'ହସ'ର ବାଦଶାହଙ୍କ ସାଥୀ: ରୋଗ, ଅଭାବ, କୋହ...| EP - 63 | Podcast With Renowned Actor Jairam Samal

แชร์
ฝัง
  • เผยแพร่เมื่อ 3 ม.ค. 2025

ความคิดเห็น • 1K

  • @PapuPoMPoMCreations
    @PapuPoMPoMCreations หลายเดือนก่อน +1261

    ଆମର ମାର୍ଗ ଦର୍ଶକ 🙏🏻

    • @BiswaprakashPanigrahi-ch5xj
      @BiswaprakashPanigrahi-ch5xj หลายเดือนก่อน +49

      Papu Bhai Dil khush karidela ,,,

    • @santoshbehera3
      @santoshbehera3 หลายเดือนก่อน +23

      Papu Bhai great great

    • @pankajparida8133
      @pankajparida8133 หลายเดือนก่อน +24

      ଭାଇ ସତକଥା କହିଛ.... ପପୁଭାଇ namaskar🙏... ଆମ ଓଡ଼ିଆ ଙ୍କ ହସର ବାଦଶାହ ଜୟୀ ଜେଜେ namaskar🙏🙏

    • @Angultokagaming
      @Angultokagaming หลายเดือนก่อน

      Mu vlog kare & memes @roshan odia vlogs

    • @SanuSanu-fy6gj
      @SanuSanu-fy6gj หลายเดือนก่อน +17

      Papu sir aapana aamara comedy duniya re marga darshaka

  • @bhubanandabehera1456
    @bhubanandabehera1456 หลายเดือนก่อน +23

    ବହୁତ ଖୁସି ଲାଗିଲା ଜୟୀ ବାବୁ ଙ୍କ ସାକ୍ଷାତକାର, ଦୁଃଖ ତ ଏତିକି ଯେ ଜଣେ ବର୍ଷିଆନ କଳାକାର ଙ୍କ ମନ ରେ ଅନେକ କ୍ଷୋଭ ରହି ଯାଇଛି ଯେ କାଳେ ସେ ଆଜି ଅଲୋଡ଼ା ଆଉ ଅଭାବୀ ଗୋଟେ ଗୋଟେ like 👍 କରନ୍ତୁ ଆଉ ଆପଣଙ୍କ ଭଲ ପାଇବା ଦିଅନ୍ତୁ ଜୟୀ ବାବୁ ଜାଣନ୍ତୁ ଓଡିଶା ଲୋକେ ତାଙ୍କୁ ଏବେ ବି ହୃଦୟରୁ ଭଲ ପାନ୍ତି

  • @omjagdish1415
    @omjagdish1415 หลายเดือนก่อน +209

    ଜୟୀ ଏମିତି ଏକ ନାଁ ଯାହା ଲୋକଙ୍କ ମୁହଁ ରେ ହସ ଆଣିବା ପାଇଁ ଯଥେଷ୍ଟ | ଜୟୀରାମ ସାର୍ ଏମିତି ଜଣେ କଳାକାର, ଯାହାର କଥା କହିବା, ଚାଲିବା, ବସିବା, ଖାଇବା, ନାଚିବା, ଦୌଡିବା ସବୁଥିରେ କେବଳ ହସ ହିଁ ହସ | ମୁଁ ଜୟୀ ସାର୍ ଙ୍କର ବହୁତ ବଡ଼ ପ୍ରଶଂସକ❤ | ସଂଗ୍ରାମ ସାର୍ ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।

    • @Ersanterra
      @Ersanterra หลายเดือนก่อน +5

      Jemiti bollywood re JOHNY LEVER❤

  • @AjitKumarDehury-b2u
    @AjitKumarDehury-b2u หลายเดือนก่อน +86

    ଆମ ପିଲା ଦିନର କଳାକାର ଜୟୀରାମ ସାମଲ ସାର୍ ❤🙏🥰ବହୁତ ବହୁତ ଧନ୍ୟବାଦ Argus news❤❤❤❤

  • @sujitnaik4626
    @sujitnaik4626 หลายเดือนก่อน +192

    ସଂଗ୍ରାମ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ❤ ଆପଣ ଜୟୀ ରାମ ସାମଲ ସାର୍ ଙ୍କୁ ଡାକି ଥିବାରୁ ❤ ଓଲିଉଡ଼ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାର କମେଡି କିଙ୍ଗ ଜୟୀ ରାମ ସାମଲ ସାର୍ ❤❤

    • @Argusdigital.official
      @Argusdigital.official  หลายเดือนก่อน +12

      Thank you

    • @sushamanayak3454
      @sushamanayak3454 หลายเดือนก่อน +4

      Bahut dina pare dekhilu bahut khusi laguchi ❤❤

    • @BarsharaniKar
      @BarsharaniKar หลายเดือนก่อน

      ​@sushamanaRight 😊yak3454

  • @Sinusahoowd2dm
    @Sinusahoowd2dm หลายเดือนก่อน +149

    ବହୁତ୍ ଧନ୍ୟବାଦ୍ Argus ଏମିତି ଜଣଙ୍କୁ ଭେଟି ଦେଇଛନ୍ତି ଯେ ଯେତେ ସାବସୀ ଦେଲେ ବି କମ୍ ହବ 🙏🙏🙏🙏👏👏👏👏👏👏👏👏👏👏👏👏

  • @Rashmi-7003
    @Rashmi-7003 หลายเดือนก่อน +99

    ମୁଁ ଦେଖିଥିବା podcast ମଧ୍ୟରୁ ଏଇ episode ଟି ହୃଦୟ ଛୁଇଁଲା❤ବହୁତ୍ ଭଲ ଲାଗିଲା 🎉

  • @sacajay4190
    @sacajay4190 หลายเดือนก่อน +38

    ଜୟୀ ସାର୍ ଙ୍କୁ ମୋର ପ୍ରଣାମ 🙏। ଜଗନ୍ନାଥ ମହାପ୍ରଭୂ ତାଙ୍କୁ ସୁସ୍ଥ, ନିରାମୟ ଓ ଦିର୍ଘାୟୁ କରନ୍ତୁ। 🙏

  • @GeetanjaliMahakul-yk7sh
    @GeetanjaliMahakul-yk7sh หลายเดือนก่อน +4

    ବହୁତ ଖୁସି ଲାଗିଲା ଓଡିଶା ର ସୁପର ଷ୍ଟାର କମେଡି କିଙ୍ଗ, ସାରା ଓଡ଼ିଆ ଙ୍କ ହୃଦୟ ର ହସ ମଣି

  • @sanjaypanda8984
    @sanjaypanda8984 หลายเดือนก่อน +19

    ବହୁତ ଖୁସୀ ଲାଗିଲା ଆଜି ମୋ ଅତି ପ୍ରିୟ ହାସ୍ୟ କଳାକାର ଜୟୀ ସର୍ ଙ୍କୁ ଦେଖି ପ୍ରଭୁ ଜଗନ୍ନାଥ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆଉ ଆଶୀର୍ବାଦ କରନ୍ତୁ

  • @pravatsmathematics9586
    @pravatsmathematics9586 หลายเดือนก่อน +442

    ସଂଗ୍ରାମ sir ଙ୍କୁ ଅନୁରୋଧ ଶ୍ରୀ ରାମ ପଣ୍ଡା ମହୋଦୟ ଙ୍କୁ ପୋଡକାଷ୍ଟ କୁ ଆଣନ୍ତୁ 🙏

    • @Sinusahoowd2dm
      @Sinusahoowd2dm หลายเดือนก่อน +10

      ହଁ ଠିକ୍

    • @bharatsahoo1020
      @bharatsahoo1020 หลายเดือนก่อน +9

      Hmm

    • @milidash1209
      @milidash1209 หลายเดือนก่อน +7

      ମୋ ମନ ର କଥା କହି ଦେଲେ

    • @Alishaa1352
      @Alishaa1352 หลายเดือนก่อน +3

      Thik katha

    • @Santosh.7890
      @Santosh.7890 หลายเดือนก่อน +4

      Right

  • @brinnovative6835
    @brinnovative6835 หลายเดือนก่อน +66

    ଜଣେ ଓଡ଼ିଶାର ମହାନ କଳାକାର ଜୟୀ ଅଜା 🙏👍

  • @srinivaschoudhury7988
    @srinivaschoudhury7988 หลายเดือนก่อน +61

    Legendari comedian Odisha ତଥା ଆମ ସମୟର comedy King ଶ୍ରୀଯୁକ୍ତ ଜୟୀରାମ ସାମଲ ସାରଙ୍କୁ ଅନେକ ଦିନ ପରେ ଆପଣଙ୍କ podcast ରେ ଦେଖିବାକୁ ମିଳିଲା। ସଂଗ୍ରାମ ସାର ଓ ଜୟୀ ସାରଙ୍କୁ ଅନେକ ଅନେକ ନମସ୍କାର। 🙏🙏

  • @munadalei6268
    @munadalei6268 หลายเดือนก่อน +81

    ଦୁଃଖ ଲାଗିଲା ସଠିକ ପାରିଶ୍ରମିକ ବି ମିଳିନାହିଁ😢

    • @nabaghanasahu9660
      @nabaghanasahu9660 หลายเดือนก่อน +4

      Setebele film bhala thila paisha nathila but ebe paisha bhala achhi but comedy 2 artha bodhaka bada dukha ra katha 😢.

  • @parikshitsamal1025
    @parikshitsamal1025 หลายเดือนก่อน +52

    ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁ ଥିଲେ ନୂଆ ଲାଗୁଥାଏ

  • @Allaboutsports401
    @Allaboutsports401 23 วันที่ผ่านมา +2

    ବହୁତ୍ ଖୁସି ଲାଗିଲା ଆପଣଙ୍କ କଥା ଶୁଣି ❤ଧନ୍ୟବାଦ୍ ସଂଗ୍ରାମ ଭାଇ

  • @swikrutee
    @swikrutee หลายเดือนก่อน +45

    Argus podcast ku gote anurodh ....jetiki odia actor actress parinata bayase pahanchi leni sevali hira mana nku ame harei daba agaru samasta nku daki gote smruti puni thare creat karantu.... thank you for inviting Jayaram samal....

  • @sureshchandramishra8845
    @sureshchandramishra8845 หลายเดือนก่อน +2

    ହାସ୍ୟ ଅଭିନେତା ଜୟୀଭାଇ, ଜୟୀରାମ ସାମଲ ଆମ ଓଡ଼ିଶାର ଗର୍ବ ତାଙ୍କ ସୁସ୍ଥ ନିରାମୟ ଜୀବନ କାମନା ସହ ପ୍ରାର୍ଥନା
    ଓମ୍ ଜୟଶ୍ରୀଜଗନ୍ନାଥାୟ ନମୋ ନମଃ 🙏🙏

  • @BhaskarBiswal-z2t
    @BhaskarBiswal-z2t หลายเดือนก่อน +10

    ଏମିତି ସାକ୍ଷାତ୍କାର ହିଁ ଗଣମାଧ୍ୟମ ପାଇଁ ପ୍ରଜୁଯ୍ୟ ❤❤❤❤

  • @WorldShortVideos20
    @WorldShortVideos20 24 วันที่ผ่านมา +1

    Editor sir ଜଣଙ୍କୁ ବି ଧନ୍ୟବାଦ୍ ତାଙ୍କ ପଚାରୁଥିବା ପ୍ରଶ୍ନ ଗୁଡ଼ିକ ପାଇଁ ଦେଖିବାକୁ ବହୁତ୍ ଭଲ ଲାଗୁଛି

  • @BhaskarBiswal-z2t
    @BhaskarBiswal-z2t หลายเดือนก่อน +5

    ସଂଗ୍ରାମ ସାର୍ ଙ୍କର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ମନମୁଗ୍ଧକର ❤❤❤❤ love you Argus team ❤❤❤❤

  • @bhagabansadangi1996
    @bhagabansadangi1996 หลายเดือนก่อน +12

    Jai sir you are the real comedy king in our ollywood industry. Always stay healthy and stay happy. Suggested name for your podcast
    Suresh Bal ( Banku bhai), Uttam mohanty, Sriram panda, Braja singh, Prashant Nanda, Aparajita mohanty, Mama mishra, Rachana Banerjee, Kumar Bapi, Ira mohanty. Emiti ta ahuri name achhi but emanankara ete interview nahin so apana jadi nebe bahut khusi lagiba.

  • @KrishnabElectrical1996
    @KrishnabElectrical1996 หลายเดือนก่อน +8

    ସାରା ଓଡ଼ିଶା ରେ no 1 show Podcast ଏମିତି ଅତିଥି ମାନଙ୍କ lifestyle ବିଷୟରେ ଜାଣିବା , ସେମାନଙ୍କର ହୃଦୟରୁ କହୁଥିବା କଥା ଗୁଡାକ ଶୁଣିବାକୁ ବହୁତ ଖୁସିଲାଗେ । ମୋର ଅଶେଷ ଅଶେଷ ଧନ୍ୟବାଦ୍ Argus New କୁ ଏବଂ ସଂଗ୍ରାମ sir ଙ୍କୁ 🙏🙏🙏

  • @hemantakumar007
    @hemantakumar007 หลายเดือนก่อน +2

    ଜୟୀ ଭାଇ ଜଣେ ବହୁତ ଭଲ ମଣିଷ ମୁ ତାଙ୍କୁ ଗୋଟେ ଥର ଭେଟିଛି ତାଙ୍କ ସହ ଫୋଟୋ ଉଠେଇଛି ଗୋଟେ ଜିନିଷ ତାଙ୍କ ପାଖରେ ଅଛି ସେଇଟା ହେଲା ତାଙ୍କର ଗର୍ବ ନାହିଁ god bless you ଜୟୀ ଭାଇ

  • @ODISHAPOLICE97
    @ODISHAPOLICE97 หลายเดือนก่อน +5

    ଓଡ଼ିଆ ସିନେମା ଜଗତର ଜଣେ ପ୍ରଖ୍ୟାତ ତାରକା❤ 🙏🏻

  • @ssk8761
    @ssk8761 หลายเดือนก่อน +2

    ଓଲିଉଡ଼ ର କମେଡି କିଙ୍ଗ ଯେଏକି ଓଲିଉଡ଼ ଥିବା ପର୍ଯ୍ୟନ୍ତ ସବୁଦିନ ପାଇଁ ଆମ ମାନଙ୍କର ହୃଦୟରେ ମନେ ରହିବେ ❤️❤️କମେଡି କିଙ୍ଗ

  • @SahoobhaiEntertainment
    @SahoobhaiEntertainment หลายเดือนก่อน +16

    ବହୁତ ବହୁତ ବହୁତ ଭଲ ଲାଗିଲା a 4:42 rgas news ଙ୍କୁ ଅଶେସ୍ ଅଶେସ୍ ଧନ୍ୟବାଦ ...|

  • @atdrate
    @atdrate หลายเดือนก่อน +2

    ଜୟୀ ରାମ ସାମଲ ଜଣେ ଭିନ୍ନ କୃତିତ୍ବ ଓଡ଼ିଆ ହାସ୍ୟ ଜଗତ ରେ। ହିନ୍ଦୀ ଫିଲ୍ମ ର ଆଶ୍ରାନି ଆଉ ଓଡ଼ିଆ ଫିଲ୍ମ ର ଜୟୀ।
    ସଂଗ୍ରାମ ବାବୁ ଙ୍କ ଆଉ ଗୋଟେ ଭଲ ପୋଡକ୍ୟାଷ୍ଟ। ଆଗକୁ ଏମତି ବହୁତ୍ ଆସୁ...

  • @bijayachannel455
    @bijayachannel455 หลายเดือนก่อน +15

    ଅଲିଉଡ ରେ ବହୁତ୍ ଛୋଟ ଛୋଟ କଳାକାର ଅଛନ୍ତି ତାଙ୍କୁ ଡକାଯାଉ.ଯେମିତି ... ପ୍ରିୟଙ୍କା ମହାପାତ୍ର, ଅସିତ୍ ପତି, ବୁଲୁ ଆଲବମ୍ ହିରୋ,

  • @Sinusahoowd2dm
    @Sinusahoowd2dm หลายเดือนก่อน +19

    ମୁଁ ଏବକା ଦର୍ଶକ ହେଇ ମଧ୍ୟ ଆପଣଙ୍କ ଭଳି ବରିଷ୍ଠ ଅଭିନେତା ଅଭନୟ କରୁନଥିବା ଚଳଚିତ୍ର ହେଉନାହିଁ ବୋଲି ସିନେମା ହଲ୍ ଯିବାକୁ ଇଚ୍ଛା ଥିଲେ ବି ସେଇ ଉତ୍କଣ୍ଠା ଆଉ ସେଇ ଆଗ୍ରହ ସିନେମା ପାଇଁ ନାହିଁ😢😢

  • @Tuna.jspmjm
    @Tuna.jspmjm หลายเดือนก่อน +5

    Bohut din pore joi sir khu dakhi baku milila... I am very Happy.. thank you Sangram sir....

  • @prasannajitmahapatra4351
    @prasannajitmahapatra4351 29 วันที่ผ่านมา +1

    😢 ଓଃ, ଅତି ସୁନ୍ଦର I ମୋର ଅତି ପ୍ରିୟ ହାସ୍ୟ ଅଭିନେତା ଙ୍କ ସହ ଚର୍ଚା ❤

  • @baazigardewana9193
    @baazigardewana9193 หลายเดือนก่อน +20

    Biggest Legendary comdey Actor of Odiya movie industry JaiRam Samal 🙏 childhood ra most fav Actor.. eve bi TH-cam re 80s nd 90s ra old movie dekhuchi ete natural comdey, He is real Comdey King 🤟..

  • @SUDIPTIKUMAROJHA-ue3br
    @SUDIPTIKUMAROJHA-ue3br หลายเดือนก่อน +17

    Jairam samal is a legendary actor. He nurtured himself to be one of the finest actors in the Odia film industry. His method acting in comic role has been instrumental and won the hearts of millions of Odia people. However we have failed to honour him the way he deserved. His voice truly reflects, deep down he is hurt by the filmmakers and audience as well. Long live the legendary man with good health and happiness. ❤

  • @supriyasutar8173
    @supriyasutar8173 หลายเดือนก่อน +11

    Mu ae podcast ku pura 1st ru last parjyanta dekhili tk hi skeep karini
    Bohut khusi lagila au hurdayaku chhuinela
    Dhanyawad Argues news❤

    • @AbKaFan
      @AbKaFan 12 วันที่ผ่านมา +1

      Hmm bro Same but mo feeling ta Tamathu Adhika Thiba

  • @Sinusahoowd2dm
    @Sinusahoowd2dm หลายเดือนก่อน +39

    ଆପଣଙ୍କ ସମୟ ର ଚଳଚିତ୍ର ଏବେବି youtube ରେ ଯେତେ ଦେଖିଲେ ବି ନୂଆ ଲାଗୁଚି ବାରମ୍ବାର ଦେଖିବା କୁ ଇଚ୍ଛା ହଉଚି ହେଲେ ଏବେକା ସିନେମା ଟିଭି ହଉ କି ହଲ ରେ ଥରେ ବି ଦେଖିବା ଆଗରୁ ଭାବି ବାକୁ ପଡ଼ୁଚି😢 ଆଉ ବିବାଦ କଥା ତ ନ କହିଲେ ଭଲ ସଫଳତା ଠାରୁ ବିଫଳ ତା ର ମାତ୍ର ଅଧିକ

  • @jyotimayeesahoo5264
    @jyotimayeesahoo5264 หลายเดือนก่อน +12

    Thanks argus tv & sangram sir .....amiti legend mananku dakantu sir . God bless you

  • @bijayapattnait5746
    @bijayapattnait5746 หลายเดือนก่อน +1

    ବହୁତ କିଛି ହସେ ଇଛନ୍ତି ଜୟୀ ସାର୍, ଆମ ସାଙ୍ଗସାଥିମାନେ ସିନେମା ହଲରେ କେତେବେଳେ ସିନ୍‌ ଆସିବଜୟୀ ସାର୍ ଙ୍କ.❤❤🙏🏻

  • @subhendranayak9401
    @subhendranayak9401 หลายเดือนก่อน +9

    All time favorite, esa Carector Hollywood mein bhi milna muskil ❤❤

  • @gyanbikash
    @gyanbikash หลายเดือนก่อน +2

    ସଂଗ୍ରାମ ସାର୍ ଆପଣଙ୍କ ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ଧନ୍ୟବାଦ ଦେବି ଏମିତି ଉଚ୍ଚ କୋଟୀର ବ୍ୟକ୍ତିଙ୍କୁ ଆଣି ସାମିଲ୍ କରିଥିବାରୁ।🙏

  • @gitanjalimallik86
    @gitanjalimallik86 หลายเดือนก่อน +4

    ବହୁତ ଖୁସି ଲାଗେ ଆମ ପୁରୁଣା କଳା କାର ଙ୍କୁ ଦେଖିଲେ 🙏

  • @fakirmohansahoo2079
    @fakirmohansahoo2079 หลายเดือนก่อน +2

    ଜୟୀ ସାର୍ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ,ସତରେ ଅଭୁଲା ସ୍ମୃତି 😢😢😢😢😢👍🏾👍🏾👍🏾👍🏾🙏🙏🙏🙏😱😱😱

  • @subratmeher3658
    @subratmeher3658 หลายเดือนก่อน +12

    ସଂଗ୍ରାମ ଭାଇ ଧନ୍ୟବାଦ ଏମିତି ଭଲ ଭଲ episode କରିଥିବାରୁ

  • @HappyKhushi_1985
    @HappyKhushi_1985 หลายเดือนก่อน +2

    ସଂଗ୍ରାମ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏମିତି ଭଲ episode କରିଥିବାରୁ ❤❤❤❤❤

  • @DEBASISHNAYAK-z6j
    @DEBASISHNAYAK-z6j หลายเดือนก่อน +47

    ଜଈ sir କୁ କିଛି ସରକାରି ସହଯୋଗ ଦିଆଯାଊ please 🙏

  • @jitendrakumarjitendrakumar3452
    @jitendrakumarjitendrakumar3452 หลายเดือนก่อน +2

    ଜୟୀ ବାବୁଙ୍କ ସହିତ ସଂଗ୍ରାମ ସାର୍ ଙ୍କ ପଡୋକାଷ୍ଟ ଟି ଅତି ମନୋମୁଗ୍ଧକର ଏବଂ ରୋଚକ ପୂର୍ଣ୍ଣ ହୋଇଛି 🎉❤🔥☑️💯 thanks for your information and podcast 😊❤

  • @debendranathrout3972
    @debendranathrout3972 หลายเดือนก่อน +4

    ମାହାଙ୍ଗା ମାଟି ର ସୁଯୋ ଗ୍ୟ ସନ୍ତାନ ଙ୍କୁ ଅଶେଷ ପ୍ରଣାମ

  • @shankarsethi7484
    @shankarsethi7484 หลายเดือนก่อน +2

    ପ୍ରକୃତରେ ସଂଗ୍ରାମ ସାର ଯିଏ ବ୍ୟକ୍ତିଗତ ଭାବେ ଯାହା ହୁଅନ୍ତୁ ଜୟୀ ସାରଙ୍କ ଭଳି ବ୍ୟକ୍ତି ମାନଙ୍କୁ ଦେଖିଲେ ଶୁଣିଲେ ସାରା ଜୀବନର ସ୍ମୃତି ମନରେ ଆସିଯାଏ।ଆଉ ବଞ୍ଚିବାର କଳା ଏମାନଙ୍କଠୁ ଶିଖିବାକୁ ମିଳେ। ତେଣୁ ଯେତେ ସମ୍ଭବ ଆପଣ ବୟସ୍କ ବ୍ୟକ୍ତି ମାନଙ୍କୁ ଡାକନ୍ତୁ।❤❤🙏🙏💐

  • @krushnachandradash7387
    @krushnachandradash7387 หลายเดือนก่อน +5

    ବହୁତ୍ ବହୁତ୍ ଧ ନ୍ୟ ବା ଦ ଏଭଳି ବ୍ୟକ୍ତିତ୍ଵ ଙ୍କୁ ଆଣିଥିବାରୁ। ଏହି ଭଳି ଶିଳ୍ପୀ ଙ୍କ ପାଇଁ ସରକାର ତଥା ବଦାନ୍ୟ ବ୍ୟକ୍ତି କିଛି କରିବା ଦରକାର। ଜୟୀ ଭାଈ ଯିବା ପରଠାରୁ ମୁଁ ତ ମୁଁ ଆମ ଜଣାଶୁଣା କେହି ମଧ୍ୟ ଓଡ଼ିଆ ଫିଲ୍ମ ହଲ ଯାଇନୁ କହିଲେ ଚଳେ। ଯାହା mobile ଏବେ ନୂଆ ନୂଆ nonveg comedian ମlନ ଙ୍କୁ ଦେଖୁଛୁ। ସେ ହିଁ Comedy ବlଦଶlହା ❤

  • @Nothing-rs5oj
    @Nothing-rs5oj หลายเดือนก่อน +2

    ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର୍ ଭାରି ଇଚ୍ଛା ଅଛି ଶ୍ୟାମଳେନ୍ଦୁ ଙ୍କୁ ଦେଖିବାକୁ ଆଶାକରେ ଚେଷ୍ଟା କରିବେ l

  • @dipsadas1792
    @dipsadas1792 หลายเดือนก่อน +3

    ସତରେ ଶାର୍ ଆପଣ ଜଣେ ଏମିତି କଳାକାରଙ୍କୁ ଭେଟି ଦେଇଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ

    • @Argusdigital.official
      @Argusdigital.official  หลายเดือนก่อน

      Thank you

    • @bijayaraj9048
      @bijayaraj9048 หลายเดือนก่อน

      ବହୁତ ଖୁସି ଲାଗିଲା ଦେଖିକି

  • @arunkumardas6695
    @arunkumardas6695 หลายเดือนก่อน +13

    ସଂଗ୍ରାମ ଭାଇ 🙏ଶ୍ରୀରାମ ପଣ୍ଡା ଙ୍କୁ ଆଣନ୍ତୁ

  • @DipaLadu
    @DipaLadu หลายเดือนก่อน +14

    Sangram sir..apanka bahut bahut dhanyabad....apana emiti celebrate manku neiasantu podcast ku

    • @Argusdigital.official
      @Argusdigital.official  หลายเดือนก่อน

      Thank you

    • @dipupradhan7208
      @dipupradhan7208 26 วันที่ผ่านมา

      Sangram sir jayi aja nku dekhila pare mane paduchi chhoto bela ra katha jetebele Sangram sir odia news paduthile au sei time re jayi aja hasau thile
      Setebele thila odia movie industry chahida adhika jouta ki ebe au dekhibaku miluni 😢😢
      Au rachana banarjee madam nku dakantu thare

  • @TAPNSAHOO-p3z
    @TAPNSAHOO-p3z หลายเดือนก่อน +1

    ମୋର ଅତି ପ୍ରିୟ କଳାକାର, ପିଲାଦିନର ସ୍ମୃତିର ଅଭୁଲା ଚିରସ୍ମରଣୀୟ କଳାକାର 💐🙏❤️❤️❤️

  • @ZipuAvilasha
    @ZipuAvilasha หลายเดือนก่อน +14

    ଆମ ପିଲାବେଳର suparstar ଶ୍ରୀରାମ ପଣ୍ଡା ଙ୍କୁ ଥରେ ଡାକନ୍ତୁ ❤️🥰

  • @susantabarik1751
    @susantabarik1751 หลายเดือนก่อน +2

    ଜୟୀରାମ ସାମଲ ଓଡ଼ିଆ ଚଳଚ୍ଚିତ୍ର ର କିମ୍ବଦନ୍ତୀ !!❤❤

  • @anilkumarbehera8151
    @anilkumarbehera8151 หลายเดือนก่อน +22

    ଜୟୀ ସାର ଙ୍କୁ ଯେଉଁ ସମ୍ନାନ ମିଳିଲା ତାହା ଅତି ଡେରି ରେ ମିଳିଲା ।

  • @sinitidash2979
    @sinitidash2979 9 วันที่ผ่านมา

    Odisha state re nischinta hero no one SJ jayiram Bhai . Sangram Babu Mo anubhuti Cuttack balizatra re B . Pani pendal nirav thila hatat Jairam asibaru odisha basi taku kara tali dei ushaha re kadithibara drusya mu dekhichi . Kintu bayash anupatare jai mandhya odisha basi ku hasai dei thile . Nikhuna avinaya Kari chanti bhaina . Jay shree Ram . Jay shree jagannath bharasha Jai bhaina Ku .

  • @dhananjaya7060
    @dhananjaya7060 หลายเดือนก่อน +6

    Our childhood nostalgia Jayi sir ❤️..... ଧନ୍ୟବାଦ୍ Argus 🙏

    • @gauravmani1264
      @gauravmani1264 หลายเดือนก่อน

      Uttam mohanty ku Bhai dakantu

  • @balaramnayak9067
    @balaramnayak9067 หลายเดือนก่อน +2

    ଜୟୀ sir ଙ୍କ କଥା ଭଉତ ଭଲ ଲାଗିଲା.. କିଛି ପୁରୁଣା କଥା

  • @padhancreative1
    @padhancreative1 หลายเดือนก่อน +7

    ବହୁତ୍ ସୁନ୍ଦର୍ 🙏

  • @deepupradhan3573
    @deepupradhan3573 26 วันที่ผ่านมา

    Sir ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅଭିନୟ ମତେ ବହୁତ ଭଲ ଲାଗେ ,ମୁଁ ଛୋଟ ବେଳେ ବହୁତ ଦେଖିଛି ,,ଏବେ ବି ମୁଁ miss କରୁଛି

  • @alokaloktripathy2472
    @alokaloktripathy2472 หลายเดือนก่อน +21

    ବହୁତ ବଢିଆ ସଂଗ୍ରାମ ସାର 🙏

  • @rabisahu230
    @rabisahu230 หลายเดือนก่อน +4

    ସାର୍ ଆପଣ ସବୁବେଳେ ହସର ରାଜା ରହିବେ ଆମ ଆଗରେ ଫିଲିମିର ଚିକମିକ୍ ଦୁନିଆଁରେ ! ଆପଣ ସୁସ୍ଥ ରୁହନ୍ତୁ ଏମିତି ବେଳେ ବେଳେ ପରଦା ଆଗକୁ ଆସୁଥାନ୍ତୁ
    ବହୁତ ଖୁସି ଲାଗୁଛି ଆପଣଙ୍କୁ ଦେଖି ! ପିଲାବଳ ମନେ ପଡିଯାଏ

  • @jambeswarbhoi4336
    @jambeswarbhoi4336 หลายเดือนก่อน +7

    ଜୟୀ ରାମ ସାମଲ୍
    ଚଳଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିତ୍ବ ❤

  • @cutysriyarani2151
    @cutysriyarani2151 หลายเดือนก่อน +1

    ସଂଗ୍ରାମ ଭାଇ ଆଜି ଜୟରାମ ସାର୍ ଙ୍କ ସହ ବହୁତ ହସ ଭରା ମୂହୁର୍ତ୍ତ

  • @Bsmallarts11
    @Bsmallarts11 หลายเดือนก่อน +11

    ଜୟୀ sir ତ ମୋ ପାଇଁ god of comedian

  • @parsurambhoi8518
    @parsurambhoi8518 หลายเดือนก่อน +2

    ସଂଗ୍ରାମ ସାରଙ୍କୁ ମୋର ହୃଦୟରୁ ପ୍ରଣାମ 🙏

  • @tapanpanda5870
    @tapanpanda5870 หลายเดือนก่อน +3

    ..ଗୁଣ ଚିହ୍ନେ ଗୁଣିଆ .
    ତାଙ୍କର ହାର୍ଦିକ ଲୋକପ୍ରିୟତା ଅଛି. 🎉❤🎉

  • @manas_ranjan
    @manas_ranjan หลายเดือนก่อน +1

    You are really doing a noble job by interviewing such legends who are now almost wiped off from the eyes of the mainstream media. Feeling indebted to know about them, refreshing many old memories and the current situation they are in. Thank you from the bottom of my heart 🙏🏼🙏🏼🙏🏼

  • @Smileykingsuren
    @Smileykingsuren หลายเดือนก่อน +9

    ଅତି ସୁନ୍ଦର 🙏ଜୟ ସାର ❤ ଅଭିନୟ

  • @soubhagyaranjanmohanty3667
    @soubhagyaranjanmohanty3667 29 วันที่ผ่านมา

    Really ଜୟୀ sir jane ବିରଳ ବ୍ୟକ୍ତିତ୍ୱ

  • @benudharapadhy6253
    @benudharapadhy6253 หลายเดือนก่อน +35

    Best Podcast show of Odisha ❤

  • @lipimohanty9999
    @lipimohanty9999 23 วันที่ผ่านมา +1

    ଏବେ ଜୟୀ ଭାଇଙ୍କୁ ଦେଖିଲେ ଆଖିରେ ଲୁହ ଆସିଯାଉଛି...❤

  • @Alishaa1352
    @Alishaa1352 หลายเดือนก่อน +9

    First thank you so much sangraam Sir 🙏 for this great podcast😊...Pure soul person, a great person,sir🙏
    Jayi sir mora & mo family ra bahut bahut favorite❤😊...
    Legend actor...lord jagannath bless you🙌❣️😇 sir

  • @ManjulataSahoo-we7dn
    @ManjulataSahoo-we7dn 11 วันที่ผ่านมา

    Jayi ram sir ever green comedian, tenu industry ku jete comedian asile madhya jeje, jeje hei rahibe au nati, nati hei rahibe. Tanku aji madhya loka pasand karanti. Bas tanku podcast taraf ru ba sarkar nka taraf ru kichhi upahara swarupa arthika sahayata karagale bahut vala huanta.

  • @rajendrakumarsethi4428
    @rajendrakumarsethi4428 หลายเดือนก่อน +3

    The legend Jayiram Samal..Salute to the comedy king..Thanks argus..nobody can ever replace Jayi

  • @kkvlogs1819
    @kkvlogs1819 หลายเดือนก่อน +1

    ବହୁତ୍ ଦିନ ପରେ ଦେଖି ଖୁସି ଲାଗିଲା ❤

  • @smhembram8054
    @smhembram8054 หลายเดือนก่อน +4

    Finally jairam samal sir mu bohut khusi... ❤❤❤

  • @Rani---8134
    @Rani---8134 หลายเดือนก่อน

    ମନ ଖୁସି ହେଇଗଲା ଦେଖିକି ଜୟି ❤ ରମ୍ ସାମଲ sir ଙ୍କୁ ଦେଖି ଦେଖି ବଡ hechi ❤ u sir always

  • @manojsenapati7980
    @manojsenapati7980 หลายเดือนก่อน +23

    ସଂଗ୍ରାମ sir ଙ୍କୁ ଅନୁରୋଧ ଅପରାଜିତା madam ଙ୍କୁ ଡାକନ୍ତୁ ପ୍ଲିଜ 🙏🙏🙏

  • @main_hoon_alag
    @main_hoon_alag หลายเดือนก่อน

    ସବୁଠୁ best ପୋଦେକ୍ୟାଷ୍ଟ.. always miss karibu apananka cinema ku

  • @himanshunayak194
    @himanshunayak194 หลายเดือนก่อน +6

    The greatest comedian for ever ❤❤❤❤❤Jayeeram samal

  • @deepakkumarnayak1050
    @deepakkumarnayak1050 หลายเดือนก่อน

    ଧନ୍ୟବାଦ୍ argus team , ବହୁତ୍ ଦିନ ପରେ ଦେଖିବାକୁ ମିଳିଲା

  • @aditya_maharana
    @aditya_maharana หลายเดือนก่อน +16

    This podcast is more original than odia movies of nowadays. This is not a podcast rather a legendary podcast.

  • @ramakrushnasamantaray1503
    @ramakrushnasamantaray1503 หลายเดือนก่อน +1

    ଅତି ସୁନ୍ଦର୍ ହାସ୍ୟରସ କଳାକାର

  • @Samblpuri_shorts.
    @Samblpuri_shorts. หลายเดือนก่อน +4

    ମୋର ଅନୁରଧ ରଖିଥିବା ପାଇଁ ଧନ୍ୟବାଦ 🙏🙏🙏🙏🙏🙏

  • @dinabandhumallick2780
    @dinabandhumallick2780 หลายเดือนก่อน

    ସମସ୍ତଙ୍କ ଜୀବନ କାହାଣୀର କଥା ଏଇ ଚ୍ୟାନେଲରେ ଦେଖିବାକୁ ଆଉ ଶୁଣିବାକୁ ପାଉଛୁ ସେଥିପାଇଁ ଭଲ ଲାଗୁଚି

  • @starofodisha5537
    @starofodisha5537 หลายเดือนก่อน +12

    ସଂଗ୍ରାମ ବାବୁ ଅପରାଜିତା ମହାନ୍ତି mam ଙ୍କୁ ଡାକନ୍ତୁ please ।

  • @Littlesingerprabhupada
    @Littlesingerprabhupada หลายเดือนก่อน +1

    Many many Thanks to Argus news.....

  • @harishankarmishra8124
    @harishankarmishra8124 หลายเดือนก่อน +3

    ଓଡ଼ିଶାର ଜଣେ ଅଭିଜ୍ଞ କମେଡିଆନ. କିନ୍ତୁ ଦୁଃଖର କଥା ଆଜି ଟାଙ୍କ ପ୍ରତି ଏତଟା ଧ୍ୟାନ ଦିଆ ହେଉନି.

  • @debashisdandapat3981
    @debashisdandapat3981 หลายเดือนก่อน +1

    Jaye Bhai nku dekhiki aaji mo chhoto belara katha mane padigala, ki sundar Dina thila 😊 Jaye Bhai sabubele khusire rahantu, bhalare ruhantu aau aama samasta nkara hrudayare ruhantu🙏

  • @haridas5442
    @haridas5442 หลายเดือนก่อน +4

    ମଲା ଗଛରେ ପାଣି ଦେବା 😢😢😢😢 ଠିକ୍ କଥା ଏଠି ସବୁ ଚୋର । ଏସବୁ ଦଶ ବାର ବର୍ଷ ତଳେ କରିବାର ଥିଲା
    ତାଙ୍କର ଆଉ ଜୀବନ ଅଛି ସେ ଖୁସିହେବେ ଦୁଃଖର କଥା ଏସବୁ 😢😢😢😢😢

  • @debabratamishra9633
    @debabratamishra9633 หลายเดือนก่อน

    ଓଡିଆ ଚଳଚିତ୍ରରେ କମେଡି଼ ର ଭିତ୍ତିଭୂମି ନିର୍ମାଣ କରିଥିବା ମହାନ୍ କଳାକାର ଙ୍କୁ ପ୍ରଣାମ ❤❤ 🙏🙏

  • @pratyushbhanja540
    @pratyushbhanja540 หลายเดือนก่อน +3

    ଜୟୀରାମ ସାମଲ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିତ୍ବ। ତାଙ୍କ ଅବଦାନ କେହି ଭୁଲି ପାରିବେ ନାହିଁ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ତାଙ୍କୁ ସବୁବେଳେ ଝୁରିବ। ଜଣାଶୁଣା ହାସ୍ୟାଭିନେତା, କମେଡି କିଙ୍ଗ୍, କମେଡି ବାଦଶାହା,ହସର ସୌଦାଗର,ଦିଗଜ ଅଭିନେତା, ସଫଳ କଳାକାର, ବରିଷ୍ଠ ସିନେଷ୍ଟାର ଯେତେ ବିଶେଷଣ ଲଗେଇଲେବି କମ୍ ହେବ। ସେ ସବୁର ଉର୍ଦ୍ଧ୍ବରେ...ସେ ସ୍ୱତନ୍ତ୍ର ଓ ଅନନ୍ୟ। ପ୍ରଣାମ ପ୍ରଣମ୍ୟ 🙏

  • @swapneswarpradhan-j5y
    @swapneswarpradhan-j5y 27 วันที่ผ่านมา

    Only Sangram babu can do it. All the episodes are very very nice. Nobody had thought of taking the interview of such characters, thank you a lot for inviting them to your studio.

  • @SugyanDora
    @SugyanDora หลายเดือนก่อน +3

    Proud to b odia cinema. One and only. Jayee sir

  • @RatikantaLipu
    @RatikantaLipu หลายเดือนก่อน +1

    ସାର୍ ଙ୍କୁ ଦେଖିକି ବହୁତ୍ ଭଲ ଲାଗିଲା

  • @buddhadityamohanty
    @buddhadityamohanty หลายเดือนก่อน +2

    Wonderful anchoring..beautiful questions..sply his career..song etc ..jaii bhai one of the finest in indian cinema

  • @priyasethi6350
    @priyasethi6350 หลายเดือนก่อน +1

    ❤❤❤ ଏ ଭିଡ଼ିଓ ଟିକୁ ଦେଖି ପିଲା ଦିନକଥା ମନେ ପଡିଗଲା