuade hajigala
      Jetebele baba mate chadi ekutia Kari e dunia re ekutia Kari chaligale😢😢😢😢😢😢😢😢😢😢😢😢😢😢😢

    • @asutoshpradhan6539
      @asutoshpradhan6539 3 หลายเดือนก่อน

      ​@@nityanandaprusty2245🎉🎉

  • @nirakarrout2567
    @nirakarrout2567 ปีที่แล้ว +7

    I'm the lucky one because of i have two father and two mother ❤
    ଏହି ସଙ୍ଗ ଶୁଣିଲା ପରେ ଆଖିରେ ଖାଲି ଲୁହ.
    ସବୁ ବେଳେ ଘରକୁ ଯିବା ପାଇଁ ମନ ଝୁରୁଛି but କଣ କରିବା ବାହାରେ ରହିକି ପାଠ ପଢି କି କିଛି କରିବାର ଅଛି ତାଙ୍କ ପାଇଁ ❤

  • @soumyasocialvoicer2873
    @soumyasocialvoicer2873 5 หลายเดือนก่อน +12

    ବାପା ଜିଏ ନିଜେ ନଖାଇ ଆମକୁ ଖାଇବାକୁ ଦିଏ। ବାପା ଯିଏ ଦରମା ପାଇଲେ ଆଗେ ନିଜ ପୁଅ ଝିଅ ଙ୍କ ପାଇଁ ଜିନିଷ କିଣେ। ବାପା ନିଜେ ଯେତେ କଷ୍ଟ ରେ ଥିଲେ ବି ତାଙ୍କ ପିଲା ଙ୍କୁ କିଛି ଜଣାଇବା ପାଇଁ ଦିଏନି ସିଏ ମୋ ବାପା ❤❤

    • @mr.ankitt6
      @mr.ankitt6 4 หลายเดือนก่อน

      🥺😭😭😭😭🙏

  • @JituDas-ou9nu
    @JituDas-ou9nu 7 หลายเดือนก่อน +5

    ଏ ଗୀତ ଶୁଣିଲାପରେ ମତେ କାହିଁକୀ ଆଜି ମୋ ବାପା କଥା ମନେ ପଡୁଛି 😢❤ love you 😘😘 bapa ❤️

  • @ranjansundaray2968
    @ranjansundaray2968 2 ปีที่แล้ว +9

    ବାପା ସବୁବେଳେ ବାପା ।କିଛି ପିଲା ବାପାଙ୍କୁ ବୁଢ଼ା ବୋଲି କୁହନ୍ତି।କିନ୍ତୁ ସେ ଜାଣି ପାରନ୍ତି ନାହିଁ ଯେ ବାପା ଯେତେ ବୟସର ହେଲେବି ସେ ବାପା.......
    ବାପା କେବଳ ବାପା ।ହେଲେ ସେମାନେ ଅନ୍ୟ ଆଗରେ ବୁଢ଼ା ବୋଲି କାହିଁକି କୁହନ୍ତି। ଆଇ ଲଭ୍ ୟୁ ବାପା।

  • @ankitabehera6686
    @ankitabehera6686 3 ปีที่แล้ว +11

    ବାପା ଏମିତି ଏକ ନାମ ଯାହା ଆମ ପାଟିରେ ଉଚ୍ଚାରଣ କଲେ ନା ଦୁନିଅରେ ସବୁ ଖୁସି ମିଳି ଗଲା ପରି ଆମ କୁ ଲାଗେ... ବାପା ଙ୍କୁ ବି କାହା ସହ ତୁଳନା କରି ହେବନି 💓💓💓💓💓💓💓... I love my father... Love u so much ବାପା.. ଏ song ଶୁଣିଲେ ନା ଆଖି ରୁ ଲୁହ ଆପେ ଆପେ ଝରେ 😭😭

  • @parthapratimkalita7898
    @parthapratimkalita7898 3 ปีที่แล้ว +7

    me "Odia' nhi hu...Assamese hu...lekin ye video dekhne k baad mujhe nhi lgta ki me lyrics smjhu...totally impressed...lv "Odia" song...❤❤❤

  • @subhasispandey1967
    @subhasispandey1967 11 หลายเดือนก่อน +7

    ଜୀବନ ରେ ବହୁତ୍ ବଡ଼ କଷ୍ଟ ହଉଛି ଯାହାର ବାପା ନାହାନ୍ତି 😭

  • @rajeshreerout1744
    @rajeshreerout1744 ปีที่แล้ว +9

    Today is Father's day...and I'm praying for all the fathers who sacrifices their everything for their loved ones...May God always protect our fathers ❤
    And yes I love my dad...he is my superhero ❤

  • @jayshreeganesh3140
    @jayshreeganesh3140 2 ปีที่แล้ว +7

    Miss you ମିହିଦାଦା 😭😭😭😭😭😭😭😭😭😭😭😭😭😭😭😭😭😭😭😭❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @sweetdeepika....6370
    @sweetdeepika....6370 ปีที่แล้ว +10

    Today's father's day nd I'm listening to this song ......literally it make me cry..........😊🙏 hat's off to the singer composer and lyricist and also to the actor's .........salute uh all

  • @Manara_Manasi_vl0g
    @Manara_Manasi_vl0g 6 หลายเดือนก่อน +4

    Mo bapa ଙ୍କ katha ମୋର ବହୁତ୍ ମନେ paduchi ସବୁଦିନ ପାଇଁ ମୁଁ ତାଙ୍କୁ chadiki palaeasichi miss u bapa 😢😢😢😢😢

  • @omkarpatra7990
    @omkarpatra7990 4 ปีที่แล้ว +14

    Bahut sundar lekha... Geetikar nka rachana khub manomugdhakar o hrudayasparshi

  • @priya__662
    @priya__662 ปีที่แล้ว +7

    Ea song ta suniba pare akhi re ape ape luha asijauchi..🙂🙂🥺🥺🥺💔💔💔💔... Really miss you bapa💔🥺🥺🥺🥺🥺

  • @silunilucreation7485
    @silunilucreation7485 3 ปีที่แล้ว +6

    ବାପା ଯେତେ କହିଲେ ବି କମ୍ ପଡ଼ିବ ତୁମ ପାଇଁ ସତରେ ବାପା ମୁଁ କିଛି ପୂଣ୍ୟ କରିଥିଲି ବୋଲି ତୁମ ପୁଅ ହୋଇପାରିଛି ମୋ ବାପା ❤️❤️❤️❤️❤️ ବାପା I miss you really 😭😭😭😭😭😭😭😭😭😭😭😭😭😭😭😭😭

  • @lovelyronika6419
    @lovelyronika6419 11 หลายเดือนก่อน +9

    ବାପା ଫେରିଆସ ମୋ ପାଖକୁ 😭😭😭କଉଠି ରହିଲ ମୁଁ କେମିତି ବଞ୍ଚିବି ତୁମ ବିନା ଫେରିଆସ ବାପା 😭😭😭😭😭😭😭😭😭

  • @Raj-BirOdiaVlogs
    @Raj-BirOdiaVlogs ปีที่แล้ว +14

    ଏହି ଗୀତ ଟି ଶୁଣିଲେ ମନକୁ ମନ ମୋ ଆଖିରୁ ଲୁହ ର ଧାରା ବହିଆସେ। ମୁଁ ମୋ ବାପା ଙ୍କୁ ହରେଇଛି। ଆଉ ଏ ଗୀତ ମୋତେ ତାଙ୍କ ସହ ଯୋଡ଼ି ଥାଏ

  • @sumitranayak7236
    @sumitranayak7236 2 ปีที่แล้ว +8

    No one can hold own tears while hearing to this song 🥺.... Father and mother is best creation of god

  • @ShaktiPattanaikVlogs
    @ShaktiPattanaikVlogs 4 ปีที่แล้ว +24

    Miss you BAPA... Every line of this song is touches my heart. Human Sagar Sir you are the best. Tame mo saha nahan bapa kintu tamaku mun bhut bhala paye.

  • @yoyocreation7535
    @yoyocreation7535 7 หลายเดือนก่อน +4

    🥰🥰 ସତରେ ବାପା ବୋଉ ଏ ମାନଙ୍କ ଭଲପାଇବା ଅତୁଳନୀୟ 🥰🥰

  • @bikramabehera592
    @bikramabehera592 2 ปีที่แล้ว +8

    Bhagawan karantu samasta bapa maa nku bhalare rakhantu atiki guhari prabhu🙏

  • @gkdasofficialvlogs550
    @gkdasofficialvlogs550 2 ปีที่แล้ว +9

    A Gita suni puni akhi bhiji gala 😭😭😭 We all Miss you (Kaka)Mihir Das..Plz Come back again 🙏🙏🙏 Omm Shanti

  • @sunitasahoo8977
    @sunitasahoo8977 ปีที่แล้ว +6

    ବହୁତ ସୁନ୍ଦର ଗୀତଟିଏ ❤
    ଯେତେଥର ଶୁଣୁଛି ଆଖିରୁ ଲୁହ ପଳେଇଆସୁଛି 😢😢

  • @BasudevNaik-y2q
    @BasudevNaik-y2q 22 วันที่ผ่านมา +5

    ଯାହାର ପାଖ ରେ ମାଆ ନାଇ ସେ ଜାଣି ପାରିବ ମାଆ ର ମୂଲ୍ୟ I love you maa

  • @burgeraddafactory5399
    @burgeraddafactory5399 3 ปีที่แล้ว +6

    Mu ei Gita first time sunila pare.. aakhiru luha bahari asila... 😭 aau kichi kahi habani ...😭😭jete sunile sete thara luha baharuchi....😭😭 it's very HEART 💖💖💓 touching..... 🤧🤧

  • @bhagyashreesingh7726
    @bhagyashreesingh7726 3 ปีที่แล้ว +11

    I love you baba 😭😭😭tuma katha bahut mane paduchi
    Aji bahaheiki asila pare ethi tama bhali manisa kehi nahi. Mu dhanya tama jhia heiki😭😭😭

  • @prakashchandramoharana5286
    @prakashchandramoharana5286 4 ปีที่แล้ว +12

    Papa app ese khush raho Jo apki khusi Ka chehera Dekh Kar Rone wale bhi bahat Khush hojaenge ♥️♥️♥️ love you papa

  • @Chamelinayak-q8d
    @Chamelinayak-q8d 8 หลายเดือนก่อน +19

    Ae gita tiku kia sabi bele sunucha like 👍 kara

  • @arunkumargouda7781
    @arunkumargouda7781 4 ปีที่แล้ว +8

    Really this is heart touching ❤️❤️❤️ ye sata ki bapa aau maa sangare thile sabukichhi possible aau jadi semane nahnanti tahale kichhi bi nahni

  • @subhasandhyabiswal2627
    @subhasandhyabiswal2627 4 ปีที่แล้ว +18

    Mo bapanka katha mane padile mu bi e song dekhinie bcz se aji mo pakhare nahanti really i miss u bapa

  • @odgamerszone176
    @odgamerszone176 ปีที่แล้ว +7

    ବାପା ଥିଲା ପୁଅ ସଭାରେ ହାରେନା ଏ କଥା ର ଅର୍ଥ ମୁ ମୋ ବାପାଙ୍କୁ ହରେଇଲା ପରେ ବୁଝିଲି 😢 miss you bapa😭😭😭

  • @lipukumar9491
    @lipukumar9491 8 หลายเดือนก่อน +7

    Satare e gita mu jetebele bi sunuchi mo bapa nka katha vari mane paduchi😢😢😢😢😢😢miss u bapa 😭

  • @ssmusicmasti8396
    @ssmusicmasti8396 3 ปีที่แล้ว +9

    jetebele bi a gita sunuchhi akhi bhiji jauchhi ,emiti ek sundar gitara gitikar, sangitakar au kanthasilpinku hrudayaru pranam

  • @anilrana6720
    @anilrana6720 ปีที่แล้ว +9

    Bapa sabda kebala daku thili,kintu bapa sabda bujhila bele tome polei akasa ra gote star hei gola bapa,au kon sata re feri bo ni bapa,tome mote sabu bele dekhucha bapa,plz bapa feri asa,mu sabu janma re tomo ra hin puo hue bapa,love you "BAPA"

  • @rajasrimajhi9345
    @rajasrimajhi9345 3 ปีที่แล้ว +17

    Baba aji Deewali re bahut miss karuchi...tame kn pai chhadi chali Gala mate.
    bahut kast heuchi mate...baba pada dakibaku bhagya nhi mora. mu pura alone hei jaichi... kuade gala Baba jaldy asa .au thare Baba hei mo life Asa ...😭😭❤❤

    • @gagankumar...9322
      @gagankumar...9322 3 ปีที่แล้ว +1

      Plz mana dukha karani dunia ta semti re friend kehi kahara nuhantiii.se bhagaban hei tamaku asribada deuchhantiiii mor b bapa nahantiiii.....mu janiparuchhiii kete kasta

    • @rajasrimajhi9345
      @rajasrimajhi9345 3 ปีที่แล้ว

      @@gagankumar...9322 Tq U so much 😊❤

  • @pinkypcreations944
    @pinkypcreations944 9 หลายเดือนก่อน +5

    ବହୁତ୍ କିଛି କରି କରି ଥକିଗଲାପରେ ସବୁକିଛି ପୁରା କରିଦିଅନ୍ତି ବାପା 🙏

  • @brundasahu6508
    @brundasahu6508 4 ปีที่แล้ว +16

    Duniya ra sabu bapa mane emiti Love you all father's

  • @RanjanKumar-bk8km
    @RanjanKumar-bk8km ปีที่แล้ว +7

    ଏ ଗୀତ ଶୁଣିଲେ ମୋତେ ଯେମିତି ଲାଗେ ମୁ କଣ ଗୋଟେ ହଜେଇଦେଇଚି i miss you ବାପା

  • @pradoshkumar7833
    @pradoshkumar7833 ปีที่แล้ว +9

    ଭଗବାନ ମଣିଷ ଜନ୍ମ ତ ଦେଇଦେଲ ଏ ମୃତ୍ୟୁ ଟା କଣ ପାଇଁ ଲେଖିଦେଲ.ଯଦି ପିଲାଙ୍କ ଠୁ ବାପା ମା ଚାଲିଯାଉଛନ୍ତି ପିଲାମାନେ ଅନାର୍ଥ ହେଇଯାଉଛନ୍ତି, ଆଉ ପିଲା ଚାଲିଗଲେ ବାପା ମା ପଥର ହେଇଯାଉଛନ୍ତି.ଜନ୍ମ ମୃତ୍ୟୁ ର କି ଖେଳ ପ୍ରଭୁ.

    • @mahi097
      @mahi097 ปีที่แล้ว

      Sata 😢

  • @souravpanda4028
    @souravpanda4028 ปีที่แล้ว +8

    ବାବା ବହୁତ ଭଲ ପାଏ ମୁ ତୁମକୁ କିନ୍ତୁ କେବେ କହି ପାରୁନି

  • @lalmohannayak851
    @lalmohannayak851 3 ปีที่แล้ว +20

    No one man hate his parents Everyone loves his father and mother.....but I couldn't get father's care and love ...I lost him......but in this song I can fill ....the love and caring....plz....bro bring many videos like this

  • @muktiprakash6206
    @muktiprakash6206 2 ปีที่แล้ว +7

    This song and Mihir sir act, what a combination.
    ❤️❤️❤️ Represents what is father's Love.

  • @sandhyarani7008
    @sandhyarani7008 3 ปีที่แล้ว +11

    I can't live without u papa ❤️ love you so much papa 😘 you are my super hero 🙏

  • @Rai-dp2yq
    @Rai-dp2yq 2 หลายเดือนก่อน +7

    🥺 ଯାହାର ବାପା ଅଛନ୍ତି ସେ ବହୁତ ଭାଗ୍ୟବାନ
    କେଜାଣି ମୁ କି ଦୋଷ କରିଥିଲି ନ କେବେ ବାପା ଙ୍କ ସେନେହ ପାଇଲି ନ କେବେ ବାପା ଙ୍କ ପ୍ରେମ ତା ପରେ ବି ଠାକୁର ମୋ ବାପା ଙ୍କୁ ମୋ ଠାରୁ ଛଡେଇ ନେଲେ😭😭😭😭😭

  • @ashweta_2606
    @ashweta_2606 3 ปีที่แล้ว +28

    This song really heart touching 😊... Jetebele b ei song sune baba nka katha bht mane pade i really miss you very much papa🥺😭😭😭😭😭😭😭😭😭😭😭😭tuma katha bht mane paduchi baba u r great papa tuma bhali kehi heiparibeni baba 😭😭love you so much baba 😭😭😭❤

  • @i.g_queen_143
    @i.g_queen_143 ปีที่แล้ว +7

    Congratulations jaha nka pakhare baba achhanti....

  • @SubashMohapatra-q3i
    @SubashMohapatra-q3i หลายเดือนก่อน +10

    My Daddy is my life ❤ my Super man 💪my everything

  • @udaunathjena9006
    @udaunathjena9006 หลายเดือนก่อน +9

    I love you bapa❤

  • @sweet___heart___sriya143
    @sweet___heart___sriya143 ปีที่แล้ว +6

    ସତରେ ଏଗୀତ ଏତେ ସୁନ୍ଦର ମୁଁ ତାର ବର୍ଣ୍ଣିନାକରିପାରୁନି😢😔🥺😭😭😭

  • @lalisamanoban7964
    @lalisamanoban7964 4 ปีที่แล้ว +186

    I love my father. In this song each and every line match to my father. Every line 😭😭😭. I love u my Superhero ❤️

  • @amritapradhan1640
    @amritapradhan1640 ปีที่แล้ว +6

    E Gita sunile aakhi ru luha jharijauchi😭😭
    Love you papa ❤❤❤❤❤❤

  • @Saumya-Creation
    @Saumya-Creation 6 หลายเดือนก่อน +6

    ସତରେ ଏଇ ଗୀତଟା ଶୁଣିଲେ ଆଖିରେ ଲୁହ ଆସିଯାଏ

  • @akhajijena8464
    @akhajijena8464 2 ปีที่แล้ว +6

    Wow jete sunile bi adhika suniba ku ichha ❤️❤️❤️❤️

  • @alonepriyanka3537
    @alonepriyanka3537 2 ปีที่แล้ว +10

    When I listened to this song I suddenly started to crying and best papa is the world of my father. My father is the world best father ❤️ . Love you so much father

  • @soubhagyarbehera732
    @soubhagyarbehera732 4 ปีที่แล้ว +9

    I'm impressed... This is beautiful songs... Really heart touching 🌹🌹🌹love you papa 💘💘💘💘💘💘💘

  • @roshangantayat5003
    @roshangantayat5003 10 หลายเดือนก่อน +7

    ଏଇ Song ଟି ଯଦି ଅମ୍ଲାନ ଭାଇ ଯଦି ଦେଖୁଥିବେ ଯଦି କେମିତି ଲାଗୁଥିବ କେଜାଣି ନିଶ୍ଚୟ ତାଙ୍କ ବାପାଙ୍କ କଥା ମନେ ପଡୁଥିବ ଏବଂ ମୋର ବି ବାପା ନାହିଁ କିନ୍ତୁ କ'ଣ କରିବା ଦୁଃଖ ତ ଭାଗ୍ୟ ରେ ଲେଖା 😭😭😭😭

    • @lipukumar9491
      @lipukumar9491 10 หลายเดือนก่อน

      Thik kahicha 😢😢😢😢😢😢😢😢😢

  • @subhasreepatra2334
    @subhasreepatra2334 ปีที่แล้ว +8

    it's not just a song ...really it's a emotion 😔😔😔😔

  • @sandeepmallik7312
    @sandeepmallik7312 4 ปีที่แล้ว +11

    Laguchi akhi kholile sabu micha heijiba aau tame pheri asiba...
    Miss u baba

    • @ipsitaswain8250
      @ipsitaswain8250 4 ปีที่แล้ว

      God jemiti hauna Kahinki tama papa ku tama pakhaku kou na kou rupare patheibe wait kara please 🙏🙏🙏

  • @SibaniDasPuja-em1or
    @SibaniDasPuja-em1or ปีที่แล้ว +10

    ଏ ଗୀତ ମୋର ଛୋଟ ଭୁଲ୍ ରାଗ ଜିଦି ମନେ ପକେଇ ଦେଲା😢😢😢😢 ମୋ ବାପା ମା ଙ୍କ ମନ ରେ ଆଉ କେବେ କଷ୍ଟ ଦେବିନି😭😞😞😞💓

  • @habijabi2024-e3b
    @habijabi2024-e3b 10 หลายเดือนก่อน +9

    Bapa Maa bhali kehi hebeni 😢

  • @Dmn_123
    @Dmn_123 4 ปีที่แล้ว +6

    M unable to define what is the definition of BAPA bcz m speachless ....but I know my bapa is my world ...where I feel real happines...I will do my duty till my last breath... LOVE u Bapa ... My living god ...🙏

  • @susmitapriyadarshinisethy
    @susmitapriyadarshinisethy 3 ปีที่แล้ว +6

    Mo bapa ta aji mo pakhare nahanti 😭😭😭...hele mate lage se mo sahita sabubele achhanti mo chhai hoi..... Love u bapa

  • @kajalpartha589
    @kajalpartha589 ปีที่แล้ว +7

    Mu jete bele b e song sunuchi mo akhiru ape ape luha asi jauchi😭😭😭😭

  • @deepakbeura2647
    @deepakbeura2647 5 หลายเดือนก่อน +2

    ଏ ଗୀତ ଯେତେଥର ଶୁଣେ ଆଖିରେ ଲୁହ ଚାଲିଆସେ। Love You Bapa ❤❤❤❤😢 Love You So Much ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @Suchismita_Mahalik
    @Suchismita_Mahalik 4 ปีที่แล้ว +72

    Father is the collection of patience and mother is the collection of affection. They are the real and actual God 🙏🙏🙏.

  • @Biswajit_Pradhan
    @Biswajit_Pradhan 4 ปีที่แล้ว +10

    Indian anthem pare eta hi gote song jauthire mo loma tankuri jauchi❤❤

  • @biswadeepak1
    @biswadeepak1 2 ปีที่แล้ว +8

    Mihir sir was a legendary actor in odia film industry. Odia film lovers will miss him always.

  • @pushpalatapanda5621
    @pushpalatapanda5621 7 หลายเดือนก่อน +4

    ଏ ଗୀତ ଶୁଣି ମୋ ଆଖିରୁ ଲୁହ ବାହାରି ଗଲା ସତ କଥା ହେଲା ଆଜି ମୋ ପାଖରେ ମୋ ବାପା ନାହାନ୍ତି ❤❤❤I miss you 🥺🥺 papa I love you too my dear papa❤❤❤❤❤❤❤❤

  • @ManojKumar-ki9tm
    @ManojKumar-ki9tm 3 ปีที่แล้ว +2095

    ଜାଣିନି ୟେ ଗୀତ କାହା ପାଇଁ କଣ ଦେଇଛି, କିନ୍ତୁ ମୁଁ ମୋ ଜିଦିୟା ଗୁଣ ଛାଡି ବାପାଙ୍କୁ ଭଲ ପାଇବାରେ ଲାଗିଛି, ଆଉ ସେ ଜିଦିୟା ପୁଅ ଟେ ଭଲ ହୋଇଯାଇଛି,ବାପା

  • @ashuworld5238
    @ashuworld5238 2 ปีที่แล้ว +8

    Life ree sabu kichi possible but bapa jau kamare sath ree thibe se kama 100ru 100% possible so i love you bapa 🥰🥰🥰🥰🥰

  • @anuradhabarik5390
    @anuradhabarik5390 4 ปีที่แล้ว +7

    No love is greater than parents love ❤️❤️❤️ Love you Bapa & Bou😍😍

  • @minumalhotra2723
    @minumalhotra2723 10 หลายเดือนก่อน +5

    First time mu ate bhala odia song sunili & se puni papa nka naa re ....bahut bhala heichi ....❤❤❤ Love you papa