High Court Bench Debate Heats Up: ପଶ୍ଚିମ ଓଡ଼ିଶାନେ ହାଇକୋର୍ଟ ବେଞ୍ଚକେ ନେଇ କରି ଶାସକ ବିରୋଧୀ ଆମନା ସାମନି
ฝัง
- เผยแพร่เมื่อ 15 ก.ย. 2024
- ଗୁଟେ ଦିନେ ୟୁଟର୍ଣ୍ଣ ମାରଲେ । ହୋଇକୋର୍ଟ ବେଞ୍ଚ ପ୍ରସଙ୍ଗକେ ନେଇକିନା ବହୁତ ଜାଗାନେ ବିରୋଧ ହେଲା ଉତାରୁ ୟୁଟର୍ଣ୍ଣ ମାରିଛନ୍ ରାଜ୍ୟ ସରକାର । ବିରୋଧୀ ଥିଲା ବେଲକେ ଦାବି କରୁଥିଲେ । ହେଲେ ସରକାରକେ ଆଏଲା ଉତାରୁ ଠକିଦେଲେ । ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କର ପ୍ରଶ୍ନର ଉତ୍ତରନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାନେ ପ୍ରତିଷ୍ଠା ନାଇଁ ହୁଏ ହାଇକୋର୍ଟ ବେଞ୍ଚ ବୋଲି କହିଥିଲେ । ପଶ୍ଚିମ ଓଡ଼ିଶାନେ ବେଞ୍ଚ ସ୍ଥାପନ ହେବାରନେ କେନସି ଯଥାର୍ଥ ନାଇଁ ନ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାନେ ସ୍ପଷ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଇ କଥାରେ ପୁରା ପଶ୍ଚିମ ଓଡ଼ିଶାନେ ଅସନ୍ତୋଷ ଦେଖବାରକେ ମିଲିଥିଲା । ଏନ୍ତାକି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବି ହାଇକୋର୍ଟ ବେଞ୍ଚ ସ୍ଥାପନକେ ନେଇକିନା ମୁହଁ ଖୁଲିଥିଲେ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ବିଜେପିକେ ଭାଗ ଭାଗ କରିଥିବାର ଦେଖବାରକେ ମିଲିଛେ । ଏନ୍ତାକି ବିଜେପି ନେତାଙ୍କର ମତ ଅଲଗା ଅଲଗା ଆସୁଛେ । ବିଜେପି ବିରୋଧୀ ଦଲ ଥିଲା ବେଲକେ ପଶ୍ଚିମ ଓଡ଼ିଶାନେ ହାଇକୋର୍ଟ ବେଞ୍ଚ ଲାଗି ଦାବି କରୁଥିଲା । ହେଲେ ସରକାରକେ ଆଏଲା ଉତାରୁ ଇତାକେ ନେଇକିନା ଏବେ ରାଜନୀତି ମୁଲ କରିଦେଇଛେ । ବିଜେପିର ଦୋମୁହାଁ କଥାକେ ଗ୍ରହଣ କରି ନାଇଁ ପାରବାର ବିଜେଡ଼ି ଆର କଂଗ୍ରେସ ।
For more such updates, please Like, Comment, and Share our videos and Subscribe to our TH-cam channel.
Contacts:-
Mail- pahara24x7@gmail.com
Facebook- / paharaa24x7
TH-cam- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #HighCourtBench #OdishaPolitics #BJPvsBJD #MohanMajhi #ElectionPromises #PoliticalDebate #OdishaAssembly #BJPBacktrack #LegalProvisions #BJDResponse
ଯଦି ପଶ୍ଚିମ ଓଡିଶା ର ଉପମୁଖ୍ୟମନ୍ତ୍ରୀ ଥାଇ କରି ପଶ୍ଚିମ ଓଡିଶା ନେ ହାଇକୋର୍ଟ ବେଞ୍ଚ ନାଇଁ ହେଇ ପାରୁଛେ ବଏଲେ ପ୍ରଧାନମନ୍ତ୍ରୀ ଚାହେଲେ ବି ନାଇଁ ହେଇପାରେ ନ
BJP ର କଥା ବାର୍ତ୍ତା ଠିକ୍ ନାଇନ l KV ବବା କହେବେ ଯେ ଆମର ମେନୁଫେଶ୍ଟୋ ରେ ନଇନ l
କୋସଲ ହେବା ଆଉ ଆମେ ପୂର୍ଣ୍ଣ ହାଇକୋର୍ଟ ନେବୁ ।। ଆସିବା ଥର ବିଜେପି ମଧ୍ୟ ଶୋଇବ ... ଜୟ କୋସଲ
କନ୍ଦା ଖାଇବ ଆର ଥର
Balangir lagi 4 line road heba baluthila Sangita sing deo ao kala hela
ହେତେ ଦିନ କେନ ଶୁଇଥିଲ ହୋ କଳିକେଶ
ପାହରା ୱାଳେ କୁ ମନ୍ବାର କେ ପଡବା, BJD ବିରୋଧ ତୀ କେଭେ ଗୋଟେ NEWS TELECAST ନି କରି
ଆଉ ଇଛେନ 😅😅
ମହାଳିଙ୍ଗ ବାବୁଙ୍କ ମତ କଣ ଚୁପ କେନ୍ତା
24 ବର୍ଷରେ ଯାହା ହୋଇ ପାରିଲା ନାହି ୩ ମାସରେ ତାହା ହେବା କୁ ଯାଉଛି
Koshal ✊ koshal
Jai koshal mg bjp hatao
Aga sarakara kaha ra thila je hena ka hi parucha
Thanks fara u mohar sir. Kichi kahi chana BJD Kari nae para lan se B jD. Neta. Dekhe he che kuha. Ta ta ke agaru kebe kahi thila ki (kalikesngi deo )
Sir tumu ku kahu thi
Panchim odhisha heu
BJB HA HA HA
Every governments are same
Bjd sarkar ta 24 barsa sasan re rahi kari kari nai parla aau e bupre k seta 3 month re kar kahele kenta kari kari parbe go pahara bale .....1 ki 2 barsa re dekhu kana karuchan ki nai j taha k time dele ta karbe
Bjd drama ଚାଲୁ 😂😂😂
Bjd sarkar galake chhati dhak dhak..... 😂😂😂😂
Bhakua koshal basi
Pachim odisha re kichhi karbar ra BJP sarkar ra pichar re ki menufesto re kichhi nai na pare.. @KV
Jay koshal.... laxman bag ek number
Sabu party saman ta jitla pare kia kahar nai se
1st tym nua khai chhuti miliche bjd thile heta b ni milta
24 yr bjd thila bele e question karithila ky
Tar mane tame b 24 year sasan kale kam karba
He କଳିକେଶ kene sui thila bjd thila bele ta thare bi nai kahi bjd govt bele sui padi thil k
Bhai mane sachetan hauna kahikina jen party asale bi pachim odisha k nai dekhan mar jete b MAL bibhan sabha ke jauchhan sabu chor aye pahels i mana k nigle sabu heba
Bjd ta 25 barash thila kenta nai kari parle Ave knta katha uthouchhan
25 baras tumar sarkar thila bele ke9 suithila ho kalikesh babu
Tumar sarkar aasle j tumar BJP baba maane kenta uthi nain parbar
Sarkar samastankar Tamar aamar bhed bhab Tamar anta lok mankar lagi houche
Agli bar 400 par 🙏
BJD kn j nei kari 25 barsa ra sasan ne ?
Bjp parba party bali to vote deichu
Pahara tui ta BJD agent aau
E magiya jaldi jiba na
Gudegehi mane pahara baale
Eta nari k samman ken
@@ambakbhoi9557 bjd chanel ae ta huda kheba eka
Tmr bjd bale t bench nai table ani chan
Ita bjd chenal bo