ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର

แชร์
ฝัง
  • เผยแพร่เมื่อ 11 ก.ย. 2024
  • ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର #PrameyaNews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews...
    TH-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha: • Nua Jibana Nua Asha | ...
    ଶୁଣ...ଶୁଣ...ଶୁଣ: • Video
    Explore Odisha: • Explore Odisha
    Breakfast Odisha: • Breakfast Odisha News7
    Maganna Oligi • Video
    Biswas Abiswas Andhabiswas: • Biswas Abiswas Andhabi...
    Digital Special Stories: • Digital Special Stories
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Face To Face: • Face To Face

ความคิดเห็น • 957

  • @subratdash5689
    @subratdash5689 ปีที่แล้ว +108

    ଭାଇ ତୁମ ପ୍ରଭୁ ଜଗନ୍ନାଥ ଙ୍କ ପ୍ରବଚନ ବହୁତ୍ ଲୋକ ପ୍ରିୟ ହେଉଛି ଏଭଳି ରାଜନୀତି ଠାରୁ ଦୂରେଇ ରୁହନ୍ତୁ🙏🙏

    • @jyotiranjankhadiratna
      @jyotiranjankhadiratna 4 หลายเดือนก่อน +2

      Thik kahile apana
      Ye bi TANKA ra lobhi

    • @jayaramkandi8797
      @jayaramkandi8797 4 หลายเดือนก่อน

      Thik katha

    • @bhimamallik2408
      @bhimamallik2408 4 หลายเดือนก่อน

      ​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @brahmanandabarik9557
      @brahmanandabarik9557 3 หลายเดือนก่อน

      Wonderful reply

  • @Kingofbadtime-bk8bj
    @Kingofbadtime-bk8bj 5 หลายเดือนก่อน +12

    ମନୋଜ ଭାଇ ଆପଣଙ୍କୁ ହୃଦୟ ରୁ ପ୍ରଣାମ. ଗୋଟେ କଥା କହିବାର ଥିଲା. ମୁ ଆପଣଙ୍କ ର ଜଗନ୍ନାଥ ଙ୍କ ପ୍ରବଚନ ଶୁଣି ମନ ମୁଗ୍ଧ କରେ ଆଉ ମନ ରେ ଅସରନ୍ତି ଭଲ ପାଇବା ଓ ଭାବ ବିହୋଳ ହେଇ ଯାଏ. ହେଲେ ଆଜି ଏଇ ପ୍ରଚାର ଦେଖି ମନ କୁ ବହୁତ କଷ୍ଟ ହେଇଛି. ଅନୁରୋଧ ଦୟା କରି ଏ ରାଜନୀତି ପ୍ରଚ଼ାର ବନ୍ଦ କରି ଦିଅନ୍ତୁ. ଅପଣଂକ ମୁଖ ରୁ ଏ ଅସଭ୍ୟ ରାଜନୈତି କ ପ୍ରଚାର ଶୋଭା ପାଉନି. ଜୟ ଜଗନ୍ନାଥ.

  • @indubhusan4780
    @indubhusan4780 ปีที่แล้ว +100

    ବିଧାୟକଙ୍କ ନୁଆ ଯୋଜନା
    ଭୁବନେଶ୍ବର ରେ ଅଛି ଅର୍ଚନା
    ଏହା ବିଜୁ ସେକ୍ସ ଯୋଜନା
    ଜନସାଧାରଣଙ୍କୁ ଏହା ମନା
    ଅଫିସର ମାନଙ୍କ ମନକୁ କିଣା

  • @bapunije7974
    @bapunije7974 ปีที่แล้ว +107

    ଭାଇ ଭଲ ପ୍ରବଚନ ଦିଅ ଜାଣିଛି କାଇଁ ଏ ରାଜନୀତି ରେ ପଶୁଛ କିଛି ଟଙ୍କା ଲୋଭରେ

    • @commerceconceptclear7542
      @commerceconceptclear7542 ปีที่แล้ว +7

      ଟଙ୍କା ପାଇଁ ତଳକୁ ଖସିଲ, ପ୍ରବଚନ ଦିଅ ବୋଲି
      ଫୁଲହାର ମିଳେ, ଏଠି ଜୋତା ମାଳା

    • @jagannathkrupa9310
      @jagannathkrupa9310 ปีที่แล้ว

      Tar bhai peta patana katha jie paisa daba se tar gaiba athi rajaniti prasna uthuni

    • @festivaltravel99
      @festivaltravel99 5 หลายเดือนก่อน +1

      ​@@jagannathkrupa9310ଭୁଲ୍ କହିଲ ଭାଇ କିଛି ଟା ଟଙ୍କା ପାଇଁ ଏଇ ଲୋକ ରାଜ ନୀତି ରେ ପ୍ରଚାର କରୁଛି 😢ଯଦି ଏଇ ଲୋକ ଜଗା ର ପ୍ରବ୍ଚନ ଦିଏ ଲୋକେ ତାଙ୍କୁ ଲକ୍ଷ ଲକ୍ଷ ଭକ୍ତଙ୍କ ଲକ୍ଷ ଲକ୍ଷ ଟଙ୍କା କିଛି ସମୟ ରେ ପୋତି ଦେବେ 😢 ହଉ ସେ ଯାହା ହେଉ ପ୍ରଚାର ଟା ଭଲ ଲାଗିଲା😂 .........Jay jagnnath 🙏

    • @canirodkumar5081
      @canirodkumar5081 5 หลายเดือนก่อน

      Bala ta miliba yaku

    • @OmmSamal-wb9jn
      @OmmSamal-wb9jn 5 หลายเดือนก่อน

      @@jagannathkrupa9310 Mora gudaakhu prachara Kariba , kete paisa naba

  • @bighneshpradhan2603
    @bighneshpradhan2603 ปีที่แล้ว +80

    ନୂଆ ଯଜନା ଆମ ଅର୍ଚନା

  • @SleepyComputer-od7us
    @SleepyComputer-od7us 7 หลายเดือนก่อน +17

    ନବୀନ ପଟ୍ଟନାୟକ ଙ୍କୁ ଦେବନି କେହି ସେ
    ଆଉ କିଛି ନାଇ ସବୁ ତାମିଲ କୁ ଟେକି ଦେଇଛନ୍ତି

  • @dillipsethy7360
    @dillipsethy7360 ปีที่แล้ว +75

    ହଇଏ ଚାମୁଚା ପଚାର କରାଳୀ ବାଲା ଆମରି ଟିକସ ଆମରି ଭାତ ଚାଷୀକୁ ମିଳୁନି ନବିନି ନିବାସ

  • @kartikmohanta8992
    @kartikmohanta8992 ปีที่แล้ว +26

    ଚୁପ୍ ରେ ହାରାମି

  • @sarojkumarnayak9448
    @sarojkumarnayak9448 ปีที่แล้ว +89

    ଯେତେ ସଫେଇ ଦେଲେ କିଛି ଲାଭ ନାହିଁ। ଓଡିଶା ବାସୀ ୨୦୨୪ ରେ ଠିକ୍ ଜବାବ ଦେବେ।

  • @diptilucky2548
    @diptilucky2548 ปีที่แล้ว +97

    ବିଜୁ ଜନତା ଦଳ ଓଡିଶା ପାଇଁ କାଳ

  • @narottambeheranarottambehe3631
    @narottambeheranarottambehe3631 ปีที่แล้ว +76

    ତୋ ପଚାର କିଛି ଫରକ ପଡିବ ନାହିଁ , ଧାମନଘର ବାସି ବିଜେପି , ନା ସଙ୍ଖ ବାଜିବ , ନା ନବୀନ ଲୋକଙ୍କ ଦୁଃଖ ବୁଝିବ , ଏଠି ଫୁଲ ଫୁଟିବ

  • @nsethy5436
    @nsethy5436 ปีที่แล้ว +34

    ଅନ୍ୟ ବିରୋଧରେ କୁହ ନାହିଁ । ନିଜର ଭଲ ଗୁଣ କୁହ

  • @PrakashKumar-gm9nu
    @PrakashKumar-gm9nu ปีที่แล้ว +27

    କେତେ ଆଉ ମାରିବ ଓଡ଼ିଶା ନିରୀହ ଲୋକ ମାନଙ୍କୁ

  • @user-pv5mx7tv9v
    @user-pv5mx7tv9v 6 หลายเดือนก่อน +23

    ଏ ଶଳା ପଇସା ପାଇଁ ସବୁ ପ୍ରକାର ପ୍ରଚାର କରୁଚି ମନୋଜ ପ୍ରଧାନ 😮😮 ପ୍ରବଚନ ବି ଦେଉଚି 😅😅😅❤❤

  • @kanhumalik5341
    @kanhumalik5341 5 หลายเดือนก่อน +7

    ନବୀନ ମାଗିହା କୁ କେହି ବି ଭଟ ଦିଅନ୍ତୁ ନାହିଁ ସବୁ ମୋଦି ଦବ ଇ ଏ ମାଗିହା ନାଁରେ ଯାଉଛି

  • @ranjanbehera3250
    @ranjanbehera3250 ปีที่แล้ว +17

    ବାଳ କଲେ

  • @anilkumarnayak7701
    @anilkumarnayak7701 ปีที่แล้ว +24

    ହେ ବାପା ମାନେ ହେ ମା ମାନେ ଏଥର ନବିନା ଚିତ୍ ରିଙ୍ଗ୍ ମାରିବ 😀

  • @munamohanta7101
    @munamohanta7101 ปีที่แล้ว +43

    ଯେତେ ସବୁ ରେଣ୍ଡୁଆ,ଚୋର,ଗୁଣ୍ଡା,ରେଣ୍ଡୀ,tauter ,dollar,ହାରାମୀ ସବୁ ବିଜୁ ଜନତା ଦଳ ରେ ଅଛନ୍ତି,,,ନବୀନ୍ ଭଲ

  • @prasantaku.tripathy665
    @prasantaku.tripathy665 ปีที่แล้ว +24

    ଏ ଲୋକ ବୋଧେ ପ୍ରସିଦ୍ଧ ପ୍ରବଚକ କିନ୍ତୁ ଆଜି ଏ ତାର ମା ର ଘଇତା ନବୀନ ର ଏତେ ସ୍ତୁତି କରୁଛି କାହିଁକି?

  • @kailashchandranayak9831
    @kailashchandranayak9831 5 หลายเดือนก่อน +10

    ମନୋଜ ବାବୁ ଆପଣ ଜଗନ୍ନାଥ ଙ୍କ ପ୍ରଚାର କରନ୍ତୁ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ଭଳାହେବ

  • @rajnayak5964
    @rajnayak5964 ปีที่แล้ว +8

    ହେହେ ହେ ବାଳ ଦେବ ଜେମିତି ବୋପା ଧନ

  • @sbpgoldmedia8979
    @sbpgoldmedia8979 ปีที่แล้ว +15

    ୧ ଲକ୍ଷ lead ଭୋଟ ରେ ଅବନ୍ତି ଦାସ ହରିବେ।😂😂 Only suraj ସୂର୍ଯ୍ୟବଂଶୀ।।

  • @debaduttanayak7308
    @debaduttanayak7308 ปีที่แล้ว +27

    ଖାଲି ଶଳା କୁ, ଜୋତ ରେ ବାଡା

  • @Stevesanjay
    @Stevesanjay 5 หลายเดือนก่อน +21

    ମାଗିଆ ତତେ କେମିତି ଗାଳି ଦେବୀ ଭାବୁଛି କୋଉ ଭାଷାରେ 😂😂😂

    • @rajendramalik41
      @rajendramalik41 3 หลายเดือนก่อน

      Tu kia bee sodibu Tate aka asichi

    • @kingslala2462
      @kingslala2462 3 หลายเดือนก่อน

      ଆମ କୁ bedha ଭାଷା ବହୁତ୍ ଆସେ ପେଟରୁ ଛୁଆ ବାହାରିବ ପୁଅ

    • @rajendramalik41
      @rajendramalik41 3 หลายเดือนก่อน

      Chal tu kan kahibu bee

  • @aditya_vision
    @aditya_vision ปีที่แล้ว +65

    ଆବେ ମୂର୍ଖ 108 ଆମ୍ବୁଲାନ୍ସ ସେବା india govt ର 😂😂😂

    • @priyaranjandas54
      @priyaranjandas54 ปีที่แล้ว +1

      2012re PM dr manmohan singh lagu karithile bartaman pm Narendra Modi kara

    • @mantuswain3092
      @mantuswain3092 ปีที่แล้ว

      Hmm tu. Dekhi thilu

    • @manojkumar-pq9iy
      @manojkumar-pq9iy ปีที่แล้ว +1

      ଭାଇ 108 india gov ର ରେ

    • @bighneswarpadhy4726
      @bighneswarpadhy4726 ปีที่แล้ว +1

      Modi aaila para thu India ra heichi , Manmahon sing time re Gujurat ra hei ki thila

    • @budhurammajhi1710
      @budhurammajhi1710 5 หลายเดือนก่อน

      BJD hy hy

  • @saratkumarnaik9041
    @saratkumarnaik9041 ปีที่แล้ว +8

    ଭାଇ ତମେ ଯେତେବେଳେ ଜଗନ୍ନାଥ ଙ୍କ ପ୍ରବଚନ ଦିଅ ଭଲଲାଗେ, ତମେ ଯଦି ବ୍ୟକ୍ତିଗତ ଭାବେ କାହାର ପ୍ରଚାର କରିବ ତୁମୋ କୁ ଭଲପାଉଥିବା ଓଡିଶାବାସୀ ଧୀରେ ଧୀରେ ଘୃଣା କରିବେ କାରଣ କଉ ଦଳ ର କାମଭଲ ନୁହେଁ..ତମେ କେବଳ ଜଗନ୍ନାଥ ଙ୍କ ପ୍ରଵଚନ ଦିଅ ସାଢ଼େ ଚାରିକୋଟି ଓଡ଼ିଆ ତୋମ କୁ ହୃଦୟ ରେ ବସେଇବେ.

  • @jaymaabiraja2059
    @jaymaabiraja2059 5 หลายเดือนก่อน +4

    ଭାଈ ଆପଣ ବହୁତୁ ଭଲ ପ୍ରବଚନ
    ଦିଅନ୍ତି ଟଙ୍କାପାଇଁ ଭାଈ ଜଣେ କଳାକାର ଠାରୁ ବଡ଼ ରାଜନିତୀ ନୁହେଁ

  • @mithunnaik2960
    @mithunnaik2960 ปีที่แล้ว +11

    ଏହା ନବୀନ ଗଣନାଟ୍ୟ ଆଲାଉଁଶ କରୁଛନ୍ତି

  • @ranjanpradhan8446
    @ranjanpradhan8446 5 หลายเดือนก่อน +3

    ବାଳ ନା 😮😮😮

  • @saip7522
    @saip7522 ปีที่แล้ว +9

    ହିସାବ ଦେଉନ୍ ନବୀନ ର ଜନ କଲ୍ୟାଣ ଯୋଜନା । ନବୀନ ଚାକିରିଆ ଙ୍କ ବେଶ ଉନ୍ନତି କରିଛି । ଚାଷୀର ନୁହେଁ ।

  • @mananayak.697
    @mananayak.697 ปีที่แล้ว +6

    🙏ସାରା ଅଡିଶା ପଦ୍ମ ପୁଟିବ 🙏

  • @bibhujena111
    @bibhujena111 7 หลายเดือนก่อน +2

    🎉 ବୋଉ ଵିଆ ନବୀନ

  • @chittaranjanojha9439
    @chittaranjanojha9439 ปีที่แล้ว +4

    ହେ ହେ ଆଜି କାଲି କଣ ଭଜନ ମଞ୍ଚର ଉପସ୍ଥାପକ ଭୋଟ୍ ପ୍ରଚାର କଲେଣି

  • @manoranjanpanda5536
    @manoranjanpanda5536 6 หลายเดือนก่อน +2

    ହେ ଓଡିଶାବାସୀ ନବୀନ ଓଡିଶାକୁ ଵୁଡାଇଦେଲା, ମଦୁଆ ଟାଉଟରଙ୍କୁ ଧରି ଆମ ରାଜସ୍ଵ କୁ ଵୁଡେଇ ଦେଲା, ଚୋର ଡକାୟତଙ୍କୁ ଧରି ନବୀନ ଓଡିଶାକୁ ଶାସନ କରୁଛି, ଓଡିଶାବାସୀ ଚିନ୍ତା କରିବାର ଵେଳ ଆସିଛି, ନବୀନ ହଟାଇ ଓଡିଶା ବଞ୍ଚାଅ, ଜୟ ଜଗନ୍ନାଥ,

  • @atozkirtanvideo
    @atozkirtanvideo ปีที่แล้ว +17

    ବାଳ ଟା ଦେଉଛୁ ନବୀନ ଶଳା ଚୋର ସରକାର

  • @bhabagrahidas2385
    @bhabagrahidas2385 5 หลายเดือนก่อน +2

    ଦାଦନ ଯା ଦାଦନ ଯା

  • @avimanyumajhi4445
    @avimanyumajhi4445 ปีที่แล้ว +8

    Wait କର tame sabu jail jiba

  • @manojpanda8646
    @manojpanda8646 5 หลายเดือนก่อน +2

    ଏଥର କୁଆଡେ ବୁଲୁଚ ବୁଲ
    ଗେଣ୍ଡା ନୁହେଁ ଖାଲି ଫୁଲ

  • @bijayamahanty8927
    @bijayamahanty8927 ปีที่แล้ว +4

    ମଦୁଆ ମାତାଲ୍ କହୁଛ ଏ ଓଡ଼ିଶାକୁ ମଦୁଆ ମାତାଲ କରିଛି କିଏ

  • @rajarao3365
    @rajarao3365 5 หลายเดือนก่อน +2

    ସବୁ କାହାର ପଇସା ରେ ଦଉଛି ନବୀନ ଓଡ଼ିଶା କୁ ଟୁଲ କଲା

  • @DPM3777
    @DPM3777 ปีที่แล้ว +7

    ନବୀନ ପଟ୍ଟନାୟକ ତା ବାପ ଘରୁ ଆଣି କି ଦେଉଛି ନା କଣ!!!!
    ସବୁ ତ ସାଧାରଣ ଲୋକମାନଙ୍କର ଟଙ୍କା... 🚩🙏🚩

  • @bishwamitrakarali3437
    @bishwamitrakarali3437 5 หลายเดือนก่อน +2

    ଆଉ କାମ ଦେବ ନାହିଁ ନବିନା

  • @bhagupradhan7778
    @bhagupradhan7778 5 หลายเดือนก่อน +3

    ଏ ଧାମ ନଗର ବାସି ବିଜୁ ଜନତା ଦଳ ଓଡିଶା ବାସୀଙ୍କୁ ହେଇଛି କାଳ 😅😅😅

  • @user-gv4mh8xh2t
    @user-gv4mh8xh2t 5 หลายเดือนก่อน +1

    ବହୁତ ସୁନ୍ଦର

  • @saratmohanty4255
    @saratmohanty4255 ปีที่แล้ว +4

    ଅବନ୍ତୀ ଦାସ ଆଖୁ ବିଲ ଖସ ଖସ। ଆଉ ବାଳ ଅଛି ଯେ କରିବ ଚାଷ।

  • @user-bs4pu4gq5m
    @user-bs4pu4gq5m 5 หลายเดือนก่อน +2

    ଗୁହ ଖାଇବା ପସନ୍ଦ ଲାଗିଲା ଜଗନ୍ନାଥ ପ୍ରବଚନ ଭୁଲିଗଲା

  • @adityanayak7513
    @adityanayak7513 ปีที่แล้ว +7

    ଆମ ନବୀନ ପଠାଇ ଦେବ ଦାଦନ ଖଟିତେ 🤣🤣🤣🤣

  • @ranjanranjan6906
    @ranjanranjan6906 ปีที่แล้ว +2

    ନବୀନ ପଟ୍ଟନାୟକ କଣ ତମ ବାପା ତା ପାଇଁ ପ୍ରଚାର କରୁଛୁ

  • @dusmantabehera7591
    @dusmantabehera7591 ปีที่แล้ว +3

    ନବୀନ ବାବୁ ବେଡିଂ ବା୍ନ୍ଧ ଘରକୁ ଯିବୁ

  • @KrishnaDas-ct4xq
    @KrishnaDas-ct4xq 5 หลายเดือนก่อน +2

    ବିଜୁ ଜନତା ଦଳ ଖାଇବ ମୋର ପେଳ କାମୋ କିଛି ନାଇଁ

  • @amubhai5175
    @amubhai5175 ปีที่แล้ว +7

    ବାଳ ଉପଡ଼ିବେ

  • @Debu1137
    @Debu1137 ปีที่แล้ว +2

    କିଛି ଲାଭ ହେଲାନି କାହିଁକି ଖାଲି ଟାରେ ଭୋକିଲୁ

  • @yasrajmovie2290
    @yasrajmovie2290 5 หลายเดือนก่อน +3

    ସର୍ବଶେଷରେ ଦାଦନ ଖଟିବାକୁ ବିଦେଶ ଯାଏ

  • @user-mb6dx2bm6e
    @user-mb6dx2bm6e 5 หลายเดือนก่อน +2

    ଏମିତି କାରିକି 25 ବର୍ଷ ଲୁଟି ଚାଲିଲା e ନବୀନ ଚାଟୁକାର

  • @sureshswain5734
    @sureshswain5734 ปีที่แล้ว +4

    ଓଡ଼ିଶାରେ ଋଣ ଭାର କେତେ ଅଛି କହିଲନି

  • @kumarlipu9503
    @kumarlipu9503 5 หลายเดือนก่อน +2

    ଶଳା ମୁହଁକୁ ଲାଜ ନାହିଁ ନବୀନ ନାଁରେ ପାଣ୍ଡିଆ ଲୁଟୁଛି ଶଳା ଜାଣିପାରୁନା ତୋ ମୁହଁକୁ ଶଳା ଲାଜ ନାହିଁ ଏମିତି ପ୍ରଚାର କରୁଛୁ ଓଡ଼ିଶାର ପୁଅ ତୁ ଶଳା ବାଳ ଅଛି ତୋ ମୁଣ୍ଡରେ

  • @asutoshpujari8951
    @asutoshpujari8951 ปีที่แล้ว +5

    ବେହିଆ କହୁନୁ ସୁରଟ କାଇଁକି ଯାଉଛନ୍ତି ଲୋକ

  • @pruthirajdalai6153
    @pruthirajdalai6153 ปีที่แล้ว +20

    ତୋ ଭଉଣୀ ଙ୍କୁ ଗେହିବ ନବିନ ଶଳା

    • @prakashtarai896
      @prakashtarai896 ปีที่แล้ว

      ଭାଇ ପୁରା ସଲିଟ୍ ଉତର ଦେଲ B J P

  • @vijaypadhiari5266
    @vijaypadhiari5266 ปีที่แล้ว +4

    ମନଜ ଭାଇ ନିର୍ବାଚନ କାଇଁ ମତିଚ ନିଜକୁ ନିଜେ ବଦନାମ କରୁଚ

  • @googly2.0
    @googly2.0 5 หลายเดือนก่อน +1

    ଫୁଲ ଫୁଟିବ❤

  • @jitendrabaral3456
    @jitendrabaral3456 ปีที่แล้ว +3

    BJD Jatraparty Bhala. Bhala Nataka kare 24 Barsa Ra Jatraparty Ebe Olata Tankadei Nacha karuchi Nabin Nacha Au Loka Dekhibeni ( 3rd Class) Jatra

  • @PriyabrataPanda-wt1pl
    @PriyabrataPanda-wt1pl 5 หลายเดือนก่อน +1

    ❤❤❤❤❤❤❤❤

  • @siba.123
    @siba.123 ปีที่แล้ว +9

    Jay Bjp

  • @Sibaram12370
    @Sibaram12370 5 หลายเดือนก่อน +2

    ଜୟ ଜଗନାଥ🙏🙏🙏🙏

  • @prasanta600
    @prasanta600 ปีที่แล้ว +4

    ଅବନ୍ତି ଅପାର ଝୁଲି ପଡ଼ିଛି,ରେ ରେ , ନବୀନ ର ବାଣ୍ଡ ଉଠୁଛି ରେ ରେ ରେ,

  • @PradeepDehuri-d4q
    @PradeepDehuri-d4q 3 หลายเดือนก่อน

    ବହୁତ୍ ସୁନ୍ଦର ଭାଇ ମାଡ଼ିଚାଲ

  • @samirpattanaik7789
    @samirpattanaik7789 ปีที่แล้ว +4

    BEST COMMENTATOR. CONGRATULATION FOR THIS SPEAKING POWER.

    • @RajuKandi-y5z
      @RajuKandi-y5z 8 หลายเดือนก่อน

      Best commentator❤❤❤❤

  • @chandrasekharsamal9176
    @chandrasekharsamal9176 4 หลายเดือนก่อน

    Fantastic, thank you navin babu.

  • @chandansahoo903
    @chandansahoo903 ปีที่แล้ว +5

    👍👍👍👍👍

  • @user-fg1cu9lr5b
    @user-fg1cu9lr5b 5 หลายเดือนก่อน +1

    Nec

  • @chandrasekharmuduli6172
    @chandrasekharmuduli6172 ปีที่แล้ว +6

    👌👌👌👌

  • @gyanasankarsahoo450
    @gyanasankarsahoo450 ปีที่แล้ว +1

    ଏ ଲୋକ ତାର ବୃତ୍ତି ଏବଂ ଟଙ୍କା ରୋଜଗାର କରିବା ଉଦ୍ଧେଶ୍ୟରେ ଏସବୁ କରୁଛି। କିନ୍ତୁ ଏହାର ବ୍ୟକ୍ତିତ୍ୱରେ କିଛି ମୂଲ୍ୟ ନାହିଁ କେତେବେଳେ ଠାକୁରଙ୍କ ପ୍ରବଚନ ଦେଇ ଲୋକମାନଙ୍କ ପାଖରେ ସରଳ ବ୍ୟକ୍ତିତ୍ୱ ବୋଲି ଜଣାଯାଇଛନ୍ତି ପୁଣି ଟଙ୍କା ପାଇଁ ଏସବୁ ନାଟ ଯଦି କରୁଛ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବୃତ୍ତି ଭିତରେ ରୁହ ସମ୍ମାନ ପାଇବ ନ ହେଲେ ସମୟକ୍ରମେ ତୁଚ୍ଛା ଅପମାନ ହେବା ସହିତ ଅନ୍ୟ ବୃତ୍ତିଟି ତୁମ ପାଖରୁ ସ୍ବତ ଭାବରେ ଚାଲିଯିବ।

  • @rabindrakarna652
    @rabindrakarna652 ปีที่แล้ว +5

    Jay Jagannath

  • @BighneswarBehera
    @BighneswarBehera 5 หลายเดือนก่อน +1

    ଜୟଜଗନ୍ନାଥ ଭାଇ ଭଜନଗାଇବାଲୋକଆସୁଚପ୍ରଚାରଗାଡିରେ

  • @nirabahera4333
    @nirabahera4333 ปีที่แล้ว +8

    Bala pachara karuchi

  • @suryamanimallikofficial5637
    @suryamanimallikofficial5637 ปีที่แล้ว +1

    ବିଜେପି ବିଧାୟକ ଦଳ ହେବ ପ୍ରଦୀପ ପୁରୋହିତ

  • @ghareluzindegisubash1269
    @ghareluzindegisubash1269 ปีที่แล้ว +3

    Khub sundar pracharaka..

  • @osmoodishaofficial
    @osmoodishaofficial 5 หลายเดือนก่อน +1

    ଭାଇ ଏଭାଇ ପ୍ରବଚକ ନା ରାଜନୀତି କରୁଛନ୍ତି ଏ କି ପ୍ରବଚକ ଆଂକେ କି ଜ୍ଞାନ ଦେବେ ମୁ ଭାବିଥିଲି ଭଲ ପ୍ରବଚକ ପ୍ରବଚନ ଦେଉଛନ୍ତି ଦେଖିଲା ବେଳକୁ ବାବୁ ରାଜନୀତି ପ୍ରବଚନ ଦେଉଛନ୍ତି ଯାତ୍ରା ଅଙ୍କର ଭଳି ଧନ୍ୟ

  • @sanjaymahanta4155
    @sanjaymahanta4155 ปีที่แล้ว +11

    Bala yojana?

  • @swapnajitjena5871
    @swapnajitjena5871 4 หลายเดือนก่อน +1

    Very nice 😮😮😮😮😮😮😮

  • @venomyt5106
    @venomyt5106 ปีที่แล้ว +5

    Great 👍

  • @bimbadharjena1572
    @bimbadharjena1572 ปีที่แล้ว +1

    ଆରେ ଶଳା ଚାମଚା ତୁ ଶଳାଟା କ'ଣ ବାଳଟା ଜାଣିଛୁ କହିଲୁ ? ଏଇଥରକ ସେଠି ଚିତ୍ପଟାଙ୍ଗ ମାରିବ, ସତେଯେମିତି ନବୀନ ପଟ୍ଟନାୟକ ତୋ ବୋପା ସେହିପରି ପ୍ରଚାର କରୁଛୁ ।

  • @santoshsontosh4043
    @santoshsontosh4043 ปีที่แล้ว +4

    Bala mundi yojana

  • @atozkirtanvideo
    @atozkirtanvideo 5 หลายเดือนก่อน +1

    ଭାଇ ଭଲ ପ୍ରଚାର କରୁଛ ହେଲେ ମାଗିହା ବିଜେଡି ସରକାରଙ୍କ ପ୍ରଚାର କରନା

  • @pramilabehera6886
    @pramilabehera6886 ปีที่แล้ว +4

    Prachar suni loka mane. Manoranjan karu thibe 👌pura jamuchi

  • @avayapanigrahi
    @avayapanigrahi 6 หลายเดือนก่อน +1

    ନବୀନି ଶଙ୍ଖ ବାଜି ବ ନାହିଁ ରେ ତାହା ଡାଲା ବାଜିଲାନି ଜାଣି ପାରୁନ ୨୦ ଟଙ୍କାରେକାମ ଚଲେଇ ଦେଉଛ ତୁମେ କଉ୦ୁ ଜାଣି ଵ😂😂😂😂😂😂😂

  • @amarkumaramarkumaramiti9610
    @amarkumaramarkumaramiti9610 ปีที่แล้ว +3

    Bhala kahuchu jatra ku pala

  • @user-bd2bu4mi2s
    @user-bd2bu4mi2s 5 หลายเดือนก่อน +2

    ପଦ୍ମ ଫୁଲ ରେ ପୋକ ନାଇ ରେ ଝିଅ ଗିହଣା

  • @abhayakumarjena9389
    @abhayakumarjena9389 ปีที่แล้ว +5

    Magya ku laza tike nahi

  • @lokalsisir2779
    @lokalsisir2779 ปีที่แล้ว +1

    ମୋ ବାଳ ଯୋଜନା ଗୋଟେ କରି ଦିଅ ଏଥର।

  • @nirabahera4333
    @nirabahera4333 ปีที่แล้ว +4

    Ea Naveen Jeaje nka loka

  • @Naruta-qc4dt
    @Naruta-qc4dt 4 หลายเดือนก่อน +1

    🙏🙏🙏🙏👍👍👍👍👍👍

  • @rabindrasahoo1743
    @rabindrasahoo1743 ปีที่แล้ว +3

    କେତେ ଟଙ୍କା ଖାଇଛୁ ଶଳା, 🙃

  • @bishnunayak1371
    @bishnunayak1371 ปีที่แล้ว +2

    Biju Janata dala odisha matira kala

  • @baikunthanathacreationsnay1414
    @baikunthanathacreationsnay1414 ปีที่แล้ว +7

    🙏🌹👍♥👌🥦💚 ଜୟ ଜଗନ୍ନାଥ !

  • @bishikeshanbehera5868
    @bishikeshanbehera5868 5 หลายเดือนก่อน +1

    ଜଗନ୍ନାଥଙ୍କ ନାମ କହୁଥିବା ପାଟି ଏତେ ମିଛ କେମିତି କହୁଛି ।

  • @gaganbiswal9765
    @gaganbiswal9765 ปีที่แล้ว +3

    Jya hind🙏

  • @tukunaful
    @tukunaful 5 หลายเดือนก่อน +1

    ତାମିଲ୍ ଶଙ୍ଖ ଦରକାର ନାହିଁ ଆମର ।

  • @Djsanjibproduction789
    @Djsanjibproduction789 ปีที่แล้ว +4

    Jay Naveen 🙏

  • @NeelomLifestilel7718
    @NeelomLifestilel7718 2 หลายเดือนก่อน

    Supar 👍👍👍