Research variety dhana [ଖାଲ ଜମି ପାଇଁ ଧାନ ବିହନ] rice farming in odisha | best paddy seed in odisha
ฝัง
- เผยแพร่เมื่อ 8 มิ.ย. 2024
- #MyDesiFarm
ଏକର ପିଛା ବିହନ ପରିମାଣ
1- ପୁଜାରିଣୀ 12 ରୁ 15 କେଜି
2- ଯମୁନା 12 ରୁ 15 କେଜି
3- ମହିମା 12 ରୁ 15 କେଜି
4- ବି ଏଲ ଏସ 1129 12 ରୁ 15 କେଜି
5- କାବେରୀ 0511 12 ରୁ 15 କେଜି
ଏଇ ସବୁ ବିହନ 6 କିଲିକିଆ ପ୍ୟାକେଟ ରେ ଆସୁଛି
ଆପଣ ମାନେ 2 ରୁ 3 ପ୍ୟାକେଟ ନେଇପାରିବେ.
Namaskar🙏🏻
I'm SR Mahakhud, Welcome to our TH-cam channel "My Desi Farm".
ଏକର ପିଛା ବିହନ ପରିମାଣ
1- ପୁଜାରିଣୀ 12 ରୁ 15 କିଲୋ
2- ଯମୁନା 12 ରୁ 15 କିଲୋ
3- ମହିମା 12 ରୁ 15 କିଲୋ
4- ବି ଏଲ ଏସ 1129 12 ରୁ 15 କିଲୋ
5- କାବେରୀ 0511 12 ରୁ 15 କିଲୋ
ଏଇ ସବୁ ବିହନ 6 କିଲିକିଆ ପ୍ୟାକେଟ ରେ ଆସୁଛି
ଆପଣ ମାନେ 2 ରୁ 3 ପ୍ୟାକେଟ ନେଇପାରିବେ.
Kauthi miliba bihana
Bls1129 achiki
ମୁଁ ବାଦଲ ଜିଲ୍ଲା -ଭଦ୍ରକ via-କୋଠାର village = ଛନ୍ଦାସାହି ମୁଁ କଳାଚମ୍ପା ଧାନ ଚାଷ କରେ ଅମଳ 25 ରୁ 30କ୍ୱିଣ୍ଟାଲ ପ୍ରତି ଏକର। ଏ କିଶମ ଖାଲ ଓ ମଧ୍ୟମ ଜମି ପାଇଁ ବେଶ ଉପଯୋଗୀ
goodevening,dada,rama
thank you sir
Pujarini dhan ra amal kemiti,dhan padijae ki nahi
ପ୍ରତ୍ୟେକ ଧାନ ର ଅମଳ ବିଷୟ ରେ ଯାଣି ପାରିଲୁ । କିନ୍ତୁ ପ୍ରତ୍ୟେକ ଧାନ ର ଏକର ପ୍ରତି କେତେ ବିହନ ଆବଶ୍ୟକ ଯଣାନ୍ତୁ ।
Sir ନମସ୍କାର 🙏, ମୁ କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ, ନାହାଙ୍ଗ ଗ୍ରାପ ରୁ umesh ସାମଲ କହୁଛି.....
Sir ଆମର କିଛି ଅଳ୍ପ ଖାଲୁଆ ଓ ମଧ୍ୟମ ଧରଣର ଜମି ଅଛି. ବିଗତ ବହୁତ ଦିନରୁ ଜମିରେ ଖତ, ଗୋବର ପଡ଼ିନାହିଁ ଯାହା ସାର ଦ୍ୱାରା ଚାଷ ହୁଏ, ବାପା ଚାଷ କରନ୍ତି ମୋର ଚାଷ ଉପରେ ବେଶି ଅଭିଜ୍ଞତା ନଥିବାରୁ ଆପଣଙ୍କ ସାହାଯ୍ୟ ଲୋଡୁଛି, ଆପଣଙ୍କ ସାହାଯ୍ୟ ପାଇଲେ ବହୁତ ଖୁସି ହେବି.
ଏବେତ ଧାନ ଚାଷ ର ସମୟ full details ହଳ ତଳା ସାର କୀଟନାଶକ ଔଷଧ, ବିହନ, ରୁଆ ପୋତା ଓ ସମୟ କୋଉ time ରେ ହଳ ସାର ଇତ୍ୟାଦି.... Details ର ଗୋଟେ video କରନ୍ତୁ... 🙏🙏🙏
Pan mtu1001 dhana kemiti amala heuchhi
Jira rice ra bhal verity kuhantu
Thank you sir help
Pujarini ekarku ketekg bihan darkar
sir jaladhi dhan bhadrkre hebana
Aska ganjam rai dealers achanty ki
Bhu 11
Sree 101 dhana upare kichii kuhantu
Mora pujarani dhana kaarichhi
Pawan dhan କେମିତି ହେବ
MAHIMA DHANA
Arize 8455 bisaya re kuha
Sir namaskar motadhan kan kuhntu
Punima,kalapchampa
Mahima dhan
Seeds milibar adress kuhantu nearest kendrapara district
kalahandi,ra,ra,bhana,kimitiua
Krv0511 ରେ ବିଷୟରେ କିଛି କହିବେ
Kavieri 828
Pujarini dhan amal kemiti,dhan padib ki nai.Plz reply it's urgent
@@sarojkumarsahoo2609 କଣ ଜାଣିବା ପାଇଁ ଚାହୁଁଚନ୍ତି?
Plz read comments
ମୋ ନାଁ ବି ସୌମ୍ୟ ରଞ୍ଜନ
ମୁଁ କଳାହାଣ୍ଡି ଜିଲ୍ଲାର ମହିମା ଧାନ କରିବି
Sir 🙏 black diamond paddy seed ବିଷୟରେ details କହିବେ.
Best dhana
Padijiba karibani bahale
ମୁଁ ପୁରୀ ଜିଲ୍ଲାର ପୁରୀ ମହୀମା ବିହନ କେଉଁ କେଉଁଠୁ ପାଇବି।
Tum dokan kauthi
Tum phone 📱
M n ta dia
Bhadrak ru kauchhi phone number dio