ସରିଗଲା ମାଂସ, ଗୋଡ ଧରିଲେ ଝିଅର ବାପ, ବାହାହେବାକୁ ମନା କଲା ଝିଅ, ଗୋଡ ଧରିଲା ବର

แชร์
ฝัง
  • เผยแพร่เมื่อ 15 ก.ย. 2024
  • Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

ความคิดเห็น • 8K

  • @user-nu7xg1io1b
    @user-nu7xg1io1b 9 หลายเดือนก่อน +99

    ସବୁଠୁ ସୁନ୍ଦର ଝିଅ.. ଭାଗ୍ୟବାନ ସେ ଝିଅ ର ପିତା ମାତା. ଏକ ଉଚିତ ଶିକ୍ଷା ପୁରୁଷ ସମାଜ ପାଇଁ. ଧନ୍ୟବାଦ ମା.. କୋଟି ପରମାୟୁ ପାଇ ଥା. 👌👌

  • @sukantapradhan2088
    @sukantapradhan2088 ปีที่แล้ว +94

    ଉଚିତ୍ ନିଷ୍ପତି ନେଇଛନ୍ତି ଦିଦି, ଏହାକୁ ହୃଦୟରୁ ସ୍ବାଗତ ଯୋଗ୍ୟ.
    ଦିଦି 🙏🙏🙏

  • @SagarSahu-ez9lk
    @SagarSahu-ez9lk ปีที่แล้ว +337

    ହୃଦୟରୁ ତୁମକୁ ଧନ୍ୟବାଦ ଭଉଣି ❤

  • @suranjan9651
    @suranjan9651 ปีที่แล้ว +20

    ବହୁତ ବହୁତ ଧନ୍ୟବାଦ ଭଉଣୀ। ଭଗବାନ ତୁମର ମଙ୍ଗଳ କରିବେ

  • @nilakanthasahoo8101
    @nilakanthasahoo8101 ปีที่แล้ว +146

    ସମାଜ ପାଇଁ ଗୋଟିଏ ବଡ ଉଦାହରଣ ସାବାସ ଝିଅ ଧନ୍ୟବାଦ୍ ବାପ ମା ଙ୍କ ପାଇଁ ଗୋଟେ ଗର୍ବ ର କଥା

  • @srikantakumarhota6134
    @srikantakumarhota6134 ปีที่แล้ว +681

    ବହୁତ ଭଲ ପଦକ୍ଷେପ ନେଈଛି ଝିଅଟି। ଧନ୍ୟବାଦ।
    ଏହା ଏକ ଶିକ୍ଷା ଏହି ଲୋଭି ମଣିଷ ମାନଙ୍କୁ।

  • @suryanarayan2292
    @suryanarayan2292 ปีที่แล้ว +730

    ଝିଅ ତୁମର ଧର୍ଯ୍ୟ ସାହସ ଏବଂ ଉଚିତ ନିଷ୍ପତି ପାଇଁ ତୁମକୁ ଧନ୍ୟବାଦ, ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @sudamsshusahusudam1179
    @sudamsshusahusudam1179 ปีที่แล้ว +20

    ऐसे बेटी को दिल से प्रणाम

  • @santanumishra4752
    @santanumishra4752 ปีที่แล้ว +139

    ସବୁ ଝିଅ ଠାରୁ ତୁମେ ଅଲଗା ଜିଏ କାହିଁକି ତୁମର ହୃଦୟ ବହୁତ ନିର୍ମଳ ତୁମକୁ ଯିଏ ବାହା ହେବା ସେ ବହୁତ ଭାଗ୍ୟବାନ,,ମୁ ତୁମର ସୁଭ ମାନାଶୁଚି

  • @subashnayak4611
    @subashnayak4611 ปีที่แล้ว +264

    ଯାହା ହଉ ଭଗବାନ୍ ବଞ୍ଚେଇ ଦେଲେ। ସେ ଝିଅ ପାଇଁ ତାର ହେବାକୁ ଯାଉଥିବା ଶାଶୁ ଘର ଠିକ୍ ନଥିଲା। ସାବାସ୍ ଭଉଣୀ।❤❤❤

  • @bichitrarout5316
    @bichitrarout5316 ปีที่แล้ว +157

    ଭଉଣୀ ଜମାରୁ ମନ ଦୁଃଖ କରନି ଭଗବାନ ତୋପାଇଁ ଦୁନିଆର ସବୁଠୁ ସୁନ୍ଦର ଜୀବନ ସାଥି ରଖିଛନ୍ତି ଜଗନ୍ନାଥ ତୋ ମଙ୍ଗଳ କରିଛନ୍ତି

  • @rabindrarabindranathbehera8354
    @rabindrarabindranathbehera8354 10 หลายเดือนก่อน +25

    , ସବୁ ଝିଅ ଏମିତି ହେବା ଦରକାର ସାବାସ ଭଉଣୀ

  • @Diamond.supar.
    @Diamond.supar. ปีที่แล้ว +1044

    ଏଭଳି ସର୍ବ ଗୁଣ ସମ୍ପନ୍ନ ଝିଅ ଙ୍କୁ ହୃଦୟ ରୁ ନମସ୍କାର ।🙏

  • @ansumandey2231
    @ansumandey2231 ปีที่แล้ว +63

    ଭଉଣୀ ଚିନ୍ତା କରନି ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ଅଛି ତୁମେ ଗୋଟେ ଭଲ ଆଉ ସଂସ୍କାରୀ ଘରକୁ ବହୂ ହେଇକି ଯିବ ।ମୋର ପୁରା ବିଶ୍ୱାସ ଅଛି। God bless you ଭଉଣୀ 🙂🧡❤️

  • @minatipanigrahi2355
    @minatipanigrahi2355 ปีที่แล้ว +128

    ସାବାସ ଝିଅ ,ତୁମର ଏହି ଉପଯୁକ୍ତ ପଦକ୍ଷେପ ପାଇଁ ବହୁତ ବହୁତ ଧନ୍ୟବାଦ ଏବଂ ତୁମକୁ ହୃଦୟରୁ କୋଟି କୋଟି 🙏 ପ୍ରଣାମ । ତୁମେ ହିଁ ପ୍ରକୃତ ରେ ମା ନାରୀ ରୁପି ନାରାୟଣୀ । ତୁମର ଆଗାମୀ ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ ।

  • @lilismitapatra5959
    @lilismitapatra5959 ปีที่แล้ว +17

    ସାବାସ୍ ଭଉଣୀ, ସଲାମ ତୁମ ସାହସ ଆଉ ସମ୍ମାନପୂର୍ଣ ନିଷ୍ପତ୍ତିକୁ👍👏👏👏

  • @khatamithaswad825
    @khatamithaswad825 ปีที่แล้ว +70

    ଧନ୍ୟବାଦ୍ ଦିଦି ଆପଣ ଯାହା କରିଛନ୍ତି ଠିକ୍ କରିଛନ୍ତି ନିଜ ବାପା ମାଙ୍କ ସମ୍ମାନ ସହିତ ନିଜର ସମ୍ମାନ ବଂଚେଇଦେଇଛନ୍ତି 👍

  • @ankitsuna9558
    @ankitsuna9558 ปีที่แล้ว +247

    ସାବାସ୍ ଝିଅ ତୋ ପରି ଝିଅ ନାରୀ ସମାଜ ପାଇଁ ଏକ ଉଦାହରଣ ତୋ ବାପା ମା ଧନ୍ୟ ତୋ ପରି ଝିଅ ପାଇ,I SALUTE YOU BETA

  • @parthasarathirout6522
    @parthasarathirout6522 ปีที่แล้ว +200

    ସେ ବାପା ମା ନିଶ୍ଚିତ ଗର୍ବିତ ମନେ କରିବାର କଥା, ଏ ଭଳି ଝିଅ କୁ ଜନ୍ମ ଦେଇଛନ୍ତି, very well decision

  • @niranjanpatra5772
    @niranjanpatra5772 ปีที่แล้ว +6

    👍👍ଝିଅକୁ ଅଶେଷ ଧନ୍ୟବାଦ l
    ଭଗବାନ ତାଙ୍କର ମଙ୍ଗଳ କରନ୍ତୁ l
    ଏଭଳି ନିଷ୍ପତ୍ତି କିଛି ଅପରାଧ ନୁହେଁ l

  • @Kklassictech
    @Kklassictech ปีที่แล้ว +50

    ବହୁତ ସୁନ୍ଦର ଏମିତି ଘରକୁ ଯାଇ ଥିଲେ ଦିନେ ତତେ ମାରି ଖାଇ ଦେଇଥା ନ୍ତା.... ମାଂସ ସହିତ ମାଡ଼ ବି ଦରକାର ଥିଲା ବର ଯାତ୍ରୀଙ୍କୁ

  • @prabhatkumarnaik8440
    @prabhatkumarnaik8440 ปีที่แล้ว +29

    ସାବାସ ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଭଳି ଚରିତ୍ରହୀନ ମଣିଷକୁ ବାହା ହେବାକୁ ମନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।👌🙏👏

  • @bharatbehera8671
    @bharatbehera8671 ปีที่แล้ว +62

    ପ୍ରକୃତ ସାହସୀ ଝିଅ। ଭଗବାନ କରନ୍ତୁ, ଏ ଝିଅ ପାଇଁ ଭଲ ବର ଟିଏ ମିଳୁ।

  • @prakashswain8674
    @prakashswain8674 ปีที่แล้ว +11

    ଏମିତିକା ଝିଅ ସମାଜ ପାଇଁ ଦରକାର ।ତାହେଲେ ସମାଜ ସୁଧୁରିଯିବ ।ଏହି ଝିଅଙ୍କର ବିବେକର ପଦକ୍ଷେପ ପାଇଁ ହାର୍ଦ୍ଧିକ ଶୁଭକାମନା ସହ ଅଶେଷ ଅଶେଷ Congratulations ଜଣାଇ ଉତ୍ତରାତ୍ତୋର ମଙ୍ଗଳ କାମନା କରୁଛି ।

  • @kpatra4291
    @kpatra4291 ปีที่แล้ว +33

    ଧନ୍ୟବାଦ୍ ଦିଦି ତୁମର ଏ ସାହାସ କୁ କୋଟି ପ୍ରଣାମ

  • @bijayabhusanacharya5743
    @bijayabhusanacharya5743 ปีที่แล้ว +206

    ବହୁତ ବଢିଆ ପଦକ୍ଷେପ। ଭଗବାନଙ୍କ ଆର୍ଶୀବାଦ ଓ ଆମ ମାନଙ୍କ ଶୂଭେଛା ସବୁବେଳେ ତୁମ ସାଙ୍ଗରେ ଅଛି।

  • @bhubanewardharua9631
    @bhubanewardharua9631 ปีที่แล้ว +83

    ଧନ୍ୟବାଦ ଝୀଅ ତୋ ପରି ଝୀଅ ସମସ୍ତ ବାପା ଙ୍କୁ ମିଲୁ l

  • @salilsahu7967
    @salilsahu7967 7 หลายเดือนก่อน +2

    Heartily respect to this sister who taught a great legal lesson to the society. May God bless her

  • @mrganulolodia1491
    @mrganulolodia1491 ปีที่แล้ว +111

    ବହୁତ ସାହାସିକତା ର ପଦକ୍ଷେପ ❤🙏🏻

  • @sunilkumarbehera5139
    @sunilkumarbehera5139 ปีที่แล้ว +220

    ବହୁତ ସୁନ୍ଦର ନିଷ୍ପତ୍ତି...ଏମିତି ପାନେ ଦେବା ଉଚିତ.... 💐💐💐💐

  • @kanhucharanrana1000
    @kanhucharanrana1000 ปีที่แล้ว +428

    ଅତି ଉତ୍ତମ ନିଷ୍ପତ୍ତି ତଥା ଏପରି ଲୋକଙ୍କୁ ଏକ ସମୁଚିତ ଶିକ୍ଷା ।

    • @SNRana-qr9wh
      @SNRana-qr9wh ปีที่แล้ว +1

      ଅତି ଉତ୍ତମ ନିଷ୍ପତି I ବାହା ନହେଇ ମଧ୍ୟ ଲୋକ ରହିଛନ୍ତି .....

  • @manojmohapatra798
    @manojmohapatra798 ปีที่แล้ว +6

    Good ଏପରି ଝିଅ ଆମ ସମାଜର ଗୌରବ ମୋଗ ଏପରି ଝିଅ ଦରକାର ଏଝିଅର ବାପା ହେବା ସୌଭାଗ୍ଯ ର କଥା
    ମନୋଜ ୭୦୭୭୯୨୭୪୭୫

  • @munuraiguru7699
    @munuraiguru7699 ปีที่แล้ว +49

    I'm from Sambalpur, i feel proud of our daughter. Yr decision is a lesson to the society. I wish for a bright future of our daughter

    • @vawanibehera5013
      @vawanibehera5013 ปีที่แล้ว +1

      Yes💪,.. Lesson to the society... Think over it....

  • @rishikesh4340
    @rishikesh4340 ปีที่แล้ว +432

    ଝିଅଟି ବଢିଆ ନିଷ୍ପତ୍ତି ନେଇଛି ଏତେ ସୁନ୍ଦରୀ ଝିଅକୁ ବି ଭଲ ବରପାତ୍ର ର ଅଭାବ ରହିବନି।
    ଦେଖିବ ସେ ବର ଶିଶୁପାଳ ହେଇ ନିଜ ଘରକୁ ଫେରିଲା ପରେ ସାମାନ୍ୟ ମାଂସ ବିକଳିଆ ବୁଦ୍ଧି ପାଇଁ ସବୁଠି ଖାଲି ଲୋକହସା ହେବ।

    • @jayadevdas5832
      @jayadevdas5832 ปีที่แล้ว +8

      Guna bi sundar.

    • @lipunpradhan9459
      @lipunpradhan9459 ปีที่แล้ว

      Au jhia ku kehi baha hebeni, jhia bapa Mansa deiparibina kahibe tebe kn heba

    • @kishorechandraroutray4967
      @kishorechandraroutray4967 ปีที่แล้ว +13

      ​@@lipunpradhan9459 tamar jetebele nijara gote jhia haba setebele janiba

    • @rishikesh4340
      @rishikesh4340 ปีที่แล้ว +8

      @@lipunpradhan9459 କାହିଁକି ବାହା ହେବେନି ବହୁତ୍ ଭଲ ପିଲା ମିଳିବେ

    • @rishikesh4340
      @rishikesh4340 ปีที่แล้ว +7

      @@jayadevdas5832 ରୂପ ସହିତ ଯଦି ଗୁଣ ସୁନ୍ଦର୍ ତେବେ ବହୁତ୍ ଭଲ ଭଲ ପିଲା ଆସିବେ

  • @spicymithi297
    @spicymithi297 ปีที่แล้ว +79

    ପ୍ରକୃତରେ ଏଇଭଳି ଝିଅ ପ୍ରତ୍ୟେକ ବାପାଙ୍କୁ ପ୍ରାପ୍ତ ହେବା ଦରକାର୍। ଝିଅଟି ର ନିଷ୍ପତି କୁ ମୁଁ ସ୍ବାଗତ କରୁଚି ଆଉ ଆଶୀର୍ବାଦ ବି କରୁଚି ଯେ ଏଭଳି ଝିଅ ଟିକୁ ଗୋଟେ ଭଲ ପାତ୍ର ଟିଏ ପ୍ରାପ୍ତ ହେଉ ଏହା ପ୍ରଭୁଙ୍କ ଠାରେ ପ୍ରାର୍ଥନା।

  • @Mani53083
    @Mani53083 ปีที่แล้ว +2

    ଏହି ଜଗତରେ ଏମିତି ଝିଅ ଅଛନ୍ତି
    ମୋ ଭଗବାନ ପ୍ରାର୍ଥନା କରୁଛି ସେହି ଝିଅକୁ ଭଗବାନ ସାତ଼଼ ରହିଥାଉ ନିଷ୍ପତିକୁ ଠିକ ଅଛି very very thanks sister

  • @kshirasindhusagaria1811
    @kshirasindhusagaria1811 ปีที่แล้ว +2629

    ଏହି ଭଳି ଝିଅ ଙ୍କୁ କୋଟି କୋଟି ସଲାମ ❤

    • @lover_boy_banty1039
      @lover_boy_banty1039 ปีที่แล้ว +21

      Rright right ❤❤❤❤❤❤❤

    • @dinasubham2988
      @dinasubham2988 ปีที่แล้ว +25

      A jhia alaga kou toka lafadare aachhi

    • @nandininath8098
      @nandininath8098 ปีที่แล้ว +14

      ​@@dinasubham2988tume dekhi thila ki

    • @gabrelbigal1029
      @gabrelbigal1029 ปีที่แล้ว

      ​@@lover_boy_banty1039 ❤

    • @AnitaDas-ft5zx
      @AnitaDas-ft5zx ปีที่แล้ว

      ​@@lover_boy_banty1039p hu 0😊😊 ni ni bhi hu

  • @jyotiprakashparida384
    @jyotiprakashparida384 ปีที่แล้ว +17

    ଧନ୍ୟବାଦ୍ ଭଉଣୀ,ଏ ସମାଜ ପାଇଁ ଏହା ଏକ ଶିକ୍ଷା,ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରୁ ତମକୁ ବହୁତ୍ ସୁନ୍ଦର ଜୀବନ ସାଥୀ ଟିଏ ମିଳିବ ନିଶ୍ଚିତ,

  • @ganeshnayak6851
    @ganeshnayak6851 ปีที่แล้ว +52

    ଧନ୍ୟବାଦ ରେ ମା ତୋର ଏତେ ବୁଦ୍ଧି ତୁ ଝିଅ ସମାନ ହେଲେବି ତୋତେ ମୋର ବହୁତ ଆଶୀର୍ବାଦ ତୋତେ ସହ ସହ କାହିଁ ହଜାର ହଜାର ସୁ ବର ପ୍ରାପ୍ତି ହଉ 🙏🙏

  • @sumitrupamajhi2347
    @sumitrupamajhi2347 ปีที่แล้ว +6

    ଏ ଭଳି ନାରୀ ମାନେ ଆମ ଦେଶ ପାଇଁ କୋଟି କୋଟି ସଲାମ ❤

  • @dipansahoo8600
    @dipansahoo8600 ปีที่แล้ว +86

    କୋଉ ଜନ୍ମ ରେ କି ପ୍ରୂନ୍ୟ କରିଥିଲ ଭଗବାନ୍ ବଡ ବିପଦରୁ ରକ୍ଷା କଲେ ଝିଅ ଘର ଲୋକଙ୍କୁ🙏🙏🙏

  • @sahoobabu3602
    @sahoobabu3602 ปีที่แล้ว +1178

    ସବୁ ଝିଅ ଏମିତିକା ହେବା ଦରକାର

  • @nirmalamohanty1913
    @nirmalamohanty1913 ปีที่แล้ว +67

    ସବାସ ଝିଅ 👌
    ଏ ପଦକ୍ଷେପ କୁ ମୁଁ dilse salute କରୁଛି.
    💪💪💪💪💪💪💪💪💪💪
    ଏମିତି ପଶୁଙ୍କୁ ବିଭାହେବା ଅପେକ୍ଷା ସାରାଜୀବନ ଏକା ରହିବା ଉଚିତ ହେବ.
    🙏🙏🙏

  • @prasantasahu5156
    @prasantasahu5156 4 หลายเดือนก่อน +3

    ଧନ୍ୟ ରେ ତୁମ ଜୀବନ, ସାମାନ୍ୟ କେଇ ଖଣ୍ଡ ମାଂସ ପାଇଁ ଏତେ ନିଚ ବ୍ୟବହାର କରୁଛ, ବରଯାତ୍ରୀ ନୁହଁ ତୁମେ ସବୁ ମାଂସ ବିକଳିୟା ଦଳ!

  • @sudampradhan3791
    @sudampradhan3791 ปีที่แล้ว +73

    You are the example for next generation ❤

  • @sitakantrath3341
    @sitakantrath3341 ปีที่แล้ว +231

    Brave girl. Really proud that such daughters are there in our society. I wish her all the best for a bright future.

    • @susantapanda2513
      @susantapanda2513 ปีที่แล้ว +2

      Jhia habta emiti , jeea nejar bapaku sanman kare thankyou so much

    • @kaliabarik8556
      @kaliabarik8556 ปีที่แล้ว

      👍👍👍

    • @chamanasumana9902
      @chamanasumana9902 ปีที่แล้ว

      Tu bhari sanskar ghara ra chua ta

    • @KANHANETKING
      @KANHANETKING ปีที่แล้ว

      @@chamanasumana9902 Tu sanskara ghara ra nuha ki.... To ra kainki fatuchi??

  • @gangaramsahu5204
    @gangaramsahu5204 ปีที่แล้ว +184

    ଧନ୍ୟବାଦ ଝିଅ ହେଵତ ଏମିତି କା
    ଅଯୁଗ୍ୟ ବର ବୋଲି ଜାଣିଥିବାରୁ ଆଓ ଗୋଟେ
    ଧନ୍ୟବାଦ

  • @arjunbhoi309
    @arjunbhoi309 ปีที่แล้ว +9

    ବହୁତ ଭଲ କାମ କଲ ଦିଦି ଆପଣକୁ ବହୁତ ବହୁତ ଧନ୍ୟବାଦ ଏହି ଭଳି କରିବା ଦରକାର

  • @satyabratasamal6414
    @satyabratasamal6414 ปีที่แล้ว +52

    ହୃଦୟରୁ ଧନ୍ୟବାଦ। ଝିଅ, ତୁମ ପାଇଁ ଏ ଦେଶ ଆଜି ଗର୍ବିତ। ପ୍ରକୃତରେ ତମେ ରାଣୀ ଲକ୍ଷ୍ମୀ ବାଇ, ମା ଦୂର୍ଗା, ଲକ୍ଷ୍ମୀ, ସରସ୍ଵତୀ ଓ ସାବିତ୍ରୀଙ୍କ ଅବତାର। ତୁମର ଏ ମହାନ କର୍ମ ଅନ୍ୟ ଝିଅ ମାନଙ୍କ ପାଇଁ ପ୍ରେରଣା ହେଉ।

  • @nabinchandranaik4240
    @nabinchandranaik4240 ปีที่แล้ว +14

    ତୁମ ସାହାସକୁ ଧନ୍ୟବାଦ। ତୁମ ବାପାମା ପରିବାର ବର୍ଗ ଙ୍କୁ ମଧ୍ୟ ଧନ୍ୟବାଦ। ବ୍ୟସ୍ତ ବିବ୍ରତ ହୁଅନା। ଭଗବାନ ତୁମ ପାଇଁ ନିଶ୍ଚିତ ସଥୀଟିଏ ସୃଷ୍ଟି କରିଛନ୍ତି। ସମୟକୁ ଅପେକ୍ଷା କରନ୍ତୁ।

  • @sarojkumaramat2715
    @sarojkumaramat2715 ปีที่แล้ว +107

    ଝିଅ ତୁମେ ସମାଜ ପାଇଁ ଉଦାହରଣ । I am proud of you

  • @gulbadan3477
    @gulbadan3477 3 หลายเดือนก่อน +1

    ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ଝିଅ ଯୟ ଶ୍ରୀ ଜଗନ୍ନାଥଙ୍କ

  • @kishorepatnaik2681
    @kishorepatnaik2681 ปีที่แล้ว +154

    ଝିଅ ରେ ତୋ ବାପା ଓ ମାଆ ଙ୍କୁ କୋଟି ପ୍ରଣାମ, ତୋ ଭଳି ଝିଅ ଜନ୍ମ କରିଥିବାରୁ 👍

  • @studiovedmata6806
    @studiovedmata6806 ปีที่แล้ว +29

    ଝିଅ ମାନଙ୍କୁ ଏଭଳି ଏକ ସାହସିକ ପଦକ୍ଷେପ ନେବା ପାଇଁ ଏକ ଉଦାହରଣ ।।।
    ଧନ୍ୟବାଦ ତୁମକୁ ଝିଅ 👍
    ଶୁଭ ବିବାହରେ ଅଶୁଭ ଦାବି ପାଇଁ ଉଚିତ ଜବାବ 👏

  • @desivillagefoods2837
    @desivillagefoods2837 ปีที่แล้ว +26

    ବହୁତ ବହୁତ ଧନ୍ୟବାଦ ଝିଅ ଉଚିତ ଶିକ୍ଷା ଦେଇଛ ଦେଶର ସବୁ ଝିଅ ଏମିତି ହେବା ଦରକାର

  • @krushnamohanprusty2728
    @krushnamohanprusty2728 3 หลายเดือนก่อน +1

    ଆଜିର ଆଧୁନିକ ଶିକ୍ଷିତ ଯୁବତୀଙ୍କ ସମୟୋପଯୋଗୀ ପଦକ୍ଷେପ ! ସ୍ବାଭିମାନ ନିମନ୍ତେ ଅଶେଷ ଶୁଭେଚ୍ଛା !❤

  • @Shortsbeta24
    @Shortsbeta24 ปีที่แล้ว +105

    ଏହିପରି ଝିଅ ପୃଥିବୀରେ ବିରଳ ହେବା ଦରକାର ଏପରି ବରକୁ କେହି ଝିଅ ଦିଅନ୍ତ ନାହିଁ ❤❤

  • @sarojinimohapatra9603
    @sarojinimohapatra9603 ปีที่แล้ว +22

    ଧନ୍ୟବାଦ ଝିଅ ବାହାଘରକୁ ମନାକରି ପୁରା ଠିକ୍ କରିଛ ଭଗବାନ ତୁମଲାଗି କିଛି ଭଲ ଲେଖିଛନ୍ତି ସେମାନଙ୍କର ଯୋଗ୍ୟତା ନାହିଁ ତୁମକୁ ବୋହୁ ଭାବରେ ପାଇବାକୁ।

  • @BhubaneswarBehera-nr8ir
    @BhubaneswarBehera-nr8ir ปีที่แล้ว +25

    ଏହି ଝିଅର ନିଷ୍ପତ୍ତି କୁ ମୋର ହୃଦୟରୁ ସ୍ୱାଗତ 👍

  • @rasmisahoo4752
    @rasmisahoo4752 ปีที่แล้ว +11

    ଏଭଳି ଝିଅ ପ୍ରତି ଘରେ ଦରକାର 🙏

  • @kunmuncreative
    @kunmuncreative ปีที่แล้ว +11

    ଦିଦି ଯଉ ପିଲା ମାଂସ ଖାଇବା ପାଇଁ ବାପା ଙ୍କ ସହ ଏମିତି ବ୍ୟବହାର କଲା ତାକୁ ତମେ ବାହା ହେଇଥିଲେ କେତେ କଷ୍ଟ, ଭାଗିଥାନ୍ତ ଆଉ ତମେ ବାପା ଙ୍କ ସମ୍ମାନ ଫେରେଇ ଆଣିଛ ଏହି ନିର୍ଣ୍ଣୟ ନେଇକି ସବୁବେଳେ ଖୁସି ରେ ରହିବ ଦିଦି Love You 💓 ଦିଦି 🙌☺️

  • @sachidanandamalik2332
    @sachidanandamalik2332 ปีที่แล้ว +83

    ଧନ୍ୟବାଦ ଭଉଣୀ ତୁମର ଉଚିତ୍ ନିଷ୍ପତ୍ତି ପାଇଁ
    ସମୟ ଆସିବ ଭଉଣୀ ପାଇଁ
    ବର ଙ୍କ ର ଲାଇନ୍ ଲାଗିବ
    Ilove you my sister ❤❤
    ତୁମର ଏହି ଗୁଣ ପାଇଁ ମୁ ବହୁତ୍
    ଗର୍ଭ ଅନୁଭବ କରୁ ଛି
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @SaanvikaOfficial2020
    @SaanvikaOfficial2020 ปีที่แล้ว +11

    ବହୁତ ଭଲ ନିଷ୍ପତ୍ତି,ତୁମ ପଦକ୍ଷେପ ସାରା ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ 👍

  • @user-ts5zq5zu2k
    @user-ts5zq5zu2k 9 หลายเดือนก่อน +1

    ବର୍ ପିଲାଟା ତାର୍ ବୁଆର୍ ଦିନେ କେଭେଁ ମାଂସ ନାଇଁ ଖାଇଥିବା..
    ସଲାକେ ଠିକ୍ ହେଇଛେ...
    ସାବାସ୍ ଝିଅ..ବହୁତ ବଢିଆ ପଦକ୍ଷେପ..।

  • @nilayabeheravlogs535
    @nilayabeheravlogs535 ปีที่แล้ว +196

    ଜୟ ଜଗନାର୍ଥ.. ସେ ଝିଅକୁ ଆଶୀର୍ବାଦ କରନ୍ତୁ.. ସେ ଝିଅକୁ. ବହୁତ ଭଲ ପିଲା ମିଳୁ.. ତାଙ୍କର ଜୀବନ ସୁଖମୟ ହେଉ....

    • @ManjulaDas-gg5ff
      @ManjulaDas-gg5ff ปีที่แล้ว

      Very good
      Avadra family r pua sosupal hebata thik

    • @bhaiejanbhaiejan7267
      @bhaiejanbhaiejan7267 ปีที่แล้ว

      Very good sister SE gharaku jaina bhala heichi

  • @sorotoka9717
    @sorotoka9717 ปีที่แล้ว +97

    ଝିଅ କୁ ଭଲ ପିଲ୍ଲା ଦେଖି ବାହାଘର କର ସେ ଗରିବ ହେଲେ ବି ଚଳିବ ଝିଅ କୁ ଖୁସି ରଖୁ ପାରୁ ଥିବ ❤️

    • @rajendraluhar7558
      @rajendraluhar7558 ปีที่แล้ว

      Mate diantu mu chakiri karuchhi keonjhar medical re bhal se rakhibi sohela padampur r 2024 re marriage karibar achhi

    • @djabstyle354
      @djabstyle354 ปีที่แล้ว

      BHAI PILA JADI KHARAP HEI THILE BI JADI PAISA ACHHE BELE TUKEL DEUCHHEN AAU KENTA HEBA ARU JETE BELE CHHOT GHAR GUTE TUKEL DEKHI JIBA BELE PILA KICHHU NI KAR BAR BALBE PILA JETEBI BHAL HEI THAU HELA 😢 MUI BHABI PARUCHHE TUKEL KE KENTA LAGU THIBA HELA

  • @amitkumarsahu7133
    @amitkumarsahu7133 ปีที่แล้ว +42

    ଜୟ ଜଗନ୍ନାଥ 🙏🙏🙏...
    Old culture vs. New trend...
    Today's society should remember our old culture...
    ହରେ କୃଷ୍ଣ 🙏🙏🙏

  • @sibaprasadmahakul970
    @sibaprasadmahakul970 ปีที่แล้ว +2

    ସାବାସ ଝିଅ ଯାହା କରିଛ ବଢ଼ିଆ କରିଛ ଯିଏ ଆଜି ଗୋଡ ଧରିବାକୁ ବାଧ୍ୟ କରିଛି ସେହିପରି ଆଗକୁ କ'ଣ ନକରି ପାରିବ ଭଗବାନ ଚାହିଁ ଲେ ତୁମକୁ ଭଲବରଟିଏ ମିଳିବ ଭଗବାନ ତୁମର ମଙ୍ଗଳ କରନ୍ତୁ ❤❤❤😂

  • @ranjitkumarbarik7171
    @ranjitkumarbarik7171 ปีที่แล้ว +65

    ସଂସ୍କାରି ପରିବାର ସଂସ୍କାରି ଝିଅ 🙏🙏🙏🙏🙏

  • @ashokentertainmentlimited9865
    @ashokentertainmentlimited9865 ปีที่แล้ว +24

    ଏମିତି ଝିଅଙ୍କୁ ସତରେ କୋଟି କୋଟି ନମସ୍କାର ଆଉ ଧନ୍ୟବାଦ ଏହି ଝିଅକୁ ସତରେ ଯିଏ ପାଇବ ସେ ବହୁତ ଭାଗ୍ୟବାନ ହେବ ଆପଣଙ୍କୁ ନିଶ୍ଚୟ ଭଲ ପିଲା ମିଳିବ ସବାସ ଝିଅ ଆପଣ ବହୁତ ଭଲ କାମ କରିଛନ୍ତି 👍👍

  • @anandBehera-x5p
    @anandBehera-x5p 9 หลายเดือนก่อน +1

    Many, many, thanks,jhia,god,bless, you

  • @souvagyalaximinayak7525
    @souvagyalaximinayak7525 ปีที่แล้ว +26

    Father's respect is everything for a daughter

  • @KumarN860
    @KumarN860 ปีที่แล้ว +78

    ଉଚିତ୍ ଶିକ୍ଷା ଦେଇଥିବାରୁ ମୁଁ ଏ ଦିଦି ଙ୍କୁ ୧୦୦୦ ପ୍ରଣାମ.

  • @sanvikakesavan-pe6lm
    @sanvikakesavan-pe6lm ปีที่แล้ว +261

    Salute u sister
    U r so brave ❤❤❤❤❤

  • @chinmayeetripaathy3051
    @chinmayeetripaathy3051 9 หลายเดือนก่อน +2

    ଝିଅ ତୁ ମା ଜାହା କଲୁ ଭଲ କଲୁ
    ବପା ମାଆଙ୍କୁ ଦୁଃଖ କଷ୍ଟ ଲାଗିଥିବ ସେଥି ପାଇଁ
    ମୁଁ ମଧ୍ଯ ଅଶେଷ ଦୁଃଖୀ
    ତତେ ମୋର ଅଶେଷ ଧନ୍ୟବାଦ
    ଠାକୁରଙ୍କ ପାଖରେ ମୋର ଏତିକି ଗୁହାରି
    ତୋପରି ଝିଅ ସମସ୍ତଙ୍କୁ ମିଳୁ
    ବାପାମାଆ କଂ ମୁହଁ ରେ ଚୁନ କାଳି ବୋଳୁ ଥିବା
    ଝିଅ ପୁଅ ମାନେ କିଛି ଶିଖ

  • @hariom9627
    @hariom9627 ปีที่แล้ว +7

    Salute to her she is icon of every one those who have self respect.
    Such daughter never fall or down in society .
    God Always help you .

  • @bijayanandapattanayak6238
    @bijayanandapattanayak6238 ปีที่แล้ว +19

    ଏ ଭଳି ଝିଅ କୁ ଯେତେ ପ୍ରନ୍ସସା କଲେ ବି ବହୁତ କମ୍ ପଡିବ।ଏ ଭଳି ରାକ୍ଷସ ମାନକୁ ଠିକ୍ ଏଭଳି ସଜା ଦରକାର। ଜଗନ୍ନାଥ ଝିଅ କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ 🌹

  • @sahoobabu3602
    @sahoobabu3602 ปีที่แล้ว +70

    ଠିକ କରିଛୁ ଭଉଣୀ

  • @PushpasinghThakur
    @PushpasinghThakur ปีที่แล้ว +3

    ଝିଅ ଯାହା କଲା ବହୁତ୍ ଭଲ ହେଲା 👌👌👌👌❤️

  • @anupkumarsahoo3959
    @anupkumarsahoo3959 ปีที่แล้ว +14

    ଭଉଣୀ ତୁମ ଜୀବନ୍ ରେ ଆହୁରି ବହୁତ୍ ବହୁତ୍ ବହୁତ୍ ଖୁସି ଅଛି..... 🙏

  • @rameshchandranayak575
    @rameshchandranayak575 ปีที่แล้ว +34

    ଧନ୍ୟବାଦ ଝିଅ । ଏ ଭଳି ଝିଅ ସବୁ ବାପା ମାଆଙ୍କୁ ମିଳୁ । ସେଇ ମାନଙ୍କୁ ନମିଳୁ ଯିଏ ଝିଅକୁ ଆଦର ସମ୍ମାନ କରି ଶିଖି ନାହାଁନ୍ତି । ଆଉ ଏଭଳି ଜ୍ବାଇଁମାନେ ସବୁବେଳେ ଶିଶୁପାଳ ହିଁ ହୋଇଥାନ୍ତି ।

  • @beejonsahu9922
    @beejonsahu9922 ปีที่แล้ว +25

    I salute to this lady..a bold and correct decision at the right time saved her own life. ,ଜୀବନ ବଞ୍ଚାଇ ଲେ ନିଜର ❤ A great message to the society as large. So I always like the idea of temple marriages, very Sustainable, nature friendly and budget friendly. Jai ma Annapurna, jai Mahadev, jai jagannath. Boys be like Ram then you will definitely get ur dream girl like ma sita 🙏

  • @saipariba
    @saipariba 3 หลายเดือนก่อน

    ବୋହୁତ ବୋହୁତ ଧନ୍ୟବାଦ ଭଉଣୀ ଭଗବାନ ଆପଣଙ୍କୁ ଶହାୟ ହେବେ ବୋହୁତ ଭଲ ମଣିଷ ଟିଏ ଆପଣଙ୍କ ଜୀବନରେ ଆସିବ

  • @milanmohanty1727
    @milanmohanty1727 ปีที่แล้ว +43

    ଏଭଳି ଝିଅ ଭାଗ୍ୟରେ ଥିଲେ ମିଳେ ।
    ଭଗବାନ ନିଶ୍ଚୟ ଏ ଝିଅକୁ ବହୁତ ଭଲରେ ରଖିବେ, No doubt🙌

  • @AnupamaPatra-xr9ee
    @AnupamaPatra-xr9ee ปีที่แล้ว +18

    ବହୁତ ଗୁରୁତ୍ବପୁର୍ଣ ପଦକ୍ଷେପ ଆପଣଙ୍କୁ କୋଟି କୋଟି ସଲାମ sister 🙏🙏🙏🙏 ଆପଣ ଆମ ଦେଶ ର example ଗୌରବ

  • @Baldeaglegaming007
    @Baldeaglegaming007 ปีที่แล้ว +13

    Perfect daughter
    Who can't see her father's insult
    Great salute to the lady
    We all support you ♥️

  • @rdworld1452
    @rdworld1452 4 หลายเดือนก่อน +1

    Proud of you Jhia❤❤❤ Love from Your Brother ❤❤

  • @gaganbehera5412
    @gaganbehera5412 ปีที่แล้ว +36

    ସବୁ ଝିଅ ଏ ଝିଅଠାରୁ ଶିଖିବା ଉଚିତ I ଏହା ସମ୍ପୂର୍ଣ ଝିଅସମାଜ ସମର୍ଥନ କରିବା ଉଚିତ I

  • @kamallochansatpathy5784
    @kamallochansatpathy5784 ปีที่แล้ว +19

    ଏପରି କନ୍ୟା ଜନ୍ମଦେଇ ବାପ ମାଆ ଧନ୍ୟ ହେଲେ ଜୟ ଜଗନ୍ନାଥ।

  • @pratappanda1819
    @pratappanda1819 ปีที่แล้ว +20

    ଝିଅମା ତୁମପାଇଁ ଭଗବାନ ଓ ବାପା ମାଙ୍କ ଆଶୀର୍ବାଦ ଅଛି ।

  • @DhadubandhuLenka
    @DhadubandhuLenka 2 หลายเดือนก่อน

    ଧନ୍ୟବାଦ ଆପଣ ଙ୍କୁ ସମ୍ମାନ ଦେଇଛନ୍ତି ଝିଅକୁ ଜଗନ୍ନାଥ ମଙ୍ଗଳକରନୁ ନମ୍ଃ ସ୍ତେ ଆମେ ତୁମପାଇଁ ଗର୍ବିତ

  • @bharatimohanty1327
    @bharatimohanty1327 ปีที่แล้ว +83

    ମାନିବାକୁ ପଡିବ ମୋ ମା କୁ, ବାପା ମା ଙ୍କର ସଂମାନ ରଖି ଥିବାରୁ, ଭଗବାନ ତାର ମଙ୍ଗଳ କରନ୍ତୁ 👍🏻❤️

  • @jbjmotivetion123
    @jbjmotivetion123 ปีที่แล้ว +27

    ଭଉଣୀ ତୁମକୁ ବହୁତ ବହୁତ ଧନ୍ୟବାଦ, ଗୋଟିଏ ବେସଂସ୍କାରି ପରିବାରକୁ ତୁମେ ଶିକ୍ଷା ଦେଲ, ଯାହାକି ଦୁନିଆବି କିଛି ଶିକ୍ଷା ପାଇଲା, କାରଣ ଲୋକ ପ୍ରଥମରୁ ଜଣାପଡ଼ିଗଲେ

  • @nrusingharoul7389
    @nrusingharoul7389 ปีที่แล้ว +24

    ଧନ୍ୟବାଦ ଭଉଣୀ

  • @Sampritiwidnature
    @Sampritiwidnature 3 หลายเดือนก่อน

    Salute and love to d brave girl.. all blessings are with u for doing d right thing 👏

  • @bountydalai881
    @bountydalai881 ปีที่แล้ว +68

    ବହୁତ୍ ବଢ଼ିଆ କରିଛନ୍ତି ଝିଅ ଜଣକ।

  • @dhirenkumarpanda9670
    @dhirenkumarpanda9670 ปีที่แล้ว +22

    Thank you beti for your timely wise decision which must have given the bride groom an educativr lesson😊

  • @jharanaghosh315
    @jharanaghosh315 ปีที่แล้ว +35

    ଝିଅ ମାନେ ଏମିତି ସାହସୀ ହେବା ଦରକାର

  • @kalyani2024
    @kalyani2024 ปีที่แล้ว +1

    Great work Dd 💜💕💗💞❤️💝💘💖💓I am proud of you

  • @kalujally4079
    @kalujally4079 ปีที่แล้ว +24

    ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଜୟ ଜଗନ୍ନାଥ 🙏🙏🙏