ଚୋର ଗଲେ ଡ଼ାଳରେ, ପୋଲିସ୍ ଯିବ ପତ୍ରେ ପତ୍ରେ ! All cops will get Motorbike, CM Mohan Majhi.

แชร์
ฝัง
  • เผยแพร่เมื่อ 24 ม.ค. 2025

ความคิดเห็น • 240

  • @tapankumarnayak4950
    @tapankumarnayak4950 3 หลายเดือนก่อน +37

    ଜଣେ ଦୁଃଖୀ ଆଉ ଗରିବ ଘରର ପୁଅ ହିଁ ତଳ ଶ୍ରେଣୀ ର କର୍ମଚାରୀ ମାନକ ଦୁଃଖ ବୁଝି ପାରିବେ❤

  • @asutosh501
    @asutosh501 3 หลายเดือนก่อน +112

    🙏 ଧନ୍ୟବଦ ସାର, ଧନ୍ୟ ଆପଣଙ୍କ ମହାନତା. ତଳ ଶ୍ରେଣୀର କର୍ମଚାରୀଙ୍କୁ ପୂର୍ବ ସରକାର ଆଉ ତାଙ୍କ ଅଫିସର ମାନେ ଅଣଦେଖା କରିଦେଖୁଥିଲେ.

    • @nilakantha-f5z
      @nilakantha-f5z 3 หลายเดือนก่อน +2

      C.M ନିଜେ ଯାଇ cheak କର police station ରେ କେତେ pending case ରହିଛି 🔥👊

    • @Royalking75912
      @Royalking75912 3 หลายเดือนก่อน

      ମୋହନ ପରି ହାଣ୍ଡିଆ ମାରିଦେଇଛୁ ରେ ଛୋଡ଼ି

    • @PabitraSingh-iu6xs
      @PabitraSingh-iu6xs 2 หลายเดือนก่อน

      ❤​@@nilakantha-f5z

  • @birajpradhan9386
    @birajpradhan9386 3 หลายเดือนก่อน +41

    ଧନ୍ୟବାଦ ଓଡ଼ିଶାର ବିଜେପି ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମହୋନ ଚରଣ ମାଝି ମହାଶୟଙ୍କୁ ଓଡ଼ିଆ ପୂଅ ହିସାବରେ ଓଡ଼ିଶାର ମାନ ରଖିଛନ୍ତି। ଏବଂ ଓଡ଼ିଶାର ୧୭୦୦୦, ହୋମଗାର୍ଡ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ନ୍ୟାୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।🎉🎉🎉

  • @chintun1992
    @chintun1992 3 หลายเดือนก่อน +58

    ବହୁତ ବହୁତ ଧନ୍ୟଵାଦ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସାର ଆମ ହୋମଗାର୍ଡ ମାନଙ୍କ କାମକୁ ଆପଣ ହୃଦୟଙ୍ଗମ କରିଥିବାରୁ.... 🙏🙏🙏

    • @nilakantha-f5z
      @nilakantha-f5z 3 หลายเดือนก่อน +1

      C.M ନିଜେ ଯାଇ cheak କର police station ରେ କେତେ pending case ରହିଛି 🔥👊

  • @jayjagannathstainlessworky6450
    @jayjagannathstainlessworky6450 3 หลายเดือนก่อน +23

    ଅତି ସୁନ୍ଦର ଭାବରେ ଆପଣଙ୍କୁ ଓଡ଼ିଶା ରେ ମୁଖ୍ୟ ମନ୍ତ୍ରୀ ମୋହନ ସାର୍ କୁ ପାଈଥିଵାରୁ ଆମେ ଗର୍ବିତ ଜୟ ଜଗନ୍ନାଥ 🙏

  • @samarmohapatra-jr3ne
    @samarmohapatra-jr3ne 3 หลายเดือนก่อน +27

    ଯାହାହେଉ 10ବର୍ଷ ପରେ 2014 ରୁ ପ୍ରଧାନମନ୍ତ୍ରୀଙ୍କ ମୁଁହରୁ କିଛି ଶୁଣିବାକୁ ପାଇଲୁ, ସେହିପରି 24 ବର୍ଷ ପରେ 2024 ରୁ ମୁଖ୍ୟମନ୍ତ୍ରୀ. ଙ୍କ କଣ୍ଠରୁ କିଛି ଶୁଣିବାକୁ ପାଇଲୁ, ଧନ୍ୟବାଦ

    • @PKP-o7o
      @PKP-o7o 3 หลายเดือนก่อน

      କଥା କୁହା କପିଳା ... ଯିଏ କୁହେ ସେ କିଛି କରେନି ଆଉ ଯିଏ କରେ ସିଏ ବୁଲି ବୁଲି ଏମିତି କୁହେନି .. ଏସବୁ ପରା ଆମ ଓଡ଼ିଆ ଢଗ

  • @mitumohanty6133
    @mitumohanty6133 3 หลายเดือนก่อน +3

    ମନର ମୋହନ ❤❤❤❤❤❤🙏🙏🙏🙏🙏

  • @prasadmahanty3319
    @prasadmahanty3319 3 หลายเดือนก่อน +3

    ଓଡିଶା ହୋମେ ଗାର୍ଡ ରେଗୁଲାର କରାଯାଉ c m sir 🙏🙏🙏

  • @bhubanajena2782
    @bhubanajena2782 3 หลายเดือนก่อน +17

    ଯେତେ ଗାଡି ଦେଉଛ ଦିଅ ଚେଲ ତ FlR ଦେବା ଲୋକକୁ ପଡ଼ିବ ।

  • @harprasadsenapati3945
    @harprasadsenapati3945 3 หลายเดือนก่อน +3

    Yek Nayak Odisha Nayak Mohan majhi Jindabad Jindabad

  • @itsmebiswajit91roul37
    @itsmebiswajit91roul37 3 หลายเดือนก่อน +16

    ଠିକା ଶ୍ରମିକ କଥା କେବେ ବୁଝିବ ??
    15 ବର୍ଷ କାମ କଲା ପରେ 12 ହଜାର ଦରମା 😢

  • @harprasadsenapati3945
    @harprasadsenapati3945 3 หลายเดือนก่อน +2

    Jay Odisha Jay Mohan . Apananku ases ases Dhanyawad Sir

  • @BTS7420
    @BTS7420 3 หลายเดือนก่อน +5

    Jay jagannath, well spoken, thanks sir.

  • @biswaranjankanhar6425
    @biswaranjankanhar6425 3 หลายเดือนก่อน +3

    ବହୁତ ବଡ ହୃଦୟ ବାନ ବ୍ୟକ୍ତି ମୋହନ ମାଝି sir

  • @chikukhusicreations9488
    @chikukhusicreations9488 9 วันที่ผ่านมา

    ଆରେ ଏମିତି କିଏ ଆଗରୁ ଶୁଣିଛ ନ ସୁନିପରିବ ଏଇ 5 year ରେ ସୁନା କାନଦେଇ ଆନ୍ଧ ଭକ୍ତ
    କେତେ ସୁନ୍ଦର ବାର୍ତ୍ତା କିଭଳି ମୂଲ୍ୟବାନ କଥା ସତରେ ହୃଦୟସ୍ପର୍ଶୀ

  • @BipinPattanaik
    @BipinPattanaik 2 หลายเดือนก่อน +1

    Jay Jagannath🙏Jay Nila Madhab🙏Jay Shri Krishna🙏Jay Omm🕉️Jay Maa Samaleswari🙏Jay Maa Tarini🙏Jay Shri Ram🙏BJP🙏Jay Modi ji🙏Jay Yogi ji🙏Jay ABVP🙏Jay Akhand Bharat🙏Honourable CM of Odisha Mohan Charan Majhi. SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT

  • @desicomedynayak
    @desicomedynayak 2 หลายเดือนก่อน

    ସୁନ୍ଦର

  • @LalitKumardas7148
    @LalitKumardas7148 3 หลายเดือนก่อน +2

    ତାଳଚେର ରୁ ବିମଳା ଗଡ କୁ ଯାଉଥିବା ରେଳ ପ୍ରକଳ୍ପକୁ ଶୀଘ୍ର ପଇସା ପତ୍ର ଦେଇ କାର୍ଯ୍ୟ କଲାପ ଶେଷ କରନ୍ତୁ🙏
    ଆଜିକୁ ତିନି ବର୍ଷ ହେଲାଣି କିଛି କାମ ହଉନି, ଆପଣ ଟିକେ ଦୃଷ୍ଟି ପକାନ୍ତୁ , ଆପଣଙ୍କୁ ମଧ୍ୟ ଦାବି ପତ୍ର ଦିଆ ହୋଇଛି।
    500 ଶହ କୋଟି ଟଙ୍କାର ଖାଲି ଟେଣ୍ଡର ଦିଆ ଯାଇଛି କାମ କିଛି ହଉନି , ଲୋକଙ୍କର ଦାବି ପୂରଣ ହେଇନି ।

  • @Debendradas-r8c
    @Debendradas-r8c 3 หลายเดือนก่อน +1

    ଧନ୍ୟବାଦ ସି ଏମ ସାର

  • @pramodjhankar9720
    @pramodjhankar9720 3 หลายเดือนก่อน +6


    ଜାହା କହିଛନ୍ତି ତାହାକୁ ପାଳନ କରନ୍ତୁ, ଏଥିରେ ସମସ୍ତେ ଉପକୃତ ହେବେ

  • @Skstarvlog3735
    @Skstarvlog3735 3 หลายเดือนก่อน +6

    Good cm jay mohon babu

  • @malaya4473
    @malaya4473 3 หลายเดือนก่อน +6

    ନିଜେ ଜଣେ ଶିକ୍ଷକ ଥିଲେ ସେ କଥା ଭୁଲି ଯାଇ ସେଇ bjd ପ୍ରଣୀତ schematic recruitment ଦୌଚନ୍ତି ତାକୁ ରେଗୁଲାର କରାନ୍ତୁ ଏବଂ ହୋମଗାର୍ଡ ଙ୍କ ଦୁଃଖ ବୁଝିଛନ୍ତୀ ସେଥି ପାଇଁ ଧନ୍ୟବାଦ୍

  • @khirodhembram2447
    @khirodhembram2447 3 หลายเดือนก่อน +25

    I love you dada .....bjp party is good 👍

    • @Chinm_ay74.inista
      @Chinm_ay74.inista 3 หลายเดือนก่อน +4

      To bou bia

    • @nilakantha-f5z
      @nilakantha-f5z 3 หลายเดือนก่อน +1

      C.M ନିଜେ ଯାଇ cheak କର police station ରେ କେତେ pending case ରହିଛି 🔥👊

    • @samirbehera007
      @samirbehera007 3 หลายเดือนก่อน +1

      ​@@Chinm_ay74.inistaକାଇଁ ତ ବୋଉ ର ବାଣ୍ଡ ଅଛି ki🏳️‍🌈😂

  • @LizaraniRout-qi8np
    @LizaraniRout-qi8np 3 หลายเดือนก่อน +2

    ଲୋକଙ୍କ ଦରକାର ପଡ଼ିଲେ ଲୋକ ତେଲ ପଇସା ଦିଅନ୍ତି ଥାନା ଗାଡ଼ିକୁ 😎

  • @ashokpratinga2809
    @ashokpratinga2809 3 หลายเดือนก่อน +1

    ମୋହନ ମାଝୀ ସାରଙ୍କୁ କିଛି କମେଣ୍ଟ ମାଧ୍ୟ୍ୟରେ ଜଣାଯାଉଛି ଏହି କିଛି ମେଡିକାଲ ରେ କିଛି ବୋଲ ବୋଲ ଡାକ୍ଟର ଯୋଗାଇଦେବାପାହି କିଛି ଯେତିକି ଡାକ୍ଟର ଅଛନ୍ତି ସେମାନ ବହୁତ ପାଲଟୁ ରେ କିଛି କାମ କରୁଛନ୍ତି ସେତିପାଇଁ କମେଣ୍ଟ କରୁଛି

  • @srikantnayak3051
    @srikantnayak3051 3 หลายเดือนก่อน +1

    Bahut bhala loka sir amar❤

  • @iswarchandraswain5278
    @iswarchandraswain5278 3 หลายเดือนก่อน +2

    Jai jagannath mohan Sir

  • @jayantakumarbehera1456
    @jayantakumarbehera1456 2 หลายเดือนก่อน

    Mohan sir ❤❤❤

  • @manojmalik7408
    @manojmalik7408 3 หลายเดือนก่อน +1

    ଆଜ୍ଞା ଗ୍ରାମରଖି ମାନ ଙ୍କ ଗୁହାରି ବୁଝନ୍ତୁ

  • @PaduBaske-dg2lp
    @PaduBaske-dg2lp 3 หลายเดือนก่อน +3

    Joharge dada ❤❤❤

  • @KuanrSoren-b3k
    @KuanrSoren-b3k 3 หลายเดือนก่อน

    Adi adi sarhaw sir

  • @tariniprasadsahubapi19
    @tariniprasadsahubapi19 3 หลายเดือนก่อน +2

    MAHAN SIR 🚩 JAY JAGANNATH 🙏

  • @alokjena2974
    @alokjena2974 3 หลายเดือนก่อน +10

    ପୋଲିସ୍ ଏଥର ପେଟୋଲ ଚୋରିକରି ବ😂😂

    • @sujitkumarnayak6366
      @sujitkumarnayak6366 3 หลายเดือนก่อน

      ତୋର ସେଇ ଚିନ୍ତାଧାରା ଅଛି ଜଣା ପଡୁଛି

  • @Sambit1575
    @Sambit1575 3 หลายเดือนก่อน

    Great initiative....

  • @biswanathhembram7727
    @biswanathhembram7727 3 หลายเดือนก่อน

    Great sir ❤❤❤

  • @Birajman-o2r
    @Birajman-o2r 3 หลายเดือนก่อน

    Thank you sar mu sundargarh dis.....

  • @sankarentertainment1224
    @sankarentertainment1224 3 หลายเดือนก่อน +1

    ଭୁଲ କହୁଛନ୍ତି sir ଆପଣ ଏଠି ଜଣେ ନୂଆ skilled କାମ କରୁଥିଲା ପିଲା ଯେତିକି ଦରମା ପାଇଛି 5 ରୁ 6 ବର୍ଷ କାମ କରିଥିବା skilled ପିଲାବେଳେ ସେତିକି ଦରମା ପାଉଛି କଣ ପାଇଁ ତାର କିଛି ବିଚାର କରାଯାଉ

  • @natabaranaik5026
    @natabaranaik5026 3 หลายเดือนก่อน +5

    Police,mananku,pathopadhaile,mohan,sarkar,tenu,Apanku,Anek,Anek,dhanyabad.good,decision.

  • @rajeshbehera8116
    @rajeshbehera8116 3 หลายเดือนก่อน +9

    HOME GUARD KU PROMOTION DEI HABILDAR,CONSTABLE, ODISHA POLICE KARI DIAJAU

  • @Bibhutibhusanrout-bc4zy
    @Bibhutibhusanrout-bc4zy 3 หลายเดือนก่อน

    ପୋଲିସ ଲୋକମାନଙ୍କୁନ୍ୟାୟଦେବେ🎉

  • @tapancharanswain-sg8et
    @tapancharanswain-sg8et 3 หลายเดือนก่อน

    Right 👍 sir

  • @debasishmohapatra6064
    @debasishmohapatra6064 3 หลายเดือนก่อน

    ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ କିନ୍ତୁ ଏତିକି ଦୁଃଖ ରହିଗଲା ଆମେ ମାନେ ବି CLG ରେ ବହୁତ୍ କଷ୍ଟ ରେ ଅଛୁ କିନ୍ତୁ ଆମ କଥା କେବେ ବୁଝିବେ ଆମେ ଜାଣିପାରୁନି

  • @ysmuna
    @ysmuna 3 หลายเดือนก่อน +1

    ଜନତାଙ୍କ କଥା ଠିକ ରେ ବୁଝିବା ପାଇଁ ଭଲରେ କୁହ ଆଉ ଜନତାଙ୍କୁ ହଇରାଣ କଲେ ତମେ ସିଟ ଗଲା ଜାଣ 🙏🙏🙏🙏

  • @BinodkumarNayak-kg9zh
    @BinodkumarNayak-kg9zh 3 หลายเดือนก่อน +2

    ମୋହନ ବାବୁ ଏବଂ ମୋଦି
    ବାବୁ ଙ୍କୁ ମୋର କୋଟି କୋଟି 🙏🙏🙏🙏 ଡବଲ ଇଞ୍ଜିନ ସରକାର ପୁଣି ଆମକୁ ଦରକାର
    ଭାରତ ମାତାକି ଜୟ 🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

  • @DhdhfDjdk
    @DhdhfDjdk 17 วันที่ผ่านมา

    Jay🎉🎉hind🎉🎉jay🎉🎉s🎉🎉ram🎉🎉

  • @PradeepKumar19987
    @PradeepKumar19987 3 หลายเดือนก่อน

    Good discussion

  • @trinathreddy7473
    @trinathreddy7473 3 หลายเดือนก่อน +1

    ବିଦେଶୀ ରେ କାମ କରୁଥିବା ମାନଂକ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଦରକାର ବିଜେପି ସରକାର ❤ ନମସ୍ତେ

  • @rakeshpanda6582
    @rakeshpanda6582 3 หลายเดือนก่อน

    Mo Dada mohan maji 🎉🎉

  • @biswanathdas6175
    @biswanathdas6175 3 หลายเดือนก่อน +1

    ଇଏ ବିଜେପି ସରକାର କଥା କୁହା ସରକାର ଗରିବ ପାଁଇ କିଛି ନାହଁ 300ଇଉନିଟି ନାହିଁ ପୋଲିସ ପାଁଇ କଣ କରିବେ

  • @SadhuRout-o2g
    @SadhuRout-o2g 3 หลายเดือนก่อน

    Thank s sir 🎉🎉🎉

  • @jamunamanisingh6087
    @jamunamanisingh6087 3 หลายเดือนก่อน

    ମୋହନ ସାର ଆମ ଗୋଷ୍ଠୀ ସହାୟିକା ଦିଦି ମାନଙ୍କ କଥା ଟିକେ ଭାବନ୍ତୁ ସାତ ମାସ ହେବାକୁ ଗଲାଣି ଦରମା ପାଇନୁ ଚଳିବା ବହୁତ କଷ୍ଟକର ହେଇ ଗଲାଣି ଘରେ ବି ବହୁତ ଗାଳି କରୁଛନ୍ତି । ଦୟା କରିକି ଆମ କଥା ଟିକେ ଭାବନ୍ତୁ

  • @AnisatMunda
    @AnisatMunda 3 หลายเดือนก่อน +1

    C,m, jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad

  • @Prem-bz3tr
    @Prem-bz3tr 3 หลายเดือนก่อน

    ଗରିବ ଭୂମିହୀନ ଲୋକଙ୍କ ଦୁଃଖ କେବେ ବୁଝିବ ଆଉ ଭୂମି ଯୋଜନା କରି ଭୂମି ଦେବ କୁହନ୍ତୁ

  • @JagannathNaik-w7k
    @JagannathNaik-w7k 3 หลายเดือนก่อน +2

    Love you sri

  • @ashokpratinga2809
    @ashokpratinga2809 3 หลายเดือนก่อน

    କିଛି ଜାନେବେ

  • @lilumahapatra8073
    @lilumahapatra8073 3 หลายเดือนก่อน

    God bless you sir🙏

  • @manaskhatua5965
    @manaskhatua5965 3 หลายเดือนก่อน

    Sir please take right decision for my normality .

  • @manojmalik7408
    @manojmalik7408 3 หลายเดือนก่อน

    ଆଜ୍ଞା ଏବେକା ସମୟ ରେ ଗ୍ରାମରଖି ମାନେ ୧୮୦୦ ସହ ଟଙ୍କା ଭତା ପାଉଛନ୍ତି, ଆମ ମାନଙ୍କର ଗୁହାରି ବୁଝି ଦରମା ବୃଦ୍ଧି କରନ୍ତୁ

  • @BhanumatiNayak-hc7bs
    @BhanumatiNayak-hc7bs 3 หลายเดือนก่อน

    Good

  • @sibanisankarsahoo
    @sibanisankarsahoo 2 หลายเดือนก่อน

    What are the good steps towards a private service holder

  • @sumantabiswal9967
    @sumantabiswal9967 3 หลายเดือนก่อน

    Medical katha kuha

  • @RajeshKesari-m3g
    @RajeshKesari-m3g 3 หลายเดือนก่อน

    Mahan sir jindabad

  • @trilichanbehera9297
    @trilichanbehera9297 3 หลายเดือนก่อน

    Good sir

  • @jayjagannathstainlessworky6450
    @jayjagannathstainlessworky6450 3 หลายเดือนก่อน

    So beautiful cm sir ❤❤❤🎉

  • @basantamallik866
    @basantamallik866 3 หลายเดือนก่อน

    Thanks Mohan sarakar 🎉🙏🙏🙏🙏🙏🇮🇳

  • @Akp530
    @Akp530 3 หลายเดือนก่อน

    ଦେଖାଯାଉ ପୋଲିସ ମାନେ ଗାଡ଼ିର ସଦୁପଯୋଗ କରୁଛନ୍ତି ନା ନାହି।। କେତେଟା overspeed କୁ ଧରୁଛନ୍ତି😂😂 କେତେଟା ଅପରାଧୀ କୁ ଗୋଡ଼େଇ ଗୋଡ଼େଇ ଧରୁଚନ୍ତି !! ସମୟ କହିବ😂😂

  • @pralayakumar2577
    @pralayakumar2577 3 หลายเดือนก่อน

    4 wheelra ra Driver be ta darkar ,,,Pmt driver requirment 1st kadantu

  • @pitarsethi3421
    @pitarsethi3421 3 หลายเดือนก่อน

    Great Cm ❤

  • @rayadvocate7711
    @rayadvocate7711 3 หลายเดือนก่อน

    Make him the DG of Police

  • @Deepakkumar_-4309
    @Deepakkumar_-4309 3 หลายเดือนก่อน

    prati panchayat re gote gote police station heba darkar❤❤❤

  • @hansdahcreation4k849
    @hansdahcreation4k849 3 หลายเดือนก่อน

    Love you sir❤❤❤

  • @ashoksarangi228
    @ashoksarangi228 3 หลายเดือนก่อน +4

    I know home Guard is working personal work of senior police officer.They are harassed by doing such work

  • @KailashBehara-i9w
    @KailashBehara-i9w 3 หลายเดือนก่อน

    ❤❤❤❤❤❤❤❤❤

  • @dipakkanhar6741
    @dipakkanhar6741 3 หลายเดือนก่อน +1

    I LOVE ❤️❤️❤️❤️❤️ You Sir...ABKAA Sabu Thik Heigbo

  • @LaxmidharSamal-gt1pg
    @LaxmidharSamal-gt1pg 3 หลายเดือนก่อน +1

    Develop work start soon.

  • @kartikchandraparida8815
    @kartikchandraparida8815 3 หลายเดือนก่อน

    Sir outsourcing Katha tike bujhantu

  • @sukantakadraka2711
    @sukantakadraka2711 หลายเดือนก่อน

    Sir kebe bahariba home gard deat fix karantu cm sir 🙏🙏🙏

  • @sanatanbudula9265
    @sanatanbudula9265 3 หลายเดือนก่อน

    Thankyou sir
    Sabu thik achhi baki Ps /outpost gudikre constable manakapain rahibapain ...jaga ki ghara nahi...se gudi ku aaga karantu....I request sir

  • @sumantabehera7642
    @sumantabehera7642 3 หลายเดือนก่อน

    ବାଳ କଥା କହିଛି

  • @bubusamal9887
    @bubusamal9887 3 หลายเดือนก่อน

    So beautiful c m

  • @hrudanandamishra3383
    @hrudanandamishra3383 3 หลายเดือนก่อน +5

    Police Banda Kara .lokamananku different farmming field re job dia. Besi police nakaratmaka asubidha. Bina police re lokamane Biswas , nyya ra sahit bachiba bhala. Police byabastha manare anyya ra , abiswash ra chhabi ankuchhi. Biswas, nyya re banchhiba sahe Guna bhala police tharu.

  • @ramapujari1445
    @ramapujari1445 3 หลายเดือนก่อน

    OASP IRB AGE RELAXATION DELE BAHUT KHUSI HEI THANTU SIR 🙏🙏🙏

    • @ramapujari1445
      @ramapujari1445 3 หลายเดือนก่อน

      ଆମ ସ୍ବପ୍ନ ଆମେ ସାକାର କରି ପାରି ଥାନ୍ତୁ ଦୟାକରି ପଦକ୍ଷେପ ନିଅନ୍ତୁ sir 🙏🙏🙏

  • @nipansandh5669
    @nipansandh5669 หลายเดือนก่อน

    New home guard job kebe asiba sir

  • @anilbarik7850
    @anilbarik7850 3 หลายเดือนก่อน

    Sir outsourcing oublist

  • @PrabhatiSahoo-yf6nj
    @PrabhatiSahoo-yf6nj 3 หลายเดือนก่อน

    Jala sathi kathatike bhujantu sir

  • @biswaranjanclu8097
    @biswaranjanclu8097 3 หลายเดือนก่อน

    Odisha fire service ku bahuta ଅବହେଳା ପ୍ରତିବାଦରେ thiakarajauchhi

  • @LaxmidharSamal-gt1pg
    @LaxmidharSamal-gt1pg 3 หลายเดือนก่อน

    Sir, Dhanmundal Jute Mills and OTM Open soon

  • @biswanathabehera4087
    @biswanathabehera4087 3 หลายเดือนก่อน

    🙏🙏🙏🙏🙏🙏🚩🚩🇮🇳🇮🇳🇮🇳🇮🇳

  • @loveurselffirst8809
    @loveurselffirst8809 3 หลายเดือนก่อน

    Ama Dukha kebe bujhibe ...Out sourcing nku Regular karantu..

  • @manasbehera90
    @manasbehera90 3 หลายเดือนก่อน

    🙏

  • @susantakumar7601
    @susantakumar7601 3 หลายเดือนก่อน

    Sir police ମାନଙ୍କୁ ଙ୍କୁ ତ ଗୋଟେ ଗୋଟେ bike ଦେବେ sir ସେଇ bike ଯଉଁ ପେଟ୍ରୋଲ use ହବ ସେଟା sir ଆପଣଙ୍କ ତରଫରୁ ମିଳିବ ନା police ନିଜେ ଟଙ୍କା ଖର୍ଚ କରି ପେଟ୍ରୋଲ ପକେଇବେ 🤔🤔

  • @KalicharanHembram-m3t
    @KalicharanHembram-m3t 3 หลายเดือนก่อน

    ଆମ ଭୂମିହୀନ ମାନଙ୍କୁ ପଟା କେବେ ମିଳିବ, ଆଉ ଘର କେବେ ମିଳିବ

  • @musicboydharani
    @musicboydharani 3 หลายเดือนก่อน

    Ama CM Sir G. R nka dukha kebe bujhibe jetiki salary miluchhi setiki re kn gote paribar chaliba

  • @GuruComputer-x6b
    @GuruComputer-x6b 2 หลายเดือนก่อน

    SBI CSP KU BI KICHHI SUBIDHA KARANTU MOHAN SIR.

  • @NikujaBeharimallik
    @NikujaBeharimallik 11 วันที่ผ่านมา +1

    Jay bjp cm

  • @BibhasMohanta-t5r
    @BibhasMohanta-t5r 3 หลายเดือนก่อน

    Sir ri exam pain tike time diontu

  • @umeshsahu6503
    @umeshsahu6503 3 หลายเดือนก่อน

    ଓଡ଼ିଶା କେମିତି ଆଗକୁ ଯିବା ସେଇଟା ଆଗୋ ଚିନ୍ତକର ଆଉ ତମେ ନେତା ମନ୍ତ୍ରୀ ମାନେ ତ ଚୋରା ସଲ ମାନେ ଆଛ

  • @SatrughanNayak-qf1rt
    @SatrughanNayak-qf1rt 3 หลายเดือนก่อน +5

    ମୋହନ ସାର୍ ଆପଣଙ୍କ ସାଙ୍ଗ ହମେଗାଡ ରେ ଅଛନ୍ତି ବୋଲି ଏ ସବୁ ଚିନ୍ତା କଲେ, କିନ୍ତୁ ଯେଉଁ ପିଲାମାନେଜୁନିୟର ଶିକ୍ଷକ ପିଲା କେତେଟା ପରୀକ୍ଷା ଦେଇ କୃତ କାର୍ଯ୍ୟ ହେଲାପରେ ନିଯୁକ୍ତି ପାଇବ କିନ୍ତୁ ଦରମା ଗୋଟିଏ ଦିନ ମଜୁରିଆ ଠାରୁ କମ୍, ସେ ନିଜେ ଚଳୀବ ଘରଭଡ଼ା ଦେବ, କେତେ ଟଙ୍କା ସଞ୍ଚୟ କରିବ ?

    • @Ranjanmallick1999-tr1ih
      @Ranjanmallick1999-tr1ih 3 หลายเดือนก่อน

      Tumaku kie mana karuthila ki PG au BED na Kariba pain karilani jouthire gadha khatani paisa kam taku bachhila ebe kandile kie suniba 😂😂😂

  • @gitanjalimajhi6539
    @gitanjalimajhi6539 3 หลายเดือนก่อน

    🎉

  • @sanjayabehera5625
    @sanjayabehera5625 3 หลายเดือนก่อน +1

    Need UP Yogi ji action model in odisha, need modernize with modern arms to police department.