News Point: Allegation Arises On, Are Educated Wives Hazardous For Their Husbands, Know The Details

แชร์
ฝัง
  • เผยแพร่เมื่อ 3 ต.ค. 2024
  • News Point: Allegation Arises On, Are Educated Wives Hazardous For Their Husbands, Know The Details
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #EducatedWife

ความคิดเห็น • 608

  • @tapannayak9328
    @tapannayak9328 ปีที่แล้ว +84

    ତୁମେ ଯାହା ପିଲା ଡ଼ିଏ ପଇସା କମାଇଲେ ତାର ସ୍ତ୍ରୀ କୁ ଭଲ ରେ ରଖିବା ପାଇଁ ଚାହେଁ କିନ୍ତୁ ଝିଅ ପାଖରେ ପଇସା ହେଲେ ଏମିତି ହବ

  • @Montu74
    @Montu74 ปีที่แล้ว +235

    ଝିଅ ଯଦି ପୁଅ ନା ରେ ଏପରି ଅଭିଯୋଗ ଆଣେ ତେବେ ଅଲଗା ରହିଲେ ବି ମେଣ୍ଟେନ୍ସ ଦେବାକୁ ପଡିଥାଏ ଏବେ ସେ ଝିଅ ପୁଅକୁ ତାର income ର ଅଧା ଟଙ୍କା ତା ସ୍ୱାମୀ କୁ ଦିଆଯାଉ ଆଇନ ସମସ୍ତଙ୍କୁ ସମାନ l ପୁଅ ଝିଅ ସବୁ ସମାନ ଅଧିକାର କୁହାଯାଉଛି ସବୁବେଳେ

  • @krushnakhilar
    @krushnakhilar ปีที่แล้ว +179

    ଆମ ଓଡ଼ିଶା ରେ ଗୋଟିଏ ନାରୀ ସିଦ୍ଧାନ୍ତ ସାର୍ ଙ୍କ ସ୍ତ୍ରୀ ମାମା ମିଶ୍ର ଦିଦି ଯିଏ କି ତାଙ୍କ ପରିବାର ପାଇଁ ତାଙ୍କ ଫିଲ୍ମ ଛାଡିଦେଲେ ଜୟ ଜଗନ୍ନାଥ

  • @patitakumarchoudhury9855
    @patitakumarchoudhury9855 ปีที่แล้ว +190

    ପାଠୁଆ ସ୍ତ୍ରୀ ଭଲ, ହେଲେ ସୁପ୍ରିମକୋର୍ଟ ବେଧେଇ କରିଦେଲା ଦୁଇଟି ରାୟ, ପରକୀୟା ପ୍ରୀତି ଅପରାଧ ନୁହଁ. ଲିଭ ଏଣ୍ଡ ରିଲେସନ ,ସମାଜରେ ବାପା, ମା, ଶିକ୍ଷକ ଗୁରୁଜନ ଙ୍କ ଆବଶ୍ୟକତା ଆତ୍ମସମ୍ମାନ କିଛିବି ନାହିଁ, କୋର୍ଟ, ସରକାର ଅନୁଭବ କରୁଛନ୍ତି.

    • @prithvirajnaik6100
      @prithvirajnaik6100 ปีที่แล้ว +5

      Hmmm bhai kintu dukha ra saha kahibaku paduchhi kii aita justice Deepak Mishra era re heichhi Jia ki ama odisha... Raa....

    • @patitakumarchoudhury9855
      @patitakumarchoudhury9855 ปีที่แล้ว +9

      @@prithvirajnaik6100 ଦୀପକ ମିଶ୍ର ର ନାଳୁଆ ଅଂଶ ରହଛି 😄😄 ଭାରତୀୟ ମାନେ କୋଉ ଆଇନ ଗ୍ରହଣ କରିବା ଉଚିତ, କୋଉଟା ଅନୁଚିତ ଏଯାଏ ଶିଖିଲେଣି ?? ସମ୍ବିଧାନ କୁ ଏତେ ସମ୍ମାନ ଦିଅନ୍ତି, ନିଜକୁ କ୍ରୀତଦାସ ଭଳି ରଖିବାକୁ ଚାହାଁନ୍ତି. 🙏

    • @pradeepkumarbhoi8048
      @pradeepkumarbhoi8048 ปีที่แล้ว +1

      💯 true bhai

    • @subashdalai8893
      @subashdalai8893 ปีที่แล้ว +3

      Right 😁 sala Abe marriage Karibaku Dara laguchi wife au Kaha Saha affairs karideba boli

    • @patitakumarchoudhury9855
      @patitakumarchoudhury9855 ปีที่แล้ว +3

      @@subashdalai8893 ପୁଅ ଝିଅ କିଏ କାହାକୁ କମ ନୁହଁ.

  • @rabindranathbehera9848
    @rabindranathbehera9848 ปีที่แล้ว +4

    Manas babu! ବହୁତ୍ ବହୁତ ସୁନ୍ଦର ବିତର୍କ ଟିଏ ରଖିଛନ୍ତି। ଘଟଣା ନେଇ କିଛି ସ୍ପଷ୍ଟ ଜାଣି ନାହୁଁ, ମନ୍ତବ୍ୟ ଦେବା ଉଚିତ ନୁହେଁ। କିନ୍ତୁ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କରି ମହିଳା ଜଣଙ୍କ କିଛି ଭୁଲ ତଥ୍ୟ ଦେଉ ଥିବାର ଜଣା ପଡୁଛି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ପୁରୁଷ ମାନସିକତା ନିଷ୍ଟୁର ଜଣା ପଡ଼େ। ବିବାହ ଟା ଉଭୟଙ୍କ ପାଇଁ ସମାନ ଆବଶ୍ୟକତା ଅଛି, କିନ୍ତୁ ପୁରୁଷ ମାନସିକତା ଘୃଣା କଲାଭଳି ଅଟେ। ଉଚ୍ଚ ଚାକିରୀ କରୁଥିବା ମହିଳା ମାନେ ମଧ୍ୟ ସେମାନଙ୍କ ମାନସିକତା କୁ ସନ୍ତୁଳିତ ରଖିବା ଆବଶ୍ୟକ। ଏସବୁ ଖୁବ୍ କମ ଦେଖାଯାଏ।

  • @manojsahu2039
    @manojsahu2039 ปีที่แล้ว +144

    ବେଟି ପଢାଓ ଲେକିନ ବିବି ମତ୍ ପଢା ଓ ,ପତି ପତ୍ନୀଙ୍କ ମଧ୍ୟରୁ ପତି ରାଜା ହେଲେ ପତ୍ନୀ ରାଣୀ ହୋଇ ରହନ୍ତି କିନ୍ତୁ ପତ୍ନୀ ରାଣୀ ହେଲେ ପତି ଚାକର ହୋଇ ରହନ୍ତି

  • @ranjanapanda6538
    @ranjanapanda6538 ปีที่แล้ว +167

    ପାଠୁଆ ସ୍ତ୍ରୀ ଏବଂ ଚାକିରିଆ ସ୍ତ୍ରୀ ବହୁତ ଭଲ ଯଦି ପରସ୍ପର ମଧ୍ଯରେ ପ୍ରେମ ତ୍ଯାଗ ବିଶ୍ୱାସ ଆଉ ସହଯୋଗ,ବୁଝାବଣା,କର୍ତ୍ତବ୍ୟ ରହିବ।

    • @prava330
      @prava330 ปีที่แล้ว +1

      Apanananka katha thik but chakiri equal hei thile khusi nahele 1 parsent kauthi bi dekhi ni mu

    • @subashdalai8893
      @subashdalai8893 ปีที่แล้ว +1

      @@prava330 eta different jadi Gote pua Chakiri Kala jhia sethi rahiba kichi problem Nahi hele jadi Gote jhia tike bi agaku badhi gala se au swami pariwar Indra Chandra Mani Bani eta mu Bahut jagare dekhichi Abe Gote case pingua re heichi

    • @Debashishbagarty1053
      @Debashishbagarty1053 ปีที่แล้ว

      ​@@subashdalai8893ha Bhai husband - wife,equal ,na hele only husband jyada successful hele family chalithaA,wife adhika income kale pati ku au pachare nahi,nija thu kam sucess jhia hi baha hua

    • @divyajyotisahoo4649
      @divyajyotisahoo4649 ปีที่แล้ว

      Right

    • @diptisahoo4421
      @diptisahoo4421 ปีที่แล้ว

      Mo bala na

  • @knowledgeisgod3652
    @knowledgeisgod3652 ปีที่แล้ว +86

    ସେ ନାରୀ କୁ ଶିକ୍ଷା ସହ ସଂସ୍କାର ମଧ୍ୟ ଦେବାର ଆବଶ୍ୟକ ଥିଲା, ଭାଇ ଖାଲି ଶିକ୍ଷା ଦେଇ ଭୁଲ କଲେ

    • @bindashmusic143
      @bindashmusic143 ปีที่แล้ว +1

      Right

    • @prava330
      @prava330 ปีที่แล้ว +1

      😂😂😂😂😂😂

    • @Debashishbagarty1053
      @Debashishbagarty1053 ปีที่แล้ว

      ​@@prava330same category

    • @Dkfamily546
      @Dkfamily546 ปีที่แล้ว

      Bspa maa sanskar jhia taku thik bhabe tulae

    • @jitendrahembram5893
      @jitendrahembram5893 ปีที่แล้ว

      କିଛି ଭୁଲ ନାହିଁ ସେ ବେଧେଇ ଟା

  • @DUSMANTMAHAKUDA
    @DUSMANTMAHAKUDA ปีที่แล้ว +12

    ଯିଏ ବଡ଼ ଅଫିସର୍ ହେଇ ଯିବାକୁ ଚାହେଁ ତାକୁ ଯିବାକୁ ଦେବା ଦରକାର୍। କାହିଁକି ନା ସେ ଅଫିସର୍ ହେଇ ପାରେ କିନ୍ତୁ ଭଲ ମଣିଷ ନ ହୋଇପାରେ। ତେଣୁ ଅସଲ ଚେହେରା ସାମ୍ନାକୁ ଆସିଲା ପରେ ତାକୁ ଯିବାକୁ ଦିଅନ୍ତୁ।

  • @shankarjhodia5181
    @shankarjhodia5181 ปีที่แล้ว +30

    ରାମ ଓ ସୀତାଙ୍କ ଯୋଡ଼ି ପରି ଆଉ କେହି ହୋଇପାରିବେ ନାହିଁ। ଉଭୟଙ୍କର ବୁଯିବା ଶକ୍ତି ହିଁ ସମାଧାନର ବାଟ। ଅନ୍ୟର ପ୍ରୀତି ବା ପ୍ରେମ ଲାଳସା ହେଲେ ଏହା ହିଁ ହେବ।

    • @kathaokabitabysunanda2136
      @kathaokabitabysunanda2136 ปีที่แล้ว +2

      ଏତେ ବିଶ୍ୱାସ ଥିଲା ଯେ ରାମ ସୀତାଙ୍କର ଅଗ୍ନି ପରୀକ୍ଷା ନେଇଥିଲେ ।

    • @religionofpeace782
      @religionofpeace782 ปีที่แล้ว +1

      ​@@kathaokabitabysunanda2136 Aau Allah Jesus kaha parikhya nauthile? Sanatan Dharma upare kataksh ta bahut karidele..ebe tk baaki dharma ku prashna karibara sahas dekhantu.

    • @sorensoubhagya9000
      @sorensoubhagya9000 ปีที่แล้ว

      ​@@kathaokabitabysunanda2136rama vagban thile se sabu janithile tathapi agni pariksa neithile tamane vagban kan pain emiti kale kichhi to message thibo

  • @banshidharasahoo5669
    @banshidharasahoo5669 ปีที่แล้ว +31

    ବେଶୀ ଶିକ୍ଷିତ ଲୋକ ମାନେ କରନ୍ତି ଏହା ଦ୍ୱାରା ବହୁତ୍ ପରିବାର ଭାଙ୍ଗି ଦେଉଛନ୍ତି ଉଧା ରଣ ସୁପ୍ରିମୋ କୋର୍ଟ ଅହପାହ୍ନି

  • @ranjanapanda6538
    @ranjanapanda6538 ปีที่แล้ว +8

    ସ୍ତ୍ରୀ ଯେଉଁଠି ମନମୁଖୀ
    ସ୍ୱାମୀ ଯେଉଁଠି ମନମୁଖୀ।ସେଠି ପାଠୁଆ ଚାକିରିଆ ନୁହଁ କି ଅପାଠୁଆ ବେକାରିଆ ନୁହେଁ।ବହୁତ ଭଲ 2 ଜଣ ଚାକିରି କଲେ।
    ପରିବାରରେ ଆର୍ଥିକ ସ୍ୱଚ୍ଛଳଚା ରହିବ
    ପରିବାର ଭଲରେ ଚାଲିବ।
    ରୋଗ ବଇରାଗ ସମୟକୁ ଭଲରେ ଫେସ୍‌ କରିପାରିବ।❤❤

  • @Mr_Reminder
    @Mr_Reminder ปีที่แล้ว +53

    ସମାଜରେ ସମସ୍ତଙ୍କୁ ଶିକ୍ଷା ସହ ସଂସ୍କାର ପାଠ ପଢେଇବା ଦରକାର

    • @prava330
      @prava330 ปีที่แล้ว

      Jhia manankara 50 %budhi achi

    • @Debashishbagarty1053
      @Debashishbagarty1053 ปีที่แล้ว

      ​@@prava330pua manankara 80%,sabu bele nija thu kam sucess jhia baha heba katha,jhia jyada income kale nija mana ichha jaha chahe seiya kare,

    • @shibanimeher6278
      @shibanimeher6278 ปีที่แล้ว

      Ryt sanskar bahut jaruri patha tharu b yeha dui jananku miliba darkar chotu belu hii

    • @Pihu523
      @Pihu523 ปีที่แล้ว

      ​@@Debashishbagarty1053emiti puaku koi jhia baha na hau.

    • @Debashishbagarty1053
      @Debashishbagarty1053 ปีที่แล้ว

      @@Pihu523 emiti pua ku 80% jhia baha huanti

  • @kunalmurmuofficialyoutubec6812
    @kunalmurmuofficialyoutubec6812 ปีที่แล้ว +11

    ସବୁ ସ୍ତ୍ରୀ ସମାନ ନୁହନ୍ତି, କିଛି ଭଲ ସ୍ତ୍ରୀଲୋକମାନେ ମଧ୍ୟ ଅଛନ୍ତି ଯେଉ ମାନେ କି ସମ୍ପର୍କ ର ମୂଲ୍ୟ ବୁଝନ୍ତି, ଆଉ କିଛି ଅଗାଡ଼ି ଅଛନ୍ତି ଯେଉଁମାନେ ତାଙ୍କ ବିଚାର , ହିଁ ଶ୍ରେଷ୍ଟ ବୋଲି ଭାବନ୍ତି ସେଇ ଭଳିଆ ସ୍ତ୍ରୀ ମାନେ ଏମିତିକା କାଣ୍ଡ କରନ୍ତି, ଆଉ ଏଇମାନେ ହିଁ ଆମ ସମାଜର କଳଙ୍କ।

    • @hemantaberiha9346
      @hemantaberiha9346 ปีที่แล้ว +2

      Apana jaha kahile thik
      But 95percent stri amiti

  • @sudamcharanhaiburu5327
    @sudamcharanhaiburu5327 ปีที่แล้ว +1

    ସାର୍,ଏହା ନିଶ୍ଚିତ ଅଟେ:

  • @utkalnayak3631
    @utkalnayak3631 ปีที่แล้ว +11

    ଆଜି ସମାଜ ରେ ଜଣେ ଜଣେ ଙ୍କ ଭୁଲ୍ ପାଇଁ ସମସ୍ତେ ଅସୁବିଧା ପଡ଼ୁଛନ୍ତି

  • @benudharmajhi6468
    @benudharmajhi6468 ปีที่แล้ว +3

    ସେଇଟା ହେଉଛି ଫିଲ୍ମ୍ ,, ଏଇଟା ହେଉଚି ସତ୍ୟତା ଘଟଣା ଏହା ଭିତରେ ବହୁତ୍ ଫରକ

    • @kandarpapatra5531
      @kandarpapatra5531 ปีที่แล้ว

      ଫିଲ୍ମ୍ କଣ ପାଇଁ ଦେଖନ୍ତି କିଛି ଶିଖିବା ପାଇଁ

    • @kandarpapatra5531
      @kandarpapatra5531 ปีที่แล้ว

      ତାନୁହେ କୀ total ଫିଲ୍ମ୍ ଶିଖିଯାଓ

  • @NathPriyadarsani
    @NathPriyadarsani ปีที่แล้ว +21

    Maa hele pathoi.....
    desa jiba ageii........
    All women are not same 🙌🏻

    • @biswadip
      @biswadip ปีที่แล้ว +2

      Joke of the evening 😂

    • @MaheshBabu-js6lr
      @MaheshBabu-js6lr ปีที่แล้ว +2

      All are same didi

  • @ambikamajhi1141
    @ambikamajhi1141 ปีที่แล้ว +1

    Thank you so much sir this video pain

  • @prafulladash748
    @prafulladash748 ปีที่แล้ว +7

    ଉଚ୍ଚ ଶିକ୍ଷିତା କିମ୍ବା ବଡ ଚାକିରୀ କରୁଥିବା ସ୍ତ୍ରୀ ତାର ମନରେ ଆତ୍ମ ଗର୍ବ ଆସିଯିବ ଯଦି ସେ ସଂସ୍କାରିତ ନୁହେଁ ତାପରେ ସରକାର ଙ୍କ ଯେଉଁ ପ୍ରକାର ଆଇନ ଅଛି ଯେ ସ୍ତ୍ରୀ କୁ ପରପୁରୁଷ ସାଙ୍ଗେ ମିଶିବା ପାଇଁ କେହି ରୋକ ଲଗାଇ ପାରିବେ ନାହିଁ ତେବେ ସୁବିଧା ବାଦୀ ସ୍ତ୍ରୀ ପାଇଁ ସୋନେ ମେ ସୁହାଗା.. ତେଣୁ ସମୟ କୁ ପରଖିବା ମଣିଷ ଶକ୍ତି ବାହାରେ

    • @kathaokabitabysunanda2136
      @kathaokabitabysunanda2136 ปีที่แล้ว

      ଉଚ୍ଚ ଶିକ୍ଷିତ o ବଡ଼ ଚାକିରି କରୁଥିବା ସ୍ବାମୀ ମନରେ ବୋଧେ ଆଦଉଁ ଗର୍ବ ଓ ଅହଙ୍କାର ନଥାଏ। ସ୍ବାମୀ ଙ୍କୁ ସଂସ୍କାର ଦରକାର ନା ନାହିଁ ? ସ୍ତ୍ରୀ ଟେ ଯେତେବେଳେ ପୁରୁଷ ସହ ମିସେ ଟା ମାନେ ପୁରୁଷ ଟେ ବି involve ଥାଏ। ଆଉ ଯୁଗ ଯୁଗ ଧରି ପୁରୁଷ ଯେତେ ପର କିୟ ପ୍ରୀତି କରିଛି ଆଉ ରାଜା ପରି ଅନେକ ପତ ରାଣୀ କରିବାର ଲାଳସା ରଖିଛି ସେଥିପାଇଁ କିଛି ଆଇନ ବିଷୟରେ କହିପାରିବେ ?

  • @kamalakantasahoo693
    @kamalakantasahoo693 ปีที่แล้ว +1

    ଗୋଟେ ଝିଅ ଉପରକୁ ଉଠିଗଲେ ସେ କାହାକୁ ଖାତିରି କରିବ ନାହିଁ କାହିଁକି ନା ଝିଅମାନଙ୍କ ego ବହୁତ ଥାଏ ।

  • @himaninayak4390
    @himaninayak4390 ปีที่แล้ว +12

    Education is not responsible factor in this case ..morality affection humanity matters....in our generation Education is based on competition ..level .....

  • @trilochanmuna8345
    @trilochanmuna8345 ปีที่แล้ว +4

    ଏ ସବୁ ପାଇଁ ସୁପ୍ରିମ କୋର୍ଟ ଦାୟୀ

  • @deepakmishra1311
    @deepakmishra1311 ปีที่แล้ว +17

    Excellent topic ..
    Extremely taught lesson.

    • @bhagyajeetlenka9234
      @bhagyajeetlenka9234 ปีที่แล้ว

      Pua tu aga English sikhe ta pare kahibu...taughted 😝

  • @mamatananda776
    @mamatananda776 ปีที่แล้ว +1

    Thanks

  • @pramilaminz5209
    @pramilaminz5209 ปีที่แล้ว

    ଧନ୍ଯବାଦ୍ କନକ ନିଉଜସ୍

  • @noorsha1837
    @noorsha1837 ปีที่แล้ว +31

    ଯେତେବଳେ କୌଣସି ପୁରୁଷ ପରକୀୟା ପ୍ରୀତିରେ ମଗ୍ନ ରହୁଛନ୍ତି ସେ ବିଷୟ ରେ କାହିଁକି ତର୍କ ବିତର୍କ କରାଯାଉନାହିଁ..? ଶିକ୍ଷିତ ପୁରୁଷମାନେ କଣ ନିଜ ସ୍ତ୍ରୀ କୁ ଧୋକା ଦେଉନାହାନ୍ତି...ତାହେଲେ ତ ପ୍ରଥମ ସେମାନଙ୍କ ପାଠ ପଢିବା ବନ୍ଦ କରିବା କଥା....ଦୁନିଆରେ ଏଇଟା କଣ ଗୋଟେ...ପ୍ରଥମ ଘଟଣା..! ଆକୁ ନେଇ ଯଦି ଆମେ ତର୍କ ବିତର୍କ କରୁଛନ୍ତି ଏବଂ ସମାଜର ଗୋଟିଏ ବର୍ଗ ଉପରେ ଚାପ ପକାଉଛନ୍ତି...ତାହେଲେ ଆମେ ବୁଝିଯିବା ଦରକାର ଯେ ଆମ ସମାଜରେ ଚିନ୍ତାଧାରାର ପରିବର୍ତ୍ତନ ର ଆବଶ୍ୟକତା ଅଛି...।

    • @geetasenapati7934
      @geetasenapati7934 ปีที่แล้ว +5

      Good,,only pathua stree j extra marital affairs rakhuchhanti ta nuhe,apathua stree b rakhuchhanti,topic patha upare nuhe extramarital affairs upare heba Katha.. Jaha both male and female rakhuchhanti,

    • @GD1234jjk
      @GD1234jjk ปีที่แล้ว +3

      Totally ଝିଅ ମାନେ ନ ପଢ଼ିବା ଦରକାର

    • @Pearl6690
      @Pearl6690 ปีที่แล้ว +1

      Actually pua manankara aita common katha agaru hauthila abe b hauchhi dekhi dekhi lokanka deha suha haigalani ta pua te amti kale he chhada ta personal matter bt jhia ta karichi na nua nua ai sabu lokanku dekhibaku miluchhi ta nua laguchhi sabu kichhi..

    • @Debashishbagarty1053
      @Debashishbagarty1053 ปีที่แล้ว

      O madam rule ta samastanka pai equal tebe husband affair kale wife ku income ra adha Paisa deuchhi,e mahila bi husband ku adha income deu,equal samastanka pai saman chahe bo male ya female heu

    • @DeltanVlog
      @DeltanVlog ปีที่แล้ว

      If you don't know the fact don't say anything about this matter

  • @saratchandrabehera8861
    @saratchandrabehera8861 ปีที่แล้ว +1

    Manalasi madam thank u. good thinking

  • @indrakandhapani7113
    @indrakandhapani7113 ปีที่แล้ว +3

    Always LOVE YOU SIR KANAK NEWS

  • @anasuyasethi3622
    @anasuyasethi3622 ปีที่แล้ว +1

    ଝିଅ ମାନଙ୍କ ପାଖରେ କିଛି ଆଉ ବାହା ନା ନାହିଁ ତ ଆଉ ଖାଲି ଯୌତୁକ କଥା ବାହା ନା କରି ଦେଉଛନ୍ତି

  • @prakashviewsupdatesanalysi9759
    @prakashviewsupdatesanalysi9759 ปีที่แล้ว +14

    ଠିକ ବି ଅନେକାଂଶରେ ଯିଏ ଅଧିକ ପଢିବ, ଅଧିକ ଟଙ୍କା ରୋଜଗାର କରିବ , ସେଭଳି ଲୋକ ଉଣାଅଧିକେ ନିଜକୁ ଅଧିକା ଭାବିବେ ଓ ସଂପର୍କ କୁ ଗୋଇଠା ମାରି ଆଗେଇଯିବେ। ଯିଏ ଏମିତି କରିବେ ତାଙ୍କୁ ସମୟ ଉତ୍ତର ଦେବ।

    • @Pearl6690
      @Pearl6690 ปีที่แล้ว +1

      Then uneducated jhia ku mrg kara best option aita nahele nija jhia ku total patha padhaoni bcz se b agaku jai kaha wife haba na...

    • @Debashishbagarty1053
      @Debashishbagarty1053 ปีที่แล้ว

      ​@@Pearl6690jhia ku patha padhaiba sahita saskar deba jaruri,,taku bapa ma sabu bele kahiba darkar kharap kama karni,jadi kharap karibi , ame suicide karidebu

  • @pramilaminz5209
    @pramilaminz5209 ปีที่แล้ว

    ଏବେଠୁ ସବୁ ଦାମ୍ପତ୍ଯ ସହିତ ତାଙ୍କ ପରିବାର ମାନେ ବି ବୁଝିଯିବା ଉଚିତ୍।
    ସମସ୍ତେ ଗୋଟିଏ ପ୍ରକାର ହୋଇ ନ ଥାନ୍ତି।

  • @hemantasagar6771
    @hemantasagar6771 ปีที่แล้ว +2

    ସବୁ ସ୍ତ୍ରୀ ସମାନ ନଥାନ୍ତି କି ସବୁ ସ୍ବାମୀ ସମାନ ନ ଥାନ୍ତି ଗୋଟିଏ ଗୋଟିଏ ଲକ ସ୍ବାର୍ଥପର ଥାନ୍ତି ସବୁ ସହିବ କିନ୍ତୁ ଧର୍ମ ସହିବନାହି ତାଙ୍କର ପରିଣାମ ଭୟଙ୍କର ହବ ଦିନ ଆଶିଲେ ଧର୍ଯ କରନ୍ତୁ

  • @prithvirajnaik6100
    @prithvirajnaik6100 ปีที่แล้ว +17

    ବହୁତ୍ ଲୋକ ଆବିକା ଏମିତି କହିବେ କି ଜଣେ ବାହାରିଲା ବୋଲି କଣ ସମସ୍ତେ ସମାନ କିନ୍ତୁ, ମୁଁ କହୁଛି କି ଆମେ ଜାଣିବା କେମିତି? ଏ କଳି ଯୁଗ ରେ କାହାକୁ ବି ୧୦୦% ବିଶ୍ୱାସ କରିହଉନି??
    ତେଣୁ ସାବଧାନ ହିଁ ରହିବାକୁ ପଡ଼ିବ, ପ୍ରମାଣ ଆଉ ପ୍ରାଣ ଦିଟା କୁ ଜଗିବାକୁ ପଡ଼ିବ। ବିଶ୍ୱାସ କୁ ନୁହଁ।

  • @debrajmishra9978
    @debrajmishra9978 ปีที่แล้ว +32

    We should never forget our commitments, and never forget those people who love us and think well and support of us ...... never forget those

  • @satrughanpatra3115
    @satrughanpatra3115 ปีที่แล้ว +1

    Right message

  • @pramilaminz5209
    @pramilaminz5209 ปีที่แล้ว

    You are correct, thank you Monalisa mam.

  • @MonikaSamal-h8c
    @MonikaSamal-h8c ปีที่แล้ว +1

    Every woman should be educated in this society

  • @kumudinipuria9683
    @kumudinipuria9683 ปีที่แล้ว

    Nic kotha

  • @bijanmishra5021
    @bijanmishra5021 ปีที่แล้ว +1

    ଏଇଟା ଠିକ ପଏଣ୍ଟ,,ଖାଲି ପାଠ ରେ ନୁହଁ,ବହୁତ ସ୍ଥାନରେ ଦେଖାଯାଉଛି ଝିଅ ବଡଲୋକ ଓ ପୁଅ ଟିକେ କମ ଚଳଣିର ସେ କ୍ଷେତ୍ର ରେ ମଧ୍ଯ ଏପରି ଘଟଣା ଦେଖାଯାଏ।

  • @handerjhumarproduction
    @handerjhumarproduction ปีที่แล้ว +3

    ସ୍ତ୍ରୀ ମାନେ ମିଛ ରେ ସବୁ କରିଵେ ତାକୁ ସବୁ support କରିବେ wow

  • @dibyalochan9542
    @dibyalochan9542 ปีที่แล้ว +1

    ସ୍ୱାମୀ ମାନେ ସପୋର୍ଟ ନ କରନ୍ତୁ, ସ୍ତ୍ରୀ ମାନେ willpower ରେ ପଢ଼ି ପକାନ୍ତୁ

  • @ganeshlenka8479
    @ganeshlenka8479 ปีที่แล้ว +4

    କଳିଯୁଗ ର ଶେଷ ସମୟ ଆସିଛି ଏହି ଭଳି ଘଟଣା ମାନ ଆଗକୁ ଅନେକ ଘଟିବ

    • @annurani2494
      @annurani2494 ปีที่แล้ว

      Right ..kete lakara ghara bhangi galani .

  • @tm_rm_mm_meher43
    @tm_rm_mm_meher43 ปีที่แล้ว +1

    Love is very dangerous point ☝️...

  • @JitendraKumarNayak-ov2gl
    @JitendraKumarNayak-ov2gl หลายเดือนก่อน

    Good news

  • @dineshasahu4561
    @dineshasahu4561 ปีที่แล้ว +1

    Right 👍👍👍

  • @murmuthakur7573
    @murmuthakur7573 ปีที่แล้ว +2

    💯/ Right

  • @pramilaminz5209
    @pramilaminz5209 ปีที่แล้ว

    ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଉଦାହରଣ
    suryaboonsam.

  • @yashrajkumar4945
    @yashrajkumar4945 ปีที่แล้ว

    Yes

  • @barbysbachpana8125
    @barbysbachpana8125 ปีที่แล้ว +6

    ଆଜ୍ଞା ସମସ୍ତେ ସମ୍ମାନ ନୁହନ୍ତି.... ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଉଭୟଙ୍କର ଉଭୟଙ୍କ ପ୍ରତି ସ୍ନେହ ଓ ସମ୍ମାନ ରହିବା ଆବଶ୍ୟକ।। ସମ୍ପର୍କ ଟି ଦୁଇ ଜଣ ମଣିଷ ଙ୍କ ମନର ହେବା ଦରକାର.... ଯଦି ଦୁଇଜଣ ମଣିଷ ଉଭୟଙ୍କୁ ନିଜର ମନର ମଣିଷ ବୋଲି ଭାବି ଭଲ ପାଉ ଥିବେ ତେବେ ଏ ସମ୍ପର୍କକୁ କୌଣସି ପଦବୀ ବା ସମାଜର କୌଣସି ବି ଲାଞ୍ଛନା ଭାଙ୍ଗି ପାରିବ ନାହିଁ.... ଦୁଇଜଣ ଦୁଇଜଣଙ୍କ ପ୍ରଗତି ରେ ଖୁସି ହେବେ.... ସେଠାରେ ଈର୍ଷା , ଛୋଟ ବଡ ବିଚାର କିଛି ବି ରହିବା ନାହିଁ।🙏🙏

    • @lembamajhi3155
      @lembamajhi3155 ปีที่แล้ว

      Se jiniso bujhibo kiye...
      Ebe ka jugo re bholo paiba Matlab 90% case re Tonka heithaye

    • @lembamajhi3155
      @lembamajhi3155 ปีที่แล้ว

      Kehi nijo kortobyo ku bujhuchhi kiye

    • @lembamajhi3155
      @lembamajhi3155 ปีที่แล้ว

      Bujhibi bi kon pai mu pa high educated...
      Kortobyo uporku Gole mo Sonman Hani heijiboni......

    • @lembamajhi3155
      @lembamajhi3155 ปีที่แล้ว

      Mote sambidhan odhikar deichhonti ...
      Khulam khula jinba pai...
      Mu kaha kotha kahin sunibi...
      80 % educated jhio eha hin koruchhonti ..
      Sethipai hin divorce rate bi odhiko ...

  • @JitendraKumarNayak-ov2gl
    @JitendraKumarNayak-ov2gl หลายเดือนก่อน

    Good voice

  • @Karoputia
    @Karoputia ปีที่แล้ว +2

    Excellent topic...
    Extremely taught lesson❤

  • @umakantabehera1707
    @umakantabehera1707 ปีที่แล้ว

    Right sir 🙏👍

  • @maabudhithakuraniralabagan5943
    @maabudhithakuraniralabagan5943 ปีที่แล้ว +6

    IT'S NOT A MATTER OF MAN OR WOMAN, IT'S A MATTER OF KIND OF EDUCATION IMPARTED TO THAT PERSON.
    HOW ETHICALLY MATURE IS THAT PERSON TO DEAL THE SOCIETAL PROBLEMS.
    IF OVERLOADED WITH GARBA AND AHANKARA THEN PATANA IS INEVITABLE

  • @bhaktameher8992
    @bhaktameher8992 ปีที่แล้ว +1

    ତାର ସ୍ଵାମୀ ଏତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଇଲେ ଆଉ ତାଙ୍କୁ ଛାଡ଼ି ପୋଲିସ ସ୍ଵାମୀ ଯଦି ଦରକାର୍ । ଆଗରୁ କାହିଁକି ପୋଲିସ କୁ ଟଙ୍କା ମାଗି ନ ଥାନ୍ତା ।

  • @laxmidharpradhan6099
    @laxmidharpradhan6099 ปีที่แล้ว

    Thik ok

  • @davidpahad3
    @davidpahad3 ปีที่แล้ว

    ସେ ପାଠୁଆ ଅବା ଅପାଠୁଆ ସ୍ତ୍ରୀ ହେଉ,
    ସେ ରୋଜଗାର ବା ବେରୋଜଗାର ସ୍ତ୍ରୀ ହେଉ,
    ସେ କମ୍ ଦରମା ବା ଅଧିକ ଦରମା ଉପାର୍ଜନ କାରୀଣି ସ୍ତ୍ରୀ ହେଉ,
    ସେ ସୁନ୍ଦରୀ ଅବା ଅସୁନ୍ଦରୀ ସ୍ତ୍ରୀ ହେଉ,
    ସେ ଯେକୌଣସି ବଡ଼ ଅବା ସାନ ପଦବୀ ପ୍ରାପ୍ତ ସ୍ତ୍ରୀ ହେଉ,
    ସେ ଯେକୌଣସି ବି ହୋଇ ଥାଉ ନା କାହିଁକି।
    ସେ ଜଣେ ମାନବ ସମାଜର ପରିବାରର ବହୂ ଓ ଭାର୍ଯ୍ୟ।
    ସେ ଆମ ଭାରତର ସଂସ୍କୃତି ଓ ପରମ୍ପରା ଅନୁସାରେ ଶାଶୁ ଓ ଶ୍ୱଶୁର ପ୍ରତି ବହୂ ର କର୍ତ୍ତବ୍ୟ ଓ ଭୂମିକା ପୁଣି ସ୍ବାମୀ ପ୍ରତି ସ୍ତ୍ରୀ ର ଭୂମିକା ଏବଂ କର୍ତ୍ତବ୍ୟ ନିଭାଇବା ଉଚିତ୍, ଯାହା ଫଳରେ ପାରିବାରିକ ଓ ସାମାଜିକ ମାନ ମର୍ଯ୍ୟାଦା ର ଶୃଙ୍ଖଳା ହୋଇ ଥାଏ।
    ତାହାକୁ ଜ୍ୟୋତି ମୌର୍ଯ୍ୟ ଉଲଂଘନ କରି ପରିବାର ଏବଂ ନାରୀ ସମାଜ ପ୍ରତି କଳଙ୍କ ର ଉଦାହରଣ ଅଟନ୍ତି।
    କିନ୍ତୁ ସମସ୍ତ ନାରୀ ଜ୍ୟୋତି ମୌର୍ଯ୍ୟ ପରି ନୁହନ୍ତି।

  • @anjalipatra4331
    @anjalipatra4331 ปีที่แล้ว +24

    Both husband and wife should be educated... The main object is respect.... If respect is there then nothing can separate them....... I don't agree that women should not be educated ...it's upto the man only👍how he receieves a woman

    • @dipudey9377
      @dipudey9377 ปีที่แล้ว

      🎉❤😅❤😊😮😊❤😊❤😢😢😂😢❤😂😢❤😅😊😢😮😊😅🎉😊😢😅😊❤😢😂

    • @dipudey9377
      @dipudey9377 ปีที่แล้ว

      🎉❤😅❤😊😮😊❤😊❤😢😢😂😢❤😂😢❤😅😊😢😮😊😅🎉😊😢😅😊❤😢😂

    • @dipudey9377
      @dipudey9377 ปีที่แล้ว

      😅😊😅😮❤🎉😊😮😊🎉😊😅😅😅😊❤😂😅❤😢😂😅😅😂🎉😮😢❤🎉😊😂😢🎉❤😮😊😢😊😂😊❤😮😊❤❤😊😊😮😢😊❤😅😢😮😂😊😊❤😅😢😅❤😢❤😅❤😢😅😢😢😊🎉😢❤😅😊😊😂😢😮😂😂😅😅😢😂😢😅😊😂❤❤😊❤😅❤😢😊😊🎉❤😊😮😂😢❤😢😅😢❤❤😅❤😊😊😂😢😅😮😊😢😂🎉😢😅😢😢😊😊😢😂🎉🎉❤🎉🎉😊😊😊😊😊😢❤😊😢😊😊😢❤❤😊😢😊😮😢😢😊🎉

  • @chinmayeepurohita3148
    @chinmayeepurohita3148 ปีที่แล้ว

    Manas babu your representation way is fabulous. 🎉🎉🎉🎉

  • @santoshroul2587
    @santoshroul2587 ปีที่แล้ว +3

    ଏତେ ଶିକ୍ଷିତ ହୋଇ ଅଶିକ୍ଷିତ କାମ କେମିତି କରନ୍ତି ଏମାନେ। ଚଳଚ୍ଚିତ୍ର କୁ ଦେଖି କିଛି ନହେଲେ ଶିଖ। ସମାଜ ପାଇଁ ଏମାନେ କଳଙ୍କ।

    • @Debashishbagarty1053
      @Debashishbagarty1053 ปีที่แล้ว

      Bhai emane jyada freedom pai janti,bhabanti ame to job karuchhu kehi kichhi kahibani,jeu sala parakiya Priti aparadh nuhe kahichhi ta wife ku pelile taku khusi lagiba

    • @bhaktameher8992
      @bhaktameher8992 ปีที่แล้ว +1

      ​@@Debashishbagarty1053ଏମିତି ସ୍ତ୍ରୀ ହେଉ କିମ୍ବା ପୁରୁଷ ହେଉ ଧୋକେ ବାଜ୍ ମାନଂକୁ ଚାକିରିରୁ ବାହାରକରି ଦେଲେ ମଜା ବାହାରି ଯାଆନ୍ତା

  • @raghunatharoutrout6220
    @raghunatharoutrout6220 ปีที่แล้ว

    Thike

  • @RCMDURGACHARANMOHANTY-zx4ot
    @RCMDURGACHARANMOHANTY-zx4ot ปีที่แล้ว

    1000 percent right

  • @armylovers5063
    @armylovers5063 ปีที่แล้ว +1

    OLD IS GOLD

  • @ajaykr6631
    @ajaykr6631 ปีที่แล้ว

    Same problem

  • @nimaitamalia
    @nimaitamalia ปีที่แล้ว

    Right sir

  • @gurubhoi4666
    @gurubhoi4666 ปีที่แล้ว

    Good morning kanak news ajikali stree amiti ego karanti sir

  • @harekrushnabehera3138
    @harekrushnabehera3138 ปีที่แล้ว +5

    ନାରୀ ସଶକ୍ତିକରଣ । ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି କୋର୍ଟ କହିଛନ୍ତି ।

    • @CR1995Rosy
      @CR1995Rosy ปีที่แล้ว

      Ehi point upare kahi kehita sabal kaleni gote jhia pain jhia samaj ku badnam karani😊

    • @satrughnamallicj8703
      @satrughnamallicj8703 ปีที่แล้ว

      ନାରୀ ସଶକ୍ତିକରଣ କରିବା ଠିକ୍ କିନ୍ତୁ ନାରୀ ମାନେ ପ୍ରତ୍ୟେକ କ୍ଷେତ୍ର ରେ ପୁଅ କୁ ହିଁ ଦୋଷ ଲଦୁଛି, ନାରୀ ମାନେ ପୁଅ ମାନଙ୍କୁ ନିର୍ଯୟାତନା ଦେଉଛନ୍ତି ହେଲେ ପୁଅ ର ଆଇନ କିଛି ନାହିଁ?

    • @kathaokabitabysunanda2136
      @kathaokabitabysunanda2136 ปีที่แล้ว

      ପରକୀୟା ପ୍ରୀତି କେବଳ ନାରୀ ନୁହେଁ ପୁରୁଷ ର ବି

  • @anantakumarbaral1371
    @anantakumarbaral1371 ปีที่แล้ว

    Right pray AMITI hue stri badachakirikale

  • @ullashkumar1544
    @ullashkumar1544 ปีที่แล้ว +6

    ଆରେ ସମସ୍ତେ ସମସ୍ତ ଙ୍କ ସ୍ତ୍ରୀ କୁ ଜମା ଛାଡନ୍ତୁ ନାହିଁ ଏମିତି ତମର ଅବସ୍ଥା ହେବ ତମ ପାଖରୁ ତମ ସ୍ତ୍ରୀ ଛାଡ଼ିକି ଯିବ ସବୁ ସେହି ନାରୀ ମାୟା

  • @gopalakrushna1877
    @gopalakrushna1877 ปีที่แล้ว

    Bilkul nuhen

  • @mr.akshayakumar7385
    @mr.akshayakumar7385 ปีที่แล้ว +1

    ଏହି ଝିଅ ଟି ଝିଅ ନୁହେଁ ସେଇଟା ଗୋଟିଏ ବେଶ୍ୟା

  • @srabanasahoo2871
    @srabanasahoo2871 ปีที่แล้ว

    Right

  • @funnytv9169
    @funnytv9169 ปีที่แล้ว +3

    ଏହି ଖବର ଶୁଣିବା ପରେ କନକ ଟିଭି ର ସମ୍ବାଦ ପାଠକ ମହୋଦୟଙ୍କ ସ୍ତ୍ରୀ ମଧ୍ଯ ତାଙ୍କ ପଡୋଶୀ ଙ୍କ ସହିତ ଡାରେନାରେ ଆରମ୍ଭ କରି ଦେଇଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

    • @sym-x2j
      @sym-x2j ปีที่แล้ว

      Sprimcurt randua jorj dai

    • @Debashishbagarty1053
      @Debashishbagarty1053 ปีที่แล้ว +1

      Wa bhai journalist ra vi bap ho tame😂😂

  • @arunkar1654
    @arunkar1654 ปีที่แล้ว

    Kaliyug

  • @jayramsanta
    @jayramsanta ปีที่แล้ว

    ମୁଁ ବି ଗୁଟେ ଝିଅକୁ +3 final ପର୍ଯ୍ୟନ୍ତ ପଡେଇ ଲି sir..ହେଲେ ସେ ଝିଅ ଆଉ ଜଣଙ୍କୁ lova କଲା... ଏଇଟା ଜାଣିଲା ପରେ ବାହା ହେବାକୁ ମନା କଲି ଏବେ ସେ ମୋ ନାଁ ରେ. Appair କରିଛି,,, 🙏🙏🙏

  • @raghunathmishra9278
    @raghunathmishra9278 ปีที่แล้ว

    Good

  • @amithial6835
    @amithial6835 ปีที่แล้ว +45

    Do a research study in all cities of Odisha on this type of marriage dispute issue, and then you can get a real picture of how many percent of women have this kind of mentality of ignoring husbands after getting a good position.

    • @ssryr6427
      @ssryr6427 ปีที่แล้ว

      It's more in north and India compared to south India. Highly educated women are u having unstable and unpredictable relationship after marriage ,and many of them even don't think to get married till age of 36_39 age these days,they don't want to get married,they don't want to have children etc

    • @ballavibania
      @ballavibania ปีที่แล้ว

      ପୁ

  • @ssryr6427
    @ssryr6427 ปีที่แล้ว +12

    Believe it or not , it's true that highly educated women and girls are very unstable in relationship.

  • @BABU-b6o
    @BABU-b6o ปีที่แล้ว +2

    Exactly this is happened to my friends life,my friend gave her good education and she is now teacher
    but after find a boyfriend and went with boyfriend

  • @heramaramarama9377
    @heramaramarama9377 ปีที่แล้ว +1

    Right wife are kitchen wife & Child care& A good house wife GMoth& Father it is bigest job more Lakash 👍🏻

  • @gopabandhusahoo3544
    @gopabandhusahoo3544 ปีที่แล้ว +1

    ଚାକିରି କରି ଶାରୀ ବିବାହ ହୁଅନ୍ତୁ

  • @dinabandhupradhan9229
    @dinabandhupradhan9229 ปีที่แล้ว

    100% right

  • @krushnachandrasahu1895
    @krushnachandrasahu1895 ปีที่แล้ว

    100% correct

  • @Subrat-Tv
    @Subrat-Tv ปีที่แล้ว +2

    ମୋ ହିସାବରେ ଦୁହିଁଙ୍କ ଭିତରେ ବୁଝାମଣା ଠିକ୍ ରହିଲେ ସବୁ ଠିକ୍ ଠାକ୍ ରହିବ

  • @YashRaj-qu7gu
    @YashRaj-qu7gu 8 หลายเดือนก่อน

    Give women power and they will show you their reality 😊

  • @ratanbhue8232
    @ratanbhue8232 ปีที่แล้ว +2

    Nari ku kia bujhichhi na bujhi pariba.

  • @diptimayeegochhi7410
    @diptimayeegochhi7410 ปีที่แล้ว +2

    90% right if wife service then disturb with their husband

  • @dhananjayabal6820
    @dhananjayabal6820 ปีที่แล้ว

    Family First

  • @arunkar1654
    @arunkar1654 ปีที่แล้ว

    True

  • @dibyaranjanpradhan9113
    @dibyaranjanpradhan9113 ปีที่แล้ว +2

    ଅଧିକାଂଶ ନାରୀର ପ୍ରକୃତ ଚେହେରା । ଛି ଛି

  • @jitendrasahoo4975
    @jitendrasahoo4975 ปีที่แล้ว

    ବର୍ତମାନ ଟଙ୍କା ସର୍ବସ୍ବ
    ଏହା ଆଗରେ ସମ୍ପର୍କର ମାନେ କିଛି ନାହିଁ
    ଏହା ବାସ୍ତବତା

  • @rakeshkumarrsm65
    @rakeshkumarrsm65 ปีที่แล้ว

    ଝିଅ ଛୋଟ ଥିଲା ବେଳେ ତାକୁ ପାଠ ପଢାଅ ହେଲେ ଶଳା ସେ ମାକିନିଆ ହେଲା ପରେ କେବେ ପଢାଅନି. ନହେଲେ ସେ ହିଁ ପ୍ରଥମେ ତମକୁ ଗୋଇଠା ମାରିବ.
    ଅଲଗା ଟୋକା ସହ ଫେରାର ତା lvl ଦେଖି.

  • @mobilemoneyearnodia6958
    @mobilemoneyearnodia6958 ปีที่แล้ว +2

    ପ୍ରତ୍ୟେକ ସ୍ଥାନରେ ପୁରୁଷର Igo ନ ଥାଏ..ମୋ ହିସାବରେ 50% Case ରେ ଝିଅଟିଏ ବି ନିଜ ବାପା ଘର ର ପତିଆରା ଦେଖେଇ ସ୍ୱାମୀକୁ ନିର୍ଯାତନା ଦେଇଥାଏ..ଯଦି ସନ୍ତାନ ଥାଏ.. ତେବେ ସନ୍ତାନ କୁ ମାଧ୍ୟମ କରି ସିଏ ସ୍ୱାମୀ କୁ ନିର୍ଯାତନା ଦେଇଥାଏ..

  • @AnangaRay-zm2ks
    @AnangaRay-zm2ks ปีที่แล้ว

    We have to Know , Modification of behaviour is called Education.

  • @dibyasininanda2297
    @dibyasininanda2297 ปีที่แล้ว

    Eta ki topic re program karuchanti sir .1-Dunia re samaste saman nuhanti .2-hus.& wife ra nibida prema sabu type ra problem ku easily solve karithae..3- E topic dwara na bhabuthiba loka manare nana thoughts asiba

  • @satyajitmahanta6283
    @satyajitmahanta6283 ปีที่แล้ว +17

    Beti Padhao Not Bibi....

    • @CR1995Rosy
      @CR1995Rosy ปีที่แล้ว

      Galat samaste ek vali nuha

    • @biswadip
      @biswadip ปีที่แล้ว +2

      Samaste ekk bhali

    • @sashikantbiswal4707
      @sashikantbiswal4707 ปีที่แล้ว

      ​@@CR1995Rosy samste ekka bhali....bahut rare case re bhala bahranti...nahele jadi stree adhika income karanti tahele se.Jyoti Morya hei janti nahele hai extra maritial affair karanti

    • @sashikantbiswal4707
      @sashikantbiswal4707 ปีที่แล้ว +1

      Bitter truth: Pua jadi bhala income karithiba se bhikaruni ku b baha hei jiba but gotiye jhiya bhala income karile se kebe semiti kariba nahi..se sabu bele nija thu besi income karuthiba ku hi baha haba

  • @aratisahu7855
    @aratisahu7855 ปีที่แล้ว +1

    Jahara mana jede tahara prabhu sede samaste eka bhali nuhanti mo Swami gote constructive field re kama karanti nije nakhai na pi mote mbbs padheile laji mo swaminka saha tk katha heba pain bahut time wait karuchi aau kahaku chanhiba ta durara Katha mote aau kou purusa Katha bhabiba pain v echha nahi sabu janma pain.problem bada chakirire nahi achhi ama manasikatare mana jdi jananku pasand karinie taku kehi v alaga kariparanti aau rahila marriage ta gote pabitra samparka seita kebe v choto bada dekhiba Katha nuha aau relationship re ego nuha respect, understanding aau trust most important please amiti news viral karantu ni aji satare janiki bahut kharap lagila duniare amiti v jhia achhanti

  • @Manasteacher
    @Manasteacher ปีที่แล้ว +1

    ଆଧ୍ୟାତ୍ମିକତା କାହିଁ ଶିକ୍ଷା ରେ

  • @soumyasarkar1252
    @soumyasarkar1252 ปีที่แล้ว +1

    Purush commission gathana hau....

  • @biswojittarai2155
    @biswojittarai2155 ปีที่แล้ว +1

    ଭଲ ନୁହେଁ ମୋ ଅନୁଭୂତି ରେ