Odisha Police Association demands withdraw suspension of 5 cops || Kalinga TV

แชร์
ฝัง
  • เผยแพร่เมื่อ 20 ก.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 1.1K

  • @pabitrarout5835
    @pabitrarout5835 2 ชั่วโมงที่ผ่านมา +195

    ଏଇଟା ଗୋଟେ ମୂର୍ଖ, ଏ ଜାଣିବା ଦରକାର ଯେ ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ ସଂଗୀନ ମାମଲା ଆସିଲେ ପ୍ରଥମେ ସସ୍ପେଣ୍ଡ କରାଯାଇଥାଏ

    • @meenajena6069
      @meenajena6069 ชั่วโมงที่ผ่านมา +3

      Nija ghare heithile Jana padithanta

    • @laxmidharjena7759
      @laxmidharjena7759 ชั่วโมงที่ผ่านมา +2

      ଠିକ୍ ପଦକ୍ଷେପ ନିଆ ଯାଇଛି

  • @kishorechandrasahoo8807
    @kishorechandrasahoo8807 2 ชั่วโมงที่ผ่านมา +134

    ମଦୁଆକୁ ଲାଜ ସରମ ଲାଗୁନି। ତୋ ଝିଅ କିମ୍ବା ସ୍ତ୍ରୀ ପ୍ରତି ଏମିତି ହୋଇଥିଲେ , ଏଭଳି ମନ୍ତବ୍ୟ ରଖିଥାନ୍ତୁ?

    • @sridharajena7296
      @sridharajena7296 43 นาทีที่ผ่านมา

      Tuumagiabandajanu

    • @abhishekjena5201
      @abhishekjena5201 34 นาทีที่ผ่านมา

      ​@@sridharajena7296Bahut Bhasa tu janichu na..

    • @thesensible42
      @thesensible42 32 นาทีที่ผ่านมา

      Ta kathaa chhade bhai to prati emiti hoithile ....kou army minister kie b baharibsni re

    • @BarendraSahoo
      @BarendraSahoo 23 นาทีที่ผ่านมา

      Bhai mane investigation report aasila pare question karantu....real matter kana kehi Jani nahanti. Actually bhai army nku respect deba thik taha boli army person jadi sabu mishana fedana Kari kahiba seithi kana Kariba?

    • @upcomingnotification9297
      @upcomingnotification9297 19 นาทีที่ผ่านมา

      Police ମଦୁଆ and ଲାଞ୍ଚୁଆ, ତୁମେ ମାନେ police ku kharap karucha

  • @prasantkudas3438
    @prasantkudas3438 2 ชั่วโมงที่ผ่านมา +191

    ସାରା ଓଡ଼ିଶାବାସୀ ଜାଣିଛନ୍ତି ଓଡ଼ିଶା ପୋଲିସ ଲାଞ୍ଚୁଆ,ଚୋର,ତୁ ବି

    • @himanshubehera4623
      @himanshubehera4623 2 ชั่วโมงที่ผ่านมา +4

      ମେଡିକାଲ, ତହସିଲ, rto, ସବୁ କ୍ଷେତ୍ର ରେ ଲାଞ୍ଚ ଚାଲିଛି। ତମେ ନିଜେ ଜନତା 50 ହଜାର ଲାଞ୍ଚ ନେଇକି ଭୋଟ ଦଉଚ। Election ବେଳେ ଆମେ public ହିଁ ଲାଞ୍ଚ ନିଅନ୍ତି। ଏବେ କୁହନ୍ତୁ ଲାଞ୍ଚୁଆ କିଏ

    • @drxrajeshmishra2650
      @drxrajeshmishra2650 ชั่วโมงที่ผ่านมา

      ​Police ku kahile Tate kn pain badhuchi to bapa police re achhi ki?​@@himanshubehera4623

    • @meenakshidalabehera228
      @meenakshidalabehera228 ชั่วโมงที่ผ่านมา

      Tu kete deichu be

    • @jalandharbehera9007
      @jalandharbehera9007 ชั่วโมงที่ผ่านมา +2

      Ea Pura Lootera,Docoit N Chore ta.

    • @Akashkumar-ev2if
      @Akashkumar-ev2if 49 นาทีที่ผ่านมา

      Mag jaraja santana. Tu

  • @badalmohapatra9205
    @badalmohapatra9205 2 ชั่วโมงที่ผ่านมา +181

    ତୁମେ କଣ ପୋଲିସ ବୋଲି ଯାହା କରିବ ଠିକ୍ କରିଛି, ଓଡ଼ିଶାରେ ମୂଖ୍ୟମନ୍ତ୍ରୀ ଯୋଗୀ ସରକାର ଦରକାର, ଯଦି ତୁମ ଝିଅ ହୋଇଥାନ୍ତା ?

    • @amiya19277
      @amiya19277 ชั่วโมงที่ผ่านมา +1

      Eta agaru kahichi sethi payeen semanku support karuchi.

    • @hrudayakumarnaik1324
      @hrudayakumarnaik1324 ชั่วโมงที่ผ่านมา +3

      ଯଦି ତମ ଝିଅ ମଦପିଥାନ୍ତା କଣ କରିଥାନ୍ତ

    • @sunilkumarbarik7457
      @sunilkumarbarik7457 ชั่วโมงที่ผ่านมา +1

      Tanka jhia heithile ratire mada piki kaha sahita buli natha nta

    • @ramachandrabarik1262
      @ramachandrabarik1262 ชั่วโมงที่ผ่านมา

      ତୋ ବାପା ବୋଧେ iic

    • @ramachandrabarik1262
      @ramachandrabarik1262 ชั่วโมงที่ผ่านมา

      iic ବୋଧେ ତୋ ବାପା

  • @liveforever6998
    @liveforever6998 2 ชั่วโมงที่ผ่านมา +223

    ସବୁ iic ଙ୍କ ଘରେ ଭିଜିଲାସନ୍ସ ରେଡ ହେଉ

    • @amiya19277
      @amiya19277 ชั่วโมงที่ผ่านมา +1

      100%

    • @koshlimoujchannel5975
      @koshlimoujchannel5975 ชั่วโมงที่ผ่านมา +1

      Right

    • @BalaramKalet
      @BalaramKalet ชั่วโมงที่ผ่านมา

      100%

    • @binoddas9600
      @binoddas9600 ชั่วโมงที่ผ่านมา +1

      Right

    • @rolex..lover.9375
      @rolex..lover.9375 45 นาทีที่ผ่านมา

      IIC 😂😂gote gote da... pila jaka..m....a😂

  • @madhabanandaswain4695
    @madhabanandaswain4695 2 ชั่วโมงที่ผ่านมา +45

    କୌ ଭାଷାରେ ଆକୁ କୁହାଯିବ ,ପୋଲିସ ତାର duty କରିନାହିଁ ଚାକିରି ରୁ ବହିସ୍କାର କରାଯାଉ ତାର ସମ୍ପତି ,ଗଣନା କର ଜଉ, ବେଲାଜ୍ୟ !

  • @srikantpatnaik2849
    @srikantpatnaik2849 2 ชั่วโมงที่ผ่านมา +53

    ପୀଡ଼ିତା ମହିଳା ଙ୍କୁ କିଏ ମାଡ ମାରିଲା l ପୀଡିତା ଗିରଫ କଲ ତେବେ ମାଡ ମାରିଥିବା ପୋଲିସ ଗିରଫ ହେବେ ନାହିଁ କାହିଁକି ???

  • @kalicharanpanigrahy-s1c
    @kalicharanpanigrahy-s1c 2 ชั่วโมงที่ผ่านมา +54

    ଏଇ ପାଗଳ ଟା ଗଲୁଆ , ସମସ୍ତ ଆର୍ମୀ ଅଫିସର ଏକାଠି ହୈଇ ଏଇଟା କୁ ମାଡ଼ ଦେବା ଦରକାର.

  • @RameshMishra-gf8ze
    @RameshMishra-gf8ze 2 ชั่วโมงที่ผ่านมา +126

    ପୋଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

    • @sanojkumarnayak4626
      @sanojkumarnayak4626 2 ชั่วโมงที่ผ่านมา

      ଭାଇ ଠିକ ଯେ... ଦୋଷୀ କିଏ ଆଉ ଘଟଣା ର ସତ୍ୟାସତ ଜଣା ପଡ଼ୁ

    • @pramodmahakur1892
      @pramodmahakur1892 ชั่วโมงที่ผ่านมา

      Tor jhia hala kanta hata tata laja lagabar kath

  • @chakradharswain9603
    @chakradharswain9603 2 ชั่วโมงที่ผ่านมา +117

    ଜମା ନୁହେଁ, ଏ ପୋଲିସ ୫ ଜଣଙ୍କୁ ବହିସ୍କାର ନୁହେଁ, ତାଙ୍କୁ ଜୀବନ ସାରା ଚାକିରିରୁ ବାହାର କରିଦିଅନ୍ତୁ, 👍👍👍👍👍

  • @RanjanKumar-mx1ki
    @RanjanKumar-mx1ki 2 ชั่วโมงที่ผ่านมา +226

    ଆରେ ମାଗିହେ ଓଡିଶା ପୋଲିସ କଣ ଏତେ ଭଦ୍ର ତୁ କିଏବେ ମାଗିହା l ଚୁପ ରହ ନହେଲେ ଓଡିଶା ଲୋକେ ତତେ ଖତମ କରିଦେବେ l ଯଦି ତୁ ଏତେ ସତୀଆ ଓଡିଶା ସାରା ଜନମତ ସର୍ଭେ କରାଯାଉ ସବୁ ପୋଲିସ ବାଲାଙ୍କ ଉପରେ ଦେଖିବା କଣ ହେବ l ଜଣା ପଡୁଛି ତୁ ଗୋଟେ ଗୁଣ୍ଡା ପୋଲିସ ଆଗୁରୁ ଥିଲୁ l

    • @BikramLenka-iw2gq
      @BikramLenka-iw2gq 2 ชั่วโมงที่ผ่านมา +5

      Bhai mo sahita heihtila Pradeep re

    • @MamataBiswal-w5r
      @MamataBiswal-w5r 2 ชั่วโมงที่ผ่านมา +8

      Eta gote Manisha nuhe pashu

    • @BikramLenka-iw2gq
      @BikramLenka-iw2gq 2 ชั่วโมงที่ผ่านมา +1

      Pradeep iic

    • @BikramLenka-iw2gq
      @BikramLenka-iw2gq 2 ชั่วโมงที่ผ่านมา

      Ame gariba laka

    • @BaskeyAnanta
      @BaskeyAnanta 2 ชั่วโมงที่ผ่านมา +5

      Police jodi ଦରକାର ନାହିଁ ଓଡିଶା ରେ ମହନା CM କୁ କୁହ ଉଠେଇ ଦେବେ ପୋଲିସ କୁ ତାପରେ ଓଡ଼ିଶା ବାସୀ ଫଡିଆ ଟେକି ଆରାମ ରେ ଶୋଇବେ

  • @prafullakumarsahoo1917
    @prafullakumarsahoo1917 2 ชั่วโมงที่ผ่านมา +34

    ଏ ପୋଲିସ ଵାଲା କାହିଁକି ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ଆଜି ଜାଣିଲି ତାଙ୍କର ପୁଣି ଗୋଟେ ସଙ୍ଘ ଅଛି ଯେ

  • @mrsatyabratanarayanbehera132
    @mrsatyabratanarayanbehera132 2 ชั่วโมงที่ผ่านมา +156

    ଏମାନେ ଛୋଟ୍ ଛୋଟ୍ କଥାରେ ମିଛ କେସ୍ କରେଇ ଅନେକ୍ ଲୋକଙ୍କୁ ହଇରାଣ କରାନ୍ତି...
    Now a days, police is protecting persons involved in crime, corruption, illegal activities, etc with the malafide, self benefit and bad intensions...

    • @MitaRout-f2d
      @MitaRout-f2d ชั่วโมงที่ผ่านมา

      Right

    • @dharmendrabehera6629
      @dharmendrabehera6629 ชั่วโมงที่ผ่านมา

      Right

    • @alekhachandra6982
      @alekhachandra6982 52 นาทีที่ผ่านมา

      ଆପଣ ଜଣେସୁବିଧା ବାଡ଼ି.

  • @Rasmitasandil
    @Rasmitasandil ชั่วโมงที่ผ่านมา +37

    ଏଇ ବୁଢ଼ାର ଝିଅ କୁ ଆଗ ବଳାତ୍କାର କରାଯାଉ ହେଲେ ବୁଝିବ ଆଉ ତାର ଛାତିରେ ଗୋଇଠା ମାରିଲେ ଏଇ ବେଲଜ୍ୟ ବୁଢ଼ା ଖୁସି ହେବ ବେଇମନ୍ ସୋଳା ପୋଲିସ ଚୁଦେଇ ହୋଉଚ୍ଚ

  • @ajitakumarsahoo9458
    @ajitakumarsahoo9458 2 ชั่วโมงที่ผ่านมา +163

    IIC ସମ୍ପତିର ଭିଜିଲାନ୍ସ ତଦନ୍ତ ଦରକାର 😢😢

    • @SPINFOTAINMENT
      @SPINFOTAINMENT 2 ชั่วโมงที่ผ่านมา +3

      ନିହାତି ଭାବରେ

    • @laxmipriya7046
      @laxmipriya7046 ชั่วโมงที่ผ่านมา +1

      Right

    • @amiya19277
      @amiya19277 ชั่วโมงที่ผ่านมา +1

      100%

    • @manojsahoo7952
      @manojsahoo7952 ชั่วโมงที่ผ่านมา

      Right

  • @purandarmahanta4825
    @purandarmahanta4825 2 ชั่วโมงที่ผ่านมา +27

    ଏ ମା ଗୀ ହା ର ଝିଅ କୁ ଆଗ ରେଫ୍ କରା ଯାଉ ସର୍ବ ସମ୍ମୁଖରେ ତାକୁ କେମିତି ଲାଗୁଛି ଦେ ଖିବା

  • @nandasudamniali
    @nandasudamniali 2 ชั่วโมงที่ผ่านมา +70

    ଆରେ ଯୋଉ ମୁହଁରେ ତୁମେ press ଆଗରେ ଏକଥା କହୁଛ ଯଦି ବୋର୍ଡର ରୁ ଜବନ୍ ମାନେ ଗୋଟେ ଦିନ ହଟିଯିବେ ତୁମେ ତୁମ ଘରେ e କଥା କହିବାକୁ ରହିବନି

    • @biruamamalaxmi541
      @biruamamalaxmi541 ชั่วโมงที่ผ่านมา +4

      ତମେ ବି ମନେ ରଖ police 24hours duty ନ କଲେ ତମ ମା ଭଉଣୀ family ବି ଦୁନିଆ ରୁ ହଟି ସାରିଥିବ

    • @nilachalasatapathy5196
      @nilachalasatapathy5196 ชั่วโมงที่ผ่านมา +2

      ​@@biruamamalaxmi541jete bele pak chin army india re pasibe sete bele tamr ghare luchiba

    • @thesensible42
      @thesensible42 26 นาทีที่ผ่านมา

      ​@@nilachalasatapathy5196army nai bsf border jagichi....

  • @sanjayanaik-n9s
    @sanjayanaik-n9s 2 ชั่วโมงที่ผ่านมา +31

    ଟିକେ କଣ ହେଲେ ପୋଲିସ ବିଭିନ୍ନ ଦଫା ଲଗା ଯାଉଛି,,, ଦୌଡ଼ି ଦୌଡ଼ି ହାଲିଆ ହେଉଛି ଜନତା

    • @thesensible42
      @thesensible42 25 นาทีที่ผ่านมา

      Horlicks pii halia habuni

  • @nandasudamniali
    @nandasudamniali 2 ชั่วโมงที่ผ่านมา +161

    I i c ର ବାପା ଇଏ ଏଇଟାକୁ ଲଙ୍ଗଳା କରି ପିଟିବା ଦରକାର

    • @pareshmishra612
      @pareshmishra612 2 ชั่วโมงที่ผ่านมา +1

      Se jhiya ra Bahut vull achii okk

    • @nandasudamniali
      @nandasudamniali ชั่วโมงที่ผ่านมา

      @@pareshmishra612 I I c jaha kala ସେଇଟା ଠିକ୍ କି ? Sabu police mane emiti nuhanti / taku kasmir border ku tike bhejo dekhenge kitna garmi he

    • @snehalatasahoo4567
      @snehalatasahoo4567 ชั่วโมงที่ผ่านมา

      Are tadanta au inquiry bhitare difference kana kaha

    • @pareshmishra612
      @pareshmishra612 ชั่วโมงที่ผ่านมา

      @@nandasudamniali jane ମାରିବାକୁ kn pain gala kahilu are road se jemit heuchi police station re kn na heuthiba

    • @pareshmishra612
      @pareshmishra612 ชั่วโมงที่ผ่านมา

      Avadra taku darkar thila semit

  • @swadhikarbetaj3768
    @swadhikarbetaj3768 2 ชั่วโมงที่ผ่านมา +17

    ତମେ ଗ୍ରହଣ କଲେ ଠୋ ନକଲେ ଢୋ।ତୁମ ପୋଲିସ ମାନଙ୍କ ଉପରେ କୌଣସି ଜନସାଧାରଣ ଶାନ୍ତି ନୁହନ୍ତି।ଏ ପୋଲିସ ନିଜେ ନିଶାରେ ଅଛି।

  • @BijayaBehra-i6v
    @BijayaBehra-i6v 2 ชั่วโมงที่ผ่านมา +93

    ତୋ ଝିଅକୁ ଓଡ଼ିଶା ବାସି ଗେହିଁ ବେ

    • @raghunathchandan5840
      @raghunathchandan5840 ชั่วโมงที่ผ่านมา +2

      ବୋବାଲା ଭାଇ ଏଡ଼ସ ହେବ ଏତେ ଲୋକ ଗିହେଲେ

    • @Akashkumar-ev2if
      @Akashkumar-ev2if 47 นาทีที่ผ่านมา +1

      Bijaybehera to maikina to bou aau to bhauni ku odisha basi gehibe tu kn karibu

    • @thesensible42
      @thesensible42 23 นาทีที่ผ่านมา

      ​@@Akashkumar-ev2ifnai bhai army aSI gehibe taro maikina bhauni ku.....odisha taro pasand asuni

  • @giridharisahoo523
    @giridharisahoo523 2 ชั่วโมงที่ผ่านมา +14

    ତମେ ଟଙ୍କା ଖାଇ ଖାଇ ଏବେ ତୁମ ର ମୁଣ୍ଡ କାମ କରୁ ନାହଁ ସମସ୍ତେ ଜାଣନ୍ତି ପୋଲିସ ପ୍ରଶାସନ କଣ

  • @X_UTTAM_0003
    @X_UTTAM_0003 2 ชั่วโมงที่ผ่านมา +29

    ତୁମେ କହିବା କଥା ଏହା କି ସେ ଝିଅ ଟି ଅଲଗା କୁଆଡୁ ମାଡ଼ ଖାଇ କି ଆସିଛି ନା

  • @trendingnow1567
    @trendingnow1567 2 ชั่วโมงที่ผ่านมา +11

    ହଁ ହଁ ଜଉମାନଙ୍କୁ ସସ୍ପେଣ୍ଡ କରାଯାଇଛି ଜଲ୍ଦି ଚାକିରୀ ଦେଇ ଦିଅ ଆସିକି ତାଡି ପକେଇବେ I ଶଳା ତମକୁ ମୁହଁ କେମିତି ଆସୁଛି ବେ ଏ କଥା କୁ ଲୋକ ମାନଙ୍କ ସାମ୍ନା ରେ କହୁଛ I ତୁରନ୍ତ ସେ ୫ ଜଣଙ୍କୁ ଗିରଫ କରାଯାଉ, ପୋଲିସ ନା ରେ କଳଙ୍କ ସେମାନେ I

  • @KhirodPattnaik
    @KhirodPattnaik 2 ชั่วโมงที่ผ่านมา +24

    ଯଦି କହୁଛ ଦୋଷ ନାହିଁ କୋଉ ତଦନ୍ତ କରି ଜାଣିଲେ

  • @dhirendranathrout3005
    @dhirendranathrout3005 2 ชั่วโมงที่ผ่านมา +13

    ଏହି ଲୋକର ସ୍ତ୍ରୀ କିମ୍ବା ଝିଅ ଉପରେ ଘଟଣାଟି ହେଇଥିଲେ ଏ କଣ ଏ କଥା କହିଥାନ୍ତା।

  • @trinathsinghmahapatra5032
    @trinathsinghmahapatra5032 2 ชั่วโมงที่ผ่านมา +34

    ତୁ ଗୋଟେ ହରାମୀ ପାଗଳ ରପୁଅ ତୁ

    • @suryakantvda
      @suryakantvda ชั่วโมงที่ผ่านมา

      Ki Bala katha kahuchi sunucha ta

  • @dukhabandhudehury4075
    @dukhabandhudehury4075 ชั่วโมงที่ผ่านมา +9

    ଏ ନିର୍ଲଜ କୁ ଯେତେ ଖରାପ ଭାଷା ଅଛି ସେ ସବୁ ଗୁଡିକ ପ୍ରୟୋଗ କଲେ ମଧ୍ୟ କମ ହେବ.........

  • @anantakumarsial444
    @anantakumarsial444 2 ชั่วโมงที่ผ่านมา +108

    ଏଇଟା mental ଲୋକ ତା ଉପରେ କେମିତି ମାଡ଼ ହେଇହିଚି ଦେଖୁ ନାହାନ୍ତି

    • @rabi6120
      @rabi6120 2 ชั่วโมงที่ผ่านมา +2

      ମଦ ପିଇ ଉତ୍ପାତ ହେଲେ ତ ମାଡ଼ ତ ହେବ

    • @pramodakumarsahoo67
      @pramodakumarsahoo67 2 ชั่วโมงที่ผ่านมา +1

      ​@@rabi6120Tate thare police pitile tu janibu

    • @SANGRAMBEHERA-j4f
      @SANGRAMBEHERA-j4f ชั่วโมงที่ผ่านมา

      Balla haba​@@rabi6120

    • @rabi6120
      @rabi6120 ชั่วโมงที่ผ่านมา

      Mate ta pitinahanti tu bodhe khaithibu

    • @anantakumarsial444
      @anantakumarsial444 ชั่วโมงที่ผ่านมา

      @@rabi6120 ପୋଲିସ ର ଦାୟିତ୍ଵ ସୁରକ୍ଷା ଦେବା ,

  • @sudarsanmallick6250
    @sudarsanmallick6250 ชั่วโมงที่ผ่านมา +13

    ତୁ ମାଗିହା ଚୁପ୍ ରହ ଯଦି ତୋ ଝିଅ କିବୋହୁ ଉପରେ ଏମିତି ଅତ୍ୟାଚାର ତୁକଣ ଏମିତି କହିଥାନ୍ତୁ

  • @Sddas201
    @Sddas201 2 ชั่วโมงที่ผ่านมา +30

    Ea,, ଏହି ଦଲାଲ କୁ ଆରେଷ୍ଟକର

  • @bunurout
    @bunurout 2 ชั่วโมงที่ผ่านมา +10

    ତା ଝିଅ କୁ ପୋଲିସ୍ କଲେ ତାକୁ ଜଣା ପଡ଼ିବ, ସେ power ରହିଲେ ତଦନ୍ତ କୁ influence କରିବ ସେଥିପାଇଁ ତାର suspension withdrawn କରିବାକୁ କହୁଛି, ତୋ ଝିଅ କୁ army ବାଲା କରିବେ ଯେତେବେଳେ ଜାଣିବୁ ମଗିଆ ବୁଢା

  • @indiaruralvillegeandtheirt6252
    @indiaruralvillegeandtheirt6252 2 ชั่วโมงที่ผ่านมา +52

    A B GOTE LANCHUA.

  • @srikanta671
    @srikanta671 2 ชั่วโมงที่ผ่านมา +9

    ମାଗିଆ ତୁ କଣ ଜାଣିଛୁ ଛୋଡ଼ି ପୁଅ
    ତୁମ ପୋଲିସ କୁ ଲଙ୍ଗଳା କରି ଜୋତା ରେ ପିଟିବା କଥା,,,, ସବୁଦିନ ପାଇଁ ଚାକିରୀ ବାହାର କରାଯାଉ,,,, ନାଇଟି ପିନ୍ଧିଥିଲା
    କଣ ଗିଁହା ଖାଉଥିଲା, ଭଉଣୀ ଗିଁହା

  • @sridhartarai9797
    @sridhartarai9797 2 ชั่วโมงที่ผ่านมา +18

    You don't know anything,If your daughter,face same situation.what can you do? Why you tell like this.

  • @swaincreative1558
    @swaincreative1558 2 ชั่วโมงที่ผ่านมา +14

    Tu କିଏ, ତୋ ଝିଅ ସହ ଏମିତ୍ ହେଲେ ତୁ ଜାଣିବୁ

  • @aniltripathi7997
    @aniltripathi7997 2 ชั่วโมงที่ผ่านมา +12

    Another plot by Odisha Police to cover up their actions.

  • @bishnuprasadmishra8830
    @bishnuprasadmishra8830 ชั่วโมงที่ผ่านมา +7

    ଏମାନେ ତାଙ୍କ ଚାକିରୀ ସମୟରେ ବି କେତେ ମହିଳାଙ୍କ ଇଜ୍ଜତ ଲୁଟିଥିବେ ଭଗବାନ ଜାଣିଥିବେ।ଗୋଟେ ଚୋର ଆଉ ଗୋଟେ ଚୋର ପାଇଁ ଓକିଲାତି କରିବନି ଆଉ କଣ କରିବ

  • @saraswatisahoo5171
    @saraswatisahoo5171 2 ชั่วโมงที่ผ่านมา +42

    ଏଇଟା ପାଗଳଟା ।ପରମ ଆସାମୀ ଇଏ ।

  • @ratiranjanbehera2106
    @ratiranjanbehera2106 ชั่วโมงที่ผ่านมา +5

    ଯେତିକି ଭିଡିଓ ରୁ ଜଣାପଡୁଛି ସସ୍ପେଣ୍ଡ ଠିକ୍ ଅଛି ତଦନ୍ତ ପରେ ଜେଲ୍ ଦଣ୍ଡ କଥା ବୁଝାହେବ। ଅଧିକ ଯଦି ଏମାନେ ଧାରଣ ଦିଅନ୍ତି ସମସ୍ତଙ୍କୁ ନିଲମ୍ବନ କରି ନୂଆ ଯୁବକ ଯୁବତୀ ମାନଙ୍କୁ ଆଙ୍କ ଜାଗାରେ ନିଯୁକ୍ତି କଲେ ଭଲ ହୁଅନ୍ତା । ଗୋଟେ ଫାର୍ସ ଲଗେଇଛନ୍ତି । ପୋଲିସ୍ ସଙ୍ଘ ଛାଡ଼ିଯିବ ଏକାଥରେ।

  • @pravakarbehera430
    @pravakarbehera430 ชั่วโมงที่ผ่านมา +3

    ଏଇଭଳି କେତେଟା ମାଗିଆ ପୋଲିସଙ୍କ ପାଇଁ ଓଡ଼ିଆ ଓ ଓଡିଶା ଆଜି ସାରା ପୃଥିବୀରେ ନିନ୍ଦିତ ।

  • @anilbaliarsingh6475
    @anilbaliarsingh6475 2 ชั่วโมงที่ผ่านมา +10

    Tote first mado heba uchit

  • @satyasankar1
    @satyasankar1 ชั่วโมงที่ผ่านมา +6

    ଗୋଟିଏ କଥା, ସେ ମହିଳାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ police ତାଙ୍କୁ ବାନ୍ଧି ଲଙ୍ଗଳା କରି ପିଟି ରକ୍ତାକ୍ତ କଲା କାହିଁକି???

    • @guruprasaddash1086
      @guruprasaddash1086 39 นาทีที่ผ่านมา

      Video dekhicha na mana ichha gapucha se sahajya maguthila ta mada pieki ete rati re Kain drive kari asithila?? Video dekha kemti sahajya maguthila jani pariba

  • @gyanaranjan9047
    @gyanaranjan9047 2 ชั่วโมงที่ผ่านมา +11

    Kana pain Nilamban Pratyahar heba ... ???? Gotey nyay dei paruna , au Nilambana Pratyahar Kariba ? Kana Durga Puja maal Pani mililbani ki se suspended officer kar tharu ????

  • @RameshBehera-g9k
    @RameshBehera-g9k 2 ชั่วโมงที่ผ่านมา +6

    ଲାଗୁଛି ତାଙ୍କ ଭିତରୁ ଇଏ ଜଣେ

  • @chinmayadash9840
    @chinmayadash9840 2 ชั่วโมงที่ผ่านมา +11

    Cctv dia first

  • @srikantapanda1969
    @srikantapanda1969 ชั่วโมงที่ผ่านมา +2

    ସେହି ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

  • @jibanjyotibaliyarsingh9527
    @jibanjyotibaliyarsingh9527 2 ชั่วโมงที่ผ่านมา +5

    Odisha Police reform is urgently required. All Police officers ASI, SI of Thana should have 08 hours duty and 24 hours alert like other dept. But in Thana, all the officers are working more than 12 hours. I m dumbfounded that the officers do not have a weekly rest day like other dept and private employees. Civil rights like CL, EL is not easily available through today's offline process. Online leave application in HRMS is buldozed
    for police though it is well functioning in other dept. like railway, income tax etc. When the fundamental rights are encroached by the Dept. administered by the CM Sir himself, no body is dare to ask for such fundamental rights for police officers. This unhealthy atmosphere in Thana makes the police officers rude and psycho. This is the root cause of police not delivering proper justice. The file on sepation of Law & order and Investigation is red-taped by previous CM sir for last 24 years. Recruitment of police and other personnel in the state is highly corrupted. Everybody was silent on previous govt loophole. Now kindly dare to ask the new CM sir when he is going to reform police from British colonial working style.

  • @pinusahoo8001
    @pinusahoo8001 2 ชั่วโมงที่ผ่านมา +9

    Pagal pari laguchi

  • @TribalSomanjavlog
    @TribalSomanjavlog 2 ชั่วโมงที่ผ่านมา +11

    Tu Balo Police

  • @thedancinggirlmeenakshimah7408
    @thedancinggirlmeenakshimah7408 2 ชั่วโมงที่ผ่านมา +7

    Sabu police manankar Vigilance raid kara jaau. Eei Sir nkar madhya.😮

  • @pitambarsingh7904
    @pitambarsingh7904 ชั่วโมงที่ผ่านมา +2

    ଝିଅର ବୟାନ ପୋଲିସ ଷ୍ଟେସନ ସମସ୍ତ କର୍ମଚାରୀ ନିଲବନ ହୁଅନ୍ତୁ ଅଲଗା ପୋଲିସ ଷ୍ଟେସନ ଚାର୍ଜରେ ଚାଲିବ

  • @anmayakumar1551
    @anmayakumar1551 2 ชั่วโมงที่ผ่านมา +27

    ବାହାର ରାଇଜ କୁ ଆସି ବାର ରେ ପେଟେ ମଦ ପି ସ୍ଥାନୀୟ ପିଲା ଙ୍କୁ ମା ଭଉଣୀ ଉଡେଇ ରାଜ୍ୟମୁଖ୍ୟ କୁ ବେଜ୍ଜିତ କରି ଆଉ ଥାନା ରେ ଯାଇ ରୋଳା କରିବା ପରେ ଯିଏ ସବୁ କମିଶନରେଟ ପୋଲିସ କୁ ନିନ୍ଦୁଛନ୍ତି ଥରେ ଯାଇ ପଶ୍ଚିମବଙ୍ଗରେ ଏତକ କାମ କରି ଜୀବନ୍ତ ଓଡିଶା ଫେରି ଦେଖାନ୍ତୁ ..!!

    • @Dada-wo5xl
      @Dada-wo5xl 2 ชั่วโมงที่ผ่านมา +2

      ଘଟଣା କୁ ଭଲ ଭାବରେ ବୁଝି ନାହାନ୍ତି ଲୋକ ଖାଲି ଏକ ତରଫା ବିଚାର କରୁଛନ୍ତି

    • @Adeel.196-g4f
      @Adeel.196-g4f ชั่วโมงที่ผ่านมา +2

      Bro ur right madua lady katha ra sabu vsasigalani,

    • @BiswajitSwain-d5v
      @BiswajitSwain-d5v ชั่วโมงที่ผ่านมา +1

      Right kahicha

    • @duburajbandia5800
      @duburajbandia5800 44 นาทีที่ผ่านมา

      ଯେଉଁଟା କହିଲେ ଠିକ୍ ଯେ ପୋଲିସ ଷ୍ଟେସନ ଭିତରେ କିଏ night ପିନ୍ଧିକି duty କରିବ କି? Dress code ସେଇଥିପାଇଁ ଦିଆ ହୋଇଛି। ଥାନାକୁ କେବେ ଯାଇ ନାହାନ୍ତି ବୋଧେ ଯିଏ FIR ଦେବା ପାଇଁ ଯିବ ସେ ଉଲଟା ARREST ହେବ। ଯଦି ସେ LADY MISBEHAVE କରିଛନ୍ତି ତାହାହେଲେ ପରେ ACTION ନେଇଥାନ୍ତେ। ଏତେ ତର ବରିଆ ଭାବରେ ଠିକ୍ ନାହିଁ। ଅଭିଯୋଗ କରିବା ପରେ ହିଁ ସଙ୍ଗେ ସଙ୍ଗେ ସେ ସ୍ତାନଙ୍କୁ ଯାଇ ତଦନ୍ତ କରିବା କଥା।

  • @GaneshJena-mr1hf
    @GaneshJena-mr1hf ชั่วโมงที่ผ่านมา +2

    ଲଜ୍ଜ୍ୟା ହୀନ ପ୍ରେସମିଟ I ସାମାନ୍ୟ ସୁର୍ଦ୍ଧା ନିୟମ କାନୁନ୍ . ମାନବିକତା ନ ଥିଲା ଭଳିଆ ମନେହୁଏ। ନିଜ ଝିଅ ଓ ବହୁ ଯଦି ସେ ହୋଇ ଥା'ନ୍ତେ ଏକଥା ଆପଣେ ଏ ଭଳି କହି ନଥାନ୍ତେ |

  • @bijayaharichandan1592
    @bijayaharichandan1592 ชั่วโมงที่ผ่านมา +2

    ତୋତେ ପୋଲିସ କିଏ କଲାବେ??? Public ଉପରେ ଛାଡିଦେଲେ ସବୁଠିକ ସେମାନେ ପୋଲିସ କୁ ଦଣ୍ଡ ଦେଇ ପାରିବେ. ଶଳା କି ତଦନ୍ତ କଥା କହୁଛୁ ବେ???? ତୋ ଝିଅ କି ସ୍ତ୍ରୀ ଏହିଭଳି ପୋଲିସ କରିଥିଲେ ତୁ ଶାଳାଟି କୋଉ ବାଳ ତଦନ୍ତ କରି ଥାନ୍ତୁ ବେ???????

  • @dhoombarttadm5387
    @dhoombarttadm5387 ชั่วโมงที่ผ่านมา +2

    ଆପଣଙ୍କ କହିବା କଥା ଦୋଷୀ ଆହୁରି ଦୋଷ କରୁ।

  • @brajaswain637
    @brajaswain637 ชั่วโมงที่ผ่านมา +2

    ଯେତେବେଳେ ବାଲିଯାତ୍ରା ରୁ ପଇସା ନେଇଥିଲା ସେତେବେଳେ କଣ ଅନୁଭବ କରୁଥିଲ ସେ କଥା ଟିକେ କୁହ l

  • @ashokkumarsahoo7041
    @ashokkumarsahoo7041 2 ชั่วโมงที่ผ่านมา +2

    ଦିନକୃଷ୍ଣ କୁ arreast କର. ତା ର ଅତୀତ ର track ରେକର୍ଡ ଖରାପ

  • @ranjulatasahoo6799
    @ranjulatasahoo6799 2 ชั่วโมงที่ผ่านมา +9

    CC tv kuade gala

  • @dr.surendranathdash8861
    @dr.surendranathdash8861 2 ชั่วโมงที่ผ่านมา +2

    This person should be arrested immediately

  • @rajibalochanbiswal1351
    @rajibalochanbiswal1351 ชั่วโมงที่ผ่านมา +3

    Chor lutera police,lanchua police,police upare step niajiba byabastha hou...

  • @papucreative6210
    @papucreative6210 55 นาทีที่ผ่านมา +1

    ସଂଘ ର ମୁଖ୍ୟ ହେଉଛନ୍ତି କିନ୍ତୁ କଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି କି ସଠିକ୍ ଉତ୍ତର ଦେଇ ପାରୁନାହାନ୍ତି। କି ସଂଘ କରିଚ ହୋ ଭାଇ।

  • @roobin53
    @roobin53 2 ชั่วโมงที่ผ่านมา +4

    ମିଡିଆ bala nije high court... Tahele ସୁପ୍ରିମକୋର୍ଟ kan darkar.😂😂😂😂😂😂😂

  • @prasannadutta9170
    @prasannadutta9170 ชั่วโมงที่ผ่านมา +1

    ସଙ୍ଘ ଅନ୍ୟାୟକୁ, କିମ୍ବା ଦୁଷ୍ଟାଚାରୀ ମାନଙ୍କୁ ସହାୟତା କରିବା ଉଚିତ ନୁହେଁ.

  • @NisaSahu-xs3rg
    @NisaSahu-xs3rg 2 ชั่วโมงที่ผ่านมา +3

    ଦଣ୍ଡ ହେବ ଚାକିରୀ ରୁ ବାହାର କରିବା

  • @nalinikantasahoo4434
    @nalinikantasahoo4434 2 ชั่วโมงที่ผ่านมา +2

    ବାଳ ଅନୁଭବ କରୁଛି ଏଟା କିଛି ଜାଣିନି ପାଗଳ ପରି ଏ କଣ କହୁଛି

  • @basantarout9538
    @basantarout9538 ชั่วโมงที่ผ่านมา +2

    ଏ ଶଳା କୁ ଯିଏ ଯୋଉଠି ପାରୁଛ ପିଟ,.. ମୋ ବାଳ କଥା କହୁଚି.. 😅😅

  • @sudhansusingh1496
    @sudhansusingh1496 2 ชั่วโมงที่ผ่านมา +1

    ଏ ଯିଏ ବାହାସ୍ପଟ ମାରି କହୁଛି ତୁରନ୍ତ ନିଲମ୍ବିତ ଅଦେଶ ପ୍ରତ୍ୟହାର କରାଯାଉ ବୋଲି DG କଣ ବୋକା, ୟାକୁ ପ୍ରଥମେ ପୋଲିସର ଉଚ୍ଚ ବିଭାଗ ପକ୍ଷରୁ ବଦଳି କରିଦିଅନୁ ପଡିଆ ବ୍ଲକ କୁ ରାଜନିତୀ କରୁଛି ,I salut the gentlmman who asked the chargesheet matter....

  • @AshokKumarBhoi-g3t
    @AshokKumarBhoi-g3t ชั่วโมงที่ผ่านมา +3

    Police ku discharge karajau

  • @JogeswarMajhi-lt7hj
    @JogeswarMajhi-lt7hj ชั่วโมงที่ผ่านมา +1

    ପୋଲିସ issu ରେ ତଦନ୍ତ ବାଟବଣା ପାଇଁ ଏମାନେ ଚେଷ୍ଟା କରିବେ,,,,ତୁମେ ଯେତେ ବଡ କ୍ରାଇମ୍ କଲେ ବି ତୁମର ଦୋଷନାହିଁ ଆଉ କିଏ ଦୋଷ କଲେ ହଗିଂ ମୂତିଂ ବନ୍ଦ କରେଇ ଦେବ,,,,ବାଳ ନା

  • @IASaspairant
    @IASaspairant 2 ชั่วโมงที่ผ่านมา +3

    Sir ବିଲୁକୁଲ ଠିକ୍ କଥା କହୁଛନ୍ତି , We support Odisha Police

  • @MinaketanmohantyMohantyminaket
    @MinaketanmohantyMohantyminaket ชั่วโมงที่ผ่านมา +1

    ଓଡ଼ିଶାର ସାଧାରଣ ଜନତାଙ୍କ ସଂଖ୍ୟା ଏବଂ ପୋଲିସ ଙ୍କ ସଂଖ୍ୟା ହିସାବ କରାଯାଉ

  • @babunaghosh1792
    @babunaghosh1792 2 ชั่วโมงที่ผ่านมา +6

    Tu mg kia ba

  • @PramodkuBasantara
    @PramodkuBasantara 2 ชั่วโมงที่ผ่านมา +1

    ତଦନ୍ତ ସରିଲେ ବରଖାସ୍ତ। ନିଲମ୍ବନ ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ। Prima facie ରେ ସେମାନେ ଦୋଷୀ। ଆପଣ ମାନଙ୍କ ପାଇଁ ଦେଶରେ ଓଡିଶା ନିନ୍ଦିତ। ଆଉ କ'ଣ rape କରି ଝିଅ ଟିକୁ ପୋଲିସ ମାରି ସାରିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ନା କ'ଣ ।

  • @PrafullaPradhan-g2e
    @PrafullaPradhan-g2e ชั่วโมงที่ผ่านมา +1

    ତଦନ୍ତକୁ ପୁଙ୍ଖାନୁ ପୁଙ୍ଖ କରିବା ପରେ ଦଣ୍ଡ ବିଧାନ ହେବା ଆବଶ୍ୟକ l ଦ୍ଵିତୀୟ କଥା ପୋଲିସ ଉକ୍ତ ଘଟଣାରେ କେବଳ ନିଜକୁ ଏବଂ ଆଇନକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଛି l ପୋଲିସ କେବେବି ଅଭିଯୋଗକାରୀଙ୍କୁ
    ଏପରି ବ୍ୟବହାର କରିନି କିମ୍ବା କରେ ନାହିଁ l

  • @niharranjanmedico7659
    @niharranjanmedico7659 ชั่วโมงที่ผ่านมา +1

    ପୁରୀରେ ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ Asst professor doctor ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣାକୁ ସମୂର୍ଣ୍ଣ ଭାବେ ଚାପି ଦିଆଗଲା। କିନ୍ତୁ ଏ କ୍ଷେତ୍ରରେ ସେ ଜଣେ ଅର୍ମୀ ଅଫିସର Captain ଙ୍କ ବାନ୍ଧବୀ ହୋଇଥିବାରୁ ସବୁ state media national media Govt Army officer Opposition party ସବୁ ତତ୍ପର ହୋଇ ଉଠିଲେ ନ୍ୟାୟ ପାଇବା ପାଇଁ। ଏଇଟା high profile case ସେଥିପାଇଁ ଏତେ ତତ୍ପରତା ଏତେ highlight

  • @HINDUSAMAJ-rv6ng
    @HINDUSAMAJ-rv6ng 2 ชั่วโมงที่ผ่านมา +1

    ପ୍ରତ୍ୟାହାର କଲେ ଜାଞ୍ଚ ରେ ସହଜୋଗ କରିବ ପୁଲିସ ୟାଙ୍କ ଆଡୁ ଜାହା ଜଣା ପଡୁଛି ଏଠି ପୋଲିସ ହିଁ ପୋଲିସ ର ଜାଞ୍ଚ କରିଲେ ସତ କଣ ଜଣା ପଡିଲା ଭଳିଆ କାହାକୁ ବିଶ୍ୱାଶ ହବନି

  • @Satyasradha
    @Satyasradha 21 นาทีที่ผ่านมา

    ଯୋଉ media ଭାଇ ତାଙ୍କୁ ସୁନ୍ଦର ଭାବରେ ବୁଝେଇଲେ, ତାଙ୍କ ପାଇଁ salute 👍

  • @ramakantabehera4856
    @ramakantabehera4856 2 ชั่วโมงที่ผ่านมา +1

    .ଇଏ ତ ଜର୍ଜ ଠାରୁ ବି କମ୍ ନନୁହଁ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ଏଇଟା ଉପରେ ଆକ୍ସନ ହବତ ଆଗମାନୁସେ କହୁଛୁ ସେମାନେ ନିର୍ଦ୍ଦେ ।ଷ

  • @dhirendranathrout3005
    @dhirendranathrout3005 2 ชั่วโมงที่ผ่านมา +1

    କି ତଦନ୍ତ କରିବ ହୋ,କେତେ କେସ ଏମିତି ପଡ଼ି ରହିଛି। ଆଜିକାଲି କଣ ତଦନ୍ତ ଲୋକ ବିକ୍ରି ହେଇଯାଉ ଛନ୍ତି।

  • @NirakarBiswal-zg4tn
    @NirakarBiswal-zg4tn ชั่วโมงที่ผ่านมา +1

    ତଦନ୍ତ ସରିବା ଯାଏ ସସପେଣ୍ଡ ରହିଲେ ତୁମରଅସୁବିଧା କୋଉଠି ?ତମେ କଣ ତଦନ୍ତ କରି ତାକୁ ଜେଲ ପଠାଇ ଥିଲ ?

  • @bhubanmohanty3853
    @bhubanmohanty3853 2 ชั่วโมงที่ผ่านมา +1

    ଆପଣଙ୍କ ପୋଲିସ ତଦନ୍ତ ନଜରି କିପରି ଗୋଟେ ମହିଳାକୁ ଅତ୍ୟାଚାର କରିବା କଣ ଠିକ

  • @Zamzamm8973
    @Zamzamm8973 2 ชั่วโมงที่ผ่านมา +28

    ତୋ ଝିଅକୁ iic ଘେଉଁ

  • @prananathpati9976
    @prananathpati9976 18 นาทีที่ผ่านมา +1

    ଏ ନୀଳ ସାର୍ଟ ମୁର୍ଖ ଟା କିଏ? ଏଇଟା ଗାଲରେ ଚାପୁଡ଼ା ଦରକାର। ଏଇଟା କିଛି ଜାଣିନି। ସସ୍ପେଣ୍ଡ ନୁହେଁ ତାଙ୍କୁ ଲଙ୍ଗଳା କରି ଅଣ୍ଟାରେ ଦଉଡ଼ି ବାନ୍ଧି ମାଡ ମାରି ଚଲେଇ ଚଲେଇ ଜେଲରେ ପୁରାଅ।

  • @titanstar9683
    @titanstar9683 14 นาทีที่ผ่านมา

    I love this reporter without hesitation asking straight forward questions

  • @BapujiMLT
    @BapujiMLT ชั่วโมงที่ผ่านมา +1

    ଜନ ସାଧାରଣ ଙ୍କ ଟିକେ ବୟାନ ନିଆଯାଉ
    ଜଣl ପଡ଼ିବ କାହା ସପକ୍ଷ ରେ ମତ ଅଛି

  • @deepakpallai9307
    @deepakpallai9307 29 นาทีที่ผ่านมา +1

    ସୁପ୍ରିମକୋର୍ଟ ଗାଇଡ୍ ଲାଇନ୍ ରେ ସବୁ ପୋଲିସ ଷ୍ଟେସନ ରେ ବାଧ୍ୟତାମୂଳକ CCTV ଲାଗିବା । DCP ତାଙ୍କ ନିଜ ସାଖିଆତ୍ କାରରେ ANI ନ୍ୟୁଜ୍ ଚ୍ୟାନେଲ୍ କାହିଚନ୍ତୀ | ପୋଲିସ ଷ୍ଟେସନ ରେ Cctv ଲାଗିଚି କିନ୍ତୁ ବର୍ତ୍ତମାନ ତାକୁ ଲୁଚେଇବା ର ତୁମର କାରଣ କଣ ? ଏଠି ବହୁତ ସ୍ପଷ୍ଟ ଓଡିଶା ବିଜେପି ସରକାର ରାଫI ଦଫା କରୀବାକୁ ଚାହୁଞ୍ଚି... |.

  • @nirakarrout8260
    @nirakarrout8260 ชั่วโมงที่ผ่านมา +2

    ମିଶ୍ର ବାବୁ ଙ୍କ ବାପା ବୋଧେ 😂

  • @pradeepm8836
    @pradeepm8836 7 นาทีที่ผ่านมา +1

    Sir if your daughter any officer daughter is is harassed then what will do. What kind of support this is just to hiding the culprits officer. Who is doing enquiry your department only . how the public will get justice this man should be banned immediately. How much police got punished in india. She is army officer daughter . The army integrity is known all over India. So donot fool the people of odisha . He must be corrupted man giving bytes tonpress

  • @adityabehera8257
    @adityabehera8257 ชั่วโมงที่ผ่านมา +2

    Jie support karuchi taku arrest karajau

  • @abhiabhi2511
    @abhiabhi2511 2 ชั่วโมงที่ผ่านมา +1

    ଠିକ ହୋଇଛି ନିଲମ୍ବନ ଉଠାଯିବନି....ଇଏ କିଏ...

  • @sthitapragyannanda7486
    @sthitapragyannanda7486 2 ชั่วโมงที่ผ่านมา +1

    Police always arrest a person before investigation

  • @gautamsenapati4591
    @gautamsenapati4591 ชั่วโมงที่ผ่านมา

    Waaaahh... Salute to the reporter..... If u dont wait till 120days of investigation & arrest the accused, they after FIR, y these police officers are not arrested till date

  • @AmitKumar-ny4zr
    @AmitKumar-ny4zr ชั่วโมงที่ผ่านมา

    Police ର ଦୂବ୍ୟବହାର ସାଧାରଣ ଲୋକ ଙ୍କୁ କରେ, ଥାନା ରେ ଥରେ ଯାଅ ଜାଣିବ, ଦୁଇ ଜଣ ଯିବ, ଦୁଇ ଜଣ ପଇସା ଦେଇକି ଆସିବ, ଭୂଲ କାହାର ଜାଣିବ ପାରିବ ନାହିଁ, ମହିଳା ର ଯଦି ଦୋଷ ଅଛି ଆପଣଙ୍କ କଥା ଅନୁସାରେ, କଣ ଏମିତି ମାଡ଼ ଦବ,

  • @Reenabehera0
    @Reenabehera0 ชั่วโมงที่ผ่านมา +1

    Police Sahab sahi hai ya Major Sahab sahi hai proper investigation kijiye Jo sahi hai inko justice dijiye

  • @kanhucharanrana1000
    @kanhucharanrana1000 38 นาทีที่ผ่านมา

    The matter needs to be inquired by a sitting judge of Hon'ble High Court.

  • @ksgaming7005
    @ksgaming7005 ชั่วโมงที่ผ่านมา

    ବାବୁରେ ସେମାନଙ୍କୁ ବଦଳି କରାଯିବ କାହିଁକି ତୁମ କହିବା ଅନୁଯାୟୀ ସେମାନେ ଦୋଷୀ ପ୍ରମାଣିତ ହୋଇ ନାହାଁନ୍ତି

  • @laxmiprasadrout6999
    @laxmiprasadrout6999 30 นาทีที่ผ่านมา

    ମୋର ଅନୁରୋଧ, ତୁରନ୍ତ ରାଜ୍ଯ ରୁ ପୋଲିସ ବାହିନୀ ହଟେଇ ସେନା ବାହିନୀ କୁ ରାଜ୍ୟର ସୁରକ୍ଷା ଦାଇତ୍ବ ଦିଆଯାଉ

  • @deepakdeepu2646-t6p
    @deepakdeepu2646-t6p 41 นาทีที่ผ่านมา

    ଯଦି ତୋ ଝିଅ କି ତୋ ଘରର ଝିଅ ବୋହୂ ପ୍ରତି ଏମିତି ଘଟଣା ଘଟି ଥାଆନ୍ତା ତୁ ଏମିତି କହିଥାଆନ୍ତୁ କି? ତୁମ ମାନଙ୍କର ମଣିଷ ପଣିଆ ନାହିଁ।

  • @suparfonyfamily
    @suparfonyfamily 34 นาทีที่ผ่านมา

    ସବୁ gov department ର ସଂଘ୍ ଅଛି ଯେତେ ଭୁଲ୍ କଲେ ସେମାନେ dirloguue କରିବାକୁ ଆସି ଯାଆନ୍ତି,ଯେତେବେଳେ ଜଣେ ସାଧାରଣ ଜନତା ,ପ୍ରତାଡ଼ିତ ହଉଚି gov service ଠାରୁ , କେତେ ଲୋକୋ ଙ୍କୁ ଡାକୁଛନ୍ତି ,ଆଉ କେତେ ଶୁଣୁ ଛନ୍ତି,ଆପଣଙ୍କ ଆଇଆଇସି ର ପ୍ରବଳ ଲଫଡା କାହିଁକି ଘଣ୍ଟ ଘଉଡଚ ,ସମାଜ ପାଇଁ କ୍ଷତି ସବିତ୍ ହବ ଜାଣି ପାରୁନାହାନ୍ତି କି