Bhakta Revealed Truth About Malika Explained Crocodile | ମାଳିକା ବର୍ଣ୍ଣିତ ବଉଳା କୁମ୍ଭୀର | Satya Bhanja

แชร์
ฝัง
  • เผยแพร่เมื่อ 6 ก.ย. 2024
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

ความคิดเห็น • 1.3K

  • @Si_pu310
    @Si_pu310 3 ปีที่แล้ว +9

    ମାଳିକା ରେ ଲେଖା ଯାଇଥିବା ବଉଳା କୁମ୍ଭୀର ଢେଙ୍କାନାଳ ଜିଲ୍ଲାର ସାତ କୋଶିଆ ଗଣ୍ଡରେ ଅଛି ବୋଲି ଲେଖାଯାଇଛି। ଏହାକୁ ସରକାର ଲୁହା କଡିରେ ବାନ୍ଧି ରଖିଛନ୍ତି ଏବଂ ଦରକାର ହେଲେ ତାକୁ ବାହାରକୁ ଆଣୁଛନ୍ତି ଏହି କାର୍ଯ୍ୟକୁ ନୀର ବାବା କ'ଣ ଆଖିରେ ଦେଖିଛନ୍ତି ? ନା ଆମମାନଙ୍କ ଆଗରେ ଅନ୍ଧ ଭଳି ବାଡି ବୁଲାଉଛନ୍ତି ବାବା ବୁଲାଉଥିବା ବାଡି ଠିକ୍ ଯାଗାରେ ଲାଗୁଛି ତ ? ବାବା ଏଭଳି ଲଣ୍ଠନ ଦେଖାଇଲେ ଚଳିବ ନାହିଁ । ସମସ୍ତେ କ'ଣ ଏକା ଭଳି ଅଛନ୍ତି
    ବାନାଟିର ନାମ ପତିତପାବନ ପତିତରେ ଦୟା ହେଲା
    ପଚରା କନାରେ ଗରମ ରହିଛି ବଝିସୁଝି ଧନ ଖେଳା ।।
    ସତ୍ୟ ବାବୁ ଆପଣ କିଛି ବୁଝିପାରୁଛନ୍ତି ନା ନାହିଁ ?

  • @narayandalai9799
    @narayandalai9799 3 ปีที่แล้ว +6

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @tutubhatta818
    @tutubhatta818 2 ปีที่แล้ว +9

    ଦୟ୍ଯକରି ଏହି ଭିଡିଓ ରେ କୁହା ଯାଇଥିବା ଗ୍ରାମର କୁ ଜାଇ ଆପଣ ଏହି ତିନି ଜାଗିରେ ଅକ ଚାଲିଛି ଵାବା କହୁଛନ୍ତି ଦୁଇ ଅକ ଅମେ ସମସ୍ତେ ଜାଣିଛେ ଅଉ ବାକି ଏକ ଆକ ଚାଲିଥିବା ଜାଗା କେଉ ଜାଗାରେ ଅଛି ସେହି ବିସୟ ରେ ଆଲେଚନା କରା ଜାଉ ଜୟ ଜଗନ୍ନାଥ

  • @Akm.854
    @Akm.854 3 ปีที่แล้ว +9

    ଗୁପ୍ତ, ହେଉଛି ...ଅଚ୍ୟୁତ ଗୁପ୍ତବ୍ରହ୍ମ ସଂଘ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା...🙏🏻🙏🏻🙏🏻

  • @ranjanrout7671
    @ranjanrout7671 3 ปีที่แล้ว +21

    ଆପଣ ସବୁବେଳେ ଠାକୁରଙ୍କ ସାମ୍ନାରେ କାହିଁକି ବସୁଛନ୍ତି

    • @chandannaik8715
      @chandannaik8715 3 ปีที่แล้ว +2

      Karano bhakata agare bhagaban pochare
      Jay jagannatha

    • @rasmikant6968
      @rasmikant6968 3 ปีที่แล้ว +3

      Thik mora bi sei q. puni thakuranka aadaku pa6a kari basiba thik nuha

    • @kspirit7571
      @kspirit7571 3 ปีที่แล้ว +3

      ଦିଅଁ ଙ୍କ ପଟ କୁ ପଛ କରିକି ବସିବା କଥା ନୁହେଁ

    • @thereawakening3170
      @thereawakening3170 หลายเดือนก่อน

      Even they should not sit in chair before Bhagaban...

  • @SashankaSekharPatel00
    @SashankaSekharPatel00 3 ปีที่แล้ว +79

    ଯେତେ ଶୁଣିଲେ ବି ଆଉ ଶୁଣିବାକୁ ଇଚ୍ଛା ହେଉଛି ବାବାଙ୍କ କଥା... ଜୟ ଜଗନ୍ନାଥ 😊🙏

  • @prasantasing771
    @prasantasing771 3 ปีที่แล้ว +33

    ଜୟ ଜଗନ୍ନାଥ ,,ମାଳିକା ବିଶାରଦଙ୍କ ଅଭୂତ ପ୍ରବଚନ ଭାରି ମନ୍ତ୍ର ମୁଗ୍ଧ । ସରଳ ଓ ବିଚିତ୍ର ଭାବ

    • @pratiknaga
      @pratiknaga 3 ปีที่แล้ว +1

      Jay Jagannath. Jay Panchasakha.

    • @sankarmallik4234
      @sankarmallik4234 3 ปีที่แล้ว

      ମାଳିକା ସତ୍ଯ କିନ୍ତୁ ନୀର ବାବା ଠକ, ପ୍ରମାଣ ପାଇଁ ଫୋନ କରନ୍ତୁ ୮୨୪୯୯୧୦୯୭୬

    • @udasyogashram1035
      @udasyogashram1035 3 ปีที่แล้ว

      Jay sunyabasi #udasyogashram

  • @sanskartv9433
    @sanskartv9433 3 ปีที่แล้ว +37

    ଏହି ପ୍ରୟାସ ଆପଣଙ୍କର ଜାରି ରହୁ ସତ୍ୟ ଭାଇ
    ବହୁତ୍ କିଛି ଶିଖିବାକୁ ମିଳୁଛି 🙏👍

  • @gajendraprasdabarik3304
    @gajendraprasdabarik3304 3 ปีที่แล้ว +13

    ଜୟ ଜଗନ୍ନାଥ ତୁମ ପାଦ ତଳେ ସାରା ଦୁନିଆ ପ୍ରଭୁ ତୁମେ ରକ୍ଷା କର ପ୍ରଭୁ ଜୟ ଜଗନ୍ନାଥ

  • @krupasindhumishra3135
    @krupasindhumishra3135 2 ปีที่แล้ว +4

    ମହାପୁରୁଷ ଅଚୟୁତାନନ୍ଦ ଶ୍ରୀଚରଣ ସରନ୍ ।ଜୟ ଜଗନ୍ନାଥ ଜୟ ପଞ୍ଚସଖା ।

  • @prasadmajhi5559
    @prasadmajhi5559 3 ปีที่แล้ว +8

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

  • @manojkumardasmanoj4221
    @manojkumardasmanoj4221 3 ปีที่แล้ว +2

    ସତ୍ୟଭାଈ ନୀରଵାଵାଙ୍କୁ ଅନୁରୋଧ କରି ପଚାରନ୍ତୁ ପ୍ରଭୁଙ୍କର କେଉଁ ନାମକୁ ଜପିଲେ ଏହି କଳିକାଳରୁ ଉଦ୍ଧାର ମିଳିଵ

    • @nagenkumarbiswal8171
      @nagenkumarbiswal8171 3 ปีที่แล้ว

      Jeu nama sadguru taluka upare lekhi ki dianti sai Nama mukti ra chabi baki sabu aintha nama, sey kebala Abhada jaha Anitha huAni

  • @menakapalei7443
    @menakapalei7443 3 ปีที่แล้ว +7

    I agree with you but I disagree about lord Hanuman...sir puran ved k anusar Hanuman Chiranjivi hai jo abhitak jinda h also woh appne jaise kaha waise nhi h plzzz faltu m bat na kijiye😡😡 strongly disagree and Bhagwan ji ayenge sabko pata h har yug m aye h iss yug m ayenge♥️♥️

  • @adumallick2027
    @adumallick2027 2 ปีที่แล้ว +1

    ମାଳିକା ଭକ୍ତ ମାନଙ୍କୁ ଏତିକି ନିବେଦନ ଜାଣିଥିେଲ ଖୋଲି କୁହନ୍ତୁ ନହିଲେ ରୁହନ୍ତୁ

  • @sasmitadas2805
    @sasmitadas2805 3 ปีที่แล้ว +4

    Satya babu apananku bahut bahut dhanyawad apana nka jogu bahu kichhi sunibaku janibaku pauchhu jay Jagannath jay panchasakha

  • @rishidev62
    @rishidev62 2 ปีที่แล้ว +1

    Bhai ratra 12 tare video dekhuchi...
    Jemiti video Play hela na sarunu soibaku ichha helani...
    I love you all..
    Really bada gumara kholile baba .....🙏🙏🙏🙏

  • @urmilasahoo5807
    @urmilasahoo5807 3 ปีที่แล้ว +6

    Right kahile Baba Akamatra Panchasakha nku Chintan karantu au Saran pasantu . 🙏 Mukti paiba🙏Jay Jagannath 🙏🙏🙏

  • @jayjagannathagency3318
    @jayjagannathagency3318 3 ปีที่แล้ว +2

    ନିରବାବାଙ୍କ ଅତିସୁନ୍ଦର କଥା ଓ ତଥ୍ୟପୁର୍ଣ୍ଣ ।ଆପଣକୁ ଅନେଟ ଅନେକ ସାଧୁବାଦ। ଜୟ ଜଗନ୍ନାଥ
    ସତ୍ୟବାବୁ ମୋର ଆପଣଙ୍କୁ ସେହି ଗୋଟିଏ ଅନୁରୋଧ ଆପଣ ଥରଟିଏ ନେମାଳ ନିକଟ ଖଣ୍ଡସାହି ଗ୍ରାମରେ ଥିବା ବାସୁଦେବଅଶ୍ରମର ସୁକାନ୍ତଦାସ ମହାରାଜ ଙ୍କ ସହିତ ସାକ୍ଷ୍ୟାତ କରନ୍ତୁ ବହୁମାଳିକା ତତ୍ତ୍ବର ଉନ୍ମଚୋନ ହେବ।

  • @rupalisahoo8004
    @rupalisahoo8004 3 ปีที่แล้ว +9

    Baba nku Pranam 🙏🌹🙏
    Jay Jagannath 🙏🌑‼️🌑🙏
    Jay Panchasakha 🙏🌹🙏

  • @Jagannath989
    @Jagannath989 3 ปีที่แล้ว +18

    ॐଗୁରୁ ଅଚ୍ୟୁତାନନ୍ଦ ନମଃ, ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @gurunaik1238
    @gurunaik1238 3 ปีที่แล้ว +12

    Baba nka katha bahut sundar laguchi. Sabubele suniba pain. Jai jagannath jai panchsakha

  • @SomuWildodisha
    @SomuWildodisha 3 ปีที่แล้ว +1

    କଳିରେ କଳ୍କୀଙ୍କ ନାମ, କେଉଁ ସ୍ଥାନ ଜନ୍ମ, ହୋଇ ସାରିଲେଣି କି ନାହିଁ। ତାଙ୍କ ମାଆ ଙ୍କ ବାପାଙ୍କ ନାମ କଣ। ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲାନାହିଁ

  • @biswamitrapatel2831
    @biswamitrapatel2831 3 ปีที่แล้ว +11

    Tanka ra malika suniba ku bahuta vala laguchi satya babu thank you

  • @sumantapaikaray6200
    @sumantapaikaray6200 3 ปีที่แล้ว +4

    Nira Baba brilliant suggest i appreciate for you.satya Bhai good tackle both are outstanding .we want nira Baba . Jay Jagannath jay Jagannath...

  • @aswanibehera8591
    @aswanibehera8591 3 ปีที่แล้ว +11

    Jay jagannath Swami🙏🙏🙏

  • @rajeshjena559
    @rajeshjena559 3 ปีที่แล้ว +12

    🙏 ମାଳିକା ର ଅର୍ଥ ବୁଝିବା ଏତେ ସହଜ ନୁହେଁ,ତାହା ସଂକେତ ରେ ଲେଖା, ବୁଝିବା ପାଇଁ ଦିବ୍ୟ gyana ଦରକାର, ତାଙ୍କ ଆଶୀର୍ବାଦରେ ମିଳିବ, ଆମର କେବଳ ଗୋଟିଏ କାମ ହେଲା ତାଙ୍କ ପାଖେ surrender ହେବା

  • @shantibalamohanty8381
    @shantibalamohanty8381 3 ปีที่แล้ว +4

    ଭାଇ ଖରାପ ଭାଷା ଲେଖିବାକୁ ଇଛା ନଥିଲେ ବି ଲେଖୁଛି ଏ ଭକ୍ତ କହିଲେ କୀ ହନୁମାନ ସୀତା ମା ଙ୍କ ପରି ସ୍ତ୍ରୀ ସହିତ ଉପଭୋଗ କରିବାକୁ ଚାହୁଁ ଥିଲେ କିଛି ପ୍ରମାଣ ଅଛି ଭଗବାନ ହନୁମାନ ମାନେ ଶିବ କୁ କୃଷ କଲେ, ଆଉ ଏ ମାଉସା ଏତେ ହରାମି ମୁ ପ୍ରମାଣ ଦେଖିବାକୁ ଚାହୁଁଛି ଦେଖାନ୍ତୁ ହନୁମାନ ଜିଏ ଛାତି ଚିରୀ ପ୍ରମାଣ ଦେଲେ କି ତାଙ୍କ ହୃଦୟରେ ରାମ ସୀତା ତୋ ଥିଲେ ତୋ ସୀତା କୁ ଭୋଗ କରିବାର କୋଉ ପ୍ରମାଣ ଅଛି ଦେଖାଓ ଭାଇ ହିନ୍ଦୁ ସମାଜକୁ ଏ ଫାଲତୁ କଥା କହିଲେ ନା ଏ ମାଆ ଗିହା ସହ ତମ ଚେନାଲ ରୋ ବି ମା ବାପା ଏକକ ହେଇ ଜିବ ପ୍ରୂଫ ଦେଖି uplod କର ଭିଡ଼ିଓ ( ମା ଗିହା ମାନେ ଶିବହନୁମାନ ଯିଏ ଲକ୍ଷ୍ମୀ କୁ ମା ବୋଲି ଆମ ଧର୍ମ ରେ ଲେଖା ଅଛି ଏ ବାବୁ ତାଙ୍କ ସହ ଉପଭୋଗ କରିବାର ପ୍ରମାଣ ନ ଦେଲେ ତମ ଭକ୍ତ ହି ମା ଗିଁହା ଏଇଥି ପାଇଁ କହିଲି ପ୍ରମାଣ ତାଳ ପତ୍ର ରେ ଦିଅ କୋଉଠି ଲେଖା ଅଛି କି )

    • @dayasagardayasagar755
      @dayasagardayasagar755 3 ปีที่แล้ว

      E loko market ru chatibahi padhhi
      bobali karuchi.
      semiti kichhi sashtriya vidhi vidhan Yaku jana nahi..

    • @mukeshkumarray6198
      @mukeshkumarray6198 2 ปีที่แล้ว

      Radha nka bibaha Ayan sange heithila , jiye ki kansa ra sena re thila , Hanuman ta amar thile... Eiye saala chuitya vanda baba... Randua baba

    • @desi_villagers_1716
      @desi_villagers_1716 ปีที่แล้ว

      Tu Bala janichu

  • @soumyabehera6036
    @soumyabehera6036 3 ปีที่แล้ว +6

    Ehi episode bahuta bhala lagila.

  • @anupamamohapatra1247
    @anupamamohapatra1247 3 ปีที่แล้ว +26

    ନିର ବାବା ଙ୍କ ଆଶ୍ରମ ନାମ କୁହନ୍ତୁ

  • @gatikrushnadhal5232
    @gatikrushnadhal5232 3 ปีที่แล้ว +8

    ଜୟ ଶ୍ରୀ ଜଗନ୍ନାଥ , ଅଚୁତ୍ୟ ଶରଣ ଅଚ୍ୟୁତ ସରଣମ

  • @pabitradash1120
    @pabitradash1120 2 ปีที่แล้ว +6

    ମାଳିକା ବଚନ ସତ,,,,,,,ଗାର,ଠାର,କିଏ ବୁଝିବ ସମୟ କୁ ଅପେଖ୍ୟା କର,,,,
    ମାଳିକା ସତ୍ୟ,,,,,,,ବିଭିନ୍ ଗ୍ୟାନି କଂ ଭିନ ମତ,,,,,

  • @mahaprabhusocialvision8795
    @mahaprabhusocialvision8795 3 ปีที่แล้ว +2

    ଜୟ ଜଗନ୍ନାଥ, ଜୟ ଅଚ୍ୟୁତ ଗୋସେଇଁ ବାବା ଙ୍କ ଉପସ୍ଥାପନା ବୋହୁତ ଚମତ୍କାର ।

  • @anupamamohapatra1247
    @anupamamohapatra1247 3 ปีที่แล้ว +14

    ବହୁତ ବଢ଼ିଆ,ଆପଣଙ୍କୁ ଆଗକୁ ବଢନ୍ତୁ

  • @narayandalai9799
    @narayandalai9799 3 ปีที่แล้ว +8

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @SumitKumar-dg8cd
    @SumitKumar-dg8cd 3 ปีที่แล้ว +13

    ସତ୍ୟ ବାବୁ ଦୟାକରି ଆଜ୍ଞା ଆପଣ ଟିକେ ଧର୍ଯ୍ୟ ରଖି ଶୁଣିବାକୁ ଚେଷ୍ଟା କରନ୍ତୁ । ସେ ବାବା ଯାହା କହୁଛନ୍ତି ତାର ଉତ୍ତର ଯଦି ଆପଣ ଜାଣିନାହାନ୍ତି ତାହେଲେ ଦୟାକରି ପୋଚାରିବା ହଉ।

  • @Sonalijena469
    @Sonalijena469 3 ปีที่แล้ว +5

    Thanks 🙏🏾

  • @sangrambarik2275
    @sangrambarik2275 3 ปีที่แล้ว +14

    Jay Jagannath
    Jay Panchasakha,🙏🏻🙏🏻🙏🏻

  • @narayandalai9799
    @narayandalai9799 3 ปีที่แล้ว +9

    pranam 🌿☘️guru ☘️🌿dev🌿☘️

  • @rabinarayanpalei6443
    @rabinarayanpalei6443 3 ปีที่แล้ว +11

    Jay Biraja Mandal,Jay Nira Baba, Jay PANCHA SAKHA, JAY JAGANNATH, JAY KALKI MAHA BAHU.Jay Ho Satya Babu.

  • @jitendrasamal5167
    @jitendrasamal5167 3 ปีที่แล้ว +6

    🙏Jay 🙏gaganatha 🙏

  • @satyajena8496
    @satyajena8496 2 ปีที่แล้ว +5

    Jay Jagannath 🙏🙏

  • @mahabertraders6721
    @mahabertraders6721 2 ปีที่แล้ว +2

    Guruji nku koti koti pranam jay Jagannath jay Jagannath jay Jagannath jay Jagannath

  • @madhusudannayak3126
    @madhusudannayak3126 3 ปีที่แล้ว +6

    ହରେ କୃଷ୍ଣ

  • @narayandalai9799
    @narayandalai9799 3 ปีที่แล้ว +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @hrushikesrath2714
    @hrushikesrath2714 3 ปีที่แล้ว +11

    Sound quality bhala nahi, parabarti episode re tike dhyanadebe satya bahi, Dhanyabad

  • @satyajitpratap6535
    @satyajitpratap6535 2 ปีที่แล้ว +8

    ଜୟ ଜଗନ୍ନାଥ 🙏ଗୁପ୍ତ ଜିନିଷ କୁ ଗୁପ୍ତ ରେ ରଖାଯାଉ ସମସ୍ତଙ୍କ ଆଗରେ ପ୍ରକାଶ କରିବା ଉଚିତ୍ ନୂହେଁ ବୋଧହୁଏ 🙏

    • @bhabanisankarjena3033
      @bhabanisankarjena3033 2 ปีที่แล้ว

      Sabu prabhu ka icha prabhu chahun6 nti samaste janantu aau sudhuri jantu🙏🏻🙏🏻🙏🏻🙏🏻🙏🏻

  • @sagarparida9090
    @sagarparida9090 3 ปีที่แล้ว +6

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @jnanadiptasamantaray1562
    @jnanadiptasamantaray1562 3 ปีที่แล้ว +3

    ଅନୁକୂଳାବ୍ଦ ଅଙ୍କ ,
    ଅନନ୍ତ ମହାରାଜ ଓ କିଶୋରୀ ମୋହନ ପ୍ରଭୁଙ୍କ ଅନ୍ତରଙ୍ଗ
    ବାଳିଆ, ମାଗୁର

  • @BIMAL797
    @BIMAL797 3 ปีที่แล้ว +9

    2004 ସୁନାମି ଇଣ୍ଡୋନେସିଆ ରେ ହୋଇଥିଲା Sir

    • @pitabashsahoo263
      @pitabashsahoo263 3 ปีที่แล้ว

      ସିଏ ଟାଉଟରୀ ମାରୁଚି ମ

  • @bramhacharibabipankajsirka5947
    @bramhacharibabipankajsirka5947 3 ปีที่แล้ว +24

    Best of the best episode, true episode, very very interesting episode, greatest episode ever by sotyobhonjo channel.... Secret divine speaker in India 🇮🇳

  • @niranjannanda445
    @niranjannanda445 3 ปีที่แล้ว +10

    Prabhu ki Lila Pravu hi jane Pravu ki Jai Ho Jay SRI Ram.

    • @manoranjanbehera8938
      @manoranjanbehera8938 3 ปีที่แล้ว

      Seema

    • @prakashray6156
      @prakashray6156 3 ปีที่แล้ว

      Jie ye srishti ra racheita,sie hinsa kamana,lobha ,basana re rata thiba manisha nku nijara icha,jojona direct kahuchanti😊😀😁abrhamic paigamber mane v eha kuhanti.grahak prabala dokan chalichi😀🤓

  • @anupamanayak8568
    @anupamanayak8568 3 ปีที่แล้ว +18

    ଅନେକ ଅନେକ ଧନ୍ୟବାଦ ।ନୀର ବାବା କୁ ଅପେକ୍ଷା କରି ରହିଥିଲୁ ।

  • @alokkumarparida1251
    @alokkumarparida1251 3 ปีที่แล้ว +27

    ଅନେକ ଅନେକ ଧନ୍ୟବାଦ 🙏💞

  • @narayandalai9799
    @narayandalai9799 3 ปีที่แล้ว +2

    jay🚩☘️ shree🌴🚩 guru☘️🚩 dev🚩☘️
    jay ☘️🚩shree ☘️🚩panchasakha☘️🚩
    jay 🚩☘️shree☘️🚩 hanuman☘️🚩
    jay 🚩☘️shree☘️🚩 jagannath☘️🚩

  • @nrusinghbarik7083
    @nrusinghbarik7083 3 ปีที่แล้ว +6

    Jay Jagannath swami 🙏🙏🙏 jay panchsakha 🙏🙏🙏 jay nila baba

  • @TapasSahoo.
    @TapasSahoo. 3 ปีที่แล้ว

    ମାଳିକା କିଛି ମାତ୍ରାରେ ସତ ହେଇପାରେ କିନ୍ତୁ ଏ ଲୋକ ମାନେ ବି କିଛି ବୁଝି ନାହାନ୍ତି କି ବୁଝାଇ ପାରୁନାହାନ୍ତି । ଆଉ ଯାହାର ଯାହା ମନ ହେଲା କହିଚାଲିଲା । ଆଉ ଯେଉଁ ପ୍ରଶ୍ନର ଉତ୍ତର ନାହିଁ ତାହା ଗୁପ୍ତ କହିହେବ ନାହିଁ ବୋଲି କହୁଛନ୍ତି।

  • @sasmitamaharana4022
    @sasmitamaharana4022 3 ปีที่แล้ว +3

    Jai jagannath swami🙏🙏🙏🙏🙏

  • @pitabashsahoo263
    @pitabashsahoo263 3 ปีที่แล้ว +10

    ଏଇଟା ଗୋଟେ ପରମ ଟାଉଟର , ବଜରଙ୍ଗଵାଲୀ ପ୍ରଭୁ ହନୁମାନଙ୍କ ନାଁରେ ଇଆଡୁ ସିଆଡୁ କହୁଚି ।

  • @ranjanapanda6538
    @ranjanapanda6538 3 ปีที่แล้ว +4

    ବାବା ଆପଣଂକୁ ମୋର କୋଟି କୋଟି ପ୍ରଣାମ।
    ସତ କଥା ଯାହା ସବୁ ଆପଣ କହୁଛନ୍ତି। ନମସ୍କାର। ହେ ପ୍ରଭୁ ବାସୁଦେବ ଶ୍ରୀକୃଷ୍ଣ।।
    ସବୁ ମନେ କେମିତି ରଖିଛନ୍ତି। ଆପଣ ଜଣେ ଅଲୌକିକ ମହାନ୍‌ ଆତ୍ମା।

  • @arunsethy2829
    @arunsethy2829 3 ปีที่แล้ว +7

    Pranam baba. Great Odisa

  • @satyanayak4271
    @satyanayak4271 3 ปีที่แล้ว

    ଶ୍ରୀ ହନୁମାନ ଙ୍କ ମା ସୀତା ଦେବୀ ! ସୀତା ଦେବୀ ଯିଏ ରାଧାରାଣୀ ସିଏ ! ଶ୍ରୀ ହନୁମାନ ଜି ଙ୍କ ଏଭଳି କଥା କୋଉଠି ଲେଖା ଅଛି, ଆଉ ତାକୁ କୋଉ ମହାପୁରୁଷ ଲେଖିଛନ୍ତି ପ୍ରମାଣ ଦିଅ ! ନିଜ ମନରୁ ଏଭଳି କଥା କୁହ ନାହିଁ କି ମହା ଅପରାଧ କର ନାହିଁ

  • @rikupradhan3075
    @rikupradhan3075 3 ปีที่แล้ว +5

    Ba ba sabu janichhanti aapan tanka sha video kale bhala lagiba🙏🙏

  • @sanjayakumargouda5872
    @sanjayakumargouda5872 3 ปีที่แล้ว +1

    ବାବାଙ୍କୁ ମୋର ଗୋଟିଏ ପ୍ରଶ୍ନ ?
    ବାବା ଆପଣ ଯାହାକହିଲେ ତ୍ରେତୟା ଯୁଗରେ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ମାଗିଥିଲେ ପ୍ରଭୁ ସୀତା ପରି ସୁନ୍ଦରୀ ସ୍ତ୍ରୀଟିଏ ଦିଅନ୍ତୁ । ପ୍ରଭୁ ଦ୍ୱାପର ଯୁଗରେ ହନୁମାନ ରାଧାଙ୍କୁ ପାଇଥିଲେ ।।
    ମୋର ପ୍ରଶ୍ନ:-1.ହନୁମାନଙ୍କ ମୃତ୍ୟୁ କୋଉ ଯୁଗରେ ହୋଇଛି
    2.ଆପଣ ମାନେ ମହାଭାରତରେ ହନୁମାନଙ୍କୁ ନିଶ୍ଚୟ ଦେଖିଥିବେ
    ହେଲେ ହନୁମାନ ରାଧାଙ୍କୁ ପାଇଲେ କେମିତି
    ବାବା ପ୍ରମାଣ ଦିଆନ୍ତୁ କୋଉ ପୁରାଣରେ ହନୁମାନ ରାଧଙ୍କୁ ପାଇଥିଲେ ନହେଲେ ଆପଣଙ୍କ କଥାକୁ କେହି ବିଶ୍ୱାସ କରିବେନି ।।
    ଯଦି ମୋ କଥାରେ ସ୍ନମତ ତେବେ like comment ନିଶ୍ଚୟ କରନ୍ତୁ ।।
    ଜୟ ଜଗନ୍ନାଥ ସ୍ୱାମୀ

  • @snehalatadash2425
    @snehalatadash2425 3 ปีที่แล้ว +6

    🙏🙏🙏ଜୟ ଜଗନ୍ନାଥ

  • @twillskhurda3329
    @twillskhurda3329 2 ปีที่แล้ว +1

    ମାଳିକାରେ ବର୍ଣ୍ଣିତ ଯଳୌକା ପାହାଡ଼ରେ ଲୁଚିରହିଛି ଅନେକ ରହସ୍ୟ (ଟାଙ୍ଗୀ,କଟକ) |

  • @susantasahoo173
    @susantasahoo173 3 ปีที่แล้ว +5

    Good work, ଜଗନ୍ନାଥ ତୁମକୁ ଘଣ୍ଟ ଘୋଡାଇ ରଖନ୍ତୁ ସମସ୍ତଙ୍କର ମଙ୍ଗଳ କରନ୍ତୁ

  • @manasimishra4592
    @manasimishra4592 2 ปีที่แล้ว +1

    Bhai apanaka eai bhala kama pai apanaku koti koti pranam🙏🙏🙏🙏

  • @SagarRanjanMohanty
    @SagarRanjanMohanty 3 ปีที่แล้ว +15

    Wow!What the title is! We have waited eagerly...... perhaps splitting of hidden treasure......
    Satyaji,We wish you all the best!Go ahead,u r not alone,we r with you......Jay Jagannath.

    • @purastambehera3902
      @purastambehera3902 3 ปีที่แล้ว +2

      Hi

    • @shantibalamohanty8381
      @shantibalamohanty8381 3 ปีที่แล้ว +3

      ଭାଇ ଶିବ ହି ହନୁମାନ ଆଉ ସେ ମା ଲକ୍ଷ୍ମୀ କୁ ଇପଭୋଗ କରିବାକୁ ଚାହୁଁ ଥିଲେ କି ଭିଡ଼ିଓ କୁ ସପୋର୍ଟ କରୁଚ ଭାଇ (ମା ଲକ୍ଷ୍ମୀ ଆଉ ବିଷ୍ଣୁ ) ଶିବ ଆଉ ପାର୍ବତୀ,ବ୍ରମହା ଆଉ ସରସ୍ବତୀ ମା ରୋ ଚରିତ୍ର କୋଉ ଠି ଖରାପ ଲେଖା ହେଇଚି ପ୍ରମାଣ ଦେଇ ପାରିବ କି ହିନ୍ଦୁ ଧର୍ମର ବିରୁଦ୍ଧରେ ଥିବା ଲୋକଙ୍କୁ ସୋପୋର୍ଟ କରୁଛ

    • @SagarRanjanMohanty
      @SagarRanjanMohanty 3 ปีที่แล้ว +3

      @@shantibalamohanty8381 ଦେଖନ୍ତୁ ଭଉଣୀ, ମୁଁ ଏପିସୋଡଟି ଦେଖିବା ଆଗରୁ, ଲେଖା ହୋଇଥିବା Title ପ୍ରତି ମୋର ଉତ୍ସୁକତା ପ୍ରକାଶ କରିଥିଲି।ଆପଣ ମୋ ମନ୍ତବ୍ୟ ର timing ଦେଖି ପାରନ୍ତି।
      ପରେ, ଦୁଃଖରେ ମୁଁ ଆଜ୍ଞା କିଛି ମନ୍ତବ୍ୟ ଦେଇନାହିଁ।
      ବାବାଙ୍କର ଏତାଦୃଶ ଟିପ୍ପଣୀ ପୂର୍ବକ ଉପସ୍ଥାପନା ରେ ମୁଁ ମର୍ମାହତ। ଆପଣ ଯେଉଁ ଆଧ୍ୟାତ୍ମିକ ପ୍ରସଙ୍ଗ କୁ ନେଇ ଅଭିଯୋଗ କରିଛନ୍ତି, ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଏକମତ।
      କ୍ଷମା କରିବେ, ମୁଁ ପ୍ରୋତ୍ସାହନ ଦେଇନାହିଁ।ଜୟ ଜଗନ୍ନାଥ।

    • @udasyogashram1035
      @udasyogashram1035 3 ปีที่แล้ว

      Jay sunyabasi #udasyogashram

    • @gajarajbabu6771
      @gajarajbabu6771 3 ปีที่แล้ว

      @@shantibalamohanty8381 a e episode re hanuman o sita nka bisaya re kahichhanti .
      Laxmi nka bisaya nuhen.

  • @jnanadiptasamantaray1562
    @jnanadiptasamantaray1562 3 ปีที่แล้ว

    ମହା ପୁରୁଷ ଭୁଲ୍ ନୁହଁନ୍ତି, ଆମର ବୁଝିବା ଭୁଲ୍ । ତାଙ୍କର ଦର୍ଶନ ଆମର ଦର୍ଶନ ଭିତରେ ଅନେକ ପାର୍ଥକ୍ୟ । ଯା' ହେଉ ବାବା ଏସବୁ ମନେ ରଖିଛନ୍ତି, କହିପାରୁଛନ୍ତି, ଅନେକ ଧନ୍ୟବାଦ ।

  • @subhankarbiswal5407
    @subhankarbiswal5407 2 ปีที่แล้ว

    The best baba till now is kanha baba.will definitely reach out to him

  • @rajeshraja7918
    @rajeshraja7918 3 ปีที่แล้ว +8

    ଜୟ ଜଗନ୍ନାଥ ସ୍ଵାମୀ

  • @ajayakumararautaray7042
    @ajayakumararautaray7042 2 ปีที่แล้ว

    ଜୟ ଶଙ୍କର ପାର୍ବତୀ

  • @narayandalai9799
    @narayandalai9799 3 ปีที่แล้ว +12

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @Si_pu310
    @Si_pu310 3 ปีที่แล้ว

    ବାବାଙ୍କର ଜ୍ଞାନ ଶୂନ୍ୟ ହୋଇଗଲାଣି ନା ଆଉ କିଛି ବାବା ମାଳିକା ପଢ଼ି ବୁଝି କହୁଛନ୍ତି ନା ନାହିଁ ବାବା କ'ଣ ମହାପ୍ରଭୁଙ୍କ ଦର୍ଶନ କୁ ପୁରାପୁରି ନିଜସ୍ଵ ମତାମତ ରେ ପରିବର୍ତନ କରି କହିଲେଣି ଏହା ବଡ଼ ଦୁଃଖ ର ବିଷୟ ।
    ଏଭଳି କଥା କହି ଆମ୍ଭମାନଙ୍କୁ ଭ୍ରମିତ କରାଉଛନ୍ତି । ଏଥିପାଇଁ ଟିକେ ଧ୍ୟାନ ଦିଅନ୍ତୁ ମଙ୍ଗଳ ହେବ ।ଜୟ ପଞ୍ଚସଖା ।

  • @skdsingerkumarsaroj655
    @skdsingerkumarsaroj655 3 ปีที่แล้ว +5

    JAY KALIKI
    JAY JAGANNATHA

  • @ankiasmr
    @ankiasmr 2 ปีที่แล้ว

    ଶ୍ରୀ ରାମ ଭକ୍ତ ହନୁମାନ, ଯିଏ କଳିଯୁଗ ର ଠାକୁର, ପରମ ଭକ୍ତ ତଥା ଶ୍ରୀ ରାମ ଙ୍କୁ ପିତା ଓ ସୀତା ମାଆଙ୍କୁ ନିଜ ମାତା ବୋଲି ମାନନ୍ତି, ତାଙ୍କ ନାମ ରେ ଏମିତି ଅସଭ୍ୟ ମନ୍ତବ୍ଯ ଦବାକୁ ଆପଣଙ୍କ ସାହାସ ହେଲା କେମିତି? ମାଳିକା ବଚନ କହିବାକୁ ଯାଇ ଏମିତି କହିବାକୁ ଆପଣ କିଏ? ଆଛା ତେବେ ଆପଣ ତେବେ ରାମ ଓ ହନୁମାନଙ୍କ କଥୋପକଥନ ବେଳେ ଛିଡା ହୋଇଥିଲେ ବୋଧେ?

  • @rahulsamal522
    @rahulsamal522 3 ปีที่แล้ว +4

    Satya babu ye baba apana sahit Katha hela bele se jou tank janma tithi kahile,arthat dwadasa gopala bhita ru se jane.apana please yanku apana bahu baar anantu channel ku.

  • @sambhabanasevaparisad1793
    @sambhabanasevaparisad1793 2 ปีที่แล้ว

    ଦୟାକରି ଭାଷା ସଂଯମତା କରି ଆଧ୍ୟାତ୍ମିକ ଚର୍ଚ୍ଚା କରନ୍ତୁ । ହନୁମାନ ଜଣେ ଆଜନ୍ମ ବ୍ରହ୍ମଚାରୀ , ସେ ନାରୀ ଉପଭୋଗ ର ଅର୍ଥ ଜାଣନ୍ତି ନାହିଁ , ସୀତା ଙ୍କୁ ସେ ମାତା ଜ୍ଞାନ କରନ୍ତି , ସେ ସୀତାଙ୍କ ଭଳି ସ୍ତ୍ରୀ ଚାହିଁଥିଲେ ସୁନ୍ଦର ହାତ ରନ୍ଧା ଖାଇବାପାଇଁ , ଯାହାର ପ୍ରମାଣ ଆପଣଙ୍କୁ ଚନ୍ଦ୍ରସେଣା ଙ୍କ ନମ୍ପୁସକ ହେବା କଥା ରାଧା କୃଷ୍ଣ ଙ୍କ ଯିବନି ଗୀତଗୋବିନ୍ଦ ରେ ମିଳିପାରିବ । ଦୟାକରି ଅଦ୍ଧ୍ୟାତ୍ମିକତା କୁ ବେପାର ରୂପ ଦିଅନ୍ତୁନାହିଁ ନିଜର ବିଜ୍ଞାପନ ପାଇଁ ।

  • @neerennayak7417
    @neerennayak7417 3 ปีที่แล้ว +4

    ଜୟ ଜଗନ୍ନାଥ ଜୟ ମାଳିକା

  • @pradeepkumarpradhan980
    @pradeepkumarpradhan980 3 ปีที่แล้ว +1

    Sabu JAGATARA NATHA JAGANNATHA 🙏 nka krupa o apara Mahima ra lilakhela 🙏🙏🙏

  • @pradoshpatra625
    @pradoshpatra625 2 ปีที่แล้ว +6

    ଅତି ସୁନ୍ଦର ଭାବରେ ଆପଣ ବୁଝାଇଲେ ଜୟ ଜଗନ୍ନାଥ 🙏🙏🙏

  • @jayeeramsahoo5805
    @jayeeramsahoo5805 ปีที่แล้ว

    ଯାହାହେଉ ବାବା ଭଲ ବେପାର କରୁଛ, ଦେଖୁଛ ଫାଳେ, ବୁଝୁଛ ଚେନାଏ, କହୁଛ ହମ୍ ସେ ବଡା କୋଇ ନେହିଁ,ଅଚ୍ୟୁତ ଠାର ହାଡ଼ିଆ ଗାର ଆଉ ଯେତେ ସବୁ ପାଣିର ଗାର, ଜୟ ଜଗନ୍ନାଥ

  • @allvideosong1484
    @allvideosong1484 3 ปีที่แล้ว +5

    ଜୟ ଛତିଆ ବଟ

  • @SashankaSekharPatel00
    @SashankaSekharPatel00 3 ปีที่แล้ว +23

    ଅନେକ ଅନେକ ଧନ୍ୟବାଦ ...ପୁଣି ଥରେ ସାକ୍ଷାତ କରିଥିବାରୁ 🙏🙏

  • @Savehindu80
    @Savehindu80 ปีที่แล้ว +3

    Jay jaganath Swami 🙏❤️ 🚩

  • @shinquanone8714
    @shinquanone8714 2 ปีที่แล้ว +1

    କେଉଁଠି ବାନ୍ଧି ରଖିଛନ୍ତି କହୁ ନାହାନ୍ତି, ଯାଇ ଦେଖିବା ଟିକେ।

  • @binayasethy6479
    @binayasethy6479 3 ปีที่แล้ว +8

    Darpani at nearby CHANDIKHOL

  • @PankajKumar-tv4hf
    @PankajKumar-tv4hf 2 ปีที่แล้ว +1

    Best best and best, plz ak malika ka unhi gyani viykti se banaaye... Thanks

  • @sulagnasahoo519
    @sulagnasahoo519 3 ปีที่แล้ว +4

    ମୋ ଜେଜେ କହିଥିଲେ ଚିନ ଲୋକମାନେ ଆମ ନିଶ୍ୱାସ ନେଇ ଯିବେ ସତ ସେ ହଉଚି କରୋନା.

    • @sanskartv9433
      @sanskartv9433 3 ปีที่แล้ว

      Ohh hna actually esabu sata

  • @shinquanone8714
    @shinquanone8714 2 ปีที่แล้ว

    ହନୁମାନ ପ୍ରଭୁଙ୍କ କଥା ଲୋକକଥା କଥା ଭଳି କହୁଛନ୍ତି। ରାମ ଚରିତ ମାନସ କିମ୍ବା ମୂଳ ରାମାୟଣ ରେ କେଉଁଠି ଅଛି ପ୍ରମାଣ ଦିଅନ୍ତୁ।

  • @tulu9646
    @tulu9646 2 ปีที่แล้ว

    ଜୟ ଶ୍ରୀଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ

  • @groundreportodia
    @groundreportodia 3 ปีที่แล้ว +6

    Satya Babu, u r doing a fantastic work. But it's my humble request u people plz don't sit infront of God. Especially on a chair..... plz consider this.

  • @rashmitadas4602
    @rashmitadas4602 2 ปีที่แล้ว

    Jai jagannath
    ସତ୍ୟ ବାବୁ ଖୁବ୍ ସୁନ୍ଦର ପ୍ରାୟସ ,ବହୁତ୍ କିଛି ଦିଗ ଦର୍ଶନ ମିଳୁଛି,ମନ୍ଥନ କରି ଚାଲନ୍ତୁ Jai jagannath

  • @Gopabandhu91
    @Gopabandhu91 3 ปีที่แล้ว +7

    ଶ୍ରୀ ଅଚ୍ୟୁତ ସରଣମ ଜୟ ଜଗନ୍ନାଥ

  • @ramachandrajena8123
    @ramachandrajena8123 3 ปีที่แล้ว +3

    Kn Ramayanre ullekh achhi Hanuman Seetanku upabhoga karibaku chahunthile

    • @sujitkumaradhikari396
      @sujitkumaradhikari396 3 ปีที่แล้ว

      ହନୁମାନ ପ୍ରଭୁ ଶ୍ରୀରାମ ଙ୍କୁ ମା ସୀତା ଖାଇବାକୁ ଦେବା ଦୃଶ୍ୟ ଦେଖି ଭାବିଲେ, ମୋତେ ଭି ମା ସୀତା ଏମିତି ଖାଇବାକୁ ଦିଅନ୍ତେ କି?, ପ୍ରଭୁ ଅନ୍ତର୍ଯ୍ୟାମୀ ଜାଣିଲେ , ଭକ୍ତ ର ମା ହାଥରୁ ଖାଇବା ଇଛା, କିନ୍ତୁ ସମୟ ଭାବରେ ହନୁମାନଙ୍କ ଭାବନା ଟିକେ ଓଲଟା ପଡିଗଲା, ସେ ସ୍ୱାମୀ ରୂପେ ସ୍ତ୍ରୀ ଖାଇବା ଦେବା ବେଳକୁ ଏ ଭାବନା ଭାବିଥିଲେ। ତେଣୁ ତାଙ୍କ ଭାବନା ମା ଙ୍କ ହାତରୁ ଖାଇବା ହେବା ସତ୍ୱେ ସଂସାର ଭାବରେ ସ୍ୱାମୀକୁ ସ୍ତ୍ରୀ ଖାଇବାକୁ ଦେବା ହୋଇଗଲା। ଏଣୁ ଚନ୍ଦ୍ରସେଣ କିନ୍ନର ରୂପରେ ରାଧାଙ୍କୁ ସ୍ତ୍ରୀ ଭାବେ ପାଇଥିଲେ ଏବଂ ରାଧା ତାଙ୍କୁ କେବଳ ଖାଇବାକୁ ହିଁ ଦେଉଥିଲେ।। ପ୍ରଭୁଙ୍କ ପାଖରେ ସମସ୍ତେ କିଙ୍କର ପରି ଖଟନ୍ତି ଏଥିରୁ ଜାଣିବା ଯେ ଆମ ମାନଙ୍କର ସ୍ଥାନ କେଉଁଠି।। କିନ୍ତୁ ଦୁନିଆରେ ଗର୍ବୀ କାହିଁରେ କଣ।।

  • @babupradhan273
    @babupradhan273 2 ปีที่แล้ว +2

    ଜୟ ଜଗନ୍ନାଥ ପୁଣି ଥରେ ବାବା ଙ୍କ ସହ ସାକ୍ଷାତ କରିବାକୁ ଅନୁରୋଧ

  • @mamataagasti9481
    @mamataagasti9481 3 ปีที่แล้ว +4

    Thank you so much Satya

  • @narayandalai9799
    @narayandalai9799 3 ปีที่แล้ว +2

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @paramanandatarai21
    @paramanandatarai21 ปีที่แล้ว

    ବାବାଙ୍କ ଶରୀରର ରେ ସୋୟଙ୍ଗ ଭଗବାନ ଅଚୁତ ଏ ବାଣୀ ଏ ସଂସାର କୁ ସତର୍କ ଜଣାଉଛନ୍ତି

  • @musicvlogswithjmguddu2946
    @musicvlogswithjmguddu2946 3 ปีที่แล้ว +7

    Hari Bol