ଏଇ ଆଠ ଜଣ ଓଡ଼ିଆଙ୍କ ହୁକୁମରେ ଚାଲିଛି ଭାରତ | Draupadi Murmu | Pm Modi | India President | Narendra Modi

แชร์
ฝัง
  • เผยแพร่เมื่อ 21 ส.ค. 2024
  • DURABARTA NEWS | ODISHA NEWS | NATIONAL NEWS
    ଓଡିଶା ଲୋକେ ଚଳେଇବେ ଭାରତକୁ..#Draupadimurmu #Draupadi #Durabarttanews #generalknowledge #Odisha #Durabarttaodianews #Indiapresident #President #Presidentofindia #Life #Lifestyle #Odia #Modi #Narendramodi #Pmmodi #India #Indianews #News #Viral #Lic #Rbi #Govt #Latestnews #Breakingnews #Viral #Viralnews #Video
    #DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    🔶Facebook : / durabarttanews
    🔶TH-cam : / @durabarttanews
    ◾◾◾◾◾◾◾◾◾◾◾◾◾◾◾◾◾◾◾◾
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
    © Durabartta Digital Live
    #OdishaNews #OdiaNews #LatestNews

ความคิดเห็น • 589

  • @santoshkhandei5969
    @santoshkhandei5969 ปีที่แล้ว +357

    କିନ୍ତୁ ଓଡିଶାକୁ ଚଲଉଛି ଜଣେ ଅଣଓଡ଼ିଆ !!!

  • @sme-teaching4170
    @sme-teaching4170 ปีที่แล้ว +138

    ଓଡ଼ିଆଙ୍କ ପାଇଁ ଗର୍ବ କରାଯାଉ , ମାତ୍ର
    ଅହଂକାର କରାନଯାଉ । ଧନ୍ୟବାଦ 🙏

    • @baikunthabehera3971
      @baikunthabehera3971 ปีที่แล้ว +5

      Aama athhare rastrapati bhasanha samaya re line kati maa ku sanman dhei bidha karichhanti upare bhaunhi subhdhra bitare gochhi kata

    • @JinaJina-gk1ht
      @JinaJina-gk1ht ปีที่แล้ว +1

      🙏🙏🙏

    • @JinaJina-gk1ht
      @JinaJina-gk1ht ปีที่แล้ว

      Rayagada

    • @prakashbhuyan8948
      @prakashbhuyan8948 ปีที่แล้ว +1

      Right

    • @anantasahoo3917
      @anantasahoo3917 ปีที่แล้ว +1

      ​@@baikunthabehera3971a

  • @nirakarsahoo7004
    @nirakarsahoo7004 ปีที่แล้ว +41

    କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଆ ମାନେ ଆଜି ବହୁ ଭାବେ ସମ୍ମାନିତ, କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଆମେ ସବୁ ଆମ ରାଜ୍ୟରେ କିଛି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ଶାସିତ ଓ ଏସବୁ ସମ୍ଭବ ହୋଇପାରିଛି କେବଳ ଆମ ମଧ୍ୟରେ ଥିବା କିଛି ମୁଷ୍ଟିମେୟ ମାଗଣା ଖିଆ ବନ୍ଧୁ ମାନଙ୍କ ଯୋଗୁଁ । ଆମ ରାଜ୍ୟର ତଥାକଥିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କର କିଛି ଅଣ ଓଡ଼ିଆ ପାରିଷଦ ବର୍ଗଙ୍କ ଦ୍ଵାରା ଗଠିତ ମାଗଣା ଖିଆ ଗୋଷ୍ଠୀ ପ୍ରକାରାନ୍ତରେ ଜନମାନସକୁ ବିଭ୍ରାନ୍ତ କରି ବାରମ୍ବାର ଶାସନ ଗାଦିକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ଆମର ଏହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କିନ୍ତୁ ରାଜ୍ୟର ବିକାଶ ଶୂନ୍ୟ ଓ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ରାଜ୍ୟର ଚାଷୀ କୂଳ ଆଜି ହତାଶ ଏବଂ ଯୁବଗୋଷ୍ଠୀ ଆଜି ଦାଦନ ଶ୍ରମିକ, ନବୀନ ବାବୁଙ୍କ ଏକାଦିକ୍ରମେ ୨୩ ବର୍ଷର ଶାସନ ପରେ ମଧ୍ୟ ।

  • @laxmansahoo4681
    @laxmansahoo4681 ปีที่แล้ว +49

    ଏଥିପାଇଁ ନବୀନା ଦୁଃଖିତ 👍କାରଣ ସେ ଓଡିଆ ପୁଅ ନୁହେଁ 👌

    • @kingbetaentertainment7059
      @kingbetaentertainment7059 ปีที่แล้ว +1

      ସେ ଓଡ଼ିଶା ରେ ଜନ୍ମ ହେଇକି ବିଦେଶ ରେ ପାଠ ପଢୁଥିଲେ ସେଥି ପାଇଁ ସେ ଓଡ଼ିଆ ଜାଣିନି😂

    • @user-if4cz5cc4e
      @user-if4cz5cc4e 3 หลายเดือนก่อน

      He born in Odisha

  • @ajaybadjena6799
    @ajaybadjena6799 ปีที่แล้ว +119

    ଆଉ ଏ ସୁଯୋଗ ଆସିଵ ନାହିଁ ଦୁଃଖର ଵିଷୟ ଓଡିଶାକୁ ଶାସନ କରୁଅଛି ଜଣେ ତାମିଲି ମୂଖ୍ୟମନ୍ତ୍ରୀ,

    • @kingbetaentertainment7059
      @kingbetaentertainment7059 ปีที่แล้ว +5

      Our chief minister is Naveen Patnaik and he is also an Odian and his place of birth is Cuttack.

    • @dillipkumardash433
      @dillipkumardash433 ปีที่แล้ว +1

      Hmm Pa 😒😒

    • @gamechanger9683
      @gamechanger9683 ปีที่แล้ว

      Nice shot odia president d .murmu is a robot of bjp

    • @mkpradhan647
      @mkpradhan647 ปีที่แล้ว

      @@kingbetaentertainment7059 abe gadha pandiyan sasan karuchi, navin nuhe

  • @arunprasaddash1399
    @arunprasaddash1399 ปีที่แล้ว +18

    ୮ଜଣ ଓଡ଼ିଆ ମାନଙ୍କ ଦ୍ୱାରା ସାରା ଭାରତବର୍ଷ ଚାଲୁଅଛି। କିନ୍ତୁ ବଡ ଦୁଃଖର କଥା ଓଡିଶା ପରି ରାଜ୍ୟ କୁ ତାମିଲ ପ୍ରସାସକଙ୍କ ହାତରେ ସାସନ ଚାଲୁଅଛି।........

  • @bimbadharjena1572
    @bimbadharjena1572 ปีที่แล้ว +41

    ଓଡିଆ ଲୋକ ଖାଲି ଆଲୋଚନା କଲେ କ'ଣ ହେବ, ତଥାପି ତାଙ୍କର ସଦ୍ ବୁଦ୍ଧି ଆସି ପାରିନି । ଜଗନ୍ନାଥ ଓଡ଼ିଶାର ଜନସାଧାରଣଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।

    • @baikunthabehera3971
      @baikunthabehera3971 ปีที่แล้ว

      Abhada nakhai abe thharu netanku madha magilenhi .a magenhakhia nku kanha kahiba babu kahila nabin ghosanha kalenhi prati votar ku 1 quat whosky .gota kukuda gote .500 tanka

  • @santoshkumaracharya3521
    @santoshkumaracharya3521 ปีที่แล้ว +12

    ସତରେ ଓଡ଼ିଶା ! ବନ୍ଦେ ଉତ୍କଳ ଜନନୀ 🙏

  • @susanamurmu1514
    @susanamurmu1514 ปีที่แล้ว +18

    ଜୟ ଜଗନ୍ନାଥ, ଜୟ ଓଡ଼ିଆ, ଜୟ ଓଡିଶା 🙏🙏🙏🙏🙏

  • @chintamanimajhi640
    @chintamanimajhi640 ปีที่แล้ว +24

    ଓଡିଶା ବାସୀଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ଅଛନ୍ତି। ଏବଂ ଦେଶ ସ୍ୱାଧୀନତା ପାଇଁ ସହିଦ ହୋଇଥିବା ମହା ସଂଗ୍ରାମୀ ମାନଙ୍କ ଆଶୀର୍ବାଦ ଅଛି।

  • @neerennayak7417
    @neerennayak7417 ปีที่แล้ว +4

    ଓଡିଶା ର ଲୋକେ କାହା କଥାରେ ଗୋଲାମ ଗିରି କରୁଛୁ ଧନ୍ଯଆମଜୀବନ

  • @gyananjayacreations7496
    @gyananjayacreations7496 ปีที่แล้ว +2

    ମହାନ୍ ମୋ ଓଡ଼ିଶା ମଟି, ବନ୍ଦେ ଉକ୍ତଳଜନନୀ 🙏

  • @sitendas5609
    @sitendas5609 ปีที่แล้ว +4

    ଓଡ଼ିଆ ପାଇଁ ଲକ୍ଷାଧିକ ଲୋକ ଗର୍ବ କରିବା ବଦଲରେ ଅହଙ୍କାର ନକରାଯାଇ ,ଜୟ ଜଗନ୍ନାଥ

  • @dhanwatariBirua
    @dhanwatariBirua 4 หลายเดือนก่อน +1

    ଓହୋଃ ସେଥିପାଇଁ ତ ଓଡ଼ିଶାର ପୁଅ ଝିଅମାନେ ସମସ୍ତେ ଓଡ଼ିଶା ବାହାରେ କଠୁଛନ୍ତି, ଧନ୍ୟବାଦ ଓଡ଼ିଶାର ସରକାରଙ୍କୁ 100% 70% ଓଡ଼ିଶାର ପିଲା ବା ଝିଅ ପିଲା ମାନେ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଶ୍ରମିକ କଟିବା ପାଇଁ, ଯେତେ ବି ଓଡ଼ିଶାର ବଡ ବଡ଼ ନେତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @rahullima8398
    @rahullima8398 ปีที่แล้ว +22

    I'm very proud of my ODISHA . Salute to my ODISHA .

    • @Factsmine--2.0
      @Factsmine--2.0 10 หลายเดือนก่อน

      Bharatiya hoi ki ଇଂରାଜୀ re katha karuchha puni😢😢😢

  • @ranjitpati5265
    @ranjitpati5265 ปีที่แล้ว +11

    ସବୁ ବଡ଼ ପଦ ପଦବୀ ରେ ସାଧାରଣ ବର୍ଗ ର ଲୋକ ସରକାର ଯେତେ ସଂରକ୍ଷଣ ବ୍ୟବସ୍ଥା କଲେ ବି ସାଧାରଣ ବର୍ଗ ର ଲୋକ ର ବିଚକ୍ଷଣ ବୁଦ୍ଧି

    • @birenbehera3546
      @birenbehera3546 ปีที่แล้ว

      ସତ କଥା ପଦେ କହିଲେ ।। ଆଉ ଗୋଟେ କଥା ଓଡ଼ିଶା ର ଲୋକଙ୍କୁ ଭଲ ଶିକ୍ଷା ବ୍ୟବସ୍ଥା କରୁନାହିଁ ଏ ସରକାର ।।।। ଜାଣିଶୁଣି ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି କରୁନାହାନ୍ତି । ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ଭଲ ଶିକ୍ଷକ ଦେଉ ନାଁ ଆହାନ୍ତି ଜାଣି ସୁଣିକି ଯଦି ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରାଯାଏ ଏ ସରକାର ର ଅସଲ ମୁଖା ତଳେ ପଡିଯିବ ତେଣୁ ଉତ୍ତମ ଶିକ୍ଷା ବ୍ୟବସ୍ଥା ନାହିଁ ଜାଣି ଶୁଣି ଓଡ଼ିଶା କୁ ମୁର୍ଖ କରାଯାଉଛି।।।😢😢😢

    • @FITTESTFITTER
      @FITTESTFITTER ปีที่แล้ว

      Bhul chinta dhara Bhai .. President Draupadi Murmu & Girish Chandra Murmu 2 Adivasi ST atanti .

    • @user-cw5pm4qt1t
      @user-cw5pm4qt1t 4 หลายเดือนก่อน

      ରେ ମହାମୁର୍ଖ ମାନେ ସମସ୍ତେ ସମାନ

  • @maa..1234
    @maa..1234 ปีที่แล้ว +2

    ଆଉ ଜଣଙ୍କୁ ଛାଡ଼ିଦେଲେ, ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ମୃତୁଞ୍ଜୟ ମହାପାତ୍ର

  • @BidyadharNaik-ds8qk
    @BidyadharNaik-ds8qk ปีที่แล้ว +36

    ନରେନ୍ଦ୍ର ମୋଦି ଓଡ଼ିଆ ଲୋକଙ୍କୁ ବହୁତ ଭଲ ପାଆନ୍ତି ସେଥିପାଇଁ ତ ଓଡ଼ିଆ ଜାତି ଗର୍ବିତ

  • @mangrajgamango1057
    @mangrajgamango1057 หลายเดือนก่อน

    ସେଥିପାଇଁ ସବୁ ରାଜ୍ୟ ଠାରୁ ଓଡିଶା ଗରିବ ନିଜ ସ୍ୱାର୍ଥ ପାଇଁ

  • @user-vo2ff8yd1h
    @user-vo2ff8yd1h ปีที่แล้ว +11

    ଜଣେ ଅଣ ଓଡ଼ିଆ ରେ ଚାଲିଛି ଓଡିଶା ଶାସନ

  • @bimalkantanayak3818
    @bimalkantanayak3818 ปีที่แล้ว +3

    Please make Bhubaneswar world's best city...Har Har Mahadev ki jai..Jai Jaggarnath..

  • @user-wj6pr8ci7c
    @user-wj6pr8ci7c 4 หลายเดือนก่อน +1

    କିଏ କହିଲା
    ଯୋଉଠି ଓଡ଼ିଆ ରାଷ୍ଟ୍ରପତି ଙ୍କୁ ପ୍ରଧାନମନ୍ତ୍ରୀ respect ଦେଉନାହାନ୍ତି ସେଥି ପୁଣି odia

  • @Snjay739
    @Snjay739 ปีที่แล้ว +6

    ଆମ ଓଡ଼ିଶା କୁ ଶାସନ କରୁଛି ଜଣେ ଅଣ ଓଡିଆ 👍

  • @kulamanipandit4609
    @kulamanipandit4609 หลายเดือนก่อน

    ହଁ ଆଜ୍ଞା ଏତ ଆମ ଓଡିଶାର ଗର୍ଵ ଆଉ ଗୌରଵ ର କଥା ।

  • @nirakardas6868
    @nirakardas6868 ปีที่แล้ว +2

    କିନ୍ତୁ ଓଡିଶାକୁ ଚଳାଉଛନ୍ତି ଅଣଓଡ଼ିଆ

  • @narayansahu1659
    @narayansahu1659 ปีที่แล้ว

    ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ ଜୟ ଭାରତ ମାଆ ଜୟ ହିନ୍ଦ ଜୟ ପ୍ରଭୁମାଆ ସୀତାରାମ ଜୟ ପ୍ରଭୁ ଲକ୍ଷ୍ମଣ ଜୟ ପ୍ରଭୁ ହନୁମାନ🙏❤️🙇🌺🇮🇳😊

  • @SambhunathMohanta-SG
    @SambhunathMohanta-SG ปีที่แล้ว +1

    ଏମାନେ ସବୁ ରହିକିବି ଓଡିଶା ଗରିବ (poor man )🙍👳🧓🧑‍🦳😭

  • @junulatamalik
    @junulatamalik ปีที่แล้ว +3

    Bande utkala Janani 🙏🇮🇳

  • @rabindrakumarmohanty9415
    @rabindrakumarmohanty9415 ปีที่แล้ว +12

    ମୋଦୀ ସରକାର ଓଡ଼ିଆ ମାନଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ଓଡ଼ିଆ ମାନେ ତାହା ଵୁଝିବା ଦରକାର। ରାଜ୍ୟ ସରକାର କେନ୍ଦ୍ର ସହିତ ଭଲ ସମ୍ପର୍କ ଅଛି ତେଣୁ ଓଡ଼ିଶା ଆଗକୁ ବଢୁଛି ଆଗକୁ ମଧ୍ୟ ଏହି ପ୍ରକିୟା ଚାଲୁ ରହିବ।ଜୟ ଜଗନ୍ନାଥ।

    • @prafulasingh2267
      @prafulasingh2267 ปีที่แล้ว

      କେମିତି ଭାବି ପାରୁଛ କେନ୍ଦ୍ର ସହିତ ଭଲ ସମ୍ପର୍କ ଅଛି ? ଓଡ଼ିଶା ସରକାରଙ୍କ କୁହାଳିଆ ନେତାମାନେ ପ୍ରତିକଥାରେ କେନ୍ଦ୍ର ଅବହେଳା ତଥା କେନ୍ଦ୍ର ସରକାରଙ୍କ ନୀତି ଉପରେ ଗଭୀର ବିଷ ଓଗାଳୁଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ଚାଲିଛନ୍ତି ।
      ତାପରେ କ'ଣ କୁହାଯିବ ଭଲ ସମ୍ପର୍କ ଅଛି

    • @rabindrakumarmohanty9415
      @rabindrakumarmohanty9415 ปีที่แล้ว +1

      ଦେଶର ବାତାବରଣ ଯେପରି କଂଗ୍ରେସ ସୃଷ୍ଟି କଲାଣି ଦେଶର ପୁଣି ଥରେ ବିଦେଶୀ ଶାଶନ ଚାଲିବ ଦେଶର ସମାସ୍ୟା କୁ ସମାଧାନ କରିବା ପାଇଁ ଵିଦେଶୀ ଙ୍କ ପାଖରେ ଗୁହାରି କଲେଣି। ଗଣତନ୍ତ୍ର ନାଁ ରେ ରାଜତନ୍ତ୍ର ଚଳାଇବା ପାଇଁ ଷଢଜନ୍ତ୍ର କରାଯାଇଛି। ପରିଵାର ଵାଦ ଶାସନ ଚଳାଇବା ପାଇଁ ଚେଷ୍ଟା ଚାଲିଛି। ତାହାକୁ ସାଧାରଣ ଜନତା ବୁଝି ପାରୁନାହାଁନ୍ତି।ଜଣେ ଗରିବ ପରିବାରର ରୁ ଆସି ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଅସ଼ହିଷ୍ଠୁ ହୋଇ ପ୍ରଧାନମନ୍ତ୍ରୀ ଙ୍କୁ ଅପ ଶବ୍ଦ ରେ ଗାଳି ଗୁଲଜ କରା ଯାଉଛି। ଆପଣ ଜ୍ଞାନୀ ଗୁଣୀ ଚିନ୍ତା କରନ୍ତୁ ଏମାନେ ଦେଶକୁ କଣ କରିବା ପାଇଁ ଚାହୁଁଛନ୍ତି।

    • @manasipanda5748
      @manasipanda5748 ปีที่แล้ว

      @@prafulasingh2267 desha ra abasta pura sochaniya. Pandian khola kari sarileni.

  • @frankdileepsingh1187
    @frankdileepsingh1187 4 หลายเดือนก่อน +1

    କିନ୍ତୁ ଓଡ଼ିଶାର କିଛି ଉନ୍ନତି ହଉ ନାହିଁ ।

  • @hisisoren1866
    @hisisoren1866 ปีที่แล้ว +3

    Jai odisha Jai odishavashi🙏🙏🙏

  • @durgakantmohanty6073
    @durgakantmohanty6073 ปีที่แล้ว +1

    ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ.

  • @sanjaykumarnaik-uh6xb
    @sanjaykumarnaik-uh6xb ปีที่แล้ว +4

    🇮🇳🇮🇳🇮🇳Bande Utkal Janani 🇮🇳🇮🇳🇮🇳 🙏🙏🙏🙏🙏

  • @sankardakua4626
    @sankardakua4626 ปีที่แล้ว +3

    I am proud of my Odisha

  • @user-cw9gp5ty9f
    @user-cw9gp5ty9f ปีที่แล้ว +2

    କିନ୍ତୁ ଓଡ଼ିଶାର ବାସ୍ତବ ଚିତ୍ର/ସ୍ଥିତି !!! ??? "ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି "ନାରଖାର " " ।

  • @user-rr2rk5se7s
    @user-rr2rk5se7s ปีที่แล้ว +1

    I'm very proud of my Odisha

  • @pradipkumarnaik2906
    @pradipkumarnaik2906 ปีที่แล้ว +12

    ମୋଦି ‌ଛଡା‌କେହି ଭାରତ ଶୀସନ କରି ‌ପାରିବେ ନାହିଁ । ଓଡ଼ିଶା‌କୁ ନିଜ ର କରିବା ପାଇଁ।

  • @alokgurujibhanjngr1510.ODISHA
    @alokgurujibhanjngr1510.ODISHA ปีที่แล้ว +1

    Jai Odisha state Jai Bharat 🎉

  • @NareshChandrasamal-sr8ey
    @NareshChandrasamal-sr8ey หลายเดือนก่อน

    ଜୟ ଓଡ଼ିଶା

  • @satyabratasamal6414
    @satyabratasamal6414 ปีที่แล้ว +1

    ଲାଗୁଛି ବଡ ବଡ ପଦବୀ ରେ ଥିବା ଓଡିଆ ମାନେ ଓଡିଶା କୁ ଭୁଲିଯାଇଛନ୍ତି ଓ ନିଜ ଉନ୍ନତିରେ ଧ୍ୟାନ ଦେଉଛନ୍ତି। ତେଣୁ ଓଡିଶା ଆଜି ବହୁ ପଛରେ।

  • @basantanayak1920
    @basantanayak1920 ปีที่แล้ว

    ଓଡ଼ିଶାରେ ଓଡ଼ିଆମାନେ ନିସହାୟ

  • @biswamberbhutia3280
    @biswamberbhutia3280 ปีที่แล้ว +1

    ଆଦାନି ଓ ଅମିତ ଶାହା ଦେଶ ଚଲେଇ ଛନତି। ମୋଦୀ କେଵଳ ଭାଷଣ ଓଡିଶା ନବୀନ ଭଳି। ଯଦି ଦେଶ ଆଗକୁ ଯାଉଛି ପେଟୋଲ 50 ରେ ମିଳିଥାନତା। ଗିଆସ 450 ଭିତରେ। ଟିକସ ଵଢୁଛି ଯଦି ଏ ସାଧାରଣ ଜିନିଷ ଉପରେ କଣ ପାଇଁ ଟିକସ ଲାଗିଲା। ହାଇ ସିକ୍ୟୁରିଟି, ପଲୂସନ ଓ ଇନୁସୁରାନସ ଯେଉଁ ନେଉଛ ତା ଟଙ୍କା କଣ ପାଇଁ ଦେଉଛ ଯଦି ଦେଶର ଅର୍ଥନୀତି ଆଗେଇ ଛି ଏ ସଵୁ ନେତା କଥା ନୁହେଁ। ଯେମିତି ଆମ ଗଣେଷ ପୂଜା ରେ ଯଦି ପୈଠ ଟଙ୍କା ଅଧିକ ଅଛି ଆମେ ସେଇ ଵର୍ଷ କମ ଟଙ୍କା କଲେକସନ କରି ତା ଠାରୁ ଆହୁରି ଭଲ ଗଣେଷ ପୂଜା କରୁ। ତମ ର ଯଦି ଅର୍ଥନୀତି ଆଗେଇଚି ସଵୁ ଜିନିଷ ମେଡିସିନ ରେ ଵି 4 ଗୁଣା ଟିକଷ ଲଗେଇଲ। ତମେ ସଵୁ ନିଉଜ୍ ଭୁଲି ଯାଅ ନିଜ ମନରେ ପଚାର ଦେଶ ଗରିବ ହେଉଛି କି ଧନୀ ।

  • @Lipunproduction782
    @Lipunproduction782 ปีที่แล้ว +1

    ଆମ ଓଡ଼ିଶାକୁ ଜଲଦି ଧନି କରନ୍ତୁ

    • @prafulasingh2267
      @prafulasingh2267 ปีที่แล้ว

      ହଁ ପ୍ରଧାନମନ୍ତ୍ରୀ ଧନ ଦେଇ ଧନି କରାଇବେ ଆଉ ତମ ସରକାର ତାକୁ ଚଳୁ କରିବ

  • @ramchandrapanda1474
    @ramchandrapanda1474 2 วันที่ผ่านมา

    ଜେ ଶ୍ରୀ ଜଗନ୍ନାଥ

  • @samarendrarout4341
    @samarendrarout4341 ปีที่แล้ว +1

    Superb 😍😍... Thanks Modi Ji❤ ...Jay Jagannath 🙏❤️

  • @manaskhatua5965
    @manaskhatua5965 4 หลายเดือนก่อน

    We the Odisha people are proud of the leaders for guiding the country in right direction

  • @rakeshbaral8474
    @rakeshbaral8474 ปีที่แล้ว +1

    Good news ❤

  • @lbig5443
    @lbig5443 ปีที่แล้ว +3

    Proud to be a Odia ❤❤❤❤

  • @ashokkandi4646
    @ashokkandi4646 ปีที่แล้ว

    Durbhagya ଓଡ଼ିଆଣୀ ରଙ୍ଗ ଢଙ୍ଗ ସବୁ ଭୁଲି ଗଲୁଣି j❤ଜଗନ୍ନାଥ

  • @ranjitrana932
    @ranjitrana932 ปีที่แล้ว +1

    i am very happy for you my
    Odisha

  • @subratpanigrahi2656
    @subratpanigrahi2656 ปีที่แล้ว

    କିନ୍ତୁ କଣ କରିବା ଦୁର୍ଭାଗ୍ୟ ବଶତଃ ଓଡ଼ିଶା ର କିଛି ବି ଉନ୍ନତି ହେଉନି

  • @prafulladash748
    @prafulladash748 4 หลายเดือนก่อน

    ଜୟ ଓଡିଶା ଜୟ ଭାରତ

  • @soudaminiswain7045
    @soudaminiswain7045 ปีที่แล้ว +3

    Jay Jagannath 🙏 Jay Odisha,Jay odia

  • @sanjauakumar8999
    @sanjauakumar8999 ปีที่แล้ว +4

    ଏହା ଓଡିଶା ର ଲୋକ ଜାଣିବା ଉଚିତ ,,ଦିନେ ଓଡ଼ିଆ ପ୍ରଧାନମନ୍ତ୍ରୀ ଶାଶନ କରିବେ

  • @muktiranjanpatra4538
    @muktiranjanpatra4538 ปีที่แล้ว

    Good news odiaa ODISHA

  • @kulamanipandit4609
    @kulamanipandit4609 หลายเดือนก่อน

    ଜୟ ଶ୍ରୀରାମ ।।

  • @user-dr1ic6bi3c
    @user-dr1ic6bi3c 4 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ

  • @user-pt2yo7sr7v
    @user-pt2yo7sr7v 4 หลายเดือนก่อน

    Raght baat hai sir ji Jaya shree ram jaye jagannath jaye

  • @JyotsnaraniNayak-iv4gl
    @JyotsnaraniNayak-iv4gl 28 วันที่ผ่านมา

    ବନ୍ଦେ ଉତ୍କଳ ଜନନୀ

  • @sasanandpatro496
    @sasanandpatro496 2 หลายเดือนก่อน

    But Odisha pai amane kaan karichhanti.... Odisha ku development karichanti gatia loka tanku samste jaichhanti.... Only for Naveen babu ❤❤❤❤❤❤

  • @gautamjani3716
    @gautamjani3716 4 หลายเดือนก่อน +1

    କିନ୍ତୁ ଓଡ଼ିଶା ପୁରା ପଛରେ

  • @mrutyunjayasahani1795
    @mrutyunjayasahani1795 2 หลายเดือนก่อน

    କିନ୍ତୁ ଓଡିଶା କୁ ଚଳାଉଛି ତାମିଲନାଡୁ ବାବୁ ଭାରତରେ ବଡ ବଡ଼ ପଦବୀରେ ଓଡ଼ିଆ ଲୋକ ରହି କଣ ଲାଭ ଓଡିଶା ତ ପଛରେ ପଡୁଛି କାରଣ ଓଡିଶାରେ ଚାଲିଛି ତମିଲି ଶାସନ

  • @simanchalanayak4151
    @simanchalanayak4151 ปีที่แล้ว

    I'm very roud of my odisha. Salute to my odisha

  • @user-rl4fd6yj4s
    @user-rl4fd6yj4s 2 หลายเดือนก่อน

    proud of my odissa love you odissa

  • @dipakstudy6095
    @dipakstudy6095 4 หลายเดือนก่อน

    ଖାଲି ପ୍ରଧାମନ୍ତ୍ରୀ ଜଣେ ଓଡ଼ିଆ ଓ sc ଦରକାର।

  • @sukantabaitha
    @sukantabaitha หลายเดือนก่อน

    ଜୟ ଜଗନ୍ନାଥ

  • @kandhamal.Phulabani.ODISHA
    @kandhamal.Phulabani.ODISHA ปีที่แล้ว

    ଓଡ଼ିଶା ର ରାଷ୍ଟ୍ରପତି ହେଉ କି ପ୍ରଧାନମନ୍ତ୍ରୀ ଓଡ଼ିଶା କିଛି ବଦଳିବ ନାହିଁ କାହିଁକି ନା ସବୁ କାମ ପାଇଁ ଲାଞ୍ଚ ଓଡ଼ିଶା ର 40% ଲୋକ ବାହାରେ ଖଟି ପେଟ ପଶନ୍ତି ଓଡ଼ିଶା ରେ କିଛି କମ୍ପାନୀ ନାହିଁ କି କାମ ମିଳୁ ନାହିଁ .........!

  • @karanveer9701
    @karanveer9701 ปีที่แล้ว +1

    Great Odisha 🙏

  • @nanamahapatra3513
    @nanamahapatra3513 ปีที่แล้ว

    🙏ଓଡ଼ିଆ ଜାତିର ଗୌରବ 🇮🇳ହେଲେ ଓଡିଶା କେବେ ଆଗେଇବ ଓଡିଶା ସବୁ ରାଜ୍ୟ ମାନଙ୍କ ଠାରୁ ପଛରେ ପବିଛି ହେଲେ ପୃବରୁ ଯେମିତି ଦାଜନ ଯାଉଥିଲେ ଆଜି ଭି ସେହିଭଳି ପରିସ୍ଥିତି ଟିଭି ଚାନେଲ ରେ ବସି କ୍ୟାମେରା ଅଘରେ ବସି କିଛିବି ଗପ ଜନତା ଙ୍କୁ ଶୁଣେଇବା ଆପଣ କଂହେଲାକାମ 👍🇮🇳🇮🇳🇮🇳👌🙏ଜୟ ଜଗନ୍ନାଥ 🙏ଏକମାତ୍ର ଶାହାରା ଓଡିଶା ବାସୀଙ୍କ ପାଇଁ ଜୟ ଜଗନ୍ନାଥ 🙏ଜୟ ଓଡିଶା ଜୟ ଉତ୍କଳ🙏🚩❤🌹

  • @bhagyadharanayak
    @bhagyadharanayak 20 ชั่วโมงที่ผ่านมา

    ଓଡିଆ ଅମ୍ମିତା

  • @bijayapurty7621
    @bijayapurty7621 ปีที่แล้ว

    ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସବୁ ଭାଷାର ବିଭାଗ ଅଛି କିନ୍ତୁ ଓଡ଼ିଆ ଭାଷା ବିଭାଗ କାହିଁକି ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅନୁରୋଧ ଯେ ଓଡ଼ିଆ ଭାଷା ବିଭାଗ ଖୋଲାଯାଉ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ।

  • @SurajPatra-x1i
    @SurajPatra-x1i 22 วันที่ผ่านมา

    Naveen Patnaik jindabad

  • @nirajlife607
    @nirajlife607 ปีที่แล้ว

    ଚାଲିଲେ କଣ ହେବ ଓଡିଶା କୁ ଉନ୍ନତ କରିବା ପାଇଁ କିଛି ପଦ କ୍ଷେପ ନେବା କଥା ଯେମିତି ତାମିଲ୍ ରାଷ୍ଟ୍ର ପତି ହେଇ ରାଜ୍ୟ ପାଇଁ କିଛି କଲେ ସେମିତି ଓଡ଼ିଶା ପାଇଁ କିଛି କରିବା କଥା

  • @suryasadhika4157
    @suryasadhika4157 ปีที่แล้ว

    ଆଉ ଯୋଉ ବାହାନଗା ଦୁର୍ଘଟଣା ଓଡ଼ିଶାର କେତେ ସୌଭାଗ୍ୟ ହେଲା କହୁନ ।

  • @user-ic2wd2dz8z
    @user-ic2wd2dz8z 2 หลายเดือนก่อน

    Salute odia star❤❤

  • @minakhisarangi9418
    @minakhisarangi9418 ปีที่แล้ว

    Mora kahaku dara jagannath dese ghara jagannath rajyara loka emane👏👏👏🙏🏻🙏🏻🙏🏻

  • @starindiadigitalcreation8644
    @starindiadigitalcreation8644 ปีที่แล้ว +1

    Daupadi Murmu ଓଡ଼ିଶା ର ହେଇ ପାରନ୍ତି କିନ୍ତୁ ସେ କେବେବି ଓଡିଆ ସମ୍ପ୍ରଦାୟ ର ନୁହନ୍ତି ସେ only ସାନ୍ତାଳି ସମ୍ପ୍ରଦାୟ ର . . . .

  • @chandandas4276
    @chandandas4276 4 หลายเดือนก่อน +1

    कुछ odiya लोगो ने बड़े बड़े बड़े पद पोर हे । फिर भी odiya लोगो को जॉब नही मिलता , ओर ओडिशा के लोग बाहर देस में जाना पड़ता हे काम करने के लिए ।

  • @prasantsahu1068
    @prasantsahu1068 6 วันที่ผ่านมา

    Odia is always great

  • @gurucharanaroutray5955
    @gurucharanaroutray5955 ปีที่แล้ว

    ଜୟ ଜଗନ୍ନାଥ 🚩🙏🙏🙏

  • @jnkailash5274
    @jnkailash5274 หลายเดือนก่อน

    👍 👍 good news

  • @saratachandradash1610
    @saratachandradash1610 ปีที่แล้ว

    IMD ର ମୁଖ୍ୟ ହେଉଛନ୍ତି. ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମହାପାତ୍ର. ଓଡିଶା ର ଭଦ୍ରକ ଜିଲ୍ଲା ବାସିନ୍ଦା...

  • @THE_ALLROUNDER_1
    @THE_ALLROUNDER_1 10 หลายเดือนก่อน

    କହିବି ଓଡ଼ିଆ ଲେଖିବି ଓଡ଼ିଆ
    ଗାଇବି ଓଡ଼ିଆ ଗାଥା
    ଓଡିଆ ବୋଲି ମୁଁ ଗର୍ବିତ ଆଜି
    ବିଶ୍ୱେ ଉନ୍ନତ ମଥା ।
    ବନ୍ଦେ ଉତ୍କଳ ଜନନୀ 🙏🙏🙏

  • @user-dr1ic6bi3c
    @user-dr1ic6bi3c 4 หลายเดือนก่อน

    ଜୟ ଶ୍ରୀ ରାମ

  • @user-rx4ik1qo2r
    @user-rx4ik1qo2r 6 วันที่ผ่านมา

    ଓଡ଼ିଶାରେ ମନ୍ତ୍ରୀ ହେଲେ କଣ ହେବ ପାହାଡିଆ ଗାଁ ଗଡିଅଞ୍ଚଳ ର କଥା ଟିକେ ବୁଝ ଆଜିପର୍ଯ୍ୟନ୍ତ କେତେକ ଗାଁ ରେ ପିଚୁ ରାସ୍ତା ଆଉ ପାଣି ର ସମସ୍ୟା ହୋଇଅଛି ,କାଲି ସହର ବିକାଶ ହେଲେ କଣ ହେବ ସହର ସହିତ ଗାଁ ଗଡିକୁ ମଧ୍ୟ ବିକାଶ ପଥ କୁ ଆଣ l
    ତା' ପରେ ଆମେ କହିବୁ ଯେ ବିକାଶ ଓଡିଶା ବିକାଶ ଭାରତ ବୋଲି l କିଏ ବଡ଼ ଏଥିକି ନୂଅ ପରିବେଶ ଆଡ଼କୁ ମଧ୍ୟ ବିକାଶ ଏବଂ ଶିକ୍ଷାକ୍ଷେତ୍ର ଅଳକୁ ମଧ୍ୟ ବିକାଶ କର l

  • @prasantkumar7517
    @prasantkumar7517 2 หลายเดือนก่อน

    jai odisha state jail Bharat

  • @sriramsriramhembram9941
    @sriramsriramhembram9941 ปีที่แล้ว +1

    ଓଡ଼ିଶାରୁ ୫୦ ଜଣ ମନ୍ତ୍ରୀ ହେଲେବି ଓଡ଼ିଶାକୁ ଉନ୍ନତିର ପଥରେ ଆଗେଇ ପାରିବେ ନାହିଁ ।ଏ କଥା ଓଡ଼ିଶାର ଜନସାଧାରଣ ଭଲ ଭାବରେ ଜାଣିଛନ୍ତି।

    • @dlp.thestoreofvideos7889
      @dlp.thestoreofvideos7889 ปีที่แล้ว

      Hn thik odisha re odia jeun Dina sasana karibe odisha agaku jiba ama cm odia janatini aou neta anaodia sachiba nka kritadasa kn heba amara

  • @bijayakumarpanda4855
    @bijayakumarpanda4855 ปีที่แล้ว

    ଜୟ ଉତ୍କଳଜନନୀ

  • @ChandanBehera-wc7cf
    @ChandanBehera-wc7cf 10 หลายเดือนก่อน

    Jay Jagannath ❤❤❤❤❤❤

  • @ganeshmahakul1304
    @ganeshmahakul1304 2 หลายเดือนก่อน

    Jay Jagannath 🙏🙏

  • @MamaMama-tn8lp
    @MamaMama-tn8lp ปีที่แล้ว

    Love you my odeisa

  • @SandabeheraSandabehera
    @SandabeheraSandabehera 4 หลายเดือนก่อน

    Odisha ❤❤❤❤❤❤

  • @brajarajnath6229
    @brajarajnath6229 19 วันที่ผ่านมา

    Jay Jagannath🙏🙏🙏

  • @mystatus6176
    @mystatus6176 ปีที่แล้ว +2

    Odisha ku chalau6i ଅଣଓଡ଼ିଆ

  • @jagonathgoari6678
    @jagonathgoari6678 ปีที่แล้ว

    କିନ୍ତୁ ଓଡିଶା ଗୋରିବ ,

  • @shreyaofficial7765
    @shreyaofficial7765 2 หลายเดือนก่อน

    Great odisha

  • @babukhatua3880
    @babukhatua3880 ปีที่แล้ว

    ଜକ୍ୱାୟ ଜଗନ୍ନାଥ 🙏🙏🙏🙏🙏

  • @DinakarSeth
    @DinakarSeth 20 วันที่ผ่านมา

    Jhind jaybharat

  • @AshokPanda-jh5zl
    @AshokPanda-jh5zl ปีที่แล้ว

    Jai Jaganath 💐🙏💐

  • @AllhaSuarwala
    @AllhaSuarwala ปีที่แล้ว

    ଓଡ଼ିଶାକୁ କ'ଣ ମିଳିବ ? ଓଡ଼ିଶାକୁ ତ ସବୁବେଳେ ଅବହେଳା କରାଯାଉଛି ?