କାହିଁକି ଅଚାନକ ଗାଡିରୁ ଓହ୍ଲାଇ ପରିବା ଦୋକାନୀକୁ କୁଣ୍ଢାଇ ଧରି ଭାବବିହ୍ୱଳ ହୋଇଗଲେ DSP ? DSP hugs a shopkeeper

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 601

  • @bhaskarahans5931
    @bhaskarahans5931 หลายเดือนก่อน +104

    ଏମିତି ରହିବା ଦରକାର ଯେତେ ବଡ ଅଫିସର ହେଲେ ମଧ୍ୟ ମାନ ବିକତା ଅଛି : excellent work sir

  • @hrusikeshmallik3221
    @hrusikeshmallik3221 11 วันที่ผ่านมา +13

    ଏଇତ ଜୀବନ, ସହଯୋଗର ହାତ ଅଭୁଲା ❤

  • @biswaranjannath5996
    @biswaranjannath5996 หลายเดือนก่อน +277

    ସାହାଯ୍ଯ କରି ଭୁଲି ଯାଇଥିବା ଲୋକ.. ଆଉ ସାହାଯ୍ଯ ପାଇ ଭୁଲି ନ ଥିବା ଲୋକ ର ମିଳନ... ୟାକୁ ହିଁ କୁହନ୍ତି ପ୍ରକୃତ ପ୍ରେମ....

    • @Swap3331
      @Swap3331 26 วันที่ผ่านมา +8

      Bahut bhala katha kahila bhai

    • @allworldshorts6156
      @allworldshorts6156 23 วันที่ผ่านมา +4

      Jay sri ram namaste namaste ନମସ୍ତେ

    • @bibhuprasadpati3507
      @bibhuprasadpati3507 14 วันที่ผ่านมา

      👍

  • @bibhuprasadmohapatra6941
    @bibhuprasadmohapatra6941 หลายเดือนก่อน +215

    ଧନ୍ୟବାଦ DSP ସନ୍ତୋଷ ପଟେଲ, ଆପଣଙ୍କର ଏପରି ମହାନ କାର୍ଯ୍ୟ ଆପଣଙ୍କର ମହଣୀୟତାର ପରାକାଷ୍ଠା. ଜୟ ହିନ୍ଦ 🙏🌹🇮🇳

  • @Feelreaction9.9
    @Feelreaction9.9 หลายเดือนก่อน +274

    ଯେମିତି କୃଷ୍ଣ ସୁଦାମା ଯୋଡି
    ସେମିତି ଏହି ଦୁଇଜଣଙ୍କ ଯୋଡି, ଜୟ ଜଗନ୍ନାଥ

  • @Basantmusicodisha
    @Basantmusicodisha หลายเดือนก่อน +340

    ଦୁହେଁ ଦୁହିଁଙ୍କର ଦୁଃଖ ଜାଣିଛନ୍ତି
    ଆକୁ ହିଁ କୁହନ୍ତି ବିପଦ ବେଳେ ସାହାଯ୍ୟ❤❤❤

  • @hackerbhai198
    @hackerbhai198 หลายเดือนก่อน +166

    ଉଭୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @manojnaik5582
    @manojnaik5582 หลายเดือนก่อน +211

    ଗରିବ ଲୋକ ରୁ ଡିସିପି ଆଜି ବଡ ଅଫିସର୍ ସେ କେବେ ଭୁଲି ଯାଏନି ଯେ ମୁ କ୍ଉ ଠି ଥିଲି ଆଉ ଏବେ କଉଠି ଅଛି । ଗରିବ ଜାଣେ ଗରିବ ଲୋକ ଙ୍କ କଥା

  • @damayantidas5308
    @damayantidas5308 27 วันที่ผ่านมา +8

    ଜୟ ଜଗନ୍ନାଥ ଡି ଏସ ପି ସାରେ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ହୃଦୟସ୍ପର୍ଶୀ ହୋଇପାରିଛି ଆପଣଙ୍କର କୃଷ୍ଣ ସୁଦାମା ର ମିଳନ ପରିବା ଦୋକାନ ଭାଇଙ୍କୁ ଆମ ତରଫରୁ ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @parshuramsahusahu1535
    @parshuramsahusahu1535 หลายเดือนก่อน +160

    ଏହା ହିଁ ମଣିଷ ପଣିଆ,

  • @gudusonamasti7692
    @gudusonamasti7692 หลายเดือนก่อน +42

    ଏଇତ ମଣିଷ ପଣିଆ, ପ୍ରଭୁ ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ.

  • @SibanandaPatra-i9r
    @SibanandaPatra-i9r หลายเดือนก่อน +45

    ଭାସିଆ ବହୁତ ଦିନ ପରେ ଭଲ ଖବର ଟିଏ ଦେଖେଇଚି ❤❤❤❤❤❤❤❤

  • @NiranjanOram-fu1qt
    @NiranjanOram-fu1qt 15 วันที่ผ่านมา +4

    ଏମିତି ମଣିଷ ସମାଜର ଲୋକ ସମ୍ପତି ।
    ତାଙ୍କ ମଣିଷ ପଣିଆ କୁ ଅଶେଷ ଧନ୍ୟବାଦ୍ ।

  • @santoshbehera9735
    @santoshbehera9735 หลายเดือนก่อน +35

    ତମ ଦୁଇ ଭାଈ ଙ୍କୁ ମୋର salute.
    ଜୟ ଜଗନ୍ନାଥ

  • @arabindapanda50
    @arabindapanda50 หลายเดือนก่อน +31

    ଧନ୍ୟବାଦ ଜଣେଇବା ସହିତ ତାଙ୍କୁ ବି ସାହାଯ୍ୟ କରିବା ଦରକାର
    ଖାଲି ଧନ୍ୟବାଦ ରେ କଣ ମିଳିବ

  • @nirakarrout1973
    @nirakarrout1973 11 วันที่ผ่านมา +1

    ମାନବିକତା ଏବେ ବି ବଞ୍ଚିଛି ହୃଦୟ ଛୁଆଁ ଦୃଶ୍ୟ,ମୋ ଆଖିରେ ଲୁହ ଆସିଗଲା

  • @lokanathdas5246
    @lokanathdas5246 หลายเดือนก่อน +34

    ଧନ୍ୟବାଦ ନମସ୍କାର ମଣିଷ ପଣିଆ ଜଣେ ଭଲ । ଈଶ୍ୱର ହିଁ ମଂଗଳ ମୟ।

  • @kishorkumarbhitiria323
    @kishorkumarbhitiria323 หลายเดือนก่อน +10

    ମଣିଷ ପଣିଆ.. ଓ ନିସ୍ଵାର୍ଥ ଭଲ ପାଇବା ❤❤

  • @AmulyaJuadi
    @AmulyaJuadi หลายเดือนก่อน +5

    ଦୁହିଁଙ୍କ ଗଭୀର ଭଲ ପାଇବା ଅଛି❤ ଜୟ ଶ୍ରୀ ରାମ 🙏🙏

  • @fakirmohansahoo2079
    @fakirmohansahoo2079 หลายเดือนก่อน +14

    ଉଭୟ ଙ୍କୁ ହୃଦୟ ରୁ ଗଭୀର ପ୍ରଣାମ,ଜୟ ଜଗନ୍ନାଥ 🙏🙏🙏

  • @jilendradigal7374
    @jilendradigal7374 หลายเดือนก่อน +13

    ମଣିଷ ପଣିଆ ଯାପାଖରେ ଥାଏ ସିଏ ସାଧାରଣ ହେଉ ବା ଅସାଧାରଣ ସେ ସମସ୍ତେ ଏଭଳି ଉତ୍ତମ କାମ କରିଥାନ୍ତ ଧନ୍ୟବାଦ

  • @Ranjitkumarvlogs1992
    @Ranjitkumarvlogs1992 28 วันที่ผ่านมา +4

    ସାହାଯ୍ୟ କରିବା ଲୋକ ଭୁଲି ଯାଇ ପାରେ କିନ୍ତୁ ସାହାଯ୍ୟ ପାଇଥିବା ଲୋକ କେବେ ବି ଭୁଲିଯିବା କଥା ନୁହଁ ଯେମିତି ଡିଏସପି ସାର୍ ?
    I salute you sir 🙏🙏

  • @Santoshreddyodia
    @Santoshreddyodia หลายเดือนก่อน +13

    ୟେ ହଉଛି ମଣିଶ ପଣିଆ🙏 ଜୟ ଜଗନ୍ନାଥ🙏

  • @lipianshuvlogs
    @lipianshuvlogs หลายเดือนก่อน +28

    A video dekhi ଆଖିରେ ଲୁହ ଆସିଗଲା ,a ଦୁନିଆରେ ଏବେ ବି ଭଲ ଲୋକ,🙏thanku pariba ବାଲା

  • @Debendradas-r8c
    @Debendradas-r8c หลายเดือนก่อน +3

    ପରିବା ଦୋକାନୀଙ୍କୁ ଅନେକ ଅନେକ ଧନ୍ଯବାଦ

  • @manojsethy3939
    @manojsethy3939 หลายเดือนก่อน +21

    DSP sir Aapko Dilse Aap bahot Mahan

  • @shankarkumarsahu5170
    @shankarkumarsahu5170 27 วันที่ผ่านมา +2

    ଏ ଭଳି ବ୍ୟକ୍ତି ବିରଳ ଧନ୍ୟବାଦ ସାର

  • @ranjankumarnayak1211
    @ranjankumarnayak1211 29 วันที่ผ่านมา +2

    ଇଏ କଳି ଯୁଗରେ ଭାଇ ।ଯେପରି କରିବ ,ସେପରି ପାଇବ ।ଭଲ କର୍ମ କଲେ ଭଲ ଫଳ ଓ ମନ୍ଦ କର୍ମ କଲେ ମନ୍ଦ ଫଳ ମିଳିଥାଏ ।ଏଇତ ଦୁନିଆ❤

  • @NarayanVlog
    @NarayanVlog 11 วันที่ผ่านมา

    Whh ଭାଇ whhh ❤️ ନିସ୍ଵାର୍ଥ ପର ସେବା ହୃଦୟରୁ ଭଲ ପାଇବା ଯୋଗୁ ଖାନ ଭାଇଙ୍କୁ ଆଜି dsp ସାର ଭୁଲି ନାହାନ୍ତି ❤

  • @s.n.electronic2004
    @s.n.electronic2004 หลายเดือนก่อน +7

    ସତରେ ଏହି news ଦେଖି ଆଖି ରେ ଲୁହ ଆସିଗଲା 😭😭

  • @Kabirjena-oj2ir
    @Kabirjena-oj2ir 15 วันที่ผ่านมา +2

    It's really true love. God always bless them. Jay Shree Jagannatha Swami 🙏🙏🙏.

  • @srsmedia6672
    @srsmedia6672 หลายเดือนก่อน +3

    ଆଜି ନୁହଁ DSP ସନ୍ତୋଷ ପଟେଲ୍ ବହୁତ୍ ହିଁ ଆଗରୁ ସମାଜ ସେବା କାମ ଆଗରୁ କରି ଆସିଛନ୍ତି।

  • @suryakantanayak4463
    @suryakantanayak4463 หลายเดือนก่อน +14

    Akhiru luha asigala sir.... Great 👍👍👍

  • @badboyfacts1999
    @badboyfacts1999 หลายเดือนก่อน +19

    ଏ ହେଉଛି ହିନ୍ଦୁ ମୁସଲମାନ ର ଏକତା ❤

  • @rudranaik5620
    @rudranaik5620 หลายเดือนก่อน +17

    ଜୟ ଜଗନ୍ନାଥ 🙏🙏

  • @UmakantBarik-n5u
    @UmakantBarik-n5u หลายเดือนก่อน +28

    Sir you are a great porsun

  • @jayashreesingh-vd6tx
    @jayashreesingh-vd6tx 25 วันที่ผ่านมา

    ଆଜି କାଲି ଏମିତି ମଣିଷ ପଣିଆ କମ ଦେଖାଯାଉଛନ୍ତି। You are the great man.❤❤❤❤

  • @gayatrisahoo3690
    @gayatrisahoo3690 20 วันที่ผ่านมา

    ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🕉️🙌 ଯିଏ ଅନ୍ୟ କୁ ଅସୁବିଧା ସମୟ ରେ ସାହାଯ୍ୟ କରେ ଭଗବାନ ଜେ କୋଣସି ରୂପ ରେ ଆସି ତାକୁ ସାହାଯ୍ୟ କରିଥାନ୍ତି 🙏 ଏହାର ଜ୍ୱଳନ୍ତ ଉଦାହରଣ ଏ ପରିବା ଦୋକାନୀ ଭାଇ ଆଉ ପୋଲିସ୍ ଭାଇ🙏😊

  • @RASHMITANAIK-zz3cr
    @RASHMITANAIK-zz3cr หลายเดือนก่อน +1

    କୃଷ୍ଣ ସୁଦାମା ଯୋଡ଼ି ଏବେବି ଅଛି ❤❤

  • @RajeshKutty-t3d
    @RajeshKutty-t3d หลายเดือนก่อน +16

    Great sir 👍

  • @jyotiprakashnayakjyotiprak5086
    @jyotiprakashnayakjyotiprak5086 หลายเดือนก่อน +14

    Iam proud of you sir ❤
    Your future more nd more bright sir ❤

  • @mdshahidanwar4540
    @mdshahidanwar4540 หลายเดือนก่อน +11

    Salute odisha police🙏🙏🙏

  • @sanjayrout978
    @sanjayrout978 28 วันที่ผ่านมา

    ଧନ୍ୟବାଦ୍ ଜଣାଇଲେ ବହୁତ୍ ବଡ କଥା,ଯାହା ହେଉ ସେ DSP ହେଲେ ମଧ୍ୟ ଭୁଲି ନାହାନ୍ତି,

  • @sidhantabehera2793
    @sidhantabehera2793 หลายเดือนก่อน +3

    ନିଜ ଭିତରେ ମଣିଷ ପଣିଆ ଥିଲେ ନିଜେ ବଡ ଲୁକ ହୁଅ କି ଛଟ ଲୁକ ସେଇଟା ଦେଖା ଯାଏନି,, ସେମିତି ଦେଖିଲେ ଦୁନିଆ ବେଇମାନ୍ କୁହେ,,,

  • @pradeepsahoo954
    @pradeepsahoo954 12 วันที่ผ่านมา

    ସତରେ ବହୁତ୍ ଭଲ ଲାଗିଲା , ଖୁସିରେ ଆଖିରେ ଲୁହ ଆସିଗଲା 😂

  • @PadmanavaBaral-qh5ml
    @PadmanavaBaral-qh5ml หลายเดือนก่อน +5

    Yaku hin kuhanti prakruta manisha pania
    Salute to you sir ❤😊

  • @sitaramsahu3883
    @sitaramsahu3883 26 วันที่ผ่านมา

    ଏହା ହେଉଛି ଗୋଟିଏ ଭଲ ମଣିଷର ପରିଚୟ। ପୁରୂଣା ସାହାଯ୍ୟ କୁ ଭୂଲିବା କଥା ନାହିଁ।

  • @rakeshmohapatra1459
    @rakeshmohapatra1459 หลายเดือนก่อน

    ପ୍ରକୃତ ମଣିଷ ଓ ମାନବିକତା ସାରଙ୍କ ପାଖରେ ଅଛି 🙏

  • @JogindranathMahapatra
    @JogindranathMahapatra หลายเดือนก่อน +16

    Dhanyabad sir,

  • @JayadevSeth-uk4uk
    @JayadevSeth-uk4uk หลายเดือนก่อน +11

    Very good man ❤🎉😊

  • @SaratKhuntia-m8y
    @SaratKhuntia-m8y หลายเดือนก่อน

    ଇଏ ପକୁତରେ ମଣିଷ❤

  • @kulamanipandit4609
    @kulamanipandit4609 27 วันที่ผ่านมา

    ଏ ହେଉଛି ପ୍ରକୃତରେ ମଣିଷ ପଣିଆ ।

  • @niharranjanmohanty28
    @niharranjanmohanty28 หลายเดือนก่อน +11

    Proud of you

  • @kalpananayak4978
    @kalpananayak4978 25 วันที่ผ่านมา

    ବହୁତ୍ ସୁନ୍ଦର୍ କଥା

  • @ayushsamal8239
    @ayushsamal8239 หลายเดือนก่อน +2

    Bahut bhala Katha
    DSP Sir nku Salute..

  • @asmitaseth200
    @asmitaseth200 17 วันที่ผ่านมา +1

    Very nice DSP sir ❤

  • @demkacharanmajhi9579
    @demkacharanmajhi9579 10 วันที่ผ่านมา

    ଦେବା ଲୋକ ଆଉ ନେବା ଲୋକ ର ମହାନତା

  • @manjushreesengupta3044
    @manjushreesengupta3044 11 วันที่ผ่านมา

    Wah DSP Sir aap great ho

  • @debasishsahoo4214
    @debasishsahoo4214 28 วันที่ผ่านมา

    ଭାସ୍କର ନିୟୁଜ ଦେଖୁଛି ନା ଆଉ କିଛି 😮

  • @mmnewsodia
    @mmnewsodia หลายเดือนก่อน

    ଏହାହିଁ ଜଣେ ବ୍ୟକ୍ତିର ପ୍ରକୃତ ମଣିଷ ପଣିଆକୁ ବୁଝାଏ

  • @prafullakumarbehera5618
    @prafullakumarbehera5618 หลายเดือนก่อน +9

    Thank you sir

  • @ArjunJena-f9l
    @ArjunJena-f9l 17 วันที่ผ่านมา

    Very beautiful video sir DSP🎉🎉🎉❤

  • @BalaramMalik-w1w
    @BalaramMalik-w1w 13 วันที่ผ่านมา

    Sir we are all Indiaan proud of you ..👏👏

  • @POSITIVEDURGA-q4u
    @POSITIVEDURGA-q4u 19 วันที่ผ่านมา

    Best news
    Best channel
    This type of news should be telecast so all new and old generation will learn how we all equal
    God bless all
    Om Sai Ram

  • @SaratKhuntia-m8y
    @SaratKhuntia-m8y หลายเดือนก่อน

    ଆଉ ଆମ ଓଡ଼ିଶା ରେ ଏମିତି ହୁଏନି
    ବଡ଼ ହୋଇଗଲେ ପକ୍ଷୀ ପରି ଉଡ଼ି ଯାଆନ୍ତି

  • @yavinlifesciences8240
    @yavinlifesciences8240 10 วันที่ผ่านมา

    Tuma 2jana nku heartily salute

  • @crt754
    @crt754 หลายเดือนก่อน

    Ehi News dekhi bahut khusi lagila, emiti manisha paniaa sabubele rahithau

  • @SurprisedDrums-sm3ck
    @SurprisedDrums-sm3ck หลายเดือนก่อน

    Bahut Sundar Bisaya Dekhili. Bahut Sundar Lagila. Jay Jagannath Prabhu Sabu Dekhuchhanti AAU Sabu Sunichhanti. Jay Jagannath Prabhu 🙏🙏🙏🙏🙏

  • @starlinemusic3312
    @starlinemusic3312 หลายเดือนก่อน +1

    ❤❤❤❤
    Unconditional Love
    Of Grocery guy
    Awesome!!!!!

  • @soumyaranjanlenka2728
    @soumyaranjanlenka2728 หลายเดือนก่อน

    Vegetable seller jetiki mahan DSP babu v setiki mahan. They are both sides of a coin. Dono ka badhiya role hai in their real life, full filler of each other. Great thinking makes them great. I could not control my tears. Khusi ki aanshu . ❤

  • @tusarkantasahu1064
    @tusarkantasahu1064 หลายเดือนก่อน

    ଅତୀତ କୁ ନ ଭୁଲିବା ହିଁ ମଣିଷ ପଣିଆ...

  • @rupadharthapa4215
    @rupadharthapa4215 27 วันที่ผ่านมา +2

    U r really great

  • @rajkishoredhara9626
    @rajkishoredhara9626 หลายเดือนก่อน

    ଏମିତିକା ଅଧାଖଂଡିଆ ଖବର ପରିବେଷଣ କ'ଣ ଭଲ ଲାଗୁନି। କାହାଣୀଟି ବିସ୍ତାର ଭାବରେ ଜଣାଇଥିଲେ ଭଲ ହୋଇଥାନ୍ତା।

  • @bhabanisankar1397
    @bhabanisankar1397 หลายเดือนก่อน

    ଡି ଏସପି ସାର୍ ଜଣେ ପରିବା ଦୋକାନୀ କୁ ଉଚମାନର ମଣିଷ ଭାବୁଥିଲା ବେଳେ ଭାଷିଆ ଏଠି ବାରମ୍ବାର ସାଧାରଣ ପରିବା ଦୋକାନଟିଏ ବୋଲି କହିଚାଲିଛି

  • @rashmiranjanmohanty8526
    @rashmiranjanmohanty8526 หลายเดือนก่อน

    Great Humanity Shown by both...👍🙏🏻

  • @malaydas8307
    @malaydas8307 หลายเดือนก่อน

    ମଣିଷ ପଣିଆ ଆଜି ବି ବଞ୍ଚିଛି ଆଜ୍ଞା...

  • @banamalibadaya5630
    @banamalibadaya5630 หลายเดือนก่อน +7

    Thank❤❤❤❤

  • @sarojpanda8334
    @sarojpanda8334 8 วันที่ผ่านมา

    ଏ ଭାସିଆ ଚ୍ୟାନେଲ୍ ବାଲା topic ଉପରେ କୁହନ୍ତି କମ୍ ଆଉ ଡ୍ରାମା ଦେଖାନ୍ତି ବେଶୀ ରଘୁଆ ଭଳି କଥା କହି ଗୋଟିଏ ସମାନ ବାକ୍ୟର ଶବ୍ଦକୁ ଆଗ ପଛ କରି କହି କହି

  • @Tseries183
    @Tseries183 29 วันที่ผ่านมา +1

    BHT khusi lagla ❤❤❤

  • @anilbiswal269
    @anilbiswal269 25 วันที่ผ่านมา

    Thanks DSP u r example for others , I salute you,

  • @dasarathisethi9721
    @dasarathisethi9721 หลายเดือนก่อน +7

    Thanks 👍

  • @HariMajhi-x6w
    @HariMajhi-x6w หลายเดือนก่อน +1

    Mu aji dekhu chhi a duniyare amiti loka pae ba bahut muskil dhanyawad dsp sir

  • @padmacharanmalik5263
    @padmacharanmalik5263 หลายเดือนก่อน

    Great Humanity sir
    Thanku so much DSP sir.

  • @sibaprasaddalabehera9294
    @sibaprasaddalabehera9294 หลายเดือนก่อน

    ଗାଭାସ୍କର news ଗୋଟେ କଥା କୁ ବୁଲେଇ ବଙ୍କେଇ କହୁଛ ଶଳେ

  • @raghupati8531
    @raghupati8531 หลายเดือนก่อน

    Ae news ta bhaskar news channel ro sabuthu best news...❤

  • @lipipatra2072
    @lipipatra2072 19 วันที่ผ่านมา

    Bahut sundar news thank youu bhaskar

  • @Drifter_299
    @Drifter_299 หลายเดือนก่อน +1

    He is a great person, I learn many things from him❤️🪖🇮🇳 Jai Hind

  • @gurudebasahoo6471
    @gurudebasahoo6471 27 วันที่ผ่านมา

    ଏଇ ଖବର ସୁଣିକି ଆଖିରୁ ଲୋହ ପଳେଇ ଆସିଲା,

  • @anandachandrapadhan2482
    @anandachandrapadhan2482 หลายเดือนก่อน +2

    Good news for all humanbeing 🎉🎉

  • @RakeshSamal4757
    @RakeshSamal4757 หลายเดือนก่อน

    ପୋଲିସ ହବ ତ ଏମିତି 🙏

  • @ChandrakantaSenapati-dk6mt
    @ChandrakantaSenapati-dk6mt หลายเดือนก่อน

    କୃଷ୍ଣ sudama ❤❤

  • @trilochanmuduli3477
    @trilochanmuduli3477 หลายเดือนก่อน +1

    Jay Jagannath sir very good veri good Salman bhai

  • @sunitarout9934
    @sunitarout9934 หลายเดือนก่อน

    I proud of u sir.Dil se namaskar🙏🙏

  • @priyansipragya
    @priyansipragya 7 ชั่วโมงที่ผ่านมา

    Wowww great

  • @sabnambegum9777-e5p
    @sabnambegum9777-e5p หลายเดือนก่อน

    ଦେଖରେ ଅନ୍ଧ ଭକ୍ତ

  • @krishnaSwain-tn4jb
    @krishnaSwain-tn4jb 10 วันที่ผ่านมา

    Dil se salam 🙏🏻🙏🏻🙏🏻

  • @tapasyaraninayak7370
    @tapasyaraninayak7370 7 วันที่ผ่านมา

    Jay jaganath amiti lokabi achhanti, so sweet

  • @ishirrajnanda3808
    @ishirrajnanda3808 19 วันที่ผ่านมา

    Attitude of gratitude ❤

  • @SujataBag-s2h
    @SujataBag-s2h 26 วันที่ผ่านมา

    Good human being dont forget this mr.dsp sir

  • @SasmitaBehera-z8k
    @SasmitaBehera-z8k หลายเดือนก่อน +4

    Great thanks sir