Bhaina apana jebe jagannath mahima upasthapana karanti mora bhakti re munda nai pade au mu bi apananka mukha nishruta bani sunibi boli aneiki basuchi Jai jagannath
Jay Jagannath, apananka bhaba, bhakti bhara upasthapana atyanta hrudaysparshi.Abinaswar Shree Jagannath book re apanankar article mu padhichi ae prasanga upare.Mahapravu nka apar krupa prapta apan.
ସେ ତ ଭକତ ଭାବରେ ବିନ୍ଧାରେ
ସେ ତ ଭକତ ଜୀବନ ଧନ❤❤❤❤❤
ଭାଇ କି ସୁନ୍ଦର ତୁମେ, କି ଭାଷା, କି ସବ୍ଦ, କି ପରିପ୍ରକାଶ,ଜୟ ଜଗନ୍ନାଥ
ଆପଣଂକ ବକ୍ତବ୍ଯ ଅତୀବ ହୃଦୟ ସ୍ପର୍ଶୀ। ଅନୁଭୂତି ଶ୍ରବଣ କରି ବିହ୍ବଳିତା ହେଲି। ଜୟ ଜଗନ୍ନାଥ ସ୍ବାମୀ 💐🌹🙏🏼🙏🏼🌹💐
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🌹🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ... 🙏🙏🙏
ODISHA 365 ଙ୍କୁ ଅନେକ ଅନେକ ଧନ୍ୟବାଦ. ଅତି ସୁନ୍ଦର ଆପଣଙ୍କ ପ୍ରୟାସ..
ମହାଶୟ ଶ୍ରୀଯୁକ୍ତ ଆଶୁତୋଷ ବାପା.. ଆପଣଙ୍କର ବିବରଣୀ ହେଉ ଯେ କୌଣସି ଉପସ୍ଥାପନା ହେଉ ମୋତେ ସବୁ କିଛି ଶୁଣିବାକୁ ବହୁତ ଭଲ ଲାଗେ.. ଆଜି ନ ତାରିଖ ଶୁକ୍ରବାର.. ଆମେ ବା ମୁଁ u. S. A. ରେ ବର୍ତ୍ତମାନ ରହୁଥିବାରୁ. Okla homa. Still water.. ରେ ଆଠ ତାରିଖ ରାତି ଦଶଟା ପୂର୍ବରୁ ଜଗନ୍ନାଥ
ଙ୍କ ବିଷୟରେ ଶୁଣି ଲି. ବହୁତ ଖୁସି ଲାଗିଲା ଜଗନ୍ନାଥ ଙ୍କ କୃପାର ଅନୁଭୂତିକୁ ପ୍ରକାଶ କରିବା ଉଚିତ କି ପ୍ରଶ୍ନ ଟି ଅବଚେତନ ମନରେ ଉଙ୍କି ମାରୁ ଥିଲା. ଆପଣଙ୍କ ଠାରୁ ଉତ୍ତର ପାଇଗଲି.. ଗୋରା ଭକ୍ତ ମାନଙ୍କ ବିଷୟରେ ଶୁଣିଲି. ଆପଣ ଙ୍କର ଅନୁଭୂତି ଚେତନା ରାଜିକୁ ରସାଣିତ କଲା. ଅପୂର୍ବ ମହାପ୍ରଭୁଙ୍କର ଲୀଳା ଶୁଣି ଧନ୍ୟ ହେଲି. ଏ ଉତ୍ତରଣ ବୟସରେ ପ୍ରଭୁଙ୍କକଥାମୃତ ଏ କର୍ଣ୍ଣ ଶୁଣୁଥାଉ. ଜୟ ଜଗନ୍ନାଥ..
ବନ ଲତା ମିଶ୍ର..7855043349
ସେ ତ ଭକତ ଭାବରେ ବନ୍ଧା ରେ
ସେ ତ ଭକତ ଜୀବନ ଧନ
ମହାଶୟ ଆପଣଙ୍କ ଉପସ୍ଥାପନ ଶୈଳୀ ବହୁତ ସୁନ୍ଦର ଥିଲା, ଆଉ ପ୍ରଭୁ ଜଗନ୍ନାଥ ତ ମଧୁଆ ଦିଅଁ, ଭକ୍ତ ର ମନକୁ କେମିତି ଜାଣିପାରିବେ ନି କୁହତ,
ଜୟ ଜଗନ୍ନାଥ 🙏🌹💐 ରାଧେ ରାଧେ 🙏🙏💐 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏💐🌿☘️🌹
ଆଶୁତୋଷ ଭାଇ ନମସ୍କାର🙏 ଆପଣଙ୍କ ମୁହଁରୁ ମହାପ୍ରଭୁଙ୍କ କଥା ଯେତେ ଶୁଣିଲେ ଆହୁରି ଅଧିକ ଶୁଣିବାକୁ ଇଛା। ଦୟାକରି ପ୍ରେତ୍ୟକ ଦିନ ଏହି ଭଳି ସୁନ୍ଦର କଥା ଆମକୁ ଶୁଣାନ୍ତୁ। ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ପ୍ରକୃତରେ ସେ ଭାବଗ୍ରାହୀ ଭକ୍ତ ର ଜଗନ୍ନାଥ। ବହୁତ ଚମତ୍କାର। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ🙏🙏🙏.............
କାଳିଆରେ ତୋର ଲୀଳା ତୋତେ ହିଁ ଜଣା।ସମସ୍ତଙ୍କ ଉପରେ ତୋର କୃପା ଦୃଷ୍ଟି ଏମିତି ରହିଥାଉ।
Jai jagannath 🙏🙏🙏🙏 କୃପାମୟ କାହା ଉପରେ କେତେବେଳେ କୃପା କରିବେ ସେକଥା ତାଙ୍କୁ ହିଁ ଜଣା.
ଅପାର ତୁମ୍ଭର ମହିମା ନାମ କୃପା ବାରିଧି,
ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ ତୁମ୍ଭ ନାମ ପ୍ରସିଦ୍ଧି।।
ନାହିଁ ନାହିଁ କାହିଁ ନାହିଁ, ଏମିତି ସାଆନ୍ତ ଆଉ କୋଉଠି ନାହିଁ। କୋଉଠି ଅଛି ଏମିତିକା ଠାକୁର ♥️♥️♥️
ହେ ପ୍ରଭୁ ଜଗନ୍ନାଥ
ବଡ଼ ବିପଦ ରୁ ରକ୍ଷା କରିଦେଲ
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
ଜୟ ଜଗନ୍ନାଥ ଜୀବନ ଉପରେ କରୁଣାର ବାରି ବରଷି ଦିଅ ହେ କଳା ଗୋସାଇଁ
ତୁମେ ଲୀଳାମୟ l ତୁମ ବିନା ଗତିନାହିଁ କି ମୁକ୍ତିନାହିଁ l ଜୟ ଜଗନ୍ନାଥ ମହାପ୍ରଭୁ l🙏🙏🙏🙏🙏
ହୃଦୟ ର ଭାବ ରାଜ୍ୟ ରେ ମହାପ୍ରଭୁ ଏକନିଷ୍ଠ ଭାବ ବିଳୋଦିଆ ଅଧିଶ୍ବର। ସେ ମୂରଲୀ ଫୁଙ୍କା, ତୁଳସୀ ରସିଆ ,ଭକତରଙ୍କା।ଜୟ ଜଗନ୍ନାଥ ।
Jay Jagannath
ହେ ମହାପ୍ରଭୁ ଆପଣ ଅନନ୍ୟ🙏🙏
ଜୟ ଜଗନ୍ନାଥ ସ୍ୱାମୀ🙏🙏🙏🙏
ଜୟ ଜଗନ୍ନାଥ
ଜୟ ମଣିମା
ମୋ ହୃଦୟ ଆପଣଙ୍କୁ ନମସ୍କାର ଆସୁତୋସ ଭାଇ ,ଜଗନ୍ନାଥ ଙ୍କ ରଚନା ଶୁଣି ହୃଦୟ କୁ ଛୁଇଁଲା ମୋ ଆଖିରେ ଲୁହ ଆସିଗଲା 🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏
ସବୁରି ମନର ସେ ଯେ
କାଳିଆ ଠାକୁର,
ତାର ଶ୍ରୀ ଚରଣେ ମୋର
କୋଟିଏ ଜୁହାର।🙏
ମୋ ପ୍ରଭୁ ଜଗନ୍ନାଥ 🙏🏻🙏🏻🙏🏻ସେ ଯେ କମଳା କାନ୍ତ 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 😥😭😢🙏🏻🙏🏻🙏🏻
Bhaina apana jebe jagannath mahima upasthapana karanti mora bhakti re munda nai pade au mu bi apananka mukha nishruta bani sunibi boli aneiki basuchi Jai jagannath
କରି କରାଉ ଥାଏ ସେହି, ତା ବିନୁ ଆନ ଗତି ନାହିଁ! 🙏🙏🙏
ମହାପ୍ରଭୁ ସବୁ କରି ପାରିବେ।
ଧନ୍ୟ ! ଧନ୍ୟ ! ଧନ୍ୟ ! ଲୋମହର୍ଷଣକାରୀ ଲୀଳା , ଯୁଗେ ଯୁଗେ ଭକ୍ତ ପାଇଁ ଏମିତି ଲୀଳାଖେଳା କରୁଥାନ୍ତୁ ପ୍ରଭୁ , ଆପଣଙ୍କୁ କୋଟି ପ୍ରଣାମ l ଏ ଚ୍ୟାନେଲ ମାଧ୍ୟମରେ ମହାପ୍ରଭୁଙ୍କର ଏ ଅପୂର୍ବ ଲୀଳା ଗାଥା ଶ୍ରବଣ କରିପାରିଥିବାରୁ ପ୍ରସାରଣକାରୀଙ୍କୁ ମଧ୍ୟ ବିନମ୍ର ପ୍ରଣାମ 🙏
ମୁଁ ବହୁତ୍ ଦିନ ଧରି ଅପେକ୍ଷା କରିଥିଲି, ଆଶୁତୋଷ ଭାଇନା ଙ୍କୁ, ତାଙ୍କ କଥା ରେ ମହା ପ୍ରଭୁ ଙ୍କ ଉପସ୍ଥିତି ସ୍ପଷ୍ଟ ବାରି ହୁଏ, ଓଡ଼ିଶା ୩୬୫ ଚାନେଲ କୁ ଅଶେଷ ଅଶେଷ ଧନ୍ୟବାଦ, 🙏🙏🙏🙏🙏🙏🙏🙏👍
ସତରେ ପ୍ରଭୁଙ୍କ ଲୀଳା ମହାନ 🙏🙏🙏🙏🙏
ବହୁତ ସୁନ୍ଦର ଲାଗିଲା,, ସତରେ ଜଗନ୍ନାଥଙ୍କ ମହିମା ସମ୍ପୂର୍ଣ୍ଣ ଅଲଗା 🙏🙏🌷🌷ଧନ୍ୟ ତୁମର ଲୀଳା ଭାବ ବିନୋଦିଆ ପ୍ରଭୁ
FyfyfyfyfyfyffyfyyfyyfyyfyyyfyfyyyfyfyfyfyyfyfyyyyfydyyyyyfyfyyyfyfyyyyyfyyyfyfyyfyyyffyyfyyyffyYfdffyyy Yffyyyyyfyyyyfyyyfyyyyfyfyfyfyfffyffyfyf
Sir nice story and nice information ...... Jay Jagannath 🙏🙏🙏
Jai Jagannath swami nayan patha gami bhaba tume 🙏🙏🙏🙏🌹🌹🌹🙏🙏🙏🙏🙏
ପ୍ରଭୁ ଆପଣଙ୍କ ଭାଷା, ଶବ୍ଦାବଳି, ପରିବେକ୍ଷଣ, ହୃଦୟସ୍ପର୍ଶୀ
ଆଶୁତୋଷ ବାବୁ ଆପଣଭାଗ୍ୟବାନ ଆମ ଭଳିପାପି ମାନଙ୍କୁ ମହାପ୍ରଭୁ ଙ୍କକଥା ଶୁଣାଉ ଛନ୍ତି ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
Your expression and tone is very sweet.I like your way of description about lord Jagannath
ଶତରେ ଭାଇ ମହାପ୍ରଭୁ ଜଗନ୍ନାଥ ଙ୍କ କଥା ଆପଣଙ୍କ ମୁହଁରୁ ଶୁଣି ବାକୁ ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ 🚩🚩🚩
Ati sundar upastapan 👌👌
Mahaprabhu hey tuma shreepayara're koti koti pranam🙏🙏🌹🌹
ଜୟ ଜଗନ୍ନାଥ ମହାପ୍ରଭୁ 🙏
Jay Jagannath mahaprabhu🙏🙏🙏🙏
ଜୟ ଜଗନ୍ନାଥ
ଭଲ ଲାଗିଲେ ଆପଣଙ୍କ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି।
Jay Jagannath🙏🙏🙏
Jay Jagannath baba
😭😭😭😭😭😭😭😭😭🙏🙏🙏
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙌
ହେ... ମହାପ୍ରଭୁ 🌷🛐🌷
ଜୟ ଶ୍ରୀ ଜଗନ୍ନାଥ 🌺🙏🌺
Sana Bhai U make my tears out ..U r altime so sweet for my Mahapravu and myself . Stay Blessed with the holy Blessings of Mahapravu Shree Jagannath
⁰
ଆପଣ ଙ୍କ ର ଅଭୟ ଶ୍ରୀ ଚରଣାରବିନ୍ଦେ କୋଟି କୋଟି ବାର ପ୍ରଣାମ ମୋହର 🙏🙏
Jay jagannath sir pranaam
Thanksgiving to Odisha 365
Apankar upasthapana saili bahutta he sunder
Thank u so much guru bhai.God bless u bhai
🙏🙏🙏 Jai Jagannath swami 🙏🙏🙏❤💐💐💐❤
Se ek matra satya jiye bhakta ra bhabha ku bhala bhabhe bujhiparanti....Jay Jagannath... 🙏🙏🙏🙏🙏
ସତରେ ଆଖିରୁ ଅଶ୍ରୁ ବୋହିଗଲା 🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🚩🚩
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏
Uchhakoti ra sabda sanjojana kari bahut sundar bhabare Mahaprabhunka mahimaku byakhya kale aapana.
Aapananku bahut bahut dhanyabad bhai
ସୁନ୍ଦର ଅନୁଭୂତିର ବହୁତ ସୁନ୍ଦର ଉପସ୍ଥାପନା🙏
ବହୁତ୍ ସୁନ୍ଦର୍ ବ୍ୟାଖ୍ୟା କରୁଛନ୍ତି ଆଜ୍ଞା 🙏🙏
JAYA JAGANNATH 🙏🙏🌹 seta vakata vaba re bandha re se ta vakata jeebana dhana😘😘
Very nice. Apanka Vali loka pai odisha mati garbita.jay jagannath 🙏
ଶ୍ରୀ ଜଗନ୍ନାଥ ଙ୍କ ମହିମା କିଏ ବା ଜାଣିପାରେ । ଉପସ୍ଥାପନା ବହୁତ୍ ସୁନ୍ଦର । ଜୟ ଶ୍ରୀ ଜଗନ୍ନାଥ
ଧନ୍ୟ ତୁମେ ଜଗନ୍ନାଥ,ଧନ୍ୟ ତୁମ ଲୀଳା
ହେ ପତିତପାବନ ହେ ଦିନଦୟାଲ
କୃପାସିନ୍ଧୁ ତୁମ ଲୀଳା ଶୁଣି କୁତାର୍ଥ ମନେକଲି
ଧନ୍ୟବାଦ୍ sir
Jay Jagannath 🙏🙏.apankara ei bhali Prabhu nka mahima sabu bele sunibaaku milu.🙏
🙏🙏Jay Jagannath....bahut sunder anubhuti...Prabhu nkara Jay heu
ଜୟ ଜଗନ୍ନାଥ। ଧନ୍ୟ ଆପଣଙ୍କ ନିଳା 🙏🙏🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ
Jai Mahaprabhu Jay Jagannath
ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏
Sir Thank you , prabhu n ka mahima suni mana gad- gad hoi gala.
Jai jaggarnath .🙏🙏🙏
ଆଶୁତୋଷ ଭାଇନା ଭକ୍ତି ପୁତ୍ତ ପ୍ରାଣାମ ! ଆପଣ ଙ୍କ ପ୍ରତି ଟି ଏପିସଡ଼ କୁ ମୂଁ ଧ୍ୟାନ ନାଁ ସହିତ ଶ୍ରବଣ କରେ ଏବଂ ଭାବ ବିହଳ ହୋଇ ଯାଏଁ!! ଜଣେ ଆପଣ ଆଉ ଜଣେ ମୋର ପରମ ଆରାଧ୍ୟ "ସୂର୍ଯ୍ୟ ନାରାୟନ ରଥ ଶର୍ମା " ଙ୍କୁ ମୋର ହୃଦୟରୁ ସନମାନ ଜଣାଉଛି!" ପ୍ରଭୁଙ୍କ କୃପା ଏଇଟା ଭଳି ବର୍ଣ୍ଣନା କରୁ ଥାନ୍ତୁ! 🎉❤🎉*🎉❤ 🎉 🙏🙏🙏🙏🙏🎉
ଆପଣଙ୍କ ହସ ହସ ମୁଖରେ ଉପସ୍ଥାପନା ଖୁବ୍ ଆନନ୍ଦ ଦାୟକ। ପ୍ରଣାମ!
ଜୟ ଜଗନ୍ନାଥ.... 🙏 sir ଆପଣ ଙ୍କ ଅନୁଭୁତି ଶୁଣି ଆଖିରେ ଖୁସିରେ ଲୁହ ଆସିଗଲା. ଆପଣ ପୁଣି ଶୀଘ୍ର ନୂଆ ଅନୁଭୁତି ନେଇ ଆସନ୍ତୁ. ମହାପ୍ରଭୁ ଙ୍କର କଥା..... କି ଆନନ୍ଦ
Jay jagannath sir. Plz give me your contact number. I have important peace of work with you. Jay jagannath
Jay Jagannath
Jay shree jagannath Swami 🚩🙏🏻🚩🙏🏻🚩🙏🏻🚩🪷🪷🪷🪷🪷📿🛕🪔🔔🌼🌹🌿💗⭕❗⭕🪷🪷🪷
Tears came out.. Who can be better than my sweet lord
Apanku bahuta bahuta dhanyabad🙏🙏🙏ehipari ahuri anubhuti mahaprabhu nkar anantu🙏heartly request Odisha 365🙏🙏 jay jagananath jay jagananath jay jagananath 🙏🙏🙏
ଅନୁଭୂତିର ଉପସ୍ଥାପନାଟି ହୃଦୟକୁ ଛୁଇଁଲା ।
ହେ କାଳିଆ ସାଆନ୍ତ ତୁମର ଯୁଗେ ଯୁଗେ ଜୟ ହେଉ ।
ମହାବାହୁ ଜଗତ ଉଦ୍ଧାର ହେଉ...... 🙏💞
Really appreciate it🙏
Prabhu jay Jagannath 🙏
Sidharth vakti ru"sangita gitika"programme ra description mu regular sunuchhi. Kaliara lila suni bahut bahut vala lagila. Pravu nkara emiti sundar barnanaa dei mugdha karantu
ATI Sundar Jay Jagannath swami nayan path Gami vhaba tume 🙏🙏🙏
Bahut hurdayaswarshi kathamruta.. Eimiti amaku srabana karanntu ⭕❗⭕❤🙏❤Jay Jagannath⭕❗⭕🙏❤🙏❤
ମାୟା ପତି ଙ୍କ ମାୟା କିଏ ବା ବୁଝିବ 🙏🙏🙏🌹🌹❤️❤️❤️
ଆଶୁତୋଷ ଭାଇ ତୁମ ଅନୁଭୂତି ଶ୍ରବଣ କରି ବିହ୍ଵଳିତ ହେଲି.ଜୟ ଜଗନ୍ନାଥ ଭାଇ 🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏♥️🙏♥️🙏♥️♥️♥️🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ଚମତ୍କାର ପରିବେଷଣ, ଜୟ ଜଗନ୍ନାଥ 🙏🙏
ଧନ୍ଯ ମହାପ୍ରଭୁ🙏🥰🙏 ଧନ୍ଯ ଆପଣ 🙏🥰🙏
ଜୟ ଜଗନ୍ନାଥ 🙏 ଭାଇ ବିବାହର ଅନେକ ଅନେକ ଶୁଭେଚ୍ଛା🙏
JAYA JAYA SHREE JAGANNATH SWAMI 🙏🌹 Krupasagara karunakara Mahabahu 🙏🙏🌹🌹
Jay Shree Jagannath Mahaprabhu
ଜୟ ଜଗନ୍ନାଥ , ମୋ କାଳିଆ ସାଆନ୍ତ କଳା ମଣୀମା ର ମହିମା କାହାକୁ ଅଜଣା ।
JAY JAGANNATH PRAVU...TUMA LEELA KHALI TUMAKU JANAA PRAVU🙏🙏🙏😭😭😭
ଭାଵ ବିନୋଦିଆ ହରି ସେ ତ ଭକ୍ତ ଭାବରେ ବନ୍ଧା🙏🙏🙏♥️♥️♥️♥️♥️🙏🙏♥️♥️♥️
Description of his actions is though secret but not for his followers to tell it before the followers is very very nice.
Jay Jagannath, apananka bhaba, bhakti bhara upasthapana atyanta hrudaysparshi.Abinaswar Shree Jagannath book re apanankar article mu padhichi ae prasanga upare.Mahapravu nka apar krupa prapta apan.
Explanation of Dr. Ashutosh is excellent 👍
Satare apanaku bahut dhanyawad....jay Jagannath ❤️❤️❤️
କେଜାଣି କାହିଁକି ସେ କଳା ମଡ଼ା ଆଖୀ କୁ ଦେଖି ଆଉ କିଛି ଜଣାଣ କରିପାରିଲିନି ସେ ଭାବ ର ଠାକୁର ଶବ୍ଦ ର ନୁହେଁ❤
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟ ତୁମେ ଲୀଳାମୟ ଠାକୁର ❤ ତୁମରି ଲୀଳା ରେ ସଂସାର ଚଲେଇଛ
ଯେଉଁମାନେ କାଳିଆ ମହିମା ଗୁଣ ପ୍ରଚାର ପ୍ରସାର କରି, ଜୀବଜଗତକୁ ଭକ୍ତି ଭାବ ବିତରଣ କରି ଉଦ୍ଧାର କରିବାର ପ୍ରୟାସ କରନ୍ତି ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ 🙏🌹🙏♥️
🙏💘JAY LAKSHMI JAGANNATH 💘🙏
🙏💘HARE KRISHNA 💘🙏
Jay jagannath mahaprabhu🙏💕🙏
Bhai Ashutosh mishra tamamu koti koti pranam jay jagannath jay jagannath Jay jagannath
Jagannath Swami Nayana Pathagami Bhava tume 🙏