Maa Santoshi Pitha | Nimapada, Puri | Satya Bhanja

แชร์
ฝัง
  • เผยแพร่เมื่อ 8 พ.ย. 2024

ความคิดเห็น • 1.8K

  • @gkmedia899
    @gkmedia899 2 ปีที่แล้ว +45

    ଏ ମାନଙ୍କ ପାଇଁ ଆଜି ଆମ ହିନ୍ଦୁ ପରମ୍ପରା ଆଉ ସଂସ୍କୃତି ଖରାପ ହେଉଛି ।

    • @captainlevi358
      @captainlevi358 2 ปีที่แล้ว +1

      papi adharmi duskarmi , nirbodha balaka , tu narkaku jubu maghia

    • @smrutirekhabehera7186
      @smrutirekhabehera7186 ปีที่แล้ว

      ଏ ମାନଙ୍କ ପାଇଁ ସମାଜ ଖରାପ ହେଉଛି

    • @bijayaSharma-st8ug
      @bijayaSharma-st8ug 7 หลายเดือนก่อน

      Sei jogu other religions converting besi hauchi

  • @riteshnayak7501
    @riteshnayak7501 2 ปีที่แล้ว +8

    ସତରେ କଣ ଏମିତି ଦିବ୍ୟ ଶକ୍ତି ଆସିକି ମିଡ଼ିଆ ସାମ୍ନା ରେ ନିଜକୁ ପ୍ରଣାମ ଦେବେ ସତ୍ୟ ଭାଇ ଏ ସବୁ ଆପଣ ଙ୍କୁ ସତ ଲାଗୁଚି ଭାଗବାନଙ୍କୁ ଜଣା 🙏

  • @gulurupa5672
    @gulurupa5672 2 ปีที่แล้ว +3

    Mo pari kiye kiye comments padhiba pai asicha. Like karantu 👍

  • @RunuMahanty-nx9tn
    @RunuMahanty-nx9tn 2 หลายเดือนก่อน +2

    ହେ ପ୍ରଭୁ ଜଗନ୍ନାଥ ଏ କଳି କାଳ ରେ ଏ ମାନକୁ ନେଇ ଜାଅ🙏🏻🙏🏻🙏🏻🙏🏻🙏🏻🙏🏻

  • @tv-yw4yr
    @tv-yw4yr 3 ปีที่แล้ว +335

    ଯଦି ସାଧାରଣ ମଣିଷ ଶରୀରରେ ଏମିତି ପବିତ୍ର ଶକ୍ତି ପ୍ରବେଶ କରିଯାନ୍ତେ ତେବେ ଆଉ ଋଷିମାନଙ୍କୁ ବର୍ଷ ବର୍ଷ ଧରି ତପସ୍ୟା କରିବାକୁ ପଡୁନଥାନ୍ତା

    • @babulkumarsahoo9179
      @babulkumarsahoo9179 3 ปีที่แล้ว +4

      Right

    • @manaswitapradhan1932
      @manaswitapradhan1932 3 ปีที่แล้ว +4

      Absolutely right 👍

    • @Mining143
      @Mining143 3 ปีที่แล้ว +1

      Right

    • @VIRAT-yo8vy
      @VIRAT-yo8vy 3 ปีที่แล้ว +1

      Emiti sabu unnecessary news deiki Satya Bhai kn prove karibaku chanhuchanti

    • @VIRAT-yo8vy
      @VIRAT-yo8vy 3 ปีที่แล้ว +4

      Emiti sabu unnecessary news deiki Satya Bhai kn prove karibaku chanhuchanti.....1st time dekhili maa media re byt dauchanti

  • @babul733
    @babul733 2 ปีที่แล้ว +4

    ଭଲ ଶାଇଯିଆ ଅମରି ମାଡ଼ ଦରକାର ଅଭଳି ଭଣ୍ଡ ମାନଙ୍କୁ। ଭଲ ଲଙ୍କା ଦେଖିକି ଛୁଙ୍କ ମାରିଦିଅ ଛୋଟ ଘର ଦେଖିକି। ଜଗନ୍ନାଥ ଙ୍କ ରଥ ନୁହ ଗୋଟେ ବାର ହାତିଆ କିଲା ଉପରେ ବସେଇ ଦିଅ । ପୁରା ସାଇଜ ହେଇଯିବ ମାଇକିନା । ଧନ୍ୟ ତା ସ୍ବାମୀ , ଆଉ ଧନ୍ୟ ସେ ଗାଁ ।
    ଜୟ ଜଗନ୍ନାଥ 💕💕💕💕💕

  • @priyadarshibaral6321
    @priyadarshibaral6321 3 ปีที่แล้ว +86

    ମାଡ଼ ଅଭାବ ରହିଛି
    ୟେଗୁଡ଼ା ସବୁ ଅଭିନୟ

  • @socialtalksbapu7322
    @socialtalksbapu7322 2 ปีที่แล้ว +1

    ହେ ମା ସନ୍ତୋଷୀ ତୋ ନାର କେତେ ଅପ ବ୍ୟବହାର କରୁଛନ୍ତି ଏମାନେ ସତରେ ଏହାକୁ ଦେଖିଲା ପରେ ବହୁତ ଦୁଃଖ ଲାଗୁଚି

  • @SingarRanjitkumar
    @SingarRanjitkumar 3 ปีที่แล้ว +6

    ମା କିଛି ୱଲୋକିକ ଦେଖା ଗଜପତି ଆସିବେ ତୋ ପାଖକୁ ନିଜେ ସେ ରଥରେ ଚଢେଈବେ

  • @jyotsnaodisha5697
    @jyotsnaodisha5697 2 ปีที่แล้ว +1

    Santoshi maa news re bi interview dauchhanti ba ba👋👋👋👋👋👋👋👋👋👋👋👋👋👋👋👋

  • @chiranjibbehera7109
    @chiranjibbehera7109 2 ปีที่แล้ว +94

    କେତେ ବେଳେ କହୁଛି ସନ୍ତୋଷୀ କେତେବେଳେ କହୁଛି ଜଗନ୍ନାଥ ହେ ପ୍ରଭୁ ତମେ ଜାଣିଥିବ 🙏🙏🙏🙏

  • @Sudheer647
    @Sudheer647 2 ปีที่แล้ว +1

    Jay Jagannath Satya Banda TH-cam channel all team thank you Jay man Santoshi Mata Jay man Santoshi Mata thank you so much very nice video

  • @chittaranjanojha9439
    @chittaranjanojha9439 3 ปีที่แล้ว +151

    ମୁ ସନ୍ତୋସୀ ମା ଙ୍କୁ ଅବିଶ୍ୱାସ କରୁନି କିନ୍ତୁ ମୋ କୋଉଠି ମିଡିଆ ରେ ପ୍ରଚାର କରୁଛନ୍ତି ଯେ ସବୁ ଗୋଟେ ଗୋଟେ ଫାର୍ସ ଚାଲିଚି ଜୟ ଜଗନ୍ନାଥ

  • @pradoshkumar7833
    @pradoshkumar7833 2 ปีที่แล้ว +1

    ମୁଁ ସନ୍ତୋଷୀ ମା ଙ୍କୁ ମାନେ. ଆଉ ପାତ୍ରପଡା ବି ଯାଇଥିଲି ଯୋଉଠିକି ଜଣେ ମହିଳା ଦେହ ରେ ଲାଗେ. କିନ୍ତୁ ଏଇ ବର୍ଷେ ହବ ଜଣା ପଡିଲା ଯେ ତା ଦେହ ରେ ସନ୍ତୋଷୀ ମାତା ଲାଗୁନଥିଲା. ସେ ତାନ୍ତ୍ରିକ ବିଦ୍ୟା ର ଶକ୍ତି ଦ୍ୱାରା ଲୋକଙ୍କ ବିଷୟରେ ସବୁ ଜାଣିପାରୁଥିଲା.

  • @babub4u323
    @babub4u323 3 ปีที่แล้ว +132

    ସତ୍ୟ ବାବୁ ଆପଣ ମାଳିକା ର ପ୍ରଚାର ପ୍ରସାର କରନ୍ତୁ ମନା ନାହିଁ କିନ୍ତୁ ଏହି ଭଳି ଆଧ୍ୟାତ୍ମିକ ବାଚଳା ବାର୍ତ୍ତା କୁ ପ୍ରସାରିତ କରନ୍ତୁ ନାହିଁ , ଯିଏ ମା ସେ କହି ବୁଲିବ ନାହିଁ 🙏 ସାଧୁବାଦ୍

    • @radharani1904
      @radharani1904 3 ปีที่แล้ว +10

      ମୁନି ସନ୍ନ୍ୟାସୀ ମାନେ ଦେହ ତ୍ୟାଗ କରିସାରିଲେଣି କିନ୍ତୁ ସେମାନେ ଦର୍ଶନ କରିପାରିଲେନି ଏ କଳିକାଳରେ ମା ନିଜେ media ରେ କହିଛନ୍ତି।, ପୁଣି କେତେବେଳେ ଜଗନ୍ନାଥ ତ କେତେବେଳେ ମା ଛି ଛି ଲାଜ ଲାଗୁନି ଆରେ ମତେ ଆଶ୍ଚର୍ଯ୍ୟ ଲାଗୁଛି କି କେମିତି ବିଶ୍ୱାସ କରୁଛନ୍ତି ଆପଣ ମାନେ

    • @madhusmitapatra5458
      @madhusmitapatra5458 3 ปีที่แล้ว

      Right👍👍👍

    • @dolikhosla1655
      @dolikhosla1655 3 ปีที่แล้ว

      @@madhusmitapatra5458 right 🙏🙏

    • @santoshbehera7069
      @santoshbehera7069 3 ปีที่แล้ว +2

      Amiti santosi maa kebe kia dekhinatibe sia ketebele kahuchi ki mu narayana ta ketebele Jagannath ta ketebele maa santosi (chhi chhi agudaka lajya)

    • @dolikhosla1655
      @dolikhosla1655 3 ปีที่แล้ว

      @@santoshbehera7069 hm soto kohile a manokno pai .amo hindu dhormo opomanito heuchhi 🙏

  • @RunuMahanty-nx9tn
    @RunuMahanty-nx9tn 2 หลายเดือนก่อน

    କଳି କାଳ ଏମାନେ ସମାଜରେ କଳଙ୍କ ଛି ଛି ଏ ଲେଡିଜ କୁ ଜେଲ ଦିୟ 🙏🏻🙏🏻

  • @anuragdas7811
    @anuragdas7811 3 ปีที่แล้ว +143

    Finally ଏପରି ଇଣ୍ଟରଭ୍ୟୁ ଦେଖିଲା ପରେ ଅନ୍ଧ ବିଶ୍ଵାସୀ ଲୋକୋ ବାଟକୁ ଆସିବେ ଜାଣିବେ ଯେ ଭାଗବାନ କେବେ ପ୍ରତେକ୍ଷ ଆସି ଇଣ୍ଟରଭିୟୁ ଦିଅନ୍ତିନି.

  • @mix.shorts-123-ssb
    @mix.shorts-123-ssb 3 ปีที่แล้ว +1

    ସମସ୍ତେ ପାଗଳ.......

  • @mickymiki132
    @mickymiki132 3 ปีที่แล้ว +21

    ଜଗନ୍ନାଥ ଯେ ଷୋଳକଳା
    ତହୁଁ କଳାଏ ନନ୍ଦବଳା।
    ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର ମାଲିକ।
    ଏତେ ଶସ୍ତା ରେ ଧରା ଦେବା ଦିଅଁ ସେ ନୁହଁନ୍ତି।
    ଜଗନ୍ନାଥ ଙ୍କ ନାଁ ରେ ଏମିତି ଅପପ୍ରଚାର ନ କରିଲେ ସମସ୍ତଙ୍କ ପାଇଁ ଭଲ🙏।
    ଭଉଣୀ ନିଜକୁ ଜଗନ୍ନାଥ ବୋଲି କହିଲେ। ଏହା ଅସମ୍ଭବ। ଜୟ ଜଗନ୍ନାଥ🙏🙏

    • @kanhucharandalei5259
      @kanhucharandalei5259 3 ปีที่แล้ว +1

      Write katha

    • @Tapan801
      @Tapan801 3 ปีที่แล้ว

      🤣🤣🤣🤣🤣

    • @Sipun-panda1998
      @Sipun-panda1998 2 ปีที่แล้ว

      Micky Miki ..kie kahile dhara deinahti bhai dhara deichanti e kalijuga re bhai

  • @dillipkumar7825
    @dillipkumar7825 2 ปีที่แล้ว

    ମା ସନ୍ତୋଷୀ 🙏 କିନ୍ତୁ ଏମିତି ମାଙ୍କୁ ଅପମାନ କରନ୍ତୁ ନାହିଁ ମିଛ ପହସନ

  • @abhisekmaharana1437
    @abhisekmaharana1437 3 ปีที่แล้ว +13

    ମୋ କାଳିଆ ଠାକୁର ମୋ ଓଡ଼ିଆ ଜାତିର ମାଉଡ ମଣି ।
    ମୋ ଓଡ଼ିଆ ଜାତିର ପ୍ରାଣ କୋଟି ଓଡ଼ିଆ ଙ୍କ ନିଃଶ୍ୱାସ ବିଶ୍ୱାସ,ଜୀବନ, ମୋ କାଳିଆ ରଥରେ ପୁଣି ତମେ ବସିବ।
    ଯେତେବେଳେ ମା' ଲାଗନ୍ତି କେବଳ କାନ୍ଦନ୍ତି, ଆଉ ଯାହା କୁହନ୍ତି ତାକୁ କହିବି ବୁଝି ପାରନ୍ତି ନାହିଁ। ଆଉ ଇଏତ ଓଡ଼ିଆ English ସବୁ ପ୍ରକାର ଭାଷା କହୁଛନ୍ତି। ସତ୍ୟ ବାବୁ ଆପଣଙ୍କୁ ଆଉ ଥରେ ବିନମ୍ର ଅନୁରୋଧ। ଏହି ଭଳି ବ୍ୟକ୍ତି ମାନଙ୍କ ଠୁ ଦୂରେଇ ରୁହନ୍ତୁ।

    • @sasmitanaik8534
      @sasmitanaik8534 2 ปีที่แล้ว

      Ur right thakura lagile kebe kaha munhaku dekhibeni ki katha kahiparibeni thikse

  • @papakiparipriyansi6636
    @papakiparipriyansi6636 3 ปีที่แล้ว

    Santasi maa nka brota mu kare mu bahut mane maa ku 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kumarlipa1659
    @kumarlipa1659 3 ปีที่แล้ว +56

    ମତେ ଲାଗୁନି ଯେ ସତ କାହିଁକି କି ନ ମା କେତେ ବେଳେ ଅଧା ଇଂରାଜୀ ଭାଷାରେ ଓ ଅଧା ଓଡ଼ିଆ ଭାଷାରେ କହିବେ ନାହିଁ ଆଉ ଯଦି କେବେ ଯିବେ ପଚାରିବେ କଳିଗୁଗ କେବେ ସରିବ ନା ନାହିଁ

    • @shibacharannayak6653
      @shibacharannayak6653 3 ปีที่แล้ว +1

      Thik thik vai.. Maa b english kahuchhanti..

    • @babub4u323
      @babub4u323 3 ปีที่แล้ว +3

      ମା ପରା ସବୁ ଭାଷାର ଦକ୍ଷ ହାସଲ କରିଛନ୍ତି ତାଙ୍କ ଗାଁ ବିଦ୍ୟାଳୟରେ 🙈🙊🙉

    • @bbiswal910
      @bbiswal910 3 ปีที่แล้ว +4

      Mo agree karuni language upare jaha apna kahile bcz mor gaan ra gramadevi jahanka body re asanti se ma Madhya Hindi Jani nahanti but tanka body re jetebele Maa asanti se hindi re bi Katha huanti ... Au I don't think ki jahanka deha re Maa asanti se ate dharya rakhi ki interview dei paribe.......so fake bhi tike tike laguchhi n without jhuna dhupa dhola ganta re 8 mins rahi paribeni janaka body re ....

    • @shradhakumari8419
      @shradhakumari8419 2 ปีที่แล้ว

      @@shibacharannayak6653 bhai bhasa kouthi houchi. Hmm heithaipare e micha . Kintu bhagwan ko English jana nhi emiti nuhs. Emti kahile ta odia bi kahiki asuchi deba bhasa ta sanskrit

    • @harioumsharanamofficial9780
      @harioumsharanamofficial9780 2 ปีที่แล้ว

      Hna, Maa sabu bhasha saha asabhya bhasha bi sikhichhanti , e katha mnu kahuni se nije aau gote video re tanka chhuaa ku kahuchhanti 🤭o nija raaga bi sujhuchhani aau maada bi dauchhanti.

  • @bishnubiswal6055
    @bishnubiswal6055 2 ปีที่แล้ว

    Jai jagrnnth
    Jai Satya bhanja

  • @sanjibtripathy2007
    @sanjibtripathy2007 2 ปีที่แล้ว +31

    ଜୟ ମାଁ ସନ୍ତୋଷି 🙏🙏🙏
    ଆପଣ ନାଚନ୍ତୁନି, ଟିକେ ରେଷ୍ଟ ନିଅନ୍ତୁ ମାଁ
    ନହେଲେ ଆମକୁ ଖରାପ ଲାଗିବ ମାଁ

  • @thabiraputa7445
    @thabiraputa7445 2 ปีที่แล้ว +1

    He prabhu santoshi

  • @sudeeptakumarbhanja6477
    @sudeeptakumarbhanja6477 3 ปีที่แล้ว +70

    ମା ସଂତୋଷି ଙ୍କୁ ଅବିଶ୍ୱାସ ନାହିଁ କିନ୍ତୁ ଏ ପ୍ରକାର ଡ୍ରାମା କୁ ବିଶ୍ୱାସ କରି ହେବନି
    ଆମେ ସୁର ସାରଥୀ ବାନା ବାବା ଇତ୍ୟାଦି ଙ୍କୁ ଦେଖି ସାରିଛୁ

  • @only___mousumi6486
    @only___mousumi6486 2 ปีที่แล้ว

    Ye pruthibi sesa haba ta nischinta manisa kahuchi mu bhagavan he Prabhu rakhya kara prabhu🙏🙏

  • @prasannanayak4336
    @prasannanayak4336 3 ปีที่แล้ว +16

    କାହାରି ମୁହଁରେ ମାସ୍କ ନାହିଁ ଯଦି ସେଥିପାଇଁ କିଛି ଲୋକଙ୍କୁ ବୁଝେଇଥାଆନ୍ତ ଭଲ ହୋଇଥାନ୍ତା, ଏ ସବୁ ଅନ୍ଧ ବିଶ୍ବାସରୁ ଲୋକେ କଣ ଶିକ୍ଷା ପାଇବେ.

  • @ranjandas-sq4gy
    @ranjandas-sq4gy ปีที่แล้ว

    Jay Jagannath Jay santhoshi maa koti koti pranam...

  • @rameswarpanigrahy783
    @rameswarpanigrahy783 3 ปีที่แล้ว +4

    ସମ୍ପୂର୍ଣ ମିଛ ।

    • @rameswarpanigrahy783
      @rameswarpanigrahy783 3 ปีที่แล้ว +1

      ମୋର ମଫସଲ ଗାଁ ରେ ଜନ୍ମ ତେଣୁ ମୁଁ ଭଲ ଭାବେ ଜଣେ ଠାକୁର ଲାଗିବା ୧୦୦% ମିଛ ।
      ଥରେ ହାତରେ ୧୦ ପଇସା ଧରି ପଚାରି ଥିଲି ଓ କହି ପାରିନଥିଲେ ।
      ତେଣୁ ସଂପୂର୍ଣ୍ଣ ମିଛ ।

  • @janmejaydas3736
    @janmejaydas3736 3 ปีที่แล้ว

    Maa santosi nka mahima janina

  • @saradasahoo2865
    @saradasahoo2865 3 ปีที่แล้ว +5

    ମା ଭଉଣୀମାନେ ସେଠି ଯେତିକି ଅଛ।ତମର ଘରେ ଶାଶୁ ଆଉ ଶଶୁର ସେବା ଠିକ୍ ସେ ହଉଛି ତ।ଆଉ ସ୍ବାମୀର ଦୁଃଖରେ ଦୁଃଖି ହଉଛ ତ। ଯଦି ଏସବୁ ହଉଥିବ ସନ୍ତୋଷୀ ମା ଆସି ତମ ପାଖରେ ବସି କଥାହେବେ। ଯଦି ଏସବୁ କର୍ମ ଠିକ୍ ନଥିବ। ତାହେଲେ ସନ୍ତୋଷୀ ମା କଣ ଜଗନ୍ନାଥଙ୍କୁ ଯଦି କୁଣ୍ଢେଇ ପକେଇବ କିଛି ଲାଭ ନାହିଁ। ଘରେ ଯୋଉ ଶାଶୁ ରୂପରେ ମା ଅଛି ଶଶୁର ରୂପରେ ବାପ ଅଛି ତାଙ୍କର ସେବାକର ସକାଳୁ ଚା ବିସ୍କୁଟ ଦିଅ। ଏଠି ଚଣାଗୁଡ ଦରକାର ନାହିଁ। ବୃନ୍ଦାବତୀଙ୍କ ପାଖରେ ମନପ୍ରାଣ ଦେଇ ଭୋଗ ଲଗାଅ ।ଧୂପକାଠି ଛାଡ ଗାଇଘିଅରେ ଦୀପ ଲଗାଅ ।ସେଠି ବସି ହରିନାମ ଭଜନ କର। ସବୁସେଇଠି ଅଛନ୍ତି।

    • @bijayakumarjena4874
      @bijayakumarjena4874 2 ปีที่แล้ว

      ଏଟା ବହୂରୂପି ଏଣ୍ଡୁଅ ଏଟା କୁ ଖାଲି ମାଡ଼ ଦରକାର ଅଦ୍ଧ ବିଶ୍ୱାସ ଲୋକ ମାନେ ଅଧା ମଣିଷ ଅଧା ଗଧ

  • @sipun2712
    @sipun2712 2 ปีที่แล้ว

    Maa achi kintu maa nka sprit ete time ruheni mora biswasa hauni sabu sei upara bala dekhuchi jay maa charchika

  • @prasantakumarsahoo6348
    @prasantakumarsahoo6348 3 ปีที่แล้ว +10

    ସତ୍ୟ ଭାଇ ଆପଣଙ୍କ ଚେଷ୍ଟା ଦିଗହରା ହେଉଛି. ଏହା ଆପଣ ନିଜେ ଅନୁଶୀଳନ କରନ୍ତୁ.

  • @prasadmajhi6465
    @prasadmajhi6465 2 ปีที่แล้ว +1

    🌄 ଜୟ ଜଗନ୍ନାଥ 🕉 ଜୟ ମାଁ କରୁଣା ମୟୀ ଗଉରଙ୍ଗ ମାୟା ତାଲୀ ଜହରା 🗽

    • @prasadmajhi6465
      @prasadmajhi6465 ปีที่แล้ว

      @@sahoopramodkumar480 ଡାୟୁ ପୁଂଜି ଆବା ଅଡ଼େ ବିତରେ ହଡ଼ୁମୁ🗽

  • @prasantanayak6103
    @prasantanayak6103 3 ปีที่แล้ว +30

    ଆଜିକାଲି କାହାକୁ ବିଶ୍ୱାସ କରିବା ସେ ସୋନ୍ତସି ମଙ୍କୁ ଜଣା ଏମିତି ସାରଥୀ ବାବାକୁ ଦୀନେ ଲୋକେ ଭଗବାନ ବୋଲି ମାନୁଥିଲେ ତାର ପରିଣାମ ଆପଣମାନେ ତ ଜାଣନ୍ତି ଠୀକ ଅଛି ଦେଖିବା କଣ ହଉଚି
    ଜୟ ଶ୍ରୀରାମ ସତ୍ୟଭାଇ

    • @dayasagardayasagar755
      @dayasagardayasagar755 3 ปีที่แล้ว

      E lady ku police station re varti kar.
      E lady andha viswaas ku promoto karuchi.
      niriho lokonku vandami kariki fajilami karuchi.

    • @jharanasahoo1990
      @jharanasahoo1990 3 ปีที่แล้ว

      ହଁ ଭାଇ ଦେଖାଯାଉ।

  • @dineshkumarpandapanda6949
    @dineshkumarpandapanda6949 2 ปีที่แล้ว

    ଏମିତି ସତରେ ହୁଏ କି ହେ ପ୍ରଭୁ ଜୟ ଜଗନ୍ନାଥ ତୁମେ ହିଁ ଜାଣିଥିବ

  • @saumyaswain1983
    @saumyaswain1983 3 ปีที่แล้ว +8

    Kain aama santoshi maa nku emti karucha🙏

    • @Tapan801
      @Tapan801 3 ปีที่แล้ว

      Hu chalu

  • @JayJagannathSwami-gp5dq
    @JayJagannathSwami-gp5dq 2 ปีที่แล้ว

    ମା କିଛି କହିବାକୁ ଇଚ୍ଛା ହେଉନି ମୁଁ ଏତିକି ଜାଣିଛି ମା ଏତେ ଗପନ୍ତି ନାହିଁ 😭😭😭 ସତ୍ୟ sir ଆପଣ ଟିକେ ସେ ଲେଡି ର ନିନ୍ଦା କରନ୍ତୁ ଦେଖିବେ ପ୍ରକୃତ କଣ 🙏🏿
    ଜୟ ଜଗନ୍ନାଥ ହେ ତ୍ରାହିମଂ ହେ ସାଇ ନାଥ 🙏🏿

  • @abhisekmaharana1437
    @abhisekmaharana1437 3 ปีที่แล้ว +7

    ସତ୍ୟବାବୁ ଆପଣଙ୍କୁ ଗୋଟିଏ କଥା କହୁଛି - ଆପଣ ଆପଣଙ୍କ ଚ୍ୟାନେଲର TRP ପାଇଁ କିଛିବି କରୁଛନ୍ତି। ଲୋକ ମାନଙ୍କୁ ଭଣ୍ଡେଇବା ଛାଡ଼ନ୍ତୁ। ଏହା ଆମ ହିନ୍ଦୁ ଧର୍ମ ଏବଂ ସଂସ୍କୃତି ପାଇଁ ନିନ୍ଦନୀୟ।

  • @jharanasahoo1990
    @jharanasahoo1990 3 ปีที่แล้ว +5

    ଆପଣ ମାନେ ଏହାକୁ ବିଶ୍ଵାସ କରନ୍ତୁ ନାହିଁ । ଠାକୁର ଙ୍କୁ ବିଶ୍ଵାସ ରଖନ୍ତୁ। କିନ୍ତୁ ଏ ଲୋକ ଙ୍କୁ ନୁହେଁ।

  • @RKROUT-fj6pr
    @RKROUT-fj6pr 3 ปีที่แล้ว +18

    ଏଇଟା ସମ୍ପୂର୍ଣ୍ଣ ମିଛେଇ ଟା, ଗୋଟେ ଧନ୍ଦା ଚଲେଇଛି.!
    ଖାଲି ମାଡ଼ ଦରକାର....
    ମାଁ କେବେ କୁହେନାହିଁ କି ମୁଁ ନିଜେ ଠାକୁର ବୋଲି....🤣🤣🤣

  • @maheshray3775
    @maheshray3775 3 ปีที่แล้ว +66

    ମା ସନ୍ତ୍ରୋସି 🙏🙏
    ମା କଣ ସାମ୍ବାଦିକ ମାନଙ୍କୁ ସାକ୍ଷାତକାର ଦେଉଛନ୍ତି କି, କାହିଁକି ଏତେ ମା ଙ୍କ ବିରୁଦ୍ଧରେ ଯାଉଛ, ରଥ ନା ବଥ

    • @jhilik5189
      @jhilik5189 3 ปีที่แล้ว +2

      Film fair award miliba, Badhia acting 😂😂😂

    • @puspitaroutray9781
      @puspitaroutray9781 2 ปีที่แล้ว

      Best actress in the world

    • @babulkrishnapriyavlog
      @babulkrishnapriyavlog 2 ปีที่แล้ว

      th-cam.com/video/Yv3rkVTYa9s/w-d-xo.html

  • @prasantakumarsahoo6348
    @prasantakumarsahoo6348 3 ปีที่แล้ว +6

    ଏହିପରି ସୂଚନା ସୁର ଓ ସାରଥୀ ତିଆରି କରିବାର ମାଧ୍ୟମ ହେଇଚି.

  • @puja_moharana4011
    @puja_moharana4011 2 ปีที่แล้ว +1

    ଠାକୁର ଙ୍କୁ ଏ ମଣିଷ ଆଉ ମନୁନହନ୍ତି ଆଉ ଆକୁ ମାନୁଛନ୍ତି

  • @mr.classic3503
    @mr.classic3503 3 ปีที่แล้ว +8

    Jay maa Santoshi

  • @RIDERS652
    @RIDERS652 2 ปีที่แล้ว +2

    ମାଆ ଙ୍କ ନାରେ ମିଛ ଟିକେ ଡରରେ ଭଗବାନ୍ ଙ୍କୁ ହେ ପ୍ରଭୁ 🥺🥺🥺

  • @akshaykumarmaharana3838
    @akshaykumarmaharana3838 3 ปีที่แล้ว +20

    ଏ ଗୁଡାକ ମିଛ। ଏମିତି ସତ କଥା କହୁଥିଲେ ପଭୁ ଜଗନ୍ନାଥ କୁଆଡେ ଜିବେ।

  • @kartikchbisoi4966
    @kartikchbisoi4966 3 ปีที่แล้ว

    Jay maa santosi mu maa kara gote bhakta

  • @meghanandasahoo8344
    @meghanandasahoo8344 3 ปีที่แล้ว +11

    ନିଆଁ ରେ ପଶିକି ପ୍ରମାଣ କରିଦେ ମାଆ,ସାରା ଜୀବନ ତୋର ଦାସ ହୋଇରହିବି।

    • @rohitaswasahu5593
      @rohitaswasahu5593 3 ปีที่แล้ว +1

      Bapa tume kn keshaba sundara nku janina ki?,a vitare kain Munda purauchha.

  • @goutamkandamaka8522
    @goutamkandamaka8522 3 ปีที่แล้ว

    ସାରଥି ବାବା ପରେ ସାରଥି ମା।

  • @rajendra347
    @rajendra347 3 ปีที่แล้ว +21

    ଅନ୍ଧ ବିଶ୍ୱାସକୁ ଆପଣ ପୋରସାହନ ଦିଅନ୍ତି ନାହିଁ ଆପଣ ସତ୍ଯ ବାବୁ ଏହି କାଳେସୀ ଲାଗି ଥିବା ଭିଡିଓ ଦୁଇଥର ଦେଖେଇ ସାରିଲେଣି ଆଉ କେମିତିକା ପୋରସାହନ ଦିଅନ୍ତ କି?

  • @niranjannayak9875
    @niranjannayak9875 3 ปีที่แล้ว +6

    ଭାଈ ସବୁ ପଅହସନ ଏମିତି କେହି ଦେବୀ ଆସି କହିବା ଟା ଆମର ହଜମ୍ ହଉନି

  • @siddharthgaming7120
    @siddharthgaming7120 2 ปีที่แล้ว

    Satya babu sabu sata Katha,ama rajya tatha deshaku jagannatha au maa mane hin rakshya karibe.

  • @ashokpani1493
    @ashokpani1493 3 ปีที่แล้ว +15

    Wah Maa Santoshi interview really it's Kaliyug.

  • @jkm4189
    @jkm4189 3 ปีที่แล้ว +1

    Jay Jagannath satya kali juge aame achhe bartaman. Satya bachana satya katha Ku ketek loke biswas karibeni but au alpa kichi barsa pare sabu loke biswas karibe.

  • @puspanjalidas6013
    @puspanjalidas6013 2 ปีที่แล้ว

    Jay maa.santosi

  • @AyushKumar-tv9iy
    @AyushKumar-tv9iy 3 ปีที่แล้ว +22

    Maalo 🙏🙏🙏
    ସତରେ ମା ନିଜେ ଇନ୍ଟବ୍ୟୁ ଦେଉଛନ୍ତି ମିଡିଆବାଲା ଙ୍କୁ

    • @swathi3104
      @swathi3104 3 ปีที่แล้ว

      🤔😄😄😄😄😄😄😄😄😄😄😄😄😄😄😄😄😄😄😄😄😄😄😄😄😄

    • @debasmitapanda1590
      @debasmitapanda1590 3 ปีที่แล้ว +2

      I can't control my 😅😅😅😂😂

    • @swathi3104
      @swathi3104 3 ปีที่แล้ว

      @@debasmitapanda1590 😄😄😄😄

  • @rbcreation8935
    @rbcreation8935 2 ปีที่แล้ว

    ଶାଢୀ ପଡ଼ି ଯାଉଛି 😭😭😭😭

  • @laxmidhrakdm.creation6353
    @laxmidhrakdm.creation6353 3 ปีที่แล้ว +16

    Maa santoshi always cool

  • @kapilbarada7515
    @kapilbarada7515 2 ปีที่แล้ว

    Khali bhandi michhare baku achhi
    Jaya maa santoshi🙏

  • @saswatibehera2247
    @saswatibehera2247 2 ปีที่แล้ว +17

    I can't control my laughing 😂🤣🤣😂

    • @bhaktisampurnasahu3629
      @bhaktisampurnasahu3629 2 ปีที่แล้ว

      Right bcz maa bi english kohileni 🙄

    • @utkal874
      @utkal874 2 ปีที่แล้ว

      Don't try to control 😀😀😀😀

  • @sidheswarkandi3783
    @sidheswarkandi3783 3 ปีที่แล้ว

    ସୁପର ସାଇକୋ....

  • @pravakaramahapatra7058
    @pravakaramahapatra7058 2 ปีที่แล้ว

    ଏ ମାଉସୀ ସାରଥୀ ଭଉଣୀ

  • @stiphensantosh7769
    @stiphensantosh7769 3 ปีที่แล้ว +13

    I m feeling sad for the public those who believe it is true...

  • @praklandash8352
    @praklandash8352 2 ปีที่แล้ว +1

    Ha ha ha maa santoshi amiti kahuchanti

  • @pravakarparida132
    @pravakarparida132 3 ปีที่แล้ว +13

    It is interesting to watch the interview of Godess SantoshI maa.
    Very few people have access to smart phone.it would be better to have the same in a TV studio so that it will reach a bigger audience.

    • @bharatpalai3969
      @bharatpalai3969 2 ปีที่แล้ว

      Samay kahiba good by.
      Jay jagannath

    • @sushantabarik5025
      @sushantabarik5025 ปีที่แล้ว

      Lllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllkllllolllllllllllklllllllllllllllllllllllllllllkllllllllllllllllllllllolllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllklllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllllklllllllllllkllllllllllllllkllllllllllllllllllmllollllllllkllllllllllllllllllllllllkllkllllllllllllllllllllllllllllllllllmllllllllllllllllllllkllllkllllllklllllllllllllllllllllllkllkllllllllllllllllllllllkllllllllllllllllllllllklllllllllllllllllllllkllllllllllkkllllllllllllllllllllllllllllllllllklllllllllllllllllllllllkllllllllllllllllmllllllllllllllllllklllllllllkllkllllklllllllllllllllllllllllllllllllllllllllllllllllllkllklllllllllllllllllllllllllllllllllllkkllllklllllllllllllllllllllllllllllllllllllkllllllllkllllllllllllllllllllllllllllllllllllllllll❤❤ km❤❤llll❤❤

  • @bhaiteravlogbala
    @bhaiteravlogbala 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🤗 ଜୟ ପଞ୍ଚ ସଖା 🙏💗

  • @keshab-b
    @keshab-b 3 ปีที่แล้ว +5

    Jay maa santoshi 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Leo35875
    @Leo35875 2 ปีที่แล้ว +1

    ଏ ସ୍ତ୍ରୀ ଲୋକକୁ ଆଉ ତାକୁ ସପୋର୍ଟ କରୁଥିବା ଲୋକଙ୍କୁ ଧନ୍ୟ ଭଗବାନ ବିଷ୍ଣୁ କାହାରି ଦେହକୁ ଆସନ୍ତି ନାହିଁ ଠକ କଣ ଗପୁଛି ଯଦି ତୋ ଦେହକୁ ବିଷ୍ନୁ ଆସୁଛନ୍ତି ତାହେଲେ ଦେଓମାଳି ପର୍ବତ କାଣୀ ଆଙ୍ଗୁଠି ରେ ଟେକିକି ଦେଖା ଯେମିତି ଭଗବାନ ବିଷ୍ଣୁ ଗୋବର୍ଦ୍ଧନ ପର୍ବତ ଟେକିକି ଦେଖେଇ ଥିଲେ ସେମିତି

  • @AdrushyaOfficial
    @AdrushyaOfficial 3 ปีที่แล้ว +9

    ୱାହ୍ କି ଡ୍ରାମା ମ ? ଟିଭି ସିରିଆଲ୍ କି ଫିଲ୍ମ୍ ରେ ଅଭିନୟ କର ମାଡ଼ମ ଭଲ ରୋଜଗାର କରିବ । ଛି ମାଆ ଙ୍କୁ ନେଇ ଏମିତି ଏ ଅପପ୍ରଚାର ?

  • @puja_moharana4011
    @puja_moharana4011 2 ปีที่แล้ว

    ହସି ହସି ପାଗଳ ହେଇଯିବି

  • @rikupradhan3075
    @rikupradhan3075 3 ปีที่แล้ว +6

    Jay jaganath🙏🙏🙏🙏🙏 Jay pancha sakhaa🙏🙏🙏🙏🙏

  • @ranjeetabehera1236
    @ranjeetabehera1236 3 ปีที่แล้ว

    Bahut sundar bhasan maa maruchhanti sabu prasna ra utar badhia deuchanti

  • @PratimaBehera-r2m
    @PratimaBehera-r2m 7 หลายเดือนก่อน

    Jay maa sontasi 🙏

  • @sachikantasahoo6981
    @sachikantasahoo6981 3 ปีที่แล้ว +5

    ମା ଙ୍କୁ ଆଫଗାନିସ୍ତାନ ପଠେଇ ଦିଅ ,, ପୃଥିବୀ କୁ ବଞ୍ଚେଇବେ
    ଏମାନଙ୍କୁ ଖାଲି ପ୍ରବଳ ମାଡ଼ ଦରକାର
    ଜେଲରେ ପୁରେଇ ୟାଙ୍କୁ କିଛିଦିନ ରଖା ଯାଉ

  • @santoshdash9418
    @santoshdash9418 2 ปีที่แล้ว

    ହେ ସତ୍ଯ ବାବୁ ଏମିତି ପୋଷ୍ଟକରନି,ଚୁମେବ୍ଲେମହେବମ,ଏସବୁ ଖରାପହେବମ

  • @satyabratabarik9449
    @satyabratabarik9449 2 ปีที่แล้ว +1

    👏

  • @SurprisedDrums-sm3ck
    @SurprisedDrums-sm3ck 7 หลายเดือนก่อน

    Jay Maa Mangala , Jay Maa Banadurga.Jay Maa Tarini.

  • @radheradhe5331
    @radheradhe5331 3 ปีที่แล้ว +4

    ଯିଏ ବ୍ରହମଜ୍ଞାନ ଜାଣେ ସିଏ ତାର ସଂଜ୍ଞା ହରାୟେ।କିନ୍ତୁ ମା ଜଣକ କହିଛନ୍ତି ରଥରେ ଯିବେ।ରଥ ର ଯାତ୍ରୀ ଯେ ଯିବ ସୂକ୍ଷ୍ମରୂପା।ତେବେ ମା କଣ ପାଇ ସ୍ଥୁଳରୂପ ରେ ଯିବା ପାଇଁ କହିଲେ।ଯାହାର ଦେହରେ ମା ବିଜେ କରିଛନ୍ତି ସେ କେତେ ସୁକ୍ଷ୍ମାରୁପା ତାହା ଦେଖିଲି। ବ୍ରହ୍ମ ର ଉଦୟ ହେଲେ ମୋ ରୂପକ ଅହକାର ଅସ୍ତ।ସତ୍ୟ ସାର୍ ଆପଣଙ୍କୁ ମା ଡାକିଲେ।କିପରି ଡାକିଲେ।ଆମ ଘର ପାଖରେ ମା ଲାଗୁଥିଲେ।ଯାହା ଦେହରେ ଲାଗୁଥିଲେ ସେ ଲୋକମାନଙ୍କ ପାଖରୁ ତାଙ୍କ ସୁନା ଗହଣା ନେଇ ଗଲେ।ଆଉଁ କହିଲେ ଜଗନ୍ନାଥ ସେତ ନିରାକାର ।ଯାହାର ଆଦି ନାଇ କିଁ ଅନ୍ତ ନାହିଁ।ଅମଙ୍କଦେଜରେ ସଦ ବେଳେ ଜଗନ୍ନାଥ ରହୁ ଛନ୍ତି ଏହାର ପ୍ରମାଣ କଣ? ଆପଣ trp pai ଝାହା paibe ଦେଖାଇବେ।ଆମେ ମାନେ ଆପଣଙ୍କ କଥା ମନି ଏହି ସ୍ଥାନକୁ ଯିବୁ ହେରି।ଆମେ ଦାନ ବି ଦବୁ।ଦାନ ଜିନିଷ ନ କିଏ। ଆପଣ ବିଶ୍ଵାସ ଆମ ଭରଷା।ଭାଙ୍ଗିବାକୁ ଦିଅତୁଣି🙏🙏🙏🙏🙏

  • @rojipalkia3255
    @rojipalkia3255 3 ปีที่แล้ว +1

    Jai maa santosini

  • @mukhantiodia8987
    @mukhantiodia8987 3 ปีที่แล้ว

    A ହେଉଛି ମାଆ ଙ୍କ ପ୍ରତି ଅତିରିକ୍ତ ଭାବପ୍ରବଣ ଆଉ କେହିବି ନୁହଁ

  • @mrgamer1925
    @mrgamer1925 3 ปีที่แล้ว +28

    ତାଙ୍କ ଠାରେ ସତରେ ମା ଲାଗିଛନ୍ତି ନା ନାଇଁ ମୁଁ ଜାଣିନି
    କିନ୍ତୁ କାହାକୁ ଭଣ୍ଡ କହିବା ପୂର୍ବରୁ ପ୍ରଥମେ ତା ବିଷୟ ରେ ଜାଣିବା ଦରକାର

    • @dayasagardayasagar755
      @dayasagardayasagar755 3 ปีที่แล้ว

      E ladies ta duplicate..
      Eia kn kahuchi...nije kichhi bujhiparuni.
      Yaku schizophrenia disease heichi.

    • @dayasagardayasagar755
      @dayasagardayasagar755 3 ปีที่แล้ว

      @Miku Behera
      Sabu janichi mu....
      Tu murkha kichhi janinahu...!!
      Dharma nam re...
      Fajilami ,vandami ,galuaami kale.. VANDA Sarathi vali Jail re varti haba E lady.

    • @mrgamer1925
      @mrgamer1925 3 ปีที่แล้ว

      @@dayasagardayasagar755 ଆପଣ ଙ୍କୁ ମୋତେ ମୂର୍ଖ କହିବାକୁ ଅଧିକାର ଦେଲା କିଏ ଆପଣ ମୂର୍ଖ ହୋଇ ଥିବେ

    • @mrgamer1925
      @mrgamer1925 3 ปีที่แล้ว

      ମୁଁ କଣ comment କରିଛି ତାକୁ ଦେଖିକି କଥା କୁହନ୍ତୁ

    • @allthebest7030
      @allthebest7030 3 ปีที่แล้ว

      Sabu gaandi mara katha Kahi lutibe au kichinai semiti gute devi lage choroni ta

  • @priyalovepapun2058
    @priyalovepapun2058 2 ปีที่แล้ว +2

    Sata ki micha kahiparibini kintu Jay maa santosi 🙏🙏🙏🙏🙏🙏🙏🙏🙏

  • @swetagaming4149
    @swetagaming4149 3 ปีที่แล้ว +4

    Very nice jodi maa satare asichonti 🙏

  • @swagatikamasti2953
    @swagatikamasti2953 2 ปีที่แล้ว

    Ooh jagannath au kaha dehaku jau nahanti amanku asuchanti kete bele santosi maa jagannath

  • @Ramesh-mi9mq
    @Ramesh-mi9mq 2 ปีที่แล้ว

    କଣ ସବୁ ଏଠି ଚାଲିଛି 🙏ସୁଧୁରୀ ଯାଆରେ ମାଆ ମାଉସି 🙏ଏ ମାଉସି ଖାଲି ଝୁଲୁ ଛନ୍ତି ଏଇ କଣ ମା ସନ୍ତସୀ🙏 ନାରେ ମାଆ ମାଉସି 🙏

  • @hukumisabar2437
    @hukumisabar2437 3 ปีที่แล้ว +6

    ମଣିଷ ଶରୀରରେ କୋୖଣସି ଇଶ୍ଵରୀୟ ଶକ୍ତି ଆସନ୍ତି ନାହିଁ ଏହଧୃବସତ୍ୟ, କୋୖଣସି ଦେବା ଦେବୀ ମଣିଷ ଶରୀରରେ ପ୍ରବେଶ କଲେ କାହିଁକି ଭଗବାନ ଅବତାର ଗ୍ରହଣ କରେନ୍ତେ? ସିଧାସଳଖ ମଣିଷ ଶରୀରରେ ପ୍ରବେଶ କରି ଅସୁରମାନଙ୍କୁ ବଧକରିଥାନ୍ତେ। ବେଳେବେଳେ ଆସୁରିକ ଶକ୍ତି ଯଥା ଭୁତ,ପ୍ରେତ ସବାର ହୋଇ ଭଗବାନ ଙ୍କ ନାମବୋଲଇ ର୍ଭମିତକରନ୍ତି। ବୈଦିକ ଉପାଚରକଲେ ଶରୀର ଛାଡ଼ି ମୁକ୍ତିପାଆନ୍ତି।

    • @dolikhosla1655
      @dolikhosla1655 3 ปีที่แล้ว

      Hm apono soto kohile 🙏🙏🙏 a sobu fox news

  • @sanjaypradhan1540
    @sanjaypradhan1540 2 ปีที่แล้ว +1

    Maa bi interview deuchanti . Waa waa re bhai

  • @rjscreationcom
    @rjscreationcom 3 ปีที่แล้ว

    Satya bhanj ji namaskar tnx

  • @jitendrabal5126
    @jitendrabal5126 3 ปีที่แล้ว +4

    ମା ନିଜକୁ ଚୀନନ୍ତୁ ଆପଣ ନିଜକୁ ଜାଣିନାହାନ୍ତି ସମସ୍ତେ ଭିତରେ ମା ଅଛନ୍ତି

  • @Bharatibehera77
    @Bharatibehera77 2 ปีที่แล้ว

    Hey prabhuuuuuuuuuuuuu

  • @skygod2926
    @skygod2926 3 ปีที่แล้ว +8

    Jay Jagannath
    Jay shree ram ram
    Jay gurudev
    Jay panchasakha
    Jay achuta ram
    Jay kalki ram
    Jay matadi
    Mo pranam grahan karantu 🙏🙏

  • @sanjaychhatria9565
    @sanjaychhatria9565 3 ปีที่แล้ว +1

    Dear God please save these people because they don't know what they are doing

  • @lalitmohan1110
    @lalitmohan1110 3 ปีที่แล้ว +6

    ସନ୍ତୋଷୀ କେଉଁ ପୁରାଣ ରେ ଅଛି? କିଏ କହି ପାରିବ!?

    • @SJ14
      @SJ14 3 ปีที่แล้ว

      Purana re thau ba nathau bt Lingaraj mandirare Santhoshi maanka ra Murti achi

  • @s.jagnyasenipradhan6547
    @s.jagnyasenipradhan6547 2 ปีที่แล้ว +1

    Maa

  • @prajnaparamitabehera672
    @prajnaparamitabehera672 3 ปีที่แล้ว +18

    What a great drama

  • @ଚାମୁଣ୍ଡାପୁତ୍ର
    @ଚାମୁଣ୍ଡାପୁତ୍ର 2 ปีที่แล้ว

    ସବୁ ଫିସାଦ ଗୁଡା

  • @happiness7934
    @happiness7934 2 ปีที่แล้ว +5

    Omg.... can't control my laugh 😝😝😝😝