Sir, We the Ex servicemen community respect your reporting. Journalist like you is the pride of Odisha. We salute you from our heart for your neutral reporting. Regards
Odisha ra Thana police Mane kipari byabahara karanti sarbasadharana samaste jananti. Emane bhala re Shanti re basithiba duijana manisaku atyanta kharap byabahara dekheibe kintu kharap byabahara dekhauthiba lokanka upare action nahi. Emane khali nija uniform ra fayda uthanti , darama dhamka Chanda bati adaya. Blackmail. Police ku dekhile kehi safe feel karantini baram daranti . Ei Mane nije madua , magana khia aau anyayi. Shrunkhala rakhantini. FIR lekhanyini olata gali gulaja karanti . Tame Kan pain jaithila, tame Kan pain ghare soithila j chori hela. Tama kabata kahinki pitala ra Kalani j chora bhangidela.... Dunia baje katha bhasa eimane karanti . Sahajya karantini. Badmas sabu. Se lady Mane bi jaumane emananka saha misi eka jati ra. Se jhia madam piu aba gote pasand na hau.... Tame Mane Kan aau kete nyayaban ba tame kete aain shrunkhala pdhi karjya re lagauchha jana sabu. Samastanka chhi padiba , kuha padiba e police mananka upare. Nija kama hin jannantini karana aji jayein emane kama Kari nahanti. Kebala fine collection jananti. Biriyani khai gandi re aish kara. Bahare bhala lokanka character assassination kara. Gada gada abhdra madua buluchhanti. Police kebe kichhi kareni. Emane khali police re bharti heijaichhanti power ra darana dabaku , aau kichhi nuha.
Bhai namaskar,jaha kahile thik kebal gote bhala police wala pai asabu thik but Jane nanchua michhua police ghare pachara Sia khusire achhanti no tention.sethipai problem.ate sabu hela pare gote bhala police wala ku pachara taku suiside karibaku ichha heuthiba jiaki ai case nahi.but gote lanchua ku pachara taku maja laguthiba
@@sahoosangram25Mo suggestion report card collect kari Govt, Police Sangh, magistrate pathantu recruitment pain. Aaji bahut berojagar hei buluchanti. 2 nd suggestion ete parishram kariki jadi aapana mane kama karuchanti please dayakari doshi ki danda diantu, tahele crime karibaku loka daribe. Kintu maximum place re police lancha neiki jiye crime kare taku chhadi decent lokanka sahita kharap behave karuchanti. Please respect your khaki. Please realize your responsibility towards society. Nhele don't go for this nobel profession.
Absolutely lawful analysis. You clearly clarified the lacuna of the police as well as govt. The state is scandalised in whole country . But no lawful strong actions. Many many thanks for your presentation.
1) Was there a periodical training to lower level police officials how to behave the common man who are coming to police station taking a complain by the higher officials of police department ??? 2) Was there a periodical checking of each and every police station of Odisha whether there is CCTV and they are working properly by the higher level police officials??? 3)Was there punishment to the lower police officials when they violet these above mentioned rules as well as the other supreme court guidelines???
Satya sir ନମସ୍କାର,
ନିରପେକ୍ଷ ତର୍ଜମା ପାଇଁ ବହୁତ୍ ଧନ୍ୟବାଦ୍ l
ସତ୍ୟପାଠ ରେ ଯେ ଉପସ୍ଥାପନା କରିଥିଲେ ତାଙ୍କୁ ଧନ୍ୟବାଦ୍।
I saw this channel for the first time... And I am really impressed by your approach while presenting this case... 👍
You are 100% right. ଯଦି ବାର ରେ ମଦ ପିଇବା ଅପରାଧ, ତେବେ ସବୁ ବାର ବନ୍ଦ କରିଦିଅନ୍ତୁ | Why that DCP has not been suspended yet? Who is his Godfather?
Right
କାହିଁକି ମଦ ପିଇବ ଯଦି ଚୁପଚାପ୍ ଘରେ ଯାଇ ହୋଇଥାନ୍ତେ
Truly said.
Salute to your journalism..great analysis
You are 100% correct Sir 🙏
Sir,
We the Ex servicemen community respect your reporting. Journalist like you is the pride of Odisha. We salute you from our heart for your neutral reporting. Regards
It seems conspiracy against Mohan government. Police may be threat for reputation of mohan government.
With you sir
Right ଆପଣ ଏକ ମାତ୍ର ସତ୍ୟର ସନ୍ଧାନ କରୁଛନ୍ତି l ଧନ୍ୟବାଦ 🙏❤️
ଅତି ସୁନ୍ଦର ଉପସ୍ଥାପନା , doctor ମଧ୍ଯ ସନ୍ଦେହ ଘେରରେ , ଶେଷରେ ମଞ୍ଜ କହିଦେଲେ
👍🏻👍🏻👍🏻👍🏻👍🏻🙏🏻🙏🏻🙏🏻🙏🏻
ଆପଣଙ୍କୁ ବହୁତ ଧନ୍ୟ ବାଦ
Immediately an inquiry to started against DCP Praktik Singh, truth will come out.
He is a character less IPS Officer
th-cam.com/video/t8IaElx5AqY/w-d-xo.htmlsi=L95UD_yM5p5zl2nZ
Chikana chor ips officer
Right
ଦୋଷ ସେ ଝିଅର ନୁହଁ। କେବଳ ପୋଲିସ ଦାୟୀ
ଏ ଶଳା ପୋଲିସ ମାନେ ପରା ବେଶି ମଦ ପିଉଛନ୍ତି କିଏ ନ ଜାଣେ ?
You are correct sir 😊
ମହିଳା ଜଣକ ନିଶା ଶକ୍ତ ଆଉ ଯଦି ଖରାପ ବ୍ଯବହାର କରିଛନ୍ତି ତୋ ପୋଲିସ ମାଡ଼ କଣ ପାଇଁ ମାରିଲା, ପୋଲିସ୍ କଣ ନିଶାରେ ଥିଲା.. ପୋଲିସ ରକ୍ଷକ ହୋଇ ଆଇନ କୁ କଣ ପାଇଁ ହାତକୁ ନେଲା,??? ଖରାପ ବ୍ଯବହାର ପ୍ରତିବଦଳ ରେ ଖରପ୍ ବ୍ୟାବହାର ଏହା ପୋଲିସ୍ ର କାମ....,
Right
Police kebala kharap byabahara karini.Police Ankitaku sexually assault karichhi.
I m with u
Very very nice points raised !
ଏ ମୋହନ ମାଝୀ ସରକାର ନବୀନ ସରକାର ଠାରୁ କିଛି କାମ ନୁହେଁ. ଏ ସରକାର ର ଦମ ନାହିଁ କାହାରିକୁ ସାବାଡ଼ କରିବାକୁ. ମାହିଆ ସରକାର ର ଏଇଟା ଗୋଟିଏ ଜ୍ୱଳନ୍ତ ଉଦାହରଣ. ଏଠି Yogi ର buldger ଦରକାର, ନଚେତ ଏ ରାଜ୍ୟ, ମମତା ସରକାର ଠାରୁ ଆହୁରି ତଳକୁ ଚାଲିଯିବ..
Right
You are right sir . I salute to your speech.
ଜାହାଜଣାପଡୁଛି ଏ ଭିଡିଓ ସବୁ ପୋଲିସ କଲେକ୍ସନ କରି ନିଜକୁ ନିର୍ଦ୍ଦୋଷ ସଜେଇବାକୁ ଉଦ୍ୟମ କରୁଛି, ତାହାହେଲେ ଓଡ଼ିଶା ପୋଲିସ୍ ଭାରି ଠିକ୍ କରିଛି ,କେତେ ସାହାସ ,ତେବେ ସରକାର କିଛି ନୁହେଁ ବା ସରକାର ର ଓଉକାତ ନାହିଁ 😢
Thik kahile apana
Satya patha news corect satya patha good nnews wel come satya patha news
Currect analysis sir 👍👍
Thank you for your right information 🙏
very2 good sir
Right Presentation
ମୋହନ ମାଝି ସରକାର ଙ୍କ ଅପାରଗତା ଏବଂ ପାରିବା ପଣିଆ ର ପର୍ଦ୍ଧାଫାଶ ହେଇଗଲା। ଏମାନଙ୍କର ଉଲ୍ଟା ଗଣତି ଆରମ୍ଭ ହୋଇ ଗଲା। ପୋଲିସ ର ଅମାନବୀୟ ର ସୀମା ଟପିଯାଇଛି।
ମୋହନ ସରକାର ୧୦୦ଦିନ ର କଳା କାରନାମା ର ଆରମ୍ଭ ଏବଂ ପତନ ର ଆରମ୍ଭ।
Salute Sir 100% right
Very. Good. 🙏🙏🤝🤝
Your analysis is correct.
Sir ଆପଣଙ୍କ journalism perfect
100% correct
Impressionable speach....satlute
ମୋହନ ମାଝିକୁ ଦଗାଂ ବ୍ୟତିତ ଆଉ କଣ ଜଣା?
ଅତି ସୁନ୍ଦର sir
ସମସ୍ତ ଓଡ଼ିଶା ବାସୀ ଏକ ହୋଇ ରାଜ ରାସ୍ତାକୁ ଓହ୍ଳାଇବା ଦରକାର ।
ଆସନ୍ତୁ sir ଆହ୍ୱାନ ଦିଅନ୍ତୁ ଆମେ ଆପଣଙ୍କ ସାହିତ୍ ଅଛୁ 🙏
ଆଗକୁ ଆନ୍ଦୋଳନ ତୀବ୍ରତାର ହେବ
ଆପଣଙ୍କ ଜ ଜ୍ ମେଣ୍ଟେ 100% ପର୍ସେ ନ୍ଟେ ଠିକ୍ । ଦୁସି ଦଣ୍ଡ ପାଉ।
Sir, your points on video are valid.
ପାଣ୍ଡୁ ନବୀନ ଯୋଡ଼ି କୁ ବଳିଗଲା ଡବଲ ଇଞ୍ଜିନ ସରକାର।
Well covered. Pl continue, ସତ୍ୟ ପଥେ.. ଧର୍ମପଥେ
Absolutely on point
ଆପଣ ଠିକ୍ କଥା କହୁଛନ୍ତି ପ୍ରକୃତ ଦୋଷୀ ହଉଛନ୍ତି ସେ ରାସ୍ତାରେ ଥିବା ପିଲାମାନେ ଏବଂ ପୋଲିସ ସହିତ ରାଜ୍ୟ ସରକାର ମଧ୍ୟ
ସେ ନା ଅଧକ୍ଷ ବୋଲି ଥାନାର କାରନାମା ପଦା କୁ ଆଣିଲେ
Odisha ra Thana police Mane kipari byabahara karanti sarbasadharana samaste jananti. Emane bhala re Shanti re basithiba duijana manisaku atyanta kharap byabahara dekheibe kintu kharap byabahara dekhauthiba lokanka upare action nahi.
Emane khali nija uniform ra fayda uthanti , darama dhamka Chanda bati adaya. Blackmail. Police ku dekhile kehi safe feel karantini baram daranti . Ei Mane nije madua , magana khia aau anyayi. Shrunkhala rakhantini. FIR lekhanyini olata gali gulaja karanti . Tame Kan pain jaithila, tame Kan pain ghare soithila j chori hela. Tama kabata kahinki pitala ra Kalani j chora bhangidela.... Dunia baje katha bhasa eimane karanti . Sahajya karantini.
Badmas sabu. Se lady Mane bi jaumane emananka saha misi eka jati ra.
Se jhia madam piu aba gote pasand na hau.... Tame Mane Kan aau kete nyayaban ba tame kete aain shrunkhala pdhi karjya re lagauchha jana sabu. Samastanka chhi padiba , kuha padiba e police mananka upare. Nija kama hin jannantini karana aji jayein emane kama Kari nahanti. Kebala fine collection jananti. Biriyani khai gandi re aish kara. Bahare bhala lokanka character assassination kara. Gada gada abhdra madua buluchhanti. Police kebe kichhi kareni.
Emane khali police re bharti heijaichhanti power ra darana dabaku , aau kichhi nuha.
Doctor ଙ୍କୁ ଜେରା କରାଯାଉ
Thanks! @satyaprakash...you are raising the absolute correct point. Shame on @odishapolice, @odishacm
Good news
Dhanyawad Satya babu
You are right🙏
ଏଥିପାଇଁ ତ Army ରେ ଓଡି଼ଶା ଵାଟାଲିୟାନ ନାହିଁ କାରଣ ନେହେରୁ ଓଡିଶା ଲୋକଙ୍କୁ ଭଲ ଭାବେ ଵୁଝି ପାରିଥିଲେ ଏମାନେ କିଭଳି ମନୋବୄତ୍ତିର
Great analysis bravo salute to you
You are correct
Just wow for your journalism. Salute❤
Your are doing great journalism ❤❤❤ sir.
ବ୍ରାହ୍ମଣ ଜାତି ପୋଲିସ 😄 ଆମ ଓଡିଶା ର ପରମ ଶତ୍ରୁ
Kemiti?
Sir ଆପଣଙ୍କ ମତାମତ ପାଇଁ ସାଧୁବାଦ ।
Good discussion.
The best presentation
Police ର ଏମିତି କାମ ନିଶ୍ଚିତ ନିନ୍ଦନୀୟ l
ଏହାର ସଠିକ ଭାବେ ତଦନ୍ତ କରାଯାଉ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
ଆଉ ଗୋଟେ କଥା ମୁଁ ସମସ୍ତ ଜନସାଧାରଣଙ୍କୁ ଏବଂ ଆମ ସରକାରଙ୍କୁ କହିବି, ଥରେ କେବେ ଜାଣିବାକୁ ଚେଷ୍ଟା କରନ୍ତୁ କାହିଁକି police କର୍ମଚାରୀଙ୍କ ମାନସିକ ପରିସ୍ଥିତି ଏମିତି ହଉଛି, କଣ ଅସୁବିଧା ହେଉଛି police ଅଧିକାରୀଙ୍କର?
ଆମ ରାଜ୍ୟ ହେଉ କିମ୍ବା ଦେଶ ହେଉ, police department ଗୋଟେ କଦର୍ଯ୍ୟ department କହିଲେ ଅତ୍ୟୁକ୍ତି ହେବନାହିଁ l ଏଠି ହାତେ ମାପି ଚାଖଣ୍ଡେ ଚଳିବାକୁ ଭି ଭୟ ଲାଗେ l Duty hour ରେ କେବେ ସଂଶୋଧନ ଆସିବ, କେବେ police ତା duty time ବାଦ 1 minute ଶାନ୍ତିରେ ନିଶ୍ୱାସ ମାରିବ କେହି ଭି ବୁଝନ୍ତିନି, ନା senior officer ନା ଆଉ କିଏ l ପ୍ରତିଦିନ ଦିନକୁ 17-18 ଘଣ୍ଟା କେତେ ଖଟିବ ଆଉ ବାକି ସମୟରେ ମଧ୍ୟ duty ବିଷୟରେ ଭାବୁଥିବ କଣ କରାଯିବ ବୋଲି l ନା ନିଜକୁ ସମୟ ଦେଇପାରିବ ନା ପରିବାରକୁ l ବାପା ମା ସ୍ତ୍ରୀ ପିଲାଛୁଆଙ୍କ ଦେହ ଖରାପ ସମୟରେ ଭି ଟିକେ ସମୟ ଦେଇ ପାରିବନି l କୌଣସି ଖୁସିବାସିରେ ଭି ସମୟ ଦେଇ ପାରିବନି l କାମ ପ୍ରବଳ, pressure ପ୍ରବଳ ଛୁଟି ମିଳିବାର ନା ଗନ୍ଧ ନାହିଁ l ଆରେ ଜଣେ ମାନସିକ ସ୍ତରରେ ସେତିକି ଭଲ ଥିଲେ ତ ସେ ତାର duty ଠିକ ଭାବେ ସମ୍ପାଦନ କରିପାରିବ l ମାନୁଛି police department ରେ ସବୁବେଳେ ମୁଣ୍ଡରେ pressure ରହିବ, ତା ବୋଲି ଏତେ ସାଙ୍ଘାତିକ ପରିମାଣରେ pressure ରହିବ ତା ନୁହେଁ l ଏ ଗୋଟିଏ ମସ୍ତିଷ୍କ ଭାଇ ଏ pressure cooker ନୁହେଁ, ଟିକେ ସମସ୍ତେ ବୁଝିବାକୁ ଚେଷ୍ଟା କରନ୍ତୁ l ଗୋଟେ police ତା ମୁଣ୍ଡରେ କେତେ tension ଥାଏ କେବଳ ସେ ହିଁ ଜାଣିଥାଏ l କାହାର ଯଦି ବିଶ୍ୱାସ ହେଉନି ତେବେ ଯାହା ପରିବାରରୁ ଯେଉଁ ପୁଅ/ଝିଅ police ଚାକିରି କରିଛି ତା ପରିବାରକୁ ଯାଇ ଟିକେ ଗୋଟେ survey କରି ପଚାରନ୍ତୁ, ତେବେ ଆପଣ ସମସ୍ତେ ହୃଦୟଙ୍ଗମ କରି ପାରିବେ କଣ ବିତୁଛି ଗୋଟେ police ଚାକିରି କରିଥିବା ବ୍ୟକ୍ତିର ଜୀବନରେ l
ମୁଁ ସରକାରଙ୍କୁ ଏତିକି ବିନମ୍ର ଅନୁରୋଧ କରୁଛି ଏ ବିଷୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ l ଆମ ରାଜ୍ୟରେ executive କାର୍ଯ୍ୟର smooth functioning ପାଇଁ ଦୟାକରି police ଥାନା ଏବଂ staff recruitment ରେ ବୃଦ୍ଧି କରାନ୍ତୁ l police ଭି ଜଣେ ସାଧାରଣ ମଣିଷ, ତାହାର ଭି ଦେହ ଜୀବନ ଅଛି, ଦେହ ଖରାପ ସମୟରେ ମଧ୍ୟ ଗୋଟେ ଦିନ duty ରୁ ବିରତି ମିଳୁନାହିଁ l ବହୁତ କଷ୍ଟଦାୟକ, ଥରେ ହୃଦୟଙ୍ଗମ କରନ୍ତୁ ଜାଣିପାରିବେ l ଦୟାକରି police department ର system ରେ ପରିବର୍ତ୍ତନ ଆଣନ୍ତୁ, Britisher ଙ୍କ police ର ସବୁ ନିୟମରୁ କିଛି ଟା ପରିବର୍ତ୍ତନ କରନ୍ତୁ l ଆଜିର ଦିନରେ police ଙ୍କର ମାନସିକ ଅବସ୍ଥା ଯଦି କ୍ଷତିଗ୍ରସ୍ତ ହୋଇଛି ତେବେ ଏଥିପାଇଁ l ମାନୁଛି ସବୁ police କର୍ମଚାରୀ ଭଲ ନୁହନ୍ତି, କିନ୍ତୁ କିଛି ଟା ଖଳ ପ୍ରକୃତିର police କର୍ମଚାରୀଙ୍କ ପାଇଁ ଆଜି ସମ୍ପୂର୍ଣ ଜନସମାଜରେ police ଙ୍କୁ ଅଧିକାଂଶ ଲୋକ ଭଲ ପାଉନାହାନ୍ତି l ଆଉ ପାଞ୍ଚ ଆଙ୍ଗୁଠି କେବେ ଭି ସମାନ ହେଇ ପାରିବନି ଏକଥା ଭି ସମସ୍ତେ ଜାଣିଥିବେ l
ଏହି ଭରତପୁର ଥାନାର case ନିଶ୍ଚିନ୍ତ ନିନ୍ଦନୀୟ, ଏହାପ୍ରତି ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ, ତେଣିକି ସେ ଯିଏ ଭି ଦୋଷୀ ହେଇଥାଉ l
ଜୟ ଜଗନ୍ନାଥ 🙏🙏🙏
Bhai namaskar,jaha kahile thik kebal gote bhala police wala pai asabu thik but Jane nanchua michhua police ghare pachara Sia khusire achhanti no tention.sethipai problem.ate sabu hela pare gote bhala police wala ku pachara taku suiside karibaku ichha heuthiba jiaki ai case nahi.but gote lanchua ku pachara taku maja laguthiba
ତୁମେ ଠିକ କହୁଛ ଭାଇ l
କିନ୍ତୁ ମୁଁ ଚାହୁଁଛି police ଙ୍କ ପ୍ରତି ଜନସାଧାରଣଙ୍କ ମାନସିକତା change ପାଇଁ l
@@sahoosangram25Mo suggestion report card collect kari Govt, Police Sangh, magistrate pathantu recruitment pain. Aaji bahut berojagar hei buluchanti.
2 nd suggestion ete parishram kariki jadi aapana mane kama karuchanti please dayakari doshi ki danda diantu, tahele crime karibaku loka daribe. Kintu maximum place re police lancha neiki jiye crime kare taku chhadi decent lokanka sahita kharap behave karuchanti. Please respect your khaki. Please realize your responsibility towards society. Nhele don't go for this nobel profession.
ଗାଁ ଗହଳିର ବିଜେପି କୁଜି ନେତାମାନେ ମୁଖ୍ୟ ମନ୍ତ୍ରୀ ଆମର କହି କାହାକୁ ମାନୁନାହାନ୍ତି...
10:37 tu hatahele BJD kuji neta
@@MADANMOHANDAS-y8l କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, JDU ବି ହେଇପାରେ...ଖାଲି ବିଜେଡି କେମିତି କହିଲୁ...
@@iamrohitbarik ,tu jaluchhu na se pain
@@MADANMOHANDAS-y8l ଲାଗୁଛି ତୁ ବିଜେପି ର କୁଜିନେତା...ତୋର ବେଶୀ ପଡୁଛି...
@@iamrohitbarik na re tar puduchhi
Such a fabulous interpretation, queries that govt should think
Beautifully brought out all the valid points. Thank you very much
ବହୁତ୍ ବଢିଆ।
Bahut badhia katha kahile sir apan
Logical analysis. Worth listening.
You are right.very good analysis.
Authentic reporting.
ସାର ବିଜେପି ର ସବୁ କାରନାମା ଖୋଲି ଦିୟନ୍ତୁ, ଆପଣ ଙ୍କ ଖବର ବହୁତ ଭଲ ଲାଗେ
Salute to your comments. What you told it is 100% correct
Good sir
Absolutely lawful analysis. You clearly clarified the lacuna of the police as well as govt. The state is scandalised in whole country . But no lawful strong actions. Many many thanks for your presentation.
Correct katha kahichanti.
I am so satisfied with you
Good analysis ❤❤❤
Absolutely heart touching presentation sir salute you for your bravery description bahut sundar upsthapana i pride of you
Excellent Explanation...
Good analysis about this matter
Very good analysis and reporting. 👍👍
Capital Hospital Doctor has given a false report.Action has to be taken against the doctor who has forgotten his or her duty
ଜୟ ଜଗନ୍ନାଥ 🙏
Very nice sir good jarnalist and good analysis
Satya Babu your analysis is hundred percent correct.
Aapne bilkul 💯 sahi kaha
Really Right
Bahut val lagila.Fact,salute❤❤❤❤❤❤❤
Sir,it is really vary logical presentation.
Beautiful Analysis, Thanks.
Satyababu.right.analis
ସତ୍ୟ ପାଠ କୁ ଧନ୍ୟ ବାଦ୍, ଓଡ଼ିଶା ପୁଲିସ ରେ ଅଧିକାଂଶ , ଭାବୁଛନ୍ତି ଆମେ ସର୍ବେ ସର୍ବା
Thank you again
100 dina re amiti aau puni 5 yrs kemiti chaliba , mohan babu pura bekar, resigned dei ki aau thare electron kara
Super cool news....nice
100% correct.
Very nice.
Perfect analysis
Thank you brother atleast you are saying truth...
💯 sata katha..bht badhiya upasthapana..thank you
Right analysis
Excellent deliberation thanks
Right sir❤
❤all right
1) Was there a periodical training to lower level police officials how to behave the common man who are coming to police station taking a complain by the higher officials of police department ???
2) Was there a periodical checking of each and every police station of Odisha whether there is CCTV and they are working properly by the higher level police officials???
3)Was there punishment to the lower police officials when they violet these above mentioned rules as well as the other supreme court guidelines???
Extremely well analysed. Well said. Kudos 👏👏👏❤