Gajapati Divya Singha Deva Shares The Experience of First His Chhera Pahanra | EP 21 | Argus Podcast

แชร์
ฝัง
  • เผยแพร่เมื่อ 30 มิ.ย. 2024
  • ୭୦ ବର୍ଷରେ ବି ଚମକୁଛନ୍ତି ଗଜପତି I କଣ ଖାଆନ୍ତି, କେତେ ସମୟ ବ୍ୟାୟାମ କରନ୍ତି ?
    #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #GajapatimaharajaDibyasinghaDeba
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Gajapati Divya Singha Deva Shares The Experience of First His Chhera Pahanra | EP 21 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 314

  • @jitendra33453
    @jitendra33453 3 วันที่ผ่านมา +98

    ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି 🎉 ଆପଣଙ୍କୁ ଜଗନ୍ନାଥ ମୋହା ପ୍ରଭୁ ଦ୍ରିଘାୟୋ କରନ୍ତୁ

    • @s.kbehera2828
      @s.kbehera2828 2 วันที่ผ่านมา +9

      ଅତିସୁନ୍ଦର। 🎉ମହାପ୍ରଭୁଙ୍କ
      କୃପା ରୁ ଏ ପ୍ରାଣୀଜଗତର
      କଲ୍ୟାଣ ହେଉ ପ୍ରଭୁ ।

  • @avimanyupatri4365
    @avimanyupatri4365 2 วันที่ผ่านมา +46

    🙏🙏🙏🙏 ସ୍ପଷ୍ଟ ବାର୍ତ୍ତାଳାପ. ଅଦ୍ଵିତୀୟ ଅନୁଭୁତି. ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘା୍ୟୁ କରନ୍ତୁ.

  • @Evil_Jivan
    @Evil_Jivan 3 วันที่ผ่านมา +60

    ଶ୍ରୀ ଶ୍ରୀ ଗଜପତି ମହାରାଜ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ।

  • @Chakrabartysamrat111
    @Chakrabartysamrat111 วันที่ผ่านมา +19

    ବୀରଶ୍ରୀ ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ବୀରାଧିବୀରବର ପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି ଦିବ୍ୟସିଂହଦେବ ମହାରାଜାଙ୍କୁ କଳିଙ୍ଗ ରାଜ୍ୟର ଏକ ସାଧାରଣ ନାଗରିକ ର କୋଟି କୋଟି ପ୍ରଣାମ।
    ଜୟ ଜଗନ୍ନାଥ 🙏🙏🙏🙏

  • @prafulasingh2267
    @prafulasingh2267 2 วันที่ผ่านมา +30

    ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ , ଚଳନ୍ତି ପ୍ରତିମା ଆମର ମହାରାଜ ଗଜପତିଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ସିଧା ପ୍ରସାରଣ ଦ୍ଵାରା ସିଧାସଳଖ ଆମ ଗଜପତିଙ୍କ ଦର୍ଶନ ସହିତ ତାଙ୍କର କଥା ବା ବାର୍ତ୍ତା ପ୍ରଦର୍ଶନ କରିଥିବାରୁ ଅର୍ଗସ ଟିଭି ନିୟୁଜ ତଥା ବାର୍ତ୍ତାଳାପ ର ମାଧ୍ୟମ ସଂଗ୍ରାମ ଷଡ଼ଙ୍ଗୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା , ଅଭିନନ୍ଦନ ଓ ଧନ୍ୟବାଦ।
    ଜୟ ଶ୍ରୀଜଗନ୍ନାଥ

  • @santoshkumarmukhi1056
    @santoshkumarmukhi1056 2 วันที่ผ่านมา +20

    ଆମ ଓଡିଶା ଜଗନ୍ନାଥ ସଂକୃତି ର ଗୌରବ ଗଜପତି ମହାରାଜ ❤️🙏🔥

  • @madhusmitajali7257
    @madhusmitajali7257 วันที่ผ่านมา +10

    ଗଜପତି ଗୌଡେଶ୍ୱର ନବକୋଟି କର୍ଣାଟ କଲେବର୍ଗେଶ୍ୱୋର ଅଭିରାୟ ଭୂତଭୈରବ ଦୁଃସହ ଦୁଃଶାସନ ଅନିକରଣରାଉତରୟ ଅତୁଳ ବଳ ପରାକ୍ରମ ସଂଗ୍ରାମ ବିରୋଧ ବୀରବର ଶ୍ରୀ ଶ୍ରୀ ଦିବ୍ୟସଂହ ଦେବ ଙ୍କୁ ମୋର ହୃଦୟରୁ ପ୍ରଣାମ।

  • @bikrammallick8776
    @bikrammallick8776 2 วันที่ผ่านมา +13

    ସତରେ ଆମ ଠାକୁର ରାଜ କେତେ ମହାନ୍ କଥା ତାଙ୍କର କେତେ ମଧୁର ସତରେ ଆପଣ ମହାନ୍ ଅପଣଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ ଜୟ ଜଗନ୍ନାଥ

  • @soumyadas7203
    @soumyadas7203 วันที่ผ่านมา +20

    ଆମ ଠାକୁର ରାଜା ଙ୍କ ଠାରୁ ଏକ ନିଦର୍ଶନ ମିଳୁଛି କି ସେ ନିଜକୁ କେତେବେଳେ ଵି ମୁଁ ଵୋଲି ସମ୍ବୋଧନ କରୁନାହାନ୍ତି, କାରଣ ସେ ଶବ୍ଦ ରୁ ଅହଂ ଭାବ ଜାତ ହୁଏ

  • @GouriDas-qg1tw
    @GouriDas-qg1tw วันที่ผ่านมา +4

    ଆମ ଗଜପତିଙ୍କ ପ୍ରତିକ୍ରିୟା ରେ ମୁଁ ବହୁତ୍ ଅନୁପ୍ରାଣିତ ଆମ ଗଜପତି ମହାରାଜାଙ୍କୁ ମୋର କୋଟି କୋଟି ପ୍ରଣାମ.....ସେ ଦୀର୍ଘାୟୁ ହୁଅନ୍ତୁ ଆମ ପ୍ରଭୁ ଜଗନ୍ନାଥ ଓ ତାଙ୍କର ଭାଇ ଭଉଣି ଙ୍କ ର ଏମିତି ସେବା କରୁଥାନ୍ତୁ...ଜୟ ଜଗନ୍ନାଥ ❤❤❤❤

  • @mandeeppatel7220
    @mandeeppatel7220 2 วันที่ผ่านมา +8

    ଗଜପତି ମହାରାଜ ଜଗନ୍ନାଥ ଙ୍କ କଥା କହି ଶୁଣାଇ ଥିବରୁ ମୁଁ ବହୁତ ଖୁସି ଓ ତାଙ୍କୁ ମୋର ପ୍ରଣାମ.

  • @saikrishnagm09
    @saikrishnagm09 2 วันที่ผ่านมา +4

    ଶ୍ରୀ ଶ୍ରୀ ଗଜପତି ଗରୁଡେଶ୍ଵର ନବକୋଟି କର୍ଣ୍ଣାଟକଳବର୍ଗେସ୍ଵର ଶ୍ରୀ ଶ୍ରୀ ବୀରାଧି ବୀରବର ଶ୍ରୀ ଗଜପତି ମହାରାଜଙ୍କର ଜୟ ହେଉ 🙏 ଜୟ ଜଗନ୍ନାଥ 🙏💐

  • @lilibagh6059
    @lilibagh6059 2 วันที่ผ่านมา +4

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻ଗଜପତି ମହାରାଜାଙ୍କୁ ମୋର ପ୍ରଣାମ୍ 🙏 ଆପଣଙ୍କ ଭାବନା ଜେ ଭଳି ଆପଣ ସେଭଳି ମହା ପ୍ରଭୁଙ୍କର ଜୟ ହେଉ ଆପଣଙ୍କରବି ଜୟହେଉ

  • @simplescienceoftemplesjdrc4928
    @simplescienceoftemplesjdrc4928 2 วันที่ผ่านมา +6

    ଆମ କାଳିଆ ସାଆନ୍ତେ, ଆମ ଠାକୁର ରାଜା ଏବଂ ଆମ ସମସ୍ତ ଓଡ଼ିଆ ଜାତିର ସମ୍ପର୍କ ଜନ୍ମ ଜନ୍ମାନ୍ତର ର, କଳ୍ପ କଳ୍ପାନ୍ତର ର, ଏତେବଡ ଖୁସି ର ସୌଭାଗ୍ୟ ଆଉ କାହାରି ନାହିଁ।
    କେବଳ ଏତିକି ବୁଝିଲାବାଲାଙ୍କ ଖୁସି ଅସରନ୍ତି , ଅନନ୍ତ।
    ଖୁବ୍ ମିଠା ଉପସ୍ଥାପନା।
    ମଣିମାଙ୍କର ଜୟ ହେଉ।
    ଜୟ ଜଗନ୍ନାଥ।
    🎉❤🎉❤🎉❤

  • @user-ch9jk9zd2q
    @user-ch9jk9zd2q 2 วันที่ผ่านมา +3

    ଗଜପତି ମହାରାଜାଙ୍କ ର ଜୟ ହେଉ, ଜୟ ଜଗନ୍ନାଥ ସ୍ଵାମୀ 🙏

  • @skrushnareddy6796
    @skrushnareddy6796 3 วันที่ผ่านมา +13

    ପୂଜ୍ୟ ଶ୍ରୀ ସମ୍ରାଟ ଦିବ୍ୟ ନରସିଂହ ଦେବ ମୋର ଅନନ୍ତ କୋଟି କୋଟି ପ୍ରଣାମ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🍁🍁🌸🌺🌺🍂💮🌻🥀🌷🪔🌿🏵️🌼🌼⭕‼️⭕

  • @kamaladhawajapradhan6952
    @kamaladhawajapradhan6952 วันที่ผ่านมา +3

    ରାଜାଧିରାଜ ବିରାଧି ବିରବର ପ୍ରବଳ ପରାକ୍ରମୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ବର ଶ୍ରୀ ଶ୍ରୀ ଗଜପତି ମହାରାଜା ଙ୍କୁ ଏକ ତୁଳସୀ ମାଳି ପ୍ରଦାନ କରି ତାଙ୍କ ହସ୍ତ ସ୍ପର୍ଶ ଲାଭକରିଛି ଏବଂ କେଇପଦ ଅମୃତ ବଚନ ଶୁଣି ନିଜକୁ ଧନ୍ୟ ମନେକରୁଛି ।ଜୟ ଜଗନ୍ନାଥ

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 วันที่ผ่านมา +2

    ଜୟଶ୍ରୀ ଗଜପତି ମହାରାଜଙ୍କ ପାଦତଳେ କୋଟିକୋଟି ପ୍ଣଣାମ🎉 ଜୟଜଗନାଥଜୟ 🎉🎉

  • @srslifescience4721
    @srslifescience4721 2 วันที่ผ่านมา +4

    ଠାକୁର ରାଜାଙ୍କୁ ମୋର ପ୍ରଣାମ

  • @jaijagannath8844
    @jaijagannath8844 2 วันที่ผ่านมา +9

    ଗଜପତି ମହାରାଜାଙ୍କୁ କୋଟି କୋଟି ପ୍ରଣାମ

  • @gajendrasethi8795
    @gajendrasethi8795 2 วันที่ผ่านมา +5

    ଵହୁତ ଭଲ ଲାଗିଲା, ଏମିତି ମଝିରେ ମଝିରେ ଗଜପତିଂକର interview ଦେଖାନ୍ତୁ

  • @usharanigouda879
    @usharanigouda879 2 วันที่ผ่านมา +4

    Atma srunkhala, salinata, santasista and bhdra byakti amara gajapati maharaj and sambadika sir we are respect both of you🙏🙏🙏

  • @skrushnareddy6796
    @skrushnareddy6796 3 วันที่ผ่านมา +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🙏🕉️🙏🕉️🙏🍁🍁🌸🌺🍂🌹💮🌻🥀🌷🪔🪔🌿🏵️🌼⭕‼️⭕

  • @Sinusahoowd2dm
    @Sinusahoowd2dm 19 ชั่วโมงที่ผ่านมา +1

    ବହୁତ୍ ଶିଖିବା କଥା ଆଉ ଜାଣିବା କଥା ଅଛି 🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🚩

  • @pratisekdash4461
    @pratisekdash4461 15 ชั่วโมงที่ผ่านมา +1

    ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @reenaroutray9246
    @reenaroutray9246 2 วันที่ผ่านมา +3

    Each n every word of maharaj is precious! Bhakta never want to come to limelight... so true!

  • @santoshkumarmishra2620
    @santoshkumarmishra2620 3 วันที่ผ่านมา +19

    ଗଜପତି ଠିକ୍ କହୁଛନ୍ତି. ରତ୍ନ ଭଣ୍ଡାର ରେ ସାପ ନାହାନ୍ତି. ରତ୍ନ ଚୋରିକରିବାପାଇଁ କିଛି ସେବକ ସାପ ଅଛିବୋଲି ଗୋଟେ ଗୁଜବ ଆଜିଯାଏ ଓଡିଶାବାସୀଙ୍କୁ ଶୁଣାଇଆସୁଛନ୍ତି.ଶୁଣେଇଚାଲିଛନ୍ତି.

  • @bijayakumarsahoo5832
    @bijayakumarsahoo5832 2 วันที่ผ่านมา +3

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ

  • @ଶ୍ରୀଜଗନ୍ନାଥଭକ୍ତି
    @ଶ୍ରୀଜଗନ୍ନାଥଭକ୍ତି 2 วันที่ผ่านมา +1

    ସମସ୍ତଙ୍କୁ ଜୟ ଜଗନ୍ନାଥ ❣️

  • @jayaramkandi8797
    @jayaramkandi8797 2 วันที่ผ่านมา +3

    ଜୟ ଜଗନ୍ନାଥ 🙏
    ଜୟ ଜଗନ୍ନାଥ 🙏
    ଜୟ ଜଗନ୍ନାଥ 🙏

  • @ranjitbehera7863
    @ranjitbehera7863 2 วันที่ผ่านมา +2

    ବହୁତ୍ ସୁନ୍ଦର ଉପସ୍ଥାପନା ❤❤❤ ❤❤❤❤❤❤❤❤❤

  • @subhaprasadpradhan2093
    @subhaprasadpradhan2093 15 ชั่วโมงที่ผ่านมา

    ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆପଣ କୋଟି ଓଡ଼ିଆଙ୍କ ମୌଡ ମଣି ଚଳନ୍ତି ଜଗନ୍ନାଥ। ଆପଣଙ୍କ ପ୍ରତ୍ୟେକ ବାର୍ତ୍ତା ଆମ ପାଇଁ ସ୍ୱୟଂ ଜଗନ୍ନାଥଙ୍କ ଆଶୀର୍ବାଦ।
    ଜୟ ଜଗନ୍ନାଥ 🙏🙏🙏

  • @smitadarsininayak3948
    @smitadarsininayak3948 วันที่ผ่านมา +1

    ଗଜପତି ମହାରାଜାଙ୍କ କଥା ଆଉ ଉପସ୍ଥାପନ ବହୁତ୍ ଭଲ ଲାଗିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହିତ ଆମ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ରେ ସହାୟକ ହୁଅନ୍ତୁ ।
    🙏 ଜୟ ଜଗନ୍ନାଥ 🙏

    • @nalitdas2597
      @nalitdas2597 14 ชั่วโมงที่ผ่านมา

      By 1❤:20

  • @aryaayushmanjena7214
    @aryaayushmanjena7214 13 ชั่วโมงที่ผ่านมา

    ଜୟ ଶ୍ରୀ ଜଗନ୍ନାଥ। ଗଜପତି ମହାରାଜା ଙ୍କୁ କୋଟି ପ୍ରଣାମ । ଆମ ଗଜପତି ମହାରାଜା ବହୁତ ସରଳ ମଣିଷ

  • @Liger0999
    @Liger0999 วันที่ผ่านมา

    ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଗଜପତି ମହାରାଜ ଦୀର୍ଘାୟୁ ହୁଅନ୍ତୁ❤❤❤❤❤❤❤❤❤❤ଜୟ ଜଗନ୍ନାଥ

  • @manoranjantripathy8942
    @manoranjantripathy8942 วันที่ผ่านมา

    ଏକ ସୁନ୍ଦର ସାକ୍ଷାତକାର ଲାଗି argus chanel କୁ ଅନେକ ଅନେକ ଧନ୍ୟବାଦ

  • @laxmipriya4378
    @laxmipriya4378 3 วันที่ผ่านมา +5

    Jay shree Jagannath 🙏❤️

  • @pabitraswain1273
    @pabitraswain1273 วันที่ผ่านมา

    ❤❤❤❤ ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଜୟ କୋଟି କୋଟି ନମସ୍କାର

  • @trinathpradhan532
    @trinathpradhan532 2 วันที่ผ่านมา +16

    ଆଜି ଯଦି ଶ୍ରୀମନ୍ଦିର ଗଜପତି ମହାରାଜ ଙ୍କ ଅଧୀନରେ ଥାଆନ୍ତା....??? ତେବେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିର କୁ ନେଇ ଏତେ ରାଜନୀତି ନେତା ଅଫିସର ମାନେ କରିପାରନ୍ତେ ନାହିଁ... ତାସହ ଚାରିଦ୍ୱାର ହେଉ କି ରତ୍ନ ଭଣ୍ଡାର. ବଡଦାଣ୍ଡ କୁ ନେଇ ନେତା ଅଫିସର ମାନେ ଲକ୍ଷ୍ ଲକ୍ଷ ଭକ୍ତ ମାନେ ଆଜି ହଇରାଣ ହରକତ ହେବାକୁ ପଡ଼ନ୍ତାନି.. ପରୀତାପ ତା ବିଷୟ ଯେ ଜଗନ୍ନାଥ ଙ୍କ ପ୍ରଥମ ସେବକ ବି ଆଜି ଏଇସବୁ ହୀନ ରାଜନୀତି କୁ ଦେଖି ମର୍ମାହତ ହେଉଥିବେ.. ଜୟ ଜଗନ୍ନାଥ

  • @rajaniapat7946
    @rajaniapat7946 วันที่ผ่านมา

    ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମୋର ଭୁମିଷ୍ଟ ପ୍ରଣାମ 🙏🙏💐💐

  • @jdnayak3792
    @jdnayak3792 3 วันที่ผ่านมา +4

    Gajapati maharaj ki jay🙏

  • @silusahoo5911
    @silusahoo5911 3 วันที่ผ่านมา +5

    Jay Jagannath gajapati maharaj ki jay

  • @babasanthanmusiccreation9188
    @babasanthanmusiccreation9188 3 วันที่ผ่านมา +2

    ମଣିମାଙ୍କର ଜୟ 🙏🙏🙏🙏

  • @kishorebiswal4298
    @kishorebiswal4298 วันที่ผ่านมา

    ଗଜପତି ମହାରାଜ ଅତି ଭଦ୍ର, ନମ୍ର | ତାଙ୍କ କଥାରେ ସତ୍ୟ ମାର୍ଜିତ ଓ ତତ୍ତ୍ୱ ଭିତିକ ବାର୍ତା ସମସ୍ତେ ଅନୁଭବ କରନ୍ତୁ |🙏🙏🙏

  • @arjunbarik1629
    @arjunbarik1629 วันที่ผ่านมา

    ଗଜପତି ମହାରାଜଙ୍କ କଥା ବହୁତମଧୁର ,ଜୟ ଜଗନ୍ନାଥ

  • @santoshparida6323
    @santoshparida6323 วันที่ผ่านมา

    ଜୟ ପ୍ରଭୁ ଜଗନ୍ନାଥ ଙ୍କ ର ଚଲତି ପତିମା ମହାରାଜ ଗଜପତି ଦିବ୍ୟସିଂହ ଦେବ

  • @sarojsahoo2039
    @sarojsahoo2039 วันที่ผ่านมา

    ଉତ୍କଳ ସମ୍ରାଟ ଶ୍ରୀ ଗଜପତି ମହାରାଜାଙ୍କ ଜୟ ହେଉ 🙏

  • @debashishakshayakumarmohan2092
    @debashishakshayakumarmohan2092 2 วันที่ผ่านมา +1

    🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ

  • @nareshdash3796
    @nareshdash3796 3 วันที่ผ่านมา +2

    ଜୟ ଗଜପତି ମହାରାଜ ।
    ଜୟ ଜଗନ୍ନାଥ

  • @sarojnayak2763
    @sarojnayak2763 2 วันที่ผ่านมา +1

    ଜୟ ଜଗନ୍ନାଥ।🙏🙏

  • @gudultukul5066
    @gudultukul5066 2 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏🙏

  • @nirajanadas6510
    @nirajanadas6510 2 วันที่ผ่านมา +2

    sundar interview, specific questions, and specific answers.Jagannath nka katha samaste sunantu

  • @deenakrishnadalabehera5334
    @deenakrishnadalabehera5334 2 วันที่ผ่านมา +1

    ଜୟ ଜଗନ୍ନାଥ 🙏

  • @maheswarparida8745
    @maheswarparida8745 2 วันที่ผ่านมา +1

    Jay Jagannath Swami nayan path grami bhava tume 👏👏👏🙏🥥💐

  • @Sirdharapatra471
    @Sirdharapatra471 2 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏🙏🙏

  • @papunadethi9371
    @papunadethi9371 18 ชั่วโมงที่ผ่านมา

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ

  • @priyankadhal7809
    @priyankadhal7809 2 วันที่ผ่านมา +1

    Bahut khusi lagila .jay jagannath

  • @girijasankarsahoo7837
    @girijasankarsahoo7837 2 วันที่ผ่านมา +1

    Bahut vala lagila Maharaj ka katha.

  • @divinewing2681
    @divinewing2681 2 วันที่ผ่านมา +2

    That's why the king of odisha is different ❤

  • @subhakantadas625
    @subhakantadas625 2 วันที่ผ่านมา +1

    Bhahuta bhahuta annadha anuvuti hela. Jai Madhaba 💕🌹

  • @kishorekumarsethi7385
    @kishorekumarsethi7385 วันที่ผ่านมา

    ଗଜପତି ରାଜା ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @pitabashbiswal1206
    @pitabashbiswal1206 วันที่ผ่านมา

    Jai shree jagannath,,🙏🙏🙏 pura ହୃଦୟ ପର୍ଶି ଜୟ ଜଗନ୍ନାଥ 🙏🙏🙏

  • @soudaminiswain7045
    @soudaminiswain7045 วันที่ผ่านมา

    ଠାକୁର ରାଜାଙ୍କୁ ମୋର ଭୂମିଷ୍ଠ ପ୍ରଣାମ🙏ଜୟ ଜୟ ଶ୍ର ଜଗନ୍ନ। ଥ🙏🙏🙏🙏🙏🙏🙏

  • @Animalsky13
    @Animalsky13 วันที่ผ่านมา +1

    Koti koti pranam gajapati maharaja

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 วันที่ผ่านมา +1

    ମହାରାଜା ତନିଜେପ଼ଭୂଜଗନାଥଜୟଜୟ🎉🎉

  • @jchoudhury274
    @jchoudhury274 19 ชั่วโมงที่ผ่านมา

    ଜୟ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ ⭕‼️⭕🙏🏻🙏🏻🙏🏻🙏🏻🙏🏻

  • @sanjay23172
    @sanjay23172 2 วันที่ผ่านมา +1

    Jai Jagannath Swamy Nayana Patha Gami Bhaba Tumai Prabhu...Jai Jai Jai Shree Jagannath

  • @pratimasahu5092
    @pratimasahu5092 วันที่ผ่านมา

    🙏🙏🙏ଜୟ ଜଗନ୍ନାଥ. ପ୍ରଣାମ ଗଜପତି ମହାରାଜ.

  • @bijayjena9439
    @bijayjena9439 วันที่ผ่านมา +1

    କୋଟି କୋଟି ପ୍ରଣାମ 🙏🙏🙏

  • @skaifoundation8120
    @skaifoundation8120 3 วันที่ผ่านมา +1

    Thank you for today. 🙏

  • @skaifoundation8120
    @skaifoundation8120 3 วันที่ผ่านมา +2

    Prabhu amara best friend, guide everything. 🙏❤

  • @subasjena1252
    @subasjena1252 วันที่ผ่านมา

    Sri gajapati maharaja nku mora koti koti pranam ❤❤❤❤❤❤

  • @AshokKumar-hf8tw
    @AshokKumar-hf8tw 2 วันที่ผ่านมา +1

    Pranam Gajpati maharaj❤❤❤❤

  • @rajshreedas6501
    @rajshreedas6501 2 วันที่ผ่านมา +1

    Jay shree jagannath 🙏

  • @diptiranjanbiswal6277
    @diptiranjanbiswal6277 2 วันที่ผ่านมา +1

    Bahut bahut .....sundar

  • @blendgroup9545
    @blendgroup9545 2 วันที่ผ่านมา +1

    Jay jagannath 🙏🙏🙏🙏

  • @binapanimallik4628
    @binapanimallik4628 วันที่ผ่านมา

    ଜୟ ଜଗନ୍ନାଥ 🙏🏻🙏🏻, ଜୟ ଗଜପତି ମହାରାଜ 🙏🏻

  • @HarpriyaGitun
    @HarpriyaGitun 17 ชั่วโมงที่ผ่านมา

    Bahut sundar lagila upstapana
    Au Maharaj nka katha 🙏

  • @user-ht3hs3mf8n
    @user-ht3hs3mf8n วันที่ผ่านมา

    Gajapati maharaj ama pain thakura saman 🙏🏼 bahut vala lagila gajapati nka pratiti prasna ra utara hrudaya sparsi

  • @ratnamanjari5804
    @ratnamanjari5804 วันที่ผ่านมา

    Gajapati Maharaj nku mora kotikoti 2 pranam ❤🙏 .Sia amara chalanti thakura 🙏 .
    🙏🙏🌹 Jai Jagannath prabhu 🌹🙏🙏

  • @vilnature
    @vilnature วันที่ผ่านมา

    Gajapati maharaja nku sadara pranam... 🙏

  • @puspanjalipradhan3336
    @puspanjalipradhan3336 วันที่ผ่านมา

    ଗୁମୁଟ ଭିତରେ ବହୁତ୍ ଭିଡ଼ ପ୍ରଶାସନ ପକ୍ଷରୁ ଲାଇନ କରାଯାଉ ଜୟ ଜଗନ୍ନାଥ 🙏🙏🙏

  • @arundhatibiswal8460
    @arundhatibiswal8460 วันที่ผ่านมา

    Gajapati maharaj swayam Bisnhu nka abatar nku moro koti koti pranam 🙏 🙏❤ Apana swasthyaban au dirghayu huantu ,Apana nka ashirbad sabubele ama upare thau🙏

  • @prafullakumarsahoo2639
    @prafullakumarsahoo2639 11 ชั่วโมงที่ผ่านมา

    ମଣିମାଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ ।

  • @Mikutalks
    @Mikutalks วันที่ผ่านมา

    ଜୟ ଜଗନ୍ନାଥ ପ୍ରଭୁ ❤❤❤❤❤❤

  • @godabarimangaraj5027
    @godabarimangaraj5027 วันที่ผ่านมา

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐

  • @sandhyaranisen483
    @sandhyaranisen483 2 วันที่ผ่านมา +1

    Pranam Maharaj

  • @aratatarai2196
    @aratatarai2196 2 วันที่ผ่านมา +1

    Jay sri jagannath🌹🙏🙏🙏🙏🙏🙏🙏......

  • @user-ii4gk2bs1e
    @user-ii4gk2bs1e 3 วันที่ผ่านมา +1

    Gajapti Maharaja mahaprabhu nka chalanti pratima tanku koti🙏🏻🙏🏻🙏🏻🙏🏻

  • @SarojBishi-bw1rt
    @SarojBishi-bw1rt 2 วันที่ผ่านมา +1

    He mahabahu Jagannath Apananku koti koti Pranam

  • @commerceconceptclear7542
    @commerceconceptclear7542 2 วันที่ผ่านมา +1

    Pranam Maharaja 🙏🙏🙏🙏🙏

  • @Gurkulodisha
    @Gurkulodisha 2 วันที่ผ่านมา +1

    This podcast is great initiative of Argus digital.

  • @chinkyskitchendiaries
    @chinkyskitchendiaries 2 วันที่ผ่านมา +2

    ଜୟ ଜଗନ୍ନାଥ 🙏🏻

  • @satyabratrout2029
    @satyabratrout2029 21 ชั่วโมงที่ผ่านมา

    🙏🙏ଜୟ ଜଗନ୍ନାଥ 🙏

  • @arjunbarik1629
    @arjunbarik1629 วันที่ผ่านมา

    ଜୟ ଜଗନ୍ନାଥ ମହାପ୍ରଭୁ ⭕❗⭕🙏

  • @neenadas8667
    @neenadas8667 11 ชั่วโมงที่ผ่านมา

    Koti koto pranam to Thakur Raja.

  • @subhamgamer497
    @subhamgamer497 วันที่ผ่านมา

    Gaja pati maharaja dibyasingha debanku mor bhumista pranam 🙏🙏Jay jagannath 🙏🙏🙏🙏🙏

  • @hemantasahoo1212
    @hemantasahoo1212 14 ชั่วโมงที่ผ่านมา

    ଜୟ ଜଗନ୍ନାଥ

  • @rabisenapati7192
    @rabisenapati7192 17 ชั่วโมงที่ผ่านมา

    Maha raja nka pada tale mor koti koti pranam

  • @srikantamohanta4554
    @srikantamohanta4554 3 วันที่ผ่านมา +3

    Jay jagannathjaypanchasakha Jayguruswami kesabanarayan jaygurubhi