Man Marries Sister-In-Law To Save 3 Children From Becoming Orphan In Kendrapara

แชร์
ฝัง
  • เผยแพร่เมื่อ 15 ก.ย. 2024
  • Man marries sister-in-law to save 3 children from becoming orphan in Kendrapara
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 2K

  • @binodkumarnpcreation9969
    @binodkumarnpcreation9969 ปีที่แล้ว +232

    ଏ ମହ ମୟା ଦୁନିଆରେ କିଛି ଭଲ ଲୋକ ଅଛନ୍ତି ସେଥି ପାଇଁ ତ ଦୁନିଆଁ ଚାଲିଛି ଏଭଳି ମା ଆଉ ପୁଅଙ୍କୁ ମୋର ହୃଦୟରୁ ୧୦୦ ସଲାମ🙏🙏🙏 god bless you bhai

  • @arajunmaharana6147
    @arajunmaharana6147 ปีที่แล้ว +79

    ଅନୀଲ ଭାଇ,
    ଆପଣଙ୍କୁ ଓ ଆପଣଙ୍କ ମାଆଙ୍କୁ ଶତ କୋଟି ପ୍ରଣାମ।
    ମହାପ୍ରଭୁ କାଳିଆ ସାଆନ୍ତ ଆପଣଙ୍କ ସୁନା ସଂସାରକୁ ସର୍ବଦା ଶୁଭ ଦୃଷ୍ଟିରେ ଚାହିଁ ଥାଆନ୍ତୁ.. ଏତିକି ମୋର ପ୍ରଭୁଙ୍କ ନିକଟରେ ଏକାନ୍ତ ପ୍ରାର୍ଥନା।
    🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @maaeducationisthebesteduca1674
    @maaeducationisthebesteduca1674 ปีที่แล้ว +73

    ଶାଶୁ ମା ତୁମେ ଦେଵୀ ସ୍ୱରୂପାତୁମକୁ ଏବଂ ତୁମ ପୁଅକୁ କୋଟି ପ୍ରଣାମ 🙏🙏🙏

  • @ishwarpadhan9534
    @ishwarpadhan9534 ปีที่แล้ว +290

    ବହୁତ ସୁନ୍ଦର ଭାଇ, ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖ ମୟ ହେଉ 🙏

  • @laxmandwibedy2694
    @laxmandwibedy2694 ปีที่แล้ว +7

    ବହୁତ୍ ସୁନ୍ଦର୍ ପଦକ୍ଷେପ ।
    ମାଆ ଓ ପୁଅଙ୍କ ହୃଦୟରେ ଦେବତ୍ୱର ପରିପ୍ରକାଶ ହେଇଛି ।
    ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ।
    ପରିବାରଟି ସୁଖ ଶାନ୍ତିରେ ଚାଲୁ।
    ଜୟ ଜଗନ୍ନାଥ

  • @Pinky59015
    @Pinky59015 ปีที่แล้ว +635

    ବହୁତ ଭଲ କାମ କଲ ଭାଇ,,ଖାଲି ଠାକୁର ଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାଙ୍କୁ ଭଲ ରେ ରଖ 🙏

    • @jishusahoo8183
      @jishusahoo8183 ปีที่แล้ว +9

      ଭଉଣୀ ତମେ ବୋଧେ ରାମାୟାଣ ଆଉ ମହାଭାରତ ବିଷୟରେ ପଢି ନାହଁ ,ଟିକେ ଜାଣିବା କୁ ପ୍ରୟାଶ କର ,ଭଲ ଆଉ ଖରାପ ବିଷୟରେ ଜାଣିପାରିବ। ଭାଉଜ ହେଉଛନ୍ତି ମାତା🙏 ସମାନ ।

    • @Munna-bd8pc
      @Munna-bd8pc ปีที่แล้ว +11

      @@jishusahoo8183 ରାମାୟଣରେ ସୁଗ୍ରୀବ ତାରାଙ୍କୁ ଏବଂ ବିଭୀଷଣ ମନ୍ଦୋଦରୀଙ୍କୁ ବାହା ହୋଇଥିଲେ। କି ରାମାୟଣ ମହାଭାରତ ପଢ଼ିଚ ତମେ।

    • @crazytuber7874
      @crazytuber7874 ปีที่แล้ว +2

      Mo bando kola

    • @AK_CHAND
      @AK_CHAND ปีที่แล้ว +1

      @@jishusahoo8183 mahabharat re droupadi 5 janku mrrg kale , 👀 krishna Radha nku lv kruthile se tanka mani hebe mani nku lv klae mrrg kale rukmani nku .
      akhi bnd kri ktha kuhani

    • @susilasahoo2869
      @susilasahoo2869 ปีที่แล้ว

      @@jishusahoo8183 999999999999999999999999999999999999999999999999999999999999999999999999999999999999999999999999999999999999999999999999999

  • @nirakarjena2220
    @nirakarjena2220 ปีที่แล้ว +92

    ଅତି ସୁନ୍ଦର ପଦକ୍ଷେପ 🙏ସମାଜ ପାଁଇ ଏହା ଏକ ବାର୍ତ୍ତା, ଜଗନ୍ନାଥ ଙ୍କ କୃପାରୁ ଦୁଇ ଜଣ ଙ୍କ ବୈବାହିକ ଜୀବନ ସୁଖ ଶାନ୍ତି ରେ କଟୁ,🥰ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା...🙏🙏ମାଉସୀ ଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ🙏, ଆଜିର ଦୁନିଆ ରେ ଏମିତି ଶାଶୁ କୋଟିଏ ରେ ଗୋଟିଏ 💐💐💐💐ଜୟ ଜଗନ୍ନାଥ 🙏🙏🙏

    • @jayantaswain9826
      @jayantaswain9826 ปีที่แล้ว

      ଭାଇ ଗୋଟେ କଥା କହୁଛି ରାଗିବନି କି ଦେହ କୁ ନବନି ସପୋଜ ଆପଣ ମରିଯିବେ ତମ ସ୍ତ୍ରୀ କୁ ଯଦି ତମ ଭାଇ ସାଙ୍ଗରେ ବିବାହ କରା ଯିବ ଆପଣକୁ କେମିତି ଲାଗିବ please ରାଗିବନି ମୁ କୌଣସି ବେକ୍ତି ଗତ ରାଗରେ ଆପଣ ଙ୍କୁ କହୁନି କି ମୁ ବି ତମକୁ ଚିହିଁନି କି ମୁ ତମ ମନରେ କଷ୍ଟ ଦେବାକୁ ଚାଁହୁନି ତମେ ଯଉ ଏତେ ପ୍ରଶଂସା କରୁଚ ସେ କଣ ଠିକ କରିଛି କି ଯଦି ତା ମନ ପବିତ୍ର ଥାନ୍ତା ସେ ଯଦିବି ତାର ଯତ୍ନ ନିଏ ତାହା ହେଲେ ତା ସ୍ୱାର୍ଥ ପାଇଁ ok ରାଗିବନି

  • @prakashmurmu1991
    @prakashmurmu1991 ปีที่แล้ว +565

    ମାଉସୀ ଙ୍କୁ କୋଟି କୋଟି ପ୍ରଣାମ,, ସାନ ପୁଅଙ୍କୁ ଅନ୍ୟତର ବିବାହ କରିଥିଲେ ଯୌତୁକ ମିଳିଥାନ୍ତା.. କିନ୍ତୁ ଘରେ ଅଶାନ୍ତି ବି ହେଇଥାନ୍ତା,, ଯୌତୁକ ମୋହରେ ନ ପଡି ମାଉସୀ ଏପରି ନିଷ୍ପତି ନେଇଥିବାରୁ କୋଟି 🙏🙏🙏🙏🙏🙏🙏🙏🙏🙏🙏🙏🙏!

  • @all4u985
    @all4u985 ปีที่แล้ว +30

    Really you are a super hero, ଆଉ ଗୋଟ କଥା ହେଲା ତୁମ ମାନଙ୍କ ଯୋଗୁଁ ଦୁନିଆ ରେ ଧର୍ମ,(ମାନବିକତା) ବଞ୍ଚିଛି

  • @LokanathBehera-ip3ll
    @LokanathBehera-ip3ll 3 หลายเดือนก่อน +2

    ସୁନ୍ଦର ପଦକ୍ଷେପ ଅନିଲ। ବାବୁଙ୍କୁ ଧନ୍ୟବାଦ୍। ତୁମ ପିତା। ମାତାଙ୍କୁ ଶତ। ପ୍ରଣାମ। ଆଜି କାଲି ଏ ଭଳି ଦୃଷ୍ଟାନ୍ତ। ସମାଜକୁ। ସୁନ୍ଦର। ବାର୍ତା। ଯିବ। କିନ୍ତୁ। ଉଭୟଙ୍କ ଅନ୍ତର। ପରସ୍ପର ପ୍ରତି ସ୍ନେହ ସହାନୁଭୂତି। ରହୁ ଚୁନା ହେଉ ଥିବା। ସଂସାର। ପୁଣି। ହସିଉଠୁ। ଜଗନ୍ନାଥ। ତୁମର। ମଙ୍ଗଳ। କରନ୍ତୁ

  • @fakirmohansahoo2079
    @fakirmohansahoo2079 ปีที่แล้ว +196

    ମା ତୁମକୁ ହୃଦୟ ରୁ ଗଭୀର ପ୍ରଣାମ ଜଣାଉଛି, ଜୟ ଜଗନ୍ନାଥ 🙏🙏🙏

  • @ramyaranjan8674
    @ramyaranjan8674 ปีที่แล้ว +544

    ଲୋକ କହିବେ ଲୋକ କଣ ଘର ଚଳେଇବେ ।
    ଠିକ୍ ନିଷ୍ପତ୍ତି ନେଇଛ

    • @bijayalaxmipanda9820
      @bijayalaxmipanda9820 ปีที่แล้ว +12

      Loka nka kama hela kahiba

    • @manonayak1452
      @manonayak1452 ปีที่แล้ว +13

      ମା ଆପଣଙ୍କ ଭଳି ମା ଶବୁ ଘରେ ରୁହନ୍ତୁ ,ମୋର ଆପଣଙ୍କୁ ହୃଦୟରୁ ଜୁହାର।

    • @prabhatpradhan2144
      @prabhatpradhan2144 ปีที่แล้ว +5

      Loka poka ! Loka kana kahiba

    • @mamalimohapatra2628
      @mamalimohapatra2628 ปีที่แล้ว +4

      Right bhai👍👍👍

    • @roopakumari9206
      @roopakumari9206 ปีที่แล้ว +1

      Right sir

  • @rajeshpollai8000
    @rajeshpollai8000 ปีที่แล้ว +115

    ଭାଇ ତମକୁ ଧନ୍ୟବାଦ, ତୁମର ବୈବାହିକ ଜୀବନ ସୁଖମୟ ହେଉ।🙏

  • @sureshpatra672
    @sureshpatra672 ปีที่แล้ว +13

    Real human being brother your dedication to this family is praise worthy.

  • @gyanaranjansahoo8539
    @gyanaranjansahoo8539 ปีที่แล้ว +33

    ଭଗବାନ କରନ୍ତୁ ତୁମର ଦାମ୍ପତ୍ୟ ଜୀବନ ସୁଖମୟ ହେଉ 🙏

  • @bhagabannaik8727
    @bhagabannaik8727 ปีที่แล้ว +298

    ବହୁତ ଭଲ କାମ, ଈଶ୍ୱର ତାଙ୍କ ଜୀବନ ସୁଖଶାନ୍ତି କରନ୍ତୁ 🙏🙏🙏👌❤️

    • @birupakshpadhan1418
      @birupakshpadhan1418 ปีที่แล้ว +2

      @engineer-goutam-dhamara-bh8670 ତମେ ଭୁଲ୍ କହୁଛ

    • @dipudas5900
      @dipudas5900 ปีที่แล้ว

      Bhai bohut bhala kama karichanti .sasu hebata emiti sei jhiara bapa maa nka katha tikie bhaba semane kete khusi hou thibe

    • @swaraj___7286
      @swaraj___7286 ปีที่แล้ว

      😌😌😌😌😌

  • @chitaranjan3588
    @chitaranjan3588 ปีที่แล้ว +114

    ଭାଇ କୁଟି କୁଟି ନମନ ତମକୁ ,. ଅତି ସୁନ୍ଦର ପଦକ୍ଷେପ ., ପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ 🙏

    • @pabitrabhoi1665
      @pabitrabhoi1665 ปีที่แล้ว +1

      Bahuta bhal bhai ,thank you very good

  • @indrajeetbiswal5518
    @indrajeetbiswal5518 ปีที่แล้ว +92

    ସତରେ ଏଇ ଭଳି ଶାଶୁ ମିଳିବା ସଂସାରରେ ଭାରି କଷ୍ଟ ମା ତୁମ ନିଷ୍ପତ୍ତି କୁ ଶହେ ସଲାମ 🙏🙏🙏

  • @subhamsamal83
    @subhamsamal83 ปีที่แล้ว +2

    Thanku anil bhai

  • @dailyrosei1918
    @dailyrosei1918 ปีที่แล้ว +23

    ଏମିତି ଶାଶୁ ଭାଗ୍ୟ ରେ ଥିଲେ ମିଳେ।।। salute your thought......🙏🙏🙏 Thanks to Entire Villagers who supported .......

  • @girijainfotainment3873
    @girijainfotainment3873 ปีที่แล้ว +65

    ସକାଳୁ ସକାଳୁ ଭଲ ଖବର ଟେ ଦେଖିଲି 🙌🏼🙌🏼🙌🏼

  • @anjalims2511
    @anjalims2511 ปีที่แล้ว +36

    ତୁମକୁ ବହୁତ ବହୁତ ଧନ୍ୟବାଦ। ଅନିଲ ନାମକ ଜଣେ ପିଲା ମୋ ସ୍ୱାମୀ ର ସାଙ୍ଗ ଯିଏ ଦୁଇ ଝିଅ କୁ ବାହା ହୋଇ,ଗୋଟିଏ ପିଲା ସମେତ ସମସ୍ତଙ୍କୁ ଘରୁ ବାହାର କରି ଦେଇଛି ସମ୍ଭାଳି ନ ପାରି। ନିଜ ମାଆ ଭଉଣୀ କୁ ବି ମାର୍ ପିଟ୍ କରୁଛି। ସେ ଅନିଲ ଆଉ ଏହି ଅନିଲ ଭିତର ଆକାଶ ପାତାଳ ଫରକ। ଏମିତି ଏକା ନାମ ଥିଲେ ବି ପରସ୍ପର ବହୁତ ଫରକ।

  • @umeshdas5317
    @umeshdas5317 ปีที่แล้ว +2

    ଆପଣଙ୍କ ନିଷ୍ପତ୍ତିକୁ ସମାଜ ର ପ୍ରତ୍ୟେକ ବ୍ୟକ୍ତି ସ୍ବାଗତମ କରୁଛନ୍ତି। ମନୁଷ୍ୟ ସମାଜ ରେ ତମ ମହାନତା ଆଗରେ ଆମେ ନତମସ୍ତକ।ଶାଶୁ ନୁହେଁ ତ ଆଦର୍ଶ ଓ ମାନବିକତାର ଉତ୍ତମ ଚିନ୍ତାଧାରା ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🌹🙏🌹 ସହିତ ଚିନ୍ତାଧାରା କେତେ ମହାନ୍ ହୃଦୟ

  • @ballabhasahu2640
    @ballabhasahu2640 ปีที่แล้ว +1

    Dhanybaad Bhai, apananku koti koti pranam

  • @prathanapriyadarsini6631
    @prathanapriyadarsini6631 ปีที่แล้ว +44

    There are very few people who agree to marry his sister in law.U are great Bhai.U saved 3 children being orfan . Congratulations Bhai for your new life.

  • @Jass-zu7dg
    @Jass-zu7dg ปีที่แล้ว +29

    ଏମିତି ପରିବାର ଦୁନିଆ ପାଇଁ ଗୋଟିଏ ଉଦାହରଣ।
    ଅନିଲ ଦୁନିଆ ପାଇଁ ଗୋଟିଏ ଉଦାହରଣ ପାଲଟି ଗଲେ।Good bless you both....

    • @Xabr1234
      @Xabr1234 ปีที่แล้ว +1

      Au record bhangichhanti example hebeni na... Ramayana re rama nka death heithile lakhmana sita nku mrg kari thante.... Tume gote nua ramayana lekhiba

  • @bishnuprasadgomango8054
    @bishnuprasadgomango8054 ปีที่แล้ว +89

    Advance generation thought by Mother...Hat's up👏👏👏👏

  • @niranjan8431
    @niranjan8431 9 หลายเดือนก่อน +4

    ଭଲ ନିଷ୍ପତି ନେଇଛନ୍ତି ଆପଣ । ସ୍ୱାଗତଯୋଗ୍ୟ । ଜୟ ଜଗନ୍ନାଥ ।

  • @mamatamohapatra5262
    @mamatamohapatra5262 ปีที่แล้ว +26

    ଭଗବାନ ତମ ମାନଙ୍କର ମଙ୍ଗଳ କରନ୍ତୁ, ମାଉସୀ ଙ୍କୁ 🙇‍♂️🙇‍♂️

    • @niteshkumarsahu2078
      @niteshkumarsahu2078 ปีที่แล้ว

      Mu bi thick semiti tomo ku baha hebi aau mo room re palibi bi dekho pls Mona koroni aji jay joma ru milini mota mu bhouto kosto re achi dekho Mona koroni pls dio mu bhouto kosto re Jodi nahi tomo ro Brahmin jhia kia Jodi marriage hoba pain achi ta hela mu mu hebi

  • @saisnigdha2249
    @saisnigdha2249 ปีที่แล้ว +175

    ମା କୋଟି କୋଟି ପ୍ରଣାମ ତମ ଭଲି ଶାଶୁ ମା ସବୁ ଝିଅ କୁ ମିଳୁ ମା 🙏🙏🙏🙏

    • @kanhuverynaicemallick1549
      @kanhuverynaicemallick1549 ปีที่แล้ว +2

      Thank u bhai

    • @djagandas676
      @djagandas676 ปีที่แล้ว

      Emati sasu ta milegale hele bahu kn milibe kahila

    • @dharamarout3049
      @dharamarout3049 ปีที่แล้ว

      @@kanhuverynaicemallick1549 OPP p

    • @niteshkumarsahu2078
      @niteshkumarsahu2078 ปีที่แล้ว

      Mu bi tomo ku baha hebi thick semiti aau bholo palibi bi mo room re Thora Raji hoijo Mona koroni pls aji jay mota milini keta kosto re thibi tike Jani dekho

    • @Jyoshna494
      @Jyoshna494 ปีที่แล้ว

      Ki ki

  • @pravkakarnayak9117
    @pravkakarnayak9117 ปีที่แล้ว +16

    ବହୁତ୍ ଭଲ ପଦକ୍ଷେପ । ଏ ଭଳି ମଣିଷ ଖୁବ୍ କମ୍ । ଭଗବାନ ତୁମର ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ ।

  • @khushitiki4470
    @khushitiki4470 ปีที่แล้ว +102

    ଏମିତି ମଣିଷ ଏଇ ଦୁନିଆରେ କମ ଦେଖିବାକୁ ମିଳେ ମାଆ ଲୋ ଭଗବାନ କୁ ଡାକୁଛି ଖୁସିରେ ରୁହ 🙏🙏🙏

  • @basantipanda7986
    @basantipanda7986 8 วันที่ผ่านมา +1

    ପୁଅରେ ତତେ ସଲାମ, ତୋ ମା ଙ୍କୁ କୋଟି ପ୍ରଣାମ!
    ତୁମ ପରିବାର ସଦସ୍ୟ ଙ୍କ ମଣିଷ ପଣିଆ କୁ ଶହେ ସଲାମ! 🌹🌹🌹🌹🌹🌹👍

  • @CAREWORLDNGONEWS
    @CAREWORLDNGONEWS ปีที่แล้ว +2

    The Best Arrangements -Thanks to All family members and Welwishers-God Bless them -Long leave all---

  • @jeevannayak4394
    @jeevannayak4394 ปีที่แล้ว +32

    ଭଲ ନିଷ୍ପତି ନେଇଛ 🙏🙏ଭଗବାନ ଙ୍କ ଆସରିବାଦ ଥାଉ ତୁମ ଉପରେ

  • @mamininayak6154
    @mamininayak6154 ปีที่แล้ว +41

    ତୁମେ ଖୁବ୍ ମହାନ ଭାଇ, ହୃଦୟ ରୁ ତୁମକୁ କୋଟି କୋଟି ପ୍ରଣାମ

  • @narendranarendrakumar4426
    @narendranarendrakumar4426 ปีที่แล้ว +54

    God bless you both of you 👍👏👏👏👏

  • @dancerpapun8385
    @dancerpapun8385 ปีที่แล้ว +10

    ଭାଇ ସତରେ ତମେ ବାସ୍ତବରେ ହିଁ ମହାନ ମୋ ତରଫ ରୁ ତମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏

  • @sushantsahoo2323
    @sushantsahoo2323 ปีที่แล้ว +3

    ମା ର ହୃଦୟ ବହୁତ ମହାନ୍
    ଭାଇ ତୁମେ ବହୁତ ମହାନ
    ଜଗନ୍ନାଥ ତୁମ ଜୀବନ ରେ ସେନହ ଓ ପ୍ରେମ କରିଦିଅନ୍ତୁ ❤❤❤❤

  • @gunakarmallik8434
    @gunakarmallik8434 ปีที่แล้ว +82

    God bless both of you 🙏🙏🙏🙏🙏

  • @deepakkumarbehera5418
    @deepakkumarbehera5418 ปีที่แล้ว +8

    And here comes a man with a golden heart ❤️❤️❤️❤️❤️

  • @pramilabehera6886
    @pramilabehera6886 ปีที่แล้ว +16

    ବହୁତ୍ ଭଲ ନିଷ୍ପତ୍ତି ନେଲେ ସେ ପରିବାର ବହୁତ୍ ବହୁତ୍ ଧନ୍ୟବାଦ୍ ତାଙ୍କୁ ଈଶ୍ବର ଭଲରେ ରଖନ୍ତୁ ଜୟ ଜଗନ୍ନାଥ

  • @oyemk9025
    @oyemk9025 ปีที่แล้ว +41

    ଭଗବାନ ତମକୁ ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ 🙏

  • @anandadanayak627
    @anandadanayak627 ปีที่แล้ว

    Very thanks, as the time of condition of your family, Brother you have taken better and save decision which your entire family becoming save, very very thanks,

  • @BishnuPradhan-x4v
    @BishnuPradhan-x4v 14 วันที่ผ่านมา +2

    ବହୁତ ଭଲ ହେଲା..।

  • @premkumarpatnaik5062
    @premkumarpatnaik5062 ปีที่แล้ว +23

    May God bless this beautiful family
    Wonderful message to the society

  • @himanshusekharnanda7331
    @himanshusekharnanda7331 ปีที่แล้ว +24

    ଭଗବାନଙ୍କୁ ଏତିକି ପ୍ରାର୍ଥନା ଯେ ଦୁହେଁ ଭଲରେ ରୁହନ୍ତୁ ❤️

  • @bishudas7722
    @bishudas7722 ปีที่แล้ว +18

    ଯାହା କରିଛନ୍ତି ସେଥିଲାଗି ବହୁତ୍ ବଢିଆ କଲେ ଆଉ ଗୋଟିଏ ଜୀବନ ସଜାଡ଼ି ଦେଲେ ଶାଶୁ ମାଆ ଠୁ କେତେ ବଡ଼ ଧନ୍ୟବାଦ ଭାଇ

  • @RadheshyamBhoi-ec1ec
    @RadheshyamBhoi-ec1ec ปีที่แล้ว

    Thankyou very much and good bless you

  • @yosodasori9654
    @yosodasori9654 ปีที่แล้ว +1

    Thanks brother
    Bhala nispati.

  • @subhamdeheri8267
    @subhamdeheri8267 ปีที่แล้ว +13

    ଭଗବାନଙ୍କ କୃପାରୁ ତୁମ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।ଆପଣଙ୍କ ଭଳି ମହାନୁଭବି ଆମ ଓଡ଼ିଶାକୁ ଆହୁରି ଦରକାର ଭାଇ ।🙏🙏🙏

  • @bilasinimallik6419
    @bilasinimallik6419 ปีที่แล้ว +23

    ତୁମପରି ମାଙ୍କୁ କୋଟି ପ୍ରଣାମ 🙏🙏🙏🙏🙏

  • @ajitsahu9835
    @ajitsahu9835 ปีที่แล้ว +2

    God Bless You & Your Family .

  • @pushpanjalibehera840
    @pushpanjalibehera840 6 หลายเดือนก่อน +1

    Thankyu

  • @amulyabhuyan4145
    @amulyabhuyan4145 ปีที่แล้ว +7

    ବହୁତ ବଡ଼ ନିଷ୍ପତ୍ତି..... GOD bless your family..

  • @mangulumunda96
    @mangulumunda96 ปีที่แล้ว +61

    ଭଗବାନ୍ 🙏🙏 ଦାମ୍ପତ୍ୟ ଜୀବନକୁ ସୁଖମୟ କରନ୍ତୁ।

  • @MRSRIKANTAODIA
    @MRSRIKANTAODIA ปีที่แล้ว +40

    ଜୟ ଜଗନ୍ନାଥ 🙏🙏ହୃଦୟରୁ ପ୍ରଣାମ ଭାଇ 🙏🙏🙏🙏ଭଲ କାମ ଟେ କଲ

  • @Ru.f333
    @Ru.f333 ปีที่แล้ว +3

    ଜୟ ଶ୍ରୀ ରାମ 💞ଏପରି ଭାଇକୁ ଲକ୍ଷ୍ମଣ ମଧ୍ୟ୍ୟ ସରି ନୁହେଁ ବା ଭାଇ କି କର୍ତ୍ତୀ ଯଶ ଖ୍ୟାତି ରାମେ ରାମେ 🙏କେବେ ଭାଉଜ ଙ୍କୁ ମା ସ୍ନମାନ ମିଳୁ ଥିଲା 🙏ଆଉ କଣ ସେ ସଂସ୍କୃତି ଅଛି 😔ଜୟ ଶ୍ରୀ ରାମ

  • @prasantratnalubookswithmob9499
    @prasantratnalubookswithmob9499 ปีที่แล้ว

    God bless u more. Thanks. ଧନ୍ୟବାଦ. ଭଗବାନ ମଙ୍ଗଳ କରିବେ

  • @bhanumatikhatua1730
    @bhanumatikhatua1730 ปีที่แล้ว +39

    ବାପା ମା. ଯାହା ଦିଅନ୍ତି ବାଗବାନ ସାଙ୍ଗରେ ସମାନ ଯାହା ହେଲା ଭଲ ହେଇଚି ଭଲରେ ରହ

  • @sudarshanbehera9654
    @sudarshanbehera9654 ปีที่แล้ว +22

    ମା ତୁମକୁ ମୋର ହୃଦୟ ରୁ ପ୍ରଣାମ 🙏🙏🙏

  • @atalpradhan2956
    @atalpradhan2956 ปีที่แล้ว +20

    Salute

  • @bijayrout6288
    @bijayrout6288 ปีที่แล้ว

    Many many thanks dear Anil,you are 👍

  • @swarnapravamalikmalik8542
    @swarnapravamalikmalik8542 ปีที่แล้ว +1

    Thanku🙏🙏🙏musi

  • @jemamanimallick2131
    @jemamanimallick2131 ปีที่แล้ว +13

    ମାଉସୀ ତୁମକୁ କୋଟି କୋଟି ପ୍ରଣାମ ,ଏମିତି ନିଷ୍ପତ୍ତିକୁ ଓ ଭାଇଙ୍କୁ ମଧ୍ୟ ବହୁତ୍ ବହୁତ ଧନ୍ୟବାଦ୍ ,ଗୋଟେ ପରିବାରକୁ ସାହାରା ଦେଇଥିବାରୁ ତୁମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ,ଶେଷରେ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ତୁମ ଦାମ୍ପତ୍ୟ ଜୀବନ ସୁଖମୟ ହେଉ

  • @ନିଲୁଭାଇମସ୍ତି
    @ନିଲୁଭାଇମସ୍ତି ปีที่แล้ว +13

    ଧନ୍ୟବାଦ ଭାଇ ଦୁନିଆ ଯାହା କହୁଛି କହୁ ତମ କାମ ତୋମେ କର..👌

  • @amulyabehera8291
    @amulyabehera8291 ปีที่แล้ว +30

    Good bless you both family members

  • @alokbehera4660
    @alokbehera4660 ปีที่แล้ว +1

    Thanks, otv. Congratulations both.

  • @ambarbehera8694
    @ambarbehera8694 9 หลายเดือนก่อน

    Thankyou anile

  • @annapurnasahoo8768
    @annapurnasahoo8768 ปีที่แล้ว +26

    God bless the family

  • @Desianatobala
    @Desianatobala ปีที่แล้ว +18

    Good message for society.👍🙏 I respect you sir

  • @AKJP-TRUST
    @AKJP-TRUST ปีที่แล้ว

    Your opinion and thinking are absolutely right. God bless both of you.

  • @sujatabhattacharjee6212
    @sujatabhattacharjee6212 ปีที่แล้ว +3

    Congratulations both of you ♥️♥️♥️🎊🎊🎉🎉

  • @sanjaysahoo5544
    @sanjaysahoo5544 ปีที่แล้ว +5

    Really appreciate all of your good decision
    God blessed
    Jay jaganath swami 🙏

  • @biswanathsahoo2888
    @biswanathsahoo2888 ปีที่แล้ว +20

    Congratulations 🎊 👏 💐 🥳 🎊 bhaai, you are the legend ❤ 💙 💖 ♥ 💕 🙌. Jay Jagannath 🙏 💖 ❤ 💙 💕

  • @mariyambhuyan3665
    @mariyambhuyan3665 ปีที่แล้ว +7

    ମା ବହୁତ୍ ଭଲ ନିଷ୍ପତି କରିଛନ୍ତି ଆପଣଙ୍କ ପରିବାର ସବୁବେଳେ ଖୁସୀରେ କଟୁ God bless u

  • @keshabkachim4649
    @keshabkachim4649 ปีที่แล้ว +1

    Thank you bro

  • @ankanpradhanankanpardhan1452
    @ankanpradhanankanpardhan1452 ปีที่แล้ว +1

    You are great decision

  • @jaganathbehera2396
    @jaganathbehera2396 ปีที่แล้ว +38

    God bless you both.

  • @ritanjalisamal8492
    @ritanjalisamal8492 ปีที่แล้ว +6

    Very nice step and beautiful message for society. Congratulations to both of you. Banamali Bhai lot of thanks to you and your presentation.

  • @srinibaspadhan4.
    @srinibaspadhan4. ปีที่แล้ว +40

    Congratulations 👏🎉

  • @kppatro5300
    @kppatro5300 ปีที่แล้ว +1

    God bless you. Bhai. Your. Great.

  • @kshyamasagarsandha3512
    @kshyamasagarsandha3512 5 หลายเดือนก่อน

    Very very thanks you god bless you

  • @englishvarta334
    @englishvarta334 ปีที่แล้ว +7

    ମତେ ବି ବହୁତ୍ ଭଲ ଲାଗିଲା ହେଲେ ଲୋକ ମାନେ କାହିଁକି କୁହନ୍ତି ଭାଉଜ ମା ସମାନ। ସମାଜ ର ବି ଅଦ୍ଭୁତ କାହାଣୀ। ଭାଈ ବଞ୍ଚି ଥିଲେ ଭାଉଜ ମା ସମାନ ହେଲେ ଭାଈ ମରିଗଲେ ମା ସମାନ ଭାଉଜ କୁ ସ୍ତ୍ରୀ ମାନି ନିଅ। ସମାଜ ବଡ଼ ସୁବିଧାବାଦୀ। ନିଜ ସ୍ବାର୍ଥ ପାଇଁ ନିୟମ ବନାଏ ଆଉ ଭାଙ୍ଗେ। ହେଲେ ଏ ଦୁଇ ଜଣଙ୍କ ପାଇଁ ମୁଁ ବହୁତ୍ ଖୁସି।

    • @mrpradip3785
      @mrpradip3785 ปีที่แล้ว +1

      ଇତିହାସ ରେ ଆଜି ପଯ୍ୟନ୍ତ ଯେଉ ସବୁ ନୀତିନିୟମ ଚାଲିଛି । ତାହା ସବୁ ଠିକ୍ ବୋଲି ଭାବିବା ପ୍ରଥମତଃ ଆମର ଭୁଲ ଯାହା ଠିକ୍ ତାକୁ ପ୍ରଥମେ ବିଶ୍ଳେଷଣ କରିବା । ତେବେ ଯାଇ ତାର ନିନୟ ନେବା ଉଚିତ୍।
      ଯାହା ସେଠୀ ଭାଇଁ କରିଛନ୍ତି ।
      ଧଣ୍ଡକେଶବ୍ କର୍ଭେ ଯେ ପ୍ରଥମ ବିଧବା ବିବାହ କରି ସମାଜକୁ ଏକ ବାର୍ତ୍ତା ଦେଇ ଯାଇଛନ୍ତି।

    • @sankar143music6
      @sankar143music6 ปีที่แล้ว

      Right 👍

    • @tapankumarmalik9463
      @tapankumarmalik9463 ปีที่แล้ว

      Odia bhasrare wife ku ame swamira stree pa Maipa kahithau kintu Maipa word ta Sanskrit bhasa Maiba i.e (MAA + IBA) ru asichhi, ehara artha Sanskrit re Maa samana tenu Jane Stree maa pari tamaku sneha deba. Naree ra gute Rupa Stree hele gute rupare se maa huithae👏

  • @rajanayak8852
    @rajanayak8852 ปีที่แล้ว +12

    ଧନ୍ୟ ମାଆ ଆପଣ ଏବଂ ଆପଣଙ୍କର ପୁଅ । ତମ କୁ କୋଟି ନମସ୍କାର 🙏🏻🙏🏻🙏🏻

  • @prabhatkumarmishra9570
    @prabhatkumarmishra9570 ปีที่แล้ว +14

    STAY BLESSED BHAI

  • @milijena3360
    @milijena3360 ปีที่แล้ว

    Very nice bro thanks 🙏👌🏻👌🏻👌🏻👌🏻

  • @obedolimma2080
    @obedolimma2080 ปีที่แล้ว

    Very good dicision somuch thank you bhai

  • @sabitaprakashcrazyfamilyvlogs.
    @sabitaprakashcrazyfamilyvlogs. ปีที่แล้ว +13

    Happy marriage life both of you ....

  • @papubehera4137
    @papubehera4137 ปีที่แล้ว +21

    So nice 👍👍👍👍

  • @jndas4709
    @jndas4709 ปีที่แล้ว +10

    A great salute to Anil Babu....god bless you both.

  • @krishnabehera9867
    @krishnabehera9867 ปีที่แล้ว +1

    Thank you mo suna bhai tumoku au tumo maa ku 100 salam thank you maa

  • @tulsamajhi8875
    @tulsamajhi8875 7 หลายเดือนก่อน

    Thank you very much

  • @tapaswinidash363
    @tapaswinidash363 ปีที่แล้ว +14

    Hat's off to Anil. May God bless you both. Wish you a happy married life. Pranam to your mother too.

  • @sushantbarick3317
    @sushantbarick3317 ปีที่แล้ว +7

    Jai Jagannath,
    God bless both of you ❤

  • @smrutiranjan8812
    @smrutiranjan8812 9 หลายเดือนก่อน

    Anil bhai very good 👍 great work thank u so much 👍

  • @sangramkesaribhoi
    @sangramkesaribhoi ปีที่แล้ว

    Thank you verymuch

  • @bismayakhilar3526
    @bismayakhilar3526 ปีที่แล้ว +26

    Maa tuma chintadhara mahan lo maa God bless you yr family.

  • @ranjankumarsethi6069
    @ranjankumarsethi6069 ปีที่แล้ว +22

    ଠିକ୍ ନିଷ୍ପତି ନେଇଚ ଭାଇ

  • @simabehera6259
    @simabehera6259 ปีที่แล้ว +12

    ବହୁତୁ ଭଲ କଲ ମାଉସୀ ତମର ଏ ନିଷ୍ପତି କୁ କୋଟି ପ୍ରଣାମ 🙏🙏🙏