Puri News | କାଳିସୀ ଲାଗିଲେ, ବେତରେ ମାରୁଛନ୍ତି, ଦେଖନ୍ତୁ Video | Kalisi Dance | Odia Culture | Odia News

แชร์
ฝัง
  • เผยแพร่เมื่อ 21 พ.ย. 2024

ความคิดเห็น • 200

  • @BabulDas-c6d
    @BabulDas-c6d 7 หลายเดือนก่อน +47

    ଯଦି ତାଙ୍କ ଦେହରେ ମା ଆସୁନାହାନ୍ତି ତାହେଲେ ରୋଗୀ ମାନେ ଭଲ ହେଉଛନ୍ତି କେମିତି

    • @dhara-vl7pr
      @dhara-vl7pr 7 หลายเดือนก่อน

      Yes

    • @SJ14
      @SJ14 7 หลายเดือนก่อน +1

      Right

    • @linukistatusworld5480
      @linukistatusworld5480 5 หลายเดือนก่อน +2

      Strong believe pain , bhagwan sabu jaga re acahanti kou baba Mata na pakhaku gale b bhagwan nka upare biswas thile bhala hoijiba , bhagwan nka name nei jou mane nijaku baba maa banei loka mannka akhi re pati baandhi deuchanti au loka mane tanku andha bhali emti biswas karuchanti bhagwan dine semana nka katha nischaya bujhibe .....
      ଭଣ୍ଡଗିରି କୁ ଦୁର୍ଗା ମା ନିଜେ ଦଣ୍ଡ ଦେବେ।

  • @UttamJani-wt4fl
    @UttamJani-wt4fl 10 หลายเดือนก่อน +50

    ଅନ୍ଧ ବିଶ୍ୱାସ ନୁହେଁ, ପୁରା ବିଶ୍ୱାସ
    ସଂସାର ରେ ଯଦି 'ଭଗବାନ କିମ୍ବା ଠକୁର' ଯଦି ନାହାନ୍ତି ତେବେ ଆପଣ ମାନେ ବଞ୍ଚିଛନ୍ତି କେମିତି ଓ ଜନ୍ମ ନେଲେ କେମିତି,ମିଡ଼ିଆ ବାଲାଙ୍କର ମିଛ କହିବା ଗୋଟେ ଅଭ୍ୟାସ / ଧର୍ମ ର ଜୟ., ମିଥ୍ୟା ର କ୍ଷୟ ଜୟ ଜଗନ୍ନାଥ 🙏🙏🙏

    • @Lucky.nayak752
      @Lucky.nayak752 9 หลายเดือนก่อน

      Are murkha tu randia boliasithilu

    • @Lucky.nayak752
      @Lucky.nayak752 9 หลายเดือนก่อน

      Kan bhala hoichi

    • @Lucky.nayak752
      @Lucky.nayak752 9 หลายเดือนก่อน +1

      Se jane hinjada se lokamankthau tanka nei rojagar karuch jadisatashas achi nagabasta gaon ku asi pacharibu

    • @bhaktimarga1234
      @bhaktimarga1234 8 หลายเดือนก่อน +2

      Eeita ful andha ta😂

    • @madhusmitasahoo4465
      @madhusmitasahoo4465 3 หลายเดือนก่อน

      ବାଙ୍ଗଲାଦେଶ ରେ ଜଗନ୍ନାଥ ଙ୍କୁ ପୋଡି ଦେଲେ ଜଗନ୍ନାଥ କଣ ପାଇଁ ନିରବ

  • @basudevmishra3814
    @basudevmishra3814 11 หลายเดือนก่อน +27

    ଅନ୍ଧ ବିଶ୍ବାସ ଶବ୍ଦରୁ ଓଲ୍ହାଇ ଆସିଲେଣି ଅମୂଳକ ଆଉ ଭିତ୍ତିହୀନ ଶବ୍ଦକୁ। ପୁଣି ରହିଛି ଈର୍ଷା ର ଦୁର୍ଗନ୍ଧ ଯେ ଏମିତି ବାବା ମାତା ମାନଙ୍କର ଖ୍ୟାତି ଅନାୟାସରେ ବଢି ଯାଉଛି କିନ୍ତୁ ଆମ ଭଳି ଶବ୍ଦରୁ ଶବ୍ଦକୁ ଡେଇଁ ପାରୁଥିବା ତଣ୍ଡିପ ମାନଙ୍କୁ କେହି ବାସୀ ପାଣିରେ ପଚାରୁ ନାହାଁନ୍ତି। ଆରେ ତଥାକଥିତ ହେତୁବାଦୀ ମାନେ ନିଜର ଅସୁବିଧା ଯୋଗୁଁ ଅନ୍ୟ ମାନଙ୍କୁ ଆଉ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ କେବଳ ବିଫଳ ମନୋରଥ ହେବା ଛଡା ଆଉ କିଛି ତମ ମାନଙ୍କ ହସ୍ତଗତ ହେବନାହିଁ।

  • @pratapkumarsahoo866
    @pratapkumarsahoo866 3 หลายเดือนก่อน +35

    ମୋ ମାଙ୍କ ନାଆ ରେ ଏଭଳି vidio କରିବାକୁ କେତେ ଟଙ୍କା ଲାଞ୍ଚ ମିଳିଛି । ମୋ ମାଙ୍କ ନାଆ ରେ ଏଭଳି କଥା ତମ ମାନଙ୍କୁ ଲଜ୍ଜ୍ୟା ଲାଗୁନି ଟିକେ

  • @nikhilprasadray5179
    @nikhilprasadray5179 หลายเดือนก่อน +4

    ଯେଉଁମାନେ ଡାକ୍ତର ଖାନା ରେ ଭଲ ହୋଇ ପାରୁନାହାନ୍ତି ସେମାନେ ଏହି ଠାକୁ ଆସି ଭଲ ହେଇଛନ୍ତି ଆପଣ ଭଲ ହେଇଥିବା ଲୋକଙ୍କୁ ପଚାରନ୍ତୁ

  • @Swaticreation23
    @Swaticreation23 13 วันที่ผ่านมา +1

    ଯଦି ଆପଣ ମାନେ ଏହାକୁ ଅନ୍ଧ ବିଶ୍ୱାସ କହୁଛନ୍ତି କାରଣ ଆପଣ ବିଜ୍ଞାନ ରେ ବିଜ୍ଞ ତା ଲାଭ କରିଛନ୍ତି କିନ୍ତୁ ଅମା ହୃଦୟ ମା ର ମମତା ରେ ଧୋହେଇଚି ଆଉ ଆମେ ଏହାର ଅସୁବିଧା ର ସମାଧାନ ପାଇଛୁ ଆଉ ଆପଣ ମାନେ ଯାହା କହିଛନ୍ତି ବେତ ମାଡ଼ ସେହି ବେତ ମାଡ଼ ରେ ଆପଣ ମାନେ ଯେଉଁଠି ଆସା ହରାଇଛନ୍ତି ଗୋଟେ ରୋଗୀ ଠାରେ ସେଠି ମୋ ମା ର ସ୍ପର୍ଶ କାମ ରେ ଆସିଚି

  • @bharatpradhan2910
    @bharatpradhan2910 8 หลายเดือนก่อน +6

    Jay maa bana Durga jahara biswasa achhi semane jaantu maa nischinta achhanti bhala karuchhanti

  • @benudharpal3236
    @benudharpal3236 9 หลายเดือนก่อน +13

    ନେତା ମାନେ ଅନେକ କ୍ରାଇମିଂ କରି ଖସି ଯାଉଛନ୍ତି ତମ ମିଡ଼ିଆ କଣ କରୁଛନ୍ତି

  • @pitabasakanhar-nx4zi
    @pitabasakanhar-nx4zi 8 หลายเดือนก่อน +4

    Jay maa matrushakti

  • @sairinku642
    @sairinku642 3 หลายเดือนก่อน +5

    ମା 🙏

  • @saineshree
    @saineshree 2 หลายเดือนก่อน +1

    ସରକାର ଔଷଧ ରେ ଯେତେ gst ନେଉଛନ୍ତି ତାହା ଲୋକଙ୍କୁ ମେଡିକାଲ ଯିବାକୁ ଡରୁଛନ୍ତି, ସେଥିପାଇଁ ଲୋକମାନେ ବାବା -ମାତା ଙ୍କ ପାଖକୁ ଯିବାକୁ ମନ କରୁଛନ୍ତି।
    ସରକାର ଯଦି ଲୋକଙ୍କୁ ବିନା gst ରେ ଓଷଦ ଦିଅନ୍ତେ ତାହେଲେ ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁନଥାନ୍ତା.

  • @binayakrai9009
    @binayakrai9009 6 หลายเดือนก่อน +3

    ଆପଣ କହିପା ରିବେ କି ଏପରି କରୁଥିବା ଗୋଜବାୟାଣୀ କୁଆଡେ ଗଲେ ଏ ସବୁ ମାନସୀକ ବିକ୍ରୁତି

  • @golakmohapatra3625
    @golakmohapatra3625 9 หลายเดือนก่อน +6

    ବିଶ୍ୱାସ ମିଳଇ ହରି ତର୍କେ ବହୁ ଦୂର
    ଯାହାର ଯେମିତି ବିଶ୍ୱାସ ସେ ସେମିତି ପାଇବ। ଓଡ଼ିଶା ରେ କଙ୍କଡା ମାନଙ୍କର ଅଭାବ ନାହିଁ ଆପଣ ମାନେ ଓଡ଼ିଶା ର ଦୁନିଆଁ କୁ ଦେଖି ନାହାନ୍ତି କେବଳ ଦାମି ପୋଷାକ ପିନ୍ଧି ଆଉ ଇଂରାଜୀ ଚାରି ପଦ କହିଦେଲେ କେହି ବାବୁ ହୁଏନି ଆଉ ରହିଲା ବିଜ୍ଞାନ ଆପଣ ମାନେ ବିଜ୍ଞାନ ର ବ ଅକ୍ଷର ଜାଣିଛନ୍ତି? ଅନ୍ଧ ବିଶ୍ବାସ କହି କାହା ଧର୍ମୀୟ ଭାବନା କୁ ଆଘାତ ଦେବା ର ଅଧିକାର କାହାର ମଧ୍ୟ ନାହିଁ ନଚେତ ମାନ ହାନି ରେ ଭିତରେ ପଶିବାକୁ ବେଶୀ ସମୟ ଲାଗିବନି ଏହା ମୁ ମୋ ଦୀର୍ଘ ଓକିଲାତି ଅଭିଜ୍ଞତା ରୁ କହୁଚି। କେତେଟା ପାଗଳ ଙ୍କ କଥା ଧର୍ମ ଉପରେ କୌଣସି ମଧ୍ୟ ପ୍ରଭାବ ପକାଇବ ନାହିଁ। ଓଡ଼ିଶା କାଳସି ଙ୍କ ପାଖ ରେ ବିଜ୍ଞାନ ମଧ୍ୟ ଫେଲ୍। ଆପଣ ବାଗେଶ୍ୱର୍ ବାବା ଙ୍କୁ ମଧ୍ୟ ଉଦାହରଣ ରେ ନେଇ ପାରିବେ। ତାଙ୍କର ପ୍ରଥମ ଦରବାର ସମୟରେ କେତେକ news chhanel ବାଲା ମଧ୍ୟ ଏହି ପରି କହୁଥିଲେ ମାତ୍ର ସମୟ କ୍ରମେ ତାଙ୍କ ପଛରେ ଗୋଡେଇଲେ

    • @bhaktimarga1234
      @bhaktimarga1234 8 หลายเดือนก่อน

      😂😂ful andha Andhra next level para

    • @golakmohapatra3625
      @golakmohapatra3625 7 หลายเดือนก่อน

      ​@@bhaktimarga1234ok andha gandi patheidebu

    • @golakmohapatra3625
      @golakmohapatra3625 3 หลายเดือนก่อน

      Agyna apnanka pari

  • @laxmipradhan5259
    @laxmipradhan5259 ปีที่แล้ว +14

    ପୁରୁଷ ଲୋକଟା ନାରୀ ରୂପରେ ସଜେଇ ହୋଇଛି

    • @ChandanKumar-km3vh
      @ChandanKumar-km3vh ปีที่แล้ว +2

      ଭଉଣୀ କଳିଜୁଗ ତା ବିଷୟରେ ଆମେ ସବୁ ଜାଣିଛୁ ଆଜ୍ଞା ଓଡିଶା ବାସୀ ସତର୍କ ରୁହନ୍ତୁ ସତ୍ୟ ଦିନେ ନା ଦିନେ ପରି ପ୍ରକାଶ ହେବ ମା ବିରଜା ଶରଣ ଜୟ କଳିକୀ ରାମ

    • @ramachandrasamantaray1728
      @ramachandrasamantaray1728 29 วันที่ผ่านมา

      ​@@dillipcreation Tu chaka ta bal muha😂

    • @dillipcreation
      @dillipcreation 29 วันที่ผ่านมา

      @@ramachandrasamantaray1728 tu bi 6ka pri laguchu

  • @susantapattnaik3262
    @susantapattnaik3262 10 หลายเดือนก่อน +19

    Mu chliparu nathili medical goli bhal halani kintu maata pakhaku gali mor bhal hoijaichi

  • @SunitaSamal-r6c
    @SunitaSamal-r6c 8 หลายเดือนก่อน +10

    Sabu jagare doctor thile bi loka medical re thila bele bhagaban nku kahiki dakuchanti

  • @pratapkumarsahoo866
    @pratapkumarsahoo866 3 หลายเดือนก่อน +11

    ଯଦି ସେଠୀ ମା ନଥାନ୍ତେ ତେବେ ଏତେ ଲୋକ ସେଠାକୁ ଯାଇନଥାନ୍ତେ

  • @Ai_cartoons19
    @Ai_cartoons19 7 หลายเดือนก่อน +4

    ସରକାର ଙ୍କୁ ନିବେଦନ ସରକାର ଚାକିରିଆ ମାନେ କାଗଜ କଲମ ରେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ।ତେଣୁ ସରକାରି ବାବୁ ମାନଙ୍କୁ ପ୍ରାଇଭେଟ୍ କରନ୍ତୁ। ଏହିମାନେ ରାଜ୍ୟ କୁ ଖୋଳ କରୁଛିନ୍ତି ।ବାବାଙ୍କ ପଛରେ ଜମା ଲାଗନ୍ତୁନି ସେମାନେ କାହାକୁ ଲୁଟୁ ନାହାନ୍ତି। ବାବାଙ୍କ ମାନଙ୍କୁ ସାଧାରଣ ଲୋକମାନେ ସନମାନ ଦେଉଛନ୍ତି ବୋଲି ଏମାନଙ୍କ ଦେହ ରେ ଜାଉନି ।ବଡ ଲୁଟେରା ସରକାରୀ ବାବୁ ତାଙ୍କର କଥା ଟିକେ ବୁଝ।।

  • @bhagabanpradhan7500
    @bhagabanpradhan7500 3 หลายเดือนก่อน

    Ratha Sir right answer diya
    Thanks 💯

  • @Reminder_Manoranjan
    @Reminder_Manoranjan 3 หลายเดือนก่อน +7

    ମୋର media ବନ୍ଧୁ ବିଶ୍ୱାସ କର ନକର ଅଲଗା କଥା ଯେଉଁ ଅସହାୟ ଲୋକ ମାନେ ଯାଇଛନ୍ତି ଉପକୃତ/ଭଲ ହେଇଛନ୍ତି କି ନାଇଁ ସେଇଟା ଦେଖା confirm ହୁଅ Don't show for TRP.

  • @JaykrishnaVishwal
    @JaykrishnaVishwal 26 วันที่ผ่านมา

    Jay màa bana duruga

  • @nayakkumar5443
    @nayakkumar5443 2 หลายเดือนก่อน

    Jay. Maa. Bana. Durga 🎉

  • @nayakkumar5443
    @nayakkumar5443 2 หลายเดือนก่อน

    Jay. Maa. Bana. Durga

  • @iiuuuui
    @iiuuuui 10 หลายเดือนก่อน +1

    Khotejabibi❤salipur😮cuttack

  • @biswajeetmohapatra7085
    @biswajeetmohapatra7085 2 หลายเดือนก่อน

    ଏହି ଲୋକଟିକୁ ତୁମ ର କିଛି ମିଡ଼ିଆ ବନ୍ଧୁ ପଇସା ନେଇ ସୋସିଆଲ ମିଡ଼ିଆ ରେ ହାଇଲାଇଟ କରିଛନ୍ତି ପ୍ରକୁତରେ ବାବା ଜଣେ ଚକା ଭଲ ରୋଜଗାର କରୁଛନ୍ତି ଦେବା ଭାଇ ଏତେଦିନରେ ପରଦା ଖୋଲିଲେ

  • @rameshsahooramesh2456
    @rameshsahooramesh2456 หลายเดือนก่อน

    Bhagaban achhanti Jay maa bana durga ki Jay.

  • @kanhusahoo5984
    @kanhusahoo5984 7 หลายเดือนก่อน +1

    Jia jaina se keamiti janiba

  • @AshokKumarmohapatra-xl8td
    @AshokKumarmohapatra-xl8td 3 หลายเดือนก่อน

    Jay maa

  • @LizaPandit-y8h
    @LizaPandit-y8h หลายเดือนก่อน

    Mama,,bana,Durga

  • @MonalisaMoharatha
    @MonalisaMoharatha 2 หลายเดือนก่อน +2

    Medical khali bada lokanka pain khola jaichi. Gariba lokanku luta jauchi. Gariba loka mane vagaban nku biswas kariki chalichanti jay maa

  • @DhrubaCharanMahakud-ij6bw
    @DhrubaCharanMahakud-ij6bw 2 หลายเดือนก่อน

    ❤❤❤

  • @sandhyavillagevlog4445
    @sandhyavillagevlog4445 3 หลายเดือนก่อน

    Satare gote manisa dehare maa asanti jay maa bana durga

  • @Kishorgond750
    @Kishorgond750 11 หลายเดือนก่อน +4

    ମୁର୍ଖ news ବାଲା ମହିଳା କୁ ବାବା କହିଛନ୍ତି କହୁଛୁ

    • @Lucky.nayak752
      @Lucky.nayak752 9 หลายเดือนก่อน

      Are ta bhaiku mari kuade pakaideichi

    • @Lucky.nayak752
      @Lucky.nayak752 9 หลายเดือนก่อน

      Jadi abiswas heuchi tebe gaon ku asi pachare

    • @Lucky.nayak752
      @Lucky.nayak752 9 หลายเดือนก่อน

      Ebe katuri re hana kahaichi janak ghare pasi bipin and maa bandruga mitu pasi rape karuthile police re fair achi jadi chanch no dia

  • @sushreebiswal8005
    @sushreebiswal8005 3 หลายเดือนก่อน

    Jay maa banadurga 🙏🙏🙏

  • @funnyfun4753
    @funnyfun4753 7 หลายเดือนก่อน

    Biswase milaye Hari Tarak Bahu Dura Jay maa tadi❤❤❤❤❤🎉

  • @SJ14
    @SJ14 10 หลายเดือนก่อน +6

    Yaku taku pachariba apekhya semanaku pacharantu joumane sethi achanti semane upakar pauchanti na nahin ki magena jauchanti

  • @RamakantaAbhi
    @RamakantaAbhi 9 หลายเดือนก่อน +5

    ଖାଲି ସେତିକି ନୁହେଁ ମା ଙ୍କର ପୁଣି ୟୁଟବ ଚନ୍ନେଲ ଅଛି ଭଲ ପଇସା ମଧ୍ୟ ରୋଜକର କରୁଛନ୍ତି

  • @anantasamal5654
    @anantasamal5654 3 หลายเดือนก่อน +1

    जगनाथ maha प्रभु नकर neta pawan ra olta दिसा Udichi kana lagi age kuha

  • @dandaPani-u9j
    @dandaPani-u9j 2 หลายเดือนก่อน +1

    Maa mo deha vala karide maa 🙏🙏🙏🙏

  • @rabirubi976
    @rabirubi976 8 หลายเดือนก่อน +2

    Maa nka nare micha katha kuhatuni 🙏🙏🙏

  • @archananath8656
    @archananath8656 9 หลายเดือนก่อน +1

    ❤️🙏

  • @SatyaGahir-d3n
    @SatyaGahir-d3n 3 หลายเดือนก่อน

    Maa Na ba, Durga Jay, maa

  • @LizaRaniNayak-i6q
    @LizaRaniNayak-i6q 3 หลายเดือนก่อน

    Plz kou jaga tk kuhantu maa nkara

    • @bishnupriyapattnaik1767
      @bishnupriyapattnaik1767 3 หลายเดือนก่อน

      maa banadurha pitha Nagabasta gaan. Pipili- nimapara majhire

  • @prasannalenka8582
    @prasannalenka8582 หลายเดือนก่อน

    tame news Bala sabu satia aau sati sabitri

  • @babulasa4482
    @babulasa4482 3 หลายเดือนก่อน

    Maa🎉

  • @laxmidharnayak4523
    @laxmidharnayak4523 3 หลายเดือนก่อน

    Maa

  • @kisanjack7176
    @kisanjack7176 11 หลายเดือนก่อน +4

    Jadi maa asuchanti ki nai.. Ethi kahiba apekshya nije Jauna nija bisayare pachara. Jadi kahibe then sakti. Jadi nuha then sakti sethi nai, kintu hetu badi jaha kahuchanti.. Tanka aga pachha pachara kahi paruchanti ki nai

  • @RANJITABADI-i2x
    @RANJITABADI-i2x 2 หลายเดือนก่อน +1

    Kahiba aagaru sahe thara bhabiki kaha

  • @funnycartoonchannel-rl7td
    @funnycartoonchannel-rl7td วันที่ผ่านมา

    Samast Bhala hauchhanti maa ka nare kichhi kuhantuni

  • @user-vk8xw3cb2n
    @user-vk8xw3cb2n 2 หลายเดือนก่อน

    Bhaba ru bhagaban.ethire andha biswasa in achhi.jaha chalichhi chalu.all are ok.

  • @OmmOmm-g6w
    @OmmOmm-g6w หลายเดือนก่อน

    E sabu pura biswsh michha nuhe.....sabu sata ethire ma...asuchhanti...🙏🙏🙏 Jay ma banadurga🙏🙏🙏

  • @SuryakantiBehera-lj5jv
    @SuryakantiBehera-lj5jv 11 หลายเดือนก่อน +4

    Na maa achhanti

    • @Lucky.nayak752
      @Lucky.nayak752 9 หลายเดือนก่อน

      Upakar kichi nhai only bhandami tanka rojagar karibar upaya bhundi-₹500 ticket-₹200
      Tel-₹150
      Bhoga-₹200 emitikari lokamanku takuchi mu jaithili kichi maa nahi jadi maa 12h lagib

    • @golakmohapatra3625
      @golakmohapatra3625 9 หลายเดือนก่อน

      ସରକାରୀ ଉଚ୍ଚ ଅଫିସର ଆଖିରେ _____ମାରି କଳା ବେପାର କରୁଚନ୍ତି ହେଲେ କେତେକ ଲୋକ ଭଲ କାମ କଲେ ଏମାନଙ୍କର_____ ବିନ୍ଧା ହେଉଚି

  • @manashnayak2794
    @manashnayak2794 8 หลายเดือนก่อน +2

    ମାଙ୍କ ଡାଏଲକ କଣ ଜାଣିଛ ଏ ଏ ଏ ଏ ଏମିତିଆ ଡାଏଲଗ ମାରତି ମା 😂😂😂

  • @SUBHAM222_s60
    @SUBHAM222_s60 หลายเดือนก่อน

    Hetubadi mind re kebala negetive thinking

  • @KabitaSethhy
    @KabitaSethhy หลายเดือนก่อน

    Ki prahasanna chalichi

  • @golakmohapatra3625
    @golakmohapatra3625 9 หลายเดือนก่อน +1

    ଆଜ୍ଞl ସରକାରୀ କଳ କେତେ ଟଙ୍କା ନିରୀହ ଓଡ଼ିଶା ବାସୀ ଙ୍କ ଠାରୁ ____ ମାରିକି ନେଇଛନ୍ତି ତାର ହିସାବ ଅଛି? ନାଆ ତାଙ୍କ ବିରୁଦ୍ଧ ରେ ପାଟି ଖୋଲିବାକୁ ଡର ଲାଗୁଚି😂😂

  • @SoubhagyaRanjanPradhan-tj9zf
    @SoubhagyaRanjanPradhan-tj9zf 3 หลายเดือนก่อน

    Maa 🙏🙏🙏

  • @abhaysahoo1105
    @abhaysahoo1105 28 วันที่ผ่านมา

    Tama loka ka samasaya dura kara

  • @akshayapraharaj-mw1tv
    @akshayapraharaj-mw1tv 10 หลายเดือนก่อน +2

    Ama sarakaeanku anurodh ehi bhali loknu tanka ligal adavaijar kari rakhile bahut bhal heb

  • @SMaharana-y7z
    @SMaharana-y7z 3 หลายเดือนก่อน +1

    ମାଁ ଲୋ ମୋ ମନସ୍କାନା ପୁରଣ କରିଦିଅ ମାଁ ଲୋ 😂😂😂😂😂

  • @prasannalenka8582
    @prasannalenka8582 หลายเดือนก่อน

    HOSPITAL BALA JEMIT SOSAN KARUCHHANTI SEITA SABU DEKHAIBAKU TAMAR KADHA PAUNI

  • @amitkumaraich
    @amitkumaraich หลายเดือนก่อน

    ତା ହେଲେ ଆପଣ ହିନ୍ଦୁ ଦ୍ରୋହି 😡🤬ଆରେ ମା ଙ୍କ ଉପରେ ବିଶ୍ୱାସ ନାହିଁ ତ କାହା ଉପରେ ନାହିଁ

  • @RakshiramChinda
    @RakshiramChinda หลายเดือนก่อน

    Studio re basiki gapile andhabiswas dura habani tme neiki ja seithi Satya Satya kn kuha au public ku sachetana kara after proper enquiry

  • @user-vk8xw3cb2n
    @user-vk8xw3cb2n 2 หลายเดือนก่อน

    Bingyana jugare ugrata bruddhi pauchhi.sethipain bingyana kn kariparuchhi.aama gaon hospital ku jaithili gote gha thik kariparileni kahile town ku jao.tutuka oushadha Kari bhala heli.sethi bingyana kn Karuc hhi na sarakar kn karuchhi.jay sanatan...

  • @SuryakantiBehera-lj5jv
    @SuryakantiBehera-lj5jv 11 หลายเดือนก่อน +2

    Sameste upakara pauchhanti bolita jauchhanti ate bhida kan pain

    • @Lucky.nayak752
      @Lucky.nayak752 9 หลายเดือนก่อน

      Are ta kaka ra histria roga hoichi taku bhal kariparib ki
      Se bhanda maa tanka rojagar karibar upaya

    • @Lucky.nayak752
      @Lucky.nayak752 9 หลายเดือนก่อน

      Janak ghare kaka and maa bandruga pasi baltakar karuthile gote stre loka ku se stree loka ta laka ku hani deichi jadi chancha nagabasta gaon ku asi delhiparib

  • @dhara-vl7pr
    @dhara-vl7pr 7 หลายเดือนก่อน

    Semane to nije kahuchanti Medical re jadi deha bhala hauni tahele tanka pakhare asantu boli..

  • @Chikuminivlogs-d7w
    @Chikuminivlogs-d7w 2 หลายเดือนก่อน

    Tame odia news bala thare jaiki buliki asa....bhala heba tapare...news re bhala news debaaaaaa

  • @Chinmay-i8z
    @Chinmay-i8z หลายเดือนก่อน

    News କୁ trending dorkar medical re to goribo loko ku soshi ki mono manuni

  • @abinashswain964
    @abinashswain964 3 หลายเดือนก่อน

    Medical science jadi develop thik achi kintu seba mann bruti nahi doctor Mane kebal patient mnkr money ku dekhuchsnti Manish ku nuhe sabu tharu supreme power maa jagat janani

  • @jayadebsethi9251
    @jayadebsethi9251 หลายเดือนก่อน

    Kahara biswas hau na hau ,gariba loka ra sahara bhagaban tume hetubadibalanku daki gote pala karauchha

  • @benudharbehera7162
    @benudharbehera7162 2 หลายเดือนก่อน

    Sanatana dhrama ku bhuli jauna

  • @prakashchandrasahoo4490
    @prakashchandrasahoo4490 10 หลายเดือนก่อน

    Aha sampurna michha ate thhakurani kaha dehare asanti nahi ahaku sarakari ankusa lagiba abasyaka ate

  • @bhagabanpradhan7500
    @bhagabanpradhan7500 3 หลายเดือนก่อน

    Future' re Sarathi ashram

  • @SanjuktaRout-n7l
    @SanjuktaRout-n7l 8 หลายเดือนก่อน

    Pandu swathya kada nahi.

  • @SumitaPanda-pg3ep
    @SumitaPanda-pg3ep หลายเดือนก่อน

    Nischaya andha biswas

  • @pramodbadajena2158
    @pramodbadajena2158 7 หลายเดือนก่อน +1

    Histri ani maikinia nata karuchi

  • @kedarnathparida9781
    @kedarnathparida9781 ปีที่แล้ว

    You are only saying or doing . We are going to temples, worshipping photos . If you are not doing like us, then I will respect your saying.

  • @sanjayapatnaik4448
    @sanjayapatnaik4448 7 หลายเดือนก่อน

    Jou mananku doctor/science bhala kari paru nahanti seimane hi jauchanti.

  • @saktiprasadmohapatra1954
    @saktiprasadmohapatra1954 2 หลายเดือนก่อน

    News jadi Milani teve channels band Kari diantu,

  • @JyoshnamayeeMishra
    @JyoshnamayeeMishra 2 หลายเดือนก่อน

    Bhagban. Bishu. Maha. Pravhu. Garuda. Ku. Prashnara. Utar. Dela. Mu. (84.00000). Lakhya. Jiba. Susti. Karichi. Sata. Hela. Tanka. Bhitru. Manayashyaku. Sesta. Jiba. Rupa. Power. Daichi. Kintu. Ta. Nuha. Ja. Sa. Jaha. Jeta. Bola. Chaiba. Taha. Haba. Sa. Debata. Ba. Bhagbanka. Sangha. Saman. Haba. Sapi. Ta. Gota. Jiba. Garuda. Prashna. Kala. Saki. Kama. Jaha. Bhagban. Ba. Dabata. Ka. Sangha. Saman. Na. Haba. Bhagban. Bishnu. Maha. Prabhu. Garudaku. Tanka. Prashnara. Answer. Dela. Manushya. Budhi. Power. Bala. Ra. Sabu. Kari. Daba. Hela. Tara. Purba. Janamara. Katha. Kai. Jani. Paruni. Seta. Bela. Budhi. Power. Kauthi. Thila. Sesend. Answer. Sa. Jahu. Jibaku. Chaiba. Maridai. Pariba. Jiba. Nasha. Dai. Pariba. Sesara. Sai. Bhagban. Kimba. Dabataku. Pujakari. Dakiba. Jana ka. Sahaghya. Bina. Sa. Manushya. Kichi. Pi. Kari. Pari. Bani. Seta. Bela. Sa. Bhagaban. Ku. Kimba. Dabata. Ku. Dakiba. Seta. Bela. Kai. Bighayan. Kauthi. Ki. Gala. Manushya. Daku. Nahanti. Pshu. Pakhi. Jeta. Jiba. A. Bishyara. Achanti. Sa. Tanka. Upara. Bipad. Padila. Sa. Bhagbanku. Daka. Sa. Ta. Jiba. Sabu. Chaila. Bighayanku. Dakanta. Bhagbanku. Ki. Dabataku. Kai. Daku. Chanti.

  • @RameshChandraDalai-ze9gh
    @RameshChandraDalai-ze9gh หลายเดือนก่อน

    Kete bedha jhia achanti semanku bi kalisi laguchi goin auo para ghara bhangi baku kalisi hei pua heba pain ousadha bi dianti

  • @jayadebsethi9251
    @jayadebsethi9251 หลายเดือนก่อน

    Bada bada hospital achhi Jana sadharana mana ku lunthana karibaku,

  • @NilamadhabPadhi-v5q
    @NilamadhabPadhi-v5q 7 หลายเดือนก่อน

    Ei kaleshi nuha gotiye rakhyasha

  • @dushasanbiswal4283
    @dushasanbiswal4283 2 หลายเดือนก่อน

    ରାଣ୍ଡିଛୁଆ ତୁ କଣ ଜାଣିବୁ ସେ ଗୋଟେ ପୁଅ ହେଲା

  • @manashnayak2794
    @manashnayak2794 8 หลายเดือนก่อน +1

    ମା ଆସିଲେ କଣ ଦେହକୁ ସଜେଇ ହେଇ ମୁହଁରେ ମେକପ ପାଉଡ଼ର ଲଗେଇ ମା ଅସତି ସବୁ ଟଙ୍କା ପାଇଁ ଏ ଖେଳ ଚାଲିଛି 😂😂😂

  • @gugulgugul5216
    @gugulgugul5216 3 หลายเดือนก่อน

    Tome news wala joma mandir jaoki
    Tome jetepele news18odia office ku asucha tomo office wala aau dhupa dipa jaluchanti ki nahi office re puja korunahanti kichhi koruna na
    Mundia ta mariki je office sheet re bosijaucha setebele
    Tankar jaha bholo houchi ki no houchi seita semane jananti tomor kn houchi
    କଣ?ଆଉ କିଛି news ପାଉ ନାହ ଭଲ News ତ କିଛି ଆସୁନି ଆଉ କଣ କରିବ TRP କେମିତି ବଢେଇବ ଏଇଗା କରିବ ଆଉ କଣ?😏 ନିଜ କାମରେ ମତଲବ ରଖ ଦେଖିବା ଆଗକୁ ବଢିବ ନହେଲେ 🤸

  • @somanathkhara8368
    @somanathkhara8368 ปีที่แล้ว +5

    ତୁମେ ପରା ଶିକ୍ଷିତ ଲୋକ ,କେମିତି ତୁମକୁ ଦେବତା ଭୁତ ଲାଗୁଛି?

  • @shashankanayak7428
    @shashankanayak7428 3 หลายเดือนก่อน

    I saw the video but it is totally wrong activities by concerned man.

  • @nirupamabehera794
    @nirupamabehera794 9 หลายเดือนก่อน

    Biswasa na kara.. but abiswas kara ni. Nahele tuma mananku bhogi Baku padiba ame jibani ki. Kichhi na kahile bhala
    5:52

  • @TikinadasTikina-i2k
    @TikinadasTikina-i2k 2 หลายเดือนก่อน

    Taku giarap kara jau

  • @RABINDRA.RADIO90
    @RABINDRA.RADIO90 10 หลายเดือนก่อน +1

    Paisaa kameibara gotate vala bata,
    Taku bi lokamane andha vabare grahana karuchhanti,

    • @golakmohapatra3625
      @golakmohapatra3625 9 หลายเดือนก่อน

      Hmm ଆପଣଙ୍କ ଭଳି କେତେକ ଆଖି ଥିବା ଅନ୍ଧ

  • @JyoshnamayeeMishra
    @JyoshnamayeeMishra 2 หลายเดือนก่อน

    Mora. News. (18). Paduthiba. Madam. Ku. Mora. Third. Prashna. Ta. Sangha. Madam. Ku. Mora. Answer. Prashnara. Garuda. Puran. Ra. Achi. Bhagban. Vishnu. Ku. Garauda. Pachirla. Ha. Maha. Pravhu. Apanta. (84.00000). Lakhya. Jiba. Susti. Kari. Chanti. A. Bramahanda. Ra. Kintu. Manushya. Ku. Kai. Sesta. Jiba. Rupa. Power. Au. Padabi. Dela. Kinu. Unishe. Bishe. Apan. Ka. Sangha. Kai. Saman. Kari. Parilane.

  • @ourauthority-pk6nq
    @ourauthority-pk6nq 2 หลายเดือนก่อน

    😅

  • @JogeshChandraAcharya
    @JogeshChandraAcharya 3 หลายเดือนก่อน

    Ajahaku.thakuranilaguchi.tagandire.tike.luharadavatikaribadarakar

  • @RaniRani-ht5dl
    @RaniRani-ht5dl 2 หลายเดือนก่อน

    He maa banadurga 🙏 tamaku jie abiswas karuchi jie kharap kari kahuchi kharap coment karuchi maa tame tanku danda dio Jai maa banadurga 🙏🙏🙏🙏🙏

  • @dhara-vl7pr
    @dhara-vl7pr 7 หลายเดือนก่อน

    Alo sei badi sahita badeile kateni lo😂news walo didi

  • @cidranjan2574
    @cidranjan2574 3 หลายเดือนก่อน

    Media balankara chhota kathaku badakariba. maanka nare badnama diyana media bala

  • @BipinOdiaVlogs
    @BipinOdiaVlogs 8 หลายเดือนก่อน

    ବେ ଏଟା କି ରୁଗ ବେ

  • @muralimarbletiles5414
    @muralimarbletiles5414 7 หลายเดือนก่อน

    ଇଏ ଗୋଟେ ନାଟକ ବେପାର

  • @jagajitasahoo1366
    @jagajitasahoo1366 2 หลายเดือนก่อน

    Maa ta nahanti Dina rati hau hi kemiti