Terachha Baana
Terachha Baana
  • 3 554
  • 9 370 608
ଲଲଙ୍କ ମୁହଁ ଗଲଗଲ, ଆଜି ଗିରଫ ହେବେ ବବି ଦାସ! | Terachha Baana | ତେରଛା ବାଣ
ଲଲଙ୍କ ମୁହଁ ଗଲଗଲ,
ଆଜି ଗିରଫ ହେବେ ବବି ଦାସ! | Terachha Baana | ତେରଛା ବାଣ
Join this channel to get access to perks:
th-cam.com/channels/6PZb7UCcw1O8-mSGWSlRYw.htmljoin
For Advertisement, contact us at - News13Odisha@gmail.com
มุมมอง: 18 279

วีดีโอ

ଖୋଲିଲା ବାଲିଯାତ୍ରା ଷଡଯନ୍ତ୍ର ପେଡ଼ି, ମୁଖ୍ୟମନ୍ତ୍ରୀଙ୍କୁ କିଏ ଓ କାହିଁକି କରିଥିଲା ଟାର୍ଗେଟ|
มุมมอง 8K2 ชั่วโมงที่ผ่านมา
ଖୋଲିଲା ବାଲିଯାତ୍ରା ଷଡଯନ୍ତ୍ର ପେଡ଼ି, ମୁଖ୍ୟମନ୍ତ୍ରୀଙ୍କୁ କିଏ ଓ କାହିଁକି କରିଥିଲା ଟାର୍ଗେଟ! | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ବବି ଦାସଙ୍କ ଭୟଙ୍କର ଷଡଯନ୍ତ୍ର? ଆଉ ଓଡ଼ିଶା ଫେରିବେନି ସୁଜାତା ପାଣ୍ଡିଆନ୍! | Terachha Baana | ତେରଛା ବାଣ
มุมมอง 27K4 ชั่วโมงที่ผ่านมา
ବବି ଦାସଙ୍କ ଭୟଙ୍କର ଷଡଯନ୍ତ୍ର? ଆଉ ଓଡ଼ିଶା ଫେରିବେନି ସୁଜାତା ପାଣ୍ଡିଆନ୍! | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ମୁଖ୍ୟମନ୍ତ୍ରୀଙ୍କୁ ଖୁଲମଖୁଲା ଅପମାନ! ପାଣ୍ଡିଆନ୍ ପ୍ରୀତି ଛାଡି ପାରୁନାହାଁନ୍ତି କଟକ ଜିଲ୍ଲାପାଳ | Terachha Baana
มุมมอง 6K7 ชั่วโมงที่ผ่านมา
ମୁଖ୍ୟମନ୍ତ୍ରୀଙ୍କ ଖୁଲମଖୁଲା ଅପମାନ! ପାଣ୍ଡିଆନ୍ ପ୍ରୀତି ଛାଡି ପାରୁନାହାଁନ୍ତି କଟକ ଜିଲ୍ଲାପାଳ | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ଜିଲ୍ଲାପାଳଙ୍କ ବିସ୍ଫୋରକ ବୟାନ, ବିକାଶ ନୁହେଁ ବିନାଶ କରିଛି ବିଜେଡି! | Terachha Baana | ତେରଛା ବାଣ
มุมมอง 16K9 ชั่วโมงที่ผ่านมา
ଜିଲ୍ଲାପାଳଙ୍କ ବିସ୍ଫୋରକ ବୟାନ, ବିକାଶ ନୁହେଁ ବିନାଶ କରିଛି ବିଜେଡି! | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ଦଳୀୟ ଚକ୍ରାନ୍ତର ଶିକାର ହେଉଛନ୍ତି କି ଜୟନାରାୟଣ ମିଶ୍ର? | Terachha Baana | ତେରଛା ବାଣ
มุมมอง 2.5K12 ชั่วโมงที่ผ่านมา
ଦଳୀୟ ଚକ୍ରାନ୍ତର ଶିକାର ହେଉଛନ୍ତି କି ଜୟନାରାୟଣ ମିଶ୍ର? | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ଶ୍ରୀମୟୀ ଓ ତଥାଗତ ଧରିବେ ପଦ୍ମ! ଡଃ ମହତାବଙ୍କୁ ନେଇ ରାଜନୀତି ଆରମ୍ଭ! | Terachha Baana | ତେରଛା ବାଣ
มุมมอง 17K14 ชั่วโมงที่ผ่านมา
ଶ୍ରୀମୟୀ ଓ ତଥାଗତ ଧରିବେ ପଦ୍ମ! ଡଃ ମହତାବଙ୍କୁ ନେଇ ରାଜନୀତି ଆରମ୍ଭ! | Terachha Baana | ତେରଛା ବାଣ Join this channel to get access to perks: th-cam.com/channels/6PZb7UCcw1O8-mSGWSlRYw.htmljoin For Advertisement, contact us at - News13Odisha@gmail.com
ପାଞ୍ଚ ବର୍ଷ ଆହୁରି ଅନେକ ଦୂର! ଇଏ ବିଜେଡି ବାଲା ରହିବେ କେମିତି??? | Terachha Baana | ତେରଛା ବାଣ
มุมมอง 6K16 ชั่วโมงที่ผ่านมา
ପାଞ୍ଚ ବର୍ଷ ଆହୁରି ଅନେକ ଦୂର! ଇଏ ବିଜେଡି ବାଲା ରହିବେ କେମିତି??? | Terachha Baana | ତେରଛା ବାଣ
ସନ୍ନ୍ୟାସ ନାଟକ ଶେଷ,ବନ୍ଧା ହେବେ ପାଣ୍ଡିଆନ! | Terachha Baana | ତେରଛା ବାଣ
มุมมอง 21K21 ชั่วโมงที่ผ่านมา
ସନ୍ନ୍ୟାସ ନାଟକ ଶେଷ,ବନ୍ଧା ହେବେ ପାଣ୍ଡିଆନ! | Terachha Baana | ତେରଛା ବାଣ
ଅତନୁ ନାୟକଙ୍କ ଅଛିଣ୍ଡା ଗଣିତ, ଆସନ୍ତା ୧୦ରେ ମୁଖ୍ୟମନ୍ତ୍ରୀ ହେବେ ନବୀନ! Terachha Baana | ତେରଛା ବାଣ
มุมมอง 2.6Kวันที่ผ่านมา
ଅତନୁ ନାୟକଙ୍କ ଅଛିଣ୍ଡା ଗଣିତ, ଆସନ୍ତା ୧୦ରେ ମୁଖ୍ୟମନ୍ତ୍ରୀ ହେବେ ନବୀନ! Terachha Baana | ତେରଛା ବାଣ
ବିଞ୍ଝାରପୁରରେ କଙ୍ଗାରୁ କୋର୍ଟ!, ମହିଳାଙ୍କୁ ଲଙ୍ଗଳା କରିବା ଘଟଣା ପଛରେ ପ୍ରମିଳା! | Terachha Baana | ତେରଛା ବାଣ
มุมมอง 12Kวันที่ผ่านมา
ବିଞ୍ଝାରପୁରରେ କଙ୍ଗାରୁ କୋର୍ଟ!, ମହିଳାଙ୍କୁ ଲଙ୍ଗଳା କରିବା ଘଟଣା ପଛରେ ପ୍ରମିଳା! | Terachha Baana | ତେରଛା ବାଣ
ବବି ଗୁଣିଆଁ, ଡାହାଣୀ ବି ବବି!ପାଣ୍ଡିଆନ ଉପରୁ କେମିତି ହଟିବ ନବ ଦାସ ଭୂତ!! | Terachha Baana |
มุมมอง 8Kวันที่ผ่านมา
ବବି ଗୁଣିଆଁ, ଡାହାଣୀ ବି ବବି!ପାଣ୍ଡିଆନ ଉପରୁ କେମିତି ହଟିବ ନବ ଦାସ ଭୂତ!! | Terachha Baana |
ଫେରିଲେ ବବି, ପାଣ୍ଡିଆନଙ୍କ ସହ ମିଶି ପୁଣି ସମ୍ଭାଳିବେ ବିଜେଡି! | Terachha Baana | ତେରଛା ବାଣ
มุมมอง 8Kวันที่ผ่านมา
ଫେରିଲେ ବବି, ପାଣ୍ଡିଆନଙ୍କ ସହ ମିଶି ପୁଣି ସମ୍ଭାଳିବେ ବିଜେଡି! | Terachha Baana | ତେରଛା ବାଣ
ଆମ୍ବ ଟାକୁଆ ମୃତ୍ୟୁର ଅସଲି କଥା,ନବୀନ ମାରିଥିଲେ ୧୬,ମୋହନ ମାରିଛନ୍ତି ୨! | Terachha Baana | ତେରଛା ବାଣ
มุมมอง 1.3K14 วันที่ผ่านมา
ଆମ୍ବ ଟାକୁଆ ମୃତ୍ୟୁର ଅସଲି କଥା,ନବୀନ ମାରିଥିଲେ ୧୬,ମୋହନ ମାରିଛନ୍ତି ୨! | Terachha Baana | ତେରଛା ବାଣ
ଆମେରିକା ନିର୍ବାଚନ: ଜିତିଲା ଭାରତ,ହାରିଲେ ଭାରତୀୟ! | Terachha Baana | ତେରଛା ବାଣ
มุมมอง 1.9K14 วันที่ผ่านมา
ଆମେରିକା ନିର୍ବାଚନ: ଜିତିଲା ଭାରତ,ହାରିଲେ ଭାରତୀୟ! | Terachha Baana | ତେରଛା ବାଣ
ବିପଦରେ ଶ୍ରୀମନ୍ଦିର! ଷଡଯନ୍ତ୍ର ପଛରେ ନବୀନ ଓ ପାଣ୍ଡିଆନଙ୍କ ହାତ!! | Terachha Baana | ତେରଛା ବାଣ
มุมมอง 1.6K14 วันที่ผ่านมา
ବିପଦରେ ଶ୍ରୀମନ୍ଦିର! ଷଡଯନ୍ତ୍ର ପଛରେ ନବୀନ ଓ ପାଣ୍ଡିଆନଙ୍କ ହାତ!! | Terachha Baana | ତେରଛା ବାଣ
ଅଜ୍ଞାତବାସ ଶେଷ,"ନୂଆ ଲେଖା" ଲେଖିବେ ପ୍ରଦୀପ ପାଣିଗ୍ରାହୀ! | Terachha Baana | ତେରଛା ବାଣ
มุมมอง 22K14 วันที่ผ่านมา
ଅଜ୍ଞାତବାସ ଶେଷ,"ନୂଆ ଲେଖା" ଲେଖିବେ ପ୍ରଦୀପ ପାଣିଗ୍ରାହୀ! | Terachha Baana | ତେରଛା ବାଣ
ଗଣତନ୍ତ୍ର ମୁହଁରେ ରକ୍ତର ଛିଟିକା,କାରାଗାର ଚାରିକାନ୍ଥ ମଧ୍ୟରେ ଚତୁର୍ଥ ସ୍ତମ୍ବ!
มุมมอง 10K14 วันที่ผ่านมา
ଗଣତନ୍ତ୍ର ମୁହଁରେ ରକ୍ତର ଛିଟିକା,କାରାଗାର ଚାରିକାନ୍ଥ ମଧ୍ୟରେ ଚତୁର୍ଥ ସ୍ତମ୍ବ!
ନବୀନ,ପାଣ୍ଡିଆନ ଯୁଗ ଶେଷ, ସୁଜାତା କାର୍ତ୍ତିକେୟନ ପରବର୍ତ୍ତୀ ସଭାପତି! | Terachha Baana | ତେରଛା ବାଣ
มุมมอง 19K14 วันที่ผ่านมา
ନବୀନ,ପାଣ୍ଡିଆନ ଯୁଗ ଶେଷ, ସୁଜାତା କାର୍ତ୍ତିକେୟନ ପରବର୍ତ୍ତୀ ସଭାପତି! | Terachha Baana | ତେରଛା ବାଣ
କ୍ଷମତା ବିନା ବାଜୁନି ଶଙ୍ଖ,ରାଜାରୁ ପ୍ରଜା ହେଲେ ନବୀନ! | Terachha Baana | ତେରଛା ବାଣ
มุมมอง 14K14 วันที่ผ่านมา
କ୍ଷମତା ବିନା ବାଜୁନି ଶଙ୍ଖ,ରାଜାରୁ ପ୍ରଜା ହେଲେ ନବୀନ! | Terachha Baana | ତେରଛା ବାଣ
ବଢୁଛି ଉତ୍କଣ୍ଠା! ବିଜେପିର କିଏ ହେବ ସଭାପତି? | Terachha Baana | ତେରଛା ବାଣ
มุมมอง 11K21 วันที่ผ่านมา
ବଢୁଛି ଉତ୍କଣ୍ଠା! ବିଜେପିର କିଏ ହେବ ସଭାପତି? | Terachha Baana | ତେରଛା ବାଣ
ସାଂସଦ ମୁନା ଖାଁଙ୍କ ଗାଲୁଆମିର ଖୋଲାସା,ହିଞ୍ଜିଳି ବିଜେଡି ଦୁଇ ଫାଳ!ସୁନନ୍ଦାଙ୍କ ପରେ କୋରେଇରୁ ଅଶୋକ ଭୋଳ!
มุมมอง 7K21 วันที่ผ่านมา
ସାଂସଦ ମୁନା ଖାଁଙ୍କ ଗାଲୁଆମିର ଖୋଲାସା,ହିଞ୍ଜିଳି ବିଜେଡି ଦୁଇ ଫାଳ!ସୁନନ୍ଦାଙ୍କ ପରେ କୋରେଇରୁ ଅଶୋକ ଭୋଳ!
ଭାଙ୍ଗୁଛି ବିଜେଡି,ଛାଡୁନି ନେତା ଓ ନେତ୍ରୀଙ୍କ ମୁହଁ ଫୁଟାଣି। | Terachha Baana | ତେରଛା ବାଣ
มุมมอง 9K21 วันที่ผ่านมา
ଭାଙ୍ଗୁଛି ବିଜେଡି,ଛାଡୁନି ନେତା ଓ ନେତ୍ରୀଙ୍କ ମୁହଁ ଫୁଟାଣି। | Terachha Baana | ତେରଛା ବାଣ
ଖୋଲିଲା ଫଳକ ଭଙ୍ଗା ରହସ୍ୟ,ନବୀନ ନିବାସରୁ ଯାଇଥିଲା ନିର୍ଦ୍ଦେଶ! | Terachha Baana | ତେରଛା ବାଣ
มุมมอง 20K21 วันที่ผ่านมา
ଖୋଲିଲା ଫଳକ ଭଙ୍ଗା ରହସ୍ୟ,ନବୀନ ନିବାସରୁ ଯାଇଥିଲା ନିର୍ଦ୍ଦେଶ! | Terachha Baana | ତେରଛା ବାଣ
ଅପରାଜିତାଙ୍କୁ ଅବହେଳା! ଐତିହାସିକ ଭୁଲ କରୁଛି ବିଜେପି! | Terachha Baana | ତେରଛା ବାଣ |
มุมมอง 7K21 วันที่ผ่านมา
ଅପରାଜିତାଙ୍କୁ ଅବହେଳା! ଐତିହାସିକ ଭୁଲ କରୁଛି ବିଜେପି! | Terachha Baana | ତେରଛା ବାଣ |
ବବିଙ୍କ ରାତି ଅଧିଆ ବାରିପଦା ଗସ୍ତ! ଏହା ପଛରେ କଣ ରହିଛି ରହସ୍ୟ?? | Terachha Baana | ତେରଛା ବାଣ |
มุมมอง 15K21 วันที่ผ่านมา
ବବିଙ୍କ ରାତି ଅଧିଆ ବାରିପଦା ଗସ୍ତ! ଏହା ପଛରେ କଣ ରହିଛି ରହସ୍ୟ?? | Terachha Baana | ତେରଛା ବାଣ |
ନବୀନଙ୍କ ରାସ୍ତାରେ ମୋହନ! କେମିତି ହଟିବ ରାଜ୍ୟରୁ ବାତ୍ୟାର ଭୟ! | Terachha Baana | ତେରଛା ବାଣ |
มุมมอง 3.9K21 วันที่ผ่านมา
ନବୀନଙ୍କ ରାସ୍ତାରେ ମୋହନ! କେମିତି ହଟିବ ରାଜ୍ୟରୁ ବାତ୍ୟାର ଭୟ! | Terachha Baana | ତେରଛା ବାଣ |
ବାତ୍ୟା "ପ୍ରଭାତ"ର ମହାତାଣ୍ଡବ,ମିଶନ ଶକ୍ତି ପାଲଟିଲା ରକ୍ତ ନଦୀ! | Terachha Baana | ତେରଛା ବାଣ |
มุมมอง 13K28 วันที่ผ่านมา
ବାତ୍ୟା "ପ୍ରଭାତ"ର ମହାତାଣ୍ଡବ,ମିଶନ ଶକ୍ତି ପାଲଟିଲା ରକ୍ତ ନଦୀ! | Terachha Baana | ତେରଛା ବାଣ |
ଫେରିଯା ତୁ "ଦାନା", ଏଥର ନାହିଁ ନବୀନା! | Terachha Baana | ତେରଛା ବାଣ |
มุมมอง 12K28 วันที่ผ่านมา
ଫେରିଯା ତୁ "ଦାନା", ଏଥର ନାହିଁ ନବୀନା! | Terachha Baana | ତେରଛା ବାଣ |
ନବୀନ ନିବାସରେ ବିଭୀଷଣର ଚକ୍ରାନ୍ତ! ଭାଙ୍ଗୁଛି ବିଜେଡି, ବଢିବ ବିଜେପି! | Terachha Baana | ତେରଛା ବାଣ |
มุมมอง 8K28 วันที่ผ่านมา
ନବୀନ ନିବାସରେ ବିଭୀଷଣର ଚକ୍ରାନ୍ତ! ଭାଙ୍ଗୁଛି ବିଜେଡି, ବଢିବ ବିଜେପି! | Terachha Baana | ତେରଛା ବାଣ |

ความคิดเห็น

  • @ratnabibhusanarout2576
    @ratnabibhusanarout2576 26 นาทีที่ผ่านมา

    Babi Das now you are not at keonjhar,mayurbhanja & sundagarh mines.Please come to law .Mind to your father.

  • @ratnabibhusanarout2576
    @ratnabibhusanarout2576 34 นาทีที่ผ่านมา

    Lenin why you come forward for. So criticized but behia nirlaja same.

  • @Tunapradhan-i1e
    @Tunapradhan-i1e ชั่วโมงที่ผ่านมา

    ତାହା ହେଲେ ମୋହନ ସାର୍ ଆପଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାଁ ମନ୍ତ୍ରୀ ଜାଣୱ ଦରକାର

  • @durgacharanbehera86
    @durgacharanbehera86 2 ชั่วโมงที่ผ่านมา

    Kritadas Pura pagal hoigaleni,

  • @satyapriyaswain8110
    @satyapriyaswain8110 3 ชั่วโมงที่ผ่านมา

    BJP government ra sahasa nahi babyku arrest karibaku

  • @gb8328
    @gb8328 3 ชั่วโมงที่ผ่านมา

    ମୁଁହ ଗଲ ଗଲ ନୁହଁ ଗାଣ୍ଡୀ

  • @nayanapanigrahi2854
    @nayanapanigrahi2854 3 ชั่วโมงที่ผ่านมา

    ତୁ ବିଜେପି ଦଳର ପାଦ ଚଟା ଦଲାଲ

  • @pratapchandrasamal2396
    @pratapchandrasamal2396 4 ชั่วโมงที่ผ่านมา

    ଆପଣ ଦୟାକରି ନାଁ ବଦଳେଇ ଦିଅନ୍ତୁ। ବିପିନ ଦାସ ବଦଳରେ ବିଜେପି ଦାସ କରି ଦିଅନ୍ତୁ। ଟିକିଏ ତ ସରମ କର। ବବି ଦାସ ନୁହେଁ, ଆପଣଙ୍କ ମୁଣ୍ଡ ଆଉ ଠିକ୍ ଭାବେ କାମ କରୁନି। ଏତେ ନଡ଼ିଆ ବାଡେଇଲେ। ନା ବିଜେଡି ଭାଙ୍ଗିଲା, ନା ପାଣ୍ଡିଆ ଜେଲ୍ ଗଲା ନା ମିଛ ରଙ୍ଗସଳା ର କିଛି ଗୁମର ବାହାରିଲା ନା ନୂଆ ସରକାର କିଛି କରି ପାରୁ ଛନ୍ତି। ବିଜେଡ଼ି ବିଜେପି ଠାରୁ ଅଧିକ ଭୋଟ ପାଇ 51 ସିଟ ପାଇଲା। ଅଥଚ ଆପଣ କହୁଛନ୍ତି ଯେ ବିଜେଡି କାଳେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା। ଲଜ୍ଜା ନାହିଁ ମୁହଁକୁ।

  • @MadhabKhatua-ub2nw
    @MadhabKhatua-ub2nw 4 ชั่วโมงที่ผ่านมา

    ଏ ପାଦଚଲା ଲେଲିନ ମହାନ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @SantoshKumarBhoi-w7h
    @SantoshKumarBhoi-w7h 5 ชั่วโมงที่ผ่านมา

    ଆଜିର ଦିନରେ ଓଡିଶାରେ ଯାହା ବି ଅଘଟଣ ଘଟୁଛି ସେଥିପାଇଁ ବିଜେପି ସରକାର ଦାୟୀ।

  • @dibakarpanigrahy9369
    @dibakarpanigrahy9369 5 ชั่วโมงที่ผ่านมา

    BJP has to take hard action against the BJD corrupt and scamster leaders, goons and criminals...... otherwise the people of odisha will reject them.......👉😎

  • @SusantaNayak-f6z
    @SusantaNayak-f6z 5 ชั่วโมงที่ผ่านมา

    Babi gote Pagal.. tanka baba jane mohan Adarsha neta... Odisha ra bada criminal

  • @SusantaNayak-f6z
    @SusantaNayak-f6z 5 ชั่วโมงที่ผ่านมา

    Ln gote pagal taku mental hospital patha jauu

  • @DebendraDas-n8f
    @DebendraDas-n8f 5 ชั่วโมงที่ผ่านมา

    ଆପଣ କେମିତି ଜାଣିଲେ

  • @raghubirdas7621
    @raghubirdas7621 6 ชั่วโมงที่ผ่านมา

    Why Mohan govt so soft about Bobby das Pandian Nabin babu Manas mangaraj Pramila malika Asis singh.Kutte Pratap dev Pratap jena n mines land sand coal n other mineral looteras

  • @ajayKumarmahanty-v7o
    @ajayKumarmahanty-v7o 7 ชั่วโมงที่ผ่านมา

    ବବି ଆଉ ତା ଭାଇକୁ ଥାନା ରେ ପୁରା

  • @ajayKumarmahanty-v7o
    @ajayKumarmahanty-v7o 7 ชั่วโมงที่ผ่านมา

    ବବି ଦାସ କୁ ଥାନା ପୁରା Black rose case open

  • @roshnimohapatra2797
    @roshnimohapatra2797 7 ชั่วโมงที่ผ่านมา

    ଜୟ ଶ୍ରୀ ଜଗନ୍ନାଥ 🙏 ପାଣ୍ଡୁ ନୃପତି ଜୋକ କୁଟେ ଆଶିଷ ଟିଂକ ଧରମ ଦଣ୍ଡ ପାଇ ନର୍କେ ରହିବେ ଯାଇ.... ଜଗା ଯାହାର ସାହା କେହି କିଛି କ୍ଷତି କରି ପାରିବ ନାହିଁ....

  • @raghunayak1198
    @raghunayak1198 7 ชั่วโมงที่ผ่านมา

    Liku Bhai very much thank you

    • @TerachhaBaana
      @TerachhaBaana 7 ชั่วโมงที่ผ่านมา

      Thanks for liking

  • @chaitanyamohapatra7020
    @chaitanyamohapatra7020 8 ชั่วโมงที่ผ่านมา

    ଜଳ ବିନା ଜେନହେ ମିନ

  • @TikeswarSa-n3w
    @TikeswarSa-n3w 8 ชั่วโมงที่ผ่านมา

    Maghya ମୋହନ ସରକାର gandu ଅଟେ,ତାର ସାହସ ନାହିଁ ବବି ଦାସ କୁ,ଜେଲ ରେ ଭର୍ତି କରିବାକୁ ଏହି ହେଉଛି ଉପଯୁକ୍ତ ସମୟ ,ମୋହନ ସରକାର କୁ ହଟାଇ ଖୋର୍ଦ୍ଧା ର m l a ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀ କରାଯାଉ।ମୋହନ ମାଝି ଭିରୁ କ ପୁରୁଷ ଅଟେ।ଆମ ବିଜେପି ପାର୍ଟି ର ଇଯତ୍ କିଛି ନାହିଁ। ମୁଖ୍ୟ ମନ୍ତ୍ରୀ ଙ୍କୁ ଶୀଘ୍ର gadi ru ହଟାଯାଉ ।ତାର ମୁହଁ ଟାଣ ନାହିଁ।ଦେଖିବେ ଆଗାମୀ ପାଂଚ ବର୍ଷ ରେ କଂଗ୍ରେସ ଶାସନ କୁ ଆସିବ।ଏବେ ଠାରୁ ଜଣାପଡୁଛି।maghya ବିଜେପି ର ମନ ମର୍ଯ୍ୟାଦା ସବୁ ସାରିଦେଲା।କେତେ କଷ୍ଟରେ ବିଜେପି କୁଜିତେଇ ଥିଲୁ।ମୋହନ ମାଝି ମୁଣ୍ଡର ମାଂ ମଝି ରେ ଫୁଟିଛି ଲାଜ ଲାଗୁନି।ସେଥିପାଇଁ ମାଇଚିଆ ଭଳିଆ ସରକାର ଚଳାଉଛି,dhhak ଜମେଇକି ଶାସନ କର ବୋକା, ନ୍ୟାୟ ଟା ନ୍ୟାୟ କର,ଅନ୍ୟାୟ ଅନ୍ୟାୟ କର ବେ ମୂର୍ଖ,ଆମେ ବିଜେପି ଅତିଷ୍ଟ ହୋଇ ଗଲୁଣି।

  • @rameshpradhan5899
    @rameshpradhan5899 12 ชั่วโมงที่ผ่านมา

    Bale bale dhaba bandh main issue

  • @rameshpradhan5899
    @rameshpradhan5899 12 ชั่วโมงที่ผ่านมา

    The great terchhabana

  • @rameshpradhan5899
    @rameshpradhan5899 12 ชั่วโมงที่ผ่านมา

    The great terchhabana

  • @rameshpradhan5899
    @rameshpradhan5899 12 ชั่วโมงที่ผ่านมา

    Binass kale birita budhi

  • @aswinikumarmohanty6005
    @aswinikumarmohanty6005 14 ชั่วโมงที่ผ่านมา

    Mohan government is fearing Bobby as bjp top leaders at centre is receiving bribe and pressuring govt not take any action against Bobby Das.

  • @BulakiSwain-n4c
    @BulakiSwain-n4c 14 ชั่วโมงที่ผ่านมา

    ପ୍ରଥମେ ବବି ଦାସ ବନ୍ଧାଯିବା ଉଚିତ୍।

  • @budhanathmohapatra150
    @budhanathmohapatra150 14 ชั่วโมงที่ผ่านมา

    ଏ ବାଳ କଥାର କିଛି ମୂଲ୍ୟ ନାହିଁ.......

  • @prasantapanda1703
    @prasantapanda1703 14 ชั่วโมงที่ผ่านมา

    ଖାଲି ଲିକୁ ସାହୁ ନୁହେଁ ବିଜେପିର ଯେ କୌଣସି ନେତାଙ୍କୁ ଯଦି ବିଜେଡି ଵାଲା ପିଟିବେ ତେବେ ବିଜେପି ସରକାର କିଛି କରିପାରିବନି କାରଣ ବିଜେଡି ଓ କେନ୍ଦ୍ର ବିଜେପି ଭାଇ ଭାଇ, ଗୋଟେ ଗାଣ୍ଡି, ଗୋଟେ ଥାଳିରେ ଖାଉଛନ୍ତି ଓ ଗୋଟେ ଖଟରେ ଶୋଉଛନ୍ତି, ବିଜେଡି ଯେତେ ସବୁ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ଗୁଣ୍ଡାଗିରି ନାରୀ ନିର୍ଯାତନା ହେଇଥିଲା ଯଦି ବିଜେପି ସେ ସବୁ କେଶକୁ ସିବିଆଇ ଇଡି ଦ୍ୱାରା ତଦନ୍ତ କରିବ ତେବେ ବିଜେଡିର ସବୁ ନେତା କୁଜିନେତା ଜେଲରେ ରହିବେ, କିନ୍ତୁ ବିଜେପି ସେମିତି କିଛି କରିବ ନାହିଁ, ଖାଲି ମିଛଟାରେ ଏ ଓଡିଶା ବିଜେପି ଵାଲା ବିଜେଡି ବିରୋଧରେ ଗର୍ଜନ କରୁଛନ୍ତି, ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ବିଜେପି ସବୁବେଳେ କହୁଥିଲା ସିବିଆଇ କୁ ତଦନ୍ତ ଦିଅ କିନ୍ତୁ ଏବେ ତ ବିଜେପି ସରକାର ଅଛି ତେବେ କାହିଁକି ସିବିଆଇ ଦ୍ୱାରା ସବୁ ତଦନ୍ତ କରାଉନି, ଏହାର କାରଣ ବିଜେଡି ଓ କେନ୍ଦ୍ର ବିଜେପି ହେଉଛନ୍ତି ଗୋଟେ ମୁଦ୍ରାର ଦୁଇଟା ପାର୍ଶ୍ୱ

  • @budhanathmohapatra150
    @budhanathmohapatra150 14 ชั่วโมงที่ผ่านมา

    ପାଣ୍ଡିଆନ କୋଉ --- ନା ବବି ଦାସ କୋଉ --ଏବେ ଏମାନଙ୍କୁ କେହି ବାସୀ ବା-ରେ ପଚାରୁ ନାହାନ୍ତି।

  • @ajitkumarpanda6388
    @ajitkumarpanda6388 15 ชั่วโมงที่ผ่านมา

    Bjd ଅମଳରେ ତାଙ୍କ ମନ୍ତ୍ରୀ ନବ ଦାସ ଗୁଳି ଖାଇ ମଲେ ମାତ୍ର ନବୀନ ବାବୁ କଣ କଲେ ପୋଲିସ କଣ କରିଥିଲା,,,,, ଲେନିନ ବାବୁ ଭୁଲି ଗଲେଣି,,,,,ଏବେ ପାଟି ଖୋଲୁଛି,,,,,,,, ମୋହନ ସରକାର ଙ୍କ ଏ ସବୁ କଣ ଚାଲିଛି,,,,,fir ପରେ ବି ଖାମଖିଆଲି ଢଙ୍ଗ ରେ ଏ କେସ କୁ ନେଲେ ନିଜ ଗୋଡ଼ ରେ କୁରାଢି ମାରିବ bjp ଦଳ,,,,,,,

  • @budhanathmohapatra150
    @budhanathmohapatra150 15 ชั่วโมงที่ผ่านมา

    ସୁଜାତା ଙ୍କୁ କେହି - ରେ ଖାତିର କରିବେ ନାହିଁ। ତାଙ୍କ ମୁହଁରେ କୁକୁର ବି ମୁ-ବ ନାହିଁ।

  • @prahaladsahu5406
    @prahaladsahu5406 15 ชั่วโมงที่ผ่านมา

    ବବି ଦାସ ଓ ଲିକୁ ସାହୁ ଲଢେଇ ମଧ୍ୟ୍ୟରେ ମୋହନ ମାଝୀ ଙ୍କ ଭାଗ୍ୟ ପରୀକ୍ଷା. Bjp କଣ କରି ପାରୁଛି?

  • @agoodcitizen-b3o
    @agoodcitizen-b3o 15 ชั่วโมงที่ผ่านมา

    Cm should entervene

  • @chaitanyamallick7484
    @chaitanyamallick7484 15 ชั่วโมงที่ผ่านมา

    Thiki katha

  • @rameshchandraswain2153
    @rameshchandraswain2153 15 ชั่วโมงที่ผ่านมา

    U are correct.

  • @sasthakumarpurohit2580
    @sasthakumarpurohit2580 15 ชั่วโมงที่ผ่านมา

    ଓ ଡି ଶ। ଶ। ନ୍ତି ହେବ ,,,,,,,,

  • @prabodhapanda5184
    @prabodhapanda5184 15 ชั่วโมงที่ผ่านมา

    କେତେ ଟଙ୍କା ଆଜ୍ଞା ବିଜେପି ଠାରୁ ଖାଇ, ଏଭଳି ବୟାନ ଦେଉଛନ୍ତି ?. ଲିକୁ ସାହୁ ଟଙ୍କା ଆଦାୟ ବିଷୟରେ କିଛି କୁହନ୍ତୁ.

  • @sasthakumarpurohit2580
    @sasthakumarpurohit2580 15 ชั่วโมงที่ผ่านมา

    ମୋହନ ସରକାର ଭିରୁ ନୁହନ୍ତି,ବାସ୍ତବ ତା କୁ ଅନୁସନ୍ଧାନ।କରି ବ ବି ଦାସଙ୍କୁ।ଗିରଫ କରିବେ ଏ ଥିରେ ସନ୍ଧେ ହ ନାହିଁ,ଧୀର ପାଣି ପଥର କଟେ, କ୍ରୀତ।ଦାସ ଙ୍କ ପରଦା ପାସ ହେବ ,,,,,,,,,,,

    • @prasantapanda1703
      @prasantapanda1703 15 ชั่วโมงที่ผ่านมา

      ହଁ ହଁ ହଁ ଆମେ ଦେଖିଛୁ ଯେତେବେଳେ ବବି ଦାସ ସରକାରୀ କ୍ଵାଟର ଭାଙ୍ଗୁଥିଲା ବିଜେପି ସରକାର ଆକ୍ଷୀ ଆଗରେ

  • @AchintyaBiswal
    @AchintyaBiswal 15 ชั่วโมงที่ผ่านมา

    I think Mohan is scared and has hidden agenda with Bobby.

  • @dukhabandhumahanta-pk9ok
    @dukhabandhumahanta-pk9ok 16 ชั่วโมงที่ผ่านมา

    Right ବିପିନ୍ ବାବୁ ମଞ୍ଜି କଥା ଟିକୁ କହିଛନ୍ତି,,

  • @niranjanpanda8574
    @niranjanpanda8574 16 ชั่วโมงที่ผ่านมา

    Why BJP is inaction to BJD corrouption, such as mining, Chitfund, 5T, Jagannath corridor, etc?

  • @gggamer5478
    @gggamer5478 16 ชั่วโมงที่ผ่านมา

    BJP is power less govt.....

  • @sabyasachimishra6438
    @sabyasachimishra6438 16 ชั่วโมงที่ผ่านมา

    Good

    • @TerachhaBaana
      @TerachhaBaana 15 ชั่วโมงที่ผ่านมา

      Thanks!

  • @brajakishorepadhi4022
    @brajakishorepadhi4022 16 ชั่วโมงที่ผ่านมา

    ଭଡୁଆ ମୂଲ୍ଯ ହୀନ, ନୀତିହିନ କ୍ରୀତଦାସ ମାଗିହା ବବି ଫୁସା ରେ ବାଉଁଶ ପୁରାଓ ବିଜେପି ସରକାର। ବିବି ଓୌକାତ ମୂଲିଆ ମୁଣ୍ଡ।

  • @SitaramPattanayak
    @SitaramPattanayak 16 ชั่วโมงที่ผ่านมา

    Þhè

  • @dayasagarkalta8157
    @dayasagarkalta8157 16 ชั่วโมงที่ผ่านมา

    Babidas gute chura

  • @samarmohapatra-jr3ne
    @samarmohapatra-jr3ne 16 ชั่วโมงที่ผ่านมา

    ମହାପ୍ରଭୁ ନିଶ୍ଚିତ ଲୁଚିଥିବା, ମିଛକହୁଥିବା ଲୋକଙ୍କୁ ଠିକ ରାସ୍ତା ଦେଖେଇବେ, ଯୁଗେଜୁଗେ ଜୟଚାନ୍ଦ, ମୀରଜାଫର ମାନେ ଅଛନ୍ତି , ବାହାର ଶତ୍ରୁକୁ ଡ଼ାକି, ଆମ ଦେଶ ବିକିଦେଲେ

  • @debaku2506
    @debaku2506 16 ชั่วโมงที่ผ่านมา

    Police department kn karuchhi

  • @prafulasingh2267
    @prafulasingh2267 16 ชั่วโมงที่ผ่านมา

    ଆଜ୍ଞା ମୋହନଙ୍କ ଓଡ଼ିଶାରେ ଭୟନାହିଁ , ଭୟ ଅଛି ଉପରେ ମାନେ ଅଲଗା ଜାଗାରେ । ବର୍ତ୍ତମାନ ଯାହା ଜଣାଯାଉଛି ବା ଦେଖାଯାଉଛି , ବର୍ତ୍ତମାନ ମୋହନ ଏକ ତ୍ରିଛକିରେ ଅଛନ୍ତି , ଓଡ଼ିଶା ବିଜେପିରେ ଜଣେ ଦୁଇଜଣଙ୍କୁ ଛାଡିଦେଲେ ଆଉ କୌଣସି ନେତା ଦେଖା ଯାଉଛନ୍ତି କି ? ଟିଭି ଚ୍ୟାନେଲ , ଖବରକାଗଜ ରେ ଯେଉଁଠି ଯେତେବେଳେ ଦେଖାଯାଏ ସେଇ ଜଣେ ଦୁଇଜଣଙ୍କୁ । ଏଠାରେ ସଭାପତିଙ୍କର କିଛି ଭୂମିକା ଅଛି ନାଁ ଅନ୍ୟ ନେତାମାନଙ୍କର । ଦେଖାଯାଉଛି ଏମ୍ ଏଲ ଏ ,ଏମ୍ପି ମାନେ ମାପିଚୁପି କଥା କହୁଛନ୍ତି । ଯେପରି ନିର୍ବାଚନ ପୂର୍ବରୁ ବିଜୁ ଜନତାଦଳର ନେତାମାନଙ୍କ ଅବସ୍ଥା ଯାହାଥିଲା । ଯଦି ସବୁ ଏକା ନହେବେ ତେବେ ,,,,, ବଟଙ୍ଗେ ତୋ କଟେଙ୍ଗେ , ଏକ ରହେଙ୍ଗେ ତୋ ସେଫ୍ ରହେଙ୍ଗେ । ଲାଗୁଛି ଓଡ଼ିଶା କଥା ମୋଦିଙ୍କ ପାଖରେ ପହଞ୍ଚୁନାହିଁ । ଯେପରି ବିଜେଡି ଦଳର ନେତାଙ୍କ କଥା ନବୀନଙ୍କ ପାଖରେ ପହଞ୍ଚୁ ନଥିଲା । ଜୟ ଶ୍ରୀରାମ