ଅନ୍ତିମ ପର୍ଯ୍ୟାୟରେ ଗୁଣ୍ଡାରାଜ,ବବି ଭାଇ ଫେରାର! | Terachha Baana | ତେରଛା ବାଣ

แชร์
ฝัง
  • เผยแพร่เมื่อ 26 พ.ย. 2024

ความคิดเห็น • 56

  • @BulakiSwain-n4c
    @BulakiSwain-n4c 3 วันที่ผ่านมา +6

    ,ବବି ଦାସ ବନ୍ଧା ନ ହେବା ପର୍ଯ୍ୟନ୍ତ ଯାଜପୁର ରେ ଶାନ୍ତି ଆସିବନି।

  • @trilochanpatnaik6321
    @trilochanpatnaik6321 3 วันที่ผ่านมา +10

    ବବି ଙ୍କୁ ଉଦ୍ଧାର କରି ବାକୁ ତାଙ୍କ ପ୍ରଭୁ ତାମିଲ ଜୋଇଁ ଯାହାଙ୍କର ସେ କ୍ରୀତଦାସ ସେ ବାଟ ବତେଇ ଦେବେ ନିଶ୍ଚୟ।

  • @dilipsahoo5165
    @dilipsahoo5165 3 วันที่ผ่านมา +5

    ମଲେ ଶଳା ହାରାମି ଦଳ

  • @budhanathmohapatra150
    @budhanathmohapatra150 3 วันที่ผ่านมา +4

    ବବି ଦାସ ପଛରେ ନା କେହି ବିଜେଡି କର୍ମୀ ଅଛନ୍ତି, ନା ନବୀନ ପଟ୍ଟନାୟକ ଅଛନ୍ତି, ନବୀନ ପଟ୍ଟନାୟକ କେବେଠାରୁ ବବି ଦାସ ଙ୍କୁ ନିଜ ପାଖରୁ ଦୁରେଇ ସାରିଛନ୍ତି।

  • @nilamanikar954
    @nilamanikar954 3 วันที่ผ่านมา +5

    ବିଜେଡ଼ି ମୁଖିଆ କୁଆଡେ ଗଲେ। ବବି ଦାସ ଯାହାସବୁ କରୁଛନ୍ତି ତାହା ସବୁ ବିଜୁବାବୁ ସ୍ବପ୍ନ ଦେଖିଥିଲେ ବୋଧେ।କାରଣ ବିଜେଡି ଦଳ ସବୁବେଳେ କହନ୍ତି ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବାକୁ ବିଜେଡ଼ି ବ୍ଦ୍ଧ

  • @indumadhabmohanty6151
    @indumadhabmohanty6151 2 วันที่ผ่านมา +3

    ବବିଦାସ ଓଡିଶା ର କଳଙ୍କ

  • @sasthakumarpurohit2580
    @sasthakumarpurohit2580 3 วันที่ผ่านมา +3

    B j d ରମୁଖିଆ ଓ ତାମିଲ ବାବୁ,କ୍ରୀତଦାସ ଶ୍ରୀ ଜଗ ନା ଥ ଙ୍କୁ ଅପମା ନ କ ରି ଥିବା।ଫଳ ଭୋଗ କରିବେ, ଏମା ନେ ହିନ୍ ସ। ଆ ଚରଣ କ ଥିବା ଫଳ।ଭୋଗିବେ,,,,,,,,,

  • @nareshdash3796
    @nareshdash3796 3 วันที่ผ่านมา +5

    ଭଲ କମେଇ ଛନ୍ତି କିଛି ଅସୁବିଧା ନାହିଁ ।

    • @BighnesPatel
      @BighnesPatel 3 วันที่ผ่านมา

      ବସି ଖାଇଲେ ନଈ ବାଲି ସରେ

  • @sabyasachimahala7020
    @sabyasachimahala7020 3 วันที่ผ่านมา +3

    ଗୋଟିଏ ତାମିଲ ଲୋକ ର କ୍ରୀତଦାସ କୁ ଶୀଘ୍ର ଜେଲରେ ରଖା ଯାଉ, ଓଡିଶା କୁ ଲୁଟି ଦେଲେ

  • @NimainCharanRay
    @NimainCharanRay 3 วันที่ผ่านมา +2

    Really, your presentation is extraordinary. Thank🌹 you very much.

    • @TerachhaBaana
      @TerachhaBaana  วันที่ผ่านมา

      Thanks for the appreciation!

  • @prafulasingh2267
    @prafulasingh2267 3 วันที่ผ่านมา +3

    ସାର୍ ! ଅତିତ କଥା ଟିକିଏ ମନେ ପକାନ୍ତୁ , ମେଣ୍ଟ ହୋଇଥିଲେ କ'ଣ ହେଇଥାନ୍ତା ?
    ମେଣ୍ଟ ପାଇଁ ବବୀ ଦାସ ଓ ତାମିଲ ପାଣ୍ଡୁ ଅଧିକ ଆଗ୍ରହୀ ଥିଲେ ।

  • @matrukrupa2024
    @matrukrupa2024 6 ชั่วโมงที่ผ่านมา

    ଆଜ୍ଞା ବିରଜା ମା ସାରା ଯାଜପୁର ଓ ଓଡ଼ିଶା ର ନା କେବଳ ବାହାନା ବାଜି ଙ୍କ ର ।ଯଦି ଯେଉଁ ମାନେ ବିରଜା ଙ୍କୁ ଏତେ ଭଲପାଉ ଥିଲେ ଓ ବିରଜା ମା ତାଙ୍କ ପ୍ରତି ପ୍ରସନ୍ନ ତେବେ ସେମାନେ ହାରିବା ର କାରଣ କ'ଣ?ଜୟ ମା ବିରଜା।

  • @ParabirPanda-to3rh
    @ParabirPanda-to3rh 3 วันที่ผ่านมา +3

    He must be in jail.What about our looted tax cash in crores

  • @roshnimohapatra2797
    @roshnimohapatra2797 3 วันที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ🙏
    ଧନ୍ୟ ଧନ୍ୟ ଧନ୍ୟ
    ଧନ୍ୟ ରେ ମନ,
    ଗାଦି ପାଇଁ ଏତେ
    କିଆଁ ଉଚ୍ଛନ୍ନ
    ପାଣ୍ଡିଆ ଜୋକ କୁ
    ଦଳ କୁ ଆଣି
    କୁରାଢି ରେ ଦେଲ
    ଗୋଡକୁ ହାଣି....
    ଆତ୍ମ ସମ୍ମାନ କୁ ଯିଏ ସମ୍ମାନ ଦେଇ ଜାଣେନି ନିଜକୁ ଆତ୍ମ ଘୋଷିତ ନେତା ର କ୍ରୀତଦାସ କହି ତଳକୁ ଖସିଯାଏ ସେଭଳି ଅମଣିଷ ଦେଶ ଜନନୀ ସେବା କରିବାତ ଦୂରର କଥା ନିଜ ପାଇଁ କିଛି କରିପାରିବ କ?କେବଳ ଲାଞ୍ଛନା ଅପମାନ ଛଡା ଆଉ କିଛି ମିଳିବ ନାହିଁ.......

  • @manaswinisahoo6357
    @manaswinisahoo6357 2 วันที่ผ่านมา

    ରଞ୍ଜନ ଦାସ ଜିଲ୍ଲାପାଳ ମଧ୍ଯ ବବି ଦାସ ର ଚେଲା ଥିଲେ

  • @laxmidharapanda6086
    @laxmidharapanda6086 3 วันที่ผ่านมา +2

    କଂସ ରାବଣର ahankari😂ଶାସନର ପତନ ହୋଇଥିଲା, ଆଉ ଏ ଲୁଟେରା ବବି କେତେକର ?

  • @sabyasachimahala7020
    @sabyasachimahala7020 3 วันที่ผ่านมา +2

    Boby arrest hela odisha loka khusi heba

  • @sumitkumarbarik3919
    @sumitkumarbarik3919 3 วันที่ผ่านมา

    Jay Jagannath🙏🙏🙏🙏🙏

  • @bullgaming7411
    @bullgaming7411 3 วันที่ผ่านมา +2

    Duryadhana ra sesha samaya

  • @kamallochannayak9660
    @kamallochannayak9660 3 วันที่ผ่านมา +2

    Krita Das Ku Rajaneeti Ru Bahar Karo.

  • @bipinbiharinath4061
    @bipinbiharinath4061 2 วันที่ผ่านมา

    Maa biraja bhaba ku bahudinapare asribadkale .

  • @sudhirsahoo7942
    @sudhirsahoo7942 3 วันที่ผ่านมา +4

    Bobby udhar ra charam simare tenu tahara abakshya arambha hela agaku dekha kan heuchi

  • @diptimayeeswain8719
    @diptimayeeswain8719 3 วันที่ผ่านมา +1

    Why BJP is not arresting Bobby Das o vk Pandian
    ....

  • @matrukrupa2024
    @matrukrupa2024 6 ชั่วโมงที่ผ่านมา

    ଅନ୍ୟାୟ ଅତ୍ୟାଚାର ଉପଦ୍ରବ ଗୁଣ୍ଡାରାଜ ର ଜନ୍ମ କେଉଁଠୁ ଜାଣିଛନ୍ତି କି? ଦେଶ ରାଜ୍ୟ ର ସମ୍ପତ୍ତି ଠୂଳ କେଉଁଠି ଜାଣିଛନ୍ତି କି?ଅତୀତ ରୁ ବର୍ତ୍ତମାନ ରେ ଯେତେ ନେତା ନେତ୍ରୀ ଙ୍କୁ ଦେଖନ୍ତୁ କେତେକ ଙ୍କୁ ଛାଡ଼ିଲେ ଅନ୍ୟ ମାନଙ୍କ ଆଡମ୍ବର ସମ୍ପତ୍ତି କାହା ଧନରେ ଓ କେମିତି ଜାଣିଛନ୍ତି କି? ଏହା ଆମରି ଧନ ଓ ଆମକୁ ଶୋଷଣ କରି ବଡ଼ ବୋଲାନ୍ତି।

  • @narasinghdas3623
    @narasinghdas3623 3 วันที่ผ่านมา +1

    କ୍ରୀତଦାସ ଆଉ କଣ

  • @prasantakumarswain1968
    @prasantakumarswain1968 2 วันที่ผ่านมา +1

    Ashok Das was a great leader in odisha poltics.But his sons are named gundasim.

  • @quoteoftheday2357
    @quoteoftheday2357 3 วันที่ผ่านมา +1

    Chief of BJD suspend Bobby lala Jodi 😢

  • @sudhakarpradhan4655
    @sudhakarpradhan4655 2 วันที่ผ่านมา +1

    Baby is modern Ravan and Kansha

  • @sudhirsahoo7942
    @sudhirsahoo7942 3 วันที่ผ่านมา +2

    Bobby Maa Biraja nku dhala Kari kete Dina Raja niti kariba sir ebe aini jalare chhandi hebaku jauchi mukuliba bhari muskil

  • @PrasantaPattanayak-d8s
    @PrasantaPattanayak-d8s 3 วันที่ผ่านมา +1

    Kathare achi adhrambita badhe bahut galabele jaye mula sahita

  • @ChandanaSahoo-he7wp
    @ChandanaSahoo-he7wp 16 ชั่วโมงที่ผ่านมา

    Bobby. Should. Go. To. Jail

  • @PramodKumarNayak-i8d
    @PramodKumarNayak-i8d 3 วันที่ผ่านมา +1

    Punitive action must be taken against the corrupt leaders of BJD. BJP led Government is now in search of technical aspects on the legal point of view.

  • @mrinalkantsamal9316
    @mrinalkantsamal9316 2 วันที่ผ่านมา

    Kete miluchhi BJP ra shock karibaku

  • @sudhirsahoo7942
    @sudhirsahoo7942 3 วันที่ผ่านมา +2

    Block Grant teacher nka abhisap Bobby upare padila ahuri bhogiba sabu case file BJP govt. kholiba se chora mariba apekshya Kara dekhiba

    • @pabitramohandas6943
      @pabitramohandas6943 3 วันที่ผ่านมา

      ବ୍ଲକ୍ ଗ୍ରାଣ୍ଟ(ବର୍ତ୍ତମାନର new aided)ଶିକ୍ଷକ/କର୍ମଚାରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଥିବା ଯେ କୌଣସି ରାଜନେତା/ଅଧିକାରୀ ଦାୟୀ, ସେମାନଙ୍କ ପତନ ସୁନିଶ୍ଚିତ l

  • @sudhirsahoo7942
    @sudhirsahoo7942 3 วันที่ผ่านมา +2

    Tamil chora ra kritadas Bobby kebe heba loka anaichanti

  • @ajayajena1508
    @ajayajena1508 14 ชั่วโมงที่ผ่านมา

    Babi Das sangare jea mishichi cia taku thik janichi.

  • @sudhirsahoo7942
    @sudhirsahoo7942 3 วันที่ผ่านมา +1

    Bobby das jajpur ra Baimundi sabu kathare jajpur bahana nouchi

  • @suvendusekharsenapati3347
    @suvendusekharsenapati3347 3 วันที่ผ่านมา

    ❤❤❤❤😂

  • @benucharanbehera7104
    @benucharanbehera7104 3 วันที่ผ่านมา

    😅

  • @balaramsahoo7059
    @balaramsahoo7059 2 วันที่ผ่านมา

    Baby Das is always hero tamemane pagal.

  • @HemanthKumar-xh4kv
    @HemanthKumar-xh4kv 6 ชั่วโมงที่ผ่านมา

    babi das No 1 ganjad,

  • @aksahoo346
    @aksahoo346 3 วันที่ผ่านมา +1

    Babi nkara Bela kharap chaalichi tenu se aape aape jaalare paduchhanti

    • @Manoranjansahoo34680
      @Manoranjansahoo34680 2 วันที่ผ่านมา

      ନାହିଁ, ସମୟ ବଡ ବଳବାନ, ସମୟ ସବୁବେଳେ ସମାନ ରହିନଥାଏ, କଥାରେ ଅଛି "ଚୋର ଘର ସବୁବେଳେ ଅନ୍ଧାର ନଥାଏ ଦିନେନା ଦିନେ ଆଲୁଅ ହୁଏ "