ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସାର୍ ନମସ୍କାର ମକା ଚାଷ ପାଇଁ ଭିଡିଓ ବନେଇଲେ ଭଲ ହୁଅନ୍ତା
Sir Namaskar!Dhana ruan bahut deri re hela.Masaka ru adhika dina hei jaithiba tali ruinchi.Mula sara deini..8 Dina hei galani ruan heba..tenu dayakari kuhantu ebe keun sara kete matra re debi.
Sir 🙏 video ti Bhala lagila, sir ju-ecomax ku use kale- D.a.p ekr prati kete lagiba
sir tomato ra tala patra uparaku modi hoi jhaunli jauchi au dhree dheere upara patra madhya gote pore gote semiti heuchi upachar kuhantu sir
Sir, dhana rua jiba ra kete dina pare kauon fertilizer kete matra re use kariba.. guide karntu
Sir dhana chasa pain kadua re kou jaibika sara prayoga kale both dhana au muga bhala haba
Sar namaskar agia 33% zinc milunahi orise compani chelamin gold miluchi kono pakei pariba nahele au kono kariba upaydiantu
Perfect Guide😊😊
Organic fertilizer Saha sir au Kan misieki pakei pariba urea na Patas na dap na groomer
Dhani DT ପାଇଁ ସର ,ବିଷ ପରିଚାଳନା ତଥା ଅନୁସାର କଣ ଦରକାର କହିବେ
Sir, mangal murtis maaxxlo bizayare vidio banantu
Sir dhanzyme gold pila sara pai vhala heba ki nahi ...
ସାର୍ ଆପଣଙ୍କ ଭିଡିଓ ରୁ ଅନେକ ଉପାଦେୟ ତଥ୍ୟ ମିଳୁଛି
Thank you
Sir dhana chasare nano uria liter pichha kete m.l ta sahita sagarika kete mil spray kara jiba
Sar green Bator keu masare lagaiba video banaile Bala huant
Sir ପିଲ ସାର ପଇଃ Dhanzyme gold ଅନୁସାର ପକାଇଲେ ଭଲ ହେବ ..ତା ସହିତ urea,potas,ଫଟରା ମିସାଇ କରି ପକାଇଲେ ଭଲ ହେବ sir..
Sir dap ta kebala dhana roiba samayare kadua re diajibaki pare dap 2 nd dose au 3rd dose re bi diajiba
Sagarika z++
Very nice video
Sir VIPUL sange zinc haba ki
Aom standard company ra jaibika Sara byabahar karachu result jabaradast sir
Mula Sara rae DAP SSP Potash dele kicchi asubidha heba ki
ମୂଳ ସାର ରେ DAP ଓ POTASH ସାର ଦିଆଯାଏ।କିମ୍ବା SSP, UREA ଓ POTASH SAAR ଦିଆଯାଏ।DAP SSP ଓ POTASH ଦେଲେ କିଛି ଅସୁବିଧା ନାହିଁ।
Very good 👍
Sagarika z plus plus ku keun sara re mix kariba sir please 🙏 riply daun
ମଣ୍ଡିଆ ଚାଷ ପାଇଁ କୁହନ୍ତୁ,ସାର
Sir fatra bisya kichi vedio kara plz
ଧାନ ରୋଇବାର 10-15ଦିନରେ ଏକର ପ୍ରତି 4kg Ferterra ପ୍ରୟୋଗ କରନ୍ତୁ।
Sir grommer 28 28 0 sangare sagarika z++ mix kariki dei hebaki plz reply karantu
ହଁ ମିଶାଇ ପ୍ରୟୋଗ କରି ପାରିବେ
Thnks sir
Sir jagatsing pura Paei dan fasal kuhantu
2.5 days heba tali rua haichhi water level adikhia hauchhi discharge kale kicchi asubidha jeba ki fertilizer upare
ପାଣି ଚଳାଚଳ ଯଦି କରୁଥିବ ତେବେ ସାର କମ ଦେବ ନାହିଁ।
Kolotho chaso bisoyore video gote korontu
Sir julana re fula khasipadhuchi kan karimu
କପା ଚାଷ ବିଷୟ ରେ ଗୋଟିଏ ଭିଡିଓ ବନାନ୍ତୁ ସାର୍
Makha chasa bisayare video banantu sir
Bhadrak ro kahuthili sagarika keuthi miliba
Sir sagarika acre ku 20 kg deichhiAau kn sara diajiba tike recommend karantu
Sagarika ଏକର ପ୍ରତି 10kg ଦେବା କଥା ଅଧିକ ଦେଲେ କିଛି ଅସୁବିଧା ନାହିଁ।ଟା ସହିତ ମୂଳ ସାର ଓ ପିଲ ସମୟ ରେ ପିଲ ସାର ଦିଅନ୍ତୁ।
Sir navaratna pawar ra bisaya re kichhi video
ସାର୍ ନମସ୍କାର, ବିଲରେ ପାଣି ନଥିବାରୁ ଘାସ ଉଠିବାର ସମ୍ଭାବନା ଅଛି ତେଣୁ ସାଗରିକା ସାଙ୍ଗରେ କେଉଁ ଘସମରା ବେବହାର କରିପାରିବା?
ଧାନ ରୋଇବା କେତେ ଦିନ ହୋଇଛି
@@krushisampada ରୁଆ କୁ ପାଞ୍ଚଦିନ ହେଇଛି। ରୋଇବା ପୂର୍ବରୁ ପକେଇ ହେବନି
ସାହୁ ଆଜ୍ଞା ନମସ୍କାର 🙏🙏🙏,40ଦିନର ଧାନ ପହ୍ଲା ରୋଇଛୁ କଣ କଣ ଦେଲେ ଅଧିକ ପିଲ ଦେବ ଏବଂ ଧାନ ଶିଘ୍ର ବଢିବ
40ଦିନର ତଳି ରେ କମ ପିଲ ଆସିଥାଏ। ତଥାପି ପିଲ ସଂଖ୍ୟା ବୃଦ୍ଧି ପାଇଁ ଜୈବିକ ସାର ପ୍ରୟୋଗ କରନ୍ତୁ। Urea ଏକର ପ୍ରତି 35kg ସହିତ Potash 15kg ପ୍ରୟୋଗ କରନ୍ତୁ।
ଧାନ ଗଛର ପତ୍ର ଧଳା ହୋଇ ଜାଉଛି ତାର ଉପାୟ କୁହନ୍ତୃ
Sagarika z+
ସାର,ଧାନ ରୋଇବା ବେଳେ dap 10kg ଓ organic ସାର TOTO 3kg ପ୍ରୟୋଗ କରିଥିଲି.ଏବେ 15 ଦିନ ହୋଇଗଲାଣି.ଏବେ କେଉଁ ଜୈବିକ ସାରର ଆବଶ୍ୟକତା ଅଛି ଦୟାକରି କହିବେ.ଜୟ କିଷାନ.
18-20 ଦିନରେ ପିଲ ସାର ପ୍ରୟୋଗ କରନ୍ତୁ
Npk 28 28 0 prayoga karichhi kichhi asubidha hebaki
Sir ଧାନ ରେ ମୁଳ ସାର ଦେଇ ପାରୁନାହୁଁ ବିଲ ରେ ପାଣି ଚାଲୁଥିଲା, obama gold ଧାନ ରୁଆ ହୋଇଛି ,ରୋଇବାର ୧୨ ଦିନ ହୋଇ ଗଲାଣି ,ଏବେ କେଉଁ ସବୁ ସାର ପଡିବ ,ମାଟି ଉର୍ବର ଅଛି please କହିବେ sir
DAP 35kg ଓ potash 17kg ପ୍ରୟୋଗ କରନ୍ତୁ
@@krushisampada thanks sir
Sir ସାଗରିକା ସାଙ୍ଗ ରେ କେଉଁ ସାର ମିସେଇ ପକାଇଲେ ଚଲିବ
Sagarika ସହିତ urea ସାର ମିଶାଇ ପ୍ରୟୋଗ କରନ୍ତୁ
Dhanzine gold spray Kariba heba ki
Dhanzyme gold granule କୁ ଏକର ପ୍ରତି 5kg ହିସାବରେ ପ୍ରୟୋଗ କରନ୍ତୁ।
Nice👍
ସାର୍ ମୁଗ ଚାଷରେ 0:52:34 ସ୍ପ୍ରେ କଲେ ଚଳିବ କି?
ମୁଗ ଚାଷରେ NPK 0:52:34 କୁ lit ପ୍ରତି 5gm ହିସାବରେ ସ୍ପ୍ରେ କରି ପାରିବେ
sir kankadare fala asunanhi
Sir 🙏 mu half acr re mula sara D a p 18 patas 9 biozyme 5kg deichi
ଠିକ୍ ଅଛି
Allwin wonder plus kemiti heba
ହଁ ଏହା ମାଟିର ଅମ୍ଳତା କୁ ନିୟନ୍ତ୍ରଣ କରିଥାଏ।ଚେର ର ବୃଦ୍ଧି ହୋଇଥାଏ।ଫଳ ଓ ଫୁଲ ଝଡି ନଥାଏ।ଅମଳ ବଢାଇ ଥାଏ।ଏକର ପ୍ରତି 2kg ପ୍ରୟୋଗ କରନ୍ତୁ
ସାର୍ ନମସ୍କାର , ମୁଁ ପୁରୀ ଜିଲ୍ଲାର ସଦର ବ୍ଲକ ଏରିଆ ର ,ଆମ ଅଞ୍ଚଳରେ ସାଧାରଣ ତ ଭଲ ଭାବରେ କାଦୁଅ କରି ଧାନକୁ ଗଜା କରି ଛାଟିଦିଆଯାଏ,ମୋର ପ୍ରଶ୍ନ ୧-ଏହି ଜୈବିକ ସାରକୁ କେତେ ଦିନ ପରେ ଦିଆଯିବ ,୨-କାଦୁଅ ସମୟରେ ଦିଆଯିବକି ? ୩-ବର୍ଷା ଦିନିଆ ଓ ଖରା ଦିନିଆ ଧାନ ଚାଷ ପାଇଁ ସମାନ ପ୍ରଣାଳୀ କି? ଦୟାକରି ଆପଣଙ୍କର ମତାମତ ଦିଅନ୍ତୁ
ଧାନ ରୋଇବା ବା ବୁଣିବା ର 10-12 ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ। ବର୍ଷା ଦିନେ ଓ ଖରା ଦିନେ ସମାନ ପ୍ରଣାଳୀ ରେ ବ୍ୟବହାର କରନ୍ତୁ।
18 46 gomer padichi now who portilisery we give.
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
ଶାଗରିକା କୁ ରୁଆ ର 21ଦିନ ପରେ ଦେଲେ ହେବ କି sir
ହଁ ଧାନ ରୋଇବାର 21ଦିନ ପରେ ବ୍ୟବହାର କରି ପାରିବେ।
Thank you sir🙏🙏
Most welcome
Sir. Pila sara sange dei heba nahiii janeibe....Please.......
ପିଲ ସାର ସହିତ ପ୍ରୟୋଗ କରନ୍ତୁ।
Thank you sir
Welcome
ଏସବୁ 2ନମ୍ବର ଡୋଜରେ ଦେଲେ କେମିତିହେବ
Sir dhana gacha jaldi badai ba kemit
Humic Acid ଯୁକ୍ତ ସାର Agri Humic granules ଏକର ପ୍ରତି 10kg ବା BIOVITA ଏକର ପ୍ରତି 8kg ପ୍ରୟୋଗ କରନ୍ତୁ।Gibberllic acid Hormone କୁ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Sir saro sahita misai deihoba na nahi
ହଁ ସାର ସହିତ ମିଶାଇ ମିଶାଇ ପ୍ରୟୋଗ କରି ପାରିବେ
Effco sagarika ରୁଆ 16ଦିନ ପରେ ଦେଲେ କଣ ଅସୁବିଧା ଅଛି କି. ସବୁ ସାର ସାଙ୍ଗରେ ବ୍ୟବହାର କଲେ . Dap. uriya.pats. vitako ବ୍ୟବହାର କରୁ ଆମେ 16 ଦିନ ରେ . ଜଣେଇ ବେ ନିଶ୍ଚିତ ଆପଣ Reply ଦେଉ ନାହାନ୍ତି
Manul rice plantention machine ଡିଟେଲସ ଭିଡ଼ିଓ
Manual Rice transplanter commercially effective ନୁହେଁ
ଧାନ ବିଲରେ ଘାସ ଓସୁସୁଣ୍ଡି ମାରିବାପାଇଁ କଣ ଦବା
ଧାନ ବୁଣିବା ବା ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
13 ଦିନହେଇଛି
Sir Gypmite saara roibaara 30 day pare dee haba
15-20 ଦିନ ପରେ ଦେଇ ପାରିବେ
Sir ସାଗରିକା ଠାରୁ ଭଲ ଆଉ କଣ ପକାଇଲେ ହେବ
Sir ଜିପମାଇଟ++use karebi ଭାବୁଛି ଠିକ୍ ହେବ କି .plz reply
Gypmite+ ବ୍ୟବହାର କରି ପାରିବେ।
ରୁଆଧାନରେ ଉଇଲାଗିଲେ କଣ ମେଡିସିନ ଦେବା
Carbofuran 3G କୁ ଏକର ପ୍ରତି 12kg ହିସାବରେ ପ୍ରୟୋଗ କରନ୍ତୁ।
Sagarika
Pila heba pain kaunta use kariba
ଯେକୌଣସି ଗୋଟିଏ ଜୈବିକ ସାର କୁ ପ୍ରୟୋଗ କରନ୍ତୁ।
D,A,P sahit misai bunile heba na nahi ,aau 2nd dose ,uria& patas aau kono misaile hoba.
DAP ସହିତ ମିଶାଇ ପ୍ରୟୋଗ କରନ୍ତୁ।ପିଲ ସାର ରେ urea ଏକର ପ୍ରତ 30kg potash 10kg ପ୍ରୟୋଗ କରନ୍ତୁ।
ଧାନ ଚାଷ ରେ nativo କେତେବେଳେ ଦେବା
ମହିସା ରୋଗ ଲାଗିଲେ ସ୍ପ୍ରେ କରନ୍ତୁ lit ପ୍ରତି 0.5gm ହିସାବରେ।
Gromer
ସାର ଆପଣଙ୍କ ଫୋନ ନଂମରଟି ଦିଅନ୍ତୁ
7008498896
140 dina dhana re pila kebe thu abasta kebe thu start hue
ଧାନ ରୋଇବାର 18-20ଦିନରେ ପିଲ ଅବସ୍ଥା ଆରମ୍ଭ ହୁଏ
ସାର ଫୋନ କଲେ କଥାହୋଇ ନାହାନ୍ତି
Sir apananka phone no diontu
Sir apanaka number
Deersir.s49DhanSarprayoga
ଧାନ ପତର ଧଳା ହୋଇଛି କଣ କରିବା sir
ଧାନ ଫସଲ ରେ ପତ୍ର ମୋଡା ପୋକ ଲାଗୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁCartap hydrochloride 50%SP lit ପ୍ରତି 1.5 gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ସାର୍ ନମସ୍କାର ମକା ଚାଷ ପାଇଁ ଭିଡିଓ ବନେଇଲେ ଭଲ ହୁଅନ୍ତା
Sir Namaskar!
Dhana ruan bahut deri re hela.Masaka ru adhika dina hei jaithiba tali ruinchi.Mula sara deini..8 Dina hei galani ruan heba..tenu dayakari kuhantu ebe keun sara kete matra re debi.
Sir 🙏 video ti Bhala lagila, sir ju-ecomax ku use kale- D.a.p ekr prati kete lagiba
sir tomato ra tala patra uparaku modi hoi jhaunli jauchi au dhree dheere upara patra madhya gote pore gote semiti heuchi upachar kuhantu sir
Sir, dhana rua jiba ra kete dina pare kauon fertilizer kete matra re use kariba.. guide karntu
Sir dhana chasa pain kadua re kou jaibika sara prayoga kale both dhana au muga bhala haba
Sar namaskar agia 33% zinc milunahi orise compani chelamin gold miluchi kono pakei pariba nahele au kono kariba upaydiantu
Perfect Guide😊😊
Organic fertilizer Saha sir au Kan misieki pakei pariba urea na Patas na dap na groomer
Dhani DT ପାଇଁ ସର ,ବିଷ ପରିଚାଳନା ତଥା ଅନୁସାର କଣ ଦରକାର କହିବେ
Sir, mangal murtis maaxxlo bizayare vidio banantu
Sir dhanzyme gold pila sara pai vhala heba ki nahi ...
ସାର୍ ଆପଣଙ୍କ ଭିଡିଓ ରୁ ଅନେକ ଉପାଦେୟ ତଥ୍ୟ ମିଳୁଛି
Thank you
Sir dhana chasare nano uria liter pichha kete m.l ta sahita sagarika kete mil spray kara jiba
Sar green Bator keu masare lagaiba video banaile Bala huant
Sir ପିଲ ସାର ପଇଃ Dhanzyme gold ଅନୁସାର ପକାଇଲେ ଭଲ ହେବ ..ତା ସହିତ urea,potas,ଫଟରା ମିସାଇ କରି ପକାଇଲେ ଭଲ ହେବ sir..
Sir dap ta kebala dhana roiba samayare kadua re diajibaki pare dap 2 nd dose au 3rd dose re bi diajiba
Sagarika z++
Very nice video
Sir VIPUL sange zinc haba ki
Aom standard company ra jaibika Sara byabahar karachu result jabaradast sir
Mula Sara rae DAP SSP Potash dele kicchi asubidha heba ki
ମୂଳ ସାର ରେ DAP ଓ POTASH ସାର ଦିଆଯାଏ।କିମ୍ବା SSP, UREA ଓ POTASH SAAR ଦିଆଯାଏ।DAP SSP ଓ POTASH ଦେଲେ କିଛି ଅସୁବିଧା ନାହିଁ।
Very good 👍
Sagarika z plus plus ku keun sara re mix kariba sir please 🙏 riply daun
ମଣ୍ଡିଆ ଚାଷ ପାଇଁ କୁହନ୍ତୁ,ସାର
Sir fatra bisya kichi vedio kara plz
ଧାନ ରୋଇବାର 10-15ଦିନରେ ଏକର ପ୍ରତି 4kg Ferterra ପ୍ରୟୋଗ କରନ୍ତୁ।
Sir grommer 28 28 0 sangare sagarika z++ mix kariki dei hebaki plz reply karantu
ହଁ ମିଶାଇ ପ୍ରୟୋଗ କରି ପାରିବେ
Thnks sir
Sir jagatsing pura Paei dan fasal kuhantu
2.5 days heba tali rua haichhi water level adikhia hauchhi discharge kale kicchi asubidha jeba ki fertilizer upare
ପାଣି ଚଳାଚଳ ଯଦି କରୁଥିବ ତେବେ ସାର କମ ଦେବ ନାହିଁ।
Kolotho chaso bisoyore video gote korontu
Sir julana re fula khasipadhuchi kan karimu
କପା ଚାଷ ବିଷୟ ରେ ଗୋଟିଏ ଭିଡିଓ ବନାନ୍ତୁ ସାର୍
Makha chasa bisayare video banantu sir
Bhadrak ro kahuthili sagarika keuthi miliba
Sir sagarika acre ku 20 kg deichhi
Aau kn sara diajiba tike recommend karantu
Sagarika ଏକର ପ୍ରତି 10kg ଦେବା କଥା ଅଧିକ ଦେଲେ କିଛି ଅସୁବିଧା ନାହିଁ।ଟା ସହିତ ମୂଳ ସାର ଓ ପିଲ ସମୟ ରେ ପିଲ ସାର ଦିଅନ୍ତୁ।
Sir navaratna pawar ra bisaya re kichhi video
ସାର୍ ନମସ୍କାର, ବିଲରେ ପାଣି ନଥିବାରୁ ଘାସ ଉଠିବାର ସମ୍ଭାବନା ଅଛି ତେଣୁ ସାଗରିକା ସାଙ୍ଗରେ କେଉଁ ଘସମରା ବେବହାର କରିପାରିବା?
ଧାନ ରୋଇବା କେତେ ଦିନ ହୋଇଛି
@@krushisampada ରୁଆ କୁ ପାଞ୍ଚଦିନ ହେଇଛି। ରୋଇବା ପୂର୍ବରୁ ପକେଇ ହେବନି
ସାହୁ ଆଜ୍ଞା ନମସ୍କାର 🙏🙏🙏,40ଦିନର ଧାନ ପହ୍ଲା ରୋଇଛୁ କଣ କଣ ଦେଲେ ଅଧିକ ପିଲ ଦେବ ଏବଂ ଧାନ ଶିଘ୍ର ବଢିବ
40ଦିନର ତଳି ରେ କମ ପିଲ ଆସିଥାଏ। ତଥାପି ପିଲ ସଂଖ୍ୟା ବୃଦ୍ଧି ପାଇଁ ଜୈବିକ ସାର ପ୍ରୟୋଗ କରନ୍ତୁ। Urea ଏକର ପ୍ରତି 35kg ସହିତ Potash 15kg ପ୍ରୟୋଗ କରନ୍ତୁ।
ଧାନ ଗଛର ପତ୍ର ଧଳା ହୋଇ ଜାଉଛି ତାର ଉପାୟ କୁହନ୍ତୃ
Sagarika z+
ସାର,ଧାନ ରୋଇବା ବେଳେ dap 10kg ଓ organic ସାର TOTO 3kg ପ୍ରୟୋଗ କରିଥିଲି.ଏବେ 15 ଦିନ ହୋଇଗଲାଣି.ଏବେ କେଉଁ ଜୈବିକ ସାରର ଆବଶ୍ୟକତା ଅଛି ଦୟାକରି କହିବେ.ଜୟ କିଷାନ.
18-20 ଦିନରେ ପିଲ ସାର ପ୍ରୟୋଗ କରନ୍ତୁ
Npk 28 28 0 prayoga karichhi kichhi asubidha hebaki
Sir ଧାନ ରେ ମୁଳ ସାର ଦେଇ ପାରୁନାହୁଁ ବିଲ ରେ ପାଣି ଚାଲୁଥିଲା, obama gold ଧାନ ରୁଆ ହୋଇଛି ,ରୋଇବାର ୧୨ ଦିନ ହୋଇ ଗଲାଣି ,ଏବେ କେଉଁ ସବୁ ସାର ପଡିବ ,ମାଟି ଉର୍ବର ଅଛି please କହିବେ sir
DAP 35kg ଓ potash 17kg ପ୍ରୟୋଗ କରନ୍ତୁ
@@krushisampada thanks sir
Sir ସାଗରିକା ସାଙ୍ଗ ରେ କେଉଁ ସାର ମିସେଇ ପକାଇଲେ ଚଲିବ
Sagarika ସହିତ urea ସାର ମିଶାଇ ପ୍ରୟୋଗ କରନ୍ତୁ
Dhanzine gold spray Kariba heba ki
Dhanzyme gold granule କୁ ଏକର ପ୍ରତି 5kg ହିସାବରେ ପ୍ରୟୋଗ କରନ୍ତୁ।
Nice👍
ସାର୍ ମୁଗ ଚାଷରେ 0:52:34 ସ୍ପ୍ରେ କଲେ ଚଳିବ କି?
ମୁଗ ଚାଷରେ NPK 0:52:34 କୁ lit ପ୍ରତି 5gm ହିସାବରେ ସ୍ପ୍ରେ କରି ପାରିବେ
sir kankadare fala asunanhi
Sir 🙏 mu half acr re mula sara D a p 18 patas 9 biozyme 5kg deichi
ଠିକ୍ ଅଛି
Allwin wonder plus kemiti heba
ହଁ ଏହା ମାଟିର ଅମ୍ଳତା କୁ ନିୟନ୍ତ୍ରଣ କରିଥାଏ।ଚେର ର ବୃଦ୍ଧି ହୋଇଥାଏ।ଫଳ ଓ ଫୁଲ ଝଡି ନଥାଏ।ଅମଳ ବଢାଇ ଥାଏ।ଏକର ପ୍ରତି 2kg ପ୍ରୟୋଗ କରନ୍ତୁ
ସାର୍ ନମସ୍କାର , ମୁଁ ପୁରୀ ଜିଲ୍ଲାର ସଦର ବ୍ଲକ ଏରିଆ ର ,ଆମ ଅଞ୍ଚଳରେ ସାଧାରଣ ତ ଭଲ ଭାବରେ କାଦୁଅ କରି ଧାନକୁ ଗଜା କରି ଛାଟିଦିଆଯାଏ,ମୋର ପ୍ରଶ୍ନ ୧-ଏହି ଜୈବିକ ସାରକୁ କେତେ ଦିନ ପରେ ଦିଆଯିବ ,୨-କାଦୁଅ ସମୟରେ ଦିଆଯିବକି ? ୩-ବର୍ଷା ଦିନିଆ ଓ ଖରା ଦିନିଆ ଧାନ ଚାଷ ପାଇଁ ସମାନ ପ୍ରଣାଳୀ କି? ଦୟାକରି ଆପଣଙ୍କର ମତାମତ ଦିଅନ୍ତୁ
ଧାନ ରୋଇବା ବା ବୁଣିବା ର 10-12 ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ। ବର୍ଷା ଦିନେ ଓ ଖରା ଦିନେ ସମାନ ପ୍ରଣାଳୀ ରେ ବ୍ୟବହାର କରନ୍ତୁ।
18 46 gomer padichi now who portilisery we give.
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
ଶାଗରିକା କୁ ରୁଆ ର 21ଦିନ ପରେ ଦେଲେ ହେବ କି sir
ହଁ ଧାନ ରୋଇବାର 21ଦିନ ପରେ ବ୍ୟବହାର କରି ପାରିବେ।
Thank you sir🙏🙏
Most welcome
Sir. Pila sara sange dei heba nahiii janeibe....
Please.......
ପିଲ ସାର ସହିତ ପ୍ରୟୋଗ କରନ୍ତୁ।
Thank you sir
Welcome
ଏସବୁ 2ନମ୍ବର ଡୋଜରେ ଦେଲେ କେମିତିହେବ
Sir dhana gacha jaldi badai ba kemit
Humic Acid ଯୁକ୍ତ ସାର Agri Humic granules ଏକର ପ୍ରତି 10kg ବା BIOVITA ଏକର ପ୍ରତି 8kg ପ୍ରୟୋଗ କରନ୍ତୁ।Gibberllic acid Hormone କୁ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Sir saro sahita misai deihoba na nahi
ହଁ ସାର ସହିତ ମିଶାଇ ମିଶାଇ ପ୍ରୟୋଗ କରି ପାରିବେ
Effco sagarika ରୁଆ 16ଦିନ ପରେ ଦେଲେ କଣ ଅସୁବିଧା ଅଛି କି. ସବୁ ସାର ସାଙ୍ଗରେ ବ୍ୟବହାର କଲେ . Dap. uriya.pats. vitako ବ୍ୟବହାର କରୁ ଆମେ 16 ଦିନ ରେ . ଜଣେଇ ବେ ନିଶ୍ଚିତ ଆପଣ Reply ଦେଉ ନାହାନ୍ତି
Manul rice plantention machine ଡିଟେଲସ ଭିଡ଼ିଓ
Manual Rice transplanter commercially effective ନୁହେଁ
ଧାନ ବିଲରେ ଘାସ ଓସୁସୁଣ୍ଡି ମାରିବାପାଇଁ କଣ ଦବା
ଧାନ ବୁଣିବା ବା ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
13 ଦିନହେଇଛି
Sir Gypmite saara roibaara 30 day pare dee haba
15-20 ଦିନ ପରେ ଦେଇ ପାରିବେ
Sir ସାଗରିକା ଠାରୁ ଭଲ ଆଉ
କଣ ପକାଇଲେ ହେବ
Sir ଜିପମାଇଟ++use karebi ଭାବୁଛି ଠିକ୍ ହେବ କି .plz reply
Gypmite+ ବ୍ୟବହାର କରି ପାରିବେ।
ରୁଆଧାନରେ ଉଇଲାଗିଲେ କଣ ମେଡିସିନ ଦେବା
Carbofuran 3G କୁ ଏକର ପ୍ରତି 12kg ହିସାବରେ ପ୍ରୟୋଗ କରନ୍ତୁ।
Sagarika
Thank you
Pila heba pain kaunta use kariba
ଯେକୌଣସି ଗୋଟିଏ ଜୈବିକ ସାର କୁ ପ୍ରୟୋଗ କରନ୍ତୁ।
D,A,P sahit misai bunile heba na nahi ,aau 2nd dose ,uria& patas aau kono misaile hoba.
DAP ସହିତ ମିଶାଇ ପ୍ରୟୋଗ କରନ୍ତୁ।ପିଲ ସାର ରେ urea ଏକର ପ୍ରତ 30kg potash 10kg ପ୍ରୟୋଗ କରନ୍ତୁ।
ଧାନ ଚାଷ ରେ nativo କେତେବେଳେ ଦେବା
ମହିସା ରୋଗ ଲାଗିଲେ ସ୍ପ୍ରେ କରନ୍ତୁ lit ପ୍ରତି 0.5gm ହିସାବରେ।
Gromer
ସାର ଆପଣଙ୍କ ଫୋନ ନଂମରଟି ଦିଅନ୍ତୁ
7008498896
140 dina dhana re pila kebe thu abasta kebe thu start hue
ଧାନ ରୋଇବାର 18-20ଦିନରେ ପିଲ ଅବସ୍ଥା ଆରମ୍ଭ ହୁଏ
ସାର ଫୋନ କଲେ କଥାହୋଇ ନାହାନ୍ତି
Sir apananka phone no diontu
Sir apanaka number
Deersir.s49DhanSarprayoga
ଧାନ ପତର ଧଳା ହୋଇଛି କଣ କରିବା sir
ଧାନ ଫସଲ ରେ ପତ୍ର ମୋଡା ପୋକ ଲାଗୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ
Cartap hydrochloride 50%SP lit ପ୍ରତି 1.5 gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।