ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ 🙏😲

แชร์
ฝัง
  • เผยแพร่เมื่อ 6 ม.ค. 2022
  • #BhaktiSamarpan ‪@BhaktiSamarpan‬
    ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ
    ✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Bhakti Samarpanକୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
    / bhaktisamarpan
    Please Like, Share & Subscribe to " Bhakti Samarpan" Channel
    Get alerts when we release any new video. TURN ON THE BELL ICON on the channel🔔
    tiny.cc/buebgz
    ...............................................................................................................
    For Bhajan Program Booking "Sworaarabinda Biswa Shanti Bhajan Sandhya" Call - 9437630756/9583337221
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ♪ Enjoy and stay connected with us!! ♪
    ✽ Mail Id: bhaktisamarpan.odia@gmail.com
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ©Bhakti Samarpan 2022
    * ANTI-PIRACY WARNING *
    This content is Copyright to Bhakti Samarpan. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
  • บันเทิง

ความคิดเห็น • 2.7K

  • @BhaktiSamarpan
    @BhaktiSamarpan  ปีที่แล้ว +170

    th-cam.com/video/50SioVlso6w/w-d-xo.html
    th-cam.com/video/50SioVlso6w/w-d-xo.html
    *ମନୋଜ ଭାଇଙ୍କ ନୂଆ ଭାବ ଭକ୍ତିପୂର୍ଣ୍ଣ ପ୍ରବଚନ ଭିଡ଼ିଓ ଦେଖନ୍ତୁ👆... ଜୟ ଶ୍ରୀ ଜଗନ୍ନାଥ 🙏*

    • @deepakkumardas3895
      @deepakkumardas3895 ปีที่แล้ว

      AZ Z z xx zzzz ZZz z zz zzzz ZZz xx xx z xx xx z zzzz z xx zzzz ZZzz azaa xx xx xx xx zz zz zzzz azzu zz zzzza

    • @mygelhi8845
      @mygelhi8845 ปีที่แล้ว

      Tytttoa re re 433 rewwarotahotor 433 4 433 433 554 433 43 433 43 43 4 433 re 433 433 re 43 433 re 43 4 433 re 433 4 433 re re 433 433 43 re 433 re re re 433 re re re 43 333 re 433 tee ~433 re re 433 433 433 433 re re 433 se ~re 5~3 343 re were 433 43 re e 433 43 433 re 433 eter 43 43 re re 34 re re 435 ~6 re re 433 e~6~3 re e re re 4~433 ~re re 533 re re 433 433 43 re e re e 433 e re ~44~433 eete re re 43 re re 34 433 e re re re 43 ~re e re ~43 re reete 433 ~4 343 e re re 343 re re re re re ese ~re e re 5~re re 43 eeeeee ~43 43 43 re re re re re re e 433 43 e 434 eeeeee re 435 re e re re re 5e~43 ~eeeeee we 333 435 e re re eeeeee e re ~43 re weer re re re re re re 333 re re 433 eEre3E4ezeeew54eeeeee4w53~e re eee ese 43 were eeeeee e 43 re 433 sewe re re e re e4e3E35~eeeeee were re 43 re 433 e re eeeeee were e~re re e E re e435~5 ~3 we re e re reete 433 were ese eee e re 333 re ese re re re er err eeeeee ter e 33 re re re re e re re re er were e eeeeee saree eeeeee ette e 43 re e 3235 e re eee e343e~eee eeeeee reet 3445~3 re e re eeeeee were e re eee re ret eete eee eeeeee eeeeee were were ee to eeeeee eee ~see 3 were 3 ret weer ~Were ~4 ere re 3 er e eeeeee e3E~re re 434~eeeeee 3 what 3 eeeeee e re e re ee e eeeeee etete e re e re re re e re re re re re re re re re err ~e ter eeeeee e eeeeee e re eeeeee REESE 33 333 RE EEEEEE 33 3 3 44~RE E~3 3 RE Eeeeee eeeeee er e re e re re 3 re eeeeee re re re Eeeeee re re Re re re re re re re ete eeeeee e e e e e e e e e e e e e e e e e e e e e e e e e e e e e e e e re re re re re re ete er s r r r r r r r r r r r r r r r r r r r r r r r r er e e e e e e e e e e e e e e re e e eeeeee re eeeeee eete eeeeee eeeeee 444e444ee4444445e444e4e444e444e444e444e4444e44e4444ee4444ee444444444e4444444444e44444e44444444e4eee44ee44e44444e44e4e444444e444444e4e4e44444e444e44444ee44e44e4e445e

    • @Manashranjita09999
      @Manashranjita09999 ปีที่แล้ว +15

      nice

    • @swagatikaranee8994
      @swagatikaranee8994 ปีที่แล้ว +6

      P

    • @saritasahoo8194
      @saritasahoo8194 ปีที่แล้ว +3

      @@swagatikaranee8994 lo er

  • @soumyaranjandas678
    @soumyaranjandas678 ปีที่แล้ว +93

    ମହାପ୍ରଭୁ ଜଗନ୍ନାଥଙ୍କ ଏହି ବାଣୀ ଶୁଣିଲା ପରେ ଲୋମ ଟାଙ୍କୁରି ଉଠିଲା । ଅତି ସୁନ୍ଦର କଥା 🙏🏻 ଜୟ ଜୟ ଜଗନ୍ନାଥ 🙏🏻💝❤️🥺

  • @purnasahoo4254
    @purnasahoo4254 2 ปีที่แล้ว +28

    ବହୁତ୍ ସୁନ୍ଦର ବିଷୟ ଯେତେ ଲାଇକ କଲେବି କମ୍ ପଡ଼ିଯିବ ମୋ ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ ମହିମା ରହୁ ଭାଇ ତମ ଉପରେ🙏🏻❤️❤️🙏🏻 ଜୟ ଜଗନ୍ନାଥ

  • @kulantirtol
    @kulantirtol ปีที่แล้ว +10

    କେଡେ ସୁନ୍ଦର କଥା ଟିଏ କହିଲେ ଆପଣ ,ସବୁ ପ୍ରଶ୍ନ ର ଉତ୍ତର ମିଳିଗଲା , ଜୟ ପ୍ରଭୁ ଜଗନ୍ନାଥ 🙏🙏🙏

  • @astrologerchandanpanda3607
    @astrologerchandanpanda3607 ปีที่แล้ว +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏।
    ଜ୍ୟୋତିଷ ସମ୍ବନ୍ଧୀୟ ଅସୁବିଧା ର ସମାଧାନ ନିମନ୍ତେ ମୋ ଚ୍ୟାନେଲ କୁ ସ୍ଵାଗତ

  • @narayandalai9799
    @narayandalai9799 2 ปีที่แล้ว +59

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

    • @indrapradha8735
      @indrapradha8735 2 ปีที่แล้ว

      Nu tc

    • @narayanprasadsahoo4924
      @narayanprasadsahoo4924 2 ปีที่แล้ว

      Ll

    • @LUCKY_95427
      @LUCKY_95427 ปีที่แล้ว +1

      ଜୟ ଶ୍ରୀରାମ ମହାପ୍ରଭୁ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🙏💐

  • @satyanarayanprasadnayak4505
    @satyanarayanprasadnayak4505 2 ปีที่แล้ว +18

    ଜଗତର ନାଥ ପ୍ରଭୁ ଜଗନ୍ନାଥ
    ତୁମ ଗାଥା ତ ଅମୃତ,
    ଶ୍ରବଣ ମାତ୍ରକେ ହୁଏ ପୁଲକିତ
    ତନୁ ମନ ଅମୋଦିତ I
    🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾

  • @AjanaBataraBatoi6018
    @AjanaBataraBatoi6018 ปีที่แล้ว +19

    ମୋ କାଳିଆ ସାଆନ୍ତ କଥା ଶୁଣି ମୋ ମନ ଆନନ୍ଦରେ ବିଭୋର ହେଇଯାଉଚି l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁ ମେ

  • @pratinaraita4527
    @pratinaraita4527 ปีที่แล้ว +4

    ବହୁତ ଭଲ ଲାଗିଲା ଭଗବାନ ଜଗରନାଥ ତୁମଙ୍କୁ ଘଣ୍ଠ ଘୋଡେଇ ରଖନ୍ତୁ

  • @TheRcs2011
    @TheRcs2011 2 ปีที่แล้ว +56

    ମୋନଜ ଭାଇ ଆପଣଙ୍କ ଏଇ ହୃଦୟ ସ୍ପର୍ଶି ବାଣି ଶୁଣି ମୁଁ ଯେପରି ଭଗବାନଙ୍କ ପାଖରେ ରହି ଶୁଣୁଛି ଏବଂ ଭଗବାନ ନିଜେ ମୋତେ କହୁଛନ୍ତି। ତେଣୁ ମୁଁ ଵହୁତ ଆନନ୍ଦିତ। ଆଉ ପାଦ ବିଷୟରେ କିଛି କୁହନ୍ତୁ ?

  • @sibaprasadnanda2135
    @sibaprasadnanda2135 2 ปีที่แล้ว +158

    ଏଇ ଜଗନ୍ନାଥ କଥାମୃତ ଏତେ ସୁନ୍ଦର ଲାଗୁଛି ଯେ ଯେତେ ଶୁଣିଲେ ବି ମନ ବୁଝୁନାହିଁ। ପ୍ରବଚକ ମନୋଜ ବାବୁଙ୍କୁ ସାଧୁବାଦ।

    • @BishnucharanRay-xy5ox
      @BishnucharanRay-xy5ox ปีที่แล้ว +1

      ବହୁତ ସୁନ୍ଦର ହୋଇଛି ଏହି ସବୁ ଗୀତ ଗାନ କରିବା ଉତ୍ତମ କର୍ମ କରିପାରୁ ନାହିଁ କାରଣ ମୁଁ ତୁମେ ନୂହେଁ ମୁଁ bishnu Charan Ray

    • @Dharmik944
      @Dharmik944 6 หลายเดือนก่อน

      Thik katha Bhai 💜💜

    • @viperpgaming5232
      @viperpgaming5232 5 หลายเดือนก่อน

      Thik katha

  • @dibakarharijan5748
    @dibakarharijan5748 11 หลายเดือนก่อน +9

    🙏🙏🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ବୋହୁତ ବୋହୁତ ସୁନ୍ଦର୍ ସାର୍ ଆପଣ ଙ୍କୁ ପ୍ରଣାମ 🙏🙏🙏🙏🙏

  • @rasmirina8983
    @rasmirina8983 ปีที่แล้ว +5

    ଜୟ ଜଗନ୍ନାଥ 🚩🙏🙏🙏🙏 ବହୁତ ସୁନ୍ଦର ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ❤❤❤❤❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ।🇳🇵🙏🙏🙏🙏🙏🙏🙏🙏🙏🙏🙏🙏🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ଏ ଭଳି ଭିଡିଓ ପୋଷ୍ଟ କରନ୍ତୁ।👏👏👏👏👏👏👏👏👏👏👏👏👏👏👏

  • @odiastudiono1870
    @odiastudiono1870 2 ปีที่แล้ว +31

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏

  • @ratikantasamal7814
    @ratikantasamal7814 2 ปีที่แล้ว +67

    ଆପଣଙ୍କ ପ୍ରବଚନ ଏମିତି ଲାଗୁଛି ଯେମିତି ପ୍ରଭୁ ଙ୍କୁ ପାଖରେ ପାଇଲା ଭଳି ଲାଗୁଛି 🙏🏻🙏🏻🙏🏻ବହୁତ ସୁନ୍ଦର ଲାଗିଲା 🙏🏻🙏🏻🙏🏻

  • @brahmanchhaivillagefastiva1093
    @brahmanchhaivillagefastiva1093 ปีที่แล้ว +7

    ଏହି ଶବ୍ଦ ଶୁଣି ମୁ ଧନ୍ଯ 🙏 ଧନ୍ଯ ତୁମ ଲିଳା ପ୍ରଭୁ 🙏💞🙏ଜୟ ଜଗନ୍ନାଥ 🙏

  • @bishnupriya-
    @bishnupriya- ปีที่แล้ว +10

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ⭕❗⭕ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏❤️❤️❤️❤️

  • @rachanaswani861
    @rachanaswani861 2 ปีที่แล้ว +43

    ହେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଲୀଳା ଅତ୍ୟନ୍ତ ଲୋକପ୍ରିୟ ଅଟେ 🙏🙏🙏

  • @narayandalai9799
    @narayandalai9799 2 ปีที่แล้ว +14

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଓ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @dillipkumarcreation7375
    @dillipkumarcreation7375 ปีที่แล้ว +7

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @JitendraSamantaray823
    @JitendraSamantaray823 ปีที่แล้ว +8

    ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ କଥାମୃତ ଶ୍ରବଣ କଲେ ଲାଗେ ଯେମିତି କି ଅଙ୍ଗରେ ଆତ୍ମ ଶିହରଣ ଖେଳିଯାଏ ‌।। ମନୋଜ ଭାଇଙ୍କ କଥା ଯେତେ ଶୁଣିଲେ ବି ମନ ବୁଝେନା
    ଜୟ ଜଗନ୍ନାଥ ⭕‼️⭕ 🌸🌸ଜୟ ଜଗନ୍ନାଥ 🚩🚩 ଜୟ ଜଗନ୍ନାଥ ~କୋଟି କୋଟି ପ୍ରଣାମ 🙏🙏🙏

  • @manojkumarrout8606
    @manojkumarrout8606 2 ปีที่แล้ว +18

    ଭଗବାନ୍ କରନ୍ତୁ ମନୋଜ ଭାଇ ତମେ ଓ ତମ ଚ୍ୟାନେଲ ଆମ ମାନଙ୍କୁ ଏମିତି ଜଗନ୍ନାଥ ଙ୍କ ଅମୃତ କଥା ସୁଣିବାକୁ ମିଳୁ

  • @bibekanandamohanty4293
    @bibekanandamohanty4293 2 ปีที่แล้ว +38

    ମନୋଜ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି କରୁଛି କି ଠାକୁର ଆପଣଙ୍କୁ ଏହି ପରି ବାର୍ତ୍ତା ଶୁଣାଇ ବାକୁ ସବୁ ଦିନ ପାଇଁ ଆପଣଙ୍କୁ ଓମର ରଖନ୍ତୁ...ଜୟ ଜଗନ୍ନାଥ...ହରିବୋଲ...

  • @myvillagevoice6620
    @myvillagevoice6620 ปีที่แล้ว +39

    ମନୋଜ ଭାଇ 🙏🏾🙏🏾
    ଆପଣ ଙ୍କ ଏହି ଭାବ ପୂର୍ଣ୍ଣ ବାଣୀ ଶୁଣି
    ଏ ହୃଦୟ ପବିତ୍ର ହୋଇଗଲା।
    🙏🏾🙏🏾🙏🏾

  • @mihiradas9038
    @mihiradas9038 ปีที่แล้ว +3

    ଜୟ ଜୟ ଜଗନ୍ନାଥ 🙏🙏🙏

  • @kruchnachandrananda8649
    @kruchnachandrananda8649 2 ปีที่แล้ว +60

    ଅତ୍ୟନ୍ତ ଭାଵ ପୁର୍ଣ ଓ ହୃଦୟସ୍ପର୍ଶୀ ଦୃଷ୍ଟାନ୍ତ 👌👌👌 ଜୟ ଜଗନ୍ନାଥ 🙏🙏

  • @ranjankabi3456
    @ranjankabi3456 2 ปีที่แล้ว +169

    ହୃଦୟ ସ୍ପର୍ଶୀ କଥା ଆମ ପ୍ରଭୁ ଜଗନ୍ନାଥଙ୍କର ଯେତେ ଶୁଣିେଲ ବି ମନ ଭରେନା🙏🙏ଜୟ ଜଗନ୍ନାଥ🙏🙏

    • @ajaykumarsasmal5178
      @ajaykumarsasmal5178 2 ปีที่แล้ว +1

      Jai jagannath

    • @manasmartha5191
      @manasmartha5191 2 ปีที่แล้ว

      Satare bhai akhiru luha jhari asuchi jagannath nka katha sunile

    • @sripadagouda990
      @sripadagouda990 2 ปีที่แล้ว

      Q

    • @sripadagouda990
      @sripadagouda990 2 ปีที่แล้ว

      @@ajaykumarsasmal5178 qqqqqqqqqq++++++++++++++++++++++++++++++++++++++++++++++pppqqqqqqqqqqppqqppqppqqq+++++++@+

    • @kailashbehera3008
      @kailashbehera3008 2 ปีที่แล้ว

      Anta

  • @bibhutibhusanmahapatra6815
    @bibhutibhusanmahapatra6815 ปีที่แล้ว +17

    ଆତ୍ମା ଶାନ୍ତି ହୋଇଗଲା , ମନ ଆନନ୍ଦ ହୋଇଗଲା ଜୟ୍ ଜଗର୍ନାଥ୍ 🙏🙏🙏

  • @swarnapravanayak9460
    @swarnapravanayak9460 ปีที่แล้ว +4

    Jay jaganatha ❤🙏ete sundara katha prabhu nka bisyare suni kana pabitra heigala pari laguchi😊jay jaganatha 🙏

  • @panditdinabandhupadhi2675
    @panditdinabandhupadhi2675 2 ปีที่แล้ว +27

    ଅତି ସୁନ୍ଦର ହୃଦୟସ୍ପର୍ଶୀ ଆଲ୍ହାଦିତ ରୋମାଞ୍ଚିତ ଗାଥା ଜୟ ହୋ ମଣିମାଙ୍କର ଜୟ ଜୟ ହୋ ମଣିମାଙ୍କର 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾

  • @Jitu_123
    @Jitu_123 2 ปีที่แล้ว +22

    , ବହୁତ ସୁନ୍ଦର ହେଇଛି,, ହୃଦୟ ସ୍ପର୍ଶ

  • @GeniusTiger
    @GeniusTiger ปีที่แล้ว +2

    ଜୟ ଜଗନ୍ନାଥ🙏🙏

  • @goldenpari1855
    @goldenpari1855 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏🌹

  • @Rambhakt_Deepika
    @Rambhakt_Deepika 2 ปีที่แล้ว +16

    ହୃଦୟସ୍ପର୍ଶୀ ପ୍ରବଚନ 🙏🙏🙏🙏💐💐💐
    Jay Jagannath 🙏💐🙏💐

  • @tunajena9588
    @tunajena9588 2 ปีที่แล้ว +26

    ଅତି ସୁନ୍ଦର କଥା ଶୁଣି ମନ ପବିତ୍ର ହୋଇଗଲା ଜୟ ଜଗନ୍ନାଥ ସ୍ଵାମୀ କୀ ଜୟ 🙏🙏🙏

  • @dillipkumarojha5474
    @dillipkumarojha5474 ปีที่แล้ว +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏

  • @bijayrautaray3420
    @bijayrautaray3420 ปีที่แล้ว +3

    ଭଲ ଉପସ୍ଥାପନା କଲେ ସେ ହେଉଛନ୍ତି ଲୀଳାମୟ ଠାକୁର ଜୟ ଜଗନ୍ନାଥ 🙏🙏🙏🙏🙏

  • @Newgeneration74
    @Newgeneration74 2 ปีที่แล้ว +9

    ହେ ପ୍ରଭୁ ଜଗନ୍ନାଥ ତୁମକୁ କୋଟି କୋଟି ପ୍ରଣାମ, ମୋର ଗ୍ରହଣ କର

  • @maheswargouda7789
    @maheswargouda7789 2 ปีที่แล้ว +9

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏

  • @user-os7yr2vx5j
    @user-os7yr2vx5j 2 หลายเดือนก่อน +2

    ଜୟ ଜଗନ୍ନାଥ ମହାପ୍ରଭୁ

  • @jitendrajena5362
    @jitendrajena5362 7 หลายเดือนก่อน

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ହୃଦୟସ୍ପର୍ଶୀ ପ୍ରବଚନ ଶୁଣି ମନ ଖୁବ୍ ଆନନ୍ଦିତ ହେଲା..।। ପ୍ରବଚନ ମନୋଜ ବାବୁ ଖୁବ୍ ସୁନ୍ଦର ଭାବରେ ସବୁ କଥା ବୁଝେଇ କହିଲେ..
    କିନ୍ତୁ,ମୋର ତାଂକୁ ଗୋଟିଏ ପ୍ରଶ୍ନ ମହାପ୍ରଭୁଙ୍କ ର ପାଦ ନାହିଁ କ'ଣ ପାଇଁ??
    ଏ ପ୍ରଶ୍ନ ର ଉତ୍ତର ଦେଲେ ଖୁସି ହେବ।
    ଜୟ ଜଗନ୍ନାଥ 🙏🙏

  • @pravatmangaraj4474
    @pravatmangaraj4474 2 ปีที่แล้ว +13

    ବହୁତ ସୁନ୍ଦର ହୃଦୟର ଗାଥା........ 👌🥰❤🌹👌

  • @janmajaysingh8998
    @janmajaysingh8998 2 ปีที่แล้ว +11

    ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଭଗବାନ 🙏🙏🙏

  • @Press-jt6oy
    @Press-jt6oy 5 หลายเดือนก่อน +2

    କେତେ ସୁ ସୁନ୍ଦର କଥା ଅମୃତ ଶୁଣୁଥିଲେ ଆଖିରୁ ଧାର ଧାର ଅଶ୍ରୁ ଝରିଯାଉଛି

  • @laxminarayansethy2332
    @laxminarayansethy2332 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌸

  • @nabakishoreojha6508
    @nabakishoreojha6508 2 ปีที่แล้ว +5

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ♥️🌹🙏🌹♥️

  • @mamatamohapatra6699
    @mamatamohapatra6699 2 ปีที่แล้ว +72

    ଅତୀବ ହୃଦୟସ୍ପର୍ଶୀ ସାରମର୍ମ ବାଣୀ ଜୟ ଜଗନ୍ନାଥ ମହାପ୍ରଭୁ ଅନନ୍ତ କୋଟି ଦଣ୍ଡବତ 🙏🙏🙏🙏🙏🙏🙏🙏🙏

  • @satyavideos6170
    @satyavideos6170 ปีที่แล้ว +3

    ଜୟ ଜଗନ୍ନାଥ 🙏🙏🙏🙏🙏ଅତୀବ ସୁନ୍ଦର କଥା 🙏🙏🙏🌹🌹❤❤

  • @simabhaimaharana2837
    @simabhaimaharana2837 ปีที่แล้ว +2

    ବହୁତ ବଢିଆ ଉପସ୍ଥାପନା ମନୋଜ ବାବୁ।

  • @tarakantabaral4061
    @tarakantabaral4061 2 ปีที่แล้ว +22

    ବହୁତ ବଡ଼ ଜ୍ଞାନୀ ପୁରୁଷ ଙ୍କ ପାଖରୁ ଜଗନ୍ନାଥ ଙ୍କ ନାମ ଟିକେ ଶୁଣି ବହୁତ ଭଲ ଲାଗିଲା 🙏🙏

  • @pralayadas9091
    @pralayadas9091 2 ปีที่แล้ว +187

    ମହାପ୍ରଭୁ ଜଗନ୍ନାଥ ଙ୍କର ଏହି ମର୍ମସ୍ପର୍ଶୀ, ରୋମ ଟାଙ୍କୁରୀ ଉଠିବା ଭଳି ମାହାତ୍ମ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ. ଧନ୍ୟବାଦ ଭକ୍ତି ସମର୍ପଣ, ଅଶେଷ ଅଶେଷ ଧନ୍ୟବାଦ ମନୋଜ ଭାଇ 🙏

    • @julipatel7691
      @julipatel7691 2 ปีที่แล้ว +2

      Jai sri jagannath.

    • @satyajeetnayak4791
      @satyajeetnayak4791 2 ปีที่แล้ว +3

      Very nice👍👏👏

    • @Rajeshpanda108Cdc
      @Rajeshpanda108Cdc 2 ปีที่แล้ว +2

      ଚୁତୀୟ ବନାଉଛି ସଲା ଯେମିତି ତୋ ପାଖରେ ଭଗବାନ ବସି ଥିଲା

    • @purnasahoo4254
      @purnasahoo4254 2 ปีที่แล้ว +2

      @@Rajeshpanda108Cdc ଭଗବାନ ସବୁଠି ଅଛନ୍ତି ତମେ ତମ ଆଖିରେ ଥରେ ଦେଖିବାକୁ ଚେଷ୍ଟା କର ଭାଇ

    • @sasmitamohanta3009
      @sasmitamohanta3009 2 ปีที่แล้ว

      @@julipatel7691 a

  • @moks.7772
    @moks.7772 ปีที่แล้ว +3

    ପ୍ରକୁତରେ ମହା ପ୍ରଭୁଙ୍କ ଲୀଳା ଅପାରପାର 😭😭❤️🥺

  • @basantamanjarinayak5232
    @basantamanjarinayak5232 ปีที่แล้ว +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @sagarpradhan630
    @sagarpradhan630 2 ปีที่แล้ว +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ...............🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭

  • @santoshkumarpati4493
    @santoshkumarpati4493 2 ปีที่แล้ว +16

    ମନୋଜ ବାବୁ ଅଶେଷ ଧନ୍ୟବାଦ ସୁନ୍ଦର କଥା ସବୁ ଜଗନ୍ନାଥ ଙ୍କ ବିଷୟରେ ଜାଣିବାକୁ ପାଇଲେ ।

    • @BhaktiSamarpan
      @BhaktiSamarpan  2 ปีที่แล้ว

      Thank you
      Do like n comment on this video n subscribe the channel

  • @user-oo1pz9sp2x
    @user-oo1pz9sp2x ปีที่แล้ว +1

    ଆହେ ମଣିମା ମୋ ପ୍ରଭୁ କୋଟି କୋଟି ପ୍ରଣାମ ମୋ ପ୍ରଭୁ ହେ ସାଅନ୍ତେ 🙏🙏🙏ସଂସାର କୁ ଉଦ୍ଧାର କରୋ ମଣିମା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ

  • @prasantakumarmohanty4876
    @prasantakumarmohanty4876 ปีที่แล้ว +1

    ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!!!!!

  • @jagoindiajago8947
    @jagoindiajago8947 2 ปีที่แล้ว +5

    ଜୟ ଶ୍ରୀ ଜଗନ୍ନାଥ
    ଅତି ସୁନ୍ଦର ବନ୍ଧୁ

  • @-kalakaraduniya8615
    @-kalakaraduniya8615 2 ปีที่แล้ว +7

    ବହୁତ ସୁନ୍ଦର ଭାବରେ ଜଗତ ର ନାଥ ଜଗନ୍ନାଥ ଙ୍କୁ ହୁରଦୟ ରେ , ମନ ପ୍ରାଣ ରେ ବସାଇ ଛନ୍ତି "ମନୋଜ" ଭାଇ , ଆପଣ ଙ୍କ ଶ୍ରୀ ମୁଖ ରୁ ମହା ପ୍ରଭୁ ଜଗନ୍ନାଥଙ୍କ ବାଣୀ ଶୁଣିଲା ପରେ , ଆମ ସମସ୍ତ ଙ୍କ କଲା କର୍ମ ର ପାପ କିଛି ମାତ୍ରା ରେ ଧୋଇ ହେଜାଇଛି , ଆପଣ ଙ୍କୁ ଆମ "କଳାକାର ଦୁନିଆ" ତରଫ ରୁ କୋଟି କୋଟି 🙏🙏🙏, ବହୁତ ବହୁତ ଧନ୍ୟବାଦ୍" ଭକ୍ତି ସମର୍ପଣ " କାର୍ଯ୍ୟ କ୍ରମ କୁ , ଜୟ ଜଗନ୍ନାଥ 🙏🙏🙏🙏

  • @priyanshupriyaranjanmohant8760
    @priyanshupriyaranjanmohant8760 วันที่ผ่านมา

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏

  • @kanakalatacreations5585
    @kanakalatacreations5585 ปีที่แล้ว +1

    Jay Jagannatha swami nayana pathagami bhobo tume 🙏🙏🙏🙏🙏🙏🙏🙏🙏🙏

  • @laxmidharsahoo1745
    @laxmidharsahoo1745 2 ปีที่แล้ว +6

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମଣିମା ଙ୍କର ଜୟ l

  • @aksanshkrutiodisha6693
    @aksanshkrutiodisha6693 2 ปีที่แล้ว +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @user-nv8gj1yy5y
    @user-nv8gj1yy5y 3 หลายเดือนก่อน

    ଆପଣଙ୍କ ପ୍ରବଚନ,,, ଯେତେ ଶୁଣୁଛି,,, ଭାବ ସେତେ ବଢ଼ି ଯାଉଛି, ଜୟ ଜଗନ୍ନାଥ 🙏🙏🙏

  • @ramakant5826
    @ramakant5826 7 หลายเดือนก่อน

    ଅତି ସୁନ୍ଦର ଅତୁଲ୍ୟ ଉପସ୍ଥାପନା ଆପଣଙ୍କର । ଜଗତର ନାଥ ଜଗନ୍ନାଥ ଙ୍କ ଅଭୟ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ । ଜୟ ଜଗନ୍ନାଥ ସ୍ୱାମୀ ସବିନୟ - ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ), ଅରୁଣାଚଳ ପ୍ରଦେଶ

  • @242-sudhansusekharkar7
    @242-sudhansusekharkar7 2 ปีที่แล้ว +55

    ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇଛି 🙏🏻 ନୂତନ କଥା ଶୁଣିବାକୁ ମିଳିଲା 🙏 ଜୟ ଜଗନ୍ନାଥ 🙏🏻 ଜୟ ଜଗନ୍ନାଥ 🙏

  • @bibhusanalysisba8131
    @bibhusanalysisba8131 2 ปีที่แล้ว +7

    ଜୟ ଜଗନ୍ନାଥ। ଆପଣଙ୍କୁ ଧନ୍ୟବାଦ ଆଜ୍ଞା

  • @krupasindhumishra3135
    @krupasindhumishra3135 ปีที่แล้ว +1

    କନ୍ଦାଇ ଦେଲେ ମହାପ୍ରଭୁ ଚାହିଁଲେ ଓ ଦେଲେ ।ଜୟ ଜଗନ୍ନାଥ ।

  • @maniramsabar4263
    @maniramsabar4263 5 หลายเดือนก่อน +2

    ଜୟ ଜଗନ୍ନାଥ 🙏

  • @rudranarayansahoo-1210
    @rudranarayansahoo-1210 2 ปีที่แล้ว +14

    ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ହୃଦୟସ୍ପର୍ଶି ପ୍ରବଚନ ଶୁଣି ମନ ଆନନ୍ଦିତ ହେଇଗଲା 🙏l ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @ranjansundaray2968
    @ranjansundaray2968 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ।ସେ ତ କଳିଯୁଗର କାଳିଆ ଶା ଆନ୍ତ। ତା ଆଖିରେ ଆଖି ମିଶେଇ ଦେଖିଲେ ଲୁହ ଆପେ ଆପେ ବାହାରିଆସେ।

  • @PrabeshMallik
    @PrabeshMallik 27 วันที่ผ่านมา

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ 🙏🙏🙏🙏🙏🙏🙏🙏🙏🙏🙏🙏

  • @manojbhoi9012
    @manojbhoi9012 2 ปีที่แล้ว +17

    Excellent👌ବହୁତ ସୁନ୍ଦର ଉପସ୍ଥାପନା

  • @somcreationbymanojdash2379
    @somcreationbymanojdash2379 4 หลายเดือนก่อน +2

    ମହାପ୍ରଭୁଭଙ୍କ ଆଶୀର୍ବାଦ ଆପଣଙ୍କ ସାହ achhi

  • @rameshchandranayak8781
    @rameshchandranayak8781 ปีที่แล้ว

    ଭଲ ଲାଗିଲା ଏ ସତ୍ୟ ପ୍ରବଚନ ମନୋଜ ନନା ଟିକେ ଆଗକୁ ଆପଣଙ୍କ ସାନି ଧ୍ୟ କେମିତି ପାଇବା ଜଣାଇବେ

  • @jitipradhan5957
    @jitipradhan5957 2 ปีที่แล้ว +13

    ଜୟ ଜଗନ୍ନାଥ 🙏🙏🌹🙏🙏 । ଭାଇ ଆପଣଙ୍କର କହିବା ଶୈଳୀ ଅତି ସୁନ୍ଦର ହେଲେ ମୋର ଗୋଟେ ପ୍ରଶ୍ନ ରହିଲା ଆପଣଙ୍କୁ । ଜଗନ୍ନାଥ କେଉଁ ଯୁଗରୁ ଅଛନ୍ତି । ଆଉ ଯେତେ ଜଣ ଭକ୍ତଙ୍କ କଥା କହିଲ ସେ ଏମିତି ବର ମାଗିଛନ୍ତି ବୋଲି କୋଉ ପୁରାଣରେ ବର୍ଣ୍ଣିତ ଅଛି ଟିକେ ବୁଝେଇକି କହିବେ ।

  • @pravakarnaik4412
    @pravakarnaik4412 2 ปีที่แล้ว +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ

  • @Mr.Jitendra_8533
    @Mr.Jitendra_8533 2 วันที่ผ่านมา

    ହୃଦୟ ରୁ ସ୍ୱାଗତ କରୁଛି ଆପଣ ଙ୍କ ପ୍ରବଚନ କୁ ସତରେ ଆପଣ ଙ୍କ ପ୍ରବଚନ ହୃଦୟ କୁ ସ୍ପର୍ଶ କରୁଅଛି 🙏🏻

  • @santossantoskumarsethi9737
    @santossantoskumarsethi9737 ปีที่แล้ว +1

    ଜୟ, ଜଗନ୍ନାଥ ❤❤❤

  • @godabarimangaraj5027
    @godabarimangaraj5027 2 ปีที่แล้ว +7

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏🙏🙏🙏🙏

  • @kanhucharan5487
    @kanhucharan5487 2 ปีที่แล้ว +5

    ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମଧାମ ଅନ୍ଦ କନ୍ଦ ଦିନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ l
    ଜୟ ଜଗନ୍ନାଥ 🙏🙏🙏

  • @prajnashreemohakud8347
    @prajnashreemohakud8347 ปีที่แล้ว +1

    🌺🌺🙏🙏ଜୟ ଜଗନ୍ନାଥ🙏🙏🌺🌺

  • @sitakantapanigrahi2633
    @sitakantapanigrahi2633 2 ปีที่แล้ว +28

    ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ମନୋଜ ଭାଇଙ୍କୁ ସାଧୁବାଦ | ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ଭକ୍ତି ସମର୍ପଣ ଚ୍ୟାନେଲ୍ କୁ ଶତ ଧନ୍ୟବାଦ | ଜୟ ଜଗନ୍ନାଥ |

    • @BhaktiSamarpan
      @BhaktiSamarpan  2 ปีที่แล้ว +1

      ଜୟ ଶ୍ରୀ ଜଗନ୍ନାଥ 🙏 🙌

  • @SR-fr5zr
    @SR-fr5zr 2 ปีที่แล้ว +14

    ଜୟ ଶ୍ରୀ ଜଗନ୍ନାଥ ❤🙏❤🙏

  • @mamatanayak7563
    @mamatanayak7563 ปีที่แล้ว +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @akashstatuszone6440
    @akashstatuszone6440 ปีที่แล้ว +2

    Jai jagannath swami Nayana patha gami bhaba tume🙏✨🙏

  • @manojbiswalsongs2192
    @manojbiswalsongs2192 2 ปีที่แล้ว +7

    ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ👏👏👏😥😥😥

  • @raydharbhai2
    @raydharbhai2 2 ปีที่แล้ว +6

    ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🙏🙏

  • @user-cx4ly5bs1g
    @user-cx4ly5bs1g 5 หลายเดือนก่อน

    🙏ଜୟ ଜଗନ୍ନାଥ 🌹ଜୟ ଜଗନ୍ନାଥ 🌹ଜୟ ଜଗନ୍ନାଥ 🙏

  • @user-xb7vz7bd2o
    @user-xb7vz7bd2o ปีที่แล้ว

    ଏହି କେତେଦିନ ଦେଖିନି ମଣିମା
    ଦେଉଳ ଭିତରେ କେମିତି ଅଛ
    ଭାରି ଅସହାୟ ଲଗେ ଏ ସମୟ
    ତୁମେ ସତ ପ୍ରଭୁ ଏ ଦୁନିଆ ମିଛ
    ଜୟ ଜଗନ୍ନାଥ 🙏

  • @jyotiranjanjena3051
    @jyotiranjanjena3051 2 ปีที่แล้ว +44

    ମନୋଜ ବାବୁ ଆପଣ ଯେଉଁ ଭଳିଭାବେ ଜଗନ୍ନାଥଙ୍କ କଥାମୃତ ଉପସ୍ଥାପନା କଲେ... ବହୁତ ଖୁସି ଅନୁଭୂତି ହେଲା... କିନ୍ତୁ ଗୋଟେ କଥା ବୁଝାପଡ଼ିଲା ଜଗତର ନାଥ ଜଗନ୍ନାଥ ଯୁଗେ ଯୁଗେ ଧର୍ମ ରକ୍ଷାପାଇଁ କିଛିବି କରିପାରନ୍ତି,,, ବହୁତ ବହୁତ ଧନ୍ୟବାଦ

    • @mamatanayak7563
      @mamatanayak7563 ปีที่แล้ว +2

      Beautiful bro

    • @RakhiMajhi-ql1ww
      @RakhiMajhi-ql1ww 2 วันที่ผ่านมา +1

      ❤ Jai shree Jagannath ❤ love you my lord Jagannath

    • @arjunsahoo-df1oz
      @arjunsahoo-df1oz วันที่ผ่านมา +1

      Jay jagannath bhai, ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ

  • @OdiaSongs172
    @OdiaSongs172 2 ปีที่แล้ว +10

    ଜୟ ଜଗନ୍ନାଥ

  • @bestfoodofindiadallbadi2421
    @bestfoodofindiadallbadi2421 ปีที่แล้ว

    ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କ କଣ୍ଠ ରେ ଏମିତି ଥାନ୍ତୁ

  • @saisrimantapatasani6894
    @saisrimantapatasani6894 ปีที่แล้ว +1

    ଆପଣ ରାଜନୀତି ପ୍ରଚାର ଟିକେ କରନ୍ତୁ ନବୀନା ଉପରେ

  • @rajenbiswal1405
    @rajenbiswal1405 2 ปีที่แล้ว +7

    💐💐💐ସବୁ ସେହି ଲୀଳାମୟଙ୍କର ଲୀଳା 💐💐💐
    ଜୟ ଜଗନ୍ନାଥ

  • @jogiramgouda
    @jogiramgouda 2 ปีที่แล้ว +6

    ଜୟ ଜଗନ୍ନାଥ 🙏🙏

  • @ommmotivation237
    @ommmotivation237 2 หลายเดือนก่อน

    ଅତି ସୁନ୍ଦର ❤❤ ।। ଜୟ ଜଗନ୍ନାଥ 🚩🚩

  • @sankarstar9078
    @sankarstar9078 3 หลายเดือนก่อน +1

    ଜୟ ଜଗନ୍ନାଥ🙏🙏🙏🙏

  • @satyadalai1220
    @satyadalai1220 2 ปีที่แล้ว +7

    ଜୟ ଜଗନ୍ନାଥ ସ୍ଵାମୀ 🙏 ଜୟ ଜଗନ୍ନାଥ ସ୍ଵାମୀ 🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @bababatagoseichanel6730
    @bababatagoseichanel6730 2 ปีที่แล้ว +5

    ହେ ମହାଶୟ ଅତିସୁନ୍ଦର ବାଣୀ ଆପଣଙ୍କୁ ଅଶେଷ ଧନ୍ୟବାଦ