Bhai aieta tanka guru Modi Amit Yogi Manak kar style dekhu nu same Ochi semankar speech sune same to same copy paste RSS wala bhai ISS Pori mind amankar
Aita Remote control CM. Kichi decision nei parobe nahi kaha nebe bhul heba. Khani mafianka remote re chaliba. 17 ta khani nilam heba dekhiba sethiru ketata Odisha company pauchanti.
Right Right Right c m hebata Amiti Ati sundara bhashana Bina kagajare kohuchhanti Nabin babu mohan babu tharu sikha Bina kagajare kipari bhashana dianti.Dhanya bada New c m
ଅତି ଗର୍ବେ ହତ ଲଙ୍କା l କାହାର ଗର୍ବ ରହିନି, ମନେ ରଖ ପଦ ମର୍ଯ୍ୟାଦା ଭୁଲନି ll
😊😊😊😊😊
😊
😊😊😊
ଦି ଟଙ୍କାର ଲୋକ ଭଳିଆ କଥା କୁହନି ନିଜ ପଦ ମଯ୍ୟାଦା ରଖ୍ୟକରନ୍ତୁ, ଏତେ ଗର୍ବ ଭଲ ନୁହେଁ
ଠିକ୍ କହିଲେ ଫାଟୁଚି
ଆରେ ଭାଇ ଇଏ ଟଙ୍କlକର ଲୋକ ୟାକୁ 100ଟଙ୍କା ଦେଲେ ଯାହା ହୁଏ
ଆପଣ ମୁଖ୍ୟମନ୍ତ୍ରୀ, ଆପଣଙ୍କୁ ଏହା ସଭା ପାଉନି, କହିବା କିଛି ଆବଶ୍ୟକ ନୁହେଁ.. ଆପଣ ନମ୍ର ହେଇ କାମ କରି ଚାଲନ୍ତୁ..ନହେଲେ ସମସ୍ତେ କହିବେ ମୁଖ୍ୟମନ୍ତ୍ରୀ ର ଗର୍ବ ହେଇଗଲାଣି.. ନବୀନ ପଟ୍ଟନାୟକ sir ଙ୍କ କାମ ଅଧିକ କଥା କମ..
ଛୋଟ ଲୋକ ଯେତେବେଳେ ସେ ବଡ ପଦବୀ ପାଏ ତାଙ୍କର ଅହଂକାର ବଢିଯାଏ
Am metang santali huy katen now ka ched lagen pe men he aa
Thik katha bhai😅
Yes
Kana tu keu party ro toutor loko ki
@@samayhansdah-qf5lminj akay party renij genj bang kana
Am gepalen toutor party renij kanam
ଏଇ କଥା ସେଇ ସମୟରେ କହିଥିଲେ ଭଲ ହୋଇ ଥାନ୍ତା। ଏବେ କହିବା ମାନେ ଜଣା ପଡୁଛି ଏକଥା ରେ ସତ୍ୟତା ନାହିଁ।
ମୋହନ ମାଝି ପାଗଳ ହେଇଗଲାଣି ମାଙ୍କଡ ହାତରେ ଶାଳଗ୍ରାମ ହେ ଭଗବାନ ଏଥର ଓଡିଶାକୁ ବଞ୍ଚାଅ
Right bhai sie baya ta
ସବୁ କିଛି ସରିଗଲା ବିକି ଖାଇବ
ତାହେଲେ ତମେ ପ୍ରତିଶୋଧ ର ନିଆଁ ରେ ଜଳୁଛ। ସେଇ ନିଆଁ ରେ ନିଜେ ପୋଡି ପାଉଁଶ ହବ।
Right 👍 bhaiya
ନିଶ୍ଚିତ ପ୍ରତିଶୋଧ କାରଣ ସେ ଓଡିଶା ର ଯୋଗୀ ଆଦିତ୍ୟନାଥ
ଠିକ୍ କଥା
Navin Pattnaik vs mohan majhi .are cm Navin nka pari hua
Right point 👉🏿
ନିଜର ସମ୍ମାନ ନିଜେ ରକ୍ଷାକର।
କାହିଁ କାହା ବାଳ ଛିଡ଼େଇ ଦେଲା କି
@@ppsahoo123 ତୋର ବୋଲି ତୁ ଜାଣିପାରୁନି। ଜାଣ ଜାଣ।
Yes
Right
ମୁଁ ପ୍ରଥମ ଦିନରୃ ଜାଣିଥିଲି ଏ ଅହଙ୍କାରି ଲୋକ ବୋଲି
Absolutely right
ଏ ଦୁନିଆରେ କାହାର କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ଗର୍ବ ଅହଙ୍କାର ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ।
ବେଶୀ ଗର୍ବ କରନି. ଖାଲି ଭାଷଣ କଣ ମାରୁଛ. ନିଜର ପଦ ଗାରିମା ରକ୍ଷା କର . ନବୀନ ର ବାଳ କୁ ସରି ନୁହଁ.
Joy bjp har har modi
Nabin Odisha taku kahi dechi
Right
Right bro
ବେଶୀ ଦିନ ଏହି ଗର୍ବ ରହିବ ନାହିଁ ଏମିତି କେତେ ଆସିଲେ କେତେ ଗଲେଣି ଏବେ ତ start bi ହେଇନି
ସତରେ ନା କଣ..??😂ଯାହା କୁହ ଏଇଟା ହାର୍ଡ ହେଇଗଲା 🥲👍🏻
ବହୁତ୍ ଗର୍ବ ଆପନଙ୍କର,,ଦୁଃଖର ବିଷୟ,
ଆପଣ ମୁଖ୍ୟମନ୍ତ୍ରୀ ହିସାବରେ ଟିକେ ନମ୍ର ରୁହନ୍ତୁ, କିନ୍ତୁ ଅପନତ ପୁରା ବିଧାୟକ ରୋଲ୍ କରୁସନ୍ତି,ଏତେଟା ଠିକ୍ ନୁହେଁ,,
ପଦ ର ମର୍ଯ୍ୟାଦା ରଖନ୍ତୁ ସାର୍😢
Absolutely right bhai
ଛୋଟ ଲୋକ ଟା ଜେତେ ବେଳେ ବଡ ପଦବୀ ପାଏ ସେ ନିଜକୁ ବଡ ଭାବେ ଏ ଗର୍ବ ବେଶିଦିନ ନୁହଁ
Yes
4 time mla,tu ma power Kan
ଆକାଶ କଇଆ ଚିଲିକା ମାଛ। ଏ ମୁଖ୍ୟମନ୍ତ୍ରୀ କୁଆଡ଼େ
Absolutely right Bhai
ଅତି ଗର୍ବେ ହତଲଙ୍କା.. ହାଣ୍ଡିଆ ଵାଲା କୁ ଗାଦିରେ ବସେଇଲେ ଯାହା ହୁଏ ଆଉ.. ମୁଁ ଗୋଟେ କଥା ବୁଝିପାରୁନି ବିଜେପି ପାର୍ଟି ରେ ସବୁ ଯାକ ନେତା କଣ ବାହାପିଆ ଗାଲୁଆ.. ଭଲ ନେତା ଗୋଟେ ନାହାନ୍ତି ସବୁ ଆତ୍ମଗର୍ବ ରେ ଫାଟିପଡ଼ୁଛନ୍ତି
ମୋହନ ବାବୁ ଆପଣଙ୍କୁ ପୂର୍ବରୁ ଓଡିଶାବାସୀ କେହି ଚିନହିଁ ନଥିଲେ କିନ୍ତୁ ଏବେ ସମସ୍ତେ ଠିକ ଚିନହିଁ ଗଲେ
Absolutely right
ଏ ହେଉଛି ଆମ ଓଡ଼ିଆ ଅସ୍ମିତା ...ଯିଏ ଭାତ ମାଗୁଥିବ ଆମେ ତାକୁ ଭାତ ହାଣ୍ଡି ଦେବା ଯଦି ଏପରି ଅବସ୍ଥା ହେବ😂😂😂 ...ତମେ ମୁଖ୍ୟ ମନ୍ତ୍ରୀ ହେଲଣି ନିଜର କ୍ୱାଲିଟି ମେଣ୍ଟନ କର ଟିକେ ନମ୍ର ହୁଅ ଟିକେ ଥଣ୍ଡା ହୁଅ ...ସବୁ ପାଇଲାପରେ ବି ଅଶାନ୍ତ ଉଗ୍ର ଏ ପ୍ରକୁତି ସଭା ପାଉନି ଆପଣଂକୁ...କେନ୍ଦୁଝର କୁ ନୋ୧ କର କି ୨କର କିନ୍ତୁ ନିଜର ସ୍ଵଭାଵ ଚେଞ୍ଜ କର 🙏
Sir para ଜୋତା ମାରି speaker ଭାଙ୍ଗି ଦେଇଥିଲେ।
Bhai aieta tanka guru Modi Amit Yogi Manak kar style dekhu nu same Ochi semankar speech sune same to same copy paste RSS wala bhai ISS Pori mind amankar
ଆଜି ଜାଏ କୋଉଠି ଥିଲେ
ଏ ଅହଂକାର କେବେ ରହିବନି
ଗୋଟେ ମୁଖ୍ୟମନ୍ତ୍ରୀ ଗର୍ବ ରେ ବୁଡି ଗଲେ
ପିମ୍ପୁଡ଼ି ଚଢିଛି ରୁଖାଉପରେ
ଏଇ କଥାରୁ ଲାଗୁଛି ମୁଖ୍ୟମନ୍ତ୍ରୀ ଙ୍କର ଗର୍ବ ହେଇଗଲା ପ୍ରବଳ 😂
ପାଣ୍ଡୁ ଠୁ ଆଉ ହାତ ଟେକା ମିଳିବନି ସେଥିପାଇଁ କିଛି ଲୋକଙ୍କ ର ଖାଲି ଜଳା ପୋଡ଼ା ହଉଛି😂।
@@Jay_jagannatha123ତୁ ମୁକେଶ ଅମ୍ବାନୀ ପୁଅ 😂😂
Monare kasta lagila ki @@Jay_jagannatha123
Yes
@Jay_jagannatha123 ତା ବୋଲି ଏତେ ଗର୍ବ 😕
Tu cm heba pain ଯୋଗ୍ୟ ନୁହେଁ
Right
Actually odisha basi tumaku CM karinahanti. Tumaku Gujurat bala CM karichhanti odisha re
@@lalitnayak9545 sata କଥା
ଗର୍ବ CM ହେଲା ପରେ
ବାବୁ ତମକୁ ଆମେ କେହି cm କରିନାହୁଁ ବୁଝିଲେ ସାର୍
ଯଦି ଆପଣଙ୍କ ନାମ ଦିକ୍ଲାରେ karithante naa tame kuade heithanta ama cm
Right katha kahicha
Right
@@pinkypinky6274 thik katha
ତମ ଗୋବ୍ର ବାଙ୍ଗି ଜିବ ମୋହନ ମାଜି
Jaha hele b Naveen sir nka tale
ଓଡିଶା ଲୋକ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିନାହାନ୍ତି, କରିଛନ୍ତି ଗୁଜୁରାଟ ମାଫିଆ।
ମୁଖ୍ଯ ମନ୍ତ୍ରୀ ଙ୍କୁ ଲୋକେ ବାଛନ୍ତି ନାହିଁ, ଦଳ ବାଛି ଥାଏ
ଓଡିଶା ମାଫିଆ କାହିଁକି ଗୁଜରାଟର ମୁଖ୍ଯ ମନ୍ତ୍ରୀ ବାଛୁନାହାନ୍ତି, ଓଡିଆ ଯିବେ ଗୁଜରାଟ ମୁଲ ଲାଗିବାକୁ, ତାମଲ୍ ଚାକିରିଆ ପାଦଚାଟିବେ
Right
ମୋଦି ର ରିମୋଟ ରେ ଚାଲିବ ଏବେ ଓଡିଶା ଜୟ BJP
ମୁଖ୍ୟମନ୍ତ୍ରୀ ହେଇଗଲ ତ କଣ ହେଇଗଲା ସେଠୁ ଅତି ଗର୍ବେ ହତ ଲଙ୍କା
ଏ ମୋହନ ମାଝି ପାଖେ ଗର୍ବ ବହୁତ୍ ଯାହା ଜଣା ପଡୁଚି😏 ମୁଖ୍ୟମନ୍ତ୍ରୀ ପଦ ଜାଚୁଥିଲେ ଆଜି ମୁଖ୍ୟମନ୍ତ୍ରୀ ହେଇଗଲ ବୋଲି ବହୁତ୍ ଅହଂକାର ବାଃ ବାଃ ମୁଖ୍ୟମନ୍ତ୍ରୀ ପାଇଁ ଗୋଟେ👏👏ହେଇଯାଉ😂
Swabhimani odia pua!
@@rameshvlog4460adibasi puo
Pandiyan bi beshi garba koruthila se ebe kouthi achhi
ଅହଂକାର ଏବଂ ପ୍ରତିଶୋଧ ର ବୃକ୍ଷରେ କେବଳ ବିନାଶର ହିଁ ଫଳ ଫଳିଥାଏ ।
ମୁ ମଧ୍ଯ ସେୟା ଦେଖିବାକୁ ପାଉଛି
ପିମ୍ପୁଡ଼ି ରୁଖା ଉପର କୁ ଚଢି ଯାଇଛି ଭାବୁଚି ମୁଁ ସର୍ଗ କୁ ଚଢିଯାଇଚି
Absolutely right
ଏ ଆଦି ବାସୀ ମହନର ଗର୍ବ ର ଗଉଣୀ ପୁରି ଗଲାଣି ଏ ବେସି ଦିନ ନୁହେଁ ବୋପାଲ ଏକ ଓଡ଼ିଶା ବାସୀ ହଟାଅ ଏ ଆଦି ବାସୀ ମୁର୍ଖ କୁ ମୁଁ ଆପଣ ମାନଙ୍କୁ ହୀତ ଯୋଡ଼ୁଛି ଓଡିଶାବାସ ଆଗକୁ ବିପ ଦ
ଏତେ ଗର୍ବ ଅହଂକାର କରିବା ଠିକ ନୁହେଁ
Nabin patnayak sabubala kings ❤❤❤❤❤❤ sabubala kings you are the best of odisha Loka gujrat ra chamcha nuhanti
ଆପଣ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ଏମିତି କହିବା ଟା କେତେ ଦୂର ଠିକି
Yes
ତୁ କିଏ
@@sasikantkant4780sea to bopa
Mohan sir good cheif minister
ମୁଖ୍ୟମନ୍ତ୍ରୀ ର ଅହଂକାର ଭାବ ଦେଇଛି ତାରିଣୀ ପୀଠ ଯାଇକି ମା ଙ୍କ ପାଖରେ ଯାଇକି ଶପଥ କରିବ କି
Mohan bhai jindabat
ଆଶାକରୁଛି ଯୋଗୀ ଆଦିତ୍ୟ ନାଥ ଭଳିଆ ବୁଲଡୋଜର ଚଲାନ୍ତୁ। ସାରା ଭାରତ ଦେଖିବ
ଆଦିବସି cm ହେବାରୁ ହଜମ ହେଉ ନାହିଁ
Greatest chief minister in odisha Navin Babu
Bhai kou Mane Nabin pattnayak ku support kar like kar
100% Naveen Pattnaik ❤❤❤❤
ଛକା 😂
Yes
Naveen sir great ❤❤❤
Naveen Patnaik long live ❤
Ai lokara vasana suniki aji mu realize karuchhi ama CM was sershly great 👍 Naveen Patnaik long live ❤
ଘରେ ନ ପଶୁଣୁ ମୁଣ୍ଡ ରେ ଚାଳ ବାଜିଲାଣି
ଆଗକୁ ଦେଖାଯାଉ କଣ ହବ ....
Development କଥା ଚିନ୍ତାକର ଏ ଗପ ହିନ୍ସା ମନବ୍ରୁତି ଛାଡି
Mohan sir apananku mu vahut bhala paA ..but apana kebe garba karibeni ...karana bhagwan kaha garba sahiparantini...👍
ତାଙ୍କ ମୋଦୀ ଯେମିତି, ମୋହନ ମାଝି ସେମିତି, ତାଙ୍କ ଚେଲା ଚାମୁଣ୍ଡା ସେମିତି, ଗୋଟିଏ ଲାଉ ର ମଞ୍ଜି ସେମାନେ, ଭିନ୍ନ ହେବେ କେମିତି, ତାଙ୍କର କାମ ନୁହଁ ସେବା କରିବା, ସେବା ନାଁ ରେ ବିରୋଧୀ ବିଷୟ ରେ ଭାଷଣ ମାରି ମାରି ତାଙ୍କ ମୂଳଦୁଆ strong କରିବା, କାହିଁ ନବୀନ କାହିଁ କାହିଁ ମୋହନ, ମୋଦି
ଆମର ଓଡ଼ିଶା ର ମୁଖ୍ୟମନ୍ତ୍ରୀ କିଏ ମୋହନ ମାଝୀ ଆମ ଜାତୀୟ ଭାଷା କ'ଣ ହୀନ୍ଧୀ ଆପଣ ଜଣେ ମୁଖ୍ୟମନ୍ତ୍ରୀ ତାକୁ ଆଗେ ଘରେ ପଢନ୍ତୁ। ତାପରେ ନବୀନ sir ସହିତ ଲଡିବେ😂😂🎉🎉🎉ଢ଼ିବେ 😮😅😊😊😅😅😢🎉❤😂🎉😮😢 Jay maa samlei 🙏🥰 ki Jay
Next time congress asiba odisha re 2029
Hau dekhajau kete Dina cm heiki rahiba dekhiba.odisha loka a katha bardas karibeni.
ଜାତି ପ୍ରଥା କାହିଁକି କରାଯାଇଛି, ସତ୍ୟ ଯୁଗରୁ, ଗଧ କେବେବି ଘୋଡ଼ା ନୁହଁ, e ଗର୍ବ ଖାଲି ରହିଲା ହେଲା
Nabin Babu nka pain modi pm. Hoi chhanti
ମୋହନ ବାବୁ ଙ୍କ ଭାଷା ରେ
ଓଡ଼ିଶା ❌ଉଡ଼ିଶା ✅
ଆମ ଭାଷା ରେ
ମୁଖ୍ୟମନ୍ତ୍ରୀ ❌ମୂର୍ଖମନ୍ତ୍ରୀ ✅
ମୋହନ ବାବୁଙ୍କୁ ଓଡିଶା ବାସି ମୁଖ୍ୟମନ୍ତ୍ରୀ କରିନାହାନ୍ତି ମୋଦି କରିଛି
ଜୟ ଶ୍ରୀ ରାମ 🙏
ଆଜି BJP ଯେତି ଯାଇଛି ସତ ମୋଦି ତୁମୋ କୁ CM କରିଦେଲେ ବୋଲି ବାସି ବଡ ବଡ଼ ଭାଷଣା ମୋରନି କେତବେଳେ ଯେ ପଦ ପଳାଇବ ନମୋ ନେବ.
Temper Chief Minister
କେବଳ ଆମ ଜନତାଙ୍କ ଅପେକ୍ଷା ତୁମେ ଯଦି ଠିକ୍ ତାହେଲେ ସବୁ ଯୋଜନା ଚଳାଇ ଆଉ କିଛି ଯୋଜନା କର କଥାରେ କହିଲେ ହେବନାହିଁ କାମରେ ଦେଖିବା
ଇଏ ଶଳା ମୂର୍ଖ ଶଳା ଆଇବାସୀ ଛୋଟ ଲୋକ
ଲାଗୁଛି ମୁଖ୍ୟ ମନ୍ତ୍ରୀ ପାଖେ ଗର୍ବ ବହୁତ ସାରା
Real cm
Aita Remote control CM. Kichi decision nei parobe nahi kaha nebe bhul heba. Khani mafianka remote re chaliba. 17 ta khani nilam heba dekhiba sethiru ketata Odisha company pauchanti.
ବିଜେଡି ଚେଲା ଚାମଣ୍ଡା ସବୁ ସାବଡ଼ ହେବା ଦରକାର
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବୋଲି ଓଡ଼ିଶା ବାସୀ କହୁଥିଲେ l ମାତ୍ର ତାଙ୍କ Keonjhar ଗସ୍ତ ର ଭାଷଣ ପରେ ଜଣାପଡୁଛି ମୁଖ୍ୟ ମନ୍ତ୍ରୀ କଣ ମୋହନ ଭାଇ ମଧ୍ୟ କହିବାକୁ ଲଜ୍ଜ୍ୟା ଲାଗୁଛି l
ଅବଶ୍ୟ ମାଙ୍କଡ ହାତରେ ଶାଳ ଗ୍ରାମର କ୍ଷମତା ବଳରେ ଓଡ଼ିଶା ବାସୀ ଙ୍କୁ ଗୋଟିଏ ଆଙ୍ଗୁଠିରେ ନଚାଇ ପାରନ୍ତି l ମନ ଇଚ୍ଛା ଯାହା ସବୁ କରିପାରିବେ l ମାତ୍ର ମନରେ ଗର୍ବ , ଅହଙ୍କାର , ହିଂସା , ଇର୍ଷା , ଦ୍ୱେଷ ପରଶ୍ରୀ କାତରତା , ପ୍ରତିଶୋଧ ପରାୟଣ ର ନିଆଁ ହୋ , ହୋ ହୋଇ ଜଳୁଛି l ଏବେବି ସମୟ ଅଛି , ସୁଧୁରି ଯାଆନ୍ତୁ l
ମୂଖ୍ୟ ମନ୍ତ୍ରୀ ଅଥବା ମୁଖ୍ୟ Adminstration ପଦବୀର ପୂର୍ଣ୍ଣ ମର୍ଯ୍ୟାଦା ସହ ପରିଚାଳନା କରନ୍ତୁ l
ସହଜରେ ଆଦିବାସୀ ମୁଖ୍ୟ ମନ୍ତ୍ରୀ ଓଡ଼ିଶାରେ ବେଶି ଦିନ ରହି ପାରି ନାହାନ୍ତି l ପ୍ରଥମ କlମ
ଶିକ୍ଷା ସ୍ବାସ୍ଥ୍ୟ ସଡ଼କ ପରିବହନ ଗମନ l ଗମନ ଜଳ ଜଙ୍ଗଲ , ଜଳ ଦରଦାମ ବୃଦ୍ଧି,
ବେକାର ସମସ୍ୟାକୁ ଅଗ୍ରାଧିକାର ତଥା ଯୁଦ୍ଧ କାଳୀନ ଭିତ୍ତିରେ କାମ କରନ୍ତୁ l ପୂର୍ବରୁ 4ଥର MLA ହୋଇ ସାରିଛନ୍ତି I 2ND କଥl ରାଜ୍ୟର ସମସ୍ତ NH ଗୁଡ଼ିକୁ 6TH LANE କରାନ୍ତୁ I INTELLIGENCE ଲଗାଇ ସର୍ଜମିନ ତଦନ୍ତ କରି
ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ I ବହୁ ଧନ ଜୀବନ ସୁରକ୍ଷିତ ହୋଇ ପାରିବ I Be Positive response ନେଇ ଗୁରୁ ଦାୟିତ୍ଵ ନିର୍ବାହ କରାନ୍ତୁ l ଅନ୍ୟଥା ମହାପ୍ରଭୁ ଜଗନ୍ନାଥ କ୍ଷମା ଦେବେ ନାହିଁ l
Mohan majhi sir please lagam diantu.
Sabas emit CM darkar all India re
Tahaahele corruption kamiba❤❤❤❤❤❤❤❤
ମୁଖ୍ୟ ମନ୍ତ୍ରୀ ଙ୍କ ଏତେ ବଡ଼ ପଦ ରେ ଏମିତି ଭାଷା ଶୋଭା ପାଉ ନାହିଁ ।
Tate modi karichi kou jila lonk karinahanti
ସତ କଥା ଭାଇ ତାକୁ ଓଡିଶା ବାସି କରିନାହାନ୍ତି ମୁଖ୍ୟମନ୍ତ୍ରୀ ମୋଦି କରିଛି
Vala heichhi.vala katha mohan vai
ଆପଣ ମୁଖ୍ୟମନ୍ତ୍ରୀ ନୁହଁନ୍ତି ମୁର୍ଖ ମନ୍ତ୍ରୀ
କିଛି ନ କରିନ ଏତେ ଗର୍ବ ....
ଏହିଗରବରହିବନାହଁି ଅଳପଦିନ ଦେଖିବ
ଏହାପରେନବିନବାବୁ 🎉🎉ସିଏମହେବେ
ଜଏବିଜେଡି ଜଏନବିନବାବୁ 🎉🎉🎉🎉
Soto na kn ....
Balo naaaa
Naveen sir jindabad ❤❤❤
Bjd❤❤❤
ମୋହନ ଟା ପାଗଳ ହେଇଯାଇଛି
Ki mukhyamantri ba a bahut garba sanman rakhyakar nijar remot sadhe au kan haba
ଦେଖିବା ଆଗକୁ ଜଣାପଡିବ ଆମ ନୁଆଁ ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ଆମମାନଙ୍କ ପାଇଁ
Michhua radhua.all that glitters are not gold.
2029 ବିଜେଡି
Right Right Right c m hebata Amiti Ati sundara bhashana Bina kagajare kohuchhanti Nabin babu mohan babu tharu sikha Bina kagajare kipari bhashana dianti.Dhanya bada New c m
Setebele kuade jaithile. Kahileni.
ଟାଇଗର ଅଫ କେନ୍ଦୁଝର
ମୋହନ୍ ଭାଈ ଆପଣ ମୁଖ୍ୟ ମନ୍ତ୍ରୀ ଏମିତି ସେମିତି ପଦ ନୁହଁ ଖଦ ମୁଖ୍ୟ ମନ୍ତ୍ରୀ ଆଉ ଜଉ ନାଟକୀୟ ଢଙ୍ଗରେ ଭାଷଣ ଦେଉଛନ୍ତି ଟିକେ ଗର୍ବି ପରି ଲାଗୁଛି ଗର୍ବ ଜମା ଭଲ ନୁହଁ ଆପଣ ଚାହିଁଲେ ଭ୍ରଷ୍ଟ ଚାରି ମାନେ ଜେଲ ଯିବେ ହେଲେ ଗର୍ଜନ କରିବା ଆବଶ୍ୟକ ନାହିଁ
Good CM powder
ଉଚ୍ଚ ହେବାପାଇଁ କରଯେବେଆସା ଉଚ୍ଚ କର ନିଜ ନିର୍ମଳ ମନ ଭାଷା
24 ବର୍ଷ ଧରି ବିନା ଓଡିଆ ଭାଷାରେ ଲୁଣ୍ଠନ କରି ଚାଲୁ ଥିଲେ ଏ ଠିକ୍ ସ୍ବର,ଓଡିଶା ମାଆର ସ୍ବର ,ଏ ସ୍ବର ଭାଷା ଜନନୀ ର ସ୍ବର v
ସର୍ବୋଚ୍ଚ ପଦ ରେ ରହିବା ପରେ,ଏ ସବୁ କଥା କହିବା ଭଲ ଲାଗୁନି ଶାଳୀନତା ରଖ,ଯାହା କରିବା କଥା କାଗଜ କଲମ ରେ କରା ଯାଉ ମୁଖ୍ୟମନ୍ତ୍ରୀ ମହାଶୟ,ନହେଲେ ଅଳ୍ପ ବିଦ୍ୟା ଭୟଙ୍କର ସଦୂର୍ଷ୍ୟ ହେବ
ଭଳ ଳାଗିଳା କଥା ମୋହନ ସରକାର ଧନ୍ୟବାଦ
ମୋହନ ମାଝିଙ୍କ ମତରେ ଯେତେ ସବୁ ମନ୍ତ୍ରୀ ଆଉ MLA ଅଛନ୍ତି ସେମାନେ ହେଲେ ସବୁ ଦ୍ୱାରପାଳ। ମୂଖ୍ୟମନ୍ତ୍ରୀ ହେଉ ହେଉ ଗର୍ବ ବେଶୀ ବଡିଗଲାନି
Thanks sir.
Mahon Majhi jinda bad rahega bhai.
Are saram kar Mohan.....you are nothing....Nabin is great
Jay Nabin sir Jay BJD 💯💚💚👍💚👍💚 2029💯💯💯💯👍👍👍👍
Mohan Majhi pain Odisha barbad heijiba
ଆରେ ଆଜି ଯାହାବି ହେଇଛ e ସବୁ ଏଇ ଓଡ଼ିଶା ବାସିଙ୍କ ପାଇଁ ହେଲେ l ଏତେ ଗର୍ବ କାଇକି ଖାଲି ରହିଲା ହେଲା
Super michhua pati BJP
Thank you
ହାଣ୍ଡିଆ ମାରି ବୁଦ୍ଧ ଜ୍ଞାନ ହଜେଇ କଥା କହୁଛ ହୋ ମାନ୍ୟବର
ଏହା ଏକ ସମ୍ବେଦନଶୀଳ ମାମଲା-ମୁଖ୍ୟମନ୍ତ୍ରୀଙ୍କ କଥା ଯଦି ସତ ତେବେ ଯୁଦ୍ଧ କାଳୀନ ଭିତ୍ତିରେ -ED-CBI ଯାଞ୍ଚ କରନ୍ତୁ.. ନ ହେଲେ ଓଡିଶାର ଜନତାଙ୍କୁ ବୋକା ନ ବନାନ୍ତୁ.
ବିଜେପି ନେତା କୁ ମନତିପଦ ହାସ୍ୟ ସ୍ପଦ କଥା କେମିତି କହୁଛ। ବିଜେପି ଓଡିଶା ରେ ଜିତିଛି କଣ ବିଜେଡ଼ି କୂ ମନ୍ତ୍ରୀ ପଦ ମିଳିଵ ତମ ମୁଖ୍ୟ ମନ୍ତ୍ରୀ ନା ମୂର୍ଖ ମନ୍ତ୍ରୀ ।ଖଣି ଲିଜ କେବଳ ଗୁଜରାଟୀ ଲୋକ ର ତମ ଗାନଡୁ ଭଳି କଣ ପାଇଁ କହୁଛ। ତମ ରିମୋଟ୍ ଗୁଜରାଟୀ ଲୋକ ପାଖରେ
ମୋହନ ମାଝୀ sir ତୁମର 4:25 ଯଦି ପାବାର ଅଛି ନିଜ ଇଚ୍ଛାରେ ଓଡିଶାର ଗୋଟାଏବି ବିଲ ପାସ କୋରା ତାପରେ ଜଣା ପଡିବ ତୁମର ପାୱାର କେତେ,