First time Maa in Camera Frame | Satya Bhanja

แชร์
ฝัง
  • เผยแพร่เมื่อ 16 ก.ย. 2024
  • #Malika #ମାଳିକା #SatyaBhanja
    Download Ritam App
    Download for Android:play.google.co...
    Download for iOS: apps.apple.com...
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

ความคิดเห็น • 1K

  • @jharanasahoo1990
    @jharanasahoo1990 3 ปีที่แล้ว +143

    ଏଇଟା ଗୋଟେ ଅନ୍ଧ ବିଶ୍ବାସ। ଠାକୁର ଙ୍କୁ ଅବମାନନା ଏ ସ୍ତ୍ରୀ ଲୋକ କରୁଛି।

    • @banitadas8877
      @banitadas8877 3 ปีที่แล้ว +2

      E pari karuthiba luka ku mado thik se hele debi baharipadibo debi na kahi luko ku nijo pado tole rakhuchu sarathi pari

    • @sushantmaharana339
      @sushantmaharana339 3 ปีที่แล้ว

      Bhul eha lokamanankara dharmika biswasa

    • @islamicterroristsociety1650
      @islamicterroristsociety1650 3 ปีที่แล้ว

      ସତ କଥା

    • @ajayakumardash9441
      @ajayakumardash9441 3 ปีที่แล้ว

      Maa kan brekdance karuchanti paida piuchanti chanaguda khauchanti

    • @sonymahapatra6062
      @sonymahapatra6062 3 ปีที่แล้ว

      @ROJALIN SWAIN kahu nahanti sata kn

  • @bhaiteravlogbala
    @bhaiteravlogbala 3 ปีที่แล้ว +255

    ସତ୍ୟ ଭାଇ ଏଇ ଭଳି ଦୃଶ୍ୟ ଅନ୍ଧ ବିଶ୍ବାସ କୁ ଆଗକୁ ବଢ଼ାଇବା ରେ ପ୍ରେରଣା ଦଉଚି ହଁ ମୁଁ ମନୁଚି କି ଦେଵୀ ଶକ୍ତି ଅଛି କିଛି କିଛି ଯାଗାରେ ପ୍ରତ୍ୟକ୍ଷ କାମ କରେ କିନ୍ତୁ ଆଜିର ସମାଜ ରେ ଏଇ ଭଳି ଦୃଶ୍ୟ କୁ ଦେଖେଇବା ଠିକ୍ ନୁହଁ ଏହାର ଫାଇଦା ଲୋକ ଉଠାଉଛନ୍ତି ଲୋକଙ୍କୁ ଠକୁ ଛନ୍ତି ।

    • @timepasswithguruji3636
      @timepasswithguruji3636 3 ปีที่แล้ว +8

      ଓ ଆସିଲୁ ଦିବ୍ୟ ଜ୍ଞାନ ଦେବାକୁ

    • @bhaiteravlogbala
      @bhaiteravlogbala 3 ปีที่แล้ว +17

      @@timepasswithguruji3636 ନାଇଁ ରେ ଭାଇ ଆମେ ଦିବ୍ୟ ଜ୍ଞାନ ଦଉନୁ reality ରେ ଏମିତି ହଉଚି ।

    • @babub4u323
      @babub4u323 3 ปีที่แล้ว +17

      ନିହାତି 🤔 ସତ୍ୟ ବାବୁ ମଧ୍ୟ ଭୁଲ୍ କରୁଛନ୍ତି , ସତ୍ୟ ବାବୁ ଭାବୁଛନ୍ତି ଯେ ଏହି ଭଳି ଘଟଣା ପ୍ରସାରଣ କରିଦେଲେ ଲୋକେ ପ୍ରଶଂସା କରିବେ ଏହା ସମ୍ପୂର୍ଣ୍ଣ ଠପ୍ କରିଦେବ ସଂସ୍ଥାକୁ ।

    • @lizatarai2642
      @lizatarai2642 3 ปีที่แล้ว +7

      Right

    • @p.pritipuspamohapatra4180
      @p.pritipuspamohapatra4180 3 ปีที่แล้ว +4

      thik katha

  • @saradasahoo2865
    @saradasahoo2865 3 ปีที่แล้ว +60

    ଏ କଳିଯୁଗରେ ପାପ ଅଧର୍ମ ଅନ୍ଯାୟ ଅନାଚାରରେ। ଯୋଉଠି ଅନାଦି ବିଷ୍ଣୁ ନିରାକାର ପରଂବ୍ରହ୍ମ ଜଗନ୍ନାଥ କାଠପାଷାଣ ରୂପରେ ଗୁପ୍ତ ଲୀଳା କରୁଛନ୍ତି। ଯୋଉ ଶ୍ରୀମନ୍ଦିରରେ ମା ମହାଲକ୍ଷ୍ମୀ ସାକ୍ଷାତ ରୂପରେ ଷାଠିଏ ପଉଟି ରାନ୍ଧୁଣିଆ ହୋଇ ମଧ୍ଯ ଗୁପ୍ତରେ ସେବା କରୁଛନ୍ତି। ଯୋଉଠି ପବନ ସୂତ ହନୁମାନ ବି ଗୁପ୍ତରେ ଲୀଳା କରୁଛନ୍ତି ଯୋଉଠି ସମସ୍ତେ ପାଷାଣ ହୋଇ ଦେଉଳରେ ବସିଛନ୍ତି
    କଣ ଆଉ କହିବା ।

    • @bikashpratibha1877
      @bikashpratibha1877 2 ปีที่แล้ว +1

      Han sampurna sata katha jauthu bhagaban gupta re sabu karanti aaji samaj re bhagban dharaprushta re tanka lila ku emiti kn kariparibe apnan hela boli emane bahgabnanka apana karuchanti 🙏

  • @kanhucharan143
    @kanhucharan143 3 ปีที่แล้ว +47

    ଯଦି ମାଆ ଆସିଛନ୍ତି ତେବେ ଏ ବିଶ୍ୱକୁ କରନା ଦାଉ ରକ୍ଷା କରୁ।।
    ଯେତେ ବେଳେ ଜଗତ ର ନାଥ ଶ୍ରୀଜଗନ୍ନାଥଙ୍କ ଦୁଆରେ ଭକ୍ତ ଶୂନ୍ୟ ହୋଇଗଲେ କରନା ଲାଗି ।
    ଭାଇ ଏଭଳି ଅନ୍ଧ ବିଶ୍ୱାସକୁ ସତ ବୋଲି ମାନନ୍ତୁନି

  • @sonymahapatra6062
    @sonymahapatra6062 3 ปีที่แล้ว +13

    ଏହା ସବୁ କୃଷ୍ଣ ଚେତନା ର ଅଭାବ । ଅନ୍ଧ ବିଶ୍ବାସ କୁ ଦୟା କରି ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ । ଭଗବାନ ପରଂବ୍ରହ୍ମ ଅଟନ୍ତି। ତାଙ୍କର କୌଣସି ଆକାର କି ଆକୃତି ନାହିଁ ସେ ନିରାକାର। ଜଣେ ସାଧାରଣ ମଣିଷ କୁ ଭଗବାନ ଆସିବା ଅସମ୍ଭବ ଅଟେ।।

    • @rakeshvlogo1015
      @rakeshvlogo1015 3 ปีที่แล้ว

      Tm bhari janicha auuu

    • @kumarsoumya3151
      @kumarsoumya3151 2 ปีที่แล้ว

      Kia kahila gote sadharan manisha Thakur nku nija sarira ku ani paribani ....mana re bhakti thile se nije mana ku asibe Thakur...

    • @jdcreation1326
      @jdcreation1326 2 ปีที่แล้ว

      Right kahila

  • @SUJITKUMAR-oc8tm
    @SUJITKUMAR-oc8tm ปีที่แล้ว +1

    ବହୁତ୍ ସୁନ୍ଦର ଅଭିନୟ ,

  • @sunitapanda7839
    @sunitapanda7839 3 ปีที่แล้ว +27

    ମାନିଲେ ଠାକୁର
    ନ ମାନିଲେ ପଥର
    🙏🙏🙏🙏🙏🙏

    • @durgesuprasadpallei4841
      @durgesuprasadpallei4841 3 ปีที่แล้ว

      Hii

    • @harapriyasahoo7406
      @harapriyasahoo7406 3 ปีที่แล้ว +1

      Right friend

    • @PPDIGITALBANKEL
      @PPDIGITALBANKEL 3 ปีที่แล้ว

      Tume manu6 ki go

    • @odishamirror2954
      @odishamirror2954 3 ปีที่แล้ว +6

      ଯିଏ କହୁଛି ମାନିଲେ ଠାକୁର ନମାନିଲେ ପଥର, ତାକୁ ଖଣ୍ଡେ କାଗଜ ଧରେଇ ଦେଇକି କୁହନ୍ତୁ ମାନିଲେ ପଇସା ନମାନିଲେ କାଗଜ ଦେଖିବେ ପ୍ରକୁତ ଉତ୍ତର ମିଳିଯିବ

    • @goldeneye1897
      @goldeneye1897 3 ปีที่แล้ว

      @@odishamirror2954 R

  • @mahakallmahakall9273
    @mahakallmahakall9273 3 ปีที่แล้ว +2

    100.%.sata maa dehare ashanti mu bi biswasha kareni aguru kintu amiti kichi ghatila mo saha manili je kichi adrushya shakti achi

    • @MPatra-wx6jt
      @MPatra-wx6jt 4 หลายเดือนก่อน

      Thik କହିଲ ଭାଇ ଯେ ପର୍ଯ୍ୟନ୍ତ ଏ ମଣିଷ ନିଜ ଆଖିରେ ନ ଦେଖିଛି ସେ ଯାଏ ବିଶ୍ୱାସ କରିବନି

  • @abhisekmaharana1437
    @abhisekmaharana1437 3 ปีที่แล้ว +14

    ମୋ ମାଉସୀଙ୍କ ଝିଅ ଙ୍କୁ (ମାନେ ମୋ ଦିଦି କୁ) ମା' ଲାଗନ୍ତି।
    ଆଉ ମା' ଲାଗିବା ବେଳେ କଣ ସବୁ ହୁଏ ମୁଁ ନିଜେ ଦେଖିଛି
    । ସତ୍ୟ ବାବୁ ଆପଣ ଏମିତି ମିଛ ପ୍ରଚାର କରନ୍ତୁନି।।

    • @kpmohanty1738
      @kpmohanty1738 3 ปีที่แล้ว

      You are right

    • @mrgamer1925
      @mrgamer1925 3 ปีที่แล้ว

      ଭାଇ ଦୟାକରି ତୁମ ଦିଦି ଙ୍କ ଠାରେ ଲାଗୁଥିବା ମା ଙ୍କ ନାମ କହିବେ

    • @mrgamer1925
      @mrgamer1925 3 ปีที่แล้ว

      ଆପଣ ଙ୍କ ଘର କୋଉଠି ଦୟାକରି କହିବେ

    • @abhisekmaharana1437
      @abhisekmaharana1437 3 ปีที่แล้ว

      @@mrgamer1925 କେନ୍ଦ୍ରାପଡ଼ା
      ମା' ଶାରଳା

  • @meditationmusic1061
    @meditationmusic1061 3 ปีที่แล้ว +35

    ଆବେ ରହବେ.. ସାହସ ଅଛି ଯଦି ଉଡ଼ିକି ଦେଖା.. ଖାଲି ଡାନ୍ସ କଲେ ହବନି.. 🤣🤣🤣🤣

    • @archu11159
      @archu11159 3 ปีที่แล้ว +2

      😂😂😂😂😂😂😂 right

    • @Odiavloger724
      @Odiavloger724 2 ปีที่แล้ว

      🤣🤣🤣

    • @pswain1830
      @pswain1830 2 ปีที่แล้ว +1

      Pura thik kahila

    • @sms951
      @sms951 2 ปีที่แล้ว

      😂😂😂

  • @RSTechCraft
    @RSTechCraft 2 ปีที่แล้ว +4

    Maa nku abamananna kari kn miluchhi e loka mananku kalijugara binasha ku nije hata mariki dakuchha wait kara time ku 😊
    Har har mahadev🙏🙏

  • @p.pritipuspamohapatra4180
    @p.pritipuspamohapatra4180 3 ปีที่แล้ว +2

    Sat ya babu Jagannath apananku sadbudhhi diantu

  • @sudhansubehera1605
    @sudhansubehera1605 3 ปีที่แล้ว +8

    Maa ta bhala dance 💃💃 karuchanti🤣🤣🤣🤣

    • @trueline5641
      @trueline5641 2 ปีที่แล้ว

      Hmm pura daru pike dance kare 🤣 sunny😂

    • @sms951
      @sms951 2 ปีที่แล้ว

      🤣

  • @trilochanparida1377
    @trilochanparida1377 3 ปีที่แล้ว +25

    ଯିଏ ପ୍ରକୁତ ମା ଏମିତି ଆସନ୍ତିନି କି ଏମିତି ହୁଅନ୍ତିନି

    • @rajeshkumarpati153
      @rajeshkumarpati153 3 ปีที่แล้ว +2

      Yes

    • @manishasahoo7627
      @manishasahoo7627 2 ปีที่แล้ว

      Right

    • @kumarsoumya3151
      @kumarsoumya3151 2 ปีที่แล้ว

      @army lover miku hn se michutare jhuluchanti .....jadi maa lagichanti ...maa kuheni mu maa santosi boli.....

  • @prameshdalabehera4263
    @prameshdalabehera4263 3 ปีที่แล้ว +5

    ମିଛ ସବୁ ମିଛ ଏହିଟା ଅନ୍ଧବିଶ୍ୱାସ ରହିଛି ପଶୁବଳି ବନ୍ଦ କରାନ୍ତୁ

  • @prafulladash6726
    @prafulladash6726 3 ปีที่แล้ว +1

    Ja heu Satya bou badhia deunchi. Beautiful. Satya babu madichala.

  • @manas0293
    @manas0293 3 ปีที่แล้ว +13

    ମୁଁ ଆଜି ଯାଏ ଆପଣଙ୍କ କୌଣସି ଭିଡିଓ କୁ dislike କରି ନାହିଁ ।ଏଇଟା ପ୍ରଥମ dislike ମୋର।🙏

  • @bikashswain6959
    @bikashswain6959 3 ปีที่แล้ว +1

    ଏ ମାଇକିନା ମାଡ ଦରକାର ଏମାନକଂ ପାଇଁ ହିନ୍ଦୁତ୍ୱ ବିପଦ ରେ

    • @pinkalkriss2819
      @pinkalkriss2819 3 ปีที่แล้ว

      Right

    • @pinkalkriss2819
      @pinkalkriss2819 3 ปีที่แล้ว

      Barambar tale padijauchi puni chhida heiki nachuchi🤣🤣🤣🤣😂😂😂😂

  • @subashnayak4611
    @subashnayak4611 3 ปีที่แล้ว +28

    Camera କୁ ଦେଖି କେମିତି ହସୁଛି। ଶଳା ଖାଲି ମାଡ଼ ଅଭାବ ହଉଛି 🤣🤣🤣

    • @pinkalkriss2819
      @pinkalkriss2819 3 ปีที่แล้ว

      😅😅😅😅🤣🤣🤣🤣😂😂😂😂😂right👍👍👍

    • @rakeshvlogo1015
      @rakeshvlogo1015 3 ปีที่แล้ว +1

      @army lover miku tu mada khaibu ki re

    • @pinkimallick6956
      @pinkimallick6956 2 ปีที่แล้ว +1

      ସତରେ ଏମାନଂକୁ ଅନ୍ଧ ବିଶ୍ୱାସି କୁହନ୍ତି.

    • @sangitanayak8991
      @sangitanayak8991 2 ปีที่แล้ว

      Bala naaa

    • @ushashreesahu6170
      @ushashreesahu6170 2 ปีที่แล้ว +1

      Thik 🤣

  • @susanta659
    @susanta659 2 ปีที่แล้ว

    Very beautiful acting 😭😭😭😭😭

  • @usantanayak3928
    @usantanayak3928 3 ปีที่แล้ว +9

    Jayaaa maaaa jagat jananee jaya maa udharakarini rakharatni maaaa ............udhara karela maaa jagat jananee maaa🌺🌺🌺🌺🙏🙏🙏🙏🙏🙏🙏🙏

  • @bbsr919
    @bbsr919 ปีที่แล้ว

    Maa mu purbaru keu papa karma karitili mu ei janmare bahut kasta pauchi jadi satare maa santoshi heitiba mo kastharu khandan kara.jai maa santoshi.

  • @harapriyasahoo7406
    @harapriyasahoo7406 3 ปีที่แล้ว +4

    Maa santosi nka ra jay hau🙏🙏🙏

  • @prasantapurahita
    @prasantapurahita 2 ปีที่แล้ว +2

    ଜୟେ ଶ୍ରୀ ମା ସନ୍ତୋଷୀ🙏🙏🙏

  • @subhashreepatra2325
    @subhashreepatra2325 3 ปีที่แล้ว +10

    🤗🌹👍🙏🏻ଭଲରେ ରୁହ ସବୁଦିନ ମା ଙ୍କ ଅଶ୍ରିବାଦରୁ🤗👍🌹🙏🏻

  • @kabitasethi3444
    @kabitasethi3444 2 ปีที่แล้ว

    Jay maa mangala nkara jay

  • @SatyaBhanja
    @SatyaBhanja  3 ปีที่แล้ว +84

    Address:
    ବାସୁଦେବ ଜୟ ମା ସନ୍ତୋଷୀ ପୀଠ।
    At: ତିହୁଳା, Po: ଓହଳ, ଭାୟା: ବାମନାଳ
    ବ୍ଲକ୍: ନିମାପଡା, ଜିଲ୍ଲା: ପୁରୀ

  • @Truptimayeebehera5495
    @Truptimayeebehera5495 3 ปีที่แล้ว +2

    Basudev Jay maa santoshi 🙏🙏🙏 bahut bhala laguchi 🙏
    Satya bhai

  • @rashmiranjanjenarashmiranj1647
    @rashmiranjanjenarashmiranj1647 2 ปีที่แล้ว +3

    ଭଲ ଅଭିନେତ୍ରୀ ଜଣେ । ସିନେମା,ମେଗା ଧାରାବାହୀକ ଜାତ୍ରା ପ୍ରବଳ ଦେଖନ୍ତି ଜଣାପଡୁଚି।

  • @maheshpanda5325
    @maheshpanda5325 2 ปีที่แล้ว

    ଏହି ମହିଳା କୁ ଲଜ଼୍ଯା ନାହିଁ ଏହି ଉକ୍ତ ସଳା ମାନଙ୍କୁ କାମ ନାହିଁ

  • @titili4884
    @titili4884 3 ปีที่แล้ว +9

    ଜୟ ମା କାଳୀ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹

  • @djniranjanremix5035
    @djniranjanremix5035 2 ปีที่แล้ว

    ଅଜ୍ଞାନ ରୁ ଏସବୁ ହେଉଛି

  • @santosirana1428
    @santosirana1428 2 ปีที่แล้ว +3

    Dance is super , also matched with music.she must be invited to dod super mom

  • @ajayadehuri6795
    @ajayadehuri6795 2 ปีที่แล้ว

    କିଛି ମାଆ ଆଶ୍ଚର୍ଯ୍ୟ ଜନକ କଥା କୁହନ୍ତୁ ଯାହା ଲୋକ ଅଧିକ ବିଶ୍ୱାସ କରିବେ ,ଅନୁରୁଧ

  • @subasmangaraj1532
    @subasmangaraj1532 3 ปีที่แล้ว +3

    Jay jagannath.bhagabanku Biswas kara amiti pahasan karani.kaunaai debi sakti manisha dehere pasile manisa banchiba.laxmi narayan nka abamnya hauchi.bola Jay Jagannath.

  • @susrim7465
    @susrim7465 2 ปีที่แล้ว

    Maja laguchi dekhi se loka ku dekhi

  • @ramachandra2341
    @ramachandra2341 2 ปีที่แล้ว +9

    ଛି ଛି,ଦେକିବାକୁ ଲଜା ଲୁଗୁଛି ହିନ୍ଦୁ ସମାଜକୁ ଓପମାନ କରିବା ପାଇଁ ଏସବୁ ଦନ୍ଦା ଚାଲେଇଛ

  • @pitabastarai9963
    @pitabastarai9963 2 ปีที่แล้ว

    ନାଚ ଟା ବଢିଆ ଲାଗିଲା 😁😁😁😁😁😁😁😁😁

  • @jharanasahoo1990
    @jharanasahoo1990 3 ปีที่แล้ว +3

    ଠାକୁର କ'ଣ ଏମିତି ନାଚିଥାନ୍ତି କି?

  • @rajeshjena559
    @rajeshjena559 3 ปีที่แล้ว +1

    ଭାଙ୍ଗ ଟିକେ ବେଶୀ ହେଇଗଲା

  • @ajitbehera9192
    @ajitbehera9192 3 ปีที่แล้ว +11

    Jay maa santoshi 🙏🙏🙏🙏

  • @saradaojha1072
    @saradaojha1072 3 ปีที่แล้ว +1

    ଏଥର ଗଲେ ଖାଲି ଏତିକି କରିବେ ଯଦି ଏହି ସ୍ତ୍ରୀ ଲୋକ ଦେହରେ ପ୍ରକୁତ ଠାକୁରାଣୀ ଆସୁଛି କେବଳ ଏତିକି କହିବେ ମା ତୁ ଠାକୁରାଣୀ ମତେ ଗରମ ଗରମ ଖିରି ଫୁଟୁ ଥିବ ମତେ ଖୁଆଇଦେ କିନ୍ତୁ ମୋ ପାଟି ଯେମିତି ନ ପୋଡ଼େ

  • @prasadmajhi5559
    @prasadmajhi5559 3 ปีที่แล้ว +4

    🌅 Jay Jagannath 💩 Sundar Maa Koruna mohi Maya Tali Johora 🗽

  • @himeshkumarjena
    @himeshkumarjena 2 ปีที่แล้ว +1

    Yaaku mumbai pathao re 😅
    Kerkera acting karuchi 👏👏

  • @Truptimayeebehera5495
    @Truptimayeebehera5495 3 ปีที่แล้ว +3

    Maa tuma Saha bharasha 🙏🙏🙏

  • @TheWordOfGodOBM
    @TheWordOfGodOBM 2 ปีที่แล้ว

    ଏ ସବୁ ମାନସିକ ରୋଗୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି କାଲି ଭଗବାନ,ଦେବୀ ନାମରେ ଯାହା କହିଲେ ମଧ୍ୟ ବୁଝି ନ ବିଚାରି ବିଶ୍ୱାସ କରୁଛନ୍ତି ।

  • @akshaysamal910
    @akshaysamal910 3 ปีที่แล้ว +8

    କାହିଁକି ଏ ପରି ଦୃଷ୍ୟ କୁ ଗୁରୁତ୍ୱ ଦେଉଛନ୍ତି!

  • @parbatirana7735
    @parbatirana7735 2 ปีที่แล้ว

    ଜୟେ ମାଁ ସନ୍ତୋଷି

  • @sushreesamikshyanayak4059
    @sushreesamikshyanayak4059 2 ปีที่แล้ว +3

    Jay Maa Santoshi 🙏❣️🤗

  • @Devkumar-lifestyle
    @Devkumar-lifestyle 3 ปีที่แล้ว +1

    ମା ସଂତୋଷୀ ଙ୍କୁ ମୁଁ ବହୁତ୍ ମାନେ ଆଉ ମାନୁଥିବି ଜୀବନ ସାରା ହେଲେ ଏମିତି କେବେ ଦେଖି ନି ମୁଁ

    • @Devkumar-lifestyle
      @Devkumar-lifestyle 3 ปีที่แล้ว

      @ROJALIN SWAIN ମିଛ ବୋଲି କହିନି ଆଜ୍ଞା , କେବେ ଏମିତି ଦେଖିନି ସେଇଟା କହିଲି

  • @kshirodgopal8196
    @kshirodgopal8196 3 ปีที่แล้ว +4

    ଜୟ ମା

  • @Dipuranjan45
    @Dipuranjan45 2 ปีที่แล้ว

    ସାରଥୀ ବାବା ପ୍ରଡକ୍ସନ ଏ ଲୋକ ମାନେ ହେଉଛନ୍ତି ଶଳା ଅନ୍ଧ

  • @babuludash2980
    @babuludash2980 3 ปีที่แล้ว +2

    ମାଲିକା କୁ ଆଲୋଚନାକରା ଯାଉ ଏସବୁ ଅନ୍ଧ ବିଶ୍ୱାସ ମାଲିକା କୁ ପ୍ରଚାର କରନ୍ତୁ ଏସବୁ ର କିଛି ପ୍ରମାଣ ନାହିଁ ଯେ ତାଙ୍କ ଦେହ ରେ ଦେବୀ ଅଛନ୍ତି ଯଦି ବି ଅଛନ୍ତି ତାହେଲେ ତାଙ୍କର ଯାତ୍ରା ବା ତାଙ୍କ ତିଥୀ ରେ ବାର ରେ ଆସିବା ର କାରଣ ନ କହି ଗଲେ କାହିଁ କି

  • @harapriyasahoo7406
    @harapriyasahoo7406 3 ปีที่แล้ว +1

    He maa atiki ashribada kara a duniare karona kamijau🙏🙏🙏

  • @sarmisthanayak1432
    @sarmisthanayak1432 3 ปีที่แล้ว +3

    Jay maa santoshi

  • @Manasimalik569
    @Manasimalik569 ปีที่แล้ว

    Jaya maa santosi maa

  • @debabratadebabrata384
    @debabratadebabrata384 3 ปีที่แล้ว +3

    Jay maa santoshi prabhu basudev

  • @jharanadas7530
    @jharanadas7530 3 ปีที่แล้ว

    Maa lo maa

  • @mitumajhi6765
    @mitumajhi6765 3 ปีที่แล้ว +3

    Jay maa santoshi🙏🙏🙏🙏🙏🙏🙏🙏🙏🙏🙏

  • @swetalinpanda4535
    @swetalinpanda4535 2 ปีที่แล้ว

    Mun only mahadev nku hin belive kare but mun sabu debata nku respect kare but mahadev is always with me 🤗

  • @priyankapriyadarshini6887
    @priyankapriyadarshini6887 3 ปีที่แล้ว +4

    Maa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mrutyunjayakumar2985
    @mrutyunjayakumar2985 3 ปีที่แล้ว

    ସାରଥୀ ପ୍ରେତ ଲାଗିଛି

  • @armyworld7287
    @armyworld7287 3 ปีที่แล้ว +2

    Santoshi maa

  • @puspalatapadhi415
    @puspalatapadhi415 3 ปีที่แล้ว +2

    Jay maa Santoshi

  • @maminaik1062
    @maminaik1062 2 ปีที่แล้ว

    ଜୟ ମାସତୁସୀ

  • @Spodiaeatingshow
    @Spodiaeatingshow 3 ปีที่แล้ว +3

    Jay maa

  • @kunmunbehera9472
    @kunmunbehera9472 3 ปีที่แล้ว +7

    Praise the Lord

  • @vivaanswain7270
    @vivaanswain7270 3 ปีที่แล้ว +2

    Basudeva Jay maa santoshi...

  • @pritamrupam7507
    @pritamrupam7507 2 ปีที่แล้ว

    Maa

  • @sambitkumarmallick8198
    @sambitkumarmallick8198 2 ปีที่แล้ว +13

    Some one of the villagers :- Mausi to swami ra road accident hei gala!!
    Mausi be like:- Act carry on karibi na swami ku dekhibaku jibi... 😄😄😄😄😄

  • @sushantibehera7367
    @sushantibehera7367 ปีที่แล้ว

    ଦୁନିଆ ରେ ଯଦି କେହି ସତ ଭଗବାନ .....ଥାନ୍ତି .........🚩ସେ ହେଉଛନ୍ତି ସୂର୍ୟ ଦେବ🚩 ମୋ ଆଖି ରେ ତାଙ୍କୁ ସବୁ ଦିନ ଦେଖୁଚି

  • @MamataNaik2680
    @MamataNaik2680 3 ปีที่แล้ว +4

    ଜୟ ମଁl ସନ୍ତୋଷୀ

  • @subhamdas5704
    @subhamdas5704 3 ปีที่แล้ว +4

    Jay maa Santoshi. ...basudeva

  • @santidas6975
    @santidas6975 3 ปีที่แล้ว

    Seshare santoshi Maa nku bi chadileni heeee maa rakhya kara 😭😭😭🤫🤫🤫🤫🤫🤫🤫

  • @rajashreebehera-8629
    @rajashreebehera-8629 3 ปีที่แล้ว +2

    Jay ma santoshi

  • @watermallick2375
    @watermallick2375 2 ปีที่แล้ว

    Maa tuma katha maa bujhibe

  • @syedsarwrlli118
    @syedsarwrlli118 2 ปีที่แล้ว

    Super darma

  • @skdsingerkumarsaroj655
    @skdsingerkumarsaroj655 3 ปีที่แล้ว +11

    ଜୟ କଳକୀ
    ଜୟ ଜଗନ୍ନାଥ

  • @basudevmahapatra8264
    @basudevmahapatra8264 3 ปีที่แล้ว

    ଜୟ ଶ୍ରୀରାମ +ସତରେ କଣ ମାଁ କଂ ଆବ୍ରିଭାବ ¿ତେବେ ମାଁ କଂ ହାତରେ ଅଗ୍ନି ଦେବ କୁଂ କିଛି ସମୟ ପାଇଁ ରଖ ¿

  • @kaushikpradhan6536
    @kaushikpradhan6536 3 ปีที่แล้ว +25

    ଜୟ ମା ସନ୍ତୋଷି 🙏🌺🙏

  • @prasantadas4616
    @prasantadas4616 3 ปีที่แล้ว +4

    Jay jagannath 💐🙏 jay panchasakha 💐🙏jay bhakta gana 💐🙏

  • @bijayanayak837
    @bijayanayak837 2 ปีที่แล้ว

    Jaya maa santoshi

  • @sunitaparida7814
    @sunitaparida7814 3 ปีที่แล้ว +2

    🌺 jai maa santoshi

  • @kapilbarada7515
    @kapilbarada7515 2 ปีที่แล้ว

    Mora bhool hoigala mote khema kara kichhi deba sakti kali re achhi mani baku padiba Jaya maa santoshi🙏🌹🙏🙏🌺

  • @hipustraveljourney716
    @hipustraveljourney716 3 ปีที่แล้ว +2

    Kichhi kharap nahi
    Jay maa Santoshi

  • @izireal-estate3619
    @izireal-estate3619 3 ปีที่แล้ว

    Maa nka asirbad milu

  • @chitaranjanbehera7307
    @chitaranjanbehera7307 3 ปีที่แล้ว +4

    Tqq satya babu

  • @omprakashnayak3273
    @omprakashnayak3273 2 ปีที่แล้ว

    So funny video ma knu kn majhire bhoko laguchi au nida laguchi😅😅😅😅

  • @SagarRanjanMohanty
    @SagarRanjanMohanty 3 ปีที่แล้ว +11

    We r born and brought up in such a country which is a land of vast culture & the word 'belief' is in the blood of every Indian.So it's not simply India rather Mother India.
    Bhrat Maata ki Jaya!!!!!! Jaya Jagannath....

    • @prabinaswain806
      @prabinaswain806 3 ปีที่แล้ว

      Metal program bhai , unsubscribe the channel please....

    • @thelogic8870
      @thelogic8870 2 ปีที่แล้ว

      This is the reason why we r the follower of history but never becomes the creator of history.

  • @chapaladas3374
    @chapaladas3374 3 ปีที่แล้ว

    Duniare jane hin bhagawana kalia thakura.. bada deulare basi sara duniaku aneichanti...
    ..

  • @sujitmohanty7033
    @sujitmohanty7033 3 ปีที่แล้ว +2

    😀😀😀 acting mast he 😀😀😄😄🙏

  • @rinkymandal8424
    @rinkymandal8424 3 ปีที่แล้ว +2

    Satare jadi maa lagichanti taku nia re o kantare chalibaku diajau.faltu ta re prahasan chaleichanti .sabu loka bi murkha.

  • @bikramjena1027
    @bikramjena1027 3 ปีที่แล้ว +1

    Priya Satya Bhai a vali video daya kari post karantu nahin. Apana nka channel ra jou parichaya achhi Malika aneswana topic ku nei , se parichaya apana harei basibe.

  • @subhadra448
    @subhadra448 3 ปีที่แล้ว +9

    Jay Maa Santoshi 🙏🏻

  • @ratnakardas8810
    @ratnakardas8810 3 ปีที่แล้ว +1

    Where is it?
    What is the purpose of showing ?
    Clarify please

  • @rajanayak2594
    @rajanayak2594 3 ปีที่แล้ว +3

    Jay maata jagat janani maa sarba mangala maata samastankara mangal karantu Samagra biswaku bhalare rakhantu atiki prathana🙏🙏🙏🙏 🌺🌺🌺🌺🌺🌺🌺🌺🌺

  • @miracleayurabedbysangramke8394
    @miracleayurabedbysangramke8394 3 ปีที่แล้ว +1

    ଏଗୁଡା ଫାଲତୁ ପ୍ରହସନ । ସତ୍ୟତା ଖୁବ କମ

    • @ajitbehera9192
      @ajitbehera9192 3 ปีที่แล้ว +1

      Tu gote pagal

    • @miracleayurabedbysangramke8394
      @miracleayurabedbysangramke8394 3 ปีที่แล้ว

      @@ajitbehera9192 ହା ହା ହା ହା ହା ମୁଁ ଗୋଟେ ପାଗଳ ବୋଲି ଆଜି ଜାଣିଲି ।।।।।

  • @muktikantamahunta4975
    @muktikantamahunta4975 2 ปีที่แล้ว

    Maaa

  • @Truptimayeebehera5495
    @Truptimayeebehera5495 3 ปีที่แล้ว +3

    Maa tu Saha bharasha

  • @nareshnayak1655
    @nareshnayak1655 2 ปีที่แล้ว +2

    Om Jay Santashi maa Namha