ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଜଉ ମାନେ କୌଣସି ଦଳ ରୁ ଟଙ୍କା ଟେ ବି ନେଇନ ଲାଇକ ଟେ ହଉ
Like ପାଇଁ bhala ଯୋଜନା 😂
Mun vote daba purbaru magiki nei asichi mora voter id hele vote debi kahiki😂
@@souravyt15 ସାବାସ 👍🏻
👍👍👍👍👍👍👍👍
Mu nie chi 🤣 bcz tanka dia ntu ki na dio ntu amoro to pilaa belu gote hi party'😁👉 party badlie baaro nai ... 😁 Andira pilaa 🤣 kebe party badaleye ni
ବର୍ଷା ଭାଉଜ ଆଉ ଟୁଲୁ ଭାଇ ଙ୍କର ଯୁଦ୍ଧ ବହୁତ ଭଲ ଲାଗିଲା 😂😂😂 ତାଙ୍କ ପାଇଁ ଗୋଟେ 👍 ହଉ
th-cam.com/users/shortsfM_NzD_l7Hw?si=-Bp-MT2l8UTTB0WO
ବହୁତ ଦିନ ପରେ ଗୋଟେ ଭଲ ଭିଡିଓ ଜୟ ଶ୍ରୀ ଜଗନ୍ନାଥ
ଯେଉମାନେ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଛ ଗୋଟେ like kara ❤️
❤❤❤❤❤❤❤
Aam gnaa re unnati heeni desha re kn unnati heba
😅😅😅😅😅😅😅😅@@sabitrising-jo4ud
@@sabitrising-jo4ud tama gaan Bangladesh re ki😂
ଦଳ ଦେଖି ଭୋଟ ଦିଅନି candidate ଦେଖି ଭୋଟ ଦିଅ Jay hind jay bharat🇮🇳🇮🇳
Candidate dekhi ki loka dauchhanti naveen dhoka dauchi aau baki dala prabachhana dauchi
Candidate dekhi dele ta semane dala change katidauchanti candidate nka upare bala re bi bharasa nahin
Ame candidates dekhi vote Debu kintu ama candidates ra value rahuni bjd sarkar re .... so dala dekhi ethara vote dabu
Candidate ra tala ta chati de
are bhai Candidate ta a time re jete kharap hele bi pura godo tale padijiba hele jitigala pare sia tamar upakar kariba ta ??seita dekhiki vote ta dia ....aau candidate dekhiki dele semane ta abe chukulu chukulu katha kahibe ....
ବିଜେପି ବନ୍ଧୁ like କର 👍ଦୁଇଥର ପଦ୍ମ ଦୁଇଗୁଣା ବିକାଶ
No bjp only bjd
ଜୟ ମୋଦି ଜୟ ଶ୍ରୀ ରାମ ❤
@@prafulanath6816to kothare pandu chamcha....khali bjp
2X ,beef ବିକ୍ରି ମଣିପୁର ରେ ମାରି କୁ ଲଙ୍ଗଳା 2x speed re haba auu
@@Gamerboy12wmanipur re kaha pai ye sabu hela bhalare padhe re German shepherdbhakt paisa khai kukura 😂
ଯୁଦ୍ଧ part ଟା ସବୁଠୁ ଭଲ ଲାଗିଲା ❤❤❤
ବହୁତ ସୁନ୍ଦର ସଚେତନ ବାର୍ତ୍ତା ତାହା ପୁଣି କମିଡ଼ି ମାଧ୍ୟ୍ୟମରେ ବହୁତ ବହୁତ ସାଧୁବାଦ mr gulua ଭାଇ ଆଉ ତାଙ୍କ Team କୁଜୟ ହିନ୍ଦ 🇮🇳🇮🇳🇮🇳
ଭୋଟ ଦବ କୋଉଠି, 🪷 ପଦ୍ମ ଫୁଲ ଯୋଉଠି 😎😎
ଆରେ ବାବୁ e video ରୁ କଣ ଶିଖିଲକେତେ ଦିନ ପାରେ ବୁଝିବ
ବାବୁ ଚାରି ଜୁନ କୁ ଜଣା ପଡିଯିବ ଓଡିଶା ରେ ଓଡ଼ିଆ କେତେ ଆଉ ତାମିଲ ସଂଖ୍ୟା କେତେ 😂
Bhala candidate dekhi vote diya
Bjd ku vote for me ❤
I love Naveen 💚💚💚💚💚💚
ଅତି ସୁନ୍ଦର ଭାବରେ ତିଆରି ହଇଛି ଭିଡିଓ ଟି ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ଜାଯପୁର ବଡଚଣା ରୁ 👈......👍 କର
ଏଇଟା actually ସମାଜ ପାଇଁ ନିହାତି ଗୋଟିଏ ହିତକାରୀ vdo, VDO ଟି ବହୁତ୍ ମନକୁ ପାଇଲା, ଭାଇ,God Bless you 😊
❤😂❤❤😂
ଉଭୟ ଦଳର ସମାନ ପ୍ରଦର୍ଶନ କରି ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ଜୟ ଜଗନ୍ନାଥ ଜୟ ଶ୍ରୀ ରାମ❤❤
ଏତେ କମ ସମୟରେ ଏତେ ଭଲ ଭିଡ଼ିଓ ବନେଇଛନ୍ତି ବହୁତ ସୁନ୍ଦର ହେଇଛି ।
Jay bjp 💥💥💥💥 bjp ku like kara
Sabu sale Andhabhakta..Desha ra ta durdasha Kalani Abe Rajya ra kari baku...Chance dabunu
ଭାଇ ଲୋ ପୁରା ବୋବାଲ ଲାଗିଲା... ♥️ସତ କହୁଛି.. ସବୁଠୁ ଏକ ନୁମ୍ବର ମୋ ଗୁଲୁଆ ଭାଇ ♥️♥️♥️♥️♥️♥️♥️♥️♥️
ଯେଉଁ ମାନେ ଚାହୁଛନ୍ତି bjd like ହଉ
ବହୁତ ବଢିଆ ଭିଡିଓ ହେଇଛି ।ଗୁଲୁଆ ଭାଇ, ଆପଣ ସଠିକ୍ କଥା କହିଥିବାରୁ ଏବଂ ଏକ ସଚେତନତାର ବାର୍ତା ଏହି ଭିଡିଓ ମାଧ୍ୟମରେ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।❤❤❤
ବ୍ରହ୍ମଗିରି ପିଲା ଲାଇକ୍ ଗୋଟେ ହେଉ❤❤ ଏତେ ସୁନ୍ଦର ଭାଇ ମୋର ଭିଡିଓଟି କରିଛି ⭐👍👍....ଟୁଲୁ ଭାଇ ମସ୍ତ ଆଉ ବର୍ଷା ଭାଉଜ ବି ବାସ ଖାଲି ପ୍ରଳୁଟା ଥିଲେ 😂😂😂😂😂😂😂
😂
ଠିକ୍ ବୁଝିବା ବାଲା ବୁଝି ପାରିବେଅତି ସୁନ୍ଦର କମେଡି❤
Comedy ta vala heichi gulua bhAi
ଟୁଲୁ ପାଇଁ ଗୋଟେ ଲାଇକ ହଉ 👍👍👍👍
ଗୁଲୁଆ ଭାଈ ଜୟ ଜଗନ୍ନାଥ 🙏🙏🙏🙏
Bjd is best 🎉🎉❤❤😅😅😊😊 ayush mallick😊😊😮😮😅😅❤❤❤❤❤❤❤❤❤
ବହୁତ୍ ସୁନ୍ଦର୍ ବାର୍ତ୍ତା ଦେଲ ଗୁଲୁଆ ଭାଇ
ଢେଙ୍କାନାଳ ଜିଲ୍ଲାର ପିଲା like ଗୋଟେ ହଉ>>>>>
Kie Dkl ru
ଗୁଲୁଆ ଭାଇ, ଆପଣକଂ ମା ଆଉ ବହୁ ଏତେ ସୁନ୍ଦର ଅଭିନୟ କରିଥିବାରୁ ତାଙ୍କୁ ହୃଦୟ ରୁ ଧନ୍ୟବାଦ୍,🎉🎉🎉🎉
ଆନନ୍ଦପୁର କେନ୍ଦୁଝର ରୁ ଭାଇ ମାନେ like ଗୋଟେ ହଉ 👍👍
Anandapur only congress
😮
🙋
ଓଡ଼ିଶାରେ ପରିବର୍ତନ ଛାହୁଥିଲେBJP କୁ ଭୋଟ ଦିଅ😢😢😢ନହେଲେ ମରିଯିବ ❤❤
Modi asile sabu chhodi pokeiba
Bjp jitile ta ghara gehi debere maa ghiha
ଅତି ସୁନ୍ଦର ହେଇଛି ❤❤ ଭିଡିଓ
Comedy ଭଲ ହୋଇଛି । ଏଠି politics ରେ ବହୁତ କିଛି ଅଲଗା ଦେଖିବାକୁ ମିଳୁଛି ।କିଏ ଟଙ୍କା ପାଇ ଲୋକେ ଚାଟୁ କରିତା କରିଛି ତ କିଏ ଏଠି ବିନା ଟଙ୍କାରେ ଜିତିବା ପାଇ ସଂଗସ କରୁଛି ଆଉ ଏଠି ଓଡ଼ିଶାକୁ କିଏ ବଳି ପକେଇବାକୁ ପଛାଉ ନାହାନ୍ତି । Election ଆସିଲେ ନେତା ମନ୍ତ୍ରୀ ଏକ ହୁଅନ୍ତି ଆଉ ଲୋକଙ୍କୁ ପାଖକୁ ଆସନ୍ତି । ୫ ବର୍ଷ ଭିତରେ ଟିକେ ବି ମନେ ପଡ଼ନ୍ତି ନାହିଁ ଲୋକଙ୍କୁ କଥା ।୫ ମାସ ଭିତରେ ଲୋକଙ୍କ କଥା ମନେ ପଡେ । ଯେତେ ପାରୁଛୁ ସେତେ ଟଙ୍କା ଖାଓ ଭୋଟ ଦେଲା ବେଳେ ଭାବିଚିନ୍ତି ଭୋଟ ଦିଅନ୍ତୁ । ଓଡ଼ିଆରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ମହାପୁରୁଷଙ୍କ ଜୀବନୀ ବହୁତ ଲୋକେ ପଢ଼ି ଥିବେ । ଏଠି ଓଡ଼ିଆ ପିଲା class ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଉତ୍ତର ଦେଇଦେଉଛନ୍ତି ଶ୍ରେଣୀ ଶିକ୍ଷକ । ପିଲା ଏଠି ଶିକ୍ଷାର ବିକାଶ କରିବେ କଣ ? ଆମେ comedy ଦେଖୁ ମନୋରଞ୍ଜନ ପାଇ ଆଉ ଶିକ୍ଷା ଦେଇଥାଏ ଉଚ୍ଚ ହେବ ପାଇ ।ଯଦି ମୋର commet ରେ କିଛି ତ୍ରୁଟି କିମ୍ବା ଭୁଲ କହି ଥାଏ ମତେ କ୍ଷମା କରି ଦେବେ ।
Best comment
Bhai eta comedy show eta politics page nuhe ethu comment thik helani sorry bro
@@Vickybrain3490 Comedy show ଜାଣିଛି ଲେଖିବା କାରଣ ଜଗି ରୁହ ଓଡ଼ିଶା ବାସୀ ଆଗକୁ କଣ ହେବ ଦେଖିବ ।
@@4PM384bhai apana kahaku support karuchanti
ଦଳ ଦେଖିକି ଭୋଟ ଦିଅନି candidate ଦେଖି ଭୋଟ ଦିଅ ଯୟ ହିନ୍ଦୀ ❤❤❤❤❤❤❤❤
🚩ଜୟ ଶ୍ରୀ ରାମ🕉
Bhai mu hasi hasi gadi gali . Serially super heichi vdo ti❤❤❤
Only BJP ❤gulua bhai luv u 💗
ସୁନ୍ଦର କଥା, ସୁନ୍ଦର ବାର୍ତ୍ତା ।ଜୟ ହିନ୍ଦ୍ ଜୟ ଭାରତ❤❤
21:54 to 22:15 .....LOOK AT THIS TIME.... ବହୁତ୍ ସୁନ୍ଦର୍ ,ଅତି ସୁନ୍ଦର ,କଥା ଶୁଣି ମନ ମୁଗ୍ଧ ଭଲ ଉପଦେଶ ଟି ସମାଜ ପାଇଁ ..... Thank u all of Mr Gulua comedy 💞
ଗୁଲୁଆ ଭାଇ ସବୁଠୁ ବେଷ୍ଟ କମେଡିଆଁନ୍ 2024 ରେ ସବୁବେଳେ ହସାନ୍ତୁ ଆମକୁ ଜୟ ଜଗନ୍ନାଥ ❤️❤️❤️❤️❤️❤️❤️❤️❤️❤️❤️❤️
ଜଣେ ଭଲ ଛାତ୍ର କିମ୍ବା ଜଣେ ଭଲ ଲୋକ କେବେ ହେଲେ ମଦ ପାଇଁ ବିଜେଡି କୁ ଭୋଟ ଦେବ ନାହିଁ ।ବହୁତ୍ ହେଇଗଲା ୨୫ ବର୍ଷ ଦୁର୍ନୀତି ଏଥର ପରିବର୍ତନ ଦରକାର ❤❤❤❤❤❤❤❤❤( ଏଇ କମେଣ୍ଟ ଦେଖିକି ପଇସା ଖିଆ କୁଜି ନେତା ଙ୍କର ଗାଣ୍ଡୀ ଫଟୁଚି 🤣🤣🤣🤣)
Educated loka kebe b bjp ku debeni....... Congress ku debe...... 💪
@@UttamKumar-xu7xfwah vai kn kahila,,,Mana kinidela pura❤Jay Congress
Bala ku debi sala 50% ru adhika resorveson Kari deba ame general loka kn gandi mareibu @@UttamKumar-xu7xf
ଏହା ଭାଇ ଗଣତନ୍ତ୍ର ଏଠାର କେହି ଭଲ ନୁହନ୍ତି ସମସ୍ତେ power ପଛରେ ପାଗଳ ।
25 Barsha hela kana karuthila?? Ebe nida bhangila na kn😂😂
ଓଡ଼ିଶାର ଉନ୍ନତି ପାଇଁ କିଏ ମୁଖ୍ୟ ମନ୍ତ୍ରୀ ହେବା ଦରକାର❤BJD କିମ୍ବା❤ BJP
Bjp
BjP ❤
NABIN PATTNAYAK
BJP
ଅବ କି ବାର୍ ମୋଦୀ ସରକାର 🪷
400 +paar Bjp🧡🧡🚩
Bjd win for Odisha ❤
@@SushantaSahoo-q3tbilkul nai...Tamil sasan chalibo nai
Gandi darkar 😂
ଗୁଲୁଆ ଭାଇ ପୁରା ମସ୍ତ୍ ହେଇଚି ଭିଡିଓ 😅😅😅😅😅
ଯାହା ହଉ ଗୁଲୁଆ ଭାଇ କେତେ ବଡ଼ କଥା କହିଲ ବହୁତ୍ ଭଲ ଲାଗିଲା ଯେ ଆପଣ କୋଉ ଦଳ କୁ ସପୋର୍ଟ କରିଲେ ନାହିଁ। ସବୁ ସେଲିବ୍ରଟୀ ମାନେ ନିର୍ଦ୍ଦିଷ୍ଟ ଦଳ ର ପ୍ରଚାର ରେ କୁକୁର ( କ୍ଷମା କରିବେ) ଭଳି ମାତିଛନ୍ତି। ଯୁବପିଢି ଙ୍କୁ ନେଇ ଯୋଉ ମତ ରଖିଲେ ମତେ ବହୁତ୍ ଭଲ ଲାଗିଲା video 🙏👍👏👏
Right ✅️ 👍
ଧନ୍ୟବାଦ ,ଆପଣଙ୍କର ଏହି ଦୃଶ୍ୟରେ ସମାଜ ପାଇଁ ଗୋଟିଏ ବ ହୁତ ଭଲ ବାର୍ତାଥିଲା
😢🎉😮😅
Thank you 😊🤗
Jay Jagannath Bhai 🥰. Super Comedy bhai. Only BJP ❤️
ସବୁ ୟୁଟୁବ କମେଡି ଭିତରେ ଟୁଲୁ ଭାଇ ଭଲ କରୁଚି
Hn
କଂଗ୍ରେସ ପିଲା like କର 😊😊😊😊
ଗୁଲୁଆ ଭାଇ ବିଜେପି ରେ ଭାେଟ୍ ଟା ଦିଅନ୍ତୁ 🪷🪷🪷
Bhai vote for bjp Tamil hatao odisha banchao
ବହୁତ ସୁନ୍ଦର ହେଇଚି ଭିଡ଼ିଓ ଟି, ବହୁତ କିଛି ଶିଖିବାର ଅଛି 🙏🙏
😂😂😂😂😂 ବହୁତ ବଡିଆ ହେଇଚି ଗୁଲୁଆ ଭାଇ
ଯୋଉଁ ମାନେ କାହାଠୁ ବି ପଇସା ନ ଖାଇ ଭୋଟ ଦେଇ ଛନ୍ତି ସେମାନେ ଗୋଟିଏ Like କରନ୍ତୁ ❤❤❤
Bhai Super Comedy Bahut Dina Pare Ate Bhala Comedy Gote Dekhili Maja Asigala....
Better than Jogesh Jojoଯୋଗେଶ jojo ରୁ ତ ଭଲ ଏକା ଅଛେ କମେଡି ପଇସା ଖଉ ମାଙ୍କଡ଼ jojo ଯାହାକେ ଲାଗୁଛେ ସେ like ଗୁଟେ କର ଯେତେ ଟା like ସେତେଟା ଚପଲ jojo ବିରୋଧୀ ଏ 👿👿👿
ଜୟ ଜଗନ୍ନାଥ ଭାଇ
Nice😂😂🎉🎉
Only Bjp Like ❤❤❤
Now the time for to change the minister this time for BJP
Right
Centre re b change darkar😂
Gulua.. Bhai aeita..thik Katha nuhe..tame samastanku nei chalucha... kintu indirectly BJP ku promot karucha.. kintu aita thik nuha..😊
@@balgopalmandal6096Central re au option nahi bjp chada
Congress❤❤❤❤
Point 2 be noted " ରାତି ପାହିଲେ ହାଣ୍ଡିଶାଳ 12 ଟା ହେଲେ ଭାତ ଗାଳ "
Video t bahut bhala laguchi 😄🤣 Gulua bhaiiii❤❤
ଭାଇ ଆପଣ ଏ ସମାଜ କୁ ଏତେ ଭଲ ବାର୍ତ୍ତା ଦେଇଥିବାରୁ ବହୁତ ବହୁତ dhnyawad ଗୁଲୁଆ ଭାଈ ❤❤❤❤❤
ଶୁଭ ସକାଳ ବନ୍ଧୁ ଆପଣଙ୍କ ଦିନ ଶୁଭ ମୟହଉ ⭕❗⭕🙏🙏🙏
ଗୁଲୁଆ ଭାଇ ଭାଇ ପାଈଁ ଗୋଟେ ❤❤❤
Super heichi video gulua bhai 👍🏽👍🏽👍🏽👍🏽🙂🙂🙂🙂🙂🙂🙂😊😊😊😅😂😂🎉
Superb dailog 😂😂😂😊😊😅😅 with Astra dailog.😅😅😅😅❤❤❤
Thnk you
ଥରେ BJP କୁ ଭୋଟ ଦେଇ ଦେଖ no 1 ଓଡ଼ିଶା ହୋଈ ଜୀବ
Gujrat re 25 year hela bjp sarkar gujrat ku no 1 kariparileni asile odisha ku no 1 karibaku
@@rahulbarik7763Gujarat heithila no.1 2009-10 re au bhai Gujarat ku odisha sange compare karani loka seithiku hi jaanti
@@rahulbarik7763ଆରେ ପାଗଳ No 1 ନହେଲେ kn ହେଲା no 2 development ଅଛନ୍ତି all India re gujurat
2024ର ସବୁ ଠୁ best ଆଉ ଦମ ଦାର କମେଡୀ ସବୁ you tub ଚେନେଲ କୁ କାଟି ତମ ଚେନେଲ 1no ଅତି ସୁନ୍ଦର ଲେଖା ଆଉ ଭାଷା 👌👌👌👍
Bhai thik kahicha ❤ . Ae video ta election bele darkar 😮
Gulua bhai tahale CONGRESS🤚🤚🤚
😂😂😂
ବହୁତ ସୁନ୍ଦର ବାର୍ତ୍ତା
Vote ku nei bahut vadia thing.... bahut bhala lagila story.
Comedy video ta bohut bhala heichhi
Byomokesh bhai... jindabad
Modi is great leader in India😊🎉❤
ସର୍ବ ପ୍ରଥମ ଏକ ନମ୍ବର ମିଛୁଆ ପ୍ରଧାନମନ୍ତ୍ରୀ
Kn micha kahila tatee@@mksupersix9026
Beautiful social message 🎉 thank you team
Thnk u
Thik kahecha bhai 👍👍👍👍
Gulua bhai nice elation video god bless you all🥰
ବହୁତ୍ ଭଲ ଲାଗିଲା ଏତେ ସୁନ୍ଦର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ
Bhai big fan, god bless you
ଅତି ସୁନ୍ଦର 😮
Comedy bhitaru bahuto sikhibaku milila ❤❤
Only bjp❤❤❤❤❤
Guluaa ଭାଇ କୁ ଭଲ ପାଉଥିଲେ LIKE କର 😢😢😢
Badhia😂😂❤
Aji election puri re puri pila mane ethara kie puri ra raja haba Jay Jagannath ❤❤
Sambit patra ❤ I'm From Puri ❤
ପୁରୀ ର ଗୋଟିଏ ରାଜା ଜୟ ଜଗନ୍ନାଥ 🙏🙏🙏🙏
Puri au dunia ra gotia raja jagannath kuha Puri ra seva kia kariba sambit patra jiti jiba
@@sandeeprout3324 Love You Bhai❤❤ Jay Jagannath🙏 Jay shree Ram
@@sandeeprout3324 you are right bro
Gulua bhai nka pain gote 👍hau
Bahuta badhiaa
Kyaa baat hai laa jowab..comedy ❤❤
Introduction was epic 👏🏼😀
Jay Bjp ଏ ଦୁର୍ନୀତି ଖୋର ତାମିଲ କଳା ପାହାଡ଼ କୁ ତଣ୍ଟିଆ ମାରି ବିଦା କରିବା
Bjp ku bidha kar na hele desa bikiba mahagia bjp ku hatao
@@bikram7220 to maghia
Odisha ra best comedy King gulua bhai
Very nice video for the election 👍😍😍...
Gulua bhai first comment ❤
Gulua bhai a1 comedian if odisha 👍👍❤❤
ବର୍ଷା ଭାଉଜ।।। ବହୁତ ପରିଶ୍ରମ କରିଛନ୍ତି। ସାଙ୍ଗକୁ ଟୁଲୁ ଭାଇ ର ଉଦଣ୍ଡ ନାଚ ।।। ଚମତ୍କାର ଅଭିନୟ
କଉୁ ମାନଙ୍କ ର ୧୮ ବର୍ଷ ହେଉଛି ସେଇମାନେ ଲାଇକ୍ କର😊
Best comedy forever....gulua Bhai 😅😂😅
ଆଶିସ ଭାଈ (ଗୁଲୁଆ ଭାଈ) ବହୁତ୍ ଦିନ ପାରେ ଧନୁ ଯୁଦ୍ଧ ସ୍କ୍ରିପ୍ଟ ଅତି ସୁନ୍ଦର l ବର୍ଷା ଭାଉଜ ଏବଂ ଟୁଲୁ ର ଅଭିନୟ ଅତି ଚମତ୍କାର ।😂😂😂😂
Gulua bhai Best video
Gulua vai❤❤❤❤nka comedy really must❤❤❤❤❤❤❤❤❤
ଏଥର ପରିବର୍ତ୍ତନ ❤
Only congress like
Love you❤😘🤟
😂😂😂😂😂
ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ କାହାର ପ୍ରବଞ୍ଚନାରେ ନପଡ଼ି ଉଚିତ୍ ପ୍ରାର୍ଥୀ ଦେଖି ନିଜର ବହୁ ମୂଲ୍ୟ ଭୋଟ ଟିକୁ ଦିଅନ୍ତୁ।କାରଣ ଭୋଟରେ ଲୁଚିକରି ରହିଥାଏ ବ୍ୟକ୍ତିର ମୌଳିକ ଅଧିକାର।ଆସନ୍ତୁ ଆମେ ସମସ୍ତେ ଭୋଟ ଦେବା । ଗଣତନ୍ତ୍ର କୁ ସୁଦୃଢ କରିବା।❣️
Bahut Vala video bhai lokan ku Chetana dela❤❤
ଜଉ ମାନେ କୌଣସି ଦଳ ରୁ ଟଙ୍କା ଟେ ବି ନେଇନ ଲାଇକ ଟେ ହଉ
Like ପାଇଁ bhala ଯୋଜନା 😂
Mun vote daba purbaru magiki nei asichi mora voter id hele vote debi kahiki😂
@@souravyt15 ସାବାସ 👍🏻
👍👍👍👍👍👍👍👍
Mu nie chi 🤣 bcz tanka dia ntu ki na dio ntu amoro to pilaa belu gote hi party'😁👉 party badlie baaro nai ... 😁 Andira pilaa 🤣 kebe party badaleye ni
ବର୍ଷା ଭାଉଜ ଆଉ ଟୁଲୁ ଭାଇ ଙ୍କର ଯୁଦ୍ଧ ବହୁତ ଭଲ ଲାଗିଲା 😂😂😂 ତାଙ୍କ ପାଇଁ ଗୋଟେ 👍 ହଉ
th-cam.com/users/shortsfM_NzD_l7Hw?si=-Bp-MT2l8UTTB0WO
ବହୁତ ଦିନ ପରେ ଗୋଟେ ଭଲ ଭିଡିଓ
ଜୟ ଶ୍ରୀ ଜଗନ୍ନାଥ
ଯେଉମାନେ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଛ ଗୋଟେ like kara ❤️
❤❤❤❤❤❤❤
Aam gnaa re unnati heeni desha re kn unnati heba
Aam gnaa re unnati heeni desha re kn unnati heba
😅😅😅😅😅😅😅😅@@sabitrising-jo4ud
@@sabitrising-jo4ud tama gaan Bangladesh re ki😂
ଦଳ ଦେଖି ଭୋଟ ଦିଅନି candidate ଦେଖି ଭୋଟ ଦିଅ Jay hind jay bharat🇮🇳🇮🇳
Candidate dekhi ki loka dauchhanti naveen dhoka dauchi aau baki dala prabachhana dauchi
Candidate dekhi dele ta semane dala change katidauchanti candidate nka upare bala re bi bharasa nahin
Ame candidates dekhi vote Debu kintu ama candidates ra value rahuni bjd sarkar re .... so dala dekhi ethara vote dabu
Candidate ra tala ta chati de
are bhai Candidate ta a time re jete kharap hele bi pura godo tale padijiba hele jitigala pare sia tamar upakar kariba ta ??seita dekhiki vote ta dia ....aau candidate dekhiki dele semane ta abe chukulu chukulu katha kahibe ....
ବିଜେପି ବନ୍ଧୁ like କର 👍
ଦୁଇଥର ପଦ୍ମ ଦୁଇଗୁଣା ବିକାଶ
No bjp only bjd
ଜୟ ମୋଦି ଜୟ ଶ୍ରୀ ରାମ ❤
@@prafulanath6816to kothare pandu chamcha....khali bjp
2X ,beef ବିକ୍ରି
ମଣିପୁର ରେ ମାରି କୁ ଲଙ୍ଗଳା 2x speed re haba auu
@@Gamerboy12wmanipur re kaha pai ye sabu hela bhalare padhe re German shepherdbhakt paisa khai kukura 😂
ଯୁଦ୍ଧ part ଟା ସବୁଠୁ ଭଲ ଲାଗିଲା ❤❤❤
ବହୁତ ସୁନ୍ଦର ସଚେତନ ବାର୍ତ୍ତା ତାହା ପୁଣି କମିଡ଼ି ମାଧ୍ୟ୍ୟମରେ ବହୁତ ବହୁତ ସାଧୁବାଦ mr gulua ଭାଇ ଆଉ ତାଙ୍କ Team କୁ
ଜୟ ହିନ୍ଦ 🇮🇳🇮🇳🇮🇳
ଭୋଟ ଦବ କୋଉଠି, 🪷 ପଦ୍ମ ଫୁଲ ଯୋଉଠି 😎😎
ଆରେ ବାବୁ e video ରୁ କଣ ଶିଖିଲ
କେତେ ଦିନ ପାରେ ବୁଝିବ
ବାବୁ ଚାରି ଜୁନ କୁ ଜଣା ପଡିଯିବ ଓଡିଶା ରେ ଓଡ଼ିଆ କେତେ ଆଉ ତାମିଲ ସଂଖ୍ୟା କେତେ 😂
Bhala candidate dekhi vote diya
Bjd ku vote for me ❤
I love Naveen 💚💚💚💚💚💚
ଅତି ସୁନ୍ଦର ଭାବରେ ତିଆରି ହଇଛି ଭିଡିଓ ଟି ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ଜାଯପୁର ବଡଚଣା ରୁ 👈......👍 କର
ଏଇଟା actually ସମାଜ ପାଇଁ ନିହାତି ଗୋଟିଏ ହିତକାରୀ vdo, VDO ଟି ବହୁତ୍ ମନକୁ ପାଇଲା, ଭାଇ,God Bless you 😊
❤😂❤❤😂
ଉଭୟ ଦଳର ସମାନ ପ୍ରଦର୍ଶନ କରି ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ❤❤
ଏତେ କମ ସମୟରେ ଏତେ ଭଲ ଭିଡ଼ିଓ ବନେଇଛନ୍ତି ବହୁତ ସୁନ୍ଦର ହେଇଛି ।
Jay bjp 💥💥💥💥 bjp ku like kara
Sabu sale Andhabhakta..Desha ra ta durdasha Kalani Abe Rajya ra kari baku...Chance dabunu
ଭାଇ ଲୋ ପୁରା ବୋବାଲ ଲାଗିଲା... ♥️ସତ କହୁଛି.. ସବୁଠୁ ଏକ ନୁମ୍ବର ମୋ ଗୁଲୁଆ ଭାଇ ♥️♥️♥️♥️♥️♥️♥️♥️♥️
ଯେଉଁ ମାନେ ଚାହୁଛନ୍ତି bjd like ହଉ
ବହୁତ ବଢିଆ ଭିଡିଓ ହେଇଛି ।
ଗୁଲୁଆ ଭାଇ, ଆପଣ ସଠିକ୍ କଥା କହିଥିବାରୁ ଏବଂ ଏକ ସଚେତନତାର ବାର୍ତା ଏହି ଭିଡିଓ ମାଧ୍ୟମରେ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।❤❤❤
ବ୍ରହ୍ମଗିରି ପିଲା ଲାଇକ୍ ଗୋଟେ ହେଉ❤❤ ଏତେ ସୁନ୍ଦର ଭାଇ ମୋର ଭିଡିଓଟି କରିଛି ⭐👍👍....ଟୁଲୁ ଭାଇ ମସ୍ତ ଆଉ ବର୍ଷା ଭାଉଜ ବି ବାସ ଖାଲି ପ୍ରଳୁଟା ଥିଲେ 😂😂😂😂😂😂😂
😂
ଠିକ୍ ବୁଝିବା ବାଲା ବୁଝି ପାରିବେ
ଅତି ସୁନ୍ଦର କମେଡି❤
Comedy ta vala heichi gulua bhAi
ଟୁଲୁ ପାଇଁ ଗୋଟେ ଲାଇକ ହଉ 👍👍👍👍
ଗୁଲୁଆ ଭାଈ ଜୟ ଜଗନ୍ନାଥ 🙏🙏🙏🙏
Bjd is best 🎉🎉❤❤😅😅😊😊 ayush mallick😊😊😮😮😅😅❤❤❤❤❤❤❤❤❤
ବହୁତ୍ ସୁନ୍ଦର୍ ବାର୍ତ୍ତା ଦେଲ ଗୁଲୁଆ ଭାଇ
ଢେଙ୍କାନାଳ ଜିଲ୍ଲାର ପିଲା like ଗୋଟେ ହଉ>>>>>
Kie Dkl ru
ଗୁଲୁଆ ଭାଇ, ଆପଣକଂ ମା ଆଉ ବହୁ ଏତେ ସୁନ୍ଦର ଅଭିନୟ କରିଥିବାରୁ ତାଙ୍କୁ ହୃଦୟ ରୁ ଧନ୍ୟବାଦ୍,🎉🎉🎉🎉
ଆନନ୍ଦପୁର କେନ୍ଦୁଝର ରୁ ଭାଇ ମାନେ like ଗୋଟେ ହଉ 👍👍
Anandapur only congress
😮
🙋
ଓଡ଼ିଶାରେ ପରିବର୍ତନ ଛାହୁଥିଲେ
BJP କୁ ଭୋଟ ଦିଅ😢😢😢
ନହେଲେ ମରିଯିବ ❤❤
Modi asile sabu chhodi pokeiba
Bjp jitile ta ghara gehi debere maa ghiha
ଅତି ସୁନ୍ଦର ହେଇଛି ❤❤ ଭିଡିଓ
Comedy ଭଲ ହୋଇଛି । ଏଠି politics ରେ ବହୁତ କିଛି ଅଲଗା ଦେଖିବାକୁ ମିଳୁଛି ।କିଏ ଟଙ୍କା ପାଇ ଲୋକେ ଚାଟୁ କରିତା କରିଛି ତ କିଏ ଏଠି ବିନା ଟଙ୍କାରେ ଜିତିବା ପାଇ ସଂଗସ କରୁଛି ଆଉ ଏଠି ଓଡ଼ିଶାକୁ କିଏ ବଳି ପକେଇବାକୁ ପଛାଉ ନାହାନ୍ତି । Election ଆସିଲେ ନେତା ମନ୍ତ୍ରୀ ଏକ ହୁଅନ୍ତି ଆଉ ଲୋକଙ୍କୁ ପାଖକୁ ଆସନ୍ତି । ୫ ବର୍ଷ ଭିତରେ ଟିକେ ବି ମନେ ପଡ଼ନ୍ତି ନାହିଁ ଲୋକଙ୍କୁ କଥା ।୫ ମାସ ଭିତରେ ଲୋକଙ୍କ କଥା ମନେ ପଡେ । ଯେତେ ପାରୁଛୁ ସେତେ ଟଙ୍କା ଖାଓ ଭୋଟ ଦେଲା ବେଳେ ଭାବିଚିନ୍ତି ଭୋଟ ଦିଅନ୍ତୁ । ଓଡ଼ିଆରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ମହାପୁରୁଷଙ୍କ ଜୀବନୀ ବହୁତ ଲୋକେ ପଢ଼ି ଥିବେ । ଏଠି ଓଡ଼ିଆ ପିଲା class ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଉତ୍ତର ଦେଇଦେଉଛନ୍ତି ଶ୍ରେଣୀ ଶିକ୍ଷକ । ପିଲା ଏଠି ଶିକ୍ଷାର ବିକାଶ କରିବେ କଣ ? ଆମେ comedy ଦେଖୁ ମନୋରଞ୍ଜନ ପାଇ ଆଉ ଶିକ୍ଷା ଦେଇଥାଏ ଉଚ୍ଚ ହେବ ପାଇ ।ଯଦି ମୋର commet ରେ କିଛି ତ୍ରୁଟି କିମ୍ବା ଭୁଲ କହି ଥାଏ ମତେ କ୍ଷମା କରି ଦେବେ ।
Best comment
Bhai eta comedy show eta politics page nuhe ethu comment thik helani sorry bro
@@Vickybrain3490
Comedy show ଜାଣିଛି ଲେଖିବା କାରଣ ଜଗି ରୁହ ଓଡ଼ିଶା ବାସୀ ଆଗକୁ କଣ ହେବ ଦେଖିବ ।
@@4PM384bhai apana kahaku support karuchanti
ଦଳ ଦେଖିକି ଭୋଟ ଦିଅନି candidate ଦେଖି ଭୋଟ ଦିଅ ଯୟ ହିନ୍ଦୀ ❤❤❤❤❤❤❤❤
🚩ଜୟ ଶ୍ରୀ ରାମ🕉
Bhai mu hasi hasi gadi gali . Serially super heichi vdo ti❤❤❤
Only BJP ❤gulua bhai luv u 💗
ସୁନ୍ଦର କଥା, ସୁନ୍ଦର ବାର୍ତ୍ତା ।
ଜୟ ହିନ୍ଦ୍ ଜୟ ଭାରତ❤❤
21:54 to 22:15 .....LOOK AT THIS TIME.... ବହୁତ୍ ସୁନ୍ଦର୍ ,ଅତି ସୁନ୍ଦର ,କଥା ଶୁଣି ମନ ମୁଗ୍ଧ ଭଲ ଉପଦେଶ ଟି ସମାଜ ପାଇଁ ..... Thank u all of Mr Gulua comedy 💞
ଗୁଲୁଆ ଭାଇ ସବୁଠୁ ବେଷ୍ଟ କମେଡିଆଁନ୍ 2024 ରେ ସବୁବେଳେ ହସାନ୍ତୁ ଆମକୁ ଜୟ ଜଗନ୍ନାଥ ❤️❤️❤️❤️❤️❤️❤️❤️❤️❤️❤️❤️
ଜଣେ ଭଲ ଛାତ୍ର କିମ୍ବା ଜଣେ ଭଲ ଲୋକ କେବେ ହେଲେ ମଦ ପାଇଁ ବିଜେଡି କୁ ଭୋଟ ଦେବ ନାହିଁ ।ବହୁତ୍ ହେଇଗଲା ୨୫ ବର୍ଷ ଦୁର୍ନୀତି ଏଥର ପରିବର୍ତନ ଦରକାର ❤❤❤❤❤❤❤❤❤( ଏଇ କମେଣ୍ଟ ଦେଖିକି ପଇସା ଖିଆ କୁଜି ନେତା ଙ୍କର ଗାଣ୍ଡୀ ଫଟୁଚି 🤣🤣🤣🤣)
Educated loka kebe b bjp ku debeni....... Congress ku debe...... 💪
@@UttamKumar-xu7xfwah vai kn kahila,,,Mana kinidela pura❤Jay Congress
Bala ku debi sala 50% ru adhika resorveson Kari deba ame general loka kn gandi mareibu @@UttamKumar-xu7xf
ଏହା ଭାଇ ଗଣତନ୍ତ୍ର ଏଠାର କେହି ଭଲ ନୁହନ୍ତି ସମସ୍ତେ power ପଛରେ ପାଗଳ ।
25 Barsha hela kana karuthila?? Ebe nida bhangila na kn😂😂
ଓଡ଼ିଶାର ଉନ୍ନତି ପାଇଁ କିଏ ମୁଖ୍ୟ ମନ୍ତ୍ରୀ ହେବା ଦରକାର❤
BJD କିମ୍ବା❤ BJP
Bjp
BjP ❤
NABIN PATTNAYAK
Bjp
BJP
ଅବ କି ବାର୍ ମୋଦୀ ସରକାର 🪷
400 +paar
Bjp🧡🧡🚩
Bjd win for Odisha ❤
@@SushantaSahoo-q3tbilkul nai...Tamil sasan chalibo nai
Sabu sale Andhabhakta..Desha ra ta durdasha Kalani Abe Rajya ra kari baku...Chance dabunu
Gandi darkar 😂
ଗୁଲୁଆ ଭାଇ ପୁରା ମସ୍ତ୍ ହେଇଚି ଭିଡିଓ 😅😅😅😅😅
ଯାହା ହଉ ଗୁଲୁଆ ଭାଇ କେତେ ବଡ଼ କଥା କହିଲ ବହୁତ୍ ଭଲ ଲାଗିଲା ଯେ ଆପଣ କୋଉ ଦଳ କୁ ସପୋର୍ଟ କରିଲେ ନାହିଁ। ସବୁ ସେଲିବ୍ରଟୀ ମାନେ ନିର୍ଦ୍ଦିଷ୍ଟ ଦଳ ର ପ୍ରଚାର ରେ କୁକୁର ( କ୍ଷମା କରିବେ) ଭଳି ମାତିଛନ୍ତି। ଯୁବପିଢି ଙ୍କୁ ନେଇ ଯୋଉ ମତ ରଖିଲେ ମତେ ବହୁତ୍ ଭଲ ଲାଗିଲା video 🙏👍👏👏
Right ✅️ 👍
ଧନ୍ୟବାଦ ,ଆପଣଙ୍କର ଏହି ଦୃଶ୍ୟରେ ସମାଜ ପାଇଁ ଗୋଟିଏ ବ ହୁତ ଭଲ ବାର୍ତାଥିଲା
😢🎉😮😅
Thank you 😊🤗
Jay Jagannath Bhai 🥰. Super Comedy bhai. Only BJP ❤️
ସବୁ ୟୁଟୁବ କମେଡି ଭିତରେ ଟୁଲୁ ଭାଇ ଭଲ କରୁଚି
Hn
କଂଗ୍ରେସ ପିଲା like କର 😊😊😊😊
ଗୁଲୁଆ ଭାଇ ବିଜେପି ରେ ଭାେଟ୍ ଟା ଦିଅନ୍ତୁ 🪷🪷🪷
Bhai vote for bjp
Tamil hatao odisha banchao
ବହୁତ ସୁନ୍ଦର ହେଇଚି ଭିଡ଼ିଓ ଟି, ବହୁତ କିଛି ଶିଖିବାର ଅଛି 🙏🙏
😂😂😂😂😂 ବହୁତ ବଡିଆ ହେଇଚି ଗୁଲୁଆ ଭାଇ
ଯୋଉଁ ମାନେ କାହାଠୁ ବି ପଇସା ନ ଖାଇ ଭୋଟ ଦେଇ ଛନ୍ତି ସେମାନେ ଗୋଟିଏ Like କରନ୍ତୁ ❤❤❤
Bhai Super Comedy Bahut Dina Pare Ate Bhala Comedy Gote Dekhili Maja Asigala....
Better than Jogesh Jojo
ଯୋଗେଶ jojo ରୁ ତ ଭଲ ଏକା ଅଛେ କମେଡି ପଇସା ଖଉ ମାଙ୍କଡ଼ jojo ଯାହାକେ ଲାଗୁଛେ ସେ like ଗୁଟେ କର ଯେତେ ଟା like ସେତେଟା ଚପଲ jojo ବିରୋଧୀ ଏ 👿👿👿
ଜୟ ଜଗନ୍ନାଥ ଭାଇ
Nice😂😂🎉🎉
Only Bjp Like ❤❤❤
Now the time for to change the minister this time for BJP
Right
Centre re b change darkar😂
Gulua.. Bhai aeita..thik Katha nuhe..tame samastanku nei chalucha... kintu indirectly BJP ku promot karucha.. kintu aita thik nuha..😊
@@balgopalmandal6096Central re au option nahi bjp chada
Congress❤❤❤❤
Point 2 be noted " ରାତି ପାହିଲେ ହାଣ୍ଡିଶାଳ 12 ଟା ହେଲେ ଭାତ ଗାଳ "
Video t bahut bhala laguchi 😄🤣 Gulua bhaiiii❤❤
ଭାଇ ଆପଣ ଏ ସମାଜ କୁ ଏତେ ଭଲ ବାର୍ତ୍ତା ଦେଇଥିବାରୁ ବହୁତ ବହୁତ dhnyawad ଗୁଲୁଆ ଭାଈ ❤❤❤❤❤
ଶୁଭ ସକାଳ ବନ୍ଧୁ ଆପଣଙ୍କ ଦିନ ଶୁଭ ମୟ
ହଉ ⭕❗⭕🙏🙏🙏
ଗୁଲୁଆ ଭାଇ ଭାଇ ପାଈଁ ଗୋଟେ ❤❤❤
Super heichi video gulua bhai 👍🏽👍🏽👍🏽👍🏽🙂🙂🙂🙂🙂🙂🙂😊😊😊😅😂😂🎉
Superb dailog 😂😂😂😊😊😅😅 with Astra dailog.😅😅😅😅❤❤❤
Thnk you
ଥରେ BJP କୁ ଭୋଟ ଦେଇ ଦେଖ no 1 ଓଡ଼ିଶା ହୋଈ ଜୀବ
Gujrat re 25 year hela bjp sarkar gujrat ku no 1 kariparileni asile odisha ku no 1 karibaku
@@rahulbarik7763Gujarat heithila no.1 2009-10 re au bhai Gujarat ku odisha sange compare karani loka seithiku hi jaanti
@@rahulbarik7763ଆରେ ପାଗଳ No 1 ନହେଲେ kn ହେଲା no 2 development ଅଛନ୍ତି all India re gujurat
2024ର ସବୁ ଠୁ best ଆଉ ଦମ ଦାର କମେଡୀ ସବୁ you tub ଚେନେଲ କୁ କାଟି ତମ ଚେନେଲ 1no ଅତି ସୁନ୍ଦର ଲେଖା ଆଉ ଭାଷା 👌👌👌👍
Bhai thik kahicha ❤ . Ae video ta election bele darkar 😮
Gulua bhai tahale CONGRESS🤚🤚🤚
😂😂😂
ବହୁତ ସୁନ୍ଦର ବାର୍ତ୍ତା
Vote ku nei bahut vadia thing.... bahut bhala lagila story.
Comedy video ta bohut bhala heichhi
Byomokesh bhai... jindabad
Modi is great leader in India😊🎉❤
ସର୍ବ ପ୍ରଥମ ଏକ ନମ୍ବର ମିଛୁଆ ପ୍ରଧାନମନ୍ତ୍ରୀ
Kn micha kahila tatee@@mksupersix9026
Beautiful social message 🎉 thank you team
Thnk u
Thik kahecha bhai 👍👍👍👍
Gulua bhai nice elation video god bless you all🥰
ବହୁତ୍ ଭଲ ଲାଗିଲା ଏତେ ସୁନ୍ଦର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ
Bhai big fan, god bless you
Thnk u
ଅତି ସୁନ୍ଦର 😮
Comedy bhitaru bahuto sikhibaku milila ❤❤
Only bjp❤❤❤❤❤
Guluaa ଭାଇ କୁ ଭଲ ପାଉଥିଲେ LIKE କର 😢😢😢
Badhia😂😂❤
Aji election puri re puri pila mane ethara kie puri ra raja haba
Jay Jagannath ❤❤
Sambit patra ❤ I'm From Puri ❤
ପୁରୀ ର ଗୋଟିଏ ରାଜା ଜୟ ଜଗନ୍ନାଥ 🙏🙏🙏🙏
Puri au dunia ra gotia raja jagannath kuha Puri ra seva kia kariba sambit patra jiti jiba
@@sandeeprout3324 Love You Bhai❤❤ Jay Jagannath🙏 Jay shree Ram
@@sandeeprout3324 you are right bro
Gulua bhai nka pain gote 👍hau
Bahuta badhiaa
Kyaa baat hai laa jowab..comedy ❤❤
Introduction was epic 👏🏼😀
Jay Bjp ଏ ଦୁର୍ନୀତି ଖୋର ତାମିଲ କଳା ପାହାଡ଼ କୁ ତଣ୍ଟିଆ ମାରି ବିଦା କରିବା
Bjp ku bidha kar na hele desa bikiba mahagia bjp ku hatao
@@bikram7220 to maghia
Odisha ra best comedy King gulua bhai
Very nice video for the election 👍😍😍...
Gulua bhai first comment ❤
Gulua bhai a1 comedian if odisha 👍👍❤❤
ବର୍ଷା ଭାଉଜ।।। ବହୁତ ପରିଶ୍ରମ କରିଛନ୍ତି। ସାଙ୍ଗକୁ ଟୁଲୁ ଭାଇ ର ଉଦଣ୍ଡ ନାଚ ।।। ଚମତ୍କାର ଅଭିନୟ
କଉୁ ମାନଙ୍କ ର ୧୮ ବର୍ଷ ହେଉଛି ସେଇମାନେ ଲାଇକ୍ କର😊
Best comedy forever....gulua Bhai 😅😂😅
ଆଶିସ ଭାଈ (ଗୁଲୁଆ ଭାଈ) ବହୁତ୍ ଦିନ ପାରେ ଧନୁ ଯୁଦ୍ଧ ସ୍କ୍ରିପ୍ଟ ଅତି ସୁନ୍ଦର l ବର୍ଷା ଭାଉଜ ଏବଂ ଟୁଲୁ ର ଅଭିନୟ ଅତି ଚମତ୍କାର ।😂😂😂😂
Gulua bhai Best video
Gulua vai❤❤❤❤nka comedy really must❤❤❤❤❤❤❤❤❤
ଏଥର ପରିବର୍ତ୍ତନ ❤
Only congress like
Love you❤😘🤟
😂😂😂😂😂
ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ କାହାର ପ୍ରବଞ୍ଚନାରେ ନପଡ଼ି ଉଚିତ୍ ପ୍ରାର୍ଥୀ ଦେଖି ନିଜର ବହୁ ମୂଲ୍ୟ ଭୋଟ ଟିକୁ ଦିଅନ୍ତୁ।କାରଣ ଭୋଟରେ ଲୁଚିକରି ରହିଥାଏ ବ୍ୟକ୍ତିର ମୌଳିକ ଅଧିକାର।
ଆସନ୍ତୁ ଆମେ ସମସ୍ତେ ଭୋଟ ଦେବା । ଗଣତନ୍ତ୍ର କୁ ସୁଦୃଢ କରିବା।❣️