ବଢୁଛି ଉତ୍କଣ୍ଠା! ବିଜେପିର କିଏ ହେବ ସଭାପତି? | Terachha Baana | ତେରଛା ବାଣ

แชร์
ฝัง
  • เผยแพร่เมื่อ 26 พ.ย. 2024

ความคิดเห็น • 42

  • @rabindrapalatasingh6000
    @rabindrapalatasingh6000 25 วันที่ผ่านมา +3

    Aparajita Madam is fittest.

  • @PrasantaMohapatra-yg8fo
    @PrasantaMohapatra-yg8fo 25 วันที่ผ่านมา +1

    ଆଗାମୀ ଭା ଜ ପା ସଭାପତି ମନମୋହନ ସାମଲ ରାଜ୍ୟର ଦାୟିତ୍ଵ ନେବାକୁ ହକଦାର।

  • @upendranathswain2022
    @upendranathswain2022 23 วันที่ผ่านมา

    ଆଜିର ବିସ୍ଲେଷଣ ଅତି ଚମତ୍କାର ଥିଲା l

  • @khirodapat5975
    @khirodapat5975 25 วันที่ผ่านมา +3

    Aprajita madam

  • @prafulasingh2267
    @prafulasingh2267 25 วันที่ผ่านมา +3

    ମେଣ୍ଟ ନକରିବା ପାଇଁ ମନମୋହନ ସାମଲ ଜିଦ୍ ଧରି ବସିବାରୁ , ଆଜି ଓଡ଼ିଶାରେ ବିଜେପି ସରକାର ଗଠନ କରିଛି । ମନମୋହନ ସାମଲଙ୍କୁ ସଭାପତି କଲେ ପୁରା ଓଡ଼ିଶାକୁ ସଂଗଠିତ କରିବାରେ ସଫଳ ହେବେ । ଦ୍ଵୀତୀୟତ ଅପରାଜିତା ଷଡ଼ଙ୍ଗୀଙ୍କୁ ସଭାପତି କରାଯାଏ ଓଡ଼ିଶାରେ ଦୃତ ଗତିରେ ସଂଗଠନ ବଢିବ ।
    ତୁତିୟ କଥା ମନମୋହନ ସାମଲ ଓ ତାଙ୍କ ସହଯୋଗୀଙ୍କୁ ତଥା ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀଙ୍କୁ ଯିଏ ବିରୋଧ କରୁଛନ୍ତି ଯାହାଙ୍କୁ ବିଗତ ୧୦ ବର୍ଷ ସୁଯୋଗ ଦିଆଯାଇଥିଲା ସେହି ଗୋଷ୍ଠିଙ୍କୁ ଯେପର୍ଯ୍ୟନ୍ତ ଚୁପ୍ କରା ନଯାଇଛି , ପୁନଃଶ୍ଚ ଓଡ଼ିଶା ବିଜେପି ପୂର୍ଣରମୂଷିକ ଭବ ।

  • @ArabindaSatapathy-y1u
    @ArabindaSatapathy-y1u 25 วันที่ผ่านมา +3

    Aparajita sarangi. Nahele pratap sarangi haba darkar.

  • @manojkumarsaint7803
    @manojkumarsaint7803 25 วันที่ผ่านมา +1

    Jay Maa Durgatinasini ❤❤❤

  • @niranjanpanda8574
    @niranjanpanda8574 25 วันที่ผ่านมา +2

    Aparajita madam is best

  • @Sundarmani-f6m
    @Sundarmani-f6m 25 วันที่ผ่านมา +2

    Aparajita madom is best.

  • @gajendranathjena356
    @gajendranathjena356 25 วันที่ผ่านมา +1

    ମନମୋହନ🎉 କିମ୍ବା ଅପରାଜୀତା ଷଡଙ୍ଗି ହେଲେ ଭଲ😢 ପ୍ରତାପ ଷଡିଙ୍ଗି ହେଲେ ବି ଚଳିବ❤ସଭାପତି ବିଜେପିର❤

  • @atulkumarsahoo4086
    @atulkumarsahoo4086 23 วันที่ผ่านมา

    Aparajita Sarangi madam may be the bifiting Candidate for president of PJP in Odisha.

  • @artatranatripathy7618
    @artatranatripathy7618 25 วันที่ผ่านมา

    You are right

  • @FAKIRJENA-du2zs
    @FAKIRJENA-du2zs 25 วันที่ผ่านมา +1

    କିନ୍ତୁ ନାକରେ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @ganeshdas8285
    @ganeshdas8285 25 วันที่ผ่านมา +1

    ଅପରାଜିତା madam

  • @YoutubeShorts-pf1tx
    @YoutubeShorts-pf1tx 24 วันที่ผ่านมา +1

    Aparajita hele bhala heba

  • @aswinipradhan2237
    @aswinipradhan2237 25 วันที่ผ่านมา

    କିଛି ଉତ୍କଣ୍ଠା ନାଇଁ ମ ଯିଏ ହେଲେ କଣ କେଞ୍ଚି ହେଇଯିବ ଯେ

  • @kishorchsrichandan307
    @kishorchsrichandan307 25 วันที่ผ่านมา +1

    ବଦଳିବା ଅନାବଶ୍ୟକ।

  • @user-je3uu4ql6x
    @user-je3uu4ql6x 25 วันที่ผ่านมา +1

    Aparajita is 👍

  • @pratapchandrasamal2396
    @pratapchandrasamal2396 25 วันที่ผ่านมา +1

    ଅଲଜ୍ଜା ସାମ୍ବାଦିକତା। ନୂଆ ସରକାରଙ୍କର ରାସନ ପରିଚାଳନା ତ୍ରୁଟି ଯୋଗୁଁ ଯେତେବେଳେ ଦୁଇଜଣ ଓଡ଼ିଆ ଲୋକ ଆମ୍ବ ଟାକୁଆ ଖାଇ ଅନାହାରରେ ମୃତ୍ୟୁ ବରଣ କରୁଛନ୍ତି ସେତେବେଳେ ଆମ ଗଣ ମାଧ୍ୟମ ଙ୍କର ରାଜନୀତି ଚର୍ଚ୍ଚା ଚାଲିଛି।

    • @TerachhaBaana
      @TerachhaBaana  24 วันที่ผ่านมา

      ସତ୍ୟ ପରିବେଷଣ ଶୀଘ୍ର ହେବ

    • @lilamayasahu6669
      @lilamayasahu6669 14 วันที่ผ่านมา

      ଯାଜପୁର ରେ 13 ମସିହାରେ 11 ଜଣ ମରି ଥିଲେ

  • @FAKIRJENA-du2zs
    @FAKIRJENA-du2zs 25 วันที่ผ่านมา

    ଯାହା ଓ ଯେତେ ଭଲ କଲେ ମଧ୍ୟ ନାକରେ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @pandaabinash
    @pandaabinash 25 วันที่ผ่านมา

    Jay narayan Mishra nku sabhapati kajau

  • @Rajanibiswal2024
    @Rajanibiswal2024 25 วันที่ผ่านมา

    ଶେଷ ଦୁଇ ଜଣ ଙ୍କୁ କେହି ଗ୍ରହଣ କରିବେ ନାହିଁ

  • @aksahoo346
    @aksahoo346 22 วันที่ผ่านมา

    Aparajita mam bahuta vala netri tenu tanku karajiba darkara kintu mam nka akalachalo niti lagi sehoiparibe nahi kintu vote badhiba. Hele bjp ra Tunga neta odisara sahiparube nahi kintu mam is best

  • @omsahoo4370
    @omsahoo4370 25 วันที่ผ่านมา +3

    Jou anam kahile , Modi bhi seya thila , Direct cm hela , ta pare mla ladhila . Apanaku chance milile prove kari dekhei baku pade kaam re

  • @laxmidharnayak4191
    @laxmidharnayak4191 25 วันที่ผ่านมา

    ସବୁ ର ମୂଳ ରେ ଜଣେ ଟାଣୁଆ କେନ୍ଦ୍ର ମନ୍ତ୍ରୀ ଓ ଜଣେ ଓଡ଼ିଆ ମନ୍ତ୍ରୀ। ସେହି ମାନେ ମେଣ୍ଟ ସପକ୍ଷରେ ଥିଲେ ମାତ୍ର ଜିତିଗଲା ପରେ ରିମୋଟ ଧରିଛନ୍ତି ଆଉ ଯେଉଁ ମାନେ ମେଣ୍ଟ ବିରୋଧ କରି ଦଳକୁ ଜିତିଇଲେ ସେମାନେ ଏବେ ସରକାର ଓ ଦଳରେ କୋଣ ଠେସା କେବଳ ଏହି ଦୁଇ ଜଣ ଙ୍କ ପାଇଁ। ତେଣୁ ତାଙ୍କ ରିମୋଟ ରେ ଚାଲିବା ଭଳି ଜଣଙ୍କୁ ନିଶ୍ଚିତ ବସାଇବେ । ସେ ଫିଟ୍ ହୁଅନ୍ତୁ ବା ନ ହୁଅନ୍ତୁ। ଧନ୍ୟବାଦ।

  • @OMMPRAKASH-fr3bb
    @OMMPRAKASH-fr3bb 25 วันที่ผ่านมา

    Bepine dash ku Kara jau

  • @prabodhapanda5184
    @prabodhapanda5184 25 วันที่ผ่านมา

    ଷଡ଼ଙ୍ଗୀ ନନା ସଭାପତି ହେଲେ, ଭଲ ଗଂଜେଇ ବେପାର ହେବ.

    • @niranjanpanda8574
      @niranjanpanda8574 25 วันที่ผ่านมา

      Pratap nana is very honest leader.

  • @swarnamohanty3121
    @swarnamohanty3121 25 วันที่ผ่านมา +1

    Aparajita sarangi heba.

  • @omsahoo4370
    @omsahoo4370 25 วันที่ผ่านมา

    bjp one time ,one position re jae

  • @jagnnathbehera9001
    @jagnnathbehera9001 23 วันที่ผ่านมา +1

    Manmohan samal Best

  • @gopalkrishnapattnaik5313
    @gopalkrishnapattnaik5313 25 วันที่ผ่านมา +1

    MANMOHAN SAMAL IS BEST. .HE CAN TACKLE ANY SITUATION . ELECTION SHOULD BE DONE .

  • @FAKIRJENA-du2zs
    @FAKIRJENA-du2zs 25 วันที่ผ่านมา

    किंतु नाकमे नबीन क्यों भाषण मारते हैं ? उसको जल्दी से जल्दी पकड़ लिया जाए तो अच्छा होगी। बल्कि यह भी बीजेपी को नुकसान पहुंचा सकता है

  • @prabodhapanda5184
    @prabodhapanda5184 25 วันที่ผ่านมา +1

    ପାଣ୍ଡିଆନ ଯଦି ପ୍ରଚାର କୁ ଯାଇନଥାନ୍ତେ, ବିଜେଡି ନିଶ୍ଚୟ ଜିତିଥାନ୍ତା.

  • @krushnaballavpatnaik1738
    @krushnaballavpatnaik1738 25 วันที่ผ่านมา +1

    ମୋଟେ ମିଛ କୁହ ନାହିଁ I

  • @krushnaballavpatnaik1738
    @krushnaballavpatnaik1738 25 วันที่ผ่านมา

    ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ଭଲ ଲୋକ ହୋଇ ଥାଇ ପାରନ୍ତି କିନ୍ତୁ leader ନୁହଁନ୍ତି କି leadership ନାହିଁ I