ଛଦ୍ମବେଶ ରେ ଅଛନ୍ତି ସୁବାଷ୍ ବୋଷ | Netaji Subhas Bose | Gumnami Baba | Malika Bachana |

แชร์
ฝัง
  • เผยแพร่เมื่อ 9 ก.ย. 2024

ความคิดเห็น • 264

  • @rishikesh4340
    @rishikesh4340 6 หลายเดือนก่อน +45

    ଭାରତ ମାତାଙ୍କର ସୁଯୋଗ୍ୟ ବୀର ସନ୍ତାନ ସବୁଠାରୁ ନିଃସ୍ଵାର୍ଥପର ସ୍ୱଚ୍ଛ ମହାନ୍ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସବୁବେଳେ ଅମର ରହିବେ 🙏

  • @bypradeepsamantaray2600
    @bypradeepsamantaray2600 7 หลายเดือนก่อน +91

    ମାଉସୀଙ୍କ ସହିତ ମୁଁ ଏକମତ । ସୁବାଷ ବୋଷ ଏବେବି ଜୀବିତ ଅଛନ୍ତି । ୧୯୯୫ ମସିହାରେ ଗୋଟିଏ ଓଡ଼ିଆ ପୁସ୍ତକ ମୋର ହସ୍ତଗତ ହୋଇଥିଲା , ସେଥିରେ ଫୈଜା ବାଦ୍ ସ୍ଥିତ ନେତାଜୀଙ୍କ ଆଶ୍ରମ ର ଚିତ୍ର ଥିଲା । ଛୋଟ କୁଡିଆ ଟିଏ , ଦୁଇ ବଖରା ବିଶିଷ୍ଟ ।କୁଡିଆ ଉପରେ ଭାରତର ଜାତୀୟ ପତାକା ଓ ଗୈରିକ ପତାକା , ଉଭୟ ପତାକା ଶୋଭା ପାଉଥିଲା । ଭାରତର ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ଯାଉଥିଲେ ବୋଲି ସେ ବହିରେ ଉଲ୍ଲେଖ ଥିଲା । ନେତାଜୀ କହୁଥିଲେ ଯେ, -- ସେ ଭାରତ ପାଇଁ ସ୍ଵାଧୀନତା ଆଣିଲେ , କିନ୍ତୁ ତାଙ୍କ ସ୍ମୃତି ପାଇଁ ଭାରତ କିଛି ବି କରିଲା ନାହିଁ । ସେ ବହିଟି ଯାହାଙ୍କ ଠାରୁ ମୁଁ ପାଇଥିଲି , ସେ ବ୍ୟକ୍ତି ନୟାଗଡ଼ ନିକଟ ସରଣକୁଳ ଠାରୁ ତିନି ଚାରି km ଦୂର ' ନନ୍ଦିଘର ' ଗ୍ରାମର ଥିଲେ । ୧୯୯୫ ମସିହାରେ ନେତାଜୀ ତାଙ୍କ ଘରେ ଦୁଇଦିନ ଥିଲେ । ସେ ନୟାଗଡ଼ Collectorate ରେ ଚାକିରି କରିଥିଲେ ।
    ସତ୍ୟ ବାବୁ , ଆପଣଙ୍କ Team ଯଦି ସେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରନ୍ତି , ଭଲ ହୁଅନ୍ତା ।
    ଜୟ ଜଗନ୍ନାଥ

  • @user-jt1tk9fd1i
    @user-jt1tk9fd1i 6 หลายเดือนก่อน +11

    ପ୍ରକୃତରେ ନେତାଜୀ ହିଁ ଏକମାତ୍ର ସର୍ବଶ୍ରେଷ୍ଠ ଦେଶପ୍ରେମୀ ଓ ସତ୍ୟବାଦୀ ସମସ୍ତ ଙ୍କ ନମସ୍ୟ

  • @sandeep7657
    @sandeep7657 6 หลายเดือนก่อน +6

    ମାଉସୀଙ୍କ ମୂଖ ରୁ ସୁଭାଷ ଚନ୍ଦ୍ର ବୋଷ ଙ୍କ ବିଷୟ ରେ ଶୁଣି ମୁ ବହୁତ ଖୁସି ।

  • @chittaranjanmohapatra6786
    @chittaranjanmohapatra6786 7 หลายเดือนก่อน +16

    ସତ୍ୟ ସାମନା କୁ ଆସୁ, ନିରୁଦିଷ୍ଟ ନେତାଜୀ ଙ୍କ ବିଷୟରେ କିଛି ତଥ୍ୟ ଜାଣି ଅiଶ୍ଵସ୍ତ ହେଲି, ନେତାଜୀ ପ୍ରତି ସଚ୍ଚା ଭାରତୀୟ ଙ୍କ ହୃଦୟରେ ରହି ଅଛନ୍ତି ଜୀବିତ 🌹ଯାହାଙ୍କ ପାଇଁ ଆମେ ମୁକ୍ତି ଲଭିଲୁ, ଯାହାଙ୍କ ମହା ସଂଗ୍ରାମ ରେ ଇଂରେଜ ଭୟଭୀତ ହୋଇ ଦେଶ ଛାଡି ଗଲେ ସେହି ମହାନ ନେତାଜୀ ଙ୍କ ପ୍ରତି ଆମେ ଅନ୍ୟାୟ ବରଦାସ୍ତ କରି ଲଜ୍ଜିତ ଦୁଃଖିତ ମ୍ରିୟମାଣ ସେହି ଚୀର ପୂଜ୍ୟ ମହାବୀର ଙ୍କୁ ଏଜାତି ଉପଯୁକ୍ତ ସମ୍ମାନ ଦେଇ ପ୍ରାୟଶ୍ଚିତ କରୁ ଷଢଯନ୍ତ୍ର ରେ ଲିପ୍ତ ସମସ୍ତ ଙ୍କ ମୁଖା ଖୋଲୁ ସତ୍ୟ ପରିପ୍ରକାଶ ହେଉ 🌹🙏🌹ଜୟ ହିନ୍ଦ

  • @user-nf3mk7yi9n
    @user-nf3mk7yi9n 4 หลายเดือนก่อน +2

    ନେତାଜୀ ସୁବାଷ ବୋଷଙ୍କର କଠୋଉ ଦେଖି ଯେମିତି ଲାଗିଲା ସାକ୍ଷାତରେ ନେତାଜୀ ଙ୍କୁ ଦେଖୁଛି । ସେଇ କଠୋଊ ହିଁ ତାଙ୍କ ପ୍ରତିରୂପ । ତାଙ୍କ ପାଦତଳେ ଭୂମିଷ୍ଟ ପ୍ରଣାମ । ସେଇ ମାଉସୀଙ୍କୁ ଭୂମିଷ୍ଠ ପ୍ରଣାମ । ସତ୍ୟ ବାବୁ ଆପଣଙ୍କୁ ମଧ୍ଯ ଅଶେଷ ଧନ୍ୟବାଦ୍ ।ଜୟହିନ୍ଦ୍ ।❤❤❤

  • @sitaaram_Creations_1982
    @sitaaram_Creations_1982 7 หลายเดือนก่อน +56

    ସୁବାଷ ବୋଷ କଣ ଏବେ ଜୀବିତ,,, ମାଙ୍କୁ ପ୍ରଣାମ 🙏 ଧନ୍ୟବାଦ ସତ୍ୟ ଭାଇ,, ଜୟ ଶ୍ରୀ ଜଗନ୍ନାଥ 🙏

    • @trilochansadhab
      @trilochansadhab 7 หลายเดือนก่อน +1

      Ebe jibita nuha

    • @ParameswarMajhi-hj8qw
      @ParameswarMajhi-hj8qw 5 หลายเดือนก่อน

      QQ pp 16:54 ​@@trilochansadhab

    • @amarsing123
      @amarsing123 4 หลายเดือนก่อน +1

      21>
      😊😊😊😊😊😊😊😊

    • @Beautifulnture-et2bk
      @Beautifulnture-et2bk 2 หลายเดือนก่อน

      ​@@trilochansadhabEbe Jibita Nuhan hela 1985 Jaaen Thile Jibita 1945 Plain Crash Michaa Kathaa Gumnami Baba Nka Sabu Jinisha 99% subhas Chandra Bose nka Saha Perfectly Match Karithilaa Aau Thinking Ness Mind Mentality Bhi

  • @jharanaghosh315
    @jharanaghosh315 7 หลายเดือนก่อน +21

    ସତ୍ୟ ବାବୁ ଅନେକ ଅନେକ ଧନ୍ୟବାଦ 🙏ମାଉସୀ ଙ୍କୁ କୋଟି ପ୍ରଣାମ 🙏

  • @rabindrapanda3361
    @rabindrapanda3361 6 หลายเดือนก่อน +10

    ସୁବାଷ ବୋଷ ଏବେ ବି ଜୀବିତ, ତପସ୍ୟା କରିବା ଦ୍ବାରା ପ୍ରାୟ ଅନେକ ବାବା ଅନେକ ଶତ ବର୍ଷ ବଂଚୁଛନ୍ତି ।

  • @sibaguru5439
    @sibaguru5439 7 หลายเดือนก่อน +12

    ଧନ୍ଯବାଦ ସତ୍ଯ ଭାଇ ଆପଣ ଙ୍କୁ ଆପଣ ନେତାଜୀଙ୍କ ବିଷୟ ରେ ଗବେଷଣା କରି ସମସ୍ତ ତଥ୍ଯ ପ୍ରଦାନ କରୁଛନ୍ତି ଓ ସେଇ ମାଁଙ୍କୁ ଧନ୍ଯବାଦ ଯିଏକି ପୁଙ୍ଖାନୁପୁଙ୍ଖ ଭାବେ ସଠିକ୍ ତଥ୍ଯ ପ୍ରଦାନ କରିଛନ୍ତି ଓ ଆପଣଙ୍କ ଟିମ୍ ତାଙ୍କୁ ଖୋଜିଲେ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏ଜୟ ପଞ୍ଚସଖା🙏🙏🙏🙏🙏

  • @sadanandahalwa6285
    @sadanandahalwa6285 3 หลายเดือนก่อน +1

    Jay shree Netaji Subhash Chandra Bose 💪🙏🙏🙏

  • @dologobindakhilar2479
    @dologobindakhilar2479 6 หลายเดือนก่อน +5

    🙏Netaji subas chandra boos Amar rahe

  • @bhagirathisahoo7361
    @bhagirathisahoo7361 7 หลายเดือนก่อน +13

    ଅତୁଳନୀୟ, ଅବର୍ଣ୍ଣନିୟ ଅକଳ୍ପନୀୟ, ମହନୀୟ, ମହାନ ନେତାଜୀ

  • @biranchinarayansahoo2048
    @biranchinarayansahoo2048 3 หลายเดือนก่อน +2

    ମାଲୋ ,ପ୍ରଣାମ । ଦେଶର ମହାନୁଭବଙ୍କୁ ସେବା କରିଥିବାରୁ ।

  • @bablubablicreation1225
    @bablubablicreation1225 6 หลายเดือนก่อน +12

    ସତ୍ୟ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ସେ ମାଆଙ୍କୁ ମଧ୍ୟ ,ସୁନ୍ଦର ତଥ୍ୟଟିଏ ଆମକୁ ଜଣାଇବାର ପ୍ରଚେଷ୍ଟା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ । ଜୟ ଶ୍ରୀ ଜଗନ୍ନାଥ ♥️🙏

  • @ghanashyamsahu4840
    @ghanashyamsahu4840 7 หลายเดือนก่อน +4

    ନିହାତି ସତ୍ୟ ଭାଇ ସେ ସାଧାରଣ ମନୁଷ୍ୟ ନୁହନ୍ତି ନେତାଜୀ ଶୟଂ ଭଗବାନ

  • @swayangshibammohanty3346
    @swayangshibammohanty3346 7 หลายเดือนก่อน +14

    ସୁବାସ ଚନ୍ଦ୍ର ବୋଷ ଅମର ରହେ 🙏🙏🙏

  • @sudhansunayak2617
    @sudhansunayak2617 6 หลายเดือนก่อน +6

    ପ୍ରଭୁ ଜଗନ୍ନାଥ ମାଉସୀଙ୍କୁ ଦୀର୍ଘାୟୁ କରନ୍ତୁ। ମାଉସୀଙ୍କ ଅହୋଭାଗ୍ୟ ଯେ ସିଏ ଏତେବଡ଼ ମହାନ୍ ବ୍ୟକ୍ତିତ୍ଵଙ୍କ ସଂସ୍ପର୍ଶରେ ଆସିଛନ୍ତି। ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣମ୍।🙏

  • @jnanashreerout7685
    @jnanashreerout7685 7 หลายเดือนก่อน +9

    ବହୁତ ବହୁତ ଧନ୍ୟବାଦ ଆଜ୍ଞା 🙏
    ବହୁତ ସୁନ୍ଦର ଲୋକଙ୍କ ସହ ସାକ୍ଷାତ କରି ମହାନ ବ୍ୟକ୍ତିବିଶେଷ ଙ୍କ ସମ୍ବନ୍ଧ ରେ ଅନୁସନ୍ଧାନ କରୁଥିବାରୁ।🙏🙏

  • @spanda5490
    @spanda5490 7 หลายเดือนก่อน +9

    ମାଙ୍କୁ ଶତକୋଟି ପ୍ରଣାମ 🙏🙏🙏🙏🙏🙏🙏❤❤❤❤❤❤

  • @nilachakrabarik1342
    @nilachakrabarik1342 7 หลายเดือนก่อน +10

    ଓମ୍ ଗୁରୁ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ କୋଟି କୋଟି ନମନ 🙏🙏🙏🙏🙏🙏🙏 ଜୟ ପଞ୍ଚ ସଖା କୋଟି ନମନ 🙏🙏🙏🙏🙏 ସମସ୍ତ ଭକ୍ତ ସମାଜ କୁ ଆମର ଜୁହାର 🙏🙏🙏

  • @laxmidharnayak2607
    @laxmidharnayak2607 7 หลายเดือนก่อน +4

    ସତ୍ୟ ବାବୁ ନସ୍କାର 1968ମସିହାରେ କପ୍ତିପଦା ନିକଟସ୍ଥ ଟାଙ୍ଗୀରିଆ ପାହାଡ଼ ଉପରେ ଗୁମ୍ଫାରେ ଜଣେ ବାବାଜୀ ଙ୍କ ସହିତ ଥିବାର ସମସ୍ତେ ଜଗଦିଶ ବାବାଙ୍କୁ ଜାଣିଛନ୍ତି ମୁଁ ମଧ୍ୟ ବହୁବାର ଗୁମ୍ଫାକୁ ଯାଇଛି ସେକଠାଉ ଓ ତ୍ରି ରଙ୍ଗା ପତାକା ପୂଜା କରୁଥିଲେ

  • @skdsingerkumarsaroj655
    @skdsingerkumarsaroj655 7 หลายเดือนก่อน +5

    ଜୟ କଳ୍କୀ ଜୟ
    ଜୟ ଜଗନ୍ନାଥ ଜୟ ଜଗଦୀଶ ହରେ
    ହରି ଓମ୍ ତତ୍ ସତ୍
    ହରି ଓମ୍ ଇତି

  • @biswakalyanbehura5784
    @biswakalyanbehura5784 6 หลายเดือนก่อน +7

    ଜାନକୀ ବାବୁ ଙ୍କ ହଜାରେ ଦିନ ରେ ହଜାରେ ଶିଳ୍ପ ଜଗଦୀଶ ବାବା ଙ୍କ ଆଦେଶ ରେ ହୋଇଥିଲା, ଜୟନ୍ତୀ ମା ତାଙ୍କର ଆଦରଣୀୟ ଥିଲେ

  • @SibaprasadMohapatra-so9wc
    @SibaprasadMohapatra-so9wc 5 หลายเดือนก่อน +4

    Jayhind jay bharatmata netagi amarrahe

  • @jkkj6288
    @jkkj6288 6 หลายเดือนก่อน +2

    ମା ଙ୍କୁ ପ୍ରଣାମ , ଜୟ ଜଗନ୍ନାଥ ଜୟ ପଞ୍ଚସଖା,ଜୟ ନେତାଜୀ

  • @Bhabendu773
    @Bhabendu773 6 หลายเดือนก่อน +4

    Bahut khusi lagila mausi nk ete age hela pare bii tanka munda ru udhana tike khasila belaku taku au thare....munda re rkahuchanti sikha amo odisha basi mane khali jau mane khali reels kariki dekheihaucha.

  • @ajayamohapatra9220
    @ajayamohapatra9220 7 หลายเดือนก่อน +2

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵଃ ତୁମେ 🙏ଅନେକ ଅନେକ ସାଧୁବାଦ ସତ୍ୟବାବୁ 🙏🙏🙏

  • @shibanandanbehera8966
    @shibanandanbehera8966 6 หลายเดือนก่อน +6

    Jai ସୁବାଷ ବୋଷ 🚩🙏🏹

  • @subhamgamer497
    @subhamgamer497 6 หลายเดือนก่อน +3

    Jay jagannath 🙏🙏🙏🙏🙏 Jay panchasakha🙏🙏🙏🙏🙏

  • @madhusmitasethy8687
    @madhusmitasethy8687 6 หลายเดือนก่อน +2

    Maa nka charana re koti Pranam 🙏🏻🙏🏻💐💐 Maa Jane asadharana mahila 🙏🏻🙏🏻

  • @anupamanayak8568
    @anupamanayak8568 7 หลายเดือนก่อน +5

    ମାଆଙ୍କୁ କୋଟି ପ୍ରଣାମ ।ଅନେକ ଅନେକ ଶୁଭେଚ୍ଛା ସତ୍ୟ ।ମାଆଙ୍କୁ ଦର୍ଶନ କରି ଆମେ ଧନ୍ୟ ହେଲୁ ।ଜୟ ଜଗନ୍ନାଥ ।

  • @nandinibarik6381
    @nandinibarik6381 6 หลายเดือนก่อน +2

    Omm jay shree kalkiram jay jagannath jay panchasakha

  • @sudeshnadash362
    @sudeshnadash362 7 หลายเดือนก่อน +1

    ସତ୍ୟ ଭାଇ ଓ ମାଁ ଙ୍କୁ ପ୍ରଣାମ 🙏🙏 ମୁଁ ପଶ୍ଚିମ ଓଡିଶା ବରଗଡ଼ ଡିଷ୍ଟିକ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ନା ଦାସ ଦେଖୁଛି ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ କଲ୍କୀରାମ 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺

  • @tapandey3646
    @tapandey3646 6 หลายเดือนก่อน +2

    ମାଙ୍କୁଁ କୋଟି କୋଟି ପ୍ରଣାମ achyut saranam 🙏🙏🙏🙏🙏

  • @Mahalaxmi1184
    @Mahalaxmi1184 6 หลายเดือนก่อน +2

    Jaya jagannath 🙏🌹❤️

  • @kumari02-m3n
    @kumari02-m3n 6 หลายเดือนก่อน +1

    ଜୟ ମା ଭଗବତୀ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ପଞ୍ଚ ସଖା ଜୟ ଶ୍ରୀରାମ ଜୟ ହନୁମାନ, ବାଣପୁର ଖୋର୍ଦ୍ଧା

  • @balabantaparida855
    @balabantaparida855 7 หลายเดือนก่อน +2

    Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @soubhagyasenapati9039
    @soubhagyasenapati9039 7 หลายเดือนก่อน +3

    Jay Jagannath Jay panchasakha

  • @rinkusahu6899
    @rinkusahu6899 3 หลายเดือนก่อน

    Jay shree Ram 🙏 Jay shree Ram

  • @luckymishra9279
    @luckymishra9279 6 หลายเดือนก่อน +3

    Jay jagannath 🙏

  • @maheswarsahoo2112
    @maheswarsahoo2112 7 หลายเดือนก่อน +2

    Jay jagannath jay panchasakha 🕉 dhanyabad satya babu dhanyabad mausi subasbosh jinda achhanti america re

  • @NiranjanMohanty-sx7uj
    @NiranjanMohanty-sx7uj 7 หลายเดือนก่อน +2

    Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar maa Satya Babu Koti Koti Namaskar

  • @surajsingh835
    @surajsingh835 6 หลายเดือนก่อน +2

    Subash boss Amar rahantu

  • @supravadas9044
    @supravadas9044 5 หลายเดือนก่อน

    ଧନ୍ଯ ମା ଆପଣଙ୍କୁ କୋଟିକୋଟି ପ୍ରଣାମ।

  • @narmadamaharana3779
    @narmadamaharana3779 7 หลายเดือนก่อน +2

    Jay Jagannath 🙏🙏🙏 Jay panchasakha 🙏🙏🙏

  • @bibhudendubal
    @bibhudendubal 7 หลายเดือนก่อน +1

    ଓମ୍ ନମ୍ଃ ଶିବାୟ, ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @gourangpanda7884
    @gourangpanda7884 7 หลายเดือนก่อน +1

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻

  • @santoshsamantaray7140
    @santoshsamantaray7140 6 หลายเดือนก่อน +1

    ଜୟ ହିନ୍ଦ୍।

  • @nrusinghabatik7296
    @nrusinghabatik7296 7 หลายเดือนก่อน +1

    Jay jay jagannath manima koti koti pranam Prabhu 🙏🙏🙏♥️🚩 sabu tumara nila

  • @sanjauakumar8999
    @sanjauakumar8999 6 หลายเดือนก่อน +1

    ଜୟ ଜଗନ୍ନାଥ ପ୍ରଭୁ ,,ଜୟ ଶ୍ରୀରାମ ଭାରତ କୁ ରକ୍ଷା କର

  • @sanjaykumarminz9773
    @sanjaykumarminz9773 6 หลายเดือนก่อน +1

    Jai, hind, subashbose, amar, rahe,

  • @rajeshbadamali8268
    @rajeshbadamali8268 7 หลายเดือนก่อน +1

    Om Jay Jagannath Swami Jay panchashaka Jay sanatana Jay nirakara Jay shree Krishnan Jay shree ram Jay mohakal Jay Maa Samleswri Jay Maa Durga 🪔🌼🌹🏵️🌷🌸🌹🌺🕉️🔯🙏🙏🙏🙏🙏🙏

  • @drsuchitrapanigrahi3375
    @drsuchitrapanigrahi3375 6 หลายเดือนก่อน +4

    I have met him at Puri in a Ashram.

    • @sabyasachibehera2602
      @sabyasachibehera2602 6 หลายเดือนก่อน

      @drsuchitrapanigrahi3375 now he is alive or dead?

  • @mobhakti735
    @mobhakti735 7 หลายเดือนก่อน +4

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ⭕‼️⭕🙏🙏🙏

  • @saniamohapatra7426
    @saniamohapatra7426 7 หลายเดือนก่อน +2

    🙏🙏🙏 Jay shree jagannath 🙏🙏🙏 Jay shree pancha sakha 🙏🙏🙏

  • @dasarathadash8065
    @dasarathadash8065 7 หลายเดือนก่อน +1

    Jay jagannath

  • @prashantdas2676
    @prashantdas2676 7 หลายเดือนก่อน +1

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @PravamanjulaDas-nr6mj
    @PravamanjulaDas-nr6mj 7 หลายเดือนก่อน +1

    Manaku koti pranaam mu chhotabele sunithili subasha bose jagsdis baba rupare achha nti

  • @deodiapuaa2510
    @deodiapuaa2510 6 หลายเดือนก่อน +1

    Maa nku koti koti pranam 👏👏👏👏👏

  • @sarojsagarsarangi8810
    @sarojsagarsarangi8810 6 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @sibabeniya1074
    @sibabeniya1074 7 หลายเดือนก่อน +1

    Jey gurudev .jey ponchosakha.

  • @mr.pattnayak_18k
    @mr.pattnayak_18k 6 หลายเดือนก่อน +1

    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @jharananayak1940
    @jharananayak1940 6 หลายเดือนก่อน +1

    Thank you so much Satya Bhai 🙏🙏♥️♥️

  • @sudarsandas4991
    @sudarsandas4991 7 หลายเดือนก่อน +2

    Jay panchasakha Jay achutya 🙏🚩

  • @rushimalatritharushikulyap7607
    @rushimalatritharushikulyap7607 6 หลายเดือนก่อน +1

    ଜୟ ଜଗନ୍ନାଥ

  • @priyasethi6350
    @priyasethi6350 7 หลายเดือนก่อน +4

    ମା ବହୁତ ଭଲ❤❤❤

  • @dillipbiwal6846
    @dillipbiwal6846 7 หลายเดือนก่อน +2

    Aum Guru Sunyabasi

  • @rameshmandoliya6440
    @rameshmandoliya6440 7 หลายเดือนก่อน +2

    जय जगन्नाथ जय पंचसखा
    जय श्री कृष्ण
    जय श्री राम

  • @AJITKUMARMOHANTA-lv5pv
    @AJITKUMARMOHANTA-lv5pv 7 หลายเดือนก่อน +1

    ବହୁତ ବହୁତ ଧନ୍ୟବାଦ 🙏

  • @sanatanmohanty2532
    @sanatanmohanty2532 7 หลายเดือนก่อน +1

    Joy jaganath joy pancha sakha Satya Bhai MAA nku Adhamara ananta koti pranam sahita hurdayara joy guru bahut sundar lagila jete tarif kale bahut kam padiba mo mana sadabele netaji nku smarana kare joy hind

  • @rajeshbehera8479
    @rajeshbehera8479 7 หลายเดือนก่อน +1

    जय हिन्द जय श्री कल्कि राम 🕉️🙏🏻🙏🏻🙏🏻🕉️🚩

  • @user-gj3it3yd8w
    @user-gj3it3yd8w 4 หลายเดือนก่อน

    Very good news .Regarding the Life of Netajee Subash ch. Bose..(Jagdish Baba)

  • @pradeepkumarpradhan7004
    @pradeepkumarpradhan7004 7 หลายเดือนก่อน +1

    Jai jagannath jai panchasakha odisha keonjhar barbil

  • @geetanjaliacharya3268
    @geetanjaliacharya3268 6 หลายเดือนก่อน +1

    Sat prama mausi nku

  • @akashbiswal-uc5ho
    @akashbiswal-uc5ho 7 หลายเดือนก่อน +1

    Jay Jagannath Jay shree Ram Jay Hanuman Jay panchasakha ❤❤❤❤❤

  • @santoshbarik146
    @santoshbarik146 7 หลายเดือนก่อน +1

    Jay shree Jagannath Jay Pancha Sakha Jay Subhash Chandra Bose

  • @sulochanasamal7982
    @sulochanasamal7982 7 หลายเดือนก่อน +1

    Maa apanaku kotikoti 🙏🏻

  • @manulataprusti7470
    @manulataprusti7470 7 หลายเดือนก่อน +1

    Jay jagannath swami ki jay 🙏🙏🙏🙏🌺🌺🌺🌺

  • @madhusmitasahoo3221
    @madhusmitasahoo3221 7 หลายเดือนก่อน +1

    ଜୟ ଜଗନ୍ନାଥ 🙏 ମା ପ୍ରଣାମ 🙏

  • @user-lv1jv1qf6i
    @user-lv1jv1qf6i 3 หลายเดือนก่อน

    Khusi lagila bhai

  • @ashokdash3149
    @ashokdash3149 6 หลายเดือนก่อน +1

    Swagatam

  • @bhaktimaharana
    @bhaktimaharana 6 หลายเดือนก่อน +1

    God bless you ma'am🙏🙏🙏

  • @jagabandhudakua9592
    @jagabandhudakua9592 6 หลายเดือนก่อน +7

    ଏତେ ବଡ଼ secret କଥା reveal କରିବାର ନଥିଲା youtube chanel ରେ କାହିଁକି ନା ଏହା ହେଉଛି ଗୁପ୍ତ ଲୀଳା ମହାପ୍ରଭୁଙ୍କର ଯେଉଁଥିରେ ପୂଜ୍ୟ ସୁଭାଷଚନ୍ଦ୍ର ବୋଷ ହେଉଛନ୍ତି ଜଣେ ଯୋଦ୍ଧା ।

  • @BalaramPradhan-pj8ww
    @BalaramPradhan-pj8ww 7 หลายเดือนก่อน +1

    🚩🚩🚩ଜୟ ଜଗନ୍ନାଥ 🪷🪷🪷🪷🚩🚩🚩🚩🚩🚩🙏🙏🙏🙏🙏

  • @DhananjayapaleiButa-mc5uy
    @DhananjayapaleiButa-mc5uy 6 หลายเดือนก่อน +1

    Jahaheu khusi lagila(tikanamilila)

  • @asitrout7659
    @asitrout7659 7 หลายเดือนก่อน +1

    🙏🙏ଜୟଜଗନ୍ନାଥ

  • @padmalochanpatri3515
    @padmalochanpatri3515 7 หลายเดือนก่อน +1

    Our proud,proud of odisha,proud of India

  • @simapatnaik8813
    @simapatnaik8813 7 หลายเดือนก่อน +3

    Thank you Satya babu for your new research about Subash Chandra Bose. He is my inspiration 🙏🙏🙏🙏

  • @keshabkumar7848
    @keshabkumar7848 7 หลายเดือนก่อน +1

    Jay jagannath jay panch sakha

  • @nareshbehera6824
    @nareshbehera6824 6 หลายเดือนก่อน +1

    Satya babu speed proseed thanks ......

  • @chirantansatya6873
    @chirantansatya6873 7 หลายเดือนก่อน +1

    🙏 ଜୟ ଜଗନ୍ନାଥ 🛐🙏

  • @taranisenbemal4703
    @taranisenbemal4703 6 หลายเดือนก่อน +1

    Thanks you Satya Sir

  • @Runukunu
    @Runukunu 6 หลายเดือนก่อน +3

    Great news👍👍Thank you Satya Babu.Mausi is so lucky.Warm regards to her.🙏🙏

  • @spanda5490
    @spanda5490 7 หลายเดือนก่อน +1

    Adhik janibar utkantha manare jagi uthuchhi,Baba Sibananda pari Subhash Bosh jibita achhanti Jani asima utkantha......Prabhu Jagannath tanku banchei rakhi thantu ....Desha pain jaha karichhanti taha desabasi kebe bhulibeni ,bhuli nahanti ,ebe ta kouthi achhanti baba samnaku tk aasante....

  • @ranjitdhmajhi9400
    @ranjitdhmajhi9400 7 หลายเดือนก่อน +1

    Jay Jagannath Swami 🙏🙏🙏

  • @manashmaya3332
    @manashmaya3332 7 หลายเดือนก่อน +1

    Pranama satyababu Jay kalki ram

  • @bijayajena4657JAYJAGANAT
    @bijayajena4657JAYJAGANAT 5 หลายเดือนก่อน +1

    Jay Hind

  • @hmandal8923
    @hmandal8923 7 หลายเดือนก่อน +1

    Aneka Dhanyabad and namaskar 💐🙏🙏🙏

  • @debabratamohanty4926
    @debabratamohanty4926 7 หลายเดือนก่อน +2

    ଜଗଦୀଶ ବାବା କଣ ସ୍ପଟ ଭାବରେ ଓଡ଼ିଆରେ କଥବାର୍ତ୍ତା କରୁଥିଲେ ନା ବଙ୍ଗାଳୀ ଭାଷାରେ