ଇତିଙ୍କ ଆଳାପ: ଡ଼ ଇତିରାଣୀ ସାମନ୍ତଙ୍କ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର || Itinka Alapa

แชร์
ฝัง
  • เผยแพร่เมื่อ 28 มิ.ย. 2022
  • This episode was shoot on 28th may 2019 at Jharkhand when Honourable president of India Smt. Droupadi Murmu served as Honourable Governor of Jharkhand.
    Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #DroupadiMurmu #ItiRaniSamanta #KalingaTV

ความคิดเห็น • 995

  • @naturelovermisssuna2754
    @naturelovermisssuna2754 2 ปีที่แล้ว +57

    ଆପଣଙ୍କ ପିଲା ଦିନ ଜୀବନ କାହାଣୀ ଶୁଣି ବହୁତ୍ ଦୁଃଖ ଲାଗିଲା 😐 ଆପଣଙ୍କ ସଙ୍ଘର୍ଷ ପାଇଁ ଆଜି ଆପଣ ଏତେ ବଡ଼ ସ୍ଥାନ ରେ ପହଞ୍ଚି ପାରିଛନ୍ତି ଏଥିପାଇଁ ବହୁତ୍ ଖୁସି ଲାଗୁଛି😊🙏🙏🙏🥰

  • @adumallick2027
    @adumallick2027 2 ปีที่แล้ว +39

    ଚିର ସ୍ମରଣୀୟ କଥୋପକଥନ ପାଇଁ ଦୁହିଁଙ୍କୁ ଧନ୍ଯବାଦ

  • @shibarambehera6551
    @shibarambehera6551 ปีที่แล้ว +29

    ସତରେ ମଣିଷ ପରି ମଣିଷ ଟିଏ 🙏interview ଦେଖି ଖୁସି ଲାଗିଲା

    • @ramya6301
      @ramya6301 ปีที่แล้ว

      Which language is this?

    • @shibarambehera6551
      @shibarambehera6551 ปีที่แล้ว

      @@ramya6301 This is Odisha N the language is Odia

    • @ramya6301
      @ramya6301 ปีที่แล้ว +1

      @@shibarambehera6551 oh thank u

    • @shibarambehera6551
      @shibarambehera6551 ปีที่แล้ว

      @@ramya6301 WC

  • @rasmitajena8275
    @rasmitajena8275 ปีที่แล้ว +17

    ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆପଣଙ୍କୁ ନେଇ ଗର୍ବ କରିବା ଉଚିତ ଜଣେ ରାଷ୍ଟ୍ରପତି ହୋଇକି ବି ଆପଣଙ୍କ କଥାରେ କେତେ ସହନଶୀଳତା ବାରି ହୋଇପଡୁଛି 🙏🙏🙏

  • @manasiranjita
    @manasiranjita ปีที่แล้ว +40

    ଆପଣଙ୍କ ପ୍ରତି କଥା ପ୍ରତଟି ଶବ୍ଦ ହୃଦୟ ସ୍ପର୍ଶୀ ଶିକ୍ଷଣୀୟ ।🙏

  • @santoshsabar5051
    @santoshsabar5051 2 ปีที่แล้ว +260

    ଅଶେଷ ଅଶେଷ ଧନ୍ୟବାଦ ଶ୍ରୀ ମତୀ ମୁର୍ମୁ
    ଆମେ ଏହି ଦ୍ରୋପତି ମୁର୍ମୁ ଙ୍କୁ ରାଷ୍ଟପତି ଆସନରେ ଦେଖିବାକୁ ଛାଁହୁଛୁ

  • @banditapriyadarsanipradhan838
    @banditapriyadarsanipradhan838 2 ปีที่แล้ว +85

    ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି Maa🙏🏻🥰!!!

  • @sanjaysamal2019
    @sanjaysamal2019 ปีที่แล้ว +91

    ଆମେ ରାଷ୍ଟ୍ରପତି ରୂପେ ଦେଖିବାକୁ ଚାହୁଁଚୁ ଆମ ଓଡ଼ିଶା ର ବଡ ଗର୍ବ ରହିବ

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

  • @prafulladash748
    @prafulladash748 2 ปีที่แล้ว +140

    ଦ୍ରୌପଦୀ ମୁର୍ମୁ କେବଳ ଓଡ଼ିଶାରେ ନୁହେଁ ସାରା ଦୁନିଆ ପାଇଁ ଦୃଷ୍ଟାନ୍ତ ଅଟନ୍ତି.. ଓଡିଶା ଗର୍ବକରେ ତାଙ୍କ ପାଇଁ.. ଜଗନ୍ନାଥ ଙ୍କ ପାଖରେ ତାଙ୍କ ର ସର୍ବାଗ୍ରେ ଉନ୍ନତି ପାଇଁ ପ୍ରାର୍ଥନା karu

  • @trilochanpatnaik6321
    @trilochanpatnaik6321 2 ปีที่แล้ว +108

    ଆଶାକରେ ଓଡ଼ିଶାର ଯେତେ ଝିଅ ଅଛ, ଓଡ଼ିଶାର ଜଣେ ଆଦିବାସୀ ଝିଅ ଙ୍କ ଆତ୍ମ ଜୀବନୀ ରୁ କିଛି ଶିକ୍ଷା ଲାଭ କର ଓ ସେ ଆଜି କିପରି ଭାରତ ବର୍ଷ ର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ତାହିଁରୁ କିଛି ବୁଝ। ଏଥିରୁ କିଛି ଗ୍ରହଣ କର।

    • @RiyaRiya-yp2dd
      @RiyaRiya-yp2dd ปีที่แล้ว +6

      Bht bhala laagila ki aapana jhia mananku nei ete bhabu6ntii.....nahele kete loka achhanti ki jhia maane khali Sasu ghare basana manjiba aau Seba kariba layak aau kichhi ra layak bhabantini so....thnk u

  • @prasadmajhi6465
    @prasadmajhi6465 2 ปีที่แล้ว +33

    🌅 ଜୟ ଜଗନ୍ନାଥ, ଜୟ ମାଁ ମୁର୍ମୁ, ବନ୍ଦେ ମାତାରାମ, ବନ୍ଦେ ଉତ୍କଳ ଜନନୀ 🇮🇳

    • @MULNIVASIKRANTI
      @MULNIVASIKRANTI 2 ปีที่แล้ว +2

      ଜଗନ୍ନାଥ ମନ୍ଦିର ଗୋଟିଏ ବୁଦ୍ଧଙ୍କ ମନ୍ଦିର।କିଏ କବଜା କରିଛି।

  • @ramakantanayak1539
    @ramakantanayak1539 ปีที่แล้ว +84

    କେତେ ସୁନ୍ଦର ଓଡ଼ିଆ କହୁଛନ୍ତି ଜଣେ ଆଦିବାସୀ ମହିଳା. ଏଥିରୁ englush medium ଛାତ୍ର ଛାତ୍ରୀ ଶିଖିବା ଉଚିତ

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

    • @tukudas5133
      @tukudas5133 ปีที่แล้ว +4

      Jai jagnath vArasha

    • @bhanumatibarik9462
      @bhanumatibarik9462 ปีที่แล้ว +1

      @@tukudas5133
      .

    • @imlisa6305
      @imlisa6305 ปีที่แล้ว

      It's english.

    • @shilpasamudipa7725
      @shilpasamudipa7725 ปีที่แล้ว +2

      Not only english medium students , but also our CM Shri N . Pattnaik should be learn Odia from her 🙏🙏

  • @preetisudha514
    @preetisudha514 2 ปีที่แล้ว +21

    Dunia ra sabu dukha Draupadi Ma'am nka bhagyare 😥😥😥.....U r really very strong Ma'am 🙏🙏🙏

  • @dandapanisahoo1547
    @dandapanisahoo1547 2 ปีที่แล้ว +133

    ଏହି ସାକ୍ଷାତକାର ରୁ ବହୁତ କିଛି ଶିଖିବାକୁ ପାଇଲି। ଆଗାମୀ ଦିନର ରାଷ୍ଟ୍ରପତି madam Draupadi Murmu ଓ ଇତିଶ୍ରୀ ସାମନ୍ତରାୟଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ଜୟ ହିନ୍ଦ୍।

    • @gutumajhi4403
      @gutumajhi4403 ปีที่แล้ว +5

      Gutumajho

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

    • @supravasahoo9639
      @supravasahoo9639 ปีที่แล้ว

      .

      X . Z A X

    • @sukadev2515
      @sukadev2515 ปีที่แล้ว +1

      Drupadi murmu ଭାରତର ମାତା ତଙ୍କୋପରୁ ଭଉତୁ। କିଛି ଶିଖିବାର ଆବଶ୍ୟକତା ଅଛି ଜୟ ଭାରତ ମାତା

    • @sushantkumasutar8664
      @sushantkumasutar8664 ปีที่แล้ว

      Thanks mam your Explanation

  • @sonymishra4524
    @sonymishra4524 ปีที่แล้ว +50

    ମାଁ ଆପଣଙ୍କ ଠୁ ଆମମାନଙ୍କୁ ବହୁତ କିଛି ଶିଖିବା ଅଛି। 🙏🏻❤️🙏🏻

  • @ashutoshsahu6065
    @ashutoshsahu6065 2 ปีที่แล้ว +24

    ଆପଣଙ୍କ ଠାରୁ ବହୁତ କିଛି ଶିକ୍ଷା ପାଇଲୁ। ଜୀବନ ସଂଘର୍ଷ ମୟ।ସୁଖ ଦୁଃଖ ସବୁକିଛି ଆମପାଇଁ। we have to face for every time and all time. Our heartly salute to you both.,🙏🙏🙏

  • @guruprasad5307
    @guruprasad5307 ปีที่แล้ว +17

    ଅତି ସୁନ୍ଦର ଓ ସରଳ ଚରିତ୍ର,ସୁମଧୁର ଏବଂ ମାର୍ଜିତ ଭାଷା ଅଶେଷ ଅଶେଷ ଲୋକ ଙ୍କର ଭଲ ପାଇବା ଆଉ ରାଷ୍ଟ୍ରପତି ହେବା ପାଇଁ କଣ ଦରକାର! 👏🏻👏🏻

  • @LAXMAN865
    @LAXMAN865 2 ปีที่แล้ว +80

    ବହୁତ ଖୁସି ଲାଗିଲା 🙂ଜୀବନ କଣ ଜାଣିପାରିଲି 😍

  • @npearthpro311
    @npearthpro311 2 ปีที่แล้ว +10

    ଏହା ସତ୍ଯ ଜୀବନ ରେ ଅନେକ ପଢାବ ଅତିକ୍ରମ କରିଛି।
    କିନ୍ତୁ ତାହାର ମୂଲ୍ଯ ବୁଦ୍ଧ ଏବେ ବଝୁଛି।

  • @asishmohapatra1326
    @asishmohapatra1326 2 ปีที่แล้ว +41

    Hon'ble draupadi mam, my salute to you and your struggle life 🙏

  • @abinash5914
    @abinash5914 ปีที่แล้ว +7

    ଆପଣଙ୍କୁ ମୋର କୋଟି କୋଟି ଜୁହାର ....🙏🙏🙏

  • @anitamohanty5119
    @anitamohanty5119 ปีที่แล้ว +10

    ହୃଦୟରୁ ଧନ୍ୟବାଦ ଜଣାଉଛି

  • @pratimamama3386
    @pratimamama3386 ปีที่แล้ว +2

    ସତରେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରେରଣା ଏ ନାରୀ ସମାଜକୁ ପ୍ରଭାବିତ କରୁ, ଆପଣଙ୍କ ଅଭିପ୍ରେରଣ ଏ ସମାଜର ଆଗ୍ରଗତିରେ ସହାୟତା ହେଉ 🙏ଆପଣଂକୁ ହୃଦୟରୁ ମୋର ପ୍ରଣାମ 🙏

  • @narayansamal5222
    @narayansamal5222 2 ปีที่แล้ว +127

    ବହୁତ ବଢିଆ Interview. I Salute both the ladies. We proud to have such a nobel lady as a Precedent of India 🇮🇳 🙏🙏🙏

  • @babunimohapatra1851
    @babunimohapatra1851 ปีที่แล้ว +5

    ପିଲା ଦିନ କଥା ମନେ ପଡିଯାଉଛି,, thanks ମୁର୍ମୁ ଦେବୀ

  • @soumendrabiswal4578
    @soumendrabiswal4578 ปีที่แล้ว +3

    Aapna duijanku hurdya ru 🙏🏻 sata re bahut kichhi sikhili....... 👍🏻👌👍🏻👌👌

  • @sasmitaputi5497
    @sasmitaputi5497 ปีที่แล้ว +3

    Aaji mun bahut khusi o garbita draupadi mam nka paain. Se aama samasta nka paain example saajichhanti. Personally mun DRAUPADI mam nkara follower. Mam aapananku mun salute karuchi, jay ODISHA .jay BHARAT 🙏

  • @pradeeppattnayak.1894
    @pradeeppattnayak.1894 2 ปีที่แล้ว +44

    ଏକକୁ ଆରେକ ବଳି, ଏହି ପ୍ରକାର ନାରୀମାନଙ୍କୁ ନେଇ ଜାତି ଗର୍ବିତ!ଦେଶ ଗର୍ବିତ!!ଶ୍ରୀମତୀ ଦ୍ରୌପଦୀ ମୁର୍ମଙ୍କୁ ଆମ ଦେଶ ରାଷ୍ଟ୍ରପତି ଭାବରେ ଦେଖିବା ଅପେକ୍ଷାରେ । ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।ହରିଓମ୍ ଶାନ୍ତିଃ।
    ଡ଼କ୍ଟର ପ୍ରଦୀପ କୁମାର ପଟ୍ଟନାୟକ।

  • @sudarshansahu3073
    @sudarshansahu3073 ปีที่แล้ว +6

    ହୃଦୟରୁ ଧନ୍ୟବାଦ ଜଣାଉଛି ନମସ୍ତେ

  • @SumanyuVlogs
    @SumanyuVlogs 2 ปีที่แล้ว +20

    It is proud moment for All Mayurbhanjia, Odia.
    Thank you Madam.
    Lord Jagannth Bless you Madam.

  • @Ramen-zt7zf
    @Ramen-zt7zf หลายเดือนก่อน +1

    ଦ୍ରୋପଦି ମୁର୍ମୁଙ୍କ ସାକ୍ଷାତକାର ଟି ବହୁତ ପ୍ରେରଣା ଦେଇ ହୋଇଛି ଏଣୁ ଧନ୍ୟବାଦ

  • @seenudehari5519
    @seenudehari5519 2 ปีที่แล้ว +7

    ମା ଜୂହାର 🙏🙏

  • @mamasaswoti7639
    @mamasaswoti7639 2 ปีที่แล้ว +38

    Great personality Mrs.Draupadi Madam 🙏🙏🙏 We want to see you as our president of our Country 🙏 Thanks to the prime minister for giving a chance to Madam 🙏

  • @Hemantabhoiofficial
    @Hemantabhoiofficial 2 ปีที่แล้ว +42

    Really u r the great mam, salute you..ur personality is the valuable ornament of ur life. its ur greatness..

  • @abhimanyusahu3795
    @abhimanyusahu3795 ปีที่แล้ว +5

    ମୁରୁମ ଆମ ଓଡିଶା ଧନ୍ୟ କରି ବହୁତ ଭଲ କର୍ଚ୍ଚନ୍ତି ଧନ୍ୟ ତୁମ ଜୀବନ ଓଡିଶା ଗର୍ବ ଅନୁଭବ କରୁଚୁ

  • @rebatikunja7866
    @rebatikunja7866 ปีที่แล้ว +13

    ଆମେ ବହୁତ ଖୁସି ଯେ ଆମ ଓଡ଼ିଶା ରୁ ଆମ ଆଦିବାସୀ ସଂପ୍ରଦାୟ ଆଗକୁ ବଢ଼ିବାରେ ଧନ୍ୟବାଦ ଅର୍ପଣ କରୁଛି.

    • @meera1953
      @meera1953 ปีที่แล้ว +1

      The interview is a real example of honesty and simplicity of a woman , who is now the head of our country .My great respect to the great odia lady , our President .

  • @trp5587
    @trp5587 ปีที่แล้ว +4

    ମାଡ଼ାମ ଆପଣ ଆମ ଦେଶର ଗୌରବ,, ଆପଣ ଆମ ଓଡ଼ିଶା ରେ ରାଜ୍ୟପାଳ ହୋଇଥିଲେ ଆମର ରାଜ୍ୟ ବହୁତ୍ ଉନ୍ନତି କରିଥାନ୍ତଆ ,।ଯାହା ନବିନ ସରକାର କରୁନାହାନ୍ତି କି ଅନ୍ୟ ନେତା ନୁହଁନ୍ତି

  • @jhansiranisahoo7084
    @jhansiranisahoo7084 ปีที่แล้ว +27

    ଓଡ଼ିଆ ଭାଷା ପରିଷ୍କାର କହୁଛନ୍ତି 🙏🙏🙏ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଚଲାପଥ କୁସୁମିତ କରନୁ 🙏🙏🙏🙏🙏🙏🌹🌹🌹🌹🌹🙏🙏🙏🙏🙏

  • @leenaranisahoo1513
    @leenaranisahoo1513 2 ปีที่แล้ว +20

    Maa🙏🙏🙏 I proud of you 👍 great 👌

  • @sucharitapidikaka
    @sucharitapidikaka 2 ปีที่แล้ว +19

    O god!! Such a struggle life she has spent😭😭 .. I salute mam 🙏🙏

  • @laxmipriyasahoo234
    @laxmipriyasahoo234 2 ปีที่แล้ว +12

    ଶ୍ରୀମତୀ ମୁର୍ମୁ madam ସମଗ୍ର ନରୀ ଜାତି ପାଇଁ ଗର୍ବ ଆଉ ଗୌରବ। Madam ନୀତି କୁ ସମସ୍ତେ ଅନୁପ୍ରାଣିତ ହେବା ଉଚିତ୍।ଶ୍ରୀମତୀ madam ଙ୍କ ପାଇଁ ସମଗ୍ର ନାରୀ ଜାତି ଙ୍କର ଶୁଭକାମନା।

  • @jeeban.
    @jeeban. 2 ปีที่แล้ว +10

    The best woman in my ମୟୁରଭଞ୍ଜ

  • @deepikaratha2879
    @deepikaratha2879 2 ปีที่แล้ว +47

    Love this person, love her nature, love her struggle, love that type of behaviour, love that type of politician... 😘😘Always in our heart..our Respected... An inspiration for our society... Love this.. 🙏

  • @sudambarik8185
    @sudambarik8185 2 ปีที่แล้ว +20

    My salute to you mam
    I am proud of you.what a pleasure
    U are going to be the president of India

  • @aswasanamohapatra4253
    @aswasanamohapatra4253 2 ปีที่แล้ว +4

    Salinata kn gote mahila kamiti heba katha mam nka thu sikhiba katha bahut kichhi apankathu inspiration milila

  • @akashacharya1600
    @akashacharya1600 2 ปีที่แล้ว +7

    Mayurbhanj, Odisha proud feel karuchi madam aapononko pain ❤️❤️

  • @bijaybhai2829
    @bijaybhai2829 ปีที่แล้ว +2

    ବହୁତ ସୁନ୍ଦର କଥାଆ।ନମସ୍ତେ ନମସ୍ତେ ନମସ୍ତେ

  • @papumajhi342
    @papumajhi342 ปีที่แล้ว +2

    Mu aji bahu gorbo anubhab karuchi jehetu mo adibasi Borgo ra mahan byakti mahila ete upara ku uti chhanti.so I'm very proud of you mother.Jai adibasi Jai jagannath.

  • @paurnamasidas9563
    @paurnamasidas9563 2 ปีที่แล้ว +29

    A great personality.. best example of simplicity..🙏🙏🙏

  • @35entertainmentindia
    @35entertainmentindia 2 ปีที่แล้ว +17

    Pleasant moment maam
    Excellent interview heart touching talk
    Gratitude to you Droupadi Murmu maam for contribution your valuable time

    • @prasadtripathy705
      @prasadtripathy705 2 ปีที่แล้ว

      Wonderful interview. Draupadi Murmu uses the most beautiful language. Hats off to her.

  • @abantimoharana6754
    @abantimoharana6754 2 ปีที่แล้ว +23

    U r really great mam 🙏🙏

  • @laxmindarmandi4340
    @laxmindarmandi4340 2 ปีที่แล้ว +4

    ମାନନିୟା ଦ୍ରୈଦୀଙ୍କର ଜନ୍ମଗତ ଟାଇଟେଲ ନାମ କଣ ଥିଲା ଜାଣିତେ ଇଚ୍ଛା କରେ ? 🙏🙏🙏

  • @HD.369
    @HD.369 2 ปีที่แล้ว +11

    Apanku koti koti Pranam Maa🙏🙏🙏

  • @rajatrout1565
    @rajatrout1565 ปีที่แล้ว +48

    This discussion is not just a mere biography.. It is also a cultural background of tribal life in odisha

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

  • @sukamatinayak4226
    @sukamatinayak4226 ปีที่แล้ว +8

    I can't stop my emotion listen about her life strogle .🥲🥲🥲she is most strong laddy....I heartly salute her 🙏🙏🙏

  • @DMBAPIFF
    @DMBAPIFF ปีที่แล้ว +1

    Satre thare pada chuin Baku ichaa hauchi... Idol of all India 🥰🥰🥰🥰

  • @backyardexploration9655
    @backyardexploration9655 ปีที่แล้ว +23

    So impressive 😍 ଅତ୍ୟନ୍ତ ପ୍ରେରଣା ଦାୟକ ଭାଷା ଓ ଶବ୍ଦ... ମହାମହିମ ଙ୍କର 🙏

  • @MULNIVASIKRANTI
    @MULNIVASIKRANTI 2 ปีที่แล้ว +4

    ଆଦିବାସୀ ହିନ୍ଦୁ ନୁହନ୍ତି।
    ଆଦିବାସୀ ସାର୍ନା ଧର୍ମକୁ ମାନନ୍ତି।
    ସାର୍ନା ଧର୍ମକୁ ମାନ୍ୟତା ଦିଆଯାଉ।
    ଜୟ୍ ଜୋହାର୍
    ଜୟ୍ MULNIVASI

  • @dasmatkisku3539
    @dasmatkisku3539 2 ปีที่แล้ว +5

    Adi Adi sarhaw 🙏🙏🙏

  • @surendrabarad5260
    @surendrabarad5260 6 หลายเดือนก่อน +5

    ଓଡ଼ିଆ ଓଡ଼ିଶା ପାଇଁ ଉଭୟ ଗର୍ବ ଓ ଗୌରବର ବିଷୟ 🎉🎉🙏🙏

  • @birakishoresahoo3080
    @birakishoresahoo3080 2 ปีที่แล้ว +22

    The great Madam.Salute to u for facing your struggle life.

  • @priyankapriyadarshini5981
    @priyankapriyadarshini5981 ปีที่แล้ว +7

    Congratulation mam 15th president of india proud moment for odisha 💐💐🙏🙏

  • @madhuvlog.1562
    @madhuvlog.1562 2 ปีที่แล้ว +12

    Strong and beautiful personality

  • @Babypratyushaandmili
    @Babypratyushaandmili 2 ปีที่แล้ว +8

    Heart touching story.....mam proud of you...

  • @chandramanijena8937
    @chandramanijena8937 ปีที่แล้ว +6

    U r Madam Real Example of women's Empowerment

  • @sukadev2515
    @sukadev2515 ปีที่แล้ว +3

    ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ମାତା କି ଜୟ

  • @panchananadash6595
    @panchananadash6595 2 ปีที่แล้ว +1

    ବହୁତ ଭଲ ଆଳାପ, ଖୋଲା କଥାକୁ ଧନ୍ୟବାଦ।

  • @asishmohapatra1326
    @asishmohapatra1326 2 ปีที่แล้ว +22

    You are a great person and you have great personality mam 🙏

  • @mamatanjalidash3347
    @mamatanjalidash3347 ปีที่แล้ว +22

    This discussion was inspiration for all women. Very nice discussion.Both are respected person. Pranam to both. Every thing is possible in life with patience n tolerance power. Thanks a lot for your discussion.Draupadi murmu mam is grate leader for all.💐💐👌👌👍👍🙏🙏🌹🌹

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

  • @swarajsamaj8322
    @swarajsamaj8322 2 ปีที่แล้ว +11

    Your struggle for save regional language is precious step. Go ahed with respect to resevation against women in polity. The public with u and praise also.

  • @basantasahoo425
    @basantasahoo425 ปีที่แล้ว +1

    ବହୁତ ଶାନ୍ତ ଲୋକ

  • @sailendranarayan151
    @sailendranarayan151 2 ปีที่แล้ว +2

    ଅନ୍ୟନା ନାରୀ।।।

  • @rabindrarath1070
    @rabindrarath1070 2 ปีที่แล้ว +12

    I am proud to be an odia.

  • @biologicalworld449
    @biologicalworld449 2 ปีที่แล้ว +6

    I haven't seen this type of brave lady till now ...How the life journey she has !she has an adorable self confidence 🙏🙏❣️❣️

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

  • @mrsameshlifestyle
    @mrsameshlifestyle 2 ปีที่แล้ว +19

    Heart touching interview mam, my salute to u mam and congratulations for president.

  • @manjukumbhar1378
    @manjukumbhar1378 ปีที่แล้ว +4

    Jay bhim...🙏 jay hind...🙏🇮🇳🇮🇳🇮🇳 thank you me'm..bahut khusi laguchhi Aapanku e padabire dekhi kari...🙂🙂

  • @shivpatnaik3299
    @shivpatnaik3299 ปีที่แล้ว +22

    Simply respectful madam, your sheer simplicity, wisdom & incredible passion towards community service is truly commendable.. We are so proud for you & hope this generation picks up a few things from your immense learning and work towards to make this country a better place to live. Anek suvechha Droupadi ji.. Thanks for being the change.

    • @sagarikaswain5048
      @sagarikaswain5048 ปีที่แล้ว +2

      Heartfelt congratulations to our most esteemed ' president ' . A great manufastuation of selfless love toward society.

  • @finemanoj3693
    @finemanoj3693 2 ปีที่แล้ว +13

    You are great maa 🙏🙏🙏

  • @sagensakamofficial8619
    @sagensakamofficial8619 2 ปีที่แล้ว +2

    ହୃଦୟସ୍ପର୍ସି ଇଣ୍ଟର୍ଭ୍ୟୁ

  • @education_for_Alll
    @education_for_Alll ปีที่แล้ว +8

    Really a great lady
    Blessed to have such a leader among us.😇

  • @prava5368
    @prava5368 ปีที่แล้ว +14

    I would learn more things from a great personality like You, Respected Mam🙏🙏🙇‍♀️🙇‍♀️💕💕 feel proud be an Odia, I love Odisha ❤️❤️

  • @gsuryanarayandora4363
    @gsuryanarayandora4363 2 ปีที่แล้ว +9

    Such a humble personality... 😍

  • @annapurnasahoo7935
    @annapurnasahoo7935 5 หลายเดือนก่อน

    ଆପଣ madam ବହୁତ ବଡ଼ inspiration young generation pai

  • @ltfashioncollections6790
    @ltfashioncollections6790 ปีที่แล้ว

    Love u mam .satare odisha lokankara munda teka rakhile sara desha re💐🥲😍🥰🙏👌👏👏👏👏

  • @prafulparichha1786
    @prafulparichha1786 ปีที่แล้ว +4

    It is a very inspiring interview.
    That's true, Life is full of ups and down same time nothing is permanent in this world. However we shouldn't stop our healthy relationship with God.

  • @pradeeptudu5974
    @pradeeptudu5974 2 ปีที่แล้ว +10

    I hope she wins... Love, support and prayers for her.

  • @abhayakumardash8565
    @abhayakumardash8565 2 ปีที่แล้ว +1

    ବହୁତ ସୁନ୍ଦର ଲାଗିଲା ପୋଗ୍ରାମ ଜୟ ଜଗନ୍ନାଥ

  • @mukundsa2909
    @mukundsa2909 2 ปีที่แล้ว +5

    Last 15/20 min is so heart touching and so much lessons are there..God bless you and keep you strong. Wishing you successful candidate as president of india

  • @sparkygaming2813
    @sparkygaming2813 2 ปีที่แล้ว +3

    Bahut sundar sakhyatkar ❤️Adi napay.Johar 🙏🏿🙏🏿🙏🏿🙏🏿

  • @chanakyakanhar292
    @chanakyakanhar292 ปีที่แล้ว +3

    Satare maa apankara jibana bani suni akhiru luha palei asuchhi 😭😭😭🙏🙏

  • @chinuff6720
    @chinuff6720 ปีที่แล้ว +1

    Odisha matira sujogya santannku sat sat pranam

  • @Sunilfixofficial26
    @Sunilfixofficial26 4 หลายเดือนก่อน

    ଜହାର 🙏 ଗେ ସାନାମ୍ ଦର୍ଶକ ବନ୍ଧୁଗଣ ap logo ko mere orse swagat hai

  • @beauty2193
    @beauty2193 ปีที่แล้ว +6

    Really tears are coming from my eyes. Your’s struggle is more than our normal human being. A great salute to you ma’am🙏

    • @bkbutu9801
      @bkbutu9801 ปีที่แล้ว

      th-cam.com/video/DOaPyuPBcJ4/w-d-xo.html

  • @beejonsahu9922
    @beejonsahu9922 2 ปีที่แล้ว +8

    Great and honorable women. Nice interview session. Salute to Maam🙏❤️

  • @karunakarkamila8832
    @karunakarkamila8832 2 ปีที่แล้ว +2

    Ame bahut khusi emiti jone mohiyasi mahila too kichhi atma gyana pai. Bahut bahut dhanyabad kadambini program ku

  • @debasisbehera3976
    @debasisbehera3976 ปีที่แล้ว +5

    Such a greatest inspiration. Can't believe her patience....

  • @minatijena371
    @minatijena371 2 ปีที่แล้ว +45

    So much to learn from this interview..really inspiring..huge respect ma'am...❤👏

  • @balajeepradhan9406
    @balajeepradhan9406 2 ปีที่แล้ว +7

    Devi ko koti koti pranam.

  • @LISTENBHARAT
    @LISTENBHARAT 2 ปีที่แล้ว +12

    Fine Questionnaire, marvelous reply. Best wishes to Smt. Draupadi Madam for Presidential election. JAI JAGANNATH🙏🙏🙏

  • @pragyasinibehera9500
    @pragyasinibehera9500 4 หลายเดือนก่อน +1

    So sweet voice respected president madam.. Ur behaviour extremely down to earth.. Hats off to you.. 🙏🙏🙏