Satare apana nka katha bahut madhura Pls apana Semiti kahuthhantu mo jaga bisayare au ame amti sunu thhau Au ama jibana dhhanya heijau Mo mahaprabhu hai
Sir apana jane doctor. prabhu prati amiti bhakti . Apanka ku sir mo prabhu koti paramayu diantu.apanka tharu mo prabhu bisayare suni mu bhasa pauni apanku kemiti dhanyabad debi.? Apanka bhali brahman ye sansaraku bahuta abasyaka.jay jagannath.
The way you tell all the things about lord jagannath, we fell in love more and more everytime.. The love for him increases day by day.. We are so glad that lord jagannath shower his grace through you by your words.. Jay jagannath❤🙏🙏... Apana emti prabhu nka ashirbada ru tanka mahima o gunagana sarbatra prachara karuthantu🙏☺....
ଆପଣଙ୍କ ଶବ୍ଦ ଗୁଡ଼ିକ ଶୁଣିଲେ ଲୋମ ମୂଳ ଟାଙ୍କୁରି ଯାଉଛି ,କି ଭାଷା କି ଶବ୍ଦ ମାଧୂର୍ଯ୍ୟ। ଜୟ ହୋ ଜଗନ୍ନାଥ ସ୍ବାମୀ,ଜୟ ଆପଣଙ୍କର ଏଭଳି ଭକ୍ତ ।ଯିଏ ଏଭଳି ଭକ୍ତଙ୍କ ବାଣୀ ନ ଶୁଣିଛି ତା ଜୀବନରେ ସେ ଜଗନ୍ନାଥଙ୍କ ପ୍ରିୟ ହୋଇପାରିବ ନାହିଁ
Sata katha bahuta madhura
Sata kahile angya
ଜୀବନ ଜଗନ୍ନାଥ ମୟୂହୋଇଗଲା ଜୟ ଜଗନ୍ନାଥ
Satare apana nka katha bahut madhura
Pls apana Semiti kahuthhantu mo jaga bisayare au ame amti sunu thhau
Au ama jibana dhhanya heijau
Mo mahaprabhu hai
Se Jagannath nka Jane bada bhakta, tanku koti koti pranam 🙏🙏🙏
ସୁନ୍ଦର ଉପସ୍ଥାପନା। ଯୟା ବେତ୍ତି ଜଗନ୍ନାଥଂ ସା ବିଦ୍ୟା ପରିକୀର୍ତ୍ତିତା। ଯେନ ପ୍ରୀଣାତି ଭଗବାଂସ୍ତତ୍ କର୍ମ ଅଶୁଭନାଶନମ୍।। ସର୍ବ ମଙ୍ଗଳ ଦାୟକ ଶ୍ରୀଜଗନ୍ନାଥଙ୍କ ଦର୍ଶନ ।। ମଙ୍ଗଳାର୍ପଣ ବିଧାନରେ ଗଙ୍ଗା ମାଟି ଅର୍ପଣ ( ସତ୍ତ୍ଵଲିପି )।ଗଙ୍ଗା ଯମୁନା ସରସ୍ଵତୀ। ପାଦରୁ ବହି ଆସିଛନ୍ତି।। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ
Archana. Jay jaganath Prabhu dhanya tuma Lila.
ଆତ୍ମା କୁ ଆଜି ଶାନ୍ତି ମିଳିଗଲା ଆପଣଙ୍କ ର କଥା ଶୁଣି ପ୍ରଭୁ 🙏🙏🙏🙏🙏🙏🙏🙏🙏
ଯେଉଁସବୁ ଜିନିଷ ଜୀବନ ରେ ଦେଖି ପ୍ରକୃତ କିଛି ଜାଣିବା ବୁଝିବା ନିହାତି ଆବଶ୍ୟକ ଅଛି.....ଆମ ପାଇଁ...ସେ ସବୁ ଲୋକେ ଦେଖିବେନି.... ଫାଲତୁ ଜିନିଷ ଦେଖି.....Million Million like..... କରିବେ..... ବା ବା....
ପ୍ରଭୁ କିସ ବହୁନିବି ଚରଣ
ତିନି ପୂର ଲୋକ ଯାହାର ଶରଣ
ମୋତେ ଶରଣ ଦେବ ନାରାୟଣ
🙏 ଜୟ ଜଗନ୍ନାଥ 🙏
❤️🙏❤️ଆଶୁତୋଷ ଭାଇନା ଙ୍କୁ ମୋର ହୃଦୟରୁ ପ୍ରଣାମ ❤️🙏❤️ମହାପ୍ରଭୁ ଙ୍କର ଆଶୀର୍ବାଦ ସଦା ସର୍ବଦା ଏମିତି ରହିଥାଉ ଓ ମା ସରସ୍ବତୀ ତାଙ୍କ କଣ୍ଠ ରେ ବସି ଥାନ୍ତୁ ସଦା ସର୍ବଦା ❤️🙏❤️
Jai jagannath jai mohaprovu
He mahaprabhu 🙏🙏Sir apna jetetebele Jagare,kalia re kuhanti Aha!... Hrudaya khusire bharijae ! Sir emiti kahuthantu, au ame suni suni ,mahaprabhu nku ahuri bhala paijau... 🙏
ହେ ମହୋଦୟ,ଆପଣ ପ୍ରଭୁ ଜଗନ୍ନାଥଙ୍କ ଲୀଳା କୁ ପ୍ରଚାରିତ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
Jay Jagannath ❤🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏....
ଆପଣଙ୍କ ମୁଖରୁ କାଳିଆର ଏ ପ୍ରକାର ଅପୂର୍ବ ଲୀଳା ଶ୍ରବଣ କରି ଆପେ ଆପେ ଆଖିରୁ ଅଶ୍ରୁ ବାହାରି ଆସୁଛି।ହେ କାଳିଆ ସାଆନ୍ତ, ତୋର କୃପାଦୃଷ୍ଟି ସଦାସର୍ବଦା ଏମିତି ରହିଥାଉ ରେ🥰🥰🥰
Radhe Radhe jaga
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🌹🌹🌹🌼🌼🌼🛕🛕🛕🙏🙏🙏
Joy jogonnath,bohu kichu janlam,amar jibon sarthok
Sir pranm jay shree jaganath
Dr asutosh babu tumar mukharu manimanka Lila srabana Kari Bhakta mananka jibana dhanya heijauchi and akhiru Luha bohijauchi
ଆଗ୍ୟାଂ ଆପଣ କେତେଦିନ ଅପେକ୍ଷା କରାଉଛନ୍ତି କି ଯାତନା ଏଇ ଆଗ୍ୟାଂ 🙏🏻❤️
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jay Jagannath swami nayan patha gami bhaba tume hari bola 🙏।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏ଆଷୁତୋଶ ଭାଇ ଧନ୍ଯ ତୁମେ 🙏ଧନ୍ଯ ତୁମର ମାତା ପିତା 🙏ତୁମର ପ୍ରତ୍ୟେକ ବାକ୍ୟରେ କୁହୁକ ଅଛି। ପ୍ରଭୁଙ୍କ କଥା ତୁମ ମୁହଁରୁ ଥରେ ଆରମ୍ଭ ହେଲେ କଥା ନ ବଢିବା ଯାଏ କାନ ଆଉ କିଛି ଶୁଣିବାକୁ ଚାହେଁନି 🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Jai Jagannath.. Mahaprabhu
.
Sir apana jane doctor. prabhu prati amiti bhakti . Apanka ku sir mo prabhu koti paramayu diantu.apanka tharu mo prabhu bisayare suni mu bhasa pauni apanku kemiti dhanyabad debi.? Apanka bhali brahman ye sansaraku bahuta abasyaka.jay jagannath.
ଡେରି ବେଶୀ କରନ୍ତୁନି ❤️🙏🏻
Mahapravu nkara Krupa hele tankara sanidhya paibu.
Sei karunaku apekhya karichhi.
Ichhamaya nka Krupa heu.
Jay Jaganath Mahapravu
🙏🙏🙏🙏
manima mahapravu tamehni varasa 😊🌹🌷🌿
Jay jagannath, dhanya apanka jibana
Jay jagannath mahaprabhu
Jay jagarnath sir🙏
Jay jagannath swami nayan pathagami bhaba tume
Jay jagannath🇳🇵🙏👣🙏 sir
ଆଶୁତୋଷ ବାବୁ ଆପଣଙ୍କ ଭଳି ଭକ୍ତ ପାଇ ଆମେ ଧନ୍ୟ । ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଭାବମୟ। ଜୟ ଶ୍ରୀଜଗନ୍ନାଥ।
ଜୟ ଶ୍ରୀମହାପ୍ରଭୁ !
ରମଣୀୟଂ ଶିକ୍ଷଣୀୟଂ କରଣୀୟଂ ଚ
Jay Jagannath Swami
Jay Jagannath jay jay Jagannath
ଆପଣଙ୍କର ମଧୁର ବଚନ ଶୁଣିମ ମନ ତଋୁପ୍ତି ଲାଗିଲା ଓ ଭକ୍ତି ଭାବ ଜାଗ୍ରତ ହେଲା ଆପଣଙ୍କୁ ବହୁତ ଧନ୍ଯବାଦ
Mo hrudaya ru bahut bahut dhanyabad sir...amaku puni thare manimaa nka katha suneithibaru..apanka talking style bahut vala lagithae..jay jagannath🙏🙏❤❤
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମୋ କାଲିଆ ସୁନା 🥰❤️🌺🙏🌺❤️🥰
⭕❗⭕JAY JAGANATHA MAHAPRABHU 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ
jay shree jagannath
ଜୟ ଜଗନ୍ନାଥ
ଆଶୁତୋଷ ବାବୁ ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଲାଭ କରନ୍ତୁ ଓ ସୁସ୍ଥ ଦୀର୍ଘାୟୁ ଜୀବନ ଅତିବାହିତ କରନ୍ତୁ।
Jay jagannath swami nayana patha gami vaba tuma many many thanks brother 🙏 🙏 🙏 🙏
ସୀମିତ ଚିନ୍ତାରେ ସୀମିତ ବୁଦ୍ଧିରେ ସୀମିତ ସମୟରେ ଏ ପାବନ କଠାମୃତର ଆନନ୍ଦ ଅବର୍ଣ୍ଣନୀୟ 🙏 କୋଟି କୋଟି ଓଡିଆଙ୍କ hrudayanantha ଜଗନ୍ନାଥ କ୍ରିପକରି ଆପଣଙ୍କୁ ପଠାଇଛନ୍ତି ତାଙ୍କ lilamritaku ଆମ ପରିକା ବଧ ଜୀବ ଶୁଣି ଉଦ୍ଧାର ହେବା ପାଇଁ🙏 ଜଗନ୍ନାଥ
ମଙ୍ଗଳ କରନ୍ତୁ 🙏🙏🙏🙏🙏🙏🙏🙏
Very nice.Jay Jagannath.
ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ଅଚ୍ୟୁତ ନାରାୟଣ ନମ୍ଃ ଜୟ ଗୋମାତା ଜୟ ଗୋପାଳ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏...
ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️..
ମହାପ୍ରଭୁ ମହାବାହୁ ହେ , ତୁମ ଛଡା ଆଉ କିଏ ଅଛି ହେ ମଣିମା , ତୁମେ ତ ଯୁଗେ ଯୁଗେ ମୋର ହିଁ ମୋର 😭😭😭
ବାବୁ ଆଶୁତୋଷ , ତୁମ ତୁଣ୍ଡରୁ ମୋ ମଣିମା ଙ୍କ କଥାମୃତ ଶ୍ରବଣ କରି ମନ ତୃପ୍ତ ହୋଇଗଲା , ସତରେ ଭଲପାଇବା ତ ଆମ ମଣିମାଙ୍କୁ , ବହୁତ ଭଲ ଲାଗିଲା , ମଣିମା ଏମିତି କୁହାଉ ଥାନ୍ତୁ ତୁମ ତୁଣ୍ଡରୁ ଆମେ ଶ୍ରବଣ କରୁଥାଉ , ମଣିମା ହେ ଏହାହିଁ କାମନା 🙏❤️🙏..
sata katha
Thakur tuma pada padma re sharan dia prabhu.
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏 ହେ ମହାପ୍ରଭୁ ସବୁ ତୁମ ଲୀଳା
Jay Jagannth Ashutosh bhai pranam.
ଆପଣ ଙ୍କ ଭାଷା ବ୍ରହ୍ମ ରେ ସେ ବ୍ରହ୍ମାଣ୍ଡ ନାୟକ ଙ୍କ ରୂପ ଝଲସି ଉଠୁଛି ।ହୃଦୟ କୋଣ ରୁ ଆପଣଙ୍କୁ ଦଣ୍ଡବତ🙏🙏🙏
Apana nka kahiba saili khuba sundar ,jay jagannath🙏🙏🙏
Radhe Radhe ji🙏🙏🙏
Aama kaliaa
ଆପଣଙ୍କ ଉପସ୍ଥାପନା ଖୁବ ଚମତ୍କାର। ଜୟ ଶ୍ରୀଜଗନ୍ନାଥ। ।।।।।
ନମସ୍କାର ସାର , ଆପଣଙ୍କ ଭାବ, ଭାଷା, ବର୍ଣ୍ଣନା ର ପରିପ୍ରକାଶ ସବୁ ଜଗନ୍ନାଥ ମୟ। ମହାପ୍ରଭୁଙ୍କ ଅପାର କରୁଣା ଯେ ସେ ଆପଣଙ୍କ ବିନମ୍ବ୍ର ବାଣୀ ବଚନରେ ଆମକୁ ତାଙ୍କ ମହିମାର,ଲୀଳା ର ଅପୂର୍ବ ଗାଥା ଶୁଣାଇ କୃତାର୍ଥ କରିଛନ୍ତି। ସେ ଆପଣଙ୍କୁ ଆହୁରି ଭାବ ଦିଅନ୍ତୁ ,ତାଙ୍କ ବିରହ ଓ ମିଳନ ଆପଣଙ୍କୁ ଅନେକ ସୌଖ୍ୟ ପ୍ରଦାନ କରୁ। ଜୟ ମହାପ୍ରଭୁ।
Sir 🙏
Aapanaku anek anek dhanyabad je aamaku prabhunka nikataru nikatatara karauchanti 🙏🙏🙏
Dhanya apana 🙏🏻🙏🏻🙏🏻🙏🏻
Maha Prabhu nka charana re ananta koti dandabata jay jagannath
Jay jagannath Jay jagannath Jay jagannath
My gurudev bhagwan Sri malook peethadhiswar
Jai jagannath jai jagannath jai jai jagannath prabhu anku bhala kari dia he dayamaya atiki taba shree charana kamalare akula nibedana 🪔🪔🪔🪔🪔🙏❤️
Jay Jagganath
Jay jagannath 🙏
Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤❤❤❤❤❤❤❤❤❤❤❤❤❤❤
Jai jagannath mahaprabhu...
Sir ,bahut sundar ,mana khusi heijauchi jemiti ama pakhare kala thakur achanty ,emiti amaku kala thakura bisayare sunauthantu. Jay jagannath
Jay Jagannath Swami 🙏🙏🙏🙏🙏🙏🙏🙏
ଭାବବିହ୍ଵଳ କରିଦେଲେ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath Swami
Jagannath Jay jagannath
Jay Jagannath. Akhire luha aasijaye aapanankara yei katha pade suninele. Mana chahne Sabubele sunuthanti ki mahaprabhu nka katha.
The way you tell all the things about lord jagannath, we fell in love more and more everytime.. The love for him increases day by day.. We are so glad that lord jagannath shower his grace through you by your words.. Jay jagannath❤🙏🙏... Apana emti prabhu nka ashirbada ru tanka mahima o gunagana sarbatra prachara karuthantu🙏☺....
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଓଡିଆଙ୍କ ପ୍ରାଣର ଠାକୁର ମଣିମା ମହାପ୍ରଭୂ କୋଟି କୋଟି ଦଣ୍ଡବତ ମଣିମା କୋଟି କୋଟି ଦଣ୍ଡବତ 🙏🙏
Mo suna se mo jivana🙏😭🙏
Jay mahaprabhu 🛕🙏🙏
Love you Kalia.Missing you so much.
Jai jagannath
ବହୁତ ସୁନ୍ଦର ଭାବ। ବହୁତ ସୁନ୍ଦର ବର୍ଣ୍ଣନା ଜୟ ଜଗନ୍ନାଥ 🙏🙏🙏
ମିଳନ ଓ ବିରହର ଫଳାଫଳର ଅତି ସୁନ୍ଦର , ସହଜ ଓ ସରଳ ବ୍ୟାଖ୍ୟା ଉଦାହରଣ ସହିତ । ଜୟଜଗନ୍ନାଥ 🙏🙏🙏
Ati sundar presentation...May Lord Jagannath bless you...Emiti prabhunka katha kahi chalantu...Jai Jagannath
❤ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମଣିମା ଶରଣ ମହାବାହୁ ଜୟ ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
🙏🙏🙏
Jay Jagannath Swami Nayanapathagami Bhaba Tume 🙏🙏🙏🙏
ଆଜ୍ଞା ପ୍ରଣାମ ବହୁତ ସୁନ୍ଦର ଉପସ୍ଥାପନା🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏
ହେ ମହା ପ୍ରଭୁ ତୁମ ଚରଣ ରେ କୋଟି ପ୍ରଣାମ 🙏🙏🙏🙏🙏🙏🙏
🙏🏻🙏🏻😭😭😭
ହେ ମହାପ୍ରଭୁ 🙏😭
❤️🙏❤️ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ ❤️🙏❤️
ହେ ମହାବାହୁ ବଳିୟାରଭୁଜ ହେ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ତତେ ସତ କୋଟି ଦଣ୍ଡବତ
Radhe Radhe 🙏 Jay Jagannath 🙏 Jay Gopal 🙏🏼 jayAmrutakatha 🙏🙏🙏 Jay Jagannath koti koti pranam 🙏🙏🙏🙏❤️🌹🙏🙏
asutosh Babu Jai jagannath.
Kaliare satare Tu kete mahan 😭😭😭😭😘😘😘
JAY JAGANNATH PRANAM SIR🙏🙏🙏🙏🙏
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
ଜୟ ହେ ଜଗନ୍ନାଥ ତୁମ ଲୀଳା ତୁମକୁ ଜଣା ପ୍ରଭୁ 🙏😇
Manima maa nka Jay heu 🙏
Jai Jagannath🙏.. Sabu dina mandira jai darshan kare ebe nirikhibi mo dhana ku.. Mo dhana katha kuhe sunibi kana lageiki.. Jai jagannath Bhai 🙏🙏