Balangir Update: ପଛୁଆ ବଲାଙ୍ଗିର ଜିଲ୍ଲାନେ ପାୱାରଫୁଲ ନେତା ରହିଛନ୍,ହେଲେ ଜିଲ୍ଲାକେ କେତେ ପାୱାରଫୁଲ କରି ପାରବେ
ฝัง
- เผยแพร่เมื่อ 18 ก.ย. 2024
- ବଲାଙ୍ଗିରନେ କୃଷି ବିଶ୍ୱବିଦ୍ୟାଳୟ । ଦାବି ହେଉଛେ ବହୁତ ପୁରନା । ଇ ନେଇକିନା କଂଗ୍ରେସର ପୁରଖା ନେତା ନରସିଂହ ମିଶ୍ର ବହୁତ ଥର ବିଧନସଭାନେ କଥା ଉଠେଇଛନ୍ । ଏନ୍ତାକି ବିଜେପି ବିଧାୟକ ଦଲର ନେତା ଥିଲା ବେଲକେ କନକବର୍ଦ୍ଧନ ସିଂଦେଓ ବି ଇ କଥା ଉଠେଇଥିଲେ । ଏବେ ବିଜେପି ସରକାର ସମିୟାଁନେ କନକବର୍ଦ୍ଧନ ସିଂଦେଓ କୃଷି ବିଭାଗ ସହ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱନେ ଅଛନ୍ । ସେନ୍ତା କ୍ୟାବିନେଟ ମନ୍ତ୍ରୀ ହେଇଥିବାର ମୁକେଶ ମହାଲିଙ୍ଗ ବି ବଲାଙ୍ଗିରକେ ଏବେ ପ୍ରତିନିଧିତ୍ୱ କରୁଛନ୍ । ବଡ଼ ବଡ଼ ନେତା ଏବେ ବଲାଙ୍ଗିରନୁ ପ୍ରତିନିଧିତ୍ୱ କରୁଥିବାର ଲାଗି ବଲାଙ୍ଗିରବାସୀ ଆଶ୍ କରିଛନ୍ କେଭେ ହେବା ବଲାଙ୍ଗିରନେ କୃଷି ବିଶ୍ୱବିଦ୍ୟାଲୟ ।
For more such updates, please Like, Comment, and Share our videos and Subscribe to our TH-cam channel.
Contacts:-
Mail- pahara24x7@gmail.com
Facebook- / paharaa24x7
TH-cam- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #Balangir #BJPStronghold #WhereIsTheDevelopment #OdishaPolitics #BalangirDevelopment #BJPLeadership #PoliticalAccountability #OdishaNews #BalangirUpdates #RegionalProgress
ଆମର୍ ପଶ୍ଚିମ ଓଡ଼ିଶା ର ମନ୍ତ୍ରୀ ମାନେ ସବୁ ଘାସଖଉ ଛନ୍
ଇ ନେତା ମନ୍ତ୍ରୀ ମାନେ ବଲାଙ୍ଗିର ର ଲାଗି କଲଂକ ଆଏ
😂sala
ମେଡ଼ାମ ଆଗରୁ ପଛୁଆ ଜ଼ିଲ୍ଲା କହୁଥିଲେ ବର୍ତମାନ ବି କହୁଛନ ଆଉ ଆଗକେ ବି କହୁଥିବେ + କାରଣ ହେଲା ଆଗୁଆ ନେତା କେ ପଛୁଆ ଜ଼ିଲ୍ଲା = ନାଁ ଗମନାଁଗମନ ନାଁ ସ୍ୱାସ୍ଥ୍ୟ ନାଁ ବଡ଼ ପ୍ରକଳ୍ପ ନାଁ ଶିଖା ନାଁ କଳକାରଖାନା ନାଁ କର୍ମ ନିଯୁକ୍ତି ଖାଲି ପଛୁଆ କେ ପଛୁଆ
☝️☝️☝️☝️☝️☝️☝️☝️☝️
ବାକି କଥା ଛାଡ଼
ପହିଲା ମେଡିକାଲ facility, ବଲାଙ୍ଗୀର ମେଡ଼ିକାଲର ହାଲତ ଦେଖି ନାଇ ପାରନ୍, bed ନାଇ ନ ଯେ ରାସ୍ତା ରେ ତଳେ ସୁଇଛନ patient ମାନେ
Specialist doctor ନାଇ ନ।ଖାଲି training କରୁଛନ MBBS doctor ସବୁ
Balangir re ii 5 barshe jadi uchit development ni hela koshal state demand ahuri padhba
@@xVIRUS- କିଛି ନାଇଁ ଭାଇ ଖାଲି ଦାବୀ ଦାବୀ କରି ଦିନ ଯିବା 👌 ଲୋକେ ବି ଖୁସ
ପୂହୁରି ପୁଇତ୍
ପୁରା dalali puit ଟେ eta
କୃଷି ବିଶ୍ୱବିଦ୍ୟାଳୟ ହେଲେ ବି କିଛି ନି ହଏ। ଯଦି soil of the son theory ହେଲେ ଯାଏଁକ୍ ଲାଭ୍ ମିଳବା ଲୋକ କେ , ନେହେଲେ ହେନ୍ତା କଟକିଆ ରାଜ ହେବା ।
ଧିକ ତୋର ଚେନାଇ, ୨ ମାସ ରେ ହିସାବ ମାଗଉଛୁ
ନାମ କୁ ଦୁଇଟା ମନ୍ତ୍ରୀ କିଛି କାମ ନି ହୁଏ , ବଲାଙ୍ଗୀର କୁ ସମ୍ପୂର୍ଣ ଖାଇବେ.
@@pramodsahu4459 କିଛି ନାଇଁ ଭାଇ ଖାଲି ଦାବୀ ଦାବୀ କରି ଦିନ ଯିବା 👌 ଲୋକେ ବି ଖୁସ
@@pramodsahu4459 କିଛି ନାଇଁ ଭାଇ ଖାଲି ଦାବୀ ଦାବୀ କରି ଦିନ ଯିବା 👌 ଲୋକେ ବି ଖୁସ
We want 3 Demand ,Agriculture University, 50% Irrigation facility, Nuapada via Patnagarh Balangir railway project.
ଇ କେ ଭି ସିଂହ ଦେଓ, ସଂଗୀତା ଦେବି ସିଂ ଦେଓ ଆର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବି ପାଟଣାଗଡ ର ହେଲେ ବି ପାଟଣାଗଡ ର traffic ସମସ୍ୟା , ହସପିଟାଲର ସମସ୍ୟା ଆଦି ରହିଛେ ପାଟଣାଗଡ ସହର ରେ , ଆର କାଣା କହେବ।
24 ବର୍ଷ + 3 ମାସ =ଚବିଶ ବର୍ଷ ତିନ ମାସ
ପହରା ରାଜନୀତି କେ ଆଇଲା ଦିନୁ ତାର ସତ୍ତା ହରଉଛେ. ପଲ୍ଲବୀ ଧିଆନ ଦେବେ.
Raja ghare to nai karan jadi bi mukesh mahaling karba baile heba mukesh bi raja ghar sore jiba baile Balangir kichhhi kaam nai hue?????
Pallavi Sweet voice
ବିଜେଡି ସରକାର ରେ ଆପଣ କଂର ଭୂମିକା ଅଲଗା ଥିଲା ଇଥର ବିଜେପି କେ ପ୍ରଶ୍ନ, ସବୁ ଠିକ୍ କିନ୍ତୁ ଲୋକକଂର ଦାବୀ ଅଛେ ବେଲେ ନେଇ ହୁଏ ସିଧାସଳଖ ଦାବୀ ର ପ୍ରସାରଣ କରୁନ, ରାଜନୈତିକ ଭାଷାରେ ନାଇଁ କାହିଁକି ନା ଆପଣ କଂର ପରିଚୟ ବିଜେଡି ଚାନେଲ ବଲି ସମସ୍ତେ କହେସନ ଆର କାହାର ପ୍ରୁଷ୍ଟପୋସକତା ରେ କହେବାର ଆବଶ୍ଯକ ନାଇନ
ଖାଲି election time ଥି କହେଛନ ଲେକିନ କିଛି ନାଇ କାରବାର ଆମ ବଲାଙ୍ଗୀର ପାଇ 😂😂😂😂😂😂😂
ପୁହୁରା ପୁରା ଵେକାର୍ ଆଏ
ମୋର samiya news ର ସବୁ ତଳେ ତମର news ମାନେ
Back ward district
Back ward leader
Double engine
Double back ward
କିଏ ପଛୁଆ
ବଲାଙ୍ଗୀର କେ ପଛୁଆ କହୁଛ 😡
25ବର୍ଷ ସୋରକର
❤❤❤❤❤❤
Sabu neta ek hele sabu heiparba.high court, agriculter University industry sabu.
Balangir k kabhe kicchi nai mille western odisha bale b sabu jinis sambalpur aka jiba
Bjp government fail aye
3 mase sabu heba 24barsa ta, badma khijni hauchha..
Baki bhal katha development jaruri
Bele hae go palabi nani
E jen 24 baras ra lamba sasan BJD au Naveen pattanaik ra thila kana se karuthila..
Bele tume manucha ta BJD tar 24 baras re balangir lagi kichi bhi nai kari...
24 years vs 3 month
Tume 5 baras ta hele tk taka go nani...
Balangir re Luke bhal lok bachi nai janle... Balangir jete mla mp
Bjd ra bahut powerful neta mane thile but kichhi development ni hei .
Jaha hele b narsingh mishra tale
Baki sabu bhubaneswar na musa chhuaa
ପାଣ୍ଡୁ ର ବାଣ୍ଡ କେ ମୁଠା କରି ଧରିଥା ଆମର
ବଲାଙ୍ଗୀର ର ବିକାଶ ହେବା
BJD RA FULL GULAMI CHANNEL LAJ NAI LAGI E MAMITA CASE RE TK B DEKE NAI THAI
Nabin Sarkar Jaha Kari Parbe Mohan Sarkar Ni Pare..
Tui bjd balrkar sponsered channel bo tate save janle na tk wait kar sarkar banbar 3 month ta hei6e
Hete jadi powerful bele balangir bargarh ke kain je ignore kara hauche sabu thi
Memu train nai
New delhi lagi direct train nai
Vande Bharat exp bi nai
Titilagarh sub division kichhi bikash nehi hebar sabu fell double engine fell
Pahela ta balangir to barpali 4line road te ni heiparbar
ତମେତୋ ବିଜେଡି ଲୋକ
Balangir ne bahut tanuaa neta heiechhan kintu jilla pragatisil neie heie pari jilla ne Engineering college, Agricultural college aaru udajahaj subidha kale jilla basi aamar powerful neta mannkar actual powerful k upalabdhi karte neie hele powerful neta thaiekari neiethaiekari kana labh?
@@kcm4554 କିଛି ନାଇଁ ଭାଇ ଖାଲି ଦାବୀ ଦାବୀ କରି ଦିନ ଯିବା 👌 ଲୋକେ ବି ଖୁସ
Dip tale andhar ❤nijata basi Ho Pardesi ta rasabati ❤
Kichhi .karinipare
Hele ki kichu nai devlopment
Health minister:
No cardiologist,
No neurologist,
No neurologist
AIIMS go to Sambalpur
Deputy CM and MP Madam of Balangir
No Patnagarh Railway Line till date
No cotton industry
No big project announced
IT minister
No software park
Agha sabuthilake abe banda heegala chor sole tin mase kana kahiheba
5barsa dekha ta pare kaheba
Balangir no more pachua
Disgusting news mamita ra news nai dekhauthai
ଚୁରନି ଆଏ eta
1st ta balangir eye balangri nai se plzz correct the spelling
Tame jadi agaru bjd sarkar k b amar paschim Odisha ra samasya mane kahi thita bele val lagi thita eta kana khali tumar channel khali bjd k support karuchha chatukarita besi tk ni hei jauchhe didi
Jaha hele b harishankar k ୧୦ tanka ni dian
Torta au kihe ne sunbar bo ban kar tor bhasan
Tukel power nai se bdj power 😂😂
Abe ka jana padba krusi bidya laya heba ki ni hua
Pc king bolangir dist hai gala
Bekara neta
Tui bjd prachar kar
Madam pahara Chenal Neta Mankar nu paisa khauchhan kn khali positive News dekhuchhan j thare asuna BBMC-H ke dekhun Kenta achhe tar parisar
Tar kj gd fatu achhe hete din K9 sui thelu
BJD sarkar re thila bele gute b video pahara channel wale BJD birudh re nei kahi,ithi pura jana paduchhe je pahara channel BJD ra kukur channel aye.😂😂😂😂😂