ରାଇଦାମୋଦର ବେଶ କଣ ? ବାଳଭୋଗ କଣ ? Jagannath Mahima | Dr. Ashutosh Prasad Mishra | Kaliara Kartika 4
ฝัง
- เผยแพร่เมื่อ 7 ก.พ. 2025
- ରାଇଦାମୋଦର ବେଶ କଣ ?
ମହାପ୍ରଭୁ ଜଗନ୍ନାଥ କାହିଁକି ହୁଅନ୍ତି ରାଧା ଦାମୋଦର ବେଶ ?
ବାଳଧୂପ କଣ ? ବାଳଭୋଗ କଣ ?
କାହିଁକି ଗଜପତି ମହାରାଜାଙ୍କ ଘରୁ ବାଳଭୋଗ ଆସିଥାଏ ?
Kaliara Kartika 4
Dr. Ashutosh Prasad Mishra
Jagannath Mahima
Odisha 365
Rai damodar Besha
Radha Damodar Besha
Bala Bhoga
Bala Dhupa
#raidamodarbesha #drashutoshprasadmishra #jagannathmahima #odisha365 #balabhoga #baladhupa
ଜୟ ଜଗନ୍ନାଥ ଆଶୁତୋଷ ବାବୁ 🙏
ପ୍ରଭୁ ଙ୍କ କଥା ଆପଣ ଙ୍କ ମୁଖ ରୁ ଶୁଣିଲେ ଲୋମ ଟାଙ୍କୁରି ଉଠେ। ଅତି ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କରନ୍ତି। ସେ ବି ସେମିତି ଆମ କାଳିଆ ଠାକୁର 🥰🙏❤⚘️
ଆପଣଙ୍କ ଭକ୍ତି କୁ ଦଣ୍ଡବତ ପ୍ରଣାମ🙏🙏
ଆପଣଙ୍କ ଜିଭ ରେ ନିଶ୍ଚୟ ମା ସରସ୍ଵତୀ ଙ୍କ ବାସ
ଧର୍ମ ବିଶ୍ବାସୀ ହୋଇଥାନ୍ତି 🙏🙏🙏🙏😭😭😭
ଜୟ ଜଗନ୍ନାଥ ଆପଣଙ୍କ ଉପଦେଶ ମୋତେ ବହୁତ୍ ଭଲ ଲାଗେ
ଜୟ ଜଗନ୍ନାଥ
ମହାପ୍ରଭୁ ଅପଙ୍କର ମଙ୍ଗଳ କରନ୍ତୁ
ରାଇ ଦାମୋଦର ନମୋସ୍ତୁତେ ❤❤❤
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ,🙏🙏ଭଵ ତୁମେ
ଅତି ସୁନ୍ଦର କଥା 👌 ♥️ ଜୟ ଜଗନ୍ନାଥ 🙏🏾
ଆପଣଙ୍କ କଥା ଶୁଣିଲେ ଦେହ ଶିହରି ଯାଏ । ଧନ୍ୟ ହେଇଗଲି ମୁଁ। ମହାପ୍ରଭୁ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ ♥️
Dr. Aashutosh Mishra apanku gotie maa ra anek subechha o abhinandan
କାଳିଆ ଠାକୁର ମହିମା ଅପାର
ଲୀଳାମୟ ଚକାଆଖି
କୋଟି ବ୍ରହ୍ମାଣ୍ଡର ନାଥ ତୁମେ ପ୍ରଭୁ
ଆମ ଶ୍ରୀ ମନ୍ଦିର ସାକ୍ଷୀ 🙏🏾
ମୋ ଜଗନ୍ନାଥ ସ୍ବାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ
ଆହା ମୋ ମଣିମାଙ୍କର ଅମୃତ କଥା ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି।ମନ ପ୍ରାଣ ଶାନ୍ତି ହେଇଯାଉଛି।ଆପଣ ସବୁବେଳେ ମହାପ୍ରଭୁଙ୍କର କଥାକୁ ଏଇମିତି ଆମକୁ ଶୁଣ ଉଥାନ୍ତୁ ଆଉ ମଣିମାଙ୍କର ଭାବରେ ପ୍ରେମରେ ଏ ମନ,ପ୍ରାଣ, ହୃଦୟ,ବୁଡିରହୁ।ଜୟ ଜଗନ୍ନାଥ।
JAY JAY SHREE JAGANNATH SWAMI NAYANAPATHAGAAMI BHAVA TUME PRABHU 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ମଣିମା ମୋ 🙏🙏
ଆଶୁତୋଷ sir ଆପଣ କୋଉଠି ଥିଲେ ଆଜ୍ଞା 🙏
ଆପଣ ଙ୍କ ପାଖରୁ ସେ କଳା ଶ୍ରୀମୁଖ ଙ୍କ ବାଣୀ ଏ କର୍ଣ ଗୁହରରେ ନ ପଡିଲେ ସତେ ଯେପରି ସବୁ ଅପୂର୍ଣ୍ଣ ଲାଗେ 🙏ଦୟାକରି ସବୁବେଳେ ଏତିକି କୃପାମୟ କୃପା କରନ୍ତୁ କି ଆପଣ ଙ୍କ ଠାରୁ ମୋ ମଣିମା ଙ୍କ ଲୀଳା ବର୍ଣନା କରାଉଥାନ୍ତୁ 🙏ଏତିକି ଏ ଅଭାବୀ ମଣିଷ ର ବିନମ୍ର ନିବେଦନ sir 🙏🙏
ମଣିମା ହେ ମଣିମା ମୋ କାଳିଆ ଧନ ସୁନା ମଣିମା 🙏❤️🙏 ମଣିମା ହେ ଏମିତି ଆମ ଏ ଆଶୁତୋଷ ବାବୁ ଙ୍କ ତୁଣ୍ଡରୁ ତୁମ ମହିମା ଶୁଣୁ ଥାଉ.. ବହୁତ ସାରା ଶୁଭେଚ୍ଛା ସହ❤
କି ବର୍ଣ୍ଣନା ! ଅତୁଳନୀୟ ଅବଣ୍ଣନୀୟ ଆଖିରୁ ଧାର ଧାର ଅଶ୍ରୁ ନିର୍ଗତ ହେଇଯାଉଛି ମୋର । ଜୟ ଜୟ ଜଗନ୍ନାଥ 🙏ଜୟ ଜୟ ଜଗନ୍ନାଥ 🙏 ଜୟ ଜୟ ଜଗନ୍ନାଥ । ଆପଣଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଭଗବାନ ଙ୍କୁ ପ୍ରାର୍ଥନା 🙏
ଧନ୍ୟ ହେଲି, ମହାପ୍ରଭୁ ଙ୍କ ଦର୍ଶନ ଅଭିଳାଷରେ... 👏👏👏👏👏
Dr.Asutosh babu nku pranam.Angyan nka paribesana ati madhur.Sunila bele Prabhu nka lila anubhab heuchhi,
ମଣିମା ହେ ମୋର ଆପଣଙ୍କ କୃପାରୁ କେବେ ବଞ୍ଚିତ କରିବନି ସାଆନ୍ତେ ମୋ ପ୍ରାଣ ପ୍ରିୟ 🙏❤️🙏
ପ୍ରତୀକ୍ଷା ଆପଣଙ୍କ ମୁଖନିସୃତ ହରି ବାଣୀ ର
ସତେ ଅବା ଚାତକ ପକ୍ଷୀ ର ବର୍ଷା ର ଆଗମନର।।
ଆପଣଙ୍କ ବର୍ଣନା ଶୁଣି ଆଖିରେ ଲୁହ ଆସିଗଲା ମହାଶୟ ଏପରି ଦୁର୍ମୂଲ୍ୟ ବାଣୀ ଶୁଣାନ୍ତୁ ଜୟ ଜଗନ୍ନାଥ 🎉🙏💯
ମଣିମା ମହାବାହୁ ଙ୍କ ଶ୍ରୀ ପୟରେ କୋଟି କୋଟି ଦଣ୍ଡବତ 🙏🙏🙏🙏😍😍😍😍
ଆଶୁତଷ sir ଙ୍କୁ ମଣିମା ଦୀର୍ଘାୟୁ କରନ୍ତୁ 🙏🙏🥰
ମୋ ଜ୍ଞାତି ପରିଜନ ସିନା ମଶାଣି ଯାଏ ଯିବେ, ମୁଁ ତ ତୋ ପାଖେ ରହିବି ଜୁଇ ମୋର ଜଳିଲା ପରେ ବି।ଆହା ଏମିତି ଭକ୍ତର ପ୍ରାଣପ୍ରିୟ ଭକ୍ତର ଦୁଃଖରେ ଦୁଃଖୀ ତାର ସୁଖରେ ସୁଖୀ ମୋ ମହାପ୍ରଭୁଏହାଠୁ ଆଉ କ'ଣ ବା ସୁଖଦ ହେଇପାରେ ସଂସାରରେ
🙏ଜୟ ଜଗନ୍ନାଥ 🙏ଡାକ୍ତର ବାବୁ ଆପଣଙ୍କ ଏହି ଶ୍ରୀ ବାର୍ତା ଶୁଣି ମନୋଟି ମୋର ପ୍ରଫୁଲୀତ କରିଛି 🙏ଜୟ ଜଗନ୍ନାଥ
କାଲି ଠାରୁ ମୁଁ ମହାପ୍ରଭୁଙ୍କ ପ୍ରସଙ୍ଗ ଶ୍ରବଣ କରିନଥିବାରୁ ମୁଁ ଦୁଃଖିତ
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
ଠିକ୍ 🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ଶୁଣନ୍ତି ଆଉ ସବୁ କଥା ବି ବୁଝନ୍ତି 🙏🙏🙏🙏🙏🙏
ଜୟ ଜଗନ୍ନାଥ ♥️
ସେ ହଟିଆ କାଳିଆ ର ଲୀଳା ସେ ହିଁ ଜାଣେ ।❤
Jai prabhu mo Jagannath swami, sabu bele amasathey satheythao
prabhu....atiki he guhari🙏🙏🙏
Sayane sapane jagaraney sabu bele mu mo prabhu ku dekhuthai atiki he ashreebad karantu bhai, thakuranku Moro guhari janaiba Hebe...pranam guru bhai
Sir apanka katha bahut bhala laguchhi.Jay mahapravu
Sir Apanku pranm jay shree jaganath😢
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ମହାବାହୁ ଜୟ ଶ୍ରୀ ରାଧେ ଗୋବିନ୍ଦ ରାଧେ ଜୟ ଜୟ ଜଗନ୍ନାଥ।
କୃପାସିନ୍ଧୁ ହେ!ତୁମ କୃପାର ତ ଅନ୍ତ ନାହିଁ ମଣିମା,ତୁମେ ନ ଚାହିଁଲେ କି ଆମେ ଏ ଅମୃତତୁଲ୍ୟ ମହିମା ତୁମର ଶୁଣିପାରନ୍ତୁ... ଜୟ ଜଗନ୍ନାଥ ❤️🙏
ଜୟ ମଣିମା 🙏
ଜୟ ଜଗନ୍ନାଥ ସ୍ବାମୀ ⭕‼️⭕🙏🙏🙏🙏
Mo pravu
Jay Jagannath ❤😊
ଜୟ ଜଗନ୍ନାଥ ସୁନ୍ଦର ଅନୁଭୂତି ଶୁଣି ଆନନ୍ଦ ପାଉଛି
ଜୟ ଜଗନ୍ନାଥ ଶରଣମ୍
ହେ ମଣିମା ମହାବାହୁ ❤️🙏❤️🙏❤️
Maa❤️🙏Bada Manima❤️🙏Manima❤️🙏
କାଳିଆରେ ଭଲରେଥା, ତୋର :କଣ ଦର୍କାର କହିବୁ, ମୋସୁଖ ନେଇ ତୋର ଦୁଃଖ ଦେଇଦବୁ 🙏🌹🙏♥️
Jai jagannath aapanku dekhile mana positivity re bharijauchi
Mahaprabhu nkara SREE CHARANA TALE ANANTA KOTI PRANAM ! Aapana nkara charana tale Pranam . Aapank Pita Mata dhanya se duijana emiti deva tulya putra paichhanti . Aapanka Pita Mata nku koti Pranam .
Excellent Dr.Mishra no words for you.Pray Lord Jagannath Swami for your bright future.Stay blessed.🙏🙏🙏🙏
Jay jagnnath swami nayan patha gami bhaba tume🙏🙏🙏🙏🙏🙏
ହେ ଜଗନ୍ନାଥ ଆପଣଙ୍କର ଜୟ ହେଉ
ଆପଣଙ୍କୁ ଧନ୍ୟବାଦ.
ମୋ ମହାପ୍ରଭୁ 🙏🙏🙏🙏
Asutosh sir every week min two video 🙏
Jai jagannath saranam Prabhu saranam 🌹🌹🌹🙏🙏🙏🙏
Thank you so much Prabhuji 🙏
Jay Jay jagannath 🙏koti koti dandwat jagannath ji ra besa lila, katha suneibar lgi, mahaprabhu aamku amiti krupa kari thantu🙏
ମଣିମାଙ୍କ ସର୍ବଦା ଜୟ ହେଉ 🙏 ମହାପ୍ରଭୁଙ୍କ ସର୍ବଦା ଜୟ ହେଉ 🙏
Manima guhari sunima heu manima 🙏🙏🙏😭❤️
ମଣିମା ମଣିମା ମଣିମା ମଣିମା ଶ୍ରୀ ପୟରେ କୋଟି ଦଣ୍ଡବତ,🙏🙏🙏❤️❤️❤️
🙏❤️❤️ଜୟ ଶ୍ରୀ ରାଧେକୃଷ୍ଣ ମହାପ୍ରଭୁ ❤️❤️🙏
Aha! Ki sundara barnana apananka muhanru suni dhanyavaad heijauchhi
Jaya Jagannath 🙏🙏🙏🙏
ଲୀଳାମୟଙ୍କ ଲୀଳା ଅପାର, ଜୟ ଜଗନ୍ନାଥ 🙏🙏🙏
Mo prabhu nka kathamruta ku srabana kari dhanyahegali ⭕❗⭕🙏❤Jay Shree Jagannath🙏❤🙏❤❤❤❤❤
ମଣିମା ହେ 🙏🙏🙏🙏
Jaya Jagannatha Jaya Asutoshjee Maha Kartika Masare Mahaprabhunka Rai Damodara Bisayare Attisundra Bhabare Barnana Karithibaru Asesh Asesh Krutangyata Janauchi Dhanyabad
Bahut sunder Katha tiya kahilay bhai bhagaban tumara Mangala karantu jai jagannath Swami Nayana Patha gami bhaba tumhe 🙏🙏🙏
🙏🙏🙏Jaya Jaya Shree Jagannath.Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏....Guruji 🙏🙏🙏...
Mo manima nkara jay heu ♥️♥️♥️🙏♥️🙏🙏♥️🙏♥️🙏🙏♥️♥️
Jay jagannath pranam mahasaya rai damodara besa suni bhala lagila prabhu apanku daya karantu
জয় জগন্নাথ মহাপ্রভু, প্রণাম নিও ঠাকুর
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
Jay Jagannath Mo Mahaprabhu Nkara Jay Hau Mo Kalia Samanta
Jay mahali MAA Jay tadua maha Patra Jay Dr asutosh sir 🙏 jete prashansa kale bi Kam Jay jaganath 🙏🙏❤️❤️
Jai jagannath. Dhanya tu bapa.
🙏🏻🙏🏻🙏🏻ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻
ଜୟ ଜଗନ୍ନାଥ 🙏🙏🙏
Jay Jagannath Jay Balabhadra Jay Maa Subhadraa
Jay Jagannath Jay anata Jay ho 🙏🙏🚩
Jay jagannath 🙏🙏Prabhu nku koti koti juhar...🙏🙏🪔🪔
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏🙏
ମୋ କାଳିଆ ସାଆନ୍ତେ
ଜୟ ଜୟ ଜଗନ୍ନାଥ ମହାପ୍ରଭୁ
Jay Jay Shree Jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏🙏
Hee manima mahaprabhu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ
Jay shree jagann baba🙏aapana bhala a6ntita bahut khojuthili❤❤ Jagannath bless you🙏🙏🙏🙏
Jai Radha damodar
Jay Gurudev🙏🙏🙏❤❤❤❤❤❤
Jay jagannath 🙏🙏🙏
Very nice
Jay jagannath swami 🙏🏻🙏🏻🙏🏻🙏🏻
Jay shree Jagannath Swami guruji pranam
Thank you bhaina,bahut bahut dhanyawad, Jay jagannath 🙏🙏🙏
Jay jagannath
Thik katha,, Jai jagannath
Jay jagannath swayami nayana patha gami bhaba tuma 🙏
Jay Jagannath Swami Nayanpathagami bhabatume
Mo prabhu jagannath
Jai jagannath 🙏🙏🙏
Jay jagannath❤❤❤.
Jay Jagannath Jay Jagannath Jay jay Sri Jagannath. 🌻🌻🌻
Tik kahile sir
Jaya Sree Jagannatha Swami Jaya Seta Bhakta Bhabra Bandhare Seta Bhakta Jibanadhana Tutanku Khojile Setote Khojanti Seta Bhakta Hruda Chandana
Jay jagannth swami pranam Pravu
Jay sree Radha Damodar 🙏
I have gone through this fact in the book of SriGaneshPrasad Parija but ur talk is wonderful