1life.... No love... Only arrange marriage.... 2child.. happy life 🤗 aajikalika date re... Love upare kebe... Bharosa kariba katha nuhe... Maa bapanka iccha re ruha khusi se rahibe🙏🏻
@@swetasinha5435 Arranged marriage re joutuka pratadana jou hue ta bisayare bhi kichi kuhantu. Aji ra time re love arrange marriage re kichi nahi. Jaha character kharap siye love hau ki arranged chutiyami kariba
What is the status of this case now ? Has the man started giving maintenance to the family ? I would like to sponsor monthly allowance for this family .
The same case is happening with me😭 His parents are forceing him not to talk with me.. He blocked my number my parents no. I m in so much depression..i cant focus on my studies.. Plz somebody help me..
Bada dukha katha ama sister nka plz helping my odisha ra ganamadhyam reporter Sir. Manaku. ..sei chota sisura aau tar maa ku justice milu mor odisha police sir 🙏😭😭
କିଛି ମଣିଷ ଦୁନିଆରେ ଅଛନ୍ତି ଯେ ପଶୁ ଠାରୁ ବି ହୀନ । ମଣିଷ ରୂପରେ ଥାଇ ପଶୁ ଭଲି କାମକରନ୍ତି । ବିଶ୍ବାସରେ ବିଷ ଦିଅନ୍ତି ଧିକ ତୋର ମଣିଷପଣିଆ ନିଲଜ୍ଜ ।
Jhia bi to viswas re bis deye
ଏ ଝିଅକୁ ତୁରନ୍ତ ନ୍ୟାୟ ଦିଆଯାଉ ନ ହେଲେ ସମାଜ ରେ ଏମିତି ଅନ୍ୟାୟ ବଢ଼ିଚାଲିବ
Ryt.
Right bro 😭😭😭
ଏହି ଭଳି ଝିଅ ଙ୍କୁ ନ୍ୟାୟ ମିଳୁ ଏବଂ ଏହି ଭଳି ପୁଅ ଙ୍କୁ ମଧ୍ୟ ନ୍ୟାୟ ମିଳୁ, ଝିଅ ବି ପୁଅ ସହ ସବୁ କିଛି କରିସାରିବା ପରେ, ଅନ୍ୟ ଏକ ଭଲ job କରୁଥିବା ପୁଅ କୁ ବାହାହୋଇ ଚାଲିଯାଉଛି, ଏଠି ବିଚରା ପୁଅ ଟା, ଦୁଃଖ ରେ ରହିଲେବି ତାହା ପାଇଁ କେହି ପ୍ରଶ୍ନ ଉଠେଇବାକୁ ନାହିଁ, ଶେଷରେ ସେ ନିଜେ suicide କରୁଚି। ଏମିତିରେ ବ ଆମ ଭରତ ରେ ପୁଅ ଙ୍କ suicide rate ବହୁତ ଅଧିକ।
Badhi chalichi
Right
ଜୟ ଜଗନ୍ନାଥ 🙏🙏 ମୁଁ ଆପଣଙ୍କୁ କୋଟି ପ୍ରଣାମ କରୁଛି ...ସେ ଭଉଣୀର ଟିକେ ସାହା ଭରସା ହୁଅ, ନିଜର ବୋଲି ତାର ଏ ଦୁନିଆରେ କେହି ନାହିଁ ...
He probu se mam ku Saha bharasa hua
Prema Kariba jataka barana Kariba nai
I am st mu ta Hindu Muslim crityan barana Kariba nai
Q
ଏପରି ହୃଦୟହୀନ ଲୋକ ଖୁବ୍ ବିରଳ, ଯେ ସ୍ତ୍ରୀ ସହିତ ନିଜ ଛୋଟ ଛୁଆକୁ ରାସ୍ତା କଡ଼ରେ ବସେଇଦେଇ ପାରେ। ଭାବି ନିଅ ସ୍ବାମୀ ମରିଗଲା।
ଅଭଳି ପୁଅଙ୍କୁ କଠୋରରୁ କଠୋର ଶାସ୍ତି ମିଳିବା ଦରକାର..ସେ ଝିଅକୁ ନ୍ୟାୟ ମିଳୁ..🙏
Ri8 sis
Right
Your right Sister
Fasi heijau au diinku Naya milo
Right
ଦେଖିବ ଭଉଣୀ ଏ ମିତି ଗୋଟେ ଦିନ ଆସିବ ସେ ନିଜେ ତମ ପାଦତଳକୁ ବହୁତ ଜଲଦି ଆସିବ ତମକୁ ଏବେ ଖାଲି ଧର୍ଯ୍ୟ ଧରି ରହିବାର ଅଛି! ମୁଁ ଖାଲି ଭଗବାନଙ୍କୁ 🙏🙏 ପ୍ରାଥନା କରୁଛି ଜଲଦି ତମ ଖୁସି ତମକୁ ମିଳିଯାଉ!
Yes
Bhai kichhi hebani
Right bhai
Hii
Apanaka katha sata hau dharma ra joy hu joy Jagannath
କଣ ଲେଖିବି ଜାଣିନି ଭଉଣୀ..... ଜଗନ୍ନାଥ ତମ କଥା ବୁଝିବେ ଭଉଣୀ.... 🙏🙏🙏🙏
ଜଗନ୍ନାଥ ଙ୍କ କହିଥିଲେ ପ୍ରେମ ବିବାହ ପାଇଁ ,ନିଜେ ଜାଣିଶୁଣି ଭୁଲ କରିବ କହିବ କଣ ନା ଜଗନ୍ନାଥ ବୁଝିବେ ।
@@mysteriousmotivational2143 Absolutely right
@@prasannakubarik5290 tq dear bro
@@mysteriousmotivational2143 au kana kehi love mrg karu nahanti....love mrg ra bhul na pua ra bhul
@@justubaby8575 ଗୋଟିଏ କଥା ମନେରଖିବେ love marriage କରିକି ଆଜି ଯାଇ କେହିଜଣେ ବି ଖୁସି ରେ ରହିନାହାନ୍ତି । ଆଜିକାଲି ତ love ଆମ ସମାଜ ପାଇଁ ଗୋଟିଏ fashion ସଦୃଶ ।
ନ୍ୟାୟ ମିଳିବା ଦରକାର 👍ଏମିତି ପୁଅ ମାନଙ୍କ ପାଇଁ ପ୍ରେମ ବଦନାମ ହେଉଛି 😔
✂️
ସତ କଥା ଭାଈ
That's right
Write vai
@@babulajena6563 kia be tu maichia sata katha kahila belaku badhi jauchhi tate sala maichia 👣👣👣👣👣👣👣👣👣👣👣👣😠😠😠👊👊👊👊
ଯେତେ ଶିକ୍ଷିତ ସେତେ ମୂର୍ଖ
ହାରାମି ସ୍ବାମୀ, ବାପା ମା, baby କୁ ଦୁଃଖ ଦେବା ଜୀବନରେ ପାପ କାମ କରୁଛ, ତାହା ତୁମେ every moment ଏହି ଜନମରେ ତାହା ଅନୁତାପ କରିବ
ଦିଦି କୁ ଶୀଘ୍ର ନ୍ୟାୟ ମିଲୁ, ସେ ପୁଅ ଦିଦି କୁ ତା ଘରେ ରଖି ସ୍ତ୍ରୀ ର ମାନ୍ୟତା ପ୍ରଦାନ କରୁ
ଟୋକା କୁ ଏମିତି ଦଣ୍ଡ ଦୀୟାଯାଉ ଯେମିତି କୋଉ ପୁରୁଷ ଭଲ ପାଇ ପୁଣି ଆଉ କାହାକୁ ମେରେଜ କରିବାକୁ ଚାହିଁବନି 🙏🙏🙏🙏😭😭😭😭😭
Perfect
Balasore Public jemiti Chain Snatcher ku dhari chechi chanti...semiti Public ehi bhali toka mananku dhari chechi chechi napuspanka kari deba katha. Publiccourt rey nyaya miliba darakar...
Thhik kathha
😭😭😭
Correct
ଏତେ ନିରୀହ ଝିଅ ଟିର ଜୀବନ ଶଳା ବର୍ବାଦ କରିଦେଲା... ସାଇ ବାବା ତମ ସହ ଅଛନ୍ତି ଭଉଣୀ.. ତାଙ୍କୁ ଡାକ.. ସେ ସବୁ ବୁଝିବେ.. ଓଁ ସାଇ ରାମ 🙏🙏🙏
Correct bhai
Right se mankada muha ku fasi heijau
Omm sai ram
ନାରୀ ନୁହେଁ ତୁ ନାରାୟଣୀ , ନାରୀ କୁ ସମ୍ମାନ ଦିଅ ନାରୀ ହେଉଛି ମାଁ । 🙏🙏🙏🙏🙏
Pleace otv reporter tanku naya miliba jaye help kara nahele se chhuara jadi kichhi hua public satate tejiba
Thik kahicha i am a girl
Amekole maya nari kole doya
👍👍👍
Yes
ୟେ ଛୋଟ ଜାତିର ଝିଅ କେବେବି ଏତେବଡ଼ ମିଛ କଥା କହିପାରିବ ନାହିଁ । ୟେ ଝିଆପିଲା ବହୁତ୍ Innocent ଭଳି ଲାଗୁଚି ତେଣୁ ମୋର ଅନୁରୋଧ OTV ର ଆପଣ ଏକା ନୁହଁନ୍ତି team ଦୟାକରି ସାହାଯ୍ୟ କରନ୍ତୁ ସେ ଝିଅ କୁ 🙏🙏🙏
ମୋ ତରଫ ରୁ ଅନୁରୋଧ ...ଆଉ କିଏ କିଏ ଅନୁରୋଧ କରି ଜଣେଇବା ପାଇଁ ଚାହୁଁଛନ୍ତି ସେ ଝିଅର ପରିବାର ପାଇଁ ଦୟାକରି ଗୋଟେ like କରିକି ଜାଣନ୍ତୁ 🙏🙏🙏
Ri8
ସେ ପୁଅ ଜୀବନ ରେ କେବେ ଶାନ୍ତି ରେ ରହିପାରିବନି.. ତାକୁ ଲାଜ ଲାଗିବା କଥା ତାର ତାର ଗୋଟେ ପୁଅ ଅଛି ଆଉ ସେ ଅଲଗା ଆଉ ଏକ ଝିଅକୁ ବାହା ହେଇଛି... ପୁଅ କୁ ଦଣ୍ଡ ମିଳୁ.....
This lady is a perfect lady .......give her immediate justice
God bless to you & your baby
Hindu marriage act ଅନୁଜାଇ case ହବ ବିନା divorce ରେ ଆଉ କାହାକୁ ବାହା ହେଇଛନ୍ତି
Yes
Rht
Kintu ai gariba loka kemiti case ladhiba. Barsa barsa case chaliba.
Very sad se pila kebebi khusire rahiparibani 😭😭 God bless you both of you.
Tike b bhaabimani pilaati kete biswas karithilaa tabiswasare bisadeidelaa😢😢khusire chaliparibani😢
ସବୁ ଉପର ବାଲା ଦେଖୁଛି , ପୁଅ ର ଖରାପ ସମୟ ଆସିବ । ସିଏ ଭି ସେମିତି ଧୋକା ଖାଇବ ଯେ ।
@@kjrremixboy8041 se dhoka Khaiba beloku Sabu sarijaithibo
pila ta harami ta.jaha Jana paduchi
@@Maha_13_19 jana paduchhi Kan full harami
ଭଗବାନ ଆପଣକଂର ପୁଅକୁ ଏବଂ ଆପଣଂକୁ ବହୁତ ଭଲ ରେ ରଖିବେ ଜୟ ଜଗତରନାଥ🙏🙏
*1 life 1 Love 1 Marriage 1 Child*
100% Life will be beautiful till the last breath.
1life.... No love... Only arrange marriage.... 2child.. happy life 🤗 aajikalika date re... Love upare kebe... Bharosa kariba katha nuhe... Maa bapanka iccha re ruha khusi se rahibe🙏🏻
Right
Beautiful line bhaai
@@swetasinha5435 Arranged marriage re joutuka pratadana jou hue ta bisayare bhi kichi kuhantu. Aji ra time re love arrange marriage re kichi nahi. Jaha character kharap siye love hau ki arranged chutiyami kariba
Immediately take action
Right katha bro
Right
Right bhai
Exactly
right action heba katha
After all she is saying he is my husband.. really it shows how much u loves him .. god bless her🙏🙏
Please give justice to her . GOD!! please ..
Thanks
@@chandrakantsahoo6071 😂.😂
25125636366262138124166
ଦୟାକରି ଏ ଭଉଣୀ କୁ ଜଲଦି ନ୍ୟାୟ ଦିଅନ୍ତୁ 🙏🙏🙏 ଏତେ ଛୋଟ ଛୁଆ କୁ ନେଇ ସେ କୁଆଡେ ଯିବ
ନ୍ୟାୟ ଅନ୍ୟାୟ ସବୁ ସେ ଦେଖୁଛି ନିଶ୍ଚୟ ନ୍ୟାୟ ମିଳିବ ଭଉଣୀ 🙏 ଜୟ ଜଗନ୍ନାଥ 🙏🙏🙏
ଏହି sister କୁ ନିଶ୍ଚୟ ନ୍ୟାୟ ଦିଆଯାଉ 🙏🙏🙏🙏
ତାଙ୍କୁ ଗୁଣି କରିଛନ୍ତି ଯୋଉ ବାପା ମା ପୁଅ କୁ ଗୁଣି କରି ଆଉ ଗୋଟେ ଜାଗା ରେ ବାହା କରିଦିଅନ୍ତି ସେଇ ବାପା ମା କେବେ ବି ଖୁଶରେ ରହି ପାରିବେନି ମୁଁ ଯଦି ଠିକ କହିଲି ଗୋଟେ like କର
*👉👉👉ତୁମେ ଦୁଇ ଜଣ ଯାହା ହୁଅ ନା କାହିଁକି ମୋତେ ସେ କୁନି ପିଲାଟି କୁ ଦେଖି ବହୁତ ଦୁଃଖ ଲାଗୁଚି*
Really bro.
Mote b 😭😭
Thick
Actually
Jaha kohile sir ek dam right..
ନାରୀ କୁ ସମ୍ମାନ ଦେବା ଦରକାର 🙏🙏🙏
ପ୍ରଭୁ ଜଗନ୍ନାଥ ତୁମ ସନ୍ତାନକୁ ତୁମେ ରକ୍ଷା କର🙏🙏🙏 God bless you sister and your baby
Q²³v
Immediate action may kindly be taken against that conflict and give justice to this innocent person.
Bilkul write
ଅତ୍ୟନ୍ତ ଦୟନୀୟ ଅବସ୍ଥା । ଭଗବାନ ଦୋଷୀ କୁ ଉଚିତ ଦଣ୍ଡ ଦିଅନ୍ତୁ ।
ତୁମ ଠିକଣା ଦିଅ ଭଉଣୀ, ମୁଁ ତୁମକୁ ଆଇନ୍ ର ସହାୟତା ନିଶ୍ଚୟ ଦେବି, ଆଉ ସେ ବାପ ଓ ପୁଅ କୁ ଜେଲ୍ ନିଶ୍ଚୟ ପଠାଇବି,
Bhai mu bi aye bhauni saha achi mu bi sahajya karibi
Dhanybad vai
Nabalika jhio ku love marriage koribaku kia kohithila
ଭାଇ ମୁଁ ଅଛି ଅପଣଂକ ସହ
@@smileplease6379 well come brother.
I request to police administrators to take action on it .
Bhai police lancho naijiboni
Bro police will never take action they need money
Sister God bless you
ନାରି ନୁହେଁ ତୁ ନାରାୟଣୀ ତୋତେ ଭଗବାନ ସାହାହେବେ ଭଉଣୀ ଧର୍ମ ର ଜୟ ଜୟ ହେବ
Satya mev Jayate
Don't warry sister GOD is great 💪💪
Always be happy god bless you
ନାରୀ ଜାତିକୁ ସମ୍ମାନ ଦିଆନ୍ତୁ 🙏🙏ହେ ଭଗବାନ ଏ ମା କୁ ସହାୟ ହୁଅନ୍ତୁ 🙏ଜୟ ଜଗନ୍ନାଥ ତୁମେ ହିଁ ଭରସା 🙏
Gad bless you.
Nari ku kie bi sanman daunahanti
Narri Jatti ku Sanman Diantu kahi kahi purusha Jati ku Mari mane Sanman Daba Bhuli galeni
I love you ❤️
Leeja sexy love u
ପ୍ରେମ, ପ୍ରେମରୁ ବିବାହ , ବିବାହ ରୁ ପ୍ରତାରଣା, ଏଥି ରେ ପ୍ରେମି ଯୁଗଳ ଙ୍କୁ ବର୍ଷେ ଦୁଇ ବର୍ଷ ଭଲଲଗିଥିବ କିନ୍ତୁ ଏବେ ସେଇ ଆଠ ମାସର ଛୁଆ ଟିର ଭବିଶ୍ୱତ ଅନ୍ଧାର, ତେଣୁ ମୁଁ ଓଡ଼ିଶାର ସବୁ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ପ୍ରେମ ବିବାହ କରିବା ପୁର୍ବରୁ ଏ ବିଷୟରେ ଭାବନ୍ତୁ ସତର୍କ ରୁହନ୍ତୁ,,,,,,🙏🙏🙏
Right single is the best 👍👍👍👍👍
Right bro
ବହୁତ ଭଲ ଉପଦେଶ ଦେଇଛନ୍ତି ।
Right bro👍
Right
Lady is so innocent, hey god please save. Strict action should be taken.
ଆଉ ବେସିଦିନ ନାହିଁ ବହୁତ ସିଘ୍ର ହିଁ ସେ ପିଲାଟା କାନ୍ଧିବ , କର୍ମ ହିଁ ଭଗବାନ
Tx to otv 🥰
Painful...but a learning lesson to all girls not to fall in Pre marital affairs without family concerns...
Bhari dukha laguchi bhauni...bhagaban nka upare bharasa rakha..chua ku tike dekha ta care nia...
@@ashishnayak2666
n
ଏ ଆଖି ର ଲୁହ ଦିନେ ନା ଦିନେ ପଡ଼ିବ ତା ଉପରେ ... 😥😥😥
👌👌
ହୋ ନିହାତି
ଏଠାରେ ଯୁବ ପିଢ଼ି ମାନଙ୍କୁ ବିଶେଷ ଅନୁରୋଧ, ଜୀବନ ରେ ଏଭଳି ନିଷ୍ପତ୍ତି ନେଲେ ବେଳେ , ବାପା ମା ଙ୍କ ପରାମର୍ଶ ନେବା ଉଚିତ।
Right bro
Right bhai
Bhai jete anurodha kale bi emane manibeni tanka pai pyar andha hota hai
@@nilimajena636 hmm phir b ame sachetana kareiba.
@@mr.sanjayinformationdiscov3282 ipl
ସେ ଟୋକା ଓ ବୁଢ଼ାକୁ ନେଇ ଉଚିତ ଦଣ୍ଡ ବ୍ୟବସ୍ଥା କରାଯାଉ ।
Toka buda ....🤣🤣🤣🤣🤣🤣
ଝିଅ କୁ ନ୍ୟାୟ ଦିଆ ଯାଉ🙏🙏🙏
ଶଳା ୟା ପାଇଁ ଯାହା କିଛି ଭରସା ଅଛି ସେବି ଉଠିଯିବ
ମହିଳା କମିସନରେ ଗୋଟେ କେସ ଦେଇଦିଅ ଟୋକା ର ଧୂଆ ବାହାରିବ ...
Poros camisnar heba bhi kata na
Aare yar ye Love, marriage, aau dhoka suni suni prema katha sunila belaku dara laguchi.....
Right
Precise!!! 👍
Hmm
Sat katha
ମୁଁ ଭାବୁଛି love ର bonding ଭଲ... But କିଛି ବୁଝିପାରୁନି...... କିନ୍ତୁ....ଭଉଣୀ ତୁମେ ବହୁତ ଭଲ ଏବଂ ସରଳ ପରି ମନେ ହେଉଛି....... ପ୍ରଭୁ ଜଗନ୍ନାଥ ଙ୍କ ଈଚ୍ଛା.....🙏କିଛି ଗୋଟେ ନାୟିକ ବିଚାର ହେଉ ମୁଁ ପ୍ରାର୍ଥନା କରୁଛି ଏବଂ ସକ୍ଷମ ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛି.... ଦୟାକରି ସାହାର୍ଯ୍ୟ ର ହାତ ବଢ଼ାନ୍ତୁ..... ଧର୍ମ ର ଜୟ ହେଉ......
ଅଲଗା ଭାଇ ଭଉଣୀ ମାନେ ଏହାକୁ ଦେଖି ନିଶ୍ଚିତ କିଛି ଶିଖିବା ଦରକାର
ଏମିତି ସ୍ବାମୀ କୁ କି ଦଣ୍ଡ ଦେବା ଦରକାର ଏ ସବୁ ଦେଖି ଆମ ସରକାର କିଛିବି ଆଇନ୍ ଭାରକରୁ ନାହାନ୍ତି ସେଥିରେ ପୁଣି କହୁଛନ୍ତି ନାରୀ କୁ ସୁରକ୍ଷା ଦବା ଦରକାର ବାଃ ବାଃ ରେ ସରକାର ଖାଲି ଭୋଟ ପାଇଁ ତ କନ କନ ଏ ଝିଅ କୁ ନ୍ୟାୟ ଦିଅନ୍ତୁ ଏମିତି ନ୍ୟାୟ ଦିଅନ୍ତୁ ଜେମିତି କି ଏ ସମାଜ୍ ଦେଖି ଆପଣଙ୍କୁ ଖାଲି ପ୍ରଶଂସା କରି ଠକିଜିବେ ଆଉ ଏମିତି କରୁଥିବା ଲୋକ ବି ଡରରେ ଥରୁଥିବ ଆଉ କେହିବି ଏମିତି କାମ କରିବାକୁ ସାହାସ କରିବେନି ଆଉ ଏଇଭଳି ସବୁ ନାରି କୁ ନ୍ୟାୟ ମିଳିବ
ନାରୀ ମାନେ କଣ ଖେଳିବା ଖେଳନା କି ଏତେ ଅଦରକାରୀ କଣ ହେଇଗଲା ନାରୀ ନାରୀ ଙ୍କୁ ସମ୍ମାନ ଦେବା ଶିଖନ୍ତୁ ମୋର ଭାଇ ମାନେ...🙏🙏🙏
And strong action nia jau...tanka swami nka.....
ଠିକ କଥା କହିଛନ୍ତି balaram dash babu, ଯିଏ ନାରୀକୁ ସନମାନ ଦେଇ ଜାଣିନି, ସେ କେଉଁ ଭଳି ମା ଗର୍ଭରୁ ଜନ୍ମ ନେଇଥିବ, ଏବଂ ତାଙ୍କ ପରିବାର କଣ ଏଇଠୁ ଜଣା ପଡୁଛି, ଏଭଳି ପୁଅମାନଙ୍କୁ ବଂଚେଇ ରଖିବା ପରିବର୍ତ୍ତେ ଜୀବନରୁ ମାରିଦେବା ଶହେ ଗୁଣରେ ଭଲ
@@balmamunda9210 🙏🙏🙏
Kahi nari kana samman dauchi ki pua ko je nari ko samman deba
Taku Direct Encounter Karajau......
Ryt bhai
Tu to gote bada kamina
U are right jentia ku sentia
He is khatam
O bhai sap
ଭାଇ ଭଉଣୀ ମାନଙ୍କୁ ଅନୁରୋଧ ମାଆ ବାପା ଙ୍କ ବିଶ୍ୱାସ ରେ ବିଷ ଦିଅନ୍ତୁ ନାହଁ
Very good otv
God bless you🙏
Photo nahi
Odisa police ku mora request sir immediately action plz 🙏🙏🙏Jay jagannath🙏
Odisha police ..ha.ha.haaaaa
Odisha police mo ba****** police
Plz justice hr
It's not odisha police, chutiya police, they don't have even manner to spk
ଭଗବାନ ସବୁ ଠିକ୍ କରିଦେବେ🙏
ଧଯ୍ୟଧରୀ ସମସ୍ୟା କୁ ସାମ୍ନା କର କାରଣ ଏଠି ସମସ୍ତେ ସ୍ବାର୍ଥପର ।
ଭଗବାନ ଙ୍କୁ ଭରସା ରଖ । ସତ୍ୟ ର ଜୟ ହେବ
ଜୟ ଜଗନ୍ନାଥ 🙏
Egh8
She is still saying my husband , without any hesitation . 🙏
ମୁଁ ଭାବୁଛି love ର bonding ଭଲ... But କିଛି ବୁଝିପାରୁନି...... କିନ୍ତୁ ତୁମେ ବହୁତ ଭଲ ଭଉଣୀ ପରି ମନେ ହଉଛି...... ଜଗନ୍ନାଥ ଙ୍କ ଈଚ୍ଛା.....🙏କିଛି ଗୋଟେ ନାୟିକ ବିଚାର ହେଉ ମୁଁ ପ୍ରାର୍ଥନା କରୁଛି....
Satare bahut kasta hau6i suni👍👍
This is women... this is love and this is lover....waa waa waa
@@banitadas3455 ବେଳେ ବେଳେ ମଣିଷ ବୁଦ୍ଧି ଶୂନ୍ୟ ହୋଇକି ଏମିତି କିଛି ଭୁଲ କରିଦିଏ ଯାହାର କିଛି ସମାଧାନ ମିଳିବା ଟା କଷ୍ଟ ହୋଇଯାଇଥାଏ.....🙏
Right
What is the status of this case now ? Has the man started giving maintenance to the family ? I would like to sponsor monthly allowance for this family .
May god bless you sister
ସମସ୍ତଙ୍କୁ ମୋର ଅନୁରୋଧ love marriage କରିକି ଏମିତି କରନାହିଁ ।
ହେ ଭଗବାନ ଏହି ଭଉଣୀ ର ଦୁଃଖ ଦୂର କର ,
Andha Kanoon... ଏଇ ଭଉଣୀଙ୍କୁ ପୋଲିସ୍ କି କୋଉ ମହିଳା କମିଶନ ସାହାଯ୍ୟ କରିବ ନାହିଁ ଯଦି ନ୍ୟାୟ ମିଳିବ କେମିତି🙏🏻🙏🏻🙏🏻
O no
Good video
She is so innocent..... give justice to her🙏
ନାରୀ ଜାତିକୁ ସମ୍ମାନ ଦିଅନ୍ତୁ 🙏🙏🙏🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ
ଶଳା ଟା ମନ ଇଛା ଯେତେଟା ଚାହିଁବ ସେତେଟା ବାହା ହବ.... ଯଦି ପୋଲିସ ଆକ୍ସନ ନ ନିଏ ତେବେ ସେ ଟୋକାର ଫୋନ ନମ୍ବର ଆଉ address ମୋତେ ଦିଅ ମୁଁ ତା ରଙ୍ଗ ଛଡ଼ଉଛି...
Good Bro Nice Action🎬
Thanks bro
Hmm😢
Thanks
Right.....
God bless sister
What next please broadcast..
Good journalism .....
ପ୍ରେମ ନ ମିଳିଲେ ଭାଗ୍ୟ ମିଳିଗଲେ ସ୍ୱର୍ଗ, BE THE MAN WHO RESPECT WOMEN. 🙏
ରିପୋର୍ଟ ର ମହାଶୟ ଟିକେ ଧ୍ୟାନ ଦେବେ କି ଆପଣ କହୁଛନ୍ତି ପ୍ରେମିକା ପତ୍ନୀ ... love ମ୍ୟାରେଜ କରିବା କଣ ଏତେ ପାପ ଏବେ ସେ ଆରଏନଜ ମ୍ୟାରେଜ କରିଛନ୍ତି ସେ ପତ୍ନୀ ଙ୍କୁ କଣ କୁହାଯିବ
🙏🙏🙏👍👍👍🙏🙏✅✅
🙏🙏
Bahuta bhala
Govt Give justice for Sister.....
I request NGO'S to help such innocent girl
👍
Midia bhai manaku thanks
Bhai au kichi chesta kari bhauni ku nyaa dia.
So sad...this lady is very honest.. I think the main culprit is the parents who forced their son for second marriage even if they knew everything..
The same case is happening with me😭 His parents are forceing him not to talk with me.. He blocked my number my parents no. I m in so much depression..i cant focus on my studies.. Plz somebody help me..
Super hit
Tam shami no rakhiba mu rakhiba mu bahahebu I love you
Supar video Nici
Bada dukha katha ama sister nka plz helping my odisha ra ganamadhyam reporter Sir. Manaku. ..sei chota sisura aau tar maa ku justice milu mor odisha police sir 🙏😭😭
ଭଲପାଇଲା ବେଳେ ସବୁ ଭଲ ଥିଲା ଏବେ ଜେମିତି ଆଉ ଗୋଟେ ମାଇକିନା ପାଇଗଲୁ ଆକୁ ଭୁଲିଗଲୁ... ଆରେ ଭାଇ ଟିକେ ସେ ଛୋଟ ଛୁଆଟା ତା ନିରିହ ମୁହଁକୁ ଦେଖ ସେ କଣ ଦୋସ କରିଥିଲା ସେ ତ ଦୁନିଆ ବି ଠିକ୍ ସେ ଦେଖିନି .. ତତେ ସାଳା ଲଂଗଳା କରି ବିଛୁଆତି ରେ ପିଟିବା କଥା ଏମିତି ନିଷ୍ଠୁର ତୁ😡😡...
Super bro
ଭଉଣୀ, ତମ ସ୍ୱାମୀ ର ଫୋନ ନମ୍ବର ତା ଦିଅ ମୁଁ ତାକୁ ଉଚିତ ଶିକ୍ଷା ଦେବି... ସେ ଶଳା କୁ... କେତେ ଗାଣ୍ଡି ଗଲ ଗଲ କରୁଛି ମୁଁ ଦେଖିବି..
Respect every women's 🙏🙏🙏🙏
Super
The boy must be punished immediately. Otherwise this second marriage trend will increase. This innocent woman must get justice.
Hello sister keep patience every thing will good, god have believe him .
She is very innocent
Give her justice please 🙏
ଘର ଲୋକ ବାଧ୍ୟ କଲେ ସେକଥା ଛାଡ଼, ତୁମେ ଗାଁ ଲୋକଙ୍କୁ ଏକାଠି କର,ତୁମ husband କୁ ନଡ଼ିଆ ଗଛରେ ବାନ୍ଧିକି ଵାଡା,
Jadi nadiya gacha Nahi ta electry khunta re bandhi pita ..
@@turbocharge2512 yes brother
Good newes
ଏମିତି ପ୍ରେମ-ବିବାହ-ପ୍ରତାରଣ କରୁଥିବା ଟୋକାଙ୍କ ପାଇଁ ବୋଲି ଯୁବକ ମାନଙ୍କୁ ପ୍ରେମ ଵିଵାହ ହେଇ ପାରୁନାହିଁ କାରଣ ଯେଉଁ ପ୍ରେମରେ ବିଶ୍ୱାସ ଆଉ ଭରସା ଥାଏ ଏହି ଭଳି ହୃଦୟ ବିହୀନ news ଦେଖିଲେ ପ୍ରେମ ମଉଳି ଯାଇ ଥାଏ ।
I request to Odisha police immediately action sir
She deserves justice ⚖️
He prabhu 🙏🙏🙏
Give justice sir
Justice diajau bhauni ku,I also pray for justice
ଭଉଣୀ 'ସେ ଟୋକା ନାଁ ରେ heavy ଆକ୍ସନ ନିଅ... ଆଉ ସେ ଶଳା କୁ ପାନେ ଦିଅ...
ଭଉଣୀ କୁ ନ୍ୟାୟ ମିଳିବା ଦରକାର
He jagannath she bapa maa pua nku ekathi karidia prabhu 🙏🙏🙏🙏🙏
nice